Thank you so much sir ae story ta share karithibaru. Mu bahut lucky Atyasha Pattanaik nka jhia bhabare janma heichi.. Ame mane samste ebe b Rakhi Purnima re Jagannatha nka pakhaku jau au Mo maa au mausi mane Rakhi bandhiki asanti thakuranku. Agaku b jibu jadi Thakura nka Krupa emti rahiba ta. 🙏🙏
Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🙏🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🙏🏵️🙏🙏
Happy Raksha Bandhan. Thanks for watching this video. Give a like & share this video with your brother & sister, family and friends.
Thank u and same to you💞
@@studypoint1280 u
Uuu
Uu
Uu
ଆପଣଙ୍କର ଯେଉଁ ଭାବବିଦ୍ୱଳ ଉପସ୍ଥାପନା ତାହା ହୃଦୟ ଭିତରେ ପଶି ନୟନରୁ ନୀର ହୋଇ ବାହାରିଗଲା। ଆପଣଙ୍କ ପରି ଭକ୍ତଙ୍କ ଚରଣରେ କୋଟି ପ୍ରଣାମ 🙏🙏🙏. କାଳିଆର ଇଛାଥିଲେ ନିଶ୍ଚିତ ଦିନେ ଆପଣଙ୍କ ସହିତ ଦେଖା ଦେବ।
ରଖିଲେ ରଖହେ ମହାବାହୁ ବିଶୃଜଗତରନାଥ ଜଗନ୍ନାଥ ତୁମେ ନ ରଖିଲେ ଆଜି ମୁଁ ହୋଇଲି ଅନାଥ ହେ ମହାବାହୁ ଆପଣଙ୍କୁ କୋଟି କୋଟି ଦଣ୍ଡବତ ଜୟ ଜଗନ୍ନାଥ ❤❤❤❤❤
Thank you so much sir ae story ta share karithibaru. Mu bahut lucky Atyasha Pattanaik nka jhia bhabare janma heichi.. Ame mane samste ebe b Rakhi Purnima re Jagannatha nka pakhaku jau au Mo maa au mausi mane Rakhi bandhiki asanti thakuranku. Agaku b jibu jadi Thakura nka Krupa emti rahiba ta. 🙏🙏
Jay Jagannath ,Bahut dhanyabad apana Mata rakhi thibaru,apanankra Maanku (Mahaprabhunkar Bhauninku) bhetibaku anek ichha achi,apana krupaa Kari purana karaibe.
Agyan nischinta.
Bahut dhanyabad ,hele kipari apana kahibe
Prabhu jaha rasta dekheibe..
🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
Jay jagannth swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମୁହା ବାହୁ ହେ ତୁମ ବାହୁ ତଳେ ଟିକିଏ ରଖ ଜୟ ଜଗନ୍ନାଥ 🙏🙏🙏
Apanku koti koti pranam sir..apank dekhile bahut santi miluchi apank katha sunile trupti miluchi🙏🙏🙏🙏🙏🙏🙏🙏🙏🙏🙏
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤
ପ୍ରଭୁ ଙ୍କ ମହିମା କିଏ ବା ବୁଝିବ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ 🙏🙏🙏🙏🙏ଅନନ୍ତ କୋଟି ପ୍ରଣାମ ବ୍ରହ୍ମାଣ୍ଡର ନାୟକ ଜୟ ଜଗନ୍ନାଥ 🙏❤️🙏🙏❤️🙏❤️🙏
🙏 🌼 ପ୍ରଭୁ କିସ ବହୁନିବି ଚରଣ 🌼🙏
ତିନି ପୂର ଲୋକ ଯାହାର ଶରଣ
ମୋତେ ଶରଣ ଦେବ ନାରାୟଣ
🙏🌼 ଜୟ ଜଗନ୍ନାଥ 🌼🙏
Jay Jagannath
ଜୟ ଜଗନ୍ନାଥ🙏🙏
ହୃଦୟ ପୁଲକିତ ହୋଇ ଗଲା ମହାପ୍ରଭୁଙ୍କ ଏ ଦିବ୍ୟ ବାଣୀ ଶୁଣି।ଆପଣଙ୍କ ଉପସ୍ତାପନା ଅତି ସୁନ୍ଦର ଉଚ୍ଚ କୋଟୀର ଶୁଣିଲା ପରେ ହୃଦୟ ପୁରା ଉଲ୍ଲସିତ ଆନନ୍ଦିତ ହୋଇ ଗଲା।
ମହାପ୍ରଭୁଙ୍କ କୃପା ଜାହା ଉପରେ ଥିବ ସେହିଁ ମହାପ୍ରଭୁଙ୍କ ଅମୃତ ଳୀଳା ସୁଣିପାରିବ 🙏
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
Rakhile Rakha jagannath au nahi Rakhanta tume na Rakhile vasili.suni hua achinta Jay jagannath 🙏
ରଖିଲେ ରଖ ଜଗନ୍ନାଥେ ଆଉ ନାହିଁ ରଖନ୍ତା ତୁ ମ୍ଭେ ନରଖିଲେ ଭାବିଲି ଶୁଣି ହୁଅ ଅଚିନ୍ତା ଏହିଭାବ ସମସ୍ତଙ୍କର ରହିବା ଉଚିତ
🙏 ବଡ ଭାଇ ବଳିଆ କାଳିଆ ସାଆନ୍ତ ଙ୍କୁ କୋଟି କୋଟି ପ୍ରଣାମ,ମାଆ ସୁଭଦ୍ରା ଙ୍କୁ ମୋର କୋଟି କୋଟି ପ୍ରଣାମ
Thank you very much bahuta bhala lagila mu kalia pakhare samarpita
ଡଃ ଆଶୁତୋଷ ଙ୍କୁ ମୋର ଶ୍ରଦ୍ଧା ସୁମନ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ଭାବପ୍ରବଣ ତାକୁ କୋଟି ପ୍ରଣାମ।🙏🙏🙏🙏🙏🙏🙏🙏❤️❤️❤️❤️❤️❤️
ବଡ ବାଡ଼ ସାମନ୍ତ ଠାକୁର୍ ଶ୍ରୀ ବଳଭଦ୍ର ଦେବ
ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
ଓମ ନମଃ ଭଗବତେ ବାସୁଦେବାୟ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🙏🍂🍂🌻🌻🌸🚩🏵️🍁🍒🥥🥥🙌🌼🌺🍋🏳️🌷🥀💐🍌🍌💖🍊🍊🌹🙌🏻💮🪔⭕‼️⭕
ଜୟ ଜଗନ୍ନାଥ। ମହାପ୍ରଭୁଙ୍କ ସେବକ ତଥା ଆମ ପାଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଙ୍କୁ ପହଞ୍ଚାଉଥିବା ଅନନ୍ୟ ପ୍ରତିଭା ଡା.ଆଶୁତୋଷ ମୋହଦୟ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ।ମହାପ୍ରଭୁ ଙ୍କ ଭଉଣୀ ଆଦ୍ୟାଶା ପଟ୍ଟନାୟକ ଙ୍କ କଥା ଆପଣଙ୍କ ଶ୍ରୀମୁଖରୁ ଶୁଣି କ୍ରୁଥାର୍ଥ ହେଲି।ଯେଣୁ ଆଗରୁ ମୁଁ ଏ କଥାଟି ପୁଣ୍ୟ ଶ୍ଳୋକ ରବିନ୍ଦ୍ରନାରାୟନ ମିଶ୍ର ଙ୍କ ମୁଖାରବିନ୍ଦ ରୁ ଆଗରୁ ଦୁଇଥର ଶୁଣିଥିଲି,ତେଣୁ ଭିଡ଼ିଅ ଆରମ୍ଭରୁ ମୁଁ ଏହାକୁ ସ୍କିପ କରିଯିବା ପାଇଁ ଚାହୁଁଥିଲି, କିନ୍ତୁ ମହାପ୍ରଭୁ ତାହା କରାଇଦେଲେ ନାହିଁ। ଭିଡିଅ କୁ ଶୁଣିଲି ଏବଂ ଭାବରେ ପ୍ଲାବିତ ହେଲି।ମୋର ଗୋଟେ ଗୁହାରି ମହାପ୍ରଭୁଙ୍କ ପାଖରେ,ଏବଂ ଅନୁରୋଧ ଆପଣଙ୍କ ପାଖରେ କି ଥରେ ଆପଣ ମହାପ୍ରଭୁଙ୍କ ଭଉଣୀ ଙ୍କୁ ଯାଇ ଭେଟି ତାଙ୍କ ସହିତ ଗୋଟେ ଭିଡ଼ିଅ କରନ୍ତୁ ଏବଂ ସେଦିନର କଥା ତାଙ୍କ ମୁହଁରୁ ଶୁଣିବାର ସୁଯୋଗ ଆମମାନକୁ ଦିଅନ୍ତୁ।ଯାହା ଫଳରେ ଦୁଇଟା କଥା ହବ,ମହାପ୍ରଭୁଙ୍କ ଭଉଣୀ ଙ୍କ ମୁହଁରୁ ମହାପ୍ରଭୁଙ୍କ କଥା ଶୁଣିବାକୁ ମିଳିବା ସହିତ ତାଙ୍କର ଦର୍ଶନ ମଧ୍ୟ ଆମେ ପାଇପାରିବୁ।ଆଶାକରେ ମହାପ୍ରଭୁ ମୋ ମନର ଭାବ ବୁଝିବେ ଆଉ ଆପଣଙ୍କ ଦ୍ୱାରା ମୋର ଇଛା କୁ ପରିପୂର୍ଣ୍ଣ କରିବେ।ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଙ୍କୁ ଦୀଘାୟୁ କରାନ୍ତୁ, ଆମେ ମାନେ ଏମିତି ଆପଣଙ୍କ ମୁଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଶୁଣୁଥାଉ।ପୁଣି ଥରେ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ।ଆପଙ୍କୁ ମଧ୍ୟ ପ୍ରମାଣ।ରହିଲି।ଜୟ ଜଗନ୍ନାଥ।
Jay.Jagananth
Jay Jay Jagannath 👏👏👏👏
ମଣିମା 🙏🙏
ତୁମେ ମୋର ସର୍ବସ୍ବ ମଣିମା,କଣ ବା କହିବି ଛାମୁ ତୁମେ ତ ଜୀବନର ଆଧାର ଛାମୁ, ଆଶୁତୋଷ sir ଙ୍କ କଥା ଶୁଣିଲେ ମନରେ ଆସେ ମଣିମା ତୁମେ ସବୁବେଳ ପାଇଁ ମୋତେ ନିଜର କରିଦିଅନ୍ତୁ ହେ ସାଆନ୍ତେ ମୋ ମଣିମା 🙏🙏
ବଡ଼ ଠାକୁର ମୋ ବଡ଼ ଭାଇ ବଳଭଦ୍ର ଙ୍କ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ! ଜୟ ମା ହଳଦୀ ମୁହିଁ ସୁଭଦ୍ରା ମାଆ, ଜୟ ଜଗନ୍ନାଥ 🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ🙏🏻🙏🏻 ଭାଇ ତୁମର କଥା କହି ବାର ପ୍ରଣାଳୀ ବହୁତ ମନକୁ ଛୁଇଁ ଯାଉଛି ଏହାକୁ ମୁଁ ସବ୍ଦ ରେ ପ୍ରକାଶ କରିପାରୁନି ତୁମକୁ ବହୁତ ବହୁତ ଧନ୍ୟବାଦ ମୁଁ ସବୁବେଳେ ଶୁଣେ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି କମେଟ ଦେଇନଥିଲି 🙏🏻🙏🏻
❤️🙏❤️ମହାପ୍ରଭୁ ସଦାସର୍ବଦା ଆଶୀର୍ବାଦ କରନ୍ତୁ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ଭାଇନା ❤️🙏❤️
ଜୟ ଶ୍ରୀ ବଳଭଦ୍ରଙ୍କୁ ଓ ଶ୍ରୀଜଗନ୍ନାଥଙ୍କୁ ମୋର ଅନନ୍ତକୋଟି ପ୍ରଣାମ 🙏🙏🙏
ବହୁତ ସୁନ୍ଦର କଥା ଶୁଣି ଖୁସି ଲାଗିଲା । ନନା ଙ୍କୁ ପ୍ରଣାମ। ଜୟ ଜଗନ୍ନାଥ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏❤️❤️🌺🌺👌👌
ଉନ୍ନତ ଓଡ଼ିଆ ଭାଷା ରେ ଉପସ୍ଥାପନା ପାଇଁ ବହୁତ ବହୁତ ଅଭିନନ୍ଦନ। ପ୍ରଣାମ!
jai jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏...
ତୋ ଭଳି ଆଉ କିଏ ହେବ ରେ କାଳିଆ। ସମସ୍ତଙ୍କ ମନ ଜାଣି ଫଳ ଦେଇଥାଉ।🥰🥰💕💕🤗🤗
Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🙏🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🙏🏵️🙏🙏
ହେ ଭକ୍ତ ଶିରୋମଣି, ସତରେ ଆପଣଙ୍କ ମୁଖ ରେ ଶ୍ରୀ ଜଗନ୍ନାଥଙ୍କ କଥା ଶୁଣି ଆଖି ରେ ଲୁହ ଆସିଗଲା। ଜୟ ଜୟ ଜଗନ୍ନାଥ
ଅତି ସୁନ୍ଦର ଜଗନ୍ନାଥ ଲୀଳା
ଜୟ ଜଗନ୍ନାଥ ଧନ୍ୟବାଦ ପ୍ରଭୁ ତମ ମହିମା ବ୍ରହ୍ମାଣ୍ଡ ଠାକୁରଙ୍କୁ ମୋର ଅନନ୍ତ କୋ ଟି ପ୍ରଣାମ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🙏ହେ ମହାପ୍ରଭୂ🙏🙏ଆପଣଙ୍କୁ ମୋ ପରିବାର ତରଫରୁ ନମସ୍କାର ଭାଇନା ଆପଣ ଆମକୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଏତେ ସୁନ୍ଦର କଥା ସୁଣାଉ ଥିବାରୁ🙏
ଜଗନ୍ନାଥ ମହାପ୍ରଭୁଙ୍କ ସାନ ଭଉଣୀ ଙ୍କୁ ମୋର ହ୍ରୁଦୟ ଆନ୍ତରିକ କୋଟି କୋଟି ପ୍ରଣାମ 🙏🙏🙏🙏♥️♥️♥️
Mu b aaji bhut khushi jaga bhai balia bhai nku rakhi bandhiki 😊
ପୂଜ୍ୟ ଶ୍ରୀ ପଣ୍ଡିତ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
🕉️🙏🕉️🙏🕉️🙏🕉️🙏🕉️🙏🕉️🙏🍂🍂🌻🌸🚩🚩🏵️🍁🍒🍏🌿🥥🥥🙌🌼🌺🍋🏳️🌷🥀💐🍌🍌💖🍊🌹🙌🏻💮🪔🪔🪔🪔🪔🪔🪔🪔🙌🙌🙌🙌🙌🙌⭕‼️⭕
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ
🚩Jay jaganatha kala thakura🙏🙏🙏🙏🦚🦚
ଜୟ ସୁଭଦ୍ରା ମା କି ଜୟ 🙏🙏🙏🙏🙏
ସ୍ୱର୍ଗତ ପୂଜ୍ୟ ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🍂🍂🌻🌸🚩🚩🏵️🍁🍒🥥🥥🙌🌼🌼🌺🍋🏳️🌷🥀💐🍌🍌💖🍊🍊🌹🙌🏻💮🪔⭕‼️⭕
He Jagannath apana hrudaya kete bada. Daya kara he pravu🙏🙏🙏❤️❤️❤️
ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏🏼🌹🙏🏼
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ
ଭାବେ ବନ୍ଧା ପ୍ରଭୁ ଜଗତର ନାଥ !
ଭାବର ଠାକୁର ତୁମେ ।
ଯା ମନ ଯେପରି ଦିଅ ସେହିପରି
ରହି ନୀଳାଚଳଧାମେ । 🙏
ଅତି ସୁନ୍ଦର ସତ୍ୟ ଉପସ୍ଥାପନା । ଶ୍ରୀଯୁକ୍ତ ମିଶ୍ର! ଆପଣଙ୍କୁ କୋଟି 🙏।
ବଡ ଠାକୁର ଶ୍ରୀ ବଳଭଦ୍ର ମହାରାଜା କି ଜୟ 🙏🙏🙏🙏🙏🙏🙏🙏
ଜୟ ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ବାଃ ବାଃ ଧନ୍ଯ ମହାପ୍ରଭୁ ତୁମ ପରି ଭାଇ ଜଗତରେ ନାହିଁ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଆଶୁତୋଷ ବାବୁ ଆପଣଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା ମୋର 🙏🙏🙏🙏🙏🙏🙏🙏
ଆପଣ ଙ୍କ ମାଧ୍ୟମ ରେ ଜଗନ୍ନାଥଙ୍କ ଲୀଳା ଶ୍ରବଣ କରୁଛି, ସେଥି ପାଇଁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଙ୍କ ଅନୁମତି ହେଲେ ୟାକୁ ଯଦି ଇଂରାଜୀ ରେ ଅନୁବାଦ କରାଗଲେ ବିଶ୍ୱବସୀଙ୍କ ପାଖରେ ଜଗନ୍ନାଥଙ୍କ ମହିମା ପହଞ୍ଚି ପାରନ୍ତା ।
ଜୟ ଜଗନ୍ନାଥ. ଆପଣଙ୍କୁ ବହୁତ ଧନ୍ୟବାଦ.
Jay jagannath Swami Nayana patha gami vhaba tume
Jay Jagannath 🙏🙏🙏🙏🙏🙏🙏🙏
Jay jagannath swami nayan patha gami bhaba tume haribola 🙏🏽 rakshya bandhan ra aneka subhakamana manima
ଜୟ ପ୍ରଭୁ ବଡ ମଣିମା 🙏ସାନ ମଣିମା 🙏ମା ସୁଭଦ୍ରା ରାଜକୁମାରୀ 🙏ପ୍ରଭୁ ଚକ୍ର ରାଜ ସୁଦର୍ଶନ 🙏 ଆପଣ ମାନଙ୍କ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🥰🥰🥰🥰 ଆପଣ ମାନେ ଖୁସି ରେ ଥାନ୍ତୁ। ସାନ ଭାଇ ଆଶୁତୋଷ ଙ୍କର ମଙ୍ଗଳ ହେଉ 💐
ରାକ୍ଷୀ ପୂର୍ଣିମା ରେ ଆଶୁତୋଷ ଭାଇ ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା
Bahut sundar angya dekhiki akhi re luha rahuni..
🙏🏻🙏🏻🙏🏻🙏🏻😭😭😭😭
My mother is so lucky 😍😍🥳🥳
We are the luckiest ☺️
Koto koti pranam maanku
Jaya Jagannath. Jaya ama Bada Thakur. Jaya Maa Subhadra.
Antarika Dhanybaad. Apanka barnana hrudayasparsi
ଆଉ ଆଜିର ରାକ୍ଷୀ ପୂର୍ଣିମା ର ଅନେକ ଅନେକ ଅଭିନନ୍ଦନ ସାନ ଭାଇ ଆଶୁତୋଷ ଙ୍କୁ🙏🙏🙏
⭕❗⭕ଜୟ ଜଗନ୍ନାଥ ମହାପ୍ରଭୁ କି ଜୟ 🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
ହେ ପ୍ରଭୁ ଜଗନ୍ନାଥ
ଭକ୍ତି ରସ ରେ ତିନ୍ତାଇ ଦେଲେ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
ସତରେ ଭାଇ ଆପଣ ଙ୍କ କଥା ଶୁଣି ଭାବ ବଢିଯାଏ । କାଳିଆ ସାଆନ୍ତ ର କୃପା 🙏
❤ ଆଚାର ପ୍ରଭବୋ ଧର୍ମ ଧର୍ମସ୍ୟ ପ୍ରଭୁ ଅଚ୍ୟୁତ ହେ ମହାବାହୁ ଶରଣ ମଣିମା ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ମଣିମା ଜୟ ଜଗନ୍ନାଥ
ଓଁ ନମୋ ଭଗବତେ ବାସୁଦେବାୟ🙏🙏🙏🙏
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
Asutosh Babu apananka barnana acharana ucharana hrudaya sparsi hrudaya chhuingala Prabhu apananka mana mastika ku ahuri gyana diantu amaku ahuri Prabhu nka ra Guna garima gourav Katha sunau thantu congratulations 👏👏👏👏👏👏🎉🎉🎉🎉🎉🎉
Jay jagannath Ashutosh mishra bhai tamaku mora koti koti pranam
Apanka katha bhaut sundar,jay Jagannath swami
Jay Jaganntha Jay Jaganntha
Jay sri jagannath swami 🙏 apanaku bahut 2 dhanyabad pranam sir
Bahut Bhala Katha kahichhanti
ଜୟ ଜଗନ୍ନାଥ
ଜଗନ୍ନାଥ ସଂସ୍କୃତି ବହୂ ଉଚ୍ଚ
ମୁଁ ଜୀବନର ପ୍ରତି କାର୍ଯ୍ୟ ଏହି ସଂସ୍କୃତିକୁ ମାନି ଆସଛି, ତାଙ୍କ ପାଖରେ ଜନ୍ମ, ବିବାହ ଓ ଚାକିରୀ କରିଛି
ତାଙ୍କ ଇଛା ରେ ସବୁ ଚାଲେ
Sir, Bhagaban apnanku mangala karantu 😍🙏sir, really u r great 🙏🙏
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
ଅତି ସୁନ୍ଦର 🚩 ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏⚫‼️⚫🙏🚩
Jagannath Swami Nayanpathgami Bhabatume Jay Jagannath🙏 🌹
🙏 ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕♥️🙏♥️♥️♥️♥️♥️♥️♥️♥️♥️♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏♥️🙏♥️🙏♥️🙏♥️♥️🙏♥️🙏🙏♥️
Happy rakhya bandhan 🙏🙏 Jay Jagannath,Jay balaram,Jay maa subhadra 🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ମହାପ୍ରଭୁଙ୍କ ଏମିତି ମନଲୋଭା କଥା ଭାରି ଭଲ ଲାଗେ।
ଧନ୍ୟବାଦ ମହାଶୟ 🙏🙏🙏
Jay jagannath swami nayan patha gami bhab tumee 🙏🙏🙏mahaprabhu ka charan talaa koti koti pranam 🙏🙏🙏🌹🌹🌹🌼🌼🌼🙏🙏🙏
Jay Jagannath swamy nayana pathagami vabatume 🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ 🙏 ଠାକୁର ଙ୍କ ର ଅପାର କୃପା ଆମ ସମସ୍ତଙ୍କ ଉପରେ ଥାଉ 🙏🙏🙏
ଜୟ ବଡ଼ ଦିଅଁ ବଡ଼ ଠାକୁର 🙏🙏🙏ଜୟ ଜଗନ୍ନାଥ 🙏🙏🙏
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଓ ଶୁଭେଚ୍ଛା
Jay shree Jagannath Swami 🙏🙏🌸🙏🙏
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐🙏🙏🙏🙏
JAY JAGANNATH🙏❤🙏❤
Very nice 🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🏻
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
❤ଆଚାର ପ୍ରଭବ ଧର୍ମଶ୍ୟ ପ୍ରଭୂର ଅଚ୍ୟୁତ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମଣିମା ଶରଣ ମହାବାହୁ ଜୟ ଜୟ ଜଗନ୍ନାଥ
Radhe Radhe dandabata pranam ji