Sir, your analysis on Odisha rajniti is 1000 percentage correct which is unpredictable, commendable, unique. &.unflagging. I salute you from my core of heart.
Naven vabi thile ! pyari ki nama dela vali pandia ku nama debe boli ! Hele pandia bi jani thila naven mote bi nama deba tenu ta aagaru pandia nama deidela ! Pravu jagannath odisha lokanku banchei dele ! o nua sarakara dele ! jay jagannath🙏🙏🙏
Naveen babu deserved loss ....how could he win in the city of DADAN....all he has done in 24 year DADAN of odisha youth...thanks to jagannath he lost......
Sir, Namaskar.Good analysis.I have been telling about Naveen Patnaik in your episode because Naveen Patnaik is not a politician.He is legal heir of legend Biju Patnaik.Biju Pattanaik had well known about Naveen Patnaik as he is disqualified person in odisha poltics.Naveen Pattanaik hates odia language yet.
His criticisms stem from a clear bitterness about not reaching the Chief Minister's position, making it obvious that he’s attempting to damage the reputation of those who succeeded where he couldn’t.
Rather than respecting VK Pandian’s achievements for Odisha, DP’s continuous targeting of him seems like a personal vendetta, almost as if he’s haunted by Pandian’s growing influence.
ଯଦି ସତ୍ୟ ,ଏଥିପାଇଁ ଦାୟୀ ନବୀନ ନିଜେ iii
ଆଜିର ତର୍ଜମା ରେ ନବୀନ ଦାସ ବାବୁ ବିଜେଡି ଦଳରେ ନବୀନ ପଟ୍ଟନାୟକ ଙ୍କୁ ଗାଦିଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କାରୀ ମାନଙ୍କ ପ୍ରକୃତ କଥା ଲୋକ ଲୋଚନ କୁ ଆଣିଛନ୍ତି। ତେଣୁ ବହୁତ୍ ବହୁତ୍ ଧନ୍ୟବାଦ୍।
ମହାଭାରତ ଯୁଦ୍ଧ ପାଇଁ ଯେମିତି ଧୃତରାଷ୍ଟ୍ର ଦାୟି ଠିକ୍ ସେମିତି ବିଜେଡି ର ସର୍ବନାଶ ପାଇଁ ଦଳ ରେ ଥିବା ଧୃତରାଷ୍ଟ୍ର ଦାୟି.
ଜଗନ୍ନାଥ ଯାହା କରନ୍ତି ସମସ୍ତଙ୍କ ମଙ୍ଗଳ ପାଇଁ କରନ୍ତି.
ଧୃତରାଷ୍ଟ୍ର କବଳରୁ ଓଡିଶା ରକ୍ଷା ପାଇଗଲା
ଠିକ୍ କହିଲେ
ବିଲକୁଲ ଠିକ୍ କଥା କହିଛନ୍ତି ଆପଣ,
ନବୀନ ପଟ୍ଟନାୟକ ଏକ ଧ୍ରୁତରାଷ୍ଟ୍ର ଥିଲା,
ଶଳା ନବୀନ ପଟ୍ଟନାୟକ କୁ ଓଡ଼ିଆ ଲୋକ ପସନ୍ଦ ନ ଥିଲା,
Thanks for your true analysis. 🙏
ସେ ଯାହା ବି ହେଉ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ସହିତ ହିଞଳି ରୁ ବି ହାରିଥିଲେ ତାଙ୍କ ଗର୍ବ ଓ ଅହଙ୍କାର ଭାଙ୍ଗି ଥାଆନ୍ତା😂 କିନ୍ତୁ ଜୀବନ ରେ କିଛି ଭଲ କାମ କରିଥିବାରୁ ହାରୁ ହାରୁ ଜିତିଗଲେ
Sir pranam nirvay Katha bahut khusi lage.
Sir, your analysis on Odisha rajniti is 1000 percentage correct which is unpredictable, commendable, unique. &.unflagging. I salute you from my core of heart.
ବହୁତ ଭଲ ହୋଇଛି। ଓଡ଼ିଆ ଲୋକ, ଓଡ଼ିଆ ମାଟି ଓ ଓଡ଼ିଆ ଭାଷା ପ୍ରତି ସମ୍ମାନ ନଦେବାର ପରିଣାମ ସ୍ଵରୂପ ନବୀନ ବାବୁଙ୍କୁ ଓଡ଼ିଆ ଲୋକ ଉଚିତ୍ ପୁରସ୍କାର ଦେଇଛନ୍ତି।
ନବୀନ ବାବୁ ବିଶ୍ଵ ସ୍ତରୀୟ ଅଯୋଗ୍ୟ।
Ta hele jogya Kia tama modi jeja...😂😂
Right Analysis
ବିଜୁ ଜନତା ଦଳ ଖୁବ୍ ଶୀଘ୍ର ଆପେ ଆପେ ଭାଙ୍ଗିବାକୁ ଯାଉଛି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ
ଅତି ସୁନ୍ଦର ଉପସ୍ଥାପନା ଜୟ ଜଗନ୍ନାଥ
ପୁରା ଦଳଟାରେ ଷଡ଼ଯନ୍ତ୍ର ଅପର୍ଯ୍ୟାପ୍ତ। ଷଡ଼ଯନ୍ତ୍ର ହିଁ ସେମାନଙ୍କ ପରମ୍ପରା, ସେମାନଙ୍କ ପରିଚୟ।
ସୁନ୍ଦର ବିଶ୍ଳେଷଣ
☀️ ନବିନା....୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତ କଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥା... ଗାଁ ଗହଳିରେ ମଦ' ର ବନ୍ୟା... ଶିକ୍ଷା ବ୍ୟବସ୍ଥା ନକହିବା ଭଲ...ନବିନା ର ମହାଦୁର୍ନୀତି ଏଦେଶ ରେ ବିରଳ.... ଅଯୋଗ୍ୟ ଅପାରଗ ନବିନା
✔️✔️✔️👍
☑️☑️☑️☑️☑️
✴️ Very Very Thanks...👍🌹🌷💐
Right.But Odia people still bot realising it.Sadly, development of Bhubaneswar is not equal to development of entire Odisha
Jaganntha mahaprabhu odisa ku bahuta bada bipada ru rakhya karideichanti🙏🙏
Very good✅👍. Congratulations
ନିଜ ଆସନ ନିଜେ ବାଛି ପାରୁନଥିବା ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ 2• bjd ରେ ଯାହା ହେଲା ଭଲ ହେଲା ଯାହା ହେଉଛି ଭଲ ହେଉଛି ଆଗକୁ ଯାହା ହେବ ବହୁତ ଭଲ ହେବ 3•ଏହା ହେଉଛି ଅଣ ଓଡ଼ିଆ ଅଫିସରଙ୍କ ନବୀନ ବାବୁଙ୍କ ପ୍ରତି ଶ୍ରେଷ୍ଠ ବରଦାନ
Thank you Nabin babu for sharing this beautiful information.
Jay Maa Durgatinasini ❤❤❤
ପାଣ୍ଡିଆନର ଚକ୍ରାନ୍ତକୁ ନବୀନ ବାବୁ ସେତେବେଳେ ଜାଣିପାରୁ ନଥିଲେ,ଏବେ ବି ଜାଣିପାରୁ ନାହାନ୍ତି। କିନ୍ତୁ ବଡ ଭାଗ୍ଯର କଥା,ଓଡିଶାର ଚଳନ୍ତି ଦେବତା ସ୍ବୟଂ ଜଗନ୍ନାଥ ଓଡିଶାର ସ୍ବାଭିମାନ ରକ୍ଷା ପାଇଁ ଶାସନକୁ ପୂରା ଓଲଟେଇ ଅସଲ ଗୁମର କଥାକୁ ଆଜି ଆପଣଙ୍କ ମାଧ୍ଯମରେ ଖୋଲି ଦେଇଛନ୍ତି !
୨୪ ବର୍ଷ ର ମୁଖ୍ୟ ମନ୍ତ୍ରୀ ରାଜ୍ୟ ର ମୂଖ୍ୟ ମନ୍ତ୍ରୀ ପାଇଁ ଅଯୋଗ୍ୟ କାରଣ ସିଏ ଅନ୍ୟ ମାନଙ୍କ ଦ୍ଵାରା ପରିଚାଳିତ ହେଉଥିଲେ।
ପ୍ରକୃତ ସତ୍ୟ କଥା। ଧନ୍ୟବାଦ।bjd ସରକାର ବିପଦରେ ପଡ଼ିଲା।bjd ଦଳ ଏବେ ବିପଦ ରେ ପଡ଼ିବାକୁ ଯାଉଛି।ଏହା ପରେ ପାଣ୍ଡୁ ନବୀନ ବାବୁ ଙ୍କ ବିପଦର କାରଣ ହେବ।
ଧନ୍ୟବାଦ ❤
ନବୀନ ହାରିଲା ପରେ ଦୋହଲି ଯାଇଛି ବିଜେଡି ଏହା ସତ୍ୟ l
Sir 🙏 Jay Jagannath
ଯିଏ ଯେପରି କରିବ ସିଏ ସେପରି ପାଇବ। ନବୀନ ବାବୁ ଙ୍କ ଇତିହାସ ସେହିପରି। ଓଡ଼ିଆ ଙ୍କ ମଧ୍ୟରେ ପ୍ରିୟ ଭାଜନ ହୋଇ ଓଡିଆ ମାନଙ୍କୁ ତାମିଲ ଲୋକ ପାଖରେ ଦାସତ୍ୱ କରିବାକୁ ଯେଉଁ ବେଇମାନ କାମକଲେ ତାର ପରିଣାମ ସିଏ ପାରିବେନି ତ ଆଉ କିଏ ପାଇବ।
NGK news is two hundred percent correct.Super,
Thanks for analysis
You are great Sir 👍🙏
Thike katha
Best analysis.
ଲୋକେ ଏବଂ କ୍ରୀତଦାସ ମାନେ କହୁଛନ୍ତି ଆମ ନେତା ନବୀନ ପଟ୍ଟନାୟକ ନିଜେ ସବୁ କରୁଥିଲେ। ତାଙ୍କ ବିରୁଦ୍ଧରେ ଏତେ ବଡ ଷଡ଼ଯନ୍ତ୍ର ହେଲା ସେ କଣ ମଦ ପିଇ ଶୋଇଥିଲେ କି ?
Yes correct
ବିଜେଡି ଅମଳରେ ସବୁ ଅଫିସର ଥିଲେ ବଳଦ।
ଆପଣ ସବୁ ଖୋଳି ଖୋଲି କହହୁଥିବାରୁ ଧନ୍ୟବାଦ । ତେବେ ସବୁ ଶୁଣି ନ ଶୁଣିଲା ପରି, ନ ଜାଣିଲା ପରି ହେଲେ ଫଳ ଯାହା ହେବା କଥା ହେବ । ଜୟ ଜଗନ୍ନାଥ !
ଆଜ୍ଞା ମୁଁ ତ ପଣ୍ଡିଆନ ଷଡ଼ଯନ୍ତ୍ର କରୁଛି ବୋଲି ନିର୍ବାଚନ ପୂର୍ବରୁ ଜାଣିଥିଲି
Correct
ନିର୍ଭର ଗୁମର କଥା ର ବାରମ୍ବାର ଆଲୋଚନା ଓ ପର୍ଯାଲୋଚନା ଯୋଗୁ ମୋହନ ସରକାର ବଡ ପଦକ୍ଷେପ ନେଲେ ।ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
ଜୟ ଶ୍ରୀଜଗନ୍ନାଥ !
ସୁନ୍ଦର ବିଶ୍ଳେଷଣ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ 🙏
Jay Shriram
ସତ କେବେ ଲୁଚି ରହେନା
ହେଃ !! ଭଗବାନ୍
Jai shree jagannath
Sathik upastapana sradhapurn naman.
ବିଚରା ନବୀନ !
Good 👍👍
Right 👍
Right ସାର୍
Pandian is a smagllar
ସାର ପ୍ରଣାମ 🙏🌹
Naven vabi thile ! pyari ki nama dela vali pandia ku nama debe boli ! Hele pandia bi jani thila naven mote bi nama deba tenu ta aagaru pandia nama deidela ! Pravu jagannath odisha lokanku banchei dele ! o nua sarakara dele ! jay jagannath🙏🙏🙏
ପ୍ରଥମେ ନିର୍ଭୟ ଦିଲ୍ଲୀପ ରାୟଙ୍କ ଅର୍ଥରେ ଚାଲୁଥିଲା ଆଉ ଏବେ କାହାଠୁ ମାସିଆରି ଟା ଉଠାଉଛନ୍ତି ଟିକେ ନିର୍ଭୟରେ କହିଦିଅନ୍ତୁ
ସାର, ନବୀନ ବାବୁ କଣ ହୁଣ୍ଡାଟିଏ ଥିଲେ? ସେ କଣ ଜାଣି ନଥିଲେ ବିଜେଡ଼ି ସଂଗଠନ କଣ୍ଟାବାଞ୍ଜିରେ ମଜବୁତ ନାହିଁ ବୋଲି, ତଥାପି ସେ ଠିଆ ହେଲେ କାହିଁକି? ଯଦି ସେ ସବୁ ଜାଣି ଶୁଣି ସେଠାରେ ଠିଆ ହେଲେ, ସେ ଫଳ ଭୋଗିବେ ନାହିଁ ତ କିଏ ଭୋଗିବ?
Very nice
ଧର୍ମେନ୍ଦ୍ର ପ୍ରଧାନ କେତେ ଦେଇଛନ୍ତି ସଂସ୍ଥା ଚାଲିବା ପାଇଁ
Naveen babu deserved loss ....how could he win in the city of DADAN....all he has done in 24 year DADAN of odisha youth...thanks to jagannath he lost......
ନବୀନ ଦାସ ସବୁ ଜାଣିପାରୁଛନ୍ତି କିନ୍ତୁ ନିଜ ଘରେ ପିଲାମାନେ ନିଶା କରି ନାଶ ହେଇଯାଉଛନ୍ତି ସେ କେମିତି ଜାଣିପାରୁନାହାନ୍ତି
Jay Jagannath sir namaskar excellent presentation apana correct katha kahuchanti absolutely right sir 🙏🙏
କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ
ଜୟ ଶ୍ରୀ ଜଗନ୍ନାଥ 🙏🌹।
Sir, Namaskar.Good analysis.I have been telling about Naveen Patnaik in your episode because Naveen Patnaik is not a politician.He is legal heir of legend Biju Patnaik.Biju Pattanaik had well known about Naveen Patnaik as he is disqualified person in odisha poltics.Naveen Pattanaik hates odia language yet.
ପ୍ରଣାମରୂ ନବୀନଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ଲୋକଭୋଟଦେବାଅଯୋଗ୍ୟ
Ur the PK of odisha.
Good
ଈଶ୍ୱର ନବୀନ ବାବୁଙ୍କର ଜ୍ଞାନଚକ୍ଷୁ ଯଥାଶୀଘ୍ର ଉନ୍ମୁକ୍ତ କରନ୍ତୁ ।
ଛୁରୀ ମରା କୁ ଠିକ୍ ହୋଇଛି। ନବୀନ କୁ ଓଡ଼ିଶା ରୁ ବାହାର କରିବା କଥା ।
ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଓକିଲାତି କରୁଚ କେତେ ପାଉଚ
ଜୟ ଶ୍ରୀ ଜଗନ୍ନାଥ 🙏
ନବୀନଙ୍କ ଶାସନ ପଲ୍ଲା ରେ ଏହି ତ୍ରିମୁର୍ତ୍ତୀ ଅଣ୍ଟିର ରଡ ନି...ଆଁ...ପରି କାର୍ଯ୍ଯ କରୁଥିଲେ....ନିଜ ବୁଦ୍ଧିବଳ ରେ ଶାସନ କରିଥିଲେ ଆଜି ଭଳି ଦିନରେ ମନସ୍ତାପ କରିବାକୁ ପଡିନଥାନ୍ତା......
ମୁଁ ଦେଖୁଛି ପ୍ରତି ଅଧ୍ୟାୟ ଚମତ୍କାର୍ ବିଶ୍ଳେଷଣରେ ଭର୍ପୁର୍ ।
ଯଦି 'ନିର୍ଭୟ'କୁ ନବୀନ୍ ପଟ୍ଟ୍ନାୟକ୍ ଦେଖି ଥାଆନ୍ତେ ଆଜି ସେ ନିର୍ଭୟରେ ଥାଆନ୍ତେ କିନ୍ତୁ କଣ୍ ହେବ ମାତୃଭାଷା, ମାତୃଭୂମି କୁ ଅବମାନନାର ଏ ସବୁ ଫଳ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ତେବେ ପଟ୍ଟ୍ନାୟକ୍ ଆଜ୍ଞା ବହୁତ୍ ବର୍ଷ ବଞ୍ଚି ରୁହନ୍ତୁ ଓ ପ୍ରାରବ୍ଧ ଭୋଗ କରନ୍ତୁ ।
ଜୟ୍ ଜଗନ୍ନାଥ୍ 🙏⭕❗⭕🙏
It would have been done before four months.
ସାର ଟିକେ ଚାକରି ଦୃନୀତି ପ୍ରସଙ୍ଗ ଆଣନ୍ତୁ... ଆପଣଙ୍କ କୁ କେତେ requast କଲା ପରେ ବି ଆପଣ କର୍ଣ୍ଣ ପାତ କରୁନାହାନ୍ତି.......
ବିଜେପି ପଇସାରେ ବିଜେପି ପ୍ରଚାରକ ନବୀନ ଦାସ l ଏକ ଦେଶ ଏକା ନିର୍ବାଚନ ପାଇଁ ଓଡିଶାରେ ମୁଖ୍ୟ ପ୍ରଚାରକ ଏହି ବ୍ୟକ୍ତି ଜଣକ
ଅତ୍ୟନ୍ତ ଭୟାତୁର ବ୍ୟକ୍ତି ଜଣେ ଆଜି ନିର୍ଭୟରେ କହିପାରୁଛି ଏହା ହିଁ ତ ନବୀନ ପଟ୍ଟନାୟକଙ୍କ ଗଣତନ୍ତ୍ରକୁ ସର୍ବଶ୍ରେଷ୍ଠ ଅବଦାନ l ଏକଥା ବି ଟିକେ ବୁଝ ଦାସେ
Pradeep panigrahi NKU sadajantra Kari akramana karagala. Nachet Hinjili Re clean bold heijaithante
Bhaina Ganjam RU LEKHA pura chindei deithante
ନବୀନ ସ୍ଵୟଂ ଚକ୍ରାନ୍ତ ର ଚକ୍ରବର୍ତ୍ତୀ ଚକ୍ରାନ୍ତ କରି କରି ଶେଷରେ ତାଙ୍କରି କୃତ ଚକ୍ରାନ୍ତ ତାଙ୍କୁ ବିନାଶ କରିବାକୁ ଯାଉଛି ।
His criticisms stem from a clear bitterness about not reaching the Chief Minister's position, making it obvious that he’s attempting to damage the reputation of those who succeeded where he couldn’t.
ନବୀନ ଦାସ ଭଳି ଜଣେ ଦଲାଲ ମୁହଁରୁ ଯେତେ ଶାଣିତ ସ୍ବର ବାହାରିଲେ ବି ତାହା କେବେ ବି ଲୋକେ ଗ୍ରହଣ କରିବେନି। ଡାହା ମିଛ କାହିଁ କହୁଛୁ?
ଓଡ଼ିଶାକୁ ଜଗନ୍ନାଥ୍ ବଞ୍ଚାଇ ଦେଲେ
ମହାଶୟ, ଯଦି ନବୀନବାବୁ ହିଞ୍ଜିଳିରୁ ହାରି ଯାଇଥାନ୍ତେ, ତାହାହେଲେ ସିଏ କ'ଣ ପ୍ରତି କ୍ଷେତ୍ରରେ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇଥାନ୍ତେ ? ଦୟାକରି ଏହି ଜଟିଳ ବିଷୟ ଉପରେ ଟିକେ ଆଲୋକପାତ କରିବେ l କୌଣସି ନିର୍ଯ୍ୟାସରେ ଉପନୀତ ହେବାକୁ ଚେଷ୍ଟା କରିବେ l
ମେନ୍ କଥା ହେଲା ନବିନ କୁ ଧରି କାବୁ ନ କଲେ ଡବଲ ଇଞ୍ଜିନ ସରକାର ର ଆତ୍ମ ସମ୍ମାନ କ୍ଷୁର୍ଣ୍ଣ ହେବା ଥୟ।
ଆଜିର ଆଲୋଚନା ସମ୍ପୂର୍ଣ୍ଣ ସତ୍ୟ ଉପରେ ପର୍ଯ୍ୟବସିତ l କିନ୍ତୁ ନବୀନ ବାବୁ ତାହା ମାନି ନେବେକି ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ?
ବିଜେପୁର ରେ ଥରେ ପ୍ରସନ୍ନ ଆଚାର୍ଯ୍ୟ MLA ରେ ହାରି ଥିଲା
ବିଜେପିର ଦଲାଲି କରିବା ଆଉ ନିରପେକ୍ଷ ସାମ୍ବାଦିକତା କରିବା ଭିତରେ ଫରକ ଅଛି। ଏଭଳି କାମଳ ସାମ୍ବାଦିକ କଣ ବୁଝିବେ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଇଁ କେତେ ବଡ ବ୍ୟକ୍ତିତ୍ବ ଯେ
ସେଥିପାଇଁ ତ 6ମାସ ପୂର୍ବରୁ VRS
ଆପଣଙ୍କ ଆକଳନ ୧୦୦ ରୁ ୧୧୦ ଠିକ୍।
ନବୀନ ବାବୁ, ମୋଗଲ ବାଦଶାହ ଯେମିତି ରାଣୀ ଅନ୍ତପୁରରେ ପାଟରାଣୀ ସହିତ ଆମୋଦପ୍ରମୋଦରେ ମାତି ରହୁଥିଲେ, ଠିକ ସେମିତି ଶ୍ରଦ୍ଧା ସହିତ ଅନ୍ତପୁରରେ ଆନନ୍ଦରେ ରହୁଥିଲେ, ସେଇଥି ପାଇଁ ସୁରକ୍ଷ୍ୟା କର୍ମୀ ଛାଉଣୀରେ ସର୍ବଦା ରହୁଥିଲେ, ଏବଂ ସବୁବେଳେ ତୋଷାମଦକାରୀଙ୍କ କଥାରେ ଓଠ ବସ ହେଉଥିଲେ, ତେଣୁ ସାଧାରଣ ଜନତା ଉପଯୁକ୍ତ ଉପହାର ଦେଇଛନ୍ତି,
Jahahelebi se jwaenpoa, Say jahakarnti bhalakaranti
Jai sri Ram
Naveen is afraid of the triangle and sinking day by day.
ସତ ରେ ସିଏ କ'ଣ ଏଡେ ଓଲୁ ।
ଏତେ ରାଗ କଣ ପାଇ ବିଜେଡି ସରକାର ଉପରେ .. କଣ ନିଜ ସଂସ୍ଥା କୁ ବିଜେଡି ଟଙ୍କା ଦେଇନଥିଲା ବୋଲି
Hon PM had told about an enquiry for nabinpattanayak health part of conspiracy.
ନା ' ଏଇ ଯୋର ଜବରଦସ୍ତ ଉପସଂହାର ପରି ଲାଗିଲା 🙏
ଏବେ ଟିକିଏ ବିଜେପି ର ମିଛ ପ୍ରଚାର ପ୍ରସାର ବିରୋଧରେ କେବେ କେବେ ଗୋଟେ ଗୋଟେ episode କରୁଥ
There should be zero security of mr Nabin babu
Rather than respecting VK Pandian’s achievements for Odisha, DP’s continuous targeting of him seems like a personal vendetta, almost as if he’s haunted by Pandian’s growing influence.
ଆଖି ଯାହା ଦେଖିନାହିଁ କାନ ଯାହା ଶୁଣିଛି।