ଭଗବାନ କଣ ଭକ୍ତର ପାଦଧୂଳି ମୁଣ୍ଡରେ ଲଗାନ୍ତି ? Jagannath Mahima | Dr. Ashutosh Prasad Mishra | Odisha 365
HTML-код
- Опубликовано: 29 сен 2024
- ଭକ୍ତର କେଉଁ ଲକ୍ଷଣ ଥିଲେ ଭଗବାନ ଧାଇଁ ଆସନ୍ତି ?
ଏମିତି କଣ କେହି ଭଗବାନ ଅଛନ୍ତି ଯିଏ ଭକ୍ତର ପାଦଧୂଳି ନେଇ ମୁଣ୍ଡରେ ଲାଗନ୍ତି ?
ଆଜି ଦେଖନ୍ତୁ ସେହିଭଳି ଏକ ଭିଡ଼ିଓ
Vithoba, also known as Vitthala, and Panduranga, is a Hindu god predominantly worshipped in the Indian state of Maharashtra and Karnataka. He is a form of the god Vishnu. Vithoba is often depicted as a dark young boy, standing arms akimbo on a brick, sometimes accompanied by his consort Rakhumai.
Dr. Ashutosh Prasad Mishra
Jagannath Mahima
Odisha 365
Bitthal Nath / Vitthal Nath
#vitthal #jagannathmahima #drashutoshprasadmishra #odisha365 #jagannath #vishnu #bhakta
ବିଶ୍ୱାସ କରନ୍ତୁ ଆପଣ ଙ୍କର video ଆସିବା ର notification ଆସିଗଲେ ମନରେ ଖୁସି ର ଲହରୀ ଖେଳିଯାଏ। ହୋଇଥାଇ ପାରେ ମୋ ର ଏ ଅନୁଭୂତି ଭଳି ଅନ୍ୟ ଶ୍ରୋତା ଙ୍କର ବି ଭାବନା ଆସୁଥିବ। ଜୟ ଜଗନ୍ନାଥ।
Sir, could you please share the contact number of Dr Asutosh Sir, please share
Thik kahile🙏🙏🙏🙏🙏🙏🙏
Bahut khusi laage mate
ଠିକ୍ କହିଲେ ଆଜ୍ଞା ଜୟ ଜଗନ୍ନାଥ ❤❤❤🙌🙏
Same thing also happens to me
🙏❤️❤️ଓଁ ଲକ୍ଷ୍ମୀନାରାୟଣ ନମଃ ❤️❤️🙏
Jay jagannath.
Ahaa , mo guruji kede sundar katha tiye kahile❤
Ananda asru nayan plabita
Manimaa mora, saante !
Bda babu he
Shree hari
Jay jagarnath 🙏💖🙏
Jai Jagannath 🙏
Apurba kathanasaili.vaktavabara apurba udbelana.
ମୋ ମଣିମା 🙏🙏
ଆଶୁତୋଷ sir ଏ ଭକ୍ତି ଧାରା ର ମାଧୁର୍ଯ୍ୟ ଏତେ ଲାଗୁଚି ଯେ କଣ କହିବି...... ଖାଲି ଏତିକି ମଣିମା ଥରେ ଏ ମନ କୁ ଗ୍ରହଣ କରିଦିଅ ନା ମୋ ମଣିମା 😭🙏
Jay jagannath🙏❤
ଖୁବ ସୁନ୍ଦର ଭାବରେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ କୁ ପାରିବେଷଣ କଲେ, ଯେତେ ଆଶ୍ଚର୍ଯ୍ୟ ଚକିତ କଲେ ସେତିକି ବିଶ୍ୱାସ କୁ ଦୃଢ କରାଇଲେ, ସବୁବେଳେ ଆମକୁ ଏପରି ଭକ୍ତି ରସରେ ଭିଯାଉଥାନ୍ତୁ 🌹
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଶ୍ରୀ ପୁଣ୍ଡରିକ ଭଗବାନ ଜୟ ଜଗନ୍ନାଥ।
ଆଜ୍ଞା ବହୁତ୍ ଭଲ ଲାଗୁଚି ଆପଣଙ୍କ ଠାରୁ ମହାପ୍ରଭୁଙ୍କ କଥା ଶୁଣିବା ପାଇଁ। 🙏🏻🙏🏻🙏🏻
ଆପଣଙ୍କ ଉପସ୍ଥାପନ ଶୈଳୀ ସତରେ ଭାବ ଜାଗ୍ରତ କରୁଛି ।
ଅପୂର୍ବ ସେ ଦିଅଁ ଓ ତାର ଲୀଳା ।
ଜୟ ଜଗନ୍ନାଥ🙏
ସାର୍ ଆପଣଙ୍କ ଠାରୁ ଜଗନ୍ନାଥଙ୍କ ବିଷୟରେ ଶୁଣିବା ବହୁତ ଭଲ ଲାଗୁଛି। You are great sir..
Jaya Jagannath swami nayanapathagami bhaba tume 🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
ଚାତକପରି ଚାହିଁ ରହିଥାଉ ଡ଼ଃ ଆଶୁତୋଷ ଭାଇ ଙ୍କ ପାଖରୁ ମହାପ୍ରଭୁ ଙ୍କ ଦିବ୍ୟ ଭବ୍ୟ ଅମୃତ ବାଣୀ ଶୁଣିବାକୁ.....ଜୟ ଶ୍ରୀ ଜଗନ୍ନାଥ ❤️🙏❤️🙏
ସାର୍ ଆପଣଙ୍କ ବକ୍ତବ୍ୟ ହଁି ଆମର ଆନନ୍ଦ
Jay jagannath swami 🙏🏼🙏🏼🙏🏼🙏🏼🙏🏼
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରସା
ମଣିମା ଙ୍କର ଜୟ ହେଉ 🙏
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
ଜୟ ଜଗନ୍ନାଥ 🙏🙏🙏🙏
Jay shree jaganath Jay Jay jaganath 💐🌹💐💐🌹💐🌹💐🌹
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ମୋ ମଣିମା ଙ୍କର ଜୟ ହେଉ 🙏
ମହାପ୍ରଭୁ ଙ୍କ କଥାମୃତ ଶୁଣି ବହୁତ ଆନନ୍ଦ ଲାଭ ହେଲା ଆଶୁତୋଷ❤❤❤
ଓଁ ନମଃ ଭଗବତେ ବାସୁଦେବାୟ
ରାଧା ବଲ୍ଲଭ ଶ୍ରୀ ହରିବଂଶ
ଧନ୍ୟ ଭକ୍ତ ଧନ୍ଯ ଭାଗବାନ ଧନ୍ଯ ତୁମ ଲୀଳା ମହାପ୍ରଭୁ 🙏🙏🙏🙏🙏🙏ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏
Hey pravu bithal Jagannath bapa maa ka seva kariba ku sujog dia 🙏🙏🙏🙏🙏 ghara pakhaku jaldi transfer kari nei chala parbhu 😭😭😭😭😭😭 dayaa kara maha prabhu 🙏🙏🙏🙏🙏🙏
Jay Jagannath 💗🙏🙏💗 sir pranam ❤️🙏🙏🙏🙏❤
Jai Jagannath 🙏🙏🙏
ବହୁତ ସୁନ୍ଦର ଆପଣ ଆପଣଙ୍କର ଏ ଅନୁଭୂତି❤❤❤❤❤
ହେ ବାଣୀ ପୃତ୍ୟ ଆପଣଙ୍କୁ ଅଭୂମ ଦଣ୍ଡବତ
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
Jay jagannath ❤❤❤❤
Jaya jagranath swami Nayana patha game bhaba tume ❤❤❤namaste namaste 🙏 ♥️ ❤❤❤❤❤namaste namaste 🙏 ❤❤❤❤❤
ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଶୁଭ ଶୁଭ ବହୁତ୍ ବଢିଆ ଲାଗିଲା ପ୍ରଣାମ ❤
ମୋତେ ଲାଗୁଚି ନିଜେ ମହାପ୍ରଭୁ ଜଗନ୍ନାଥ ସାର ଙ୍କ ରୂପରେ ଆମ କୁ ଶୁଣଉଛନ୍ତି... ଜୟ ଜଗନ୍ନାଥ 🙏🏻🙏🏻🙏🏻
Radhe radhe
Hey prabhuu 🙏🥰🙏 hey ram Hey pranaballabh hey krishn 🥰🥰 hey radhaballabh hey prabhuu 🥰😍🙏 parameswar 🙏🥰🙏🔱
Jay jagannath bhai🙏, Apana emiti kahuthantu ame mahaprabhunku bhala pauthau
हरे कृष्ण हरे राम जय श्री जगन्नाथ स्वामी 🌺🌺🕉🕉✊✊🙏🏾🙏🏾🙏🏾
Omm nama srimada vagabate Bashudevaya.
Jay jaganatha 🙏🙏🙏
Satare mu bhabuchitume hi jagatarannatha jagannatha mote bhala Lage tumaku koti koti pranam tu mamuharu bhagabannka katha sunile motelage mujagannathanka muharu sunuchi 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️🌺🌺❤️❤️❤️❤️🌺🌺🌺🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🌷🌷🌷🌷🌷🌷🌷🌷🌷🌷
ଜୟ ଜଗନ୍ନାଥ 🙏। ବହୁତ ସୁନ୍ଦର 🙏
Jay Jagannath Mahaprabhu 🙏🙏💖
ଜୟ ଶ୍ରୀଜଗନ୍ନାଥ 🙏🙏🙏🙏🙏
🙏❤🙏
Very nice 🤩🤩🤩🤩🤩🤩🤩
ବହୁତ ଆନନ୍ଦ ପ୍ରଦାନ କଲା ପ୍ରଭୁଙ୍କ ଏପରି କଥା।
Shree Radhe Radhe 🙏🏼 Jay shree Jaganatha 🙏🌹🌹🙏 Jay Gopal 🙏🏼 jay shree RadhaRani 🙏 Jay Bithele🙏🏼🙏🏼🙏🏼
Jay shree Jagannath Swami Nayana Patha gami vatuma 🙏🙏 ଜୟ ଶ୍ରୀ ଜଗନ୍ନାଥ sir
Jai Jagannath 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏❤️❤️❤️🙏🙏🙏
Jay shree jagannath 🙏🙏🙏
Beautiful explanation. Thanks a lot.
Bhakta and Bhagwan relationship is wonderful in every yuga ❤❤❤
Pranam pada tale...❤
Jay shree jagannath❤❤❤❤
India bulaiba ku prastutataaa ,,, sabu desh, sabu desha ra bada bhawag dekhiba ku miliba ,, booking started
JAYA JAGANNATH
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
ଆପଣଙ୍କ video notification ଆସିଲେ ମନ ଖୁସି ହେଇଯାଉଛି। ମୁଁ ସଙ୍ଗେ ସଙ୍ଗେ ଦେଖି ନିଏ।
Jay jay shree jagannath swami🙏🙏🙏🙏🌷🌷❣️❣️
Jay ଜଗନ୍ନାଥାୟ namh 🌼🙏🏽🌼🙏🏽🌼🙏🏽🌼🙏🏽🌿🙏🏽🌿🙏🏽🌿🙏🏽🌿🕉️🕉️🕉️🕉️🕉️🕉️👌🏻👌🏻👌🏻👌🏻🌿❤️❤️❤️🌿🌿🌿🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🌼🙏🏽
Jay Bithala Swami 🙏🙏🙏
Jay Jay shree Jaganath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🌹🌹🌹🌹🌹🌹🌹🌹🌹🌹🌹🌹🌹🌹
🪷🪷🪷🪷🪷🪷🪷🪷🪷🪷🪷🪷🪷🪷
🙏 ଜୟ ଜୟ 🙏
💕💕💕💕💕💕💕💕💕💕💕💕💕💕
🙏 ଶ୍ରୀ ଜଗନ୍ନାଥ 🙏
❤️❤️❤️❤️❤️❤️❤️❤️❤️❤️❤️❤️❤️❤️
🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏
🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏ଜୟ🙏
❤️❤️❤️❤️❤️❤️❤️❤️❤️❤️❤️❤️❤️❤️
🙏ହେଉ 🙏
💕💕💕💕💕💕💕💕💕💕💕💕💕💕
🙏🙏🙏
🌹🌹🌹🌹🌹🌹🌹🌹🌹🌹🌹🌹🌹🌹
🪷🪷🪷🪷🪷🪷🪷🪷🪷🪷🪷🪷🪷🪷
ବହୁତ୍ ସୁନ୍ଦର ଉପସ୍ଥାପନା କଲେ ଆଜ୍ଞା ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ
Ashutosh bhai ଆପଣଙ୍କ ବାକ୍ ଚାତୁରୀ really very axelent .so nice of you. Thank you so much
extremely convincing presentation. such a logical reasoning for each and every sentence. jai jagannath
Jay jagannath 🙏🙏❤
जय जगन्नाथ महाप्रभु 🙏🙏🙏
ଆପଣ ଜାହା କହିଲେ ମୋର ଗୋଟିଏ ଲକ୍ଷଣ ନାଇଁ, କାଳିଆରେ ମୋତେ କ୍ଷମା କରିଦବୁ 🙏🌹🙏♥️
ମୋର ପ୍ରିୟ channel Odisha 365♥️
ଜୟ ଜଗନ୍ନାଥ ❤
Jay Jagannath 🙏 🙌
Jay Jagannath 🙏🙏🙏
🙏🙏👌👌
Jay Jagannath 🙏
ଭକ୍ତବତ୍ସଳ ଭାବଗ୍ରାହୀ , ଭକତଜନେ ସଦା ସ୍ନେହୀ " ।।
କାରଣ ସେ ନା ବନ୍ଧା କୌଣସି ଦାନବ ମାନବ ଦେବ ବେଦବନ୍ଦନାରେ ; ବନ୍ଧା ଭକ୍ତର ବିକଳ କୋହକାନ୍ଦଣାରେ..... ସେ ନା ବନ୍ଧା ସ୍ତୁତି ସ୍ତବ ସ୍ତୋତ୍ରରେ ; ବନ୍ଧା ପବିତ୍ର ଭାବରଜ୍ଜୁରେ.......ସେ ନା ବନ୍ଧା ମହିମ୍ନ ମନ୍ତ୍ର ତନ୍ତ୍ର ଯନ୍ତ୍ରରେ ; ବନ୍ଧା ଭକ୍ତର ଅନ୍ତରରେ ........ସେ ନା ବନ୍ଧା ବୈଦିକ ନୀରାଜନାରେ; ବନ୍ଧା ଭକ୍ତର କାତର ଅଥଚ ପରିମଳ ପ୍ରୀତି ପ୍ରାର୍ଥନାରେ...... ସେ ନା ଧରାଦିଅନ୍ତି ଧର୍ମ କର୍ମରେ ; ବରଂ ତାଙ୍କ ଆଧାର ସାଜେ ଭକ୍ତର ନିର୍ମଳ ମନ ମର୍ମରେ ........ସେ ନା ଅଛନ୍ତି ମନ୍ତ୍ରପୂତ ମନ୍ଦିରେ ; ଅଛନ୍ତି ତ ଭକ୍ତର ନିଭୃତ ହୃଦୟ କନ୍ଦରେ......... ସେ ନା ଅଛନ୍ତି ସ୍ବକୃତ ମାୟାମୋହରେ, ଅଛନ୍ତି ଭକ୍ତର ନିରୀହ କୋହରେ , ନିର୍ମଳ ଲୁହରେ ........ସେ ନା ବନ୍ଧା ନୀତି ନିୟମରେ ; ଅପିଚ ବନ୍ଧା ଭକ୍ତର ପୁନୀତ ବିନୀତପଣରେ........ସେ ନା ଅଛନ୍ତି ସ୍ବର୍ଗରେ ଅବା ଧର୍ମାର୍ଥକାମମୋକ୍ଷାଦି ଚତୁର୍ବର୍ଗରେ, ଅପିଚ ଅଛନ୍ତି ଭକ୍ତର ନିବେଦନୀ ଅନ୍ତରର ଅଶ୍ରୁଳ ଅର୍ଘ୍ୟରେ..........ସେ ନା ଅଛନ୍ତି ଐଶ୍ଵର୍ଯ୍ୟରେ ଆଉ ଅଲୌକିକ ଆଶ୍ଚର୍ଯ୍ୟରେ ; ଅଛନ୍ତି ତ ଭକ୍ତ ଭାବର ସ୍ନିଗ୍ଧ ସୌନ୍ଦର୍ଯ୍ୟରେ........ସେ ନା ଅଛନ୍ତି ପାପପୁଣ୍ୟରେ , ନା ମହାଶୂନ୍ୟରେ, ଅଛନ୍ତି ତ ଭକ୍ତର କାରୁଣ୍ୟରେ , ଦୈନ୍ୟରେ .......... ସେ ନା ବେଢ଼ିଛନ୍ତି ଯାଗରେ, ଯୋଗରେ ; ଅଛନ୍ତି ଭକ୍ତର ଅଭିମାନୀ ଅନୁରାଗରେ.......... ସେ ନା ଅଛନ୍ତି ଜଟିଳ ଜପରେ, ତାତ୍ତ୍ବିକ ତପରେ; ଅଛନ୍ତି ଭକ୍ତର ମନମତାଣିଆ ଗପରେ.......... ସେ ନା ଅଛନ୍ତି ପୁରାଣରେ, ପାରାୟଣରେ ; ଅଛନ୍ତି ତ ଭକ୍ତର ମନଫୁଲାଣିଆ ପ୍ରାଣରେ.......... ସେ ନା ଅଛନ୍ତି ସକଳ ସିଦ୍ଧିରେ, ପ୍ରସିଦ୍ଧିରେ, ବିଧିରେ , ଶାସ୍ତ୍ରୀୟ ଶୁଦ୍ଧିରେ; ଅଛନ୍ତି ଭକ୍ତର ବ୍ୟାକୁଳ ଛଳଛଳ ବିନମ୍ର ବୁଦ୍ଧିରେ .........ସେ ନା ଅଛନ୍ତି ଭବ୍ୟ ବୈକୁଣ୍ଠରେ ; ଅଛନ୍ତି ଭକ୍ତର ଆକୁଳ ଛଳଛଳ ଉତ୍କଣ୍ଠାରେ.......... ସେ ନା ଅଛନ୍ତି ରୁଚିଦୀପ୍ତ ଶିକ୍ଷାରେ , ଦୀକ୍ଷାରେ ; ବରଂ ସେ ଜଗିବସିଛନ୍ତି ଦେବାକୁ ଭକ୍ତର ପ୍ରତି ପ୍ରେମଭକ୍ତିଭାବର ଭିକ୍ଷାକୁ ଆଉ ଅପେକ୍ଷା ପୁଣି ତାଙ୍କର ଭକ୍ତର ପ୍ରତ୍ୟେକ ପରୀକ୍ଷାକୁ .........!
ସର୍ବରହସ୍ୟମୟ ହେଲେ ସୁଦ୍ଧା ସେ ଭକ୍ତମୁଖମଣ୍ଡିତ ହସରେ ଭାସମାନ, ନା ତାଙ୍କୁ ପ୍ରିୟ ସେ ହବିହୋମ, ଅଧିକନ୍ତୁ ପ୍ରିୟ ରାଧା ଓ ମୀରାସୁଲଭ ପ୍ରେମ ......... ନା ସେ ଅଛନ୍ତି ସ୍ତବ୍ଧଚକିତ ଚମତ୍କାରରେ ; ଅଛନ୍ତି ବି ଭକ୍ତର ଆକୁଳ ଆର୍ତ୍ତ ଚିତ୍କାରରେ ........., ନା ସେ ଅଛନ୍ତି ଦାରବୀୟ , ଧାତବ ଏବଂ ମୃଣ୍ମୟ ମୂର୍ତ୍ତିରେ, ବରଂ ଫୁଟିଉଠନ୍ତି ଭକ୍ତର ପ୍ରେମମୟୀ ପ୍ରଫୁଲ୍ଲ ଫୁର୍ତ୍ତିରେ ...,........ନା ସେ କେବଳ ଅଛନ୍ତି କେଳିକୁଞ୍ଜରେ ; ଅପିଚ ଅଛନ୍ତି ଭକ୍ତର ଭାବପୁଞ୍ଜରେ...........ନା ସେ କେବଳ ଅଛନ୍ତି ଜନଜୀବନର ବିଶ୍ଵାସରେ , ଆହୁରି ମଧ୍ୟ ଅଛନ୍ତି ଭକ୍ତର ପ୍ରତିଟି ନିଃଶ୍ଵାସରେ, ପ୍ରତିଟି ପ୍ରଶ୍ଵାସରେ ଆଉ ଉକୁଟି ଆସୁଥିବା ଅନ୍ତରଙ୍ଗ ଉଶ୍ଵାସରେ.........!.....ସେ ଭକ୍ତର ପ୍ରତିଟି ଭାବରେ ,ଅଭାବରେ , ପ୍ରଭାବରେ , ସ୍ବଭାବରେ, ଅନୁଭବରେ , ଅନୁଭୂତିରେ , ଭଙ୍ଗୀରେ , ସଙ୍ଗରେ , ରଙ୍ଗରେ, ଠାଣିରେ , ବାଣୀରେ , ପଲକରେ , ପୁଲକରେ, ଆଲୋକରେ, ଅଲୌକିକତାରେ, ଚିନ୍ତାରେ, ଚେତନାରେ,ସୃଜନରେ , ସମର୍ପଣରେ , ଶୟନରେ, ସ୍ବପନରେ, ଜାଗରଣରେ, ଭଜନରେ, ଭୋଜନରେ, ଗୀତରେ, ସଂଗୀତରେ, କୀର୍ତ୍ତନରେ, ନର୍ତ୍ତନରେ, ଚିତ୍ତରେ, ବିତ୍ତରେ, ଧନରେ, ଜୀବନରେ , ବେଦନାରେ , ସମ୍ଵେଦନାରେ , ସ୍ଥିତିରେ , ଗତିରେ , ପ୍ରଗତିରେ ତିଳ ତିଳ ହୋଇ ଯେ ରହିଛନ୍ତି - ଏକଥା ଭଗବଦ୍ କୃପାପାତ୍ର ଜଣେ ଭକ୍ତ ଛଡ଼ା ଆଉ କିଏ ବା ଜାଣିପାରେ ?
ସେ କେତେବେଳେ ବିଦୁରର କୁଡ଼ିଆରେ ତ କେତେବେଳେ ଦାସିଆର ନଡ଼ିଆରେ .........ସେ କେତେବେଳେ ବନ୍ଧୁ ମହାନ୍ତିର ସୁନା ଥାଳିରେ ତ କେତେବେଳେ ମତ୍ତ ବଳରାମ ଦାସର ଅଭିମାନଭରା ଗାଳିରେ ବନ୍ଧାହୋଇ ବିଜେ ପୁଣି ବାଲି ରଥରେ , ପୁଣି କେବେ ମଣିଦାସର ଉନ୍ମତ୍ତ କରତାଳିରେ............ ସେ କେତେବେଳେ କରମାର ସୁପକ୍ବ ଖେଚୁଡ଼ିରେ ତ କେତେବେଳେ ବିଷ୍ଣୁପ୍ରିୟାର ରୂପାଚୁଡ଼ିରେ.......... ସେ କେତେବେଳେ ମାଣିକର ଦହିକଳସୀରେ ତ କେତେବେଳେ କେଳିକୁଞ୍ଜର କଳାତୁଳସୀରେ............ସେ କେତେବେଳେ ସାଲବେଗର ଭକ୍ତିଭରା ଭଜନରେ ତ କେତେବେଳେ ରାଜମଣୋହିର ଷାଠିଏ ପଉଟି ଭୋଜନରେ .......... ସେ କେତେବେଳେ କବି ଜୟଦେବଙ୍କ ସାରସ୍ବତ ମସିମୁନରେ ତ କେତେବେଳେ ଗଜପତି ପୁରୁଷୋତ୍ତମଦେବଙ୍କ ତୀକ୍ଷ୍ଣ ଅସିମୁନରେ...........ସେ କେତେବେଳେ ଗୀତାପଣ୍ଡାର ଦ୍ବାରଦେଶରେ ତ ଆଉ କେତେବଳେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମାନ ରକ୍ଷା ପାଇଁ ରାଜକାରଗାରରେ ଦାରାବେଶରେ......... ସେ କେତେବେଳେ ଶ୍ରୀରାଧାଙ୍କ ମଧୁର ଆରାଧନାରେ ତ କେତେବେଳେ ମୀରାର ମନୋରମା ମନର ମାଳତୀରେ......... ସେ କେତେବେଳେ ସକାଳର ଶୁଭ ଶଙ୍ଖନାଦରେ ତ କେତେବେଳେ ଗୀତଗୋବିନ୍ଦଶୁଣା ରମଣୀୟ ନିଦରେ ...…...... ସେ କେତେବଳେ ଦେବଦାସୀର ନୃତ୍ୟରେ ବିହ୍ୱଳ ତ କେତେବେଳେ ଭୃତ୍ୟର ଭକ୍ତିରେ ପାଗଳ...........ସେ କେତେବେଳେ କବିର କଳାକଳ୍ପନାରେ ତ ଆଉ କେତେବେଳେ ଅନୁଭବୀର ଭକ୍ତି ଭାବନାରେ...... ସେ କେତେବେଳେ ଏ କିମ୍ଭୂତକିମାକାର ବିଚିତ୍ର ସୃଷ୍ଟିରେ ତ ଆଉ କେତେବଳେ ସେ ମଜ୍ଜିଥାନ୍ତି ଛାର ଚିରନ୍ତନର ଚିତ୍ରକୃତିରେ ।
ସେ ସବୁଠି ଥାଇ ମଧ୍ୟ କେଉଁଠି ନାହିଁ। ସେ ଶୂନ୍ୟ ମଧ୍ୟରେ ପୂର୍ଣ୍ଣ। ପୂର୍ଣ୍ଣବ୍ରହ୍ମ ହୋଇ କି ଶୂନ୍ୟ ଶୂନ୍ୟ ମହାଶୂନ୍ୟ । ଅତ୍ର-ତତ୍ର-ସର୍ବତ୍ର ବିଦ୍ୟମାନ ହେଲେହେଁ ସେ ସତତ ଦୁର୍ଲ୍ଲଭ। ଜଗତକୁ ନିଜ ମାୟା ପାଶରେ ଛନ୍ଦିଦେଇ ନିଜ ଖେଳାଲୀଳା କରୁଥିବା ଚରମ ପରମ ସତ୍ତା ସିଏ । କାରଣ ସେ ପରା ଭକତ ଭାବରେ ବନ୍ଧା , ଭକତ ଜୀବନ ଧନ ।
ବାହ୍ମୁଣ ନିଜ ଜାତି ର ଉନ୍ନତି ପାଇଁ ; ବିଶ୍ବାସ, ଭକ୍ତି, ସ୍ବର୍ଗ ,ନର୍କ, ଦାନ , ଦକ୍ଷିଣା (ଭିକ୍ଷା) ଆଦି ଶବ୍ଦକୁ ଖୁବ୍ ଯତ୍ନ ର ସହ ବ୍ୟବହାର କରିଥାଏ । ଯାହାର ଶୀକାର ବୋକା ଲୋକ ମାନେ ହୋଇଥା'ନ୍ତି ।
ଜୟ ଜଗନ୍ନାଥ। ଜଗନ୍ନାଥ ଙ୍କ କୃପା ରୁ,ଏତେ କମ ବୟସ ରେ ଭେଷଜ ବିଜ୍ଞାନ ଶିକ୍ଷା ପ୍ରାପ୍ତ ଯୁବକ ଜଗନ୍ନାଥ ପ୍ରାଣ ହେବା , ଏକ ଅନନ୍ଯ ପ୍ରମାଣ ।
Jai Shree Jagannath🙏🙏🙏
Jete
Sunile.manamanunahi.godblessyou.sabubelekahutha⭕️❗️❗️⭕️🚩🚩🚩🙏🙏🙏🕉🕉🕉🕉🕉🕉
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏
🙏🙏🙏Guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
💗🙏 Jay Jagannath 🙏💗
ଗୁରୁ ଦେବ ମୁ ପୁଣ୍ଡ୍ରରନାଥ ଙ୍କୁ ଦର୍ଶନ କରି ଆସିଲି ଦୁଇ ଥର ପାଦ ଛୁଇଁ ଲି ବହୁତ ସାନ୍ତି ଲାଗିଲା।
କେତେ ସୁନ୍ଦର ଭାବରେ କେଡେ ମଧୁର ଆପଣଙ୍କ ଭାଷା
Jay Shree Jagannath👏👏👏👏👏
Jai shree Krishna 🙏🌹🙏🌹🙏🌹
🙏 🌹 ❤️ 🌹 Jai Prabhu Jagannath Swami 🌹 ❤️ 🌹 🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ....
Prabhu jagatpati tuma Sripayarare a adhamara anantakoti pranam anantakoti pranam anantakoti pranam anantakoti pranam 🙏❤️🙏❤️🙏❤️🙏❤️🙏
ମଣିମା ଜଗତର କଲ୍ୟାଣ କରନ୍ତୁ l
ଜୟ ଜଗନ୍ନାଥ
Good 👍 Answer ...Kinu ...Nehi ...Bhak To Ko 🌞 Lekar Bhagaban Bhagaban Ko Lekar Bhakt Debata Rakhyas ...Sukha Dukha ...
Jay jagannath swami
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻
Pravu Jagannath Apanku sada kripa karantu🙏🙏🙏
Pravu nka Amurta maya katha suni Atma turpta hoigala 🙏🙏🙏🙏🙏🙏
Pranam 🙏🙏🙏🙏🙏🙏
Jay jaganatha sir. Katha. Hurdya. Parsi. Kintu. Jou. Ita. Katha. Kahele. Se ita. Ta pundik. Dethila