Kartika Purnima 1 | Jagannath Mahima | Dr. Ashutosh Prasad Mishra | Odisha365 | Kaliara Kartika 1

Поделиться
HTML-код
  • Опубликовано: 17 ноя 2024

Комментарии • 291

  • @paras1prihan
    @paras1prihan 2 года назад +76

    ଆପଣଙ୍କ ଶବ୍ଦ ଗୁଡ଼ିକ ଶୁଣିଲେ ଲୋମ ମୂଳ ଟାଙ୍କୁରି ଯାଉଛି ,କି ଭାଷା କି ଶବ୍ଦ ମାଧୂର୍ଯ୍ୟ। ଜୟ ହୋ ଜଗନ୍ନାଥ ସ୍ବାମୀ,ଜୟ ଆପଣଙ୍କର ଏଭଳି ଭକ୍ତ ।ଯିଏ ଏଭଳି ଭକ୍ତଙ୍କ ବାଣୀ ନ ଶୁଣିଛି ତା ଜୀବନରେ ସେ ଜଗନ୍ନାଥଙ୍କ ପ୍ରିୟ ହୋଇପାରିବ ନାହିଁ

    • @jagannathkrupa9310
      @jagannathkrupa9310 2 года назад +4

      Sata katha bahuta madhura

    • @swagatikapaikaray4247
      @swagatikapaikaray4247 2 года назад +3

      Sata kahile angya

    • @priyanshudevkumar8351
      @priyanshudevkumar8351 2 года назад +3

      ଜୀବନ ଜଗନ୍ନାଥ ମୟୂହୋଇଗଲା ଜୟ ଜଗନ୍ନାଥ

    • @debashisacharya8868
      @debashisacharya8868 2 года назад +3

      Satare apana nka katha bahut madhura
      Pls apana Semiti kahuthhantu mo jaga bisayare au ame amti sunu thhau
      Au ama jibana dhhanya heijau
      Mo mahaprabhu hai

    • @dr.satyabratamishra9816
      @dr.satyabratamishra9816 Год назад

      Se Jagannath nka Jane bada bhakta, tanku koti koti pranam 🙏🙏🙏

  • @pujabehera5685
    @pujabehera5685 2 года назад +2

    ଯେଉଁସବୁ ଜିନିଷ ଜୀବନ ରେ ଦେଖି ପ୍ରକୃତ କିଛି ଜାଣିବା ବୁଝିବା ନିହାତି ଆବଶ୍ୟକ ଅଛି.....ଆମ ପାଇଁ...ସେ ସବୁ ଲୋକେ ଦେଖିବେନି.... ଫାଲତୁ ଜିନିଷ ଦେଖି.....Million Million like..... କରିବେ..... ବା ବା....

  • @nilamaniguru9675
    @nilamaniguru9675 2 года назад +2

    ସୁନ୍ଦର ଉପସ୍ଥାପନା। ଯୟା ବେତ୍ତି ଜଗନ୍ନାଥଂ ସା ବିଦ୍ୟା ପରିକୀର୍ତ୍ତିତା। ଯେନ ପ୍ରୀଣାତି ଭଗବାଂସ୍ତତ୍ କର୍ମ ଅଶୁଭନାଶନମ୍।। ସର୍ବ ମଙ୍ଗଳ ଦାୟକ ଶ୍ରୀଜଗନ୍ନାଥଙ୍କ ଦର୍ଶନ ।। ମଙ୍ଗଳାର୍ପଣ ବିଧାନରେ ଗଙ୍ଗା ମାଟି ଅର୍ପଣ ( ସତ୍ତ୍ଵଲିପି )।ଗଙ୍ଗା ଯମୁନା ସରସ୍ଵତୀ। ପାଦରୁ ବହି ଆସିଛନ୍ତି।। ଜୟ ଜଗନ୍ନାଥ।

  • @babimakingstudio1864
    @babimakingstudio1864 10 месяцев назад +1

    ଜୟ ଜଗନ୍ନାଥ

  • @niteshbiswal5451
    @niteshbiswal5451 11 месяцев назад +1

    Archana. Jay jaganath Prabhu dhanya tuma Lila.

  • @manoranjandas6671
    @manoranjandas6671 2 года назад +16

    ପ୍ରଭୁ କିସ ବହୁନିବି ଚରଣ
    ତିନି ପୂର ଲୋକ ଯାହାର ଶରଣ
    ମୋତେ ଶରଣ ଦେବ ନାରାୟଣ
    🙏 ଜୟ ଜଗନ୍ନାଥ 🙏

  • @kartikbhuyantapu9031
    @kartikbhuyantapu9031 2 года назад +9

    ଆତ୍ମା କୁ ଆଜି ଶାନ୍ତି ମିଳିଗଲା ଆପଣଙ୍କ ର କଥା ଶୁଣି ପ୍ରଭୁ 🙏🙏🙏🙏🙏🙏🙏🙏🙏

  • @sarojapatta9405
    @sarojapatta9405 2 года назад +2

    Jai jagannath jai mohaprovu

  • @rinkudash9478
    @rinkudash9478 Год назад +1

    ହେ ମହୋଦୟ,ଆପଣ ପ୍ରଭୁ ଜଗନ୍ନାଥଙ୍କ ଲୀଳା କୁ ପ୍ରଚାରିତ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @sunilnath3572
    @sunilnath3572 2 года назад +17

    ❤️🙏❤️ଆଶୁତୋଷ ଭାଇନା ଙ୍କୁ ମୋର ହୃଦୟରୁ ପ୍ରଣାମ ❤️🙏❤️ମହାପ୍ରଭୁ ଙ୍କର ଆଶୀର୍ବାଦ ସଦା ସର୍ବଦା ଏମିତି ରହିଥାଉ ଓ ମା ସରସ୍ବତୀ ତାଙ୍କ କଣ୍ଠ ରେ ବସି ଥାନ୍ତୁ ସଦା ସର୍ବଦା ❤️🙏❤️

  • @swagatika5954
    @swagatika5954 2 года назад +3

    He mahaprabhu 🙏🙏Sir apna jetetebele Jagare,kalia re kuhanti Aha!... Hrudaya khusire bharijae ! Sir emiti kahuthantu, au ame suni suni ,mahaprabhu nku ahuri bhala paijau... 🙏

  • @jharanapradhan7836
    @jharanapradhan7836 2 года назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏....
    ଆପଣଙ୍କ ମୁଖରୁ କାଳିଆର ଏ ପ୍ରକାର ଅପୂର୍ବ ଲୀଳା ଶ୍ରବଣ କରି ଆପେ ଆପେ ଆଖିରୁ ଅଶ୍ରୁ ବାହାରି ଆସୁଛି।ହେ କାଳିଆ ସାଆନ୍ତ, ତୋର କୃପାଦୃଷ୍ଟି ସଦାସର୍ବଦା ଏମିତି ରହିଥାଉ ରେ🥰🥰🥰

  • @satyapradhan9474
    @satyapradhan9474 2 года назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🌹🌹🌹🌼🌼🌼🛕🛕🛕🙏🙏🙏

  • @Almond96026
    @Almond96026 2 года назад +2

    manima mahapravu tamehni varasa 😊🌹🌷🌿

  • @madhabidatta372
    @madhabidatta372 2 года назад +2

    Joy jogonnath,bohu kichu janlam,amar jibon sarthok

  • @sudhirranjansenapati7256
    @sudhirranjansenapati7256 2 года назад +4

    Dr asutosh babu tumar mukharu manimanka Lila srabana Kari Bhakta mananka jibana dhanya heijauchi and akhiru Luha bohijauchi

  • @ajaykumarpani8603
    @ajaykumarpani8603 2 года назад +2

    Jay jagannath mahaprabhu

  • @aadhikari7615
    @aadhikari7615 2 года назад +3

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏ଆଷୁତୋଶ ଭାଇ ଧନ୍ଯ ତୁମେ 🙏ଧନ୍ଯ ତୁମର ମାତା ପିତା 🙏ତୁମର ପ୍ରତ୍ୟେକ ବାକ୍ୟରେ କୁହୁକ ଅଛି। ପ୍ରଭୁଙ୍କ କଥା ତୁମ ମୁହଁରୁ ଥରେ ଆରମ୍ଭ ହେଲେ କଥା ନ ବଢିବା ଯାଏ କାନ ଆଉ କିଛି ଶୁଣିବାକୁ ଚାହେଁନି 🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @sarojinbehera2916
    @sarojinbehera2916 2 года назад +2

    Jay jagarnath sir🙏

  • @ranumoti8155
    @ranumoti8155 2 года назад +1

    Jay jagannath swami nayan pathagami bhaba tume

  • @user-vz4vd3wq5e
    @user-vz4vd3wq5e 2 года назад +4

    Mahapravu nkara Krupa hele tankara sanidhya paibu.
    Sei karunaku apekhya karichhi.
    Ichhamaya nka Krupa heu.
    Jay Jaganath Mahapravu
    🙏🙏🙏🙏

  • @sagarparida9090
    @sagarparida9090 2 года назад +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @studypoint1280
    @studypoint1280 2 года назад +3

    Jagannath swami nayan path gaami bhaba tume🙏

  • @anusayamohanty1775
    @anusayamohanty1775 2 года назад +2

    Sir pranm jay shree jaganath

  • @soumendrakumarpradhan189
    @soumendrakumarpradhan189 2 года назад +2

    Jay Jagannath jay jay Jagannath

  • @vishaljain7331
    @vishaljain7331 2 года назад +2

    Jay jagannath🇳🇵🙏👣🙏 sir

  • @charulata6741
    @charulata6741 2 года назад +2

    Jay Jagannath Swami

  • @chandrasekharsingh9424
    @chandrasekharsingh9424 2 года назад +1

    ଡେରି ବେଶୀ କରନ୍ତୁନି ❤️🙏🏻

  • @krushnapriyabehera6516
    @krushnapriyabehera6516 2 года назад +2

    Jay jagannath, dhanya apanka jibana

  • @chandrasekharsingh9424
    @chandrasekharsingh9424 2 года назад +3

    ଆଗ୍ୟାଂ ଆପଣ କେତେଦିନ ଅପେକ୍ଷା କରାଉଛନ୍ତି କି ଯାତନା ଏଇ ଆଗ୍ୟାଂ 🙏🏻❤️

  • @sharmisthaswain6107
    @sharmisthaswain6107 2 года назад +3

    ସୀମିତ ଚିନ୍ତାରେ ସୀମିତ ବୁଦ୍ଧିରେ ସୀମିତ ସମୟରେ ଏ ପାବନ କଠାମୃତର ଆନନ୍ଦ ଅବର୍ଣ୍ଣନୀୟ 🙏 କୋଟି କୋଟି ଓଡିଆଙ୍କ hrudayanantha ଜଗନ୍ନାଥ କ୍ରିପକରି ଆପଣଙ୍କୁ ପଠାଇଛନ୍ତି ତାଙ୍କ lilamritaku ଆମ ପରିକା ବଧ ଜୀବ ଶୁଣି ଉଦ୍ଧାର ହେବା ପାଇଁ🙏 ଜଗନ୍ନାଥ
    ମଙ୍ଗଳ କରନ୍ତୁ 🙏🙏🙏🙏🙏🙏🙏🙏

  • @khushypradhan7704
    @khushypradhan7704 2 года назад +2

    Radhe Radhe jaga

  • @bhagyalatapanda2910
    @bhagyalatapanda2910 2 года назад +1

    Jay jagannath swami nayana patha gami vaba tuma many many thanks brother 🙏 🙏 🙏 🙏

  • @kahnucharandash2125
    @kahnucharandash2125 2 года назад +2

    ଜୟ ଶ୍ରୀମହାପ୍ରଭୁ !
    ରମଣୀୟଂ ଶିକ୍ଷଣୀୟଂ କରଣୀୟଂ ଚ

  • @bikashchoudhury1984
    @bikashchoudhury1984 2 года назад +6

    ଆଶୁତୋଷ ବାବୁ ଆପଣଙ୍କ ଭଳି ଭକ୍ତ ପାଇ ଆମେ ଧନ୍ୟ । ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଭାବମୟ। ଜୟ ଶ୍ରୀଜଗନ୍ନାଥ।

  • @jilanmaharathi1687
    @jilanmaharathi1687 2 года назад +1

    ଜୟ ଜଗନ୍ନାଥ

  • @sumitrarout8714
    @sumitrarout8714 2 года назад +2

    Jay Jagannth Ashutosh bhai pranam.

  • @sandhyapattnaik2817
    @sandhyapattnaik2817 2 года назад +5

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏...
    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️..
    ମହାପ୍ରଭୁ ମହାବାହୁ ହେ , ତୁମ ଛଡା ଆଉ କିଏ ଅଛି ହେ ମଣିମା , ତୁମେ ତ ଯୁଗେ ଯୁଗେ ମୋର ହିଁ ମୋର 😭😭😭
    ବାବୁ ଆଶୁତୋଷ , ତୁମ ତୁଣ୍ଡରୁ ମୋ ମଣିମା ଙ୍କ କଥାମୃତ ଶ୍ରବଣ କରି ମନ ତୃପ୍ତ ହୋଇଗଲା , ସତରେ ଭଲପାଇବା ତ ଆମ ମଣିମାଙ୍କୁ , ବହୁତ ଭଲ ଲାଗିଲା , ମଣିମା ଏମିତି କୁହାଉ ଥାନ୍ତୁ ତୁମ ତୁଣ୍ଡରୁ ଆମେ ଶ୍ରବଣ କରୁଥାଉ , ମଣିମା ହେ ଏହାହିଁ କାମନା 🙏❤️🙏..

  • @maaadishakti9335
    @maaadishakti9335 2 года назад +6

    ଆପଣଙ୍କର ମଧୁର ବଚନ ଶୁଣିମ ମନ ତଋୁପ୍ତି ଲାଗିଲା ଓ ଭକ୍ତି ଭାବ ଜାଗ୍ରତ ହେଲା ଆପଣଙ୍କୁ ବହୁତ ଧନ୍ଯବାଦ

  • @jayshrijagannath1627
    @jayshrijagannath1627 2 года назад +5

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମୋ କାଲିଆ ସୁନା 🥰❤️🌺🙏🌺❤️🥰

  • @sunilbehura1437
    @sunilbehura1437 2 года назад +2

    ⭕❗⭕JAY JAGANATHA MAHAPRABHU 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @manjulapradhan8465
    @manjulapradhan8465 2 года назад +2

    Jay Jagganath

  • @seshadevnayak5978
    @seshadevnayak5978 2 года назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏 ହେ ମହାପ୍ରଭୁ ସବୁ ତୁମ ଲୀଳା

  • @PurnimaDas-hg2lz
    @PurnimaDas-hg2lz 2 года назад +2

    Thakur tuma pada padma re sharan dia prabhu.

  • @debashishsahoo6248
    @debashishsahoo6248 2 года назад +2

    Mo hrudaya ru bahut bahut dhanyabad sir...amaku puni thare manimaa nka katha suneithibaru..apanka talking style bahut vala lagithae..jay jagannath🙏🙏❤❤

  • @subhashreedhal4051
    @subhashreedhal4051 2 года назад +1

    Dhanya apana 🙏🏻🙏🏻🙏🏻🙏🏻

  • @hemantabehura9008
    @hemantabehura9008 2 года назад +2

    ଜୟ ଜଗନ୍ନାଥ
    ଆଶୁତୋଷ ବାବୁ ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଲାଭ କରନ୍ତୁ ଓ ସୁସ୍ଥ ଦୀର୍ଘାୟୁ ଜୀବନ ଅତିବାହିତ କରନ୍ତୁ।

  • @shreeachuyatanarayana8831
    @shreeachuyatanarayana8831 2 года назад +2

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ଅଚ୍ୟୁତ ନାରାୟଣ ନମ୍ଃ ଜୟ ଗୋମାତା ଜୟ ଗୋପାଳ 🙏🙏🙏

  • @rajeshpradhan3591
    @rajeshpradhan3591 2 года назад +2

    Apana nka kahiba saili khuba sundar ,jay jagannath🙏🙏🙏

  • @jayjagannath2456
    @jayjagannath2456 2 года назад +3

    ଆପଣଙ୍କ ଉପସ୍ଥାପନା ଖୁବ ଚମତ୍କାର। ଜୟ ଶ୍ରୀଜଗନ୍ନାଥ। ।।।।।

  • @anjalirath8886
    @anjalirath8886 2 года назад +3

    Sir apana jane doctor. prabhu prati amiti bhakti . Apanka ku sir mo prabhu koti paramayu diantu.apanka tharu mo prabhu bisayare suni mu bhasa pauni apanku kemiti dhanyabad debi.? Apanka bhali brahman ye sansaraku bahuta abasyaka.jay jagannath.

  • @naliniprabhapadhy137
    @naliniprabhapadhy137 2 года назад +2

    Sir 🙏
    Aapanaku anek anek dhanyabad je aamaku prabhunka nikataru nikatatara karauchanti 🙏🙏🙏

  • @suchismitabehera2847
    @suchismitabehera2847 2 года назад +1

    ଆପଣ ଙ୍କ ଭାଷା ବ୍ରହ୍ମ ରେ ସେ ବ୍ରହ୍ମାଣ୍ଡ ନାୟକ ଙ୍କ ରୂପ ଝଲସି ଉଠୁଛି ।ହୃଦୟ କୋଣ ରୁ ଆପଣଙ୍କୁ ଦଣ୍ଡବତ🙏🙏🙏

  • @aradhyadas142
    @aradhyadas142 2 года назад +1

    Maha Prabhu nka charana re ananta koti dandabata jay jagannath

  • @swahashreesahoo9933
    @swahashreesahoo9933 2 года назад +1

    Aama kaliaa

  • @jagannathbaba4035
    @jagannathbaba4035 2 года назад +2

    ମୋ ବାବା କାଠ ପିତୁଳା ନୁହଁ ସାର ତାଙ୍କର ସବୁ ଅଛି ଠିକ୍ ଆମରି ଭଳିଆ କଥା କୁହନ୍ତି, କାନ ରେ କଥା ଶୁଣନ୍ତି ,ଖାଆନ୍ତି,ପିଅନ୍ତି ,ଦାନ୍ତ ଘସନ୍ତି ତାଙ୍କ ହୃଦୟ ବହୁତ୍ କମଳ ସେମିତି କିଏ ଅଛି ତାଙ୍କ ଛୁଆ କାନ୍ଦିଲେ ମୋ ବାବାଙ୍କ ଆଖିରୁ ଲୁହ ଝରେ , ମୋ କାଳିଆ ପରି କେହି ହେବେନି ସାର

  • @rosalinmishra7483
    @rosalinmishra7483 2 года назад +2

    Very nice.Jay Jagannath.

  • @rudraallinone8257
    @rudraallinone8257 2 года назад +1

    Jay Jagannath. Akhire luha aasijaye aapanankara yei katha pade suninele. Mana chahne Sabubele sunuthanti ki mahaprabhu nka katha.

  • @LMRP-d7p
    @LMRP-d7p 9 дней назад

    ମହାପ୍ରଭୁ ଏକମାତ୍ର ମହାସତ୍ୟ ଆଉ ସବୁ ତ ମହାମିଛ ଅଟେ ଜଗତରେ🙌🙌🙌🙌🙇🙇🙇

  • @subhendukumarbarik8039
    @subhendukumarbarik8039 2 года назад +2

    Jay jagannath Jay jagannath Jay jagannath
    My gurudev bhagwan Sri malook peethadhiswar

  • @srikantpattnaik4200
    @srikantpattnaik4200 2 года назад +1

    Jai jagannath jai jagannath jai jai jagannath prabhu anku bhala kari dia he dayamaya atiki taba shree charana kamalare akula nibedana 🪔🪔🪔🪔🪔🙏❤️

  • @parthamahapatra983
    @parthamahapatra983 2 года назад +1

    Jagannath Jay jagannath

  • @puspanjalipradhan6838
    @puspanjalipradhan6838 2 года назад +2

    Jay Jagannath swami Nayan patha gami bhaba tume 🙏🙏🙏🙏🙏

  • @gourishankarmishra929
    @gourishankarmishra929 2 года назад +1

    ନମସ୍କାର ସାର , ଆପଣଙ୍କ ଭାବ, ଭାଷା, ବର୍ଣ୍ଣନା ର ପରିପ୍ରକାଶ ସବୁ ଜଗନ୍ନାଥ ମୟ। ମହାପ୍ରଭୁଙ୍କ ଅପାର କରୁଣା ଯେ ସେ ଆପଣଙ୍କ ବିନମ୍ବ୍ର ବାଣୀ ବଚନରେ ଆମକୁ ତାଙ୍କ ମହିମାର,ଲୀଳା ର ଅପୂର୍ବ ଗାଥା ଶୁଣାଇ କୃତାର୍ଥ କରିଛନ୍ତି। ସେ ଆପଣଙ୍କୁ ଆହୁରି ଭାବ ଦିଅନ୍ତୁ ,ତାଙ୍କ ବିରହ ଓ ମିଳନ ଆପଣଙ୍କୁ ଅନେକ ସୌଖ୍ୟ ପ୍ରଦାନ କରୁ। ଜୟ ମହାପ୍ରଭୁ।

  • @creativeduniya..3876
    @creativeduniya..3876 2 года назад +1

    Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤❤❤❤❤❤❤❤❤❤❤❤❤❤❤

  • @sagarikapatra8080
    @sagarikapatra8080 2 года назад +1

    Sir ,bahut sundar ,mana khusi heijauchi jemiti ama pakhare kala thakur achanty ,emiti amaku kala thakura bisayare sunauthantu. Jay jagannath

  • @nilapari9955
    @nilapari9955 2 года назад +1

    Radhe Radhe ji🙏🙏🙏

  • @sarojdas3326
    @sarojdas3326 2 года назад

    ମିଳନ ଓ ବିରହର ଫଳାଫଳର ଅତି ସୁନ୍ଦର , ସହଜ ଓ ସରଳ ବ୍ୟାଖ୍ୟା ଉଦାହରଣ ସହିତ । ଜୟଜଗନ୍ନାଥ 🙏🙏🙏

  • @soumyasahoo7848
    @soumyasahoo7848 2 года назад +14

    The way you tell all the things about lord jagannath, we fell in love more and more everytime.. The love for him increases day by day.. We are so glad that lord jagannath shower his grace through you by your words.. Jay jagannath❤🙏🙏... Apana emti prabhu nka ashirbada ru tanka mahima o gunagana sarbatra prachara karuthantu🙏☺....

  • @sabitapanigrahi6035
    @sabitapanigrahi6035 11 месяцев назад

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଓଡିଆଙ୍କ ପ୍ରାଣର ଠାକୁର ମଣିମା ମହାପ୍ରଭୂ କୋଟି କୋଟି ଦଣ୍ଡବତ ମଣିମା କୋଟି କୋଟି ଦଣ୍ଡବତ 🙏🙏

  • @sasmitadatta8819
    @sasmitadatta8819 2 года назад +3

    ବହୁତ ସୁନ୍ଦର ଭାବ। ବହୁତ ସୁନ୍ଦର ବର୍ଣ୍ଣନା ଜୟ ଜଗନ୍ନାଥ 🙏🙏🙏

  • @dr.pravatmanjarimishra9593
    @dr.pravatmanjarimishra9593 2 года назад +2

    Ati sundar presentation...May Lord Jagannath bless you...Emiti prabhunka katha kahi chalantu...Jai Jagannath

  • @LMRP-d7p
    @LMRP-d7p 9 дней назад

    ମହାପ୍ରଭୁ ମଣିମା ଜଗତରେ ଶ୍ରେଷ୍ଠ ଆଉ ନମ୍ବର ଏକ ପୁଣି ଅଦ୍ୱିତୀୟ ଯାହାକୁ କାହା ସହିତ ତୁଳନା କରି ହେବ ନାହିଁ ମହାସତ୍ୟ ସତ୍ୟ ନାରାୟଣ ମଣିମା 🙏🙏🙏🙏🙏🙇🙇🙇🙇🙇🌺🌺🌺🌺🌺🌺🙌🙌🙌🙌🙌🙌🙌♥️♥️♥️♥️♥️♥️❣️❣️❣️❣️❣️💞💞💞💞🌹🌹🌹🌹🌹🌹🌹🌹ଏକ ନମ୍ବର ହିରୋ ତାଙ୍କୁ ପ୍ରେମ କରିବା ଦରକାର 💘💘💘💘💘💘💘💘💘💘💘

  • @gyanaranjan1975
    @gyanaranjan1975 2 года назад +2

    Jay mahaprabhu 🛕🙏🙏

  • @NabinPratihari-rt6my
    @NabinPratihari-rt6my Год назад +1

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @snigdhasamantaray5389
    @snigdhasamantaray5389 2 года назад +1

    Love you Kalia.Missing you so much.

  • @pranatipani1712
    @pranatipani1712 2 года назад +2

    Mo suna se mo jivana🙏😭🙏

  • @tandraranimajhi5214
    @tandraranimajhi5214 2 года назад +1

    Kaliare satare Tu kete mahan 😭😭😭😭😘😘😘

  • @chinmayeepradhan2806
    @chinmayeepradhan2806 2 года назад +1

    asutosh Babu Jai jagannath.

  • @subashmishra5616
    @subashmishra5616 Месяц назад

    ❤ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମଣିମା ଶରଣ ମହାବାହୁ ଜୟ ଜୟ ଜଗନ୍ନାଥ

  • @kalpanapadhi8709
    @kalpanapadhi8709 2 года назад +1

    ଭାବବିହ୍ଵଳ କରିଦେଲେ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rashmipradhan2508
    @rashmipradhan2508 2 года назад +8

    Radhe Radhe 🙏 Jay Jagannath 🙏 Jay Gopal 🙏🏼 jayAmrutakatha 🙏🙏🙏 Jay Jagannath koti koti pranam 🙏🙏🙏🙏❤️🌹🙏🙏

  • @sabitapattanaik6274
    @sabitapattanaik6274 Год назад

    Jay Jagannath swami nayana pathagami bhabatume Prabhu 🌹🙏🌹

  • @krishnasahoo5130
    @krishnasahoo5130 2 года назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏

  • @sunilnath3572
    @sunilnath3572 2 года назад +1

    ❤️🙏❤️ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ ❤️🙏❤️

  • @pramilapani9960
    @pramilapani9960 2 года назад +1

    JAY JAGANNATH PRANAM SIR🙏🙏🙏🙏🙏

  • @pratyuskumar2019
    @pratyuskumar2019 2 года назад +2

    Pranam Prabhu, jay jagannath 👏

  • @mamataparija3698
    @mamataparija3698 2 года назад +1

    ହେ ମହା ପ୍ରଭୁ ତୁମ ଚରଣ ରେ କୋଟି ପ୍ରଣାମ 🙏🙏🙏🙏🙏🙏🙏

  • @adityaswain1774
    @adityaswain1774 2 года назад +2

    ହେ ମହାବାହୁ ବଳିୟାରଭୁଜ ହେ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ତତେ ସତ କୋଟି ଦଣ୍ଡବତ

  • @rajalaxmibiswal2456
    @rajalaxmibiswal2456 2 года назад +2

    Jai Jagannatha 🙏

  • @Sharmila100
    @Sharmila100 2 года назад +1

    Jay jagarnnath swami 🙏🙏🙏

  • @tapasghadei6046
    @tapasghadei6046 2 года назад +2

    Jai Jagannath

  • @jayjagannathfurniture3903
    @jayjagannathfurniture3903 2 года назад +2

    ହେ ମହାପ୍ରଭୁ 🙏😭

  • @rashmipradhan2508
    @rashmipradhan2508 Год назад

    Radhe Radhe 🙏 Jay Jagannath 🙏 Jay Gopal 🙏 Jay RadhaRani 🙏 Jay shree Ram 🙏 Jay Hanuman 🙏🙏🙏🙏

  • @subratsahoo4400
    @subratsahoo4400 2 года назад +1

    Jay Jagannath 🙏🙏🙏

  • @subratasahoo574
    @subratasahoo574 2 года назад +1

    Jay Jagannath 🙏🙏🙏🙏
    💐💐💐💐💐💐💐💐💐💐💐💐

  • @chhabilatasenapati7909
    @chhabilatasenapati7909 2 года назад +2

    🙏🙏🙏

  • @sradhanjalibehera2305
    @sradhanjalibehera2305 2 года назад +1

    Jai Jagannath🙏.. Sabu dina mandira jai darshan kare ebe nirikhibi mo dhana ku.. Mo dhana katha kuhe sunibi kana lageiki.. Jai jagannath Bhai 🙏🙏

  • @prasantabehura9071
    @prasantabehura9071 6 месяцев назад

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @pintusahoo3394
    @pintusahoo3394 3 месяца назад

    ଜୟ ଜଗନ୍ନାଥ
    ଆଜ୍ଞା ଆପଣଙ୍କ ସାଙ୍ଗରେ କିଛି ସମୟ କଥା ହେବା କୁ ଚାହୁଁଛି
    ମୋର ଫୋନ ନମ୍ବର ୮୫୯୮୯୮୫୭୬୭
    ମୋତେ ଟିକେ ମହାପ୍ରଭୁ ଙ୍କ ଆଶିର୍ବାଦ ହେଉ