..🌲 Jay Jagannath.. Koti koti🙏🙏🙏..Maha PRABHU mo Jagannath nka pakhare.. Apanku bi mora koti koti pranam apananka madhya mare ame apanka tharu Maha PRABHU nka mahima janiparuchhu. 🙏🙏🙏
jai srijagannath mote etiki dayakara prabhu tamaku dekhile , tama katha sunile emiti mo akhiru luha bohijau.tora mo prati krupa nathile mu kana to bisayare suniparanti prabhu .tora daya emiti rahu .kebe dekhahaba prabhu .kebe mo samasya ra samadhana prabhu , mo sathire emiti rahitha a prabhu mo biswas atuta rahu prabhu 😢😢😢😢😢jai srijagannath.dhanyabad
Jay Jagannath,shreekant Bhai, apanank upasthapana mo akhire luha Ani dela.prabhunk mahima mu bujhiki daruchhi.more Post menstrual problem jogu kasta paduchhi ,suni bhal lagila.odisha 365family re sehi bhauni manank pain prarthana Prabhu tanku Krupa karantu.Rabindra sir, Narayan sir Baisnb sir o apanank kathamruta emiti Sabu dine jharu Thai ama pain.Jay Jagannath.
Srikanta sir sunantu koti maud mani nk pua tame Tamara janam datri Devaki SEI musalim mma heuchanti Tamar joshda Jay jaganath 🙏🏽🙏🏽🙏🏽🙏🏽🙏🏽❤️❤️ Jay Bhikari bala ❤❤🙏🙏🙏🙏🙏
Jai Jagannath Bhai . Bhai ,aapna bht bhala ,sabu rupa re sabu sampark ku bht nischhala bhabare nibhai paruchhanti aapana. Garb anubhaba karuchhi aapanaku nei .
ଗମ୍ଭୀରା ଭିତରେ ଭିକାରୀ ଡାକୁଛି........ ...... ଡ଼ଃ. ଶ୍ରୀକାନ୍ତ ପରିଜା
ମହାପ୍ରଭୁ ହେ
ହେ ମହାପ୍ରଭୁ
ବହୁତ କାନ୍ଦ ଲାଗୁଛି ଆଜି
କାହିଁକି ଜାଣ ?
କଷ୍ଟରେ ନୁହେଁ ମ !
ଖୁସିରେ ଆପେ ଆପେ ଝରି ଯାଉଛି ଧାର ଧାର ଲୁହ "
ମୋ ମହାପ୍ରଭୁ ନିନ୍ଦାରୁ ବଂଚି ଗଲେ
ତୁମ ନିନ୍ଦା
ଛାତି ଫାଟି ଯାଇଥାନ୍ତା
ବଂଚିବି ବଂଚି ପାରି ନଥାନ୍ତି ହେ,
କେମିତି ବଂଚିଥାନ୍ତି କୁହ
ତୁମେ ତ ମୋର ସବୁକିଛି,
ତୁମକୁ ପ୍ରାଣ ପ୍ରିୟ କରି ସାରା ଜୀବନ ହରି ॐର ଆସନରେ
ମସଗୁଲ ରହି ଯାଇଥିଲା ଜଣେ,
ସେ ବି ଭୂଲି ଯାଇଥିଲା
ତା ବର୍ତ୍ତମାନ, ଅତୀତ, ଭବିଷ୍ୟତ ତୁମକୁ ଭଲ ପାଇ
ଠିକ୍ ତା ଆମ୍ମି ପରି,
ନିରବ, ନିସ୍ତେଜ, ଏକାଟିଆ
ଅନାଥ ଅସହାୟ ଚାହାଣୀରେ
ଦରାଣ୍ଡୁ ଥିଲା ତୁମ ମହାବାହୁର ସ୍ପର୍ଶ କୁ,
ବୁଜି ହୋଇ ଯାଇଥିଲା ଆଖି ଦୁଇଟି ଭିତରେ
ସେ ଅନୁଭବ କରିବାକୁ ଚାହୁଁ ଥିଲା
ତୁମ ଚକା ଆଖିର ଅସ୍ତିତ୍ଵ କୁ
ହୁଏ ତ
ତା ଆମ୍ମି ଉପରେ
ଆଉ ପୁଅ ମେଡ଼ିକାଲ ବେଡ଼ରେ
ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ
ହେ ମଣିମା ସତରେ ତୁମେ ଅଛଟି?
ସାରା ଜୀବନ ତୁମ ଗୁଣ କୀର୍ତ୍ତନରେ ଦେଇ ଦେଇଛି ପରା
ତଥାପି ହେ କୃପାମୟ ଏ ଅନ୍ତିମ ବେଳାରେ
ସତରେ କଣ ହେ କାଠ ଦିଅଁ
କାଠ ହୋଇ ନୀରବି ଯିବ ମୋତେ ଅନାଥ କରି?
ଭାଇ , ଭାଇ ତୁମେ କଣ ଚାହୁଁଛ ରହିବାକୁ
ତୁମ ସୁଖ ମୁହୂର୍ତ୍ତରେ ମୋର ମୋର କହୁଥିବା
ଏ ସଂସାର ପାଖରେ?
ତଥାପି ଚୁପ , ଆହୁରି ଚୁପ , ସମ୍ପୂର୍ଣ ଚୁପ
ଭାଇ, ହେ ଭାଇ...ମୋ ଜଗନ୍ନାଥିଆ ଭାଇ
ତୁମେ ଯିବକି ହେ ଗମ୍ଭୀରା ଭିତରକୁ
ଏକା ଏକା ତୁମ ମଣିମାଙ୍କୁ ପାଖକୁ
ସତ କହି ଦିଅନା
କେହି ନାହାନ୍ତି ମ ଏଠି ତୁମ ସମ୍ମତି ଶୁଣି
ତୁମକୁ ଅଜାତି କହି ଧିକ୍କାରିବାକୁ...
କୋଉ ପଣ୍ଡା, ଧର୍ମ ରକ୍ଷକ ନାହାଁନ୍ତି ମ ଏଠି
ଆକଟି ବେ ତୁମକୁ ଅଜାତି କହି
କାହାର ବା ଶକ୍ତି ଅଛି
ତୁମପରି ଦେବତାଙ୍କୁ ଆଡେଇ ଘଉଡେଇ ଦେବାକୁ
ତୁମର ତୁମ ମଣିମାଙ୍କ ଏକାନ୍ତ ଦର୍ଶନକୁ
ସାରା ଜୀବନ ପରା ମନ ବଡଦାଣ୍ଡରେ ଗାଇଛ
“ବଡଦାଣ୍ଡେ ଆଜି ଭିକାରି ଡାକୁଛି ଭିକ୍ଷା ଥାଳ ଧରି ।“
ଆଶ୍ଚର୍ଯ୍ୟ, ହତବାକ୍
ନିସ୍ତେଜ ଶରୀରରେ ସ୍ପନ୍ଦନ
ମୁଣ୍ଡ ହଲାଇ
ଠିକ୍ ତାଙ୍କର ସତ୍ୟର ଟାହିଆ ହଲାଇବା ପରି
ତୁମେ କହିଥିଲ
ହଁ , ହଁ , ହଁ
ମୁଁ ଯିବିରେ
ମୋ ମଣିମାଙ୍କ ପାଖକୁ,
ଆଃ କି ଭଲପାଇବା ;
ହେ ମୋ ମହାପ୍ରଭୁ
ମହାପ୍ରଭୁ ହେ
କୃପା ମଣିମାଙ୍କ କୃପା
କିଛି ଦିନ ପାଇଁ ନିସ୍ତେଜ କରିନିଅ ମୋତେ
ସବୁ ଯନ୍ତ୍ରଣା ଦେଇ ଦିଅ
କିନ୍ତୁ ତୁମର ଶ୍ରୀ ଅଙ୍ଗରେ କଳଙ୍କ ନଲାଗୁ.
ଭାଇ ମନରେ ନ ଆସୁ
କେହି ଚାହିଁଲେନି
କେହି ଏ ଜଗନ୍ନାଥିଆ କୁ ନିଜର କଲେନି
ଅନାଥ ପରି ଏକୁଟିଆ ହୋଇ ଚାଲି ଗଲି ।
କୃପାମୟ ହେ
କୃପା କରି ଦେଲ
ସବୁ ଭରି ଦେଲ
ମରିଗଲା ପରେ ତ ସମସ୍ତେ କହିବାକୁ ଆଗେଇ ଆସନ୍ତି ଛାତିରେ ହାତ ବାଡେଇ କାନ୍ଦିବାକୁ
କିନ୍ତୁ
ମରଣର ପାଖକୁ ଆଗେଇ ଚାଲିଥିବା ମଣିମାଙ୍କ ଶରଣାଗତ ମଣିଷଟି ପାଇଁ
ସମୟ ଟିକେ ଦେଇ ତାଙ୍କୁ କୋଳେଇ କୋଳରେ ରଖି ଦେବାର ହୃଦୟ କେଇଟା ହିଁ
ଗୋଟେ ଗୋଟେ ଜିବନ୍ତ କଥା କୁହା
ମୋ ମଣିମାଙ୍କ ଚନ୍ଦନ ଟିକା ।
ଏ ସମାଜ ସିନା ତୁମକୁ ଅଟକାଇ ଥିଲା
ତୁମ ସାରା ଜୀବନ
ମଣିମାଙ୍କ ଶ୍ରୀଅଙ୍ଗ ସ୍ପର୍ଶ କୁ,
କିନ୍ତୁ
ଇଛାମୟଙ୍କ ଇଚ୍ଛା ଶକ୍ତି
ତୁମ ଅଙ୍ଗକୁ କୋଳେଇ ନେଇଗଲା
କାଠର ଦିଅଁ କୁ ଭଲପାଇ ଥିଲା ପରା
ତାଙ୍କ ଶ୍ରୀଅଙ୍ଗ ଲାଗି ଚନ୍ଦନ, ତୁଳସୀକୁ ଝୁରୁଥିଲା ପରା
ତୁମ କାଠର ଦିଅଁ ହି ସତ୍ୟ ହେ ଭାଇ ମୋର
ମୁଁ ମରିଗଲେ ପୋଡା ହୋଇଯିବି
କେଡେ ହତଭାଗା ଟା ମୁଁ "
କିନ୍ତୁ
ତୁମେ ଯେଉଁ କାଠର ଦିଅଁ କୁ
ଛୁଇଁବାକୁ ଲୁହ ଢାଳୁ ଥିଲ
ତୁମେ ସେହି କାଠ କଫିନରେ ଶୋଇ ରହିଲ
ସମସ୍ତଙ୍କ ଅଜାଣତରେ
ତୁମ ଅଙ୍ଗ ଉପରେ ଯେଉଁ ମାଟି ତିନି ମୁଠା ପଡିଛି
ସେ ମାଟିରେ ପେ
ଫେଣ୍ଟି ହୋଇଛି କାଠ ଦିଅଁର
ଶ୍ରୀଅଙ୍ଗ ଲାଗି ଚନ୍ଦନ ,ତୁଳସୀ||||
ଗମ୍ଭୀର ଭିତରୁ ଝରି ପଡୁଛି କାଠ ଦିଅଁ ଓଠର ଖିଲି ଖିଲି ହସ,
କହି ଉଠୁଛି,
ଆରେ
ତୋ ଭାଗ୍ୟ ଆଉ କାହାର ଅଛି କିରେ ?
ଦେଖ ତୋର ପ୍ରତିଟି ଅଙ୍ଗରେ ମୁଁ
ଯେଉଁ କାଠ ଦିଅଁକୁ ସାରା ଜୀବନ ଭଲପାଉଥିଲୁ
ଆଜି ସେହି କାଠ କଫିନରେ ତୁ
ତୋ ହାତରେ ବାନ୍ଧି ହୋଇ ରହିଛି ମୋ ଶ୍ରୀଅଙ୍ଗ ଲାଗି ବସ୍ତ୍ର
ତୋ ଉପରେ ସେ ମାଟି ସହ ଫେଣ୍ଟି ହୋଇ ରହିଛି
ମୋ ଶ୍ରୀଅଙ୍ଗ ଲାଗି ଚନ୍ଦନ, ତୁଳସୀ.
କିଏ କହିଲା ରେ ମୁଁ କାଠ ଦିଅଁ
ହଁ ମୁଁ କାଠ ଦିଅଁ
କାଠ ହୋଇ ରହିଥାଏ
ମୋତେ ଯିଏ ଭଲ ପାଇଥାଏ
ତା କାଠ ଦିଅଁ ତା ପାଇଁ ଏମିତି କଥା କୁହେ
ସମସ୍ତଙ୍କ ଅଜାଣତରେ
ମୋ ଶ୍ରୀଅଙ୍ଗ ତା ଅଙ୍ଗରେ ସ୍ପର୍ଶ ଦିଏ.... ସ୍ପର୍ଶ ଦିଏ...
ଜୟ ଜଗନ୍ନାଥ କାଳିଆ କୁ ବୁଝିବା କଷ୍ଟ ବୁଝେଇବା ସହଜ
ମହାପ୍ରଭୁ ହେ......
ତୁମେ ପ୍ରଶ୍ନ ଆଉ ତୁମେ ହିଁ ଉତ୍ତର, ବେଳେବେଳେ ଭାବେ ତୁମେ ଯାହାର ଜୀବନ ସେ ତୁମକୁ ଦେଖିବାକୁ କାହିଁ ଯାଉନି, ଏବେ ଜାଣୁଚି ମଣିମା....ତୁମ ପାଖକୁ ଡାକିବା ବି କୃପା ଆଉ ତୁମଠୁ ଦୂରରେ ରଖି ଝୁରେଇବା ବି ତୁମରି କୃପା
ତୁମକୁ ଦେଖିପାରୁନି ବୋଲି ମରୁଥିଲି, ତୁମକୁ ଦେଖିବି ଭାବି ମରିଲି, ତୁମକୁ ଦେଖିଦେଇ ମରିଗଲି, ତୁମକୁ ଦେଖିବା ପରେ କେମିତି ଛାଡି ଆସିବି ବୋଲି ମରିଲି,ଆସିବାକୁ ପାଦ ଉଠୁନଥାଏ ଫେରିବାର ପ୍ରତି ପାଦେ ପାଦେ ମରୁଥାଏ,ତୁମକୁ ପୁଣି କେବେ ଦେଖିବି ଭାବି ମରୁଛି,
ତୁମକୁ ଦେଖି ମରିବାରେ ବି ମୁଁ ମରୁଛି.... ଆଉ ଝୁରି ମରିବାରେ ବି ମୁଁ ମରୁଛି ହେ........
ମୁଁ ବଞ୍ଚିଛି ମଣିମା.....
ବଞ୍ଚି ଥାଉ ଥାଉ ନିଶ୍ୱାସ ନେବା ଭୁଲିବି କେମିତି ?? ଇଏ କି ପ୍ରଶ୍ନ ତୁମର ??ଯତେଇବି କଣ ଯେ..ତୁମେ ପରା ସବୁ ଜାଣ,
ତୁମ ବିନା ଇଛାରେ କଣ କିଛି ମନେରୁହେ କି ଭୁଲିହୁଏ,
ହଁ ମୁଁ ଭୁଲି ଗଲି ସମୟକୁ, ସେଥିରେ ବି ତ ତୁମ ଇଛା ଥିଲା ନା ?? ସେଥିପାଇଁ ତ ସେ ବେତ ମାଡ଼ ଖାଇ ସମସ୍ତେ ଚାଲିଯାଉଥିବା ବେଳେ, ମୋତେ ସେ କୋଣ ରେ ଠିଆ କରେଇ କେତେ ସମୟ ଯେ ଚାହିଁ ରହିଲ ତୁମେ ହିଁ ଜାଣ,ମୋର ସିନା ନିଜ ସ୍ୱାର୍ଥ ପାଇଁ ପେଟ ପୁରୁ ନଥିଲା, ହେଲେ ତୁମେ ଚୁପ ଚାପ କଣ ଦେଖୁଥିଲ??
ତୁମେ ଯେତେ ମନା କରିବ ମୁଁ ସେତେ ନେଇ କି ଯିବି,
ଚାହିଁ ଥିବି ତୁମ ଚାହାଣି ରୁ ଶୁଣିବାକୁ...କି ପୁଣି ଆସିବୁ...
ତୁମ ପରୀକ୍ଷା ରେ ଜିତିଲି କି ହାରିଲି ମୁଁ ଜାଣିନି,
ମୁଁ ଖାଲି ଏତିକି ଜାଣେ ମହାପ୍ରଭୁ ହେ.....ତୁମେ ତ ଅଛ ନା........
Mahaprabhu hey..... Apan to achhanti na
Jay Jagannath Sir 💐💐💐
Jai jagannath swami 🙏🙏🙏Mo mahaprabhu semananka deha bhala karidebe 🙏🙏🙏
Dhanyabad srikanta sir ete badhia bhabe anubhutiku ama manka agare upasthapana karuthibaru
କୃପା କର ମହାପ୍ରଭୁ,ସୁଖ ଦୁଃଖ ସବୁବେଳେ ତମ ପ୍ରତି ସମର୍ପଣର ଭାବ ଉଦ୍ ଜୀବିତ ରଖ।ବିଶ୍ବାସ ଅତୁଟ ରଖ।ଭାବର ଡୋରି ଲଗାଇ ରଖ।ଇଛାମୟ ତମରି ଇଛାର ଜୟ ହେଉ।ଜୟ ଜଗନ୍ନାଥ।
Jay Jagannath Mahaprabhu very nice video sir
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ଥାଉ 🙏🙏🙏
ଆମ ସାଧାରଣ ଲୋକଙ୍କ ବୁଝିବା ବାହାରେ। ହୁଏତ ନିକଟ ସେବାୟତ ମାନେ ଜାଣିଥିବେ। କିଛି ଗୋଟାଏ ଚମତ୍କାର ନିଶ୍ଚୟ ଅଛି। ଅଙ୍ଗେନିଭା କଥା।
ହେ ମୋର ଅନ୍ତର୍ଯ୍ୟାମୀ ସବୁ କିଛି ସମ୍ଭବ ତୁମରି ପାଇଁ
ଆଖି ରେ ଲୁହ ଆସିଗଲା ।ଜୟ ଜଗନ୍ନାଥ ।ଆପଣଙ୍କୁ ଅନେକ ଧନ୍ୟବାଦ୍ ।
Feeling blessed to witness those precious moments . Actually most memorable days of my life . Thank you 🙏
ମହାପ୍ରଭୁ ସବୁ ଠିକ୍ କରିଦେବେ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️
He mahaprabhu please take away all pains and sorrow of my mother
Hey mahaprabhu ama dui bhauni nku bhala karudiantu.... 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ହେ ଦୀନବନ୍ଧୁ ଭଉଣୀ ଦୁଇ ଜଣଙ୍କ ଦୁଃଖ ଦୂର କର ପ୍ରଭୂ । ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ପ୍ରଭୂ ଜଗନ୍ନାଥ ସମସ୍ତଙ୍କୁ କୃପା କରନ୍ତୁ
ଆଜ୍ଞା ଅନ୍ତର୍ଯ୍ୟାମୀ ପରା,ସବୁ ଜାଣିଚି
ମହାପ୍ରଭୁ ନିଶ୍ଚୟ କରୁଣା କରିବେ। 🙏 🙏 🙏
ମହାପ୍ରଭୁ ସଂସାରରେ ଥିବା ସବୁ ଦୁଃଖୀ ମାନଙ୍କର ଦୁଃଖ ଶୁଣ । ଏ ଦୁନିଆଁ ତୁମ ଛଡ଼ା ସାହା ଭରଷା କେହି ନାହାନ୍ତି ମଣିମା । ଦୁଇ ଭଉଣୀଙ୍କୁ ସୁସ୍ଥ କରି ତାଙ୍କ ପରିବାରକୁ ଫେରାଇ ଦିଅ ମହ।ପ୍ରଭୁ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏
🙏ମୋ ପ୍ରଭୁ ଜଗନ୍ନାଥ🙏
❤️ମହାପ୍ରଭୁ ତ ଅଛନ୍ତିନା❤️
ମହାପ୍ରଭୁ ଦୁଇ ଭଉଣୀ ଙ୍କୁ ଆଶୀର୍ବାଦ ଦିଅନ୍ତୁ, କରୁଣା ଜରନ୍ତୁ 🙏🙏🙏🙏🙏🙏🙏🙏🙏🙏🙏
ଜୟ ଶ୍ରୀଜଗନ୍ନାଥ ସାର୍ ଅଦ୍ଭୁତ ଅପୂର୍ବ ଅନୁଭୂତି
Jay jagannath🙏🙏🙏❤️, sit 🙏,apnka mahaprabhu nk pakhara sahasra 🙏🙏🙏🙏..,....pranam,saa 2janaka sarira prabhu sighra arogya karantu, 🙏🙏...,
Sir🙏,spelling tika mistake hoiijaichhe ,Jay jagannath🙏🙏
@@maninisethy9092 Give Him More Tears...He Will Be More Your's..
Bhaina u r simply amazing. All ur videos bring tears to my eyes. Unable to explain my feelings. Jai jagganatha
Stay blessed little
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ଏହିପରି ଭାବେର ଥାଉ ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବଃ ତୁମେ 🙏
ଭଲ ହେଇଯା ଭକ୍ତ
ଜୟ ଜଗନ୍ନାଥ...🙏🙏🙏
Jay Jagannath Jay Jagannath video dekhuchhi akhi mora chala chala hoe jaechhi aangya.ama mahaprabhu nku koti koti pranam....
🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ମହା ପ୍ରଭୁ ହେ 🙏🙏🙏
..🌲 Jay Jagannath.. Koti koti🙏🙏🙏..Maha PRABHU mo Jagannath nka pakhare.. Apanku bi mora koti koti pranam apananka madhya mare ame apanka tharu Maha PRABHU nka mahima janiparuchhu. 🙏🙏🙏
Apana mora Maha PRABHU nka Garuda Bhagaban apanka madhyamare Bhagaban nka pakhare Guhari karuchi........ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
jai srijagannath mote etiki dayakara prabhu tamaku dekhile , tama katha sunile emiti mo akhiru luha bohijau.tora mo prati krupa nathile mu kana to bisayare suniparanti prabhu .tora daya emiti rahu .kebe dekhahaba prabhu .kebe mo samasya ra samadhana prabhu , mo sathire emiti rahitha a prabhu mo biswas atuta rahu prabhu 😢😢😢😢😢jai srijagannath.dhanyabad
ପ୍ରଭୂ ଙ୍କୁ ଅନ୍ତରରେ ଭଲ ପାଉଥିବା ପ୍ରତ୍ୟେକ ମଣିଷ ତାର କିଛି ହେବ ନାହିଁ 🙏🙏🙏🙏 ଜୟ ଜଗନ୍ନାଥ ସ୍ବାମୀ 🌹🌹🌹🌹🌹🌹
Jay jagannath. Sir kemiti a6nti. Manima tumari echha Purnna heu ❤❤❤❤❤
Mahaprabhu hey tuma charanare koti koti pranam 🙏🙏🌹krupa kara krupasindhu 🙏🙏🌹🌹
ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻🏵️🌷🌺🌹🍎🍓🍇🏵️🌷🌺🌹🍎🍓🍇🏵️🌷🌺🌹🍎🍓🍇🏵️🌷🌺🌹🍎🍓🍇ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ସେ ଭଉଣୀ ମାନଙ୍କ ସବୁ ଦୁଃଖ ମହାପ୍ରଭୁ ହରଣ କରନ୍ତୁ🕉️🙏🙏🕉️
ଜୟ ଜଗନ୍ନାଥ ମହାପ୍ରଭୁ
ଜୟ ଜଗନ୍ନାଥ
ଜୟ କୃପାସିନ୍ଧୁ
ଜୟ ଜଗନ୍ନାଥ 🙏🙏🙏🙏
🙏🙏ଜୟ ଜଗନ୍ନାଥ 🙏🙏 ପ୍ରଣାମ ସାର୍ 🙏ଆମ ମହାପ୍ରଭୁ କୋଟି ବ୍ରହ୍ମାଣ୍ଡ ରପତି,,ଅପାର କରୁଣାକର,,ଭାବ ର ଭବଗ୍ରାହି ସେ,,🙏
ଜାତି ମଣିଷ ତିଆରି କରିଛି,,,କିନ୍ତୁ ଭଲପାଇବା ଆମ ମହାପ୍ରଭୁ ତ ତିଆରି କରିଛନ୍ତି।🙏ମହାପ୍ରଭୁ ସବୁ ଜାତି ପ୍ରଥା ର ଉଦ୍ଧରେ,,,ମହାପ୍ରଭୁ କି କୁହୂକ ଜାଣିନ୍ତି କେ ଜାଣି ତାଙ୍କୁ ନ ଦେଖିଲେ ମନ ବିକଳ ହୁଏ,,ଆଉ ଦେଖିଦେଲେ କୋହ ଲୁହ ଏକା କାର ହୋଇଯାଏ,,,🙏🙏ମୋ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ🙏🙏ଆଉ ସେ ଦିଦି ଦୁଇଜଣଙ୍କୁ ଭଲ କରିଦିଅନ୍ତୁ,,,🙏ସାର୍ ଆପଣ ବହୁତ ଭଲ ,,,ମହାପ୍ରଭୁଙ୍କ କୃପାରୁ କେବେ ଆପଣଙ୍କ ସହ ଭେଟ ହେଇଗଲେ ,,ଆପଣଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଚାହୁଛି🙏ଜୟ ଜଗନ୍ନାଥ🙏
Stay Blessed...
ହେ ମୋର ଅନ୍ତର୍ଯ୍ୟାମୀ
Jay Jagannath,shreekant Bhai, apanank upasthapana mo akhire luha Ani dela.prabhunk mahima mu bujhiki daruchhi.more Post menstrual problem jogu kasta paduchhi ,suni bhal lagila.odisha 365family re sehi bhauni manank pain prarthana Prabhu tanku Krupa karantu.Rabindra sir, Narayan sir Baisnb sir o apanank kathamruta emiti Sabu dine jharu Thai ama pain.Jay Jagannath.
Give Him More Tears...He Will Be More Your's..
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🙏🙏
Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏 🙏🙏 Bhai Apananku mora pranam 🙏🙏🙏
ମୋ ମହା ପ୍ରଭୁ ଜଗନ୍ନାଥ ବାବା
Srikanta sir sunantu koti maud mani nk pua tame Tamara janam datri Devaki SEI musalim mma heuchanti Tamar joshda Jay jaganath 🙏🏽🙏🏽🙏🏽🙏🏽🙏🏽❤️❤️ Jay Bhikari bala ❤❤🙏🙏🙏🙏🙏
ମହାଶୟ ସତ୍ୟ କହୁଛନ୍ତି ମହାପ୍ରଭୁ ଙ୍କର ଜାତିପତି କିଛି ନାହିଁ ସେ ସଭିଙ୍କୁ ଭଲ ପାଆନ୍ତି ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 🙌🙌🙌🙌🙌🙌🙌🙏🙏🙏🙏🙏🙏🙏
👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Mun prathana karuchi maha prabhu thanku sampurna sustha karidiantu
ଶ୍ରୀ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ
Jay Jagannath sir, sabubele apana nku hin apekshya thae, aji tk deri heigala.
Stay blessed Dear...
🙏🙏ଜୟ ଜଗନ୍ନାଥ 🙏🙏
ହେ ମଣିମା 🙌🙏
He mahaprabhu🙏 ....tumari santananku tume hin rakhiba ..aau ba kie achi tuma bina aamara..Jay jagannath🙏🙏
Jai jagannath...jai jagannath...jai jagannath....
Jay jagannath swami nayana patha gami bhaba tume
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏
Jay jay bhakta bhabagrahi mahaprabhu 🙏🙏🙏🙏🙏🙏
ମହାପ୍ରଭୁଙ୍କ କୋଟି ପ୍ରଣାମ
ମହାପ୍ରଭୁ ହେ କୃପାମୟ କୃପା ସବୁବେଳେ ତୁମ ଭକ୍ତଙ୍କ ଉପରେ ରଖନ୍ତୁ ପ୍ରଭୁ
ଅପୂର୍ବ... ସ୍ୱର୍ଗୀୟ... 🙏🙏🙏
Jai jagannath...
Sata mahaprabhu achanti
Jay Jagannath Bhai aapnanku pranam you are great
Manima sri sri Jagannath mahaprabhu nka ra jay
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🕉️🙏🙏🕉️
Jay Jagannath mahaprabhu. karunamaya tume Krupa kar prabhu tuma Bhaktanka upare.
ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ବାବା
🙏🙏🙏 Samarpita a jibana mo Mahaprabhu nka SHREE CHARANA re.. 🌲..
Jai jagannath swami .
Jai Jagannath Swami Nayana Patha gami vaba tume 🙏🌹
Hi maha bahu takaku sahaya huya tame hi Saha bhara sa.jai jagannath
ଜୟ ଜଗନ୍ନାଥ ଶ୍ରୀକାନ୍ତ ସାର, ଆପଣଙ୍କ ଜଗନ୍ନାଥ ମହିମା ରେ ଭକ୍ତି ପ୍ରେମ ର ଅନୁଭବ ଉପସ୍ଥାପନା ଦେଖିଲେ ପ୍ରତି ଅଧ୍ୟାୟ ରେ ଜଗନ୍ନାଥ କୃପା ରୁ ମୋର ଅଧମ ଆଖିରୁ ଆନନ୍ଦର ଅଶ୍ରୁ ଝରି ପଡେ, ଆତ୍ମା ମୋର ସବୁବେଳେ ବିକକ ହୁଏ ଆପଣଙ୍କ ଭଳି ପୁଣ୍ୟାତ୍ମା ଙ୍କ ଦର୍ଶନ ର ଭାଗ୍ୟ କେବେ ହେବ ,ଆପଣ ଙ୍କ ସହ ହେଲେ କଥା ଦିପଦ ହୁଅନ୍ତି ,,, ଜୟ ଜଗନ୍ନାଥ
Give Him More Tears...He Will Be More Your's..
Jai jagannath
Se duijanankara deha nischinta bhala heijiba jai jagannath
Jay jagannath nka pakhare prsthana semane bhala hei jantu jay jagannath🙏🙏🙏🙏🙏🙏🙏🙏
ମହାପ୍ରଭୁ ଅଛନ୍ତିନା
ସବୁ ଠିକ୍ ହେଇଯିବ।
Jay Jagannath Radhe Radhe
May Lord Jagannath 🙏 bless the 2 sisters...
Hey Mahaprabhu... Krupa karuthao🙏🙏🙏🙏😧
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜଗତ ର ନାଥ ଜଗନ୍ନାଥ ସମସ୍ତଙ୍କୁ କୃପା କରନ୍ତୁ ।
Jaya Jagannatha.. Prarthana karuchhi ama bhauni mane sustha hoijantu
Jay jagannth Mahapravbhu🙏🙏🙏🙏🙏🙏🙏🙏 🙌
Jay jagannath...🙏🙏🙏
Jay jagannath sir🙏🙏🙏🙏🙏🙏🙏🙏🙏🙏🙏🙏🙏............
Mo Jagannathia bhai mo pain emiti KALIA KRUPA nischaya mane rakhibe. JAY Jagannath.
Jai Jagannath swami Nayana phatha gamee , Bhaba tume bhaba tume.
Jay jagannath swami nayan patha gami vaba tuma maha pravu achanti na sa ma na nka pai Jay jagannath 🙏🙏🙏
Bhai 🙏 apnku aneka dhnyavad 🙏 jai jagannath swami ki Jai Ho ⚫❗⚫🌷🌷🌷🌷🌹🌹🌹🌹💖💖💖💖
Jay Shree Jaganaath Mahaprabhu
JayJaypravuJagannath
Anatkotibramandanayakatimaudani
Namo
JAY JAGANNATH🙏🙏🙏
Kshyma kara maha prabhu 🙏🙏🙏
Jay mahaprabhu🙏🙏🙏🙏
JAy JAGANNATH.jay srikantababa sastanga pranam.Apana ka paduka datakara saranababasrika nta baaba
Jai Jagannath Bhai .
Bhai ,aapna bht bhala ,sabu rupa re sabu sampark ku bht nischhala bhabare nibhai paruchhanti aapana. Garb anubhaba karuchhi aapanaku nei .
Give Him More Tears...He Will Be More Your's..Stay Blessed Little...
Jai Jagannath Bhai .
Mo bhainku tanka little ra saprem pranam .
Koti pranaam 🙏
Jay Jagannath mahaprabhu 🙏🙏🙏
Jay jagannath swami nayan pathagami bhaba tume
Manima he mo dui bhauninku bhalare rakha Prabhu