ନବୀନଙ୍କ ଯୋଜନା ବିଷୟରେ ଜାଣିଲେ ବିଜେପି ନେତା | Dinanka TV | Odisha Budget 2024 |

Поделиться
HTML-код
  • Опубликовано: 16 окт 2024

Комментарии • 420

  • @DharmendraSahoo-mz6xn
    @DharmendraSahoo-mz6xn 2 месяца назад +89

    କେହି ବି ଜଣେ ଏ ସରକାର ର ଯୋଗ୍ୟ ନୁଁହନ୍ତି

  • @santoshdash7235
    @santoshdash7235 2 месяца назад +16

    ନବୀନ ପଟନାୟକ ଯାହା କରିଛନ୍ତି କିନ୍ତୁ ବର୍ତମାନ ସରକାର ନାମ ପରିବର୍ତନ ରଙ୍ଗ ମରା ସରକାର

  • @debasissahu2637
    @debasissahu2637 2 месяца назад +89

    Odisha ପୂର୍ବରୁ ଏକ ନମ୍ବର ଅଛି। BJP ସରକାର ଆଉ ଅଧିକା କଣ ଓଲ୍ଟେଇବେ?

    • @jagankumarmallik7700
      @jagankumarmallik7700 2 месяца назад +4

      Sata kahila bhai agaru berojgar au dadan re pratham thila e sarakar kana au olteiba tu kauthi achhu odisha re na bahare mu au ma bhali 2-3 koti loka odisha bahare dadana khtuchhanti

    • @sanghamitradas371
      @sanghamitradas371 2 месяца назад +3

      Orissa kouthi achi aga dekha tapare bhasana daba

    • @sanghamitradas371
      @sanghamitradas371 2 месяца назад +1

      Bjd knta olteichi 24 yrs re Kejriwal kn karichi delhi jaeiki dekha Orissa baharaku jaooo Kate development heichi au Orissa Kate development heichi dekhiki asa

    • @basantasahu4553
      @basantasahu4553 2 месяца назад

      Jaha mana ku asuchi asiki lekhi douchu nai kire 😂😅

    • @biswajitmoharanabf5149
      @biswajitmoharanabf5149 2 месяца назад

      ଦାଦନ ରୁ ସବୁ ଆସୁଛନ୍ତି ଭାରି ଓଡ଼ିଶା ରେ ନୂଆ କମ୍ପାନୀ ସବୁ ଖୋଲା ହେଇଗଲା ।bjp sarkar ଆସିଲା ନା ତମେ ସବୁ ସତରେ ଅନ୍ଧ ଭକ୍ତ

  • @AJAYASAHOO-wd8mh
    @AJAYASAHOO-wd8mh 2 месяца назад +92

    ନବୀନ ବାବୁଙ୍କ ଯୋଜନା ସବୁବେଳେ ନବୀନ ଥିଲା ଓ ନୂତନ ଥିଲା

  • @qxztr
    @qxztr 2 месяца назад +29

    ଏ ସରକାରର ଭାବ ଦେଖି ଓଡ଼ିଶା ଛାଡି ପଲାଇଯିବାକୁ ଇଛ୍ଛା ହେଉଛି।

    • @PrashantaKumar-rf3eh
      @PrashantaKumar-rf3eh 2 месяца назад +1

      Bhai jaoni😂😂2029 ku wait

    • @Jotrimay
      @Jotrimay 2 месяца назад

      😊😊ସତରେ
      ବଞ୍ଚିଲେ ତ ପାଇବ 😊ଭୁତ 😊
      ସେତ ବାର୍ଦ୍ଧକ୍ୟ ଭତା
      କିନ୍ତୁ ବିଧବା ଅସହାୟ ମା ମାନେ କେମିତି ପିଲା ଛୁଆ ନେଇ ବଞ୍ଚିବେ
      ତାଙ୍କ କଥା ଟିକେ ଭାବନ୍ତୁ ମୋହନ 🙏ସରକାର

    • @prakashghose7518
      @prakashghose7518 2 месяца назад

      Palaa..

  • @MuralidharMulia
    @MuralidharMulia 2 месяца назад +29

    ଚାଳିଶ ଯାକ ଯୋଜନା କୁ ବିଜେପି ସରକାର ରଖି କେବଳ ଯୋଜନା ର ନାମ ବଦଳାଇ ଛ ନ୍ତ୍ତି।

  • @sadanandasahoo3707
    @sadanandasahoo3707 2 месяца назад +37

    ନାଁ ବଦଳେଇଲେ କି ରଙ୍ଗ ବଦଳେଇଲେ ରାଜକୋଷରୁ ଖର୍ଚ୍ଚ ହେବ, କଣ ଲାଭ ମିଳିବ? ବର୍ଷ କୁ ୫୦୦୦୦ ନୁହେଁ, ୨ ବର୍ଷ ପାଇଁ।

  • @DebasishNayak-h3m
    @DebasishNayak-h3m 2 месяца назад +192

    ବର୍ତ୍ତମାନ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କ କାମ ହେଲା ରଂଗ ବଦଳେଇବା ଓ ନାମ ବଦଳେଇବା

    • @smitasamal40
      @smitasamal40 2 месяца назад +12

      Right👍👍👍 bro

    • @jenakanta9302
      @jenakanta9302 2 месяца назад +6

      Okay 👍👍👍👍

    • @DebasishNayak-h3m
      @DebasishNayak-h3m 2 месяца назад +8

      @@smitasamal40 ଚୋର ଚାଲିଗଲେ ବୁଦ୍ଧି ଦିଶେ 🥺 ସବୁ ସରିଗଲା କହିଲେ ଚଳେ

    • @DebasishNayak-h3m
      @DebasishNayak-h3m 2 месяца назад +13

      @@jenakanta9302 BJP ଯଦି ପୁଣି ଆସିବ ଆର ଥରକୁ ତେବେ 150 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ 10000 ଲେଖାଏଁ ଭତା ଦବ ନିଶ୍ଚିତ 😬

    • @hrudamahanta7005
      @hrudamahanta7005 2 месяца назад

      Nabin nija nare Karithi le bhalahela change hela

  • @PrashantaKumar-rf3eh
    @PrashantaKumar-rf3eh 2 месяца назад +35

    Miss you Nabin sir❤❤

  • @sahoobulu91
    @sahoobulu91 2 месяца назад +86

    ସତ କଥା କହିଲେ

  • @gaganbihariacharya4789
    @gaganbihariacharya4789 2 месяца назад +33

    All right

  • @KajuAmbokuduchi
    @KajuAmbokuduchi 2 месяца назад +21

    Thank you for your true fact

  • @gitarani2831
    @gitarani2831 2 месяца назад +23

    ଠିକ୍, କଥା, କହିଛ,ସାର୍

  • @biranchinarayansarangi9439
    @biranchinarayansarangi9439 2 месяца назад +26

    ସବୁ ଜାଣି ନ ଜାଣିବାର ଅଭିନୟ କରିଛନ୍ତି ସରକାର l ପୁଣି ସମୟ ଆସିଲେ କହିବେ 9 ବର୍ଷ ରେ ଆମେ ମିଶି ଆ ଯୋଜନା ଆରମ୍ଭ କରିଥିଲୁ l

  • @RameshKumarDash-s4d
    @RameshKumarDash-s4d 2 месяца назад +30

    Right sir

  • @labalokeshbhoi8462
    @labalokeshbhoi8462 2 месяца назад +8

    ଠିକ ଅଛି ନବୀନ ବାବୁ ଆମେ cm କରିଦେବା

  • @sibaramsethi2271
    @sibaramsethi2271 2 месяца назад +8

    ଭାଇ ଆଉ କେତେ ଦିନ ପରେ ଓଡ଼ିଶା କୁ ବିକ୍ରୀକରି ଦେବେ ଦେଖନ୍ତୁ ଆମ ଓଡ଼ିଶା ରେ ଯୋ ଅନ୍ଧ ଭକ୍ତ ମାନଙ୍କୁ ଦେଖା ଜିବନୀ

  • @examshortcut
    @examshortcut 2 месяца назад +11

    Perfect kotha koyichonti bhai

  • @josephsabar3783
    @josephsabar3783 2 месяца назад +13

    You are right 👍

  • @baraladurgaprasadrao2871
    @baraladurgaprasadrao2871 2 месяца назад +11

    Bhai odisha Janata nku tik heichi. Naveen Sir amaku gondautila

  • @AbhisethiAbhisethi
    @AbhisethiAbhisethi 2 месяца назад +17

    Satya Katha Kohli all right Navin

  • @Reenabehera0
    @Reenabehera0 2 месяца назад +13

    Right 👍🏻👍🏻 kahile Jay jagannath 🙏🏻🙏🏻🙏🏻🙏🏻🙏🏻

  • @saratchsatapathy9115
    @saratchsatapathy9115 2 месяца назад +17

    BJP gomenmt is chara goment

  • @jullysamal6626
    @jullysamal6626 2 месяца назад +25

    Bjp EVM tampering କରି ଜିତିଛି ସବୁ ବଦଳୁଛି bsky change କରନ୍ତିନି plz,ଅସୁବିଧା ହୋଇଯିବ
    ଆମେ ରାଜରାସ୍ତାକୁ ଓଲ୍ହାଇବୁ,
    ଜୟ BJD
    Bjp hatao, ଓଡ଼ିଶା ବଞ୍ଚାଅ

    • @basantasahu4553
      @basantasahu4553 2 месяца назад

      Se evm re bjd 2019 re jitithila au e election re harigala ku evm kharaf nai ki waah ki script re bhai 😂😅

  • @Jsjfkfjakakekfksk
    @Jsjfkfjakakekfksk 2 месяца назад +7

    ମୋହନ
    ମୁଖ୍ୟ ମନ୍ତ୍ରୀ ❌
    ମୂର୍ଖ ମନ୍ତ୍ରୀ ✅

  • @ranajitjena4668
    @ranajitjena4668 2 месяца назад +41

    ବଜେଟ ଉପରେ ଆପଣଙ୍କ ମତାମତ କେତେକ ଅନ୍ଧ ଭକ୍ତ ଠିକସେ ବୁଝି ନପାରି ତାଙ୍କର ଚିରାଚରିତ ଟିପ୍ପଣୀ ମାନ ଦେଉଛନ୍ତି

  • @biswalsubrat5081
    @biswalsubrat5081 2 месяца назад +11

    Your right 🙏🙏

  • @saratmahant
    @saratmahant 2 месяца назад +18

    ଓଡ଼ିଶା କୁ ନୀଲାମ କରିଵେ ବିଜେପି ସରକାର

  • @sakarsansarafsankar9235
    @sakarsansarafsankar9235 2 месяца назад +6

    ସତ କଥା ଆଜ୍ଞା

  • @gitanjalimallik4605
    @gitanjalimallik4605 2 месяца назад +3

    ଏବେ ଅନ୍ଧ ଓଡିଶା ବାସୀ ଙ୍କ ଆଖି ଖୋଲିବ କି ନବୀନ ବାବୁ କଣ କରିଥିଲେ........ ଜୟ ନବୀନ ଜୟ ଓଡିଶା 🙏🙏🙏❤️❤️❤️

  • @RinkuDas-i2p
    @RinkuDas-i2p 2 месяца назад +1

    Bahut Sunder Katha

  • @boilochanpanigrahi4989
    @boilochanpanigrahi4989 2 месяца назад +9

    Nabinbabuzindabad

  • @Pravasha-kumar
    @Pravasha-kumar 2 месяца назад +1

    ବିଜେପି ମୁର୍ଦାବାଦ
    ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ

  • @HarapriyaJena-n7p
    @HarapriyaJena-n7p 2 месяца назад +7

    Danyabadebhai

  • @biswamberbhutia3280
    @biswamberbhutia3280 2 месяца назад +1

    ରଙ୍ଗ ମିସ୍ତ୍ରୀ ନା ମୁଖ୍ୟମନ୍ତ୍ରୀ କିଛି ଜାଣି ହେଉନି

  • @biswanaththanapati3315
    @biswanaththanapati3315 2 месяца назад +10

    Right

  • @Infoprenueur-ug2wz
    @Infoprenueur-ug2wz Месяц назад

    ନବୀନ ଓଡିଶା ❤️

  • @sahoobulu91
    @sahoobulu91 2 месяца назад +7

    Right Speach

  • @pintusahu998
    @pintusahu998 2 месяца назад +4

    ବାବୁ, bjd ହାରିଲା ପରେ କେଉଁଠି ଥିଲ ଏତେଦିନ

  • @bijaykumar-pr6zq
    @bijaykumar-pr6zq 2 месяца назад +4

    Perfect bhai kahucha

  • @KajuAmbokuduchi
    @KajuAmbokuduchi 2 месяца назад +9

    True fact

  • @BirendraNaik-gw4tm
    @BirendraNaik-gw4tm 2 месяца назад

    ଜଗନ୍ନାଥ ଙ୍କୁ ଭିକମଗେବାଜୋଜୋନା

  • @bishnupriyapradhan1152
    @bishnupriyapradhan1152 2 месяца назад

    Jay Nabeen

  • @pratyushrout1429
    @pratyushrout1429 2 месяца назад +6

    Right Bhai

  • @reetap4008
    @reetap4008 2 месяца назад +8

    ଏ ସରକାର କୁ ଭାଙ୍ଗିବାକୁ ପଡିବ,ଓଡ଼ିଆ ସମସ୍ତେ ମିଶି BJP କୁ ହଟେଇ ବାକୁ ହେବ
    ନଚେତ୍ ଓଡ଼ିଶା ନର୍କ ହୋଇ ଯିବ 😠😢
    ଲକ୍ଷ୍ମୀ ଛଡ଼ା ହୋଇଗଲା ଓଡ଼ିଶା ବହୁତ୍ ଦୁଃଖ ଲାଗୁଛି ଏ ମନ୍ତ୍ରୀ ମଣ୍ଡଳ କୁ ନେଇ 😢
    ଛି ବହୁତ୍ ବଡ ଭୁଲ ହେଇଗଲା ପରିବର୍ତ୍ତନ କରି
    ଜାଗୃତ ହୁଅ ଓଡ଼ିଶା ବାସୀ ନଚେତ୍ ନବୀନ ବାବୁ 25 ବର୍ଷରେ ଯାହା ଉନ୍ନତି କରି ଯାଉଥିଲେ ତାହା ଏମାନେ 6ମାସ ରେ ବୁଡ଼େଇ ଦେବେ😢😢😢

  • @chiranjibirout6814
    @chiranjibirout6814 2 месяца назад +5

    Well said

  • @SureshChandraSahoo-qs4bp
    @SureshChandraSahoo-qs4bp 2 месяца назад +1

    Odisha bikriheijiba sir jumula sarakar dhik🎉

  • @MNDIGITALSARAKANA
    @MNDIGITALSARAKANA 2 месяца назад

    ଲୋନ୍ କରି ସୁଭଦ୍ରା ଯୋଜନା ଦେବ ନ ନେଇଥିବା ଲୋକ ରୁଣ ଶୁଝିବେ

  • @subashmishra5616
    @subashmishra5616 2 месяца назад

    ଯାହା ହେଲା ଭଲ ହେଲା ଯାହା ହେବ ଭଲ ହେବ କାଳିଆ ଆଖିରେ ଲୁହ ବଳିଆ ପଡ଼ିବା କୋହ ଆଗକୁ ମହା ରୂପାନ୍ତରଣ ଓଡ଼ିଶା ଆଗକୁ ବଢିବ ହସି ଉଠୁ ଉତ୍କଳ ଜନନୀ ଜୟ ମଦନ ମୋହନ ଜୟ ଜଗନ୍ନାଥ

  • @BasantaBehera-gl3li
    @BasantaBehera-gl3li 2 месяца назад +4

    Right sir 👍👍👍👍👍👍

  • @HappyNayak-dx5qm
    @HappyNayak-dx5qm 2 месяца назад

    Thanks brother right

  • @shantidevi7848
    @shantidevi7848 2 месяца назад

    Jay jagannath 🤩🤩🤩🤩🤩🤩🤩

  • @manoranjanmullick3487
    @manoranjanmullick3487 2 месяца назад

    💚 he Naveen tume dhanya 🙏

  • @p.k.mansing3447
    @p.k.mansing3447 2 месяца назад

    ପାଗଳର ପ୍ରଳାପ...ବିଜେଡି ହାରିଲା ପରେ ସତ୍ୟ ପ୍ରକାଶ ପାଗଳ ହୋଇ ଯାଇଛନ୍ତି

  • @im.manash09___
    @im.manash09___ 2 месяца назад

    Absolutely right statement

  • @RASMIRANJANDASA
    @RASMIRANJANDASA 2 месяца назад +2

    Sambadika bhai appanaku dekhi bahuta dina pare khusi lagila...kuade jaithile appana..miss u

  • @bharatpradhan8855
    @bharatpradhan8855 2 месяца назад

    Thank you sir 🎉🎉

  • @केदारनाथमिश्रा

    ଏବେ ଚ୍ୟାଲେଞ୍ଜ କରୁଛୁ।ତାଲିକା ଦିଅନ୍ତୁ।କୋଉ ଯୋଜନା ଓ କେବେର ଓ କେଉ ସରକାରର ତାହା ଜଣାଇବୁ।

  • @TusharkantaJena-t2d
    @TusharkantaJena-t2d 2 месяца назад

    80 ବର୍ଷ ଯାଏ ଲୋକ ୧0%ଲୋକ ବି ନାହାନ୍ତି ଏମାନେ ଦଲାରି କରୁଛନ୍ତି

  • @mrsahuhk1972
    @mrsahuhk1972 2 месяца назад

    ଅଯୋଗ୍ୟ ସରକାର

  • @dilipkandi6368
    @dilipkandi6368 2 месяца назад

    Nabin sir great cm Jay Jagannath 🙏🙏🙏

  • @AjayakumarMishra-m7d
    @AjayakumarMishra-m7d 2 месяца назад +1

    Eia manipuri ganjei tani chi

  • @kishorechandrasekharmishra2658
    @kishorechandrasekharmishra2658 2 месяца назад

    ଆଉ ଗୋଟିଏ ତେଲମରା ତଥାକଥିତ ସାମ୍ବାଦିକ ଆସିଗଲା।

  • @jayarammalla6393
    @jayarammalla6393 2 месяца назад +3

    Right bhai❤❤❤❤❤❤❤

  • @amarnathnayak5021
    @amarnathnayak5021 2 месяца назад

    ଏ ସବୁ ଅହଂକାର ଇର୍ଷା ରେ କରା ଯାଉଛି............

  • @newbiggingindia3853
    @newbiggingindia3853 2 месяца назад

    Mohan majhi ku bhar karo ......... NAVEEN SIR IS GREAT ❤❤❤❤❤

  • @Hacker-em7bo
    @Hacker-em7bo 2 месяца назад +6

    NIKATA VABISYATRE SRIMANDIRARU JAGANNATH BALABHADRA SUBHADRA NKU HATEYE RAMA LAXMANA SITA MANDIRA GHOSANA KARIBA MOHAN MAJHI SARKAR

  • @saradasatyacreation2374
    @saradasatyacreation2374 2 месяца назад

    Thik sir bjp ku bujhantu

  • @ayubmandal452
    @ayubmandal452 2 месяца назад

    very good sir

  • @newbiggingindia3853
    @newbiggingindia3853 2 месяца назад

    Naveen sir 😢❤❤❤❤❤❤❤ come back

  • @nalinikantapani3966
    @nalinikantapani3966 2 месяца назад +4

    Sure

  • @balarampradhan7171
    @balarampradhan7171 2 месяца назад

    ଓଡିଶା କୁ ଲାଷ୍ଟ ରେ ବିକି ଦେବେ

  • @PratapChandrabiswal-d1t
    @PratapChandrabiswal-d1t 2 месяца назад +3

    Right 👍

  • @kalandisahoo9661
    @kalandisahoo9661 2 месяца назад

    Jay nabeen sir

  • @chinmayapradhan919
    @chinmayapradhan919 2 месяца назад

    ନାମ ପରିବର୍ତ୍ତନ ରେ ଗୋଟେ ବଜେଟ ପଳେ ଇ ଲା

  • @jagannathbhagwan9385
    @jagannathbhagwan9385 2 месяца назад

    ଶୃଗାଳ ଦଳର ବହୁତ ଶୀଘ୍ର ରଙ୍ଗ ଛାଡି ଯିବ

  • @subhakantasahu5773
    @subhakantasahu5773 2 месяца назад

    Jay Jagannath Jay nabin❤

  • @janmejayaswain2612
    @janmejayaswain2612 2 месяца назад +1

    ବର୍ତ୍ତମାନ ଆମ ରାଜ୍ୟର ଲୋନ କେତେ ,ମୁଣ୍ତ ପିଛା ଋଣ କେତେ ରାଜ୍ୟର ଟିକିଏ କହୁନ ?

  • @sunilrauto5923
    @sunilrauto5923 2 месяца назад

    60 ବର୍ଷରୁ 80 ବର୍ଷ 3000 ମିଳିବ 80 ବର୍ଷ ରୁ ଅଧିକ ହେଲେ 3500 ମିଳିବ ଅସୁବିଧା କଣ

  • @JogeswarMajhi-lt7hj
    @JogeswarMajhi-lt7hj 2 месяца назад

    ଯଦି ନବୀନ ପଟ୍ଟନାୟକ ର ଯୋଜନାକୁ ଏଡାଇ ମୋହନ ସରକାର ଆଉ ଅଲଗା ଯୋଜନା କରିଥିଲେ,,,ବିରୋଧୀ ମାନେ କି ମତାମତ ଦେଇ ଥାଆନ୍ତ,,ସହଜେ ଜଣା ପଡ଼ୁଛି,,,

  • @Sharakan5454
    @Sharakan5454 2 месяца назад +2

    In search of gold, we lost the Diamond 💎. Jay Naveen 💚 Jay Naveen 🤍 Jay BJD 💚

  • @amitprogrammer4847
    @amitprogrammer4847 2 месяца назад +1

    Sir थैंक्स सही बात करते हुए सु नि करी अच्छा लगा🎉

  • @dillippanda2603
    @dillippanda2603 2 месяца назад

    Thik kahila sir

  • @DevendraGaya
    @DevendraGaya 2 месяца назад

    Jay nabin sir ❤❤❤❤❤❤❤❤❤

  • @biswaranjanpradhan730
    @biswaranjanpradhan730 2 месяца назад +2

    Right 👍👍👍👍👍👍👍👍👍

  • @sudarsanmallick6250
    @sudarsanmallick6250 2 месяца назад

    ଠିକ କହଛନ୍ତି

  • @samarendramishra5027
    @samarendramishra5027 2 месяца назад

    Jay nabin sir

  • @abhirambiswal4538
    @abhirambiswal4538 2 месяца назад

    ଭାଇ ନିର୍ବାଚନ ବେଳେ ଯୋଉ କଥା କହୁଥିଲ, ପ୍ରଦୀପ ପାଣିଗ୍ରାହୀ ଙ୍କୁ ନେଇ କଣ ହେଲା ପରିସ୍ଥିତି, ଆଉ ତୁମ କଥା ଶୁଣିବାକୁ କେହି ଚାଁହୁ ନାଁହାନ୍ତି

  • @ajayakumarpattanaik8102
    @ajayakumarpattanaik8102 2 месяца назад

    ଆପଣଙ୍କର କମେଣ୍ଟ ବହୁତ ଉଚ୍ଚକୋଟୀର ! ବହୁତ ଦିନ ହେଲା ଆପଣଙ୍କର comments ଦେଖି ନ ଥିଲି !

  • @suansunakathasunakhantiodi4433
    @suansunakathasunakhantiodi4433 2 месяца назад

    Rahija heijiba

  • @madhusmitapradhan2235
    @madhusmitapradhan2235 2 месяца назад

    Nabin sir jindabad

  • @dillipkumarsingh5515
    @dillipkumarsingh5515 2 месяца назад

    ଆରେ ଡହରା ଗଟେ ଶିକ୍ଷକ ମାସକୁ କେତେ ଦରମା ପାଇଥାନ୍ତା

  • @sumantabehera7642
    @sumantabehera7642 2 месяца назад

    Jay nabin

  • @Sumantanaik-ut3pz
    @Sumantanaik-ut3pz 2 месяца назад

    Bjd🙏🙏🙏🙏jaya

  • @ganeshnayak5643
    @ganeshnayak5643 Месяц назад

    Very technically.

  • @s.mohapatra-i1k
    @s.mohapatra-i1k 2 месяца назад

    ମୋର ଉତ୍ତର ପ୍ରଦେଶ ସାଙ୍ଗ ଅଛନ୍ତି ସେଥି କେବଳ(କିଛି) ମହିଳା ଗ୍ରୁପ କୁ (ସମସ୍ତେ ନୁହେଁ)50 ହଜାର ରୁ ସର୍ବାଧିକ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଛି ତାହା ବି ବହୁ କଷ୍ଟ ରେ
    କିନ୍ତୁ ଆମ ରାଜ୍ୟରେ ସବୁ ମହିଳା ଙ୍କୁ ମିଲୁ ଥିଲା

  • @ARout-s5m
    @ARout-s5m 2 месяца назад

    ବିଜେଡି ଦଲାଲ୍ 😮😊

  • @Indian75138
    @Indian75138 2 месяца назад

    ମାଙ୍କଡ ହାତରେ ଶାଳଗ୍ରାମ ନଚେଇ ନଚେଇ ନେଲା ପ୍ରାଣ 😂😂😂😂😂😂😂😂😂😂😂

  • @kalpanaparidavlogchanel9693
    @kalpanaparidavlogchanel9693 2 месяца назад

    Jay bjd Jay Nabin sir

  • @bulababu4696
    @bulababu4696 2 месяца назад

    ଏବେ ବିଜେଡି ସମର୍ଥିତ ଏଇ ସାମ୍ବାଦିକ ଭାଇଙ୍କ G ଫାଟୁଛି ଆଉ