Is Naveen Scared Of Pandian? Why Such Support For Him? | Nirbhay Gumara Katha

Поделиться
HTML-код
  • Опубликовано: 21 ноя 2024

Комментарии • 1,5 тыс.

  • @dibyaranjantripathy4642
    @dibyaranjantripathy4642 5 месяцев назад +117

    ମୁଁ ବହୁତ ସମୟ ରୁ ଅପେକ୍ଷା କରିଥିଲି । ନିର୍ଭୟ ର ଗୁମର କଥାକୁ । ଏହା ସମ୍ପୂର୍ଣ୍ଣ ଅଲଗା ଓ ଅତି ସୁନ୍ଦର ସ୍ପଷ୍ଟ , ତକ' ଯୁକ୍ତ ।❤❤❤❤❤❤❤❤

  • @debendranathpanigrahi602
    @debendranathpanigrahi602 5 месяцев назад +3

    ଆପଣଙ୍କର ସମିକ୍ଷାଟିକୁ ଶୁଣିବା ବେଳକୁ ମୋ ଆଖିଆଗରେ ପ୍ରତ୍ୟେକ ଘଟଣା ଗୁଡିକର ଚଳନ୍ତ ଛବି ଖେଳି ଯାଉଥିଲା। ମୁଁ ମନେ ମନେ ସେହି ମହାଭାରତର ଧୃତରାଷ୍ଟ୍ର ଭଳି ଶୁଣୁଥିଲି ଏବଂ ଆପଣ ସଂଜୟଭଳି ସତ୍ୟ ଘଟଣାବଳି ସବୁକୁ ବର୍ଣ୍ଣନା କରିଚାଲିଛନ୍ତି। ବହୁତ ବହୁତ ଧନ୍ୟବାଦ୍।

  • @pabitramohandas6943
    @pabitramohandas6943 5 месяцев назад +98

    ଏଥର ବିଜେଡି କ୍ଷମତାକୁ ଆସିଥିଲେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ଯାଇଥା'ନ୍ତା l ମହାପ୍ରଭୁ ଜଗନ୍ନାଥ ରକ୍ଷା କରି ଦେଇଛନ୍ତି l

    • @Jagannath-oc9ht
      @Jagannath-oc9ht 5 месяцев назад +3

      ଏଥର ବିଜେଡି କ୍ଷମତାକୁ ଆସିଥିଲେ ଜଗନ୍ନାଥ ମଧ୍ୟ ରକ୍ଷା ପାଇ ପିରିନଥାନ୍ତେ।

    • @pramodpradhan8792
      @pramodpradhan8792 5 месяцев назад +3

      Ur right sir

    • @prasantapadhan6192
      @prasantapadhan6192 5 месяцев назад

      ସତକଥା ଆଜ୍ଞା ମାଗିହା ଓଡ଼ିଶାଟାକୁ ଖୋଲ କରି ପଲେଇଥାନ୍ତା

    • @santoshsahoo2727
      @santoshsahoo2727 5 месяцев назад +1

      You are absolutely right bro

    • @PramodDash-i1j
      @PramodDash-i1j 5 месяцев назад

      Common public bi jani sarileni, sei obostha ku odisha basi jibe nahin, sabu gaan re MLA manku birodh heichhi

  • @rinaraniroutaray7596
    @rinaraniroutaray7596 5 месяцев назад +20

    ବିଜେପି ସରକାର ଙ୍କୁ ଓଡିଶା ବାସୀ ଙ୍କ ଅନୁରୋଧ ପ୍ରତି କାର୍ଯ୍ଯ ଓ ଘଟଣା ର ସିବିଆଇ ତଦନ୍ତ ହେଉ

  • @PurnachandraBehera-if5tu
    @PurnachandraBehera-if5tu 5 месяцев назад +117

    Vkp ଏକା ଦୁର୍ନୀତି ଗ୍ରସ୍ଥ ନୁହେଁ ନବୀନ ବାବୁ ହିଁ ଦୁର୍ନୀତି ଗ୍ରସ୍ଥ୍ ଇତିହାସ କହିବ।

  • @BatakrushnaSwain-hj8qr
    @BatakrushnaSwain-hj8qr 5 месяцев назад +8

    ବହୁତ ଉପାଦେୟ,ତଥ୍ୟଭିତିକ ବିଶ୍ଳେଷଣ।ଏ ଗୋପନୀୟ ଭବିଷ୍ୟବାଣୀ ପ୍ରକାଶ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍।

  • @raghumaninayak9593
    @raghumaninayak9593 5 месяцев назад +78

    ବଂଶ ବୁଡିଲା ବେଳକୁ ଘୋଡ଼ା ମୁହାଁ ପୁତ୍ର ଜନ୍ମ ହୁଅନ୍ତି...

  • @jaminikantamohapatra3760
    @jaminikantamohapatra3760 5 месяцев назад +1

    Nice to learn something

  • @binayakpaikaray8221
    @binayakpaikaray8221 5 месяцев назад +26

    ଅତିସୁନ୍ଦର ବିଶ୍ଳେଷଣ। ଅନନ୍ଯ। ଆତ୍ମତୃପ୍ତି ମିଳୁଛି। ଶତସହସ୍ର ଧନ୍ଯବାଦ। ଜୀବେତ୍ ଶରଦଃ ଶତମ୍।

  • @nabakishoresamal9219
    @nabakishoresamal9219 5 месяцев назад

    ऐहम् जानकारि के लीये बहत् बहत् धन्यवाद् सार् ...,

  • @bmn2568
    @bmn2568 5 месяцев назад +276

    ଏ ନିର୍ବୋଧ ମୁଖ୍ୟମନ୍ତ୍ରୀ କିପରି ଭାବରେ 25ବର୍ଷ ଶାସନ କଲେ ଏଥିରୁ ସ୍ୱଷ୍ଟ ଜଣା ପଡୁଛି ବିନାଶ କାଳେ ବିପରୀତ ବୁଦ୍ଧି bjd ଏହା ଶେଷ ସମୟ

    • @Jagannath-oc9ht
      @Jagannath-oc9ht 5 месяцев назад +35

      ଆପଣ ଆଉ କେବେ ବୁଝିବେ? ଆମଭଳି ପଖାଳ ଖିଆ, ଅଳସୁଆ, ନିର୍ବୋଧ, ଭୋକୁଆ ଓ ଲୋଭି ଓଡିଆ ଙ୍କ ଯୋଗୁଁ ନବିନ୍/ ବିଜେଡି ବାରମ୍ବାର ଜିତି ଆସୁଥିଲା ।

    • @prasantapadhan6192
      @prasantapadhan6192 5 месяцев назад +7

      @@Jagannath-oc9ht ପୁରା ଦିଲ୍ କୁ ଛୁଇଁଗଲା କଥାଟା
      ନବୀନ ହାରିଲାପରେ ଗାଣ୍ଡି ଫାଟି ଯାଉଛି ଏବେ

    • @nareshswain4607
      @nareshswain4607 5 месяцев назад

      Discriiri

    • @susantanaik5883
      @susantanaik5883 5 месяцев назад +4

      Pandian pakhare sabu document achi crime ra Sethi paein BJD ra samaste taku daru chanti...am I right plz ans me

    • @Laxmipriya524
      @Laxmipriya524 5 месяцев назад

      Yes,you are right. I'm agree with your point. Pandian saha Naveen b samil achhi. Sethipain ​pandian ku support karuchi@@susantanaik5883

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 5 месяцев назад +1

    Sir Namaskar . Thankyou very much Sir . Ei episode ta bahut badhia lagila .Koti odiara maudani MAHAPRABHU JAGANNATH apananku dirghayu karantu apana emiti Nirbhaya re samajaku sata Katha kahantu .

  • @APNODIA
    @APNODIA 5 месяцев назад +192

    ନବୀନ ଯଦି ଏ ଦୁର୍ଗତି ପାଇଁ ପାଣ୍ଡିଆଙ୍କୁ ଦୋଷ ଦିଅନ୍ତି ତେବେ ନବୀନ ଓ ପାଣ୍ଡିଆଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇ ସବୁ କଳାକାରାନାମାର ଗୁମର ଖୋଲିଯିବ । ଏଣୁ କେହି କାହାରି ଦୋଷ ଦେଉନାହାନ୍ତି

  • @PradeepKumarBhukta
    @PradeepKumarBhukta 5 месяцев назад

    Nirbhay,gumar,kathaku,bahuta ,bahuta,dhhanyabada#

  • @sudhirkumarmishra9869
    @sudhirkumarmishra9869 5 месяцев назад +148

    ଏମିତି କେଉଁ ଗୁପ୍ତ କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର ପାଣ୍ଡିଆ ଜାଣିଛନ୍ତି ଯେ ସେ ଏତେ ଡରୁଛନ୍ତି,ସେ ରହସ୍ୟ କୁ ଦୟାକରି ଭେଦ କରିବାକୁ ଚେଷ୍ଟା କରନ୍ତୁ

    • @goutamkumarchand9611
      @goutamkumarchand9611 5 месяцев назад +4

      ଠିକ କେହି ଓଡ଼ିଆ ରାଜନେତା ନଵୀନ ର ପାଖ ନହୋଇ ଗୋଟେ ଚାକର ଏତେ ନିଜର ହେଲା କିପରି

    • @rajlaxmimohapatra4233
      @rajlaxmimohapatra4233 5 месяцев назад +2

      Right 👍

    • @adityabehera3680
      @adityabehera3680 5 месяцев назад +4

      I think relation with sradha. physiotherapist

    • @santoshsahoo2727
      @santoshsahoo2727 5 месяцев назад +2

      Naveen kana pandu ku jana.

    • @shreekumar5079
      @shreekumar5079 5 месяцев назад +2

      Nabina hauchi gay tara samparka thila Pandian saha....loka mark karile Jani paribe...

  • @debashishacharya3814
    @debashishacharya3814 5 месяцев назад +11

    ଯେ ଚବିଶ ବର୍ଷ ଶାସନ କାଳ ମଧ୍ୟରେ ଓଡ଼ିଆ ଶିଖି ପାରି ନଥିଲେ ଏଥିରୁ ଓଡ଼ିଆ ମାନେ ଶିଖି ସାରିଛନ୍ତି ଏଥର ନିର୍ବାଚନରେ

  • @jharanapradhan7836
    @jharanapradhan7836 5 месяцев назад +45

    ଜୟ ଜଗନ୍ନାଥ 🙏
    ଆଜି ନିର୍ଭୟ ଗୁମର କଥା ଆସିବ ବୋଲି ଆଉ ଆଶା ନଥିଲା। ଯାହା ହେଉ ବିଳମ୍ବରେ ହେଉ ପଛେ ଆପଣ ଆଜିର ପ୍ରସାରଣ କଲେ। ଧନ୍ୟବାଦ🙏

  • @basantinayak1660
    @basantinayak1660 5 месяцев назад +1

    Very nice

  • @khirodhota1440
    @khirodhota1440 5 месяцев назад +157

    ଏ ବିଜୁ ବାବୁଙ୍କର କୁଳାଙ୍ଗାର, ନା ଲାଜ ଅଛି ସରମ ଅଛି, ସ୍କୁଲ ରେ master ନାହାନ୍ତି, ହକି ଖେଳାଳି ଛେଳି ଚରାଉଛନ୍ତି l

    • @RukmanaDas-oz7lw
      @RukmanaDas-oz7lw 5 месяцев назад +9

      Ei BJD Sarakar 2014 re NCLP karmachari mananku Odishare chhatei karithila ,ete barsha pare semananka akhiluha jogu BJD Binash hoigala

    • @prasannadash1
      @prasannadash1 5 месяцев назад

      Y777😢777😢7u7😢u😢7😢7😢77😢9​@@RukmanaDas-oz7lw

    • @prasannadash1
      @prasannadash1 5 месяцев назад

      Y777😢777😢7u7😢u😢7😢7😢77😢9​@@RukmanaDas-oz7lw

    • @santoshsahoo2727
      @santoshsahoo2727 5 месяцев назад

      Absolutely right

  • @jayakrushnarout1779
    @jayakrushnarout1779 5 месяцев назад

    Apana hiiii Satya kahanti. Thank you Sir.

  • @jagannathmishra5300
    @jagannathmishra5300 5 месяцев назад +29

    ଅନ୍ଧ ଧୃତରାଷ୍ଟ୍ର ର କ୍ଷମତା ମୋହ ପତନ ମୁହାଁ।
    ବିଜେଡି ଦଳ ଧ୍ୱଂସ ହୋଇଯିବ।

  • @LokanathBehera-ip3ll
    @LokanathBehera-ip3ll 5 месяцев назад

    ଅତି ସୁନ୍ଦର ଚମତ୍କାର। ଭାବରେ ଆପଣ ଯେତେ। କଥା। ଉପସ୍ଥାପନା। କଲେ। ଏଥିରୁ ସ୍ପଷ୍ଟ ସୂଚନା। ମିଳୁଛି। ନବୀନ। ବାବୁଙ୍କର। କିଛି ଦୁର୍ବଳତା ପାଣ୍ଡି ଆନ୍। ପାଖରେ। ଅଛି। ସେଥିପାଇଁ। ସେ। ଭୟଭୀତ ଦେଶ। ଭାସି ଯାଉ। ଦଳ। ବୁଡି ଯାଉ। ମୋତେ। ଦୁର୍ଗତି। ନପଡୁ

  • @NiranjanMaikap
    @NiranjanMaikap 5 месяцев назад +50

    ନବୀନ କେଉଁ ବଥା ଆଙ୍ଗୁଳି ପାଣ୍ଡୁ ଧରିଛି। ପାଣ୍ଡୁ ଙ୍କୁ ଛାଡି ପାରୁନି।ସେ ବିଷୟ ରେ ବିଶ୍ଳେଷଣ କରନ୍ତୁ ସାର୍

    • @shreekumar5079
      @shreekumar5079 5 месяцев назад

      himo sexual relationship heipare di janankara

    • @divinemove4878
      @divinemove4878 5 месяцев назад

      Majhi goda ra anguli😂

  • @rajkumarmohanty9330
    @rajkumarmohanty9330 5 месяцев назад +4

    ବହୁତ ଭଲ ଲାଗିଲା
    ଆଜି ହିଁ ଆପଣ ମାନିଲେ ଯେ ସବୁ ସ୍କାମ ର ପଛରେ ତାଙ୍କ ବଡ ଭାଇଙ୍କ ର ସମୃକ୍ତି।
    ୧୯୯୭ ରେ ବହୁତ୍ ଅନୁରୋଧ ପରେ ପ୍ରେମ ବାବୁ ୟାଙ୍କୁ ପଠାଇ ଥିଲେ, ଏବଂ ସେ ଭାବି ନଥିଲେ ଯେ ସେ ଆସ୍କା ଉନିର୍ବାଚନରେ ଜିତିବେ ବୋଲି। କାହିଁକି ନା ତାଙ୍କ ବାପା ରାଜନୀତି ରେ ତାଙ୍କର ସମସ୍ତ ସମ୍ପତି ହରାଇ ଦେଇ ଥିଲେ। କିନ୍ତୁ ନବୀନ ବାବୁ ଜିତିବା ପରେ ତାଙ୍କ ଆଭିମୁଖ୍ୟ ବଦଳି ଥିଲା। ସେ ପଛରୁ ରହି ସବୁ ନିୟନ୍ତ୍ରଣ କରୁ ଥିଲେ। ସେତେବେଳେ ପ୍ୟାରୀ ଥିଲେ। ତାଙ୍କୁ ବି ପ୍ରେମ ବାବୁ ନିଯୁକ୍ତ କରି ଥିଲେ। କାହିଁକି ନା ୟେ ହେଉଛନ୍ତି ଜଣେ ଅଳସୁଆ ଓ ନିଶାସକ୍ତ ବ୍ୟକ୍ତି। ଗୋଟେ ରାଜ୍ୟ ଶାସନ କରିବାର କ୍ଷମତା ୟାଙ୍କର ନାହିଁ।
    ପ୍ୟାରୀ ପରେ ପାଣ୍ଡିଆନ କୁ ସେ ହିଁ ନିଯୁକ୍ତ କରିଥିଲେ। ଆଉ ପାଣ୍ଡିଆନ ତାଙ୍କ ପାଖରେ ହିଁ ଉତ୍ତରଦାୟୀ ।
    ପ୍ରେମ ବାବୁ ତାଙ୍କ ବାପାଙ୍କ ର ବଦଲା ନିରୀହ ଓଡ଼ିଶା ବାସୀଙ୍କ ଠାରୁ କଡା ଗଣ୍ଡା କରି ଅସୁଲ କଲେ ଦୀର୍ଘ ୨୪ ବର୍ଷ କାଳ।
    ବୋକା ଓଡ଼ିଆ ଗୋଟେ ଭାବାବେଗ ରେ ଗୋଟେ ଅଥର୍ବ କୁ ଏତେ ଦିନ ପର୍ଯ୍ୟନ୍ତ ସହ୍ୟ କଲେ।।

    • @jyotiswain4778
      @jyotiswain4778 5 месяцев назад +1

      Hmm mu sunichi sir ehi katha ye ta gote gabangandu sarsr thile. Kintu ehi bisayre kehi bislesan karunahanti

  • @harishmallck2
    @harishmallck2 5 месяцев назад +57

    କଥାରେ ଅଛି ବିନାଶ କାଳେ ବିପରୀତ ବୁଦ୍ଧି | ଘାର ବୁଡି ପାଣି ଆଣ୍ଠୁୟେ ହେଲାଣି କଣା କହୁଛି ମେଘ ଦୁଲୁକୁଛି |

  • @baladevprasadbedbak6538
    @baladevprasadbedbak6538 5 месяцев назад

    ଚମତ୍କାର ବିଶ୍ଳେଷଣ ଓ ଭବିଷ୍ୟବାଣୀ।
    ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।

  • @mantoshmohanty3712
    @mantoshmohanty3712 5 месяцев назад +10

    Super Like Sir. Really U R a best Journalist in our Odisha. I am sharing many people Your Nibhaya Episodes. Lord Jagannath give you a long and healthy life.

  • @chakradharsahoo3684
    @chakradharsahoo3684 5 месяцев назад +1

    What you told it's 100 percent correct. Thanks.

  • @nrusinghaprasaddas4783
    @nrusinghaprasaddas4783 5 месяцев назад +52

    ପାଣ୍ଡିଆନ ଆସିବା ପରେ ନବୀନଙ୍କ ଜୋଶ ବଢ଼ିଗଲା। ପାଣ୍ଡିଆନଙ୍କ ସ୍ତାବକମାନଙ୍କୁ ପୁଣି କ୍ରୀତଦାସ ହୋଇ ରହିବାକୁ ଓ ବିରୋଧ କରୁଥିବା ନେତାଙ୍କୁ ଚୁପ୍ କରିଦେଲେ। ଜାଗ! ଓଡିଆ ଜାଗ !! ନବୀନଙ୍କ ପ୍ରେସ ମିଟ ଇଂରାଜୀରେ ଥିଲା କି ନାହଁ ?

  • @bibhumishra9959
    @bibhumishra9959 5 месяцев назад

    This special edition was really marvelous, incomparable and unparalleled. You are truly bringing out the hidden truth before the viewers. May God help you in this noble effort.

  • @Ashish-mh5yj
    @Ashish-mh5yj 5 месяцев назад +10

    Sir aapana nka analysis awesome...not comparable to any one...Thank you sir for your all episodes.

  • @ashokkumarsahoo7041
    @ashokkumarsahoo7041 5 месяцев назад +1

    ଅତ୍ୟନ୍ତ ସୁନ୍ଦର ଏବଂ ସଠିକ ବିଶ୍ଳେଷଣ ଏବଂ ଯୁକ୍ତିଯୁକ୍ତ. ଧଳା ପୋଷାକ ଆଢୁଆଳ ରେ ଏମିତି କଦର୍ଯ୍ୟ ଚରିତ୍ର ଥାଇପାରେ ଏହା ହିଁ ଆଶ୍ଚର୍ଯ୍ୟ. କୁଳାଙ୍ଗାର ବିଜୁ ନନ୍ଦନ.

  • @Toddydrinker
    @Toddydrinker 5 месяцев назад +18

    ସଂଖାଦଳିଆ ଙ୍କ ଜଗନ୍ନାଥ ଭକ୍ତି ଏଥିରୁ ଜଣା ପଡୁଛି ଯେ ଶାସନ ଗଲା ବୋଲି ଶ୍ରୀମନ୍ଦିର ର ଲାଇଟ କଟିଦେଲେ।
    ମହାପ୍ରଭୁ ଏଇ ପରି ତୁମ ଦଳ କୁ ଅନ୍ଧାର ରେ ବୁଡ଼େଇଦେଵ

  • @chittaranjansatapathy1589
    @chittaranjansatapathy1589 5 месяцев назад

    Bahut vala lagila a spl. episode. Jay Jagannath.

  • @BharatiDas-e3l
    @BharatiDas-e3l 5 месяцев назад +19

    ବହୁତ ସୁନ୍ଦରକଥା।

  • @BISHNUCHARANPERAI
    @BISHNUCHARANPERAI 5 месяцев назад

    Ati sundara byakshya

  • @PURNA7382
    @PURNA7382 5 месяцев назад +22

    *Gita lesson in 21st century*
    ପିତା ଧୃତରାଷ୍ଟ୍ରଙ୍କ ଅନ୍ଧ ମୋହ ଯୋଗୁ କୌରବ ବଂଶ ଲୋପ ପାଇଥିଲା ।ଠିକ୍ ସେମିତି ନବୀନ ବାବୁଙ୍କ ପାଣ୍ଡିଆନଙ୍କ ପ୍ରତି ଅତ୍ୟଧିକ ମୋହ ଯୋଗୁ BJD ଦଳ ଲୋପ ପାଇବାକୁ ଯାଉଛି। ଆଧୁନିକ ଯୁଗର ଧୃତରାଷ୍ଟ୍ର (ନବୀନ ବାବୁ) BJD ର ପତନ ପାଇଁ ଦାୟୀ।

  • @manojbabu6690
    @manojbabu6690 5 месяцев назад +1

    👍

  • @prafullabehera8240
    @prafullabehera8240 5 месяцев назад +59

    ଯଦି ସଚୋଟ ଅଫିସର କହୁଛ? ତେବେ ଇଡି ସବିଆଇ ଯଞ୍ଚ କରି ପ୍ରମାଣ କରନ୍ତୁ

  • @truptiranjanmohakul5628
    @truptiranjanmohakul5628 5 месяцев назад

    Bahut bahut dhanyabad apananku ...
    Prabhu Odisha basi nku sat buddhi diantu ... sabu katha bujhiba pain Shakti diantu ... etiki prathana

  • @am9519
    @am9519 5 месяцев назад +41

    ଖାଲି ଦେଖିବାକୁ ରହିଲା ବିଜେପି ର ସରକାର ଆସିଲେ ଏ ଯୋଡ଼ି ଉପରେ କି କାର୍ଯ୍ୟନୁଷ୍ଠାନ କରୁଛନ୍ତି... ଯଦି ନ ହଉଚି ତା ହେଲେ ସେଇଟା ବି ଗୋଟେ ନୂଆ ଢ଼ୋ scam ହେଲା ବୋଲି ଜାଣିହବ...

    • @biswojitdash1710
      @biswojitdash1710 5 месяцев назад +2

      Kichi haba nahin sabu political party saman Sie 25 barsa khaile ea ki khaibe

    • @rameshsoni3338
      @rameshsoni3338 5 месяцев назад +1

      ବିଜେପି ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ ସରକାର ର କଳା କାରନାମା ଏବଂ ପାଣ୍ଡିଆନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ
      ଗ୍ରହଣ କରିବେ ନାହିଁ। କେବଳ ଲୋକ ଦେଖାଣିଆ ତଦନ୍ତ ପାଇଁ ଆଦେଶ ଦେବେ କିନ୍ତୁ ତଦନ୍ତ ହେବ ନାହିଁ ଯାହାବି ଉଣା ଅଧିକା ତଦନ୍ତରେ ଆସିବ ସେ ସବୁ ଫାଇଲ୍ ରେ ହିଁ ଚାପି ହୋଇ ଯିବ। ଏଥିରେ ସନ୍ଦେହ ର ଅବକାଶ ନାହିଁ।ଜୟ ଜଗନ୍ନାଥ, ଜୟ ଓଡ଼ିଶା।

  • @dhaneswarbetal7269
    @dhaneswarbetal7269 5 месяцев назад

    Bahut bhal lagila

  • @agrohome7968
    @agrohome7968 5 месяцев назад +12

    Absolutely correct. ଆମେ ବହୁତ ଆଗରୁ ଏସବୁ ଶୁଣିଛୁ

  • @antaryamipanigrahi9165
    @antaryamipanigrahi9165 5 месяцев назад

    Excellent

  • @ramanayak3052
    @ramanayak3052 5 месяцев назад +30

    ED କୁ ଦିଯାଯାଉ investigation କରାଯାଉ

    • @prasantapadhan6192
      @prasantapadhan6192 5 месяцев назад

      ED ku case dele nabin suicide karideba

    • @factsunloaded4808
      @factsunloaded4808 5 месяцев назад

      ED paisa gani gani thaki jiba।।। Corruption is huge even more tha। Bihar

  • @Dillip5331
    @Dillip5331 5 месяцев назад +1

    Nice presentation sir 🙏
    True analysis... God bless you.
    100% right ❤

  • @viewsgodlevel5557
    @viewsgodlevel5557 5 месяцев назад +17

    ଭଲ ଲାଗିଲା, ଆପଣ ଓଡ଼ିଆ ଛୁଆ ହିସାବରେ ସଚେତନ କରାଇଲେ। କିନ୍ତୁ ସ୍ଵାର୍ଥରେ ଅନ୍ଧ ହୋଇ ସବୁ ନିତିକୁ ଜଳାଞ୍ଜଳି ଦେଉଥିବା ଲୋକ ବୁଝିଲେ ହେଲା

    • @sharmistharaut4473
      @sharmistharaut4473 5 месяцев назад

      Ati sundar upasthapana au kuta rajanitira bislesan

  • @budhadevnaik4044
    @budhadevnaik4044 5 месяцев назад

    Bahut sundar bujhayile sari.

  • @FUNNYVIDEOS-tt7po
    @FUNNYVIDEOS-tt7po 5 месяцев назад +5

    Many Many thanks for your bright analysis and presentation

  • @saipremkatha3553
    @saipremkatha3553 5 месяцев назад

    Bahut sundar sir...Purapuri sata katha

  • @debadattamohapatra937
    @debadattamohapatra937 5 месяцев назад +36

    ଛଳନାର ଅନ୍ତ ନାହିଁ କିନ୍ତୁ ସେଶ ସମୟ ବହୁ ପିଡା, ଦୁଃଖ ଓ ଅସହାୟ କରିଦିଏ

  • @DamodarGuru-w7x
    @DamodarGuru-w7x 5 месяцев назад +10

    Today's analysis is 100 percent true.

  • @GobindachChand-pp1us
    @GobindachChand-pp1us 5 месяцев назад

    Bahut badhia.

  • @DMUSICSANTALI6
    @DMUSICSANTALI6 5 месяцев назад +17

    ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ ଦାୟୀ

  • @sunilorthopod651
    @sunilorthopod651 5 месяцев назад

    Absolutely amazing presentation sir . I don’t see such a fearless and honest person to present the bitter truth now a days .. at least in Odisha. Hats off to you

  • @geetaranisamal6638
    @geetaranisamal6638 5 месяцев назад +35

    ବିଶେଷ ଗୁମର କଥା କୁ ଅନେକ ଅନେକ ସ୍ବାଗତ।ଖୁବ୍ ଆନନ୍ଦିତ କଲା ଆଜିର ଏ episode. ହଁ ଆଜ୍ଞା,କାହାର ସ୍ବାମୀ କିମ୍ବା ବାପା,ମା ଙ୍କ ର ସ୍ଵର୍ଗବାସ ହୋଇଗଲେ ବି ଏପରି କେହି କାନ୍ଦି ତାକୁ fb ରେ upload Kariba ନାହିଁ।ଶେଷ ସମୟ ଉପନୀତ ହେଲେ ମଣିଷ ଏପରି ଭୁଲ୍ କରେ।

    • @milibahalia6294
      @milibahalia6294 5 месяцев назад

      ଓଡ଼ିଆ ଅଭିନେତା ଅଭିନେତ୍ରୀ ଟିକିଏ ଦେଖନ୍ତୁ ଯୋଉ ମାନେ କାଦୁଛ

    • @odiafitnesswithjyotsna
      @odiafitnesswithjyotsna 5 месяцев назад

      Exactly

  • @prabodhkumarjene7537
    @prabodhkumarjene7537 5 месяцев назад

    Sir ଏ..ତ ନିଗୂଢ଼ ରହସ୍ୟ....! ଓଡିଶା ବାସିଙ୍କ ଅଗୋଚର ରେ ଥିଲା.... ସତ ସତ ଧନ୍ୟବାଦ ଆପଣଙ୍କୁ.... 🙏🙏

  • @mituprdhan2020
    @mituprdhan2020 5 месяцев назад +56

    ଓଡ଼ିଶା ରେ CBI ଦର କାର

    • @PramodDash-i1j
      @PramodDash-i1j 5 месяцев назад

      Ethara heipare, karan surrender karibaku Nabin pakhare gote be MP nahanti😂

  • @PradipDash-e2x
    @PradipDash-e2x 5 месяцев назад

    Good News Gumar Katha, Special Episode Known for odisha people,Thanks.

  • @ramratan3907
    @ramratan3907 5 месяцев назад +5

    Bahut sundar

  • @debashislenka8160
    @debashislenka8160 5 месяцев назад +21

    ପଣ୍ଡିଆନ କଳାଯାଦୁ କରିଛି ନବୀନ ବାବୁଙ୍କୁ କିମ୍ବା ବ୍ଲାକମେଲ କରୁଛି

    • @melisha4236
      @melisha4236 5 месяцев назад +1

      Black mail ... Blue film

  • @debashishpattanaik7557
    @debashishpattanaik7557 5 месяцев назад

    Perfect and Super Duper analysis.....

  • @padmanayak9883
    @padmanayak9883 5 месяцев назад +17

    ଜୟ ଜଗନ୍ନାଥ
    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କହିଦେଲେ ଭି କେ ପାଣ୍ଡିଆନ ଯାହା କରିଛନ୍ତି ସବୁ ତାଙ୍କର ବା ନବୀନ ବାବୁଙ୍କ ଇଛାରେ

  • @KailashMohanty-m3r
    @KailashMohanty-m3r 5 месяцев назад +1

    very Thanks.God Blese you

  • @bijaysahoo5544
    @bijaysahoo5544 5 месяцев назад +46

    ନବୀନ ଙ୍କୁ ଆଗ ଆରେଷ୍ଟ୍ କରାଯାଉ ସିଆ ଏକ ନ ଚୋର

  • @prafullakumarmall2742
    @prafullakumarmall2742 5 месяцев назад +8

    ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ
    ନବୀନବାବୁ

    • @santoshsahoo2727
      @santoshsahoo2727 5 месяцев назад

      Right bro

    • @smurfymohanty8273
      @smurfymohanty8273 5 месяцев назад +1

      Bht jaldi jaani jiba.. kia kharp and kia bhala.. samaya ku apekhya kara

    • @krishnakumari7785
      @krishnakumari7785 5 месяцев назад

      Tu mukhyamantri heija sabu vala karibu hela

  • @trilochanpatnaik6321
    @trilochanpatnaik6321 5 месяцев назад +12

    ରକ୍ଷା ହେଇଛି BJD ଦଳର ବିନାଶ ଓ ନବୀନ ବାବୁଙ୍କ ଗୋଟିଏ ଆସନ ରୁ ପରାସ୍ତ ଓ ଅନ୍ୟ ଆସନ ରେ ହାରୁ ବା ବେଳେ ଅଳ୍ପକେ ଜିତି ଗଲେ କେହି ନବୀନ ପ୍ରେମୀ ଆତ୍ମ ହତ୍ୟା କରି ନାହାଁନ୍ତି।

  • @ChittaranjanSahoo-f7o
    @ChittaranjanSahoo-f7o 5 месяцев назад

    Right sir

  • @dhamirona8662
    @dhamirona8662 5 месяцев назад +5

    ପ୍ରକୃତ ରେ ଆପଣ ଜଣେ ସଛ୍ଛୋଟ ଓ ସାହସୀ ଓଡ଼ିଆ, ଆପଣଙ୍କୁ ପ୍ରଣାମ କରୁଛି 🙏

  • @debiprasadpanda3490
    @debiprasadpanda3490 5 месяцев назад

    Quite appropriate and revealing/ thought Provoking analysis. Thanks for bringing Special episode on Saturday.

  • @basudevmohanty3504
    @basudevmohanty3504 5 месяцев назад +4

    Excellent video. Please play it again and again. Forward it to New Govt. for necessary immediate action. Swabhimani odias are waiting.

  • @swamiviswamitranandagiri6066
    @swamiviswamitranandagiri6066 5 месяцев назад +1

    Good

  • @pratapkumarbarik3799
    @pratapkumarbarik3799 5 месяцев назад +18

    ଓଡିଶାରୁ ନୂଆ ସରକାର ରେ ମଦ କେମିତି ହଟିବ ତା ବିଷୟରେ ଟିକେ ଚର୍ଚ୍ଚା କରନ୍ତୁ l

  • @akhayakumarbeura4420
    @akhayakumarbeura4420 5 месяцев назад

    You are right sir

  • @sudhakardehury4610
    @sudhakardehury4610 5 месяцев назад +15

    ବିନାଶ କାଲେ ବିପରୀତ ବୁଦ୍ଧି

  • @ratnakarsahoo2311
    @ratnakarsahoo2311 5 месяцев назад

    Bahuta bhala lagila

  • @NrusinghaCharanRatha
    @NrusinghaCharanRatha 5 месяцев назад +13

    ଏଭଳିଆ 'କ୍ଲିନଚିଟ ' କୁ କେତେଜଣ ସଚ୍ଚୋଟ ଓଡ଼ିଆ ସମର୍ଥନ କରିବେ ? ବିଶ୍ବାସ କରିବେ ?
    ଉତ୍ତର ନିର୍ବାଚନ ଫଳାଫଳ ରୁ ସୁସ୍ପଷ୍ଟ ।
    ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...

  • @JJMohanty
    @JJMohanty 5 месяцев назад +1

    Thanks Sir❤❤❤❤

  • @suryakantapattnaik319
    @suryakantapattnaik319 5 месяцев назад +4

    Sir your judgment absolutely right

  • @ashokkumarnayak499
    @ashokkumarnayak499 5 месяцев назад

    ଏ ନିର୍ବୋଧ ମୁଖ୍ଯ ମନ୍ତ୍ରୀ ବିଷୟ େର ସଠିକ୍ ତଥ୍ଯ ପ୍ରଦାନ କରି ଥିବା ରୁ ବହୁତ ବହୁତ ଧନ୍ଯବାଦ।

  • @bipracharanjena2736
    @bipracharanjena2736 5 месяцев назад +20

    ନବୀନ ବାବୁଙ୍କ କିଛି ଦୂର୍ବ ଲତା ପାଣ୍ଡିଆନ ଜାଣିଛନ୍ତି

    • @prasantapadhan6192
      @prasantapadhan6192 5 месяцев назад

      ନବୀନ ପଟ୍ଟନାୟକଙ୍କ ଘଷାଘଷି ଭିଡ଼ିଓ ଟେ ଥାଇପାରେ ପାଣ୍ଡୁ ପାଖରେ

    • @biswajeetnayak5019
      @biswajeetnayak5019 5 месяцев назад

      ​@@prasantapadhan6192😅😅😅😅😅

  • @dolamanimahananda-lx6vj
    @dolamanimahananda-lx6vj 5 месяцев назад

    Excellent analysis

  • @geetaranisamal6638
    @geetaranisamal6638 5 месяцев назад +21

    ଯଦି ସେ ନିର୍ମଳ ତାହେଲେ ସନ୍ନ୍ୟାସ ନେଇ ଯାଆନ୍ତୁ।କେଉଁ ମୁହଁରେ ପୁଣି ଓଡ଼ିଶା ରେ ପାଦ ଦେଲେ।ଲଜ୍ଜ୍ୟା ହୀନ ବ୍ୟକ୍ତି ଜଣକୁ ଯଦି ପୁଣି ସେ ସ୍ଥାନ ଦେବେ ତେବେ ଆହୁରି ଭୋଗିବେ।

  • @KamalakantaDebata-w7w
    @KamalakantaDebata-w7w 5 месяцев назад

    Aapanku pranam Jay jagannath bahuta khusil lagila

  • @saratjena3483
    @saratjena3483 5 месяцев назад +6

    You are very right sir.

  • @pranakrushnadixit2556
    @pranakrushnadixit2556 5 месяцев назад

    Bahuta Sundar...

  • @shankarshansahoo928
    @shankarshansahoo928 5 месяцев назад +4

    Ati sunder

  • @smitamishra9554
    @smitamishra9554 Месяц назад

    Bahut bhala Khabar

  • @PramodkumarMohanty-y6k
    @PramodkumarMohanty-y6k 5 месяцев назад +5

    💯 percent correct assessment

  • @santoshpradhan2509
    @santoshpradhan2509 5 месяцев назад

    ଅତି ସୁନ୍ଦର୍ ଉପସ୍ଥାପନା, ଜୟ ଜଗନ୍ନାଥ , ଜୟ ଶ୍ରୀରାମ ।

  • @APNODIA
    @APNODIA 5 месяцев назад +7

    Excellent Presentation

  • @gopalkrishnasahu8174
    @gopalkrishnasahu8174 5 месяцев назад

    Thank u Sir for nice presentation.

  • @suryakantamohanty8276
    @suryakantamohanty8276 5 месяцев назад +136

    ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର କିଛି କେଳେଙ୍କରି ପ୍ରମାଣ ପାଣ୍ଡୁ ପାଖରେ ଅଛି

    • @sarbeswardash2
      @sarbeswardash2 5 месяцев назад +18

      ଶ୍ରଦ୍ଧା ମାଲିସ୍ କରିବାର ଭିଡିଓ ବି ଥାଇପାରେ

    • @suryakantamohanty8276
      @suryakantamohanty8276 5 месяцев назад +6

      @@sarbeswardash2 ନା ନା ମୁଁ ଭାବୁଛି ଆହୁରି ଗଭୀରତମ ପ୍ରମାଣ ଥାଇପାରେ

    • @sanghamitradas371
      @sanghamitradas371 5 месяцев назад +4

      Pandu blackmail karuchi

    • @manasranjan2711
      @manasranjan2711 5 месяцев назад +9

      Mote laguchi mada piki andharare panduku madibasithile amara priya mukhyamantri😂😂😂😂

    • @Gameworld123-z1k
      @Gameworld123-z1k 5 месяцев назад +2

      ​@@manasranjan2711💯 Right Sai video clips ta pandian pakhare Achi😅

  • @manojswain5209
    @manojswain5209 5 месяцев назад

    Mind blowing

  • @SIBAPRASADDAS-do5si
    @SIBAPRASADDAS-do5si 5 месяцев назад +12

    ଓଡିଶା ର ଲୋକ କର୍ମ ଭୀରୁ। ଦିନଟି ଏ ପାଇଁ ଚାଉଳ ଥିଲେ କାମ କରନ୍ତି ନି। ଆଖି ଦେଖା କଥା। ଖାଇ ସାରି ଦିନ ୧୨ଟାରୁ ତାସ୍ ଖେଳନ୍ତି ୫ଟା ଯାଏ। ଓଡିଶା କେମିତି ଉନ୍ନତି କରିବ?

  • @jitenpattanaik3774
    @jitenpattanaik3774 5 месяцев назад

    ଅତି ସୁନ୍ଦର ଚମକପ୍ରଦ ଆଉ ମହସଭାରତ ଅବତାରଣା ମାଧ୍ୟମ ରେ ଚରିତ୍ର ଚିତ୍ରଣ ରୁଚିବନ୍ତ ଆଉ ଶିକ୍ଷଣୀୟ ସାମ୍ପ୍ରତିକ ତର୍ଜମା ର ଏକ ଭିର୍ଣ ଦିଗ ଉନ୍ମୋଚନ

  • @smrutirekhanayak2361
    @smrutirekhanayak2361 5 месяцев назад +6

    apana sabu din vdo share karantu .bahut wait karithili

  • @hemantkumarsingh1387
    @hemantkumarsingh1387 5 месяцев назад

    Excellent episode and analysis.

  • @jayaramasahoo7106
    @jayaramasahoo7106 5 месяцев назад +47

    ପାଣ୍ଡିଆନ ପ୍ରବଳ କଳା ଟଙ୍କା ନବୀନ ଙ୍କୁ ଦେଉଥିଲା ପାଣ୍ଡିଆନ ଙ୍କ ଦ୍ୱାରା ଟଙ୍କା ନବୀନ ଙ୍କ ଭାଇ ପାଖକୁ ଯାଉଥିଲା

  • @AkshayaMohanty-o4y
    @AkshayaMohanty-o4y 4 месяца назад

    ଅତି ସୁନ୍ଦର।