BJP-BJD War: Manmohan Samal’s statement stirs political tensions in Odisha || Kalinga TV

Поделиться
HTML-код
  • Опубликовано: 17 янв 2025

Комментарии • 274

  • @nikunjabihariparida1038
    @nikunjabihariparida1038 Месяц назад +7

    ଜୟ ନବୀନ ବାବୁ 🙏

  • @BruhaspatiPradhan
    @BruhaspatiPradhan 3 месяца назад +56

    ବିଜେପି ଯାତ୍ରା ପାର୍ଟି

    • @FirozKhan-io1hd
      @FirozKhan-io1hd 3 месяца назад

      ଭାରତୀୟ ଯାତ୍ରା ପାର୍ଟି 😂😂😂😂😂ଯାତ୍ରା ଚାଲିଛି ବିନା ଟିକେଟ ର😂😂😂😂

    • @tapangamer2013
      @tapangamer2013 3 месяца назад +1

      Jumlabjp the ok 😂😂😂😂😂😂😂😂😂😂😂😂😂😂😂😂😂😂😢😢😢😢😮😮😮😮😅😅😅😅😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

    • @tapangamer2013
      @tapangamer2013 3 месяца назад +1

      Jumlabjp the ok 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😢😢😢😢😮😮😮😅😅😅😅😂😂😂😂😂😂😂😂🎉

  • @AmanAnkit-m8p
    @AmanAnkit-m8p 3 месяца назад +95

    ଆମେ ବି କହୁଛୁ 2029 ରେ ଆମେ ଦେଖେଇବୁ କାହାର କେତେ ଦମ ଆଉ ଗୋଟେ କଥା ଆମର party ର ସହାୟକ ମାଗୁଥିଲ ସେଇଟା ବି ଭୁଲି ନା ଯାଅ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ 🎉🎉🎉🎉

    • @HiranyaTanti-h1i
      @HiranyaTanti-h1i 3 месяца назад +6

      Right bro

    • @prasantakumarbisoyi4231
      @prasantakumarbisoyi4231 3 месяца назад +4

      ଏମିତି ଯୋଷ୍ ଦରକାର।ଧନ୍ୟବାଦ୍ ଭାଇ।

    • @sivhaasivhaa9886
      @sivhaasivhaa9886 3 месяца назад +2

      ତୁ ଦେଖ ହେଉଛି କଣ ପୁଣି ଥରେ ବିଜେପି

    • @AmanAnkit-m8p
      @AmanAnkit-m8p 3 месяца назад

      @@sivhaasivhaa9886 ତମେ ଏବେ ଇତିହାସ ର ପୁଷ୍ଟା ହୋଇଯିବ ସେପଟୁ ରାହୁଲ ଗାନ୍ଧୀ ମାଡିଆସିଲାଣି 🤣🤣🤣🤣

    • @kunapradhan7872
      @kunapradhan7872 3 месяца назад +1

      Jay Jagannath bhai

  • @bubusahoo2869
    @bubusahoo2869 3 месяца назад +18

    ବିଜେପି ଡହରା... 🔥🔥🔥🔥🔥

  • @DebendraGaya
    @DebendraGaya 3 месяца назад +29

    Jay nabin sir ❤❤❤❤❤❤❤❤❤

  • @dibyapattnaik6640
    @dibyapattnaik6640 3 месяца назад +33

    ଯାଦୁ ମଲମ ଗୋଟେ election ଜିତୁ,,,

  • @jagnyapradhan4611
    @jagnyapradhan4611 3 месяца назад +40

    Manmohan nije ta jiti paruni 😂😂

  • @swadhinsamal519
    @swadhinsamal519 3 месяца назад +23

    ମୋହନ ବାବୁ ଭତ୍ତା, 3000,କେବେ ମୋଦୀ ଗ୍ୟାରେଣ୍ଟି 🙏🏻

    • @BrundabanPujari-k2h
      @BrundabanPujari-k2h 3 месяца назад +5

      ବିଜେପି ଆସିଲେ ଚିତ୍ତ ପଣ୍ଡ ଟଙ୍କା 24 ଘଣ୍ଟା ଭିତରେ ପେରେଇବୁ କହିଥିଲା ମନମୋହନ ଯାଦୁମଲୋମ ଭତା 300 ୟୁନିଟ ଛାଡ ଏ କଥା ଭୁଲିଗଲେଣି ମିଛ ରାଜନୀତି ଚଳେଇଚି ବିଜେପି ଯାତ୍ରା ପାର୍ଟି 😂😂

    • @subhransudalai8360
      @subhransudalai8360 3 месяца назад

      ଭାଈ ମୋଦୀ ଆସିବାପରେ ସୁଇସ୍ ବ୍ୟାଙ୍କ୍ ର କଳାଧନ ୩ଗୁଣ ବଢ଼ିଛି ୨୦୧୪ରେ ପନ୍ଦର ଲକ୍ଷ ଦେକ କହିଥିଲେ, ଏଥର ୪୫ଲକ୍ଷ ଦେବ ବିଜେପି ଆଉ ତିନି ହଜାର କଣ ହେବ

    • @subhransudalai8360
      @subhransudalai8360 3 месяца назад

  • @userskmohanty87
    @userskmohanty87 3 месяца назад +12

    No 1 CM Naveen pattanaik jindabada 🙏. BJD jindabada 🙏

  • @babunamallick5594
    @babunamallick5594 3 месяца назад +22

    ମନୁଆ କୁ ବିଜେପି ଦଳ ଜଦି ରଙ୍ଗ ମିସ୍ତ୍ରୀ କରିଥାନ୍ତା ସିଏ ଆହୁରି ଦିନରେ ସପନ ଦେଖୁଥାନ୍ତ 🤣🤣

  • @salmontudu9152
    @salmontudu9152 3 месяца назад +28

    BJD jay

  • @bhagyaranjantripathy377
    @bhagyaranjantripathy377 3 месяца назад +22

    Jay Naveen Jay BJD

  • @baliaparida2762
    @baliaparida2762 3 месяца назад +14

    Jay Naveen sir

  • @sudarsanmallick6250
    @sudarsanmallick6250 3 месяца назад +2

    ୨୦୨୯ରେ ଦମ୍ ଦେଖିବା ବିଜେପି ରଙ୍ଗ ମିସ୍ତ୍ରୀ ଦଳ

  • @sangrampatrapatra9004
    @sangrampatrapatra9004 3 месяца назад +8

    ନିଜେ ମନମୋହନ ଭାଇ ବିଜେପି ରେ ରହିବେ କି ନାଇ କିଛି ଗ୍ୟାରେଣ୍ଟି ନାହି😢😢😢
    ବାକି ଗଣିଆ,ମାନସ, ସସ୍ମିାତ,ଚିରଞ୍ଜିବୀ,ନବ ଦାସ, ଅଧିରଜ୍,ଭୂପିନ୍ଦର,ପ୍ରକାଶ ବେହେରା,ନିଧି ସାମଲ,ସୁଲୋଚନା, ସୁଲତା, ପ୍ରଦୀପ ମାଝୀ ,ସୁରେନ୍ଦ୍ର ସିଂହ ଭୋଇ ,ପ୍ରଶାନ୍ତ ତରେଇ,ବିଶ୍ଵ ଏମାନେ ସମତେ କଂଗ୍ରେସ ର ଆଉ କଂଗ୍ରେସ ଫେରିବା ଥୟ.
    ଫାଲତୁ କଥା କହି ନିଜକୁ ଲଜିତ ନ କରନ୍ତୁ😅😅😅

  • @arjuncharansahoo2251
    @arjuncharansahoo2251 3 месяца назад +12

    ସମୁଦ୍ର ଲୁଣିଆ
    କେହି ଲୁଣିଆ ହବାକୁ ଚାହେଁନି

  • @ASHISHMATHAN
    @ASHISHMATHAN 3 месяца назад +9

    NAVEEN PATNAIK JINDABAD

  • @RiteshkumarBehera-hs9gc
    @RiteshkumarBehera-hs9gc 3 месяца назад +10

    ବଦ୍ରି ସାର୍ ଏକ ଦମ୍ ଠିକ୍ କଥା କହିଛନ୍ତି

    • @pritiranjanatta9047
      @pritiranjanatta9047 3 месяца назад

      😂Badri Jetebele education minister thila .Setebele Ta Pua ra matric question likkari Topper karithila😂.

  • @soumyashreebiswalsaina3065
    @soumyashreebiswalsaina3065 3 месяца назад +1

    ସେମାନେ ବିଜେପି ରେ ମିଶି ନାହାନ୍ତି ସେ ଦୁଇ ଜଣ କୁ ବିଜେପି କିଣିଛି

  • @LionKing-jl7xo
    @LionKing-jl7xo 3 месяца назад +1

    ବିଜେପି ସରକାର ଚାଲିଯିବ

  • @siddhantanathi8359
    @siddhantanathi8359 3 месяца назад +4

    ❤❤❤❤❤

  • @kailashchandrasethy3819
    @kailashchandrasethy3819 3 месяца назад +1

    ଯାତ୍ରା ପାର୍ଟି ଯାତ୍ରା ଭଳି ଡାଇଲଗ ମାରିବେ ନିଜ କଥା ଚିନ୍ତା କର 2029 ପରେ କଣ ହେଉଛି

  • @Gamerloisingha
    @Gamerloisingha 3 месяца назад +1

    ଗଣେଶ୍ୱର ବାବୁ କଂଗ୍ରେସରେ ଥିବାବେଳେ ବିଜେଡି ପ୍ରତି ଯେପରି ଅଭିମୁକ୍ଷ ରେ କକହିବା ପୂର୍ବରୁ ନିଜର ଅତୀତ ଚିନ୍ତା କରି ମିଡ଼ିଆ ଆଗରେ କହନ୍ତୁ ସେ ମାନେ କିପରି କଂଗ୍ରେସକୁ ଖାଲି କରି ବିଜେଡିକୁ ଆସିଛନ୍ତି

  • @soumyaprakash7364
    @soumyaprakash7364 3 месяца назад +6

    BJP 2029 re Petei ki soiba.just wait & see

  • @krushnabehera8170
    @krushnabehera8170 20 дней назад

    ମନମୋହନସାମଲ ଦିନବେଳେ ବିଳି ବିଳି ହୋଉଛନ୍ତି ମନେ ମନେ କଣଭାଭୁଛନ୍ତି ବିଜେଡି ସବୁବେଳେ ବିଜେଡି ନବୀନବାବୁ ନବୀନ ବାବୁ 🙏

  • @arupkumardas7632
    @arupkumardas7632 3 месяца назад +7

    Au kichi Dina ruha BJP kan hauchi dekha

  • @sudarsanmallick6250
    @sudarsanmallick6250 Месяц назад

    ଜୟ ନବୀନ୍ ଜୟ ବିଜେଡି❤❤❤❤❤💚💚💚💚💚💚💚

  • @gyanendraprasadbarik7508
    @gyanendraprasadbarik7508 3 месяца назад

    ସାମଲ ବାବୁ ନିଜେ ୱାର୍ଡ ମେବର ଠିଆହୁଅନ୍ତୁ ଜିତିସାରିଲା ପରେ ବିଜେଡି ନେତା ଙ୍କୁ ବିଜେପି ରେ ମିସେଇବେ.

  • @NabakisshorMahakud-di3xn
    @NabakisshorMahakud-di3xn 3 месяца назад

    ବିଜେଡି ର ନବୀନ ବାବୁ କୁ ଭଲପାଉଥିବା ଲୋକ ଦେଖି ବିଜେପିସାହିପାରୁନି ନେତାମାନେ ବାଉଳି ଚାଉଳି ହେଉଛି

  • @bibhutiapata3785
    @bibhutiapata3785 3 месяца назад +2

    Jaya Naveen sir 🙏💪

  • @sudhansusekhardash9010
    @sudhansusekhardash9010 3 месяца назад

    ଦିନ ରାତି ସ୍ବପ୍ନ BJD ଭାଙ୍ଗି ଯିବ, ନିଜେ ଭାଙ୍ଗି ପଡ଼ିଛନ୍ତି, ଜାଣି ନାହାଁନ୍ତି।

  • @renupravamohapatra1036
    @renupravamohapatra1036 3 месяца назад

    ମନମୋହନ ସାମଲ ଆଗକୁ ମୁଖ୍ୟ ମନ୍ତ୍ରୀ ହେବେ. ବହୁତ ଭଲ.

  • @pramodbehera607
    @pramodbehera607 3 месяца назад

    ମନମୋହନ ତୁ ସିନା କିଏ ରାତିରେ ସ୍ୱପ୍ନ ଦେଖେ ତୁ ଦିନରେ ସ୍ୱପ୍ନ ଦେଖୁଛୁ, କିଛି ମନ୍ତ୍ରୀ ନ ମିଳିବାରୁ, ବିଜେଡି ଖାଲିହେବ କହୁଛି, ସେ ନିଜେ କେମିତି ବିଜେଡି କୁ ସମସ୍ତେ ଅପେକ୍ଷା କର

  • @KishorkumarMeher-y1e
    @KishorkumarMeher-y1e 3 месяца назад

    ବିଜୁ ଜନତା ଦଳ ଶେଷ କରିବାକୁ କାହାର ଦମ ନାହିଁ।ଆଜ୍ଞା ତୁମେ ତ ନିଜ ହାରିଲ,ଅନ୍ୟ କୁ କଣ କହୁଛ

  • @DeepakkumarBehera-zl7vt
    @DeepakkumarBehera-zl7vt 3 месяца назад

    ଜୟ ବିଜେଡି ❤❤❤❤❤❤

  • @babajicharanmohanty817
    @babajicharanmohanty817 20 дней назад

    ବିଜେଡି ଭାଙ୍ଗିଯିବ ବିଜେଡି ସରକାର ହବ. ତମେ କିଛି ପାଇବନି ଖାଲି ହରେଇବ.

  • @prasant6357
    @prasant6357 3 месяца назад

    ସାଧାରଣ ଲୋକଙ୍କୁ ଅନୁରୋଧ ରାଜନିତି ରୁ ଦୁରେଇ ରହନ୍ତୁ ତମକୁ କିଛି ମିଳିବନି ।

  • @userskmohanty87
    @userskmohanty87 3 месяца назад +1

    BJP hatao desh bachao or BJP hauchi jumula sarkar

  • @PradeepJena-n4j
    @PradeepJena-n4j 3 месяца назад

    Samal ଥରେ ଜିତିକି ଦେଖନ୍ତୁ

  • @Eagleeye774
    @Eagleeye774 3 месяца назад

    କେବଳ ନବୀନବାବୁଙ୍କ ନାଁରେ/ ସାହାରାରେ ଯେଉଁମାନେ ଦଳରେ ତିଷ୍ଠିଛନ୍ତି ସେମାନେ ନବୀନବାବୁଙ୍କ ସନ୍ନ୍ୟାସ ପରେ/ ଅନ୍ତେ ବି ଦଳରେ ରହିବେ ବୋଲି ଲେଖିଦେଇ ପାରିବେ କି..?

  • @narayanpradhan2993
    @narayanpradhan2993 3 месяца назад

    Manamohan sir voice clear asuni
    Kn pai???
    Bjd back kariba just wait sir🙏🙏🙏🙏🙏🙏

  • @biswaranjanpattanayak2072
    @biswaranjanpattanayak2072 2 месяца назад

    Dum achhi ta loka nka hrudaya ru hatei paribe ki naveen sir nku👉👍

  • @PradeepKumarBehera-or9ee
    @PradeepKumarBehera-or9ee 3 месяца назад

    Jay Naveen pattnayak babu Jay Bjd ♥️♥️🙏🙏🙏👍👍👍

  • @BibunaBibhuti
    @BibunaBibhuti 3 месяца назад +1

    Dhana lovare bjp ku jaauchha nti.c b i ku dariki jaauchha ti.

  • @BinodiniRoutBinodiniRout
    @BinodiniRoutBinodiniRout 3 месяца назад

    Jay Nabeen sir 🙏 ❤❤❤

  • @sachitradas6257
    @sachitradas6257 3 месяца назад

    Great naveen

  • @anantasahoo9018
    @anantasahoo9018 3 месяца назад +1

    Modi govt kama bhala laguni.

  • @atalbiharidas1819
    @atalbiharidas1819 3 месяца назад +1

    B.J.D bhangi sabu BJP re misile Nabi babu ta Chief minister hebe asubidha kn hela

  • @RubiMudili-iz2rd
    @RubiMudili-iz2rd 3 месяца назад

    Badri sir Jay ho

  • @basantsahoo44
    @basantsahoo44 3 месяца назад

    ବିଜେପି ଗାଲୁଆ ଦଳ ସଦାସର୍ବଦା ଗାଲୁଆ କଥା କହନ୍ତି

  • @Indianarmy143
    @Indianarmy143 3 месяца назад

    କାଲି ଯିଏ କଂଗ୍ରେସ ପାଇଁ କୁକୁର ଭଳି ଭୋକୁଥିଲା ଆଜି ସିଏ ବିଜେଡି ପାଇଁ ଭୋଗୁଛି ଆଗକୁ କାହା ପାଇଁ ମଧ୍ୟ ଭୋକିପାରେ ଏହାର କଣ ଗେରେଣ୍ଟି

  • @biswaranjanchakra6566
    @biswaranjanchakra6566 3 месяца назад

    ଦୁର୍ନୀତିଗ୍ରସ୍ତ ଲୋକୋ ଙ୍କୁ ଜେଲ ପଠେଇ ବା କଥା ବିଜେପି କହୁ ଥିଲା କରି ପାରିଲା କି ଖାଲି ତଦନ୍ତ ଚାଲି ଛି. ଏପଟେ ସରକାର ପଳେଇ ବ

  • @MaaTarini-s7x
    @MaaTarini-s7x 2 месяца назад

    Jay nabn sir

  • @punrnachandrapanda6715
    @punrnachandrapanda6715 3 месяца назад

    ବିସ୍ତ୍ୟ ହୁଅନି

  • @Nabaghana7953
    @Nabaghana7953 3 месяца назад

    Amiti hiii heba niyati darkar

  • @FirozKhan-io1hd
    @FirozKhan-io1hd 3 месяца назад

    ଅଧିକ ଫିଙ୍ଗି ଦେଲେ BJP ବାଲା 😅😅😅😅😅😅 ଯୁମ୍ମା କହିବା ଛଡ଼ା ରେ 😅😅😅😅😅😅ସବୁ ଜାଣି ଗଲେଣି ଯୁମ୍ମା କହୁଚ bjp ବାଲା 😅😅😅😅😂😂😂

  • @biswabhusannayak5807
    @biswabhusannayak5807 3 месяца назад +1

    Samal pua pagala heigalni

  • @subhransudalai8360
    @subhransudalai8360 3 месяца назад

    ଏଇ ନିର୍ବାଚନ ରେ ଜାମ୍ମୁ କାଶ୍ମୀର, ହରିୟାନା, ମହାରାଷ୍ଟ୍ର ରେ ବିଜେପି ଶେଷ,୨୦୨୯ ଦେଶ ରୁ ଶେଷ,ADR ରିପୋର୍ଟ କଥା ଭାବିକି ବୟାନ ଦିଅ 😂 ଲାଜ ଲାଗୁନି, ଯଦି ଦମ୍ ଅଛି ଇସ୍ତଫା ଦେଇ ଆଉ tharw ନିର୍ବାଚନ ସାମ୍ନା କଲେ ଜାଣିବ ବିଜେଡ଼ି କଣ କରିକି ଦେଖାଅ ତ, ଯଦି ଆଜି ନିର୍ବାଚନ ହେବ ପୁଣି ବିଜେଡ଼ି, ବାହାପିଆ ଗପ କଲେ କଣ ହେବ, କହିଲେ ବିଜେଡ଼ି ର କଣ ଅଛି ୫୧MLA ଅଛନ୍ତି, ତୁମେ ବିରୋଧୀ ଦଳ ରେ ଥିବା ବେଳେ କେତେ ସିଟ୍ ପାଉଥିଲ😂

  • @prasantapatra6422
    @prasantapatra6422 Месяц назад

    BJP HATAO odisha bancho ❤

  • @sibaprasadbisoyi4025
    @sibaprasadbisoyi4025 3 месяца назад +1

    Bjp sabhapati Nije hariki ete garba

  • @dharanidharasahu1908
    @dharanidharasahu1908 3 месяца назад +2

    Kie jibe jaantu no problem amar ba nua nua nangha toka sabu sambhalibe,👍

  • @chitaranjanbehera7569
    @chitaranjanbehera7569 3 месяца назад

    Naveen sir is great

  • @Biswajitray-tj8yp
    @Biswajitray-tj8yp 3 дня назад

    2029 only Naveen odisha ❤❤❤❤

  • @NimaiLenka
    @NimaiLenka 3 месяца назад

    ଜଦି ସବୁ ବିଜେପି ହେଇଯିବେ ତାହେଲେ ଆଉ ଥରେ ଷ୍ଟାମ୍ପ ବାଡା ଭୁଅଟ କରି ଦେଖାଅ ଜଣା ପଡିବ ତମ କାଡ କେତେ

  • @Mayadharpani64
    @Mayadharpani64 3 месяца назад

    ବଦ୍ରୀନାଥ ବାବୁ ଟିକିଏ ଅପେକ୍ଷା କର ଦେଖିବ କାହାରକେତେ ଦମ୍

  • @prasantsahoo7124
    @prasantsahoo7124 3 месяца назад +1

    2029 last bjp ra all india

  • @prahaladanatakalakshmipur1177
    @prahaladanatakalakshmipur1177 3 месяца назад +1

    Bjp gote katha kuhalia dala

  • @siddhantanathi8359
    @siddhantanathi8359 3 месяца назад +1

    BJP 🎉🎉🎉🎉🎉🎉🎉

  • @ranjitnayak1415
    @ranjitnayak1415 3 месяца назад +1

    Manmohan mane mane ladu khauchi Tama sarkar auu besi dina nahi re

  • @aniketmishra5600
    @aniketmishra5600 3 месяца назад

    ଆବେ ନର୍କ ବିଜେପି

  • @SubratkumarSahoo-k8u
    @SubratkumarSahoo-k8u 3 месяца назад +1

    Bjp expiry date aasilani😢😢just wate 🎉🎉🎉🎉

  • @nakuldhal1007
    @nakuldhal1007 3 месяца назад +1

    BJP leaders should restrain from unwanted and unwarranted statements.

  • @pandabkumar-bo6rg
    @pandabkumar-bo6rg 3 месяца назад

    Jay jagannath jay nabina sir ❤️🌹❤️🌹🌹❤️🌹❤️🌹❤️🌹❤️

  • @NkPusty
    @NkPusty 2 месяца назад

    Jo officer Mane 4:30 Koti Odisha Kavita Re

  • @sivhaasivhaa9886
    @sivhaasivhaa9886 3 месяца назад

    ବଦ୍ରିପାତ୍ର ଭାରତ ଦେଖିନି ଭାରତ କଥା କହୁଛି

  • @prasantapatra6422
    @prasantapatra6422 Месяц назад

    Only for BJD❤ Nabin babu ❤

  • @biswaranjansenapati
    @biswaranjansenapati 3 месяца назад +1

    2025 ku dekha kan hau chi 😅

  • @papinalenka13148
    @papinalenka13148 3 месяца назад +1

    2029 total bjp India ru out

  • @BishwanathSethiBishwa
    @BishwanathSethiBishwa 3 месяца назад

    2029 ରେ ସବୁ ଜଣା ପଡିବ କାର କେତେ ଦମ ଅଛି ।

  • @alokswain6572
    @alokswain6572 3 месяца назад

    Only bjp ku vote dia
    Only bjp

  • @NkPusty
    @NkPusty 2 месяца назад

    Samay ke upar kya kara Jagannath theek vichar kariye

  • @KrushnaMuduli-yu6nv
    @KrushnaMuduli-yu6nv 23 дня назад

    Bjd.re.sabu.basna.sarigalani.au.khali.tela.padichi.telamarimari.netanker.kalla.padigalani.au.kichhi.dina.pare.drugandha.chhadibe

  • @BabuluMahapatra-xh6so
    @BabuluMahapatra-xh6so 3 месяца назад

    Monamohannka katha satya heuchi

  • @abhiramsahoo5642
    @abhiramsahoo5642 3 месяца назад

    ଅପହରଣର ସଂଜ୍ଞା କ'ଣ ? ନା ଏପରି କହିବା ବିରୋଧୀଦଳର ଏକ ଷ୍ଟାଇଲ୍ !😅

  • @jayshreeram7826
    @jayshreeram7826 3 месяца назад

    ବିଜେଡି,ନେତାମାନେ, ସବୁ, ଵହ ଲା,ମୁହା, ଗା ଲୁଆ

  • @ManojDas-cn9mq
    @ManojDas-cn9mq 3 месяца назад +2

    Ea jadu mohan nije hari jaichi se kn kahuchi

  • @anilrana1327
    @anilrana1327 3 месяца назад +3

    Khali katha 300unity bijuli gala kuade

  • @akshayakurout4136
    @akshayakurout4136 3 месяца назад +2

    Graund jiro re BJP ku lokamane chidaidebe

  • @umakantabehera1925
    @umakantabehera1925 3 месяца назад +4

    To bou biare misiba bjd .

  • @subhasmitagudi8541
    @subhasmitagudi8541 3 месяца назад +1

    Badri ganeswar pagal helani just teller

  • @NkPusty
    @NkPusty 2 месяца назад

    Nisha Nisha

  • @nityanandabehera9391
    @nityanandabehera9391 3 месяца назад +2

    MODI GUARANTY BHATA 3000 KEBE DABA JATRA PATI DAHARA DABA MICHHUA SARAKARA

  • @AjayDas-xd7in
    @AjayDas-xd7in 3 месяца назад +1

    Samal babu nku chandabali Khali karidela .nirlajya rajaneta

  • @ASHESHKUMAR143
    @ASHESHKUMAR143 3 месяца назад

    ବିଜୁଳି ବାବୁ
    ଓଡ଼ିଶା କୁ ଉଡ଼ିଶା କଣ କହୁଛନ୍ତି ଆଜ୍ଞା?
    ଓଃ ଏଇଆ ତମ ଓଡ଼ିଆ ଅସ୍ମିତା ଯାହା😂

  • @sudarsanpani2771
    @sudarsanpani2771 3 месяца назад +1

    Jai Naveen

  • @sudarsanmallick6250
    @sudarsanmallick6250 Месяц назад

    ବିଜେପି ଯାତ୍ରା ପାଟି

  • @dipakkumarpanda1448
    @dipakkumarpanda1448 3 месяца назад

    Bjp rahuchi ki nahi 5 year dakha 😂😂😂😂

  • @ranjannaik6856
    @ranjannaik6856 Месяц назад

    Jay nabin sir 👍

  • @shaikhmojakir2246
    @shaikhmojakir2246 3 месяца назад +1

    Bjd sesa haba na bjp sesa haba dekhiba
    Chora kama kam bhasana adhika

  • @sbiswal6510
    @sbiswal6510 3 месяца назад

    Jay Naveen ❤❤