Pandian Again In Controversy, Debashis Says He Was Never The Party's Leader | Nirbhay Gumara Katha

Поделиться
HTML-код
  • Опубликовано: 24 ноя 2024

Комментарии • 307

  • @trilochanpatnaik6321
    @trilochanpatnaik6321 Месяц назад +19

    ଯିଏ BJD ଦଳର ନେତା ନ ଥିଲେ ତାର କ୍ରୀତଦାସ କାହିଁକି BJD ଦଳର ଅନେକ ବିଧାୟକ ଓ କର୍ମୀ ହୋଇଯାଇ ଥିଲେ ଓ ମନ୍ତ୍ରୀ ବିଧାୟକ ମାନେ Pandian ପାଇଁ ଟ୍ରାଫିକ control କରୁଥିଲେ।

  • @binayakpaikaray8221
    @binayakpaikaray8221 Месяц назад +23

    ଦେବାଶିଷ ବାବୁଙ୍କୁ ରାଜ୍ଯସଭାକୁ ପଠାଇବାରେ
    ପାଣ୍ଡିଆନଙ୍କ ମୁଖ୍ଯ ଭୂମିକା ଅଛି। ତେଣୁ ଦେବାଶିଷ ବାବୁ ଋଣ ସୁଝିବେ ନା ନାହିଁ?
    ପାଣ୍ଡିଆନ ସିନା ବିଜେଡିର ସର୍ବୋଚ୍ଚ ନେତା
    ନ ଥିଲେ ,କିନ୍ତୁ ବିଜେଡିର ସମସ୍ତ ନେତା ପାଣ୍ଡିଆନଙ୍କୁ ସାର୍ ସାର୍ ବୋଲି କାହିଁକି
    ଡାକୁଥିଲେ?ତାଙ୍କର କୃପା ଲାଭ କରିବାପାଇଁ
    ବିଜେଡ଼ିର ନେତାମାନେ କାହିଁକି ପ୍ରତିଯୋଗିତା
    କରୁଥିଲେ?

  • @swarnlatamahapatra1075
    @swarnlatamahapatra1075 Месяц назад +4

    Ati sundar❤❤

  • @AjayaMohapatra-io7ke
    @AjayaMohapatra-io7ke Месяц назад +8

    ଠିକ କଥା |
    ମୋଗଲ ସାମ୍ରାଜ୍ୟ ର ପତନ ର ଶେଷ ଅଯୋଗ୍ୟ ନିଜକୁ ନିଜେ ସମ୍ରାଟ |

  • @jeetendrakumarmohanty2963
    @jeetendrakumarmohanty2963 Месяц назад +41

    ଅତି ସୁନ୍ଦର ବର୍ଣନା, ବିଜେଡି ଦଳ ପୂର୍ଣ୍ଣ ମାତ୍ରା ରେ ଓଡ଼ିଶାର ଜନସାଧାରଣକ ପାଖରେ ଲଂଗଳା ହୋଇ ଗଲାଣି।

  • @bhubanmohanty3853
    @bhubanmohanty3853 Месяц назад +32

    ନବୀନ ବାବୁଙ୍କ ବୟସ ହେଇ ଗଲାଣି ତାଙ୍କୁ ବି କାଢ଼ି ଦିଅନ୍ତୁ

    • @brajakishorepadhi4022
      @brajakishorepadhi4022 Месяц назад +1

      @@bhubanmohanty3853 ବୁଢା ନବୀନ ତ କହୁଚି ତାର୍ ପନ୍ଦର ପୁରି ଷୋହଳ ଚାଲିଲା। ଆହୁରି ୧୦୦ ବରଷ ବଂଚି କ୍ଷମତା ଭୋଗ କରିବ। ପଛେ ଗାଣ୍ଡି ରେ ଗୁହ ବାହାରି ପଡୁ ହଗିସ ପିନ୍ଧି ମୁଖମନ୍ତ୍ରୀ ହେବ।

    • @ManojPradhan-uv6fg
      @ManojPradhan-uv6fg Месяц назад

      🤣🤣🤣🤣

    • @bapibabu6290
      @bapibabu6290 Месяц назад

      Modi ra 15 barash heichhi

    • @brajakishorepadhi4022
      @brajakishorepadhi4022 Месяц назад +1

      @@bapibabu6290 ମୋଦି ଟଳ ଟଳ ଡାକୁନି। ନିଜ କାମ ନିଜେ କରୁଛନ୍ତି। ନବୀନ ମୁରଦାର ପେହେଣି ଦରକାର କଣ ପାଇଁ। ଓଡିଶା ରେ ନେତା ଅଭାବ ଅଛି ବୋଧେ।

  • @asisgiri7021
    @asisgiri7021 Месяц назад +12

    V k ପଣ୍ଡିଆନ ଅଭିନେତା ଥିଲେ, ଏବେ ବାବା ହେଲେ, ତା ପରେ ବାବାଜୀ ହେବେ

  • @bishnucharnrana3282
    @bishnucharnrana3282 Месяц назад +30

    ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍ ଙ୍କ ଭୂମିକା ଅଦ୍ୟାବଧି ରହସ୍ୟ ଓ କୁହେଳିକା ଘେରରେ କାହିଁକି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ସତରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ୍ ଙ୍କ ସମ୍ପର୍କର ଗୁପ୍ତ ରହସ୍ୟ ଜାଣିବାକୁ ଓଡ଼ିଶାବାସୀ ବିଶେଷ ଆଗ୍ରହୀ ।

    • @satishchandrabehera7291
      @satishchandrabehera7291 Месяц назад +1

      ପ୍ରଖ୍ୟାତ ଗାଳ୍ପିକ ତଥା ସାହିତ୍ୟିକ ' ଚନ୍ଦ୍ରଶେଖର ରଥ' ଙ୍କ ' ଜାଈ କୁମ୍ଭାରୁଣୀ ' ଗଳ୍ପର ବିଶେଷ ଚରିତ୍ର।
      ଜାଈ ସହିତ ପଙ୍ଗୁ ର ଯେଉଁ ସମ୍ପର୍କ, ପାଣ୍ଡିଆନ ସହିତ ପଟ୍ଟନାୟକ ର ସେଇ ସମ୍ପର୍କ ବୋଲି ଆମର ମତ।

  • @ManojPradhan-uv6fg
    @ManojPradhan-uv6fg Месяц назад +8

    ବୃଦ୍ଧ ନବୀନ ପଟନାୟକ ଆଉ ଦୁଇ ତିନି ମାସ ଭିତରେ ନିଜେ ସନ୍ୟାସ ନେଇ ଆମେରିକା ଚାଲିଯିବ କି ନ ହେଲେ ଭାଟୀକାନ ସିଟି ଚାଲିଯିବେ (ବୋଧହୁଏ ପୋପ ଙ୍କୁ ଆଗତୁରା ଭେଟ କରିଥିଲେ 🤣)

  • @ravipatnaik79
    @ravipatnaik79 Месяц назад +37

    ଏମାନେ ସବୁ ଆମ ଓଡ଼ିଆଙ୍କୁ ବୋକା ଭାବି ଭକୁଆ ବନାଉଛନ୍ତି । କୃତକର୍ମର ଫଳ ଭୋଗୁଛନ୍ତି ....

  • @satrujitsahoo2821
    @satrujitsahoo2821 Месяц назад +9

    ଆତ୍ମବିଭୋର ବିଜେଡି ନେତାନେତ୍ରୀ, ଅସହାୟ, ନବୀନ।।।

  • @brajakishorepadhi4022
    @brajakishorepadhi4022 Месяц назад +85

    ସବୁ ନାଟର ଗୋବର୍ଦ୍ଧନ ନିଜେ ବୁଢା ନବୀନ ପଟ୍ଟନାୟକ।

  • @kushadhwajanahak186
    @kushadhwajanahak186 Месяц назад +59

    ଲେନିନ୍ ମହାନ୍ତି ପୂର୍ବ ଅପେକ୍ଷା ଏବେ ଟିକେ ଅଧିକା କଥା କହୁଛନ୍ତି ତେଣୁ ତାଙ୍କର ସମୟ ସରି ଆସିଲାଣି ଲାଗୁଛି,

  • @skdreamland8486
    @skdreamland8486 Месяц назад +7

    ପ୍ରମିଳା ମାଉସୀ ସନ୍ୟାସୀ ଙ୍କୁ ମୁଖ୍ୟ ମନ୍ତ୍ରୀ ସମ୍ବୋଧନ କରିଥିଲେ#### ଦେବାଶିଷ ବାବୁ

  • @sasankapradhan2086
    @sasankapradhan2086 Месяц назад +4

    Nabin babu, ଆପଣ ଆପଣଙ୍କର ଚେନେଲ୍ କେବଳ କଣ ରାଜନୀତି ଉଦ୍ଦେଶ୍ୟରେ, ଏ ରାଜ୍ୟର ଛାତ୍ର,ଛାତ୍ରୀ ଆଜି ରାଜ ରାସ୍ତାରେ,RI ପରୀକ୍ଷା ghotala ପାଇଁ ସାରା ରାଜ୍ୟ ଉଠୁଚି ପଡ଼ୁଚି,କିନ୍ତୁ a ବିଷୟରେ କଣ ଆପଣଙ୍କର ଛାତ୍ର ମାନଙ୍କ ନ୍ୟାୟ ପାଇଁ କିଛି ଦାୟିତ୍ଵ ନାହିଁ,ଦୟାକରି ଆପଣ ଙ୍କ ଭଳି ନିରପେକ୍ଷ ଚେନେଲ ଯଦି ସରକାରଙ୍କୁ a ବିଷୟରେ ଅବଗତ କରାଇବେ ସରକାର ନିଶ୍ଚିତ ଭାବେ ସଚେତନ ହେବେ,ଆପଣଙ୍କୁ ଅନୁରୋଧ a ବିଷବସ୍ତୁକୁ ସରକାର ସମ୍ମୁଖକୁ ଅଣାନ୍ତୁ,ନବୀନ ଦାସ sir ,i like ur all news

  • @RajkishorMahapatra-pp9xw
    @RajkishorMahapatra-pp9xw Месяц назад

    ଅତି ସୁନ୍ଦର୍ ଉପ ସ୍ତାପନା ❤❤❤

  • @gyanbharati2006
    @gyanbharati2006 Месяц назад +3

    ନବୀନଙ୍କ ଚର୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଡାକନ୍ତୁ 🙏

    • @prasantabal6843
      @prasantabal6843 Месяц назад

      Dekhantu ashichanti link achi tale
      ruclips.net/video/6N5LERnONOE/видео.htmlsi=Ahvg3MnSAZxJuyAZ

  • @asitmohanty8492
    @asitmohanty8492 Месяц назад +8

    ଆପଣଙ୍କର ତର୍ଯମା ଅତି ଚମତ୍କାର।
    ଥରେ ବିବେଚନା କରନ୍ତୁ ଯେ ମୋହନ ମାଝି ସରକାର କାହିଁକି ନବିନ ବାବୁ ଓ ପାଣ୍ଡିଆନକୁ ଏତେ ପ୍ରଶ୍ରୟ ଦେଉଛନ୍ତି। ନବିନ ବାବୂଙ୍କ security staff ବଦଳାଇ ଦେଲେ ଉଭୟଙ୍କ ସବୁଜିନିଷ ପଦାରେ ପଡିଯିବ। Security ପାଇଁ ନବିନ ନିବାସ ନିକଟସ୍ଥ ଅଧିକୃତ ଯାଗା କାହିଁକି ଫେରାଇ ନିଆଯାଉ ନାହିଁ?
    ଲୁଚିଛି ନା ଗୋଡ ଦିଟା ଦିଶୁଛି😅😅😅😅😅😅

  • @kalakarnayak7866
    @kalakarnayak7866 Месяц назад +4

    ଜୟ ଜଗନ୍ନାଥ ପ୍ରଭୁ सहाय ହୁଅନ୍ତୁ

  • @satishchandrabehera7291
    @satishchandrabehera7291 Месяц назад +3

    ପାଟ୍ଟଶାଣୀ ବାବାଙ୍କ କଥା।
    କେବେବି ନୋହିବ ଅନ୍ୟଥା।
    ସତ କେବେ ଲୁଚି ରହେନା।
    ଯିଏ ଯାହା ପଛେ କହୁନା।।
    ଜୟ ଜଗନ୍ନାଥ!!!

  • @trilochanpatnaik6321
    @trilochanpatnaik6321 Месяц назад +2

    ଆଜିର ଆଲୋଚନା ହୃଦୟ ସ୍ପର୍ଷି ହୋଇଛି। ଧନ୍ୟବାଦ୍।

  • @gyanabratamohanty4219
    @gyanabratamohanty4219 Месяц назад +1

    ମହା ନାଟକ ର ଏପରି ଦୃଶ୍ୟ ପଟକୁ ସମସ୍ତେ ନିହାତି ମନେ ରଖିବା ଉଚିତ | ଚାଟୁକାରିତାରେ ଚମ୍ପିୟାନ କିଛି ଯୁବ ନେତାଙ୍କୁ ଏତେ ଉଦ୍ଧତ କଲା କିଏ ? ଏତେ ତଳକୁ ଗଲେ ମଧ୍ୟ ଗାଲୁଆମୀ ? ନବୀନ ଓ ପାଣ୍ଡିଆନଙ୍କ କବଳରୁ ପ୍ରଭୁ ଓଡିଆଙ୍କୁ ଜଗାଇ ଓଡିଶାକୁ ବଞ୍ଚାଇଦେଲେ | ନବୀନ ଦାଶ ସାରଙ୍କୁ ଶତ ପ୍ରଣାମ 🙏🙏🙏

  • @ManaGobinda-wl6oz
    @ManaGobinda-wl6oz Месяц назад +4

    Lelin ବାବୁ ବୋଧହୁଏ ଖୋଷମତି ଦାୟିତ୍ଵ ରେ ଅଛନ୍ତି। ଆଗକୁ ଗୋଟେ ନାତ୍ ଖାଇ ଯିବେ।

  • @SadhabanandaPanda
    @SadhabanandaPanda Месяц назад +11

    ମିଶନ ଶକ୍ତି ବିଭାଗ ବିଷୟରେ ଆଲୋଚନା କରନ୍ତୁ ପାଣ୍ଡିଆନ୍ ଧରା ପଡ଼ିବେ 😅

  • @krushnachandradash4327
    @krushnachandradash4327 Месяц назад +8

    ପାଣ୍ଡିଆନ ବୋଧହୁଏ ନଵୀନ ଙ୍କର କିଛି ଭୟଙ୍କର ଅକୁହା କଥା ଜାଣିଛି। ସେଥିପାଇଁ ସର୍ବେସର୍ବା ହୋଇ ଯାଇଥିଲା ବୋଲି ଲୋକେ କହୁଛନ୍ତି।

  • @hrusikeshmahapatra6735
    @hrusikeshmahapatra6735 Месяц назад +3

    ଓଡ଼ିଆ ଜାତିକୁ ଓ ନବୀନ ପଟ୍ଟନାୟକ ନେଇ ଓଡ଼ିଆ ଫିଲ୍ମ ହେଲେ ଭଲ ହୁଅନ୍ତା

  • @gopabandhumashra8949
    @gopabandhumashra8949 Месяц назад +4

    ନେତା ନଥିଲେ ପାଣ୍ଡିଆନ ତେବେ କାହିଁକି ଉଡାଜାହାଜ ରେ ବୁଲୁଥିଲା

  • @quoteoftheday2357
    @quoteoftheday2357 Месяц назад +7

    2024 BJD ra chaya mantrimandala ra security guard Lelin Mohanty 😂😂

  • @abhiramsahoo5642
    @abhiramsahoo5642 Месяц назад +3

    ଆପଣଙ୍କ ସମୀକ୍ଷା ପୂରାପୂରି ବୌଦ୍ଧିକ ଓ ଯୁକ୍ତିସଂଗତ। ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ଅଭିଜ୍ଞ ନେତୃବୃନ୍ଦଙ୍କୁ ଲେନିନ୍ ମହାନ୍ତି ଭଳି ଗୋଟେ ତେଲମରା ବାହାସ୍ଫୋଟିଆ ଜୋକର୍ ଯେତେବେଳେ ଦଳରୁ ବିଦା ହେବା ପାଇଁ ହୁଂକାର ଛାଡୁଛି,ଏଇଥିରୁ ବିଜେଡି ଦଳର ଗୁରୁତ୍ବ ଓ ଭବିଷ୍ଯତ ଜଣା ପଡିଯାଉଛି। ବିଜେଡି ନିଆଁ ଜୋର୍ ରେ ଜଳୁଛି,ନିକଟରେ ପାଉଁଶ ହେବାଟା ଥୟ !

  • @mituprdhan2020
    @mituprdhan2020 Месяц назад +6

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻

  • @sibaprasaddash4386
    @sibaprasaddash4386 Месяц назад +8

    Jie thare ward member pain jogya nuhe se Lenin mohanty Amar satpathy nku au Prasanna patsani kahiba nibotdhta ra parichaya

  • @dr.duryodhanpradhan7996
    @dr.duryodhanpradhan7996 Месяц назад

    ଆପଣ ଙ୍କ ସୁନ୍ଦର ଉପସ୍ଥାପନା ପାଇଁ ସାଧୁବାଦ 🙏

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад +2

    ଜୟନାରାୟଣ ମିଶ୍ର ଙ୍କୁ ପାଗଳ କହି କହି ବିଜେଡି ନେତା ଆପେ ପାଗଳ ହୋଇ ଗଲେଣି |

  • @santoshkumarsethi5567
    @santoshkumarsethi5567 Месяц назад +5

    ୨୪ ବର୍ଷ ର ଘଟଣା ବଳି କୁ ନେଇ ଭଲ web series ହୋଇ ପାରିବ। କରି ପାରିଲେ ହେଲା।

  • @nareshpanda4485
    @nareshpanda4485 Месяц назад +2

    ମୁଁ ପୂର୍ବରୁ କହିଛି ଏବେ ବି କହୁଛି ନବୀନ ମାୟା କୋଈ ନେଇ ପାୟା. ବିଜେଡି ନବୀନ ଠାରୁ ଆରମ୍ଭ ଆଉ ନବୀନ ଠାରୁ ହିଁ ଶେଷ. No ପ୍ୟାରୀ no ପାଣ୍ଡିଆନ. Only ନବୀନ ପଟ୍ଟନାୟକ. ସେ ନିଜେ ବିଜେଡି ପତନ ର ମାର୍ଗ

  • @alokkumarmall4864
    @alokkumarmall4864 Месяц назад +1

    ଅତି ସୁନ୍ଦର

  • @kamalakantadas6050
    @kamalakantadas6050 Месяц назад +2

    ଦଳର ମୁଖିଆ ହିଁ ହାର ହେଉ ବା ଜିତ ହେଉ, ସେ ନିଜେ ଦାୟୀ ରହିବେ, ଏଥିରେ ଆଉ ତୃତୀୟ ବ୍ୟକ୍ତି କାହାକୁ କାହିଁକି ଯୋଡ଼ିବେ ?

  • @kishorchsrichandan307
    @kishorchsrichandan307 Месяц назад +4

    ପାଣ୍ଡିଆନ ଙ୍କ ବିଷୟ ରେ ବରିଷ୍ଠ ନେତା, ସାମ୍ବାଦିକ ଓ ମିଡିଆ ଭାଇ ମାନେ ଆଲୋଚନା କରୁଥିଲେ ମଧ୍ୟ ନବୀନ ବାବୁ ପୂର୍ବ ପରି କିଛି କୁହନ୍ତୁ।

  • @GolakaBiswal
    @GolakaBiswal Месяц назад

    Right sir 🎉

  • @jayantabehera8125
    @jayantabehera8125 Месяц назад

    ଅତି ସୁନ୍ଦର ବର୍ଣ୍ଣନା....

  • @PKC16
    @PKC16 Месяц назад

    Thanks for good analysis... 🌹🙏🌹

  • @bhabanimohanta7752
    @bhabanimohanta7752 Месяц назад +1

    RI ପରୀକ୍ଷା ଅନିମିୟତା ବିଷୟରେ.. କେବେ??

  • @MaheswarMallick-o3b
    @MaheswarMallick-o3b 27 дней назад

    Excellent sir ଆହୁରି ଅନେକ ଟୋପିକ ଆସୁ.

  • @purnachandrasahu8335
    @purnachandrasahu8335 Месяц назад

    Jay Jagannath sir

  • @pradiptasahoo3488
    @pradiptasahoo3488 Месяц назад

    ଜୟ ଶ୍ରୀରାମ।

  • @manojkumarsaint7803
    @manojkumarsaint7803 Месяц назад +1

    Jay Shree Jagannath ❤❤❤❤❤

  • @laxmidharapanda6086
    @laxmidharapanda6086 Месяц назад +2

    ଆଜ୍ଞା ମନଭିତରର ଉତ୍କଣ୍ଠା ଆଉ ଲଗାମ ମାନୁନାହିଁ ! ନବୀନ ପାଣ୍ଡିଆନ ଭିତରେଥିବା ଗୁପ୍ତରହସ୍ୟ ର ଶୀଘ୍ର ଉନ୍ମୋଚନ କରନ୍ତୁ ! ତାହାହିଁ ହେବ ନିର୍ଭୟ ଗୁମର କଥାର ସର୍ବଶ୍ରେଷ୍ଟ ଏପିସୋଡ଼ ! କିନ୍ତୁ ମାଲିସବାଲି ଶ୍ରଦ୍ଧା ଚରିତ୍ରକୁ ଅଣଦେଖା କରିବେନାହିଁ ଦୟାକରି !

  • @niranjanpanda8574
    @niranjanpanda8574 Месяц назад +2

    Sir, you are now sailent about previous Govt corrouption as well as pandian.

  • @BaliBhai9406
    @BaliBhai9406 14 дней назад

    ଭଲ ଲାଗିଲା

  • @rabindrarath9474
    @rabindrarath9474 Месяц назад +4

    କୌରବମାନେ ଶେଷରେ ଯୋଉ ଅବସ୍ଥାକୁ ଯାଇଥିଲେ ଏମାନଙ୍କର ସେଇ ସମୟ ଆସି ପହଂଚି ଗଲେଣି ନବୀନବାବୁ ବର୍ତମାନ ଭୀଷ୍ମଙ୍କ ପରି ସବୁ ଦେଖୁଛନ୍ତି

  • @upendranathswain2022
    @upendranathswain2022 Месяц назад

    Today 's analysis is mind blowing, which is more relevant for Nabin babu.

  • @BabitaMishra-yx2hr
    @BabitaMishra-yx2hr Месяц назад +1

    ସାର୍ , ନମସ୍କାର । ଆପଣ କାହିଁକି ଭାବୁନାହାଁନ୍ତି , ନବୀନ ଜଣେ ବଡ ଶିକାରୀ ଶାସକ , କେତେବେଳେ କାହା ପିଠିରେ ବସି ସ୍ବର୍ଗ ଦର୍ଶନ କରିବେ ଓ ନିଜ ଦେହରେ ଧୂଳିମଳି ଲାଗିବନି , ଅର୍ଥାତ୍ ସୁରକ୍ଷିତ ରହି ଗାଦିରେ ବସିବେ , ସେ କଳା ସେ ଇଂରେଜ ମାନଙ୍କଠାରୁ ଶିକ୍ଷା ଲାଭ କରିଅଛନ୍ତି ।

  • @ramachandrapanipani7424
    @ramachandrapanipani7424 Месяц назад

    ଜୟ ଶ୍ରୀ ଜଗନ୍ନାଥ !

  • @sachidanandasahu1306
    @sachidanandasahu1306 Месяц назад

    ହେଇପାରେ । କାରଣ , ରଞ୍ଜିତା ସାହୁଙ୍କ ବାପା ଶିବ ସାହୁ , ଅନୀତାଙ୍କ ବାପା ରାମକୃଷ୍ଣ ପଟ୍ଟନାୟକ ଙ୍କ ଅନୁଗତ ଥିଲେ । ପାରିବାରିକ ସମ୍ପର୍କ।

  • @bharatmohanta
    @bharatmohanta Месяц назад +2

    Jai shree Ram

  • @tuladharpradhan
    @tuladharpradhan Месяц назад +1

    Jay Jagannath

  • @Jagannath-oc9ht
    @Jagannath-oc9ht Месяц назад +2

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @bhimsensahu8377
    @bhimsensahu8377 Месяц назад

    Nice Jay Shree Ram🎉🎉🎉❤❤❤

  • @malayabasantadas8339
    @malayabasantadas8339 Месяц назад +4

    Mohan babu pandu Nabin nku ate daruchhanti Kahinki?

  • @RadhaGovindaPanda
    @RadhaGovindaPanda 26 дней назад +1

    OD8SHARA DURNITY GRASTHA CM SE ,SABU TANKA KARBAR PANDU SSHITA DEAL KARUTHILA ,JAHAKI ABE REFLECT KAR6CHHI ,BOTH ARE SAME CATAGORY .NIJETA AJOGYA ,PUNI PUTURA ,KU ANUTHILA ,PANDUKU ANUTHILA ,BEIMAN TOTALLY .

  • @gourangakar4729
    @gourangakar4729 Месяц назад

    ଓଡ଼ିଶାର ବର୍ତ୍ତମାନ ସର୍ବଶ୍ରେଷ୍ଠ ସାମ୍ବାଦିକ ହେଉଛନ୍ତି ନବୀନ ଦାସ ସାର୍।

  • @champakkumar4727
    @champakkumar4727 Месяц назад

    👌

  • @rabindrakumarpuhan7688
    @rabindrakumarpuhan7688 Месяц назад

    Congratulations our beloved Naveen sr God bless you for a long healthy life

  • @kamallochannayak9660
    @kamallochannayak9660 Месяц назад

    Patshani Sir Was Right Speaking .

  • @DinabandhuKhatua-y5n
    @DinabandhuKhatua-y5n Месяц назад

    Dr. Patsani is 100% correct.

  • @just4funindia869
    @just4funindia869 Месяц назад +1

    Bye bye ଅନ ଓଡ଼ିଆ ନବୀନ

  • @anirudhabehera9427
    @anirudhabehera9427 Месяц назад

    Jay Sriram

  • @prakashchandradash6110
    @prakashchandradash6110 Месяц назад

    Very nice presentation 👏

  • @biranchisrichandan8411
    @biranchisrichandan8411 Месяц назад

    ନବୀନ ବାବୁ,
    ଆପଣଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଦୀର୍ଘାୟୁ ହୁଅନ୍ତୁ।ଆପଣ ରାଜନୈତିକ ଚର୍ଚ୍ଚା ରେ ସର୍ବାଗ୍ରେ ରହିବେ। ଆପଣଙ୍କର ବୟସ ଦୃଷ୍ଟି ରୁ ଅଭିଜ୍ଞତା ଯଥେଷ୍ଟ ଅଧିକ।ଏତେ ତଥ୍ୟ ଆପଣଙ୍କ ପାଖରେ ରହିଛି ଅନ୍ୟ କୋୖଣସି ସମ୍ବାଦିକ ପାଖରେ ଦେଖିବାକୁ ମିଳେ ନାହିଁ।ଜୟ ଜଗନ୍ନାଥ।ଜୟ ଜଗନ୍ନାଥ।

  • @bhubanmohanty3853
    @bhubanmohanty3853 Месяц назад +5

    ବିଜେଡି ବାଲା ପାୱାର ନପାଇକି ସହ୍ୟ ହେଉନି ... ମୁଣ୍ଡ ଖରାପ ହେଇଗଲାଣି .. ପଇସାର ପାହାଡ଼ ଉପରେ ବସିକି ଭାଷଣ ମାରିଲେ ହେବ କି

  • @ascecentre
    @ascecentre Месяц назад +2

    1st viewer

  • @gopalsahoo1487
    @gopalsahoo1487 Месяц назад

    Jaisri ram

  • @prasannanath8525
    @prasannanath8525 Месяц назад

    Correct

  • @maheswarprusty3043
    @maheswarprusty3043 Месяц назад

    Very very good tapik congratulations God bless to you🌹🙏🙏🙏

  • @aryanbharan
    @aryanbharan Месяц назад

    Good dramatic show

  • @jayantakumarmohanty9050
    @jayantakumarmohanty9050 Месяц назад

    ବିଶୁଦ୍ଧ ଗାଲୁଆଙ୍କର ଦଳର ସଦସ୍ୟମାନେ....

  • @manjupravamishra8000
    @manjupravamishra8000 Месяц назад +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @Mahakaal-u8n
    @Mahakaal-u8n Месяц назад +1

    Sir ଆପଣ ଙ୍କ news କୁ ମୁ ବହୁତ୍ ପସନ୍ଦ କରୁ ଥିଲି ଆଗରୁ କାହିଁକି ନା ଆପଣ ଙ୍କ news ନିରପେକ୍ଷ ଥିଲା କିନ୍ତୁ ଏବେ ଆପଣ ଙ୍କ news bjp ର ଗୋଲାମ ଗିରି ହେଇ ଯାଇଚି । ଯେମିତି bjp ହଉଚି ସୁନା ମୁଣ୍ଡା ଆଉ ଅନ୍ୟ ଦଳ ସବୁ କୋଇଲା । ଛି ଛି ଛି ,,

  • @DileswarMajhi-h8j
    @DileswarMajhi-h8j Месяц назад

    ଜୟ ଜଗନ୍ନାଥ

  • @Artabandhuhota-b3t
    @Artabandhuhota-b3t Месяц назад +1

    Nabin ra sabu durbalata pandia janlchi

  • @prashantkumarbehera8999
    @prashantkumarbehera8999 Месяц назад

    V.k Pandian ଆଉ Nebben pattnaik ପଛରେ କଣ ପାଇଁ ତମେ ପଡ଼ିଛ,,,,
    ନିର୍ଭୟ ଗୁମର କଥା ଯେବେ ଠାରୁ ଆରମ୍ଭ ହୋଇଛି ସେବେ ଠାରୁ ବିଜେଡ଼ି ବିରୁଦ୍ଧରେ କହୁଛନ୍ତି

  • @basantapattnaik7812
    @basantapattnaik7812 Месяц назад +1

    ସାର ପ୍ରଣାମ 🙏🌹

  • @AjayaMohapatra-io7ke
    @AjayaMohapatra-io7ke Месяц назад

    କିଏ ଥାଉ ନଥାଉ ଏଇ ଦଳ ଆସ୍ତେ ଖୁବ ଶୀଘ୍ର ଲୋପ ପାଇଯିବ |

  • @ashutoshmeher7352
    @ashutoshmeher7352 28 дней назад

    ରାଜନୀତିରେ ହାରିବା ନୂଆଁ କଥା ନୁହେଁ। ତେବେ ଶାସନଗାଦୀରୁ ଗଲା ପରେ ବିଜେଡି ନେତା ପାଗଳ ପରି ହେଉଛନ୍ତି ତେଣୁ ନିଜ ହାରିବାର କାରଣ ଖୋଜିପାରୁନାହାନ୍ତି । ଟିକିଏ ଶାନ୍ତିରେ ଚିନ୍ତା କଲେ ସେମାନେ ବାଟ ପାଇବେ ଫେରିବା ର ରାସ୍ତା। ତେବେ ବୁଝିଲେ ହେଲା।

  • @ramachandrapanipani7424
    @ramachandrapanipani7424 Месяц назад

    ଏ ତାମିଲ ବ୍ୟକ୍ତିଙ୍କୁ ଏତେ ନିଜର କରିବାର କାରଣ କଣ ଆପଣ କହୁ ନାହାନ୍ତି କାହିକି ?

  • @KUNJABIHARINAIK-r3h
    @KUNJABIHARINAIK-r3h Месяц назад +2

    କ୍ଷମତା ବିନା bjd ର ନେତା ମାନେ ଏମିତି ହେଲେଣି ଯେ ନିଜେ କଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି ନବୀନବାବୁଙ୍କୁ ଏ ବାର୍ଦ୍ଧକ୍ୟ ସମୟରେ ଏତେ ହଲାପଟା ନ କରି ଟିକିଏ ଶାନ୍ତିରେ ରହିବାକୁ ଦିଅନ୍ତୁ

    • @ManojPradhan-uv6fg
      @ManojPradhan-uv6fg Месяц назад +1

      ବୃଦ୍ଧ ନବୀନା ପୂର୍ବରୁ ନିଜ ଦଳର କେତେ senior ନେତା ଙ୍କୁ ହଟହଟା କରିଛି.. ଏବେ ସୁଧ ମୂଳ ସବୁ ମିଳୁଛି, ଆହୁରି ମିଳିବ

  • @NabkishorBarik
    @NabkishorBarik Месяц назад

    Pandian should leave Odisha/BJD as quickly as possible having his honour

  • @rkrk6129
    @rkrk6129 Месяц назад

    👍👍

  • @binodsahoo3374
    @binodsahoo3374 Месяц назад

    The Party should learn from JB as LoP, the most toleranant leader of contemporary Odisha.

  • @bhabanimohanta7752
    @bhabanimohanta7752 Месяц назад

    ଏମିତି ଗୋଟେ ପତ୍ରକାର ଯିଏ ରାଜନେତା ଛଡା ଆଉ କିଛି ବିଷୟରେ ରିପୋର୍ଟିଂ କରିବ ଶିଖିନି...

  • @munamishra9760
    @munamishra9760 Месяц назад

    Other Odisha journalists should follow you

  • @banditabarik2872
    @banditabarik2872 Месяц назад +1

    BJD party harila pare bhok bikala re tatia kamuduchhanti.Jadi Pandian ku party support karu na thila, tahele kemiti koti koti tanka kharcha kari akash re uduthile? Sabu department re durnity hoichhi Pandian dwara.Rajkosaku khol karichhanti emane Bina Nabin Pattnaik re kan Pandian ete sabu durnity karichhanti? Odisha basi Vote dei kaha ku bachhithile? Nabin Pattnaik na Pandian.Bhagaban kebe garb sahibe nahin.Ati garbe hat Lanka.

  • @rajanikantabiswal2669
    @rajanikantabiswal2669 Месяц назад

    ସାର୍ ନିର୍ବାଚନ ପୂର୍ବରୁ ଯେଉଁ ଯଖ ପାଇଥିଲେ ତାହା ନବିନ ନିବାସ ରେ ଥିବା ରୁ ସମସ୍ତ ଙ୍କ ନଜର ସେଇଠି

  • @krushnagaipai4978
    @krushnagaipai4978 Месяц назад

    🙏🙏🙏🙏🙏

  • @chandipadapanda4707
    @chandipadapanda4707 Месяц назад

    ଅନେକ ଲଘୁଚାପ ପାଣ୍ଡିଆନ ଙ୍କୁ ନେଇ ଉପର୍ଯ୍ୟୁପରି ସୃଷ୍ଟି ହୋଇ ଆସିଥିଲା ଏବଂ ସରକାର ବଦଳି ଗଲା ପରେ ତାହା ଅବପାତରେ ପରିଣତ ହୋଇ ଘୂର୍ଣ୍ଣି ଝଡ ପରି ଘୁରି ବୁଲୁଛି ,କେଉଁ କେଉଁ ନିର୍ବାଚନ ମଣ୍ଡଳୀରେ ଲ୍ଯାଣ୍ଡଫଲ କରିବ ତାହା ଦେଖାଯିବ ନିଶ୍ଚୟ ।

  • @bharatmeher6658
    @bharatmeher6658 Месяц назад

    Upar bala changes

  • @SusilPradhan-l6x
    @SusilPradhan-l6x Месяц назад

    BJ D should reshuffle its panel of Spokespersons. They r telling all rubbish and exhibiting their own arrogance, not Party interests

  • @arabindamishra4045
    @arabindamishra4045 Месяц назад

    ଓଡ଼ିଆ ଫିଲ୍ମ "ସମୟ" ରେ ମାନ୍ନା ଦେ ଗାଇଥିବା ସଂଗୀତ " ଧରିଛି ଯେବେ ଛାଡ଼ିବି ନାହିଁ, ମରିବି ପଛେ ତୋହରି ପାଇଁ " ଭଳି ନବୀନ ଙ୍କର ଅବସ୍ଥା। ସେ କେବେବି ପାଣ୍ଡିଆନ ଙ୍କୁ ଛାଡି ରହି ପାରିବେ ନାହିଁ, ଏହା ଅତ୍ୟନ୍ତ ସ୍ପଷ୍ଟ। ଯାହା ଲାଗୁଛି ପାଣ୍ଡିଆନଙ୍କ ଆତ୍ମା ବର୍ତ୍ତମାନ ଲେନିନ ଓ ଦେବାଶିଷ ଙ୍କ ଭିତରେ ପ୍ରବେଶ କରି ତାଙ୍କୁ ଅମର ଙ୍କ ବିରୁଦ୍ଧରେ କୁହାଉଛି। ବିଜେଡି ର ଏହିଭଳି ଚରିତ୍ର ମାନଙ୍କୁ ନେଇ ଗୋଟାଏ ଓଡ଼ିଆ ଫିଲ୍ମ କରାଯାଉ, ଖୁବ ଜମିବ।

  • @Iamsatya55
    @Iamsatya55 Месяц назад +1

    ଋଷିସାମତ ପିଲାଲାମି କଥା 😂😂😂😂😂

  • @sanjibkar7495
    @sanjibkar7495 Месяц назад

    Though Nabin Patnaik isn't the founder of BJD,but he enjoyed power by the success of BJD party .On other hand Amar Satpathy is the real charector among other founding members to formation of BJD . Still spokesman of BJD, Lenin Mohanty has threatened mr.satpathy to leave out the party ,because of Mr.Satpathy's criticised statement against Nabin & Pandian on party debacle . Therefore it is cleared that in near future BJD will be polarized in many groups before climax .😂