Why Did High Command Select Mohan Majhi ? | Nirbhay Gumara Katha

Поделиться
HTML-код
  • Опубликовано: 29 сен 2024
  • Why Did High Command Select Mohan Majhi ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 1,2 тыс.

  • @milibahalia6294
    @milibahalia6294 3 месяца назад +189

    ପରିର୍ବତନ ହେଲା ମୋର ଗୋଟିଏ ଇଛା ଶିକ୍ଷା ର ବିକାଶ

    • @rude1166
      @rude1166 3 месяца назад +8

      One teacher: multitasking should go away

    • @RanjanKumar-dd4vq
      @RanjanKumar-dd4vq 3 месяца назад

      ଭ ଲ କ ଥା

    • @chintiamanisahu2165
      @chintiamanisahu2165 3 месяца назад +4

      ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ର ସର୍ବାଙ୍ଗୀନ ଉନ୍ନତି।

    • @Dikesh--Bag.123
      @Dikesh--Bag.123 3 месяца назад

      @@rude1166 qqqqqqqqqqqqqqqqqqqqqqqqqqqqqqqqqqqqqqqqq

    • @Dikesh--Bag.123
      @Dikesh--Bag.123 3 месяца назад

      Qqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqq

  • @tudurusikar.c.productions5204
    @tudurusikar.c.productions5204 3 месяца назад +6

    ବହୁତ ସୁନ୍ଦର ଆପଣଙ୍କର ଡିବେଟ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ତା ସହିତ ମଦ ଦୋକାନ ବନ୍ଦ ହେଉ....😢😢😢😢

  • @pratappahantasingh3907
    @pratappahantasingh3907 3 месяца назад

    ,ସାଧାରଣ ମଣିଷ ଆଉ ଅସାଧାରଣ ମଧ୍ୟ,,,ମୋଦିଜୀ ଙ୍କର ଯୋଉ ଝୁଲା ବାଗ,,ମୋହନଜି ଙ୍କର ସେଇ ଗୋଟିଏ ଝୁଲା ବାଗ,,,,,ଦେଖିବେ ମୋହନଜି ନୁମ୍ବର ଏକ ମୁଖ୍ୟ ମନ୍ତ୍ରୀ ହେବେ,,,,

  • @saradaprasannapattanaik783
    @saradaprasannapattanaik783 3 месяца назад +9

    ଇଂରେଜ ସରକାର ଆମକୁ ୨୦୦ ବର୍ଷ ଶାସନ କରିଥିଲା ଏ ଇଂରେଜ ସରକାର ଯେ ୨୫ ବର୍ଷ ଶାସନ କରିଥିଲା। ଆଜି ଓଡିଶା ସ୍ଵାଧିନତା ପାଇଲା

    • @User32271
      @User32271 3 месяца назад +1

      True

    • @rajeshgudu1325
      @rajeshgudu1325 3 месяца назад +1

      Sei ଇଂରେଜ ନୁହ ଗୋଟେ ଓଡ଼ିଆ
      ଓଡ଼ିଶା ପାଇଁ ବହୁତ୍ କିଛି କରିଛନ୍ତି🔥

  • @jamudastarradhanagar4005
    @jamudastarradhanagar4005 3 месяца назад

    Great new odisha govt God bless you

  • @SomnathPradhan-df1bi
    @SomnathPradhan-df1bi 3 месяца назад

    ମଦ୍ୟ ମୁକ୍ତ..भ्रष्टाचार ମୁକ୍ତ ଓଡିଶା ରାଜ୍ୟ ଆମ ଲକ୍ଷ୍ୟ

  • @jitendrakumarsethy8702
    @jitendrakumarsethy8702 3 месяца назад

    ଆପଣଙ୍କ ତର୍ଜମା ଉଚ୍ଚକୋଟିର।

  • @PradeepKumarSethi-uq8wp
    @PradeepKumarSethi-uq8wp 3 месяца назад

    Good❤❤❤❤❤❤❤

  • @arjunajena
    @arjunajena 3 месяца назад +54

    ମୋହନ ମାଝୀ ତଳ ଲେବୁଲରୁ କାମ କରି ଆଜି ଶିଖର ଛୁଇଁଛନ୍ତି , ସେ ଓଡିଶାର ଶାସନ ଭାର ସୁଚାରୁ ରୂପେ ଚଲାଇ ପାରିବେ ବୋଲି ମୁଁ ଆଶା କରୁଛି 👍

  • @Sujit-p7s
    @Sujit-p7s 3 месяца назад +187

    ସରକାର ଆସୁଥିବ ସରକାର ଯାଉଥିବ କିନ୍ତୁ ଏହି ଓଡ଼ିଆ ମାଟି ଏହାର ଅସ୍ମିତା ଏହାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଚିତ୍। ଆପଣ ଓଡ଼ିଶା ମାଟି ପାଇଁ ଭଲ କାମ କରିବେ ବୋଲି ମୋର ଆଶା ଓ ବିଶ୍ବାସ।❤❤

    • @mahendranayak-bj8bl
      @mahendranayak-bj8bl 3 месяца назад +11

      Odisha eka Garib ra Rajya. Sethipai mor anurodh Odisha ru GST close heu. And Odisha ru khani chori na heu jay Jagannath

    • @NirupamaChainy
      @NirupamaChainy 3 месяца назад +1

      ❤q❤

    • @priyabratanayak4239
      @priyabratanayak4239 3 месяца назад

      Garibara defination kana.odiya kebe galiba nuhen. Yeta aama mindset.​@@mahendranayak-bj8bl

    • @DesaranjanDas
      @DesaranjanDas Месяц назад

      Xa ct 23:38 😊😅😮😢🎉😂 nu😊​@@mahendranayak-bj8bl

  • @pabitramohandas6943
    @pabitramohandas6943 3 месяца назад +189

    ଦିନେ ନବୀନ ବାବୁଙ୍କୁ ମଧ୍ୟ ଓଡ଼ିଶାର ଲୋକେ ଜାଣି ନ ଥିଲେ l

  • @dr.digarajbrahma113
    @dr.digarajbrahma113 3 месяца назад +17

    ଶ୍ରୀଯୁକ୍ତ ମୋହବ ମାଝୀ ନିଶ୍ଚିତ ଭାବେ ଜଣେ ସଫଳ ମୁଖ୍ୟମନ୍ତ୍ରୀ ହୋଇପାରିବେ - ଏ ବିଶ୍ୱାସ ଆମ୍ଭ ଭଳି ଅନେକଙ୍କର ଅଛି ।

  • @padmalayaprusty4526
    @padmalayaprusty4526 3 месяца назад +117

    ମାନନୀୟ୍ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ହୋଇ ଥିବାରୁ ପ୍ରଥମ ପଦକ୍ଷେପ ସ୍ବରୂପ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁଦୃଢୀକରଣ ନିତାନ୍ତ ଆବଶ୍ୟକ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ।

    • @sundargarhsng9463
      @sundargarhsng9463 3 месяца назад +4

      101 percent right.

    • @jagannathtudu6855
      @jagannathtudu6855 3 месяца назад

      Aabe medha andhbhakt.....se Saraswati shishu mandir teacher......mean rss dwara sanchalita school.....aau rss ideology ra prachar prasar ra pyayogshala........

  • @FAKIRJENA-du2zs
    @FAKIRJENA-du2zs 3 месяца назад +14

    ପ୍ରକୃତରେ ପାଣ୍ଡୁ ନବିନ ଯୋଡ଼ି ଭାଙ୍ଗିବାରେ ଆପଣ ମୁଖ୍ୟ ଭୂମିକା ନିଭାଇଥିଲେ ।

  • @ramakantmahanta6994
    @ramakantmahanta6994 3 месяца назад +141

    ଜନସାଧାରଥମାନେ ନିଜର ହିନମନ୍ଯତା ଦୃଷ୍ଟିଭଙ୍ଗିକୁ ବଦଳାନ୍ତୁ ।

  • @Factpandaa
    @Factpandaa 3 месяца назад +2

    ଯଦି ଭାଜପା ସରକାର ଓଡ଼ିଶା ରେ କିଛି ଦୁର୍ନୀତି କରେ କଣ ଆପଣ ନିର୍ଭୟ ରେ ଆପଣଙ୍କ ର ବାର୍ତ୍ତା ରଖିବେ? ଧନ୍ୟବାଦ୍

  • @mohanharijan7091
    @mohanharijan7091 3 месяца назад +69

    ମୋ ମୋତ ରେ ତାଙ୍କୁ ସୁଯୋଗ ଦିଆଯିବା ଦରକାର।

  • @utkalkesharipalei6499
    @utkalkesharipalei6499 3 месяца назад +7

    ସେଦିନ ବି ଏପରି ଏକ ଦିନ ଥିଲା ଯେଉଁ ଦିନ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଓଡ଼ିଶା ର ଲୋକ ଜାଣି ନଥିଲେ ।
    ଆଜି ଠାରୁ ୬ ମାସର କାର୍ଯ୍ୟ ଶୈଳୀ ରୁ ସବୁ ଜଣା ପଡ଼ିବ ।
    Don't Judge a book by it's Cover .....
    We have to wait for some days...
    Then we should tell something...
    Naveen's 24 Years Vs Mohan's 5 Years

  • @binodinibehera6345
    @binodinibehera6345 3 месяца назад +110

    ବହୁତ ବେଳୁ ଅପେକ୍ଷା ଥିଲା sir ଧନ୍ୟବାଦ 🙏

  • @thirdeye9492
    @thirdeye9492 3 месяца назад +38

    ଓଡିଶାର ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀ ମାଝୀଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ନିର୍ବାଚିତ କରିବା ସବୁଠୁ ସଠିକ ଶ୍ରେଷ୍ଠ ଏବଂ ଚତୁର ନିଷ୍ପତ୍ତି 👍🏼👍🏼

  • @pabitramohandas6943
    @pabitramohandas6943 3 месяца назад +104

    ମୋହନ ବାବୁ ଖୁବ୍ ଦକ୍ଷ l ଭାଜପା ଶୀର୍ଷ ନେତୃତ୍ୱ ତାଙ୍କୁ ମନୋନୀତ କରି ଭଲ ନିଷ୍ପତ୍ତି ନେଇଛନ୍ତି l ଭାବୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ 🎉🌹🎉

  • @harekrushnahotta2072
    @harekrushnahotta2072 3 месяца назад +25

    ମୋହନ ମାଝିଙ୍କର ପ୍ରଥମ ବକ୍ତବ୍ୟରୁ ହିଁ ମୁଁ ଅନୁଭବ କରୁଛି ସେ କେବେହେଲେ କାହାର
    ହାତ କଣ୍ଢେଇ ହୋଇରହିବେ ନାହିଁ ।ସେ ନିଶ୍ଚୟ
    ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ହେବେ ଏହା ମୋର ବିଶ୍ୱାସ ଏବଂ ଭଗବାନ ତାଙ୍କୁ ସେ ଦକ୍ଷତା ଦିଅନ୍ତୁ।

    • @prakashsahoo336
      @prakashsahoo336 3 месяца назад +2

      ହାତକଣ୍ଢେଈ ନହେଲେ ତ ବିଦାହେବେ, ଆଉ ଦକ୍ଷ ମୂଖ୍ୟ ମନ୍ତ୍ରୀ ହେବେ କେତେବେଳେ

  • @binayakpaikaray8221
    @binayakpaikaray8221 3 месяца назад +117

    ଅନ୍ଯ ଯେ କେହି ହୋଇଥିଲେ ଗୋଷ୍ଠି କନ୍ଦଳ ଅଧିକ ହୋଇଥା'ନ୍ତା।

  • @ramachandrapatra5039
    @ramachandrapatra5039 3 месяца назад +1

    🙏🙏🙏 ଗରିବ ଘରୁ ଆସିଥିବା ଜଣେ ମୁଖ୍ୟମନ୍ତ୍ରୀ ହେଲେ ଗରିବଲୋକର ଦୁଃଖଜାଣିପାରିବ

  • @FAKIRJENA-du2zs
    @FAKIRJENA-du2zs 3 месяца назад +10

    ମୋହନ ବାବୁ ଦକ୍ଷ ମୁଖ୍ୟ ମନ୍ତ୍ରୀ ଓ ନବିନl ଭଳି ଠକ ନୁହନ୍ତି।

    • @pabitmaroy1592
      @pabitmaroy1592 3 месяца назад

      Mana ichha comment deucha tk jani parilani gote loka 24years tama pain kn karichi

    • @kumarpapu3225
      @kumarpapu3225 3 месяца назад

      Bala jojja karichi bjd😂​@@pabitmaroy1592

  • @dhamirona8662
    @dhamirona8662 3 месяца назад +14

    ବହୁତ ଲୋକ କଥା ହେଉଛନ୍ତି ନବୀନ ସରକାର ରେ ଯେମିତି ଦକ୍ଷୀଣ ଭାରତ ଖଣି ସିଣ୍ଡିକେଟ କାମ କରୁଥିଲା ସେମିତି ମହୋନ ମାଝି ଙ୍କୁ ମୂଖ୍ଯମନ୍ତ୍ରୀ କରିବାରେ ଜଣେ ଗୁଜୁରାଟ ର ବିରାଟ ଖଣି ବ୍ୟବସାୟୀ ର ହାତ ଅଛି।ଯଦି ସତ୍ଯ ହୋଇଥାଏ ସାଂଘାତିକ। କିନ୍ତୁ ଆପଣଙ୍କ କହିବାନୁଯାୟୀ ମହୋନ ମାଝି ଙ୍କୁ ଛଅ ମାସ ପରଖିବା ଆବଶ୍ୟକ।

  • @prasantabiswal7776
    @prasantabiswal7776 3 месяца назад +78

    ସାର୍ ରାଜ୍ଯପାଳ ରଘୁବର ଦାସ ବି ଆଦିବାସୀ।

    • @nrushinghnathsahu1630
      @nrushinghnathsahu1630 3 месяца назад +2

      Obc

    • @johaarg5019
      @johaarg5019 3 месяца назад +2

      aare das babu adibasi nuhe jane teli sampradayara loks

    • @SidharthMishra99
      @SidharthMishra99 3 месяца назад +7

      Sarapancha ru president sabu adivasi eie desha semanakara.general Category ku marideba darkar nahele desharu tadi deba darkar.semankara banchi bara kounasi adhikar nahi

    • @somanathsabar5330
      @somanathsabar5330 3 месяца назад

      Ki shikya paicha ghara ru​@@SidharthMishra99

    • @snigdhasamantaray5389
      @snigdhasamantaray5389 3 месяца назад

      ​@@SidharthMishra99sc/st nka pain quota achi general nku dei dia.

  • @sudarshanjuanga-sz5ew
    @sudarshanjuanga-sz5ew 3 месяца назад +18

    ଜେନେରାଲ ଲୋକ ଇର୍ଷା ପରାୟଣ କରୁଛନ୍ତି

    • @rkentertainment3226
      @rkentertainment3226 3 месяца назад

      ନିହାତି ଈର୍ଷା କରୁଛନ୍ତି ।

  • @gopalsamall8365
    @gopalsamall8365 3 месяца назад +48

    ଆଦିବାସୀ ଚେହେରା ଵି ଦକ୍ଷତା ର ସହିତ ମୁଖ୍ୟମନ୍ତ୍ରୀ ଦାଇତ୍ୱ ତୁଲାଇ ପାରିବେ l

    • @hansdahram1271
      @hansdahram1271 3 месяца назад +2

      ଏଥିରେ କୌଣସି ଭାବିବାର/ଶଙ୍କା ନାହିଁ ।

    • @SidharthMishra99
      @SidharthMishra99 3 месяца назад

      "Bi" darkar nahi "hi" darkar
      Mane surety darkar

  • @amazing_works5488
    @amazing_works5488 3 месяца назад +7

    ମୁଖ୍ୟମନ୍ତ୍ରୀ କିଏ ହେଲେ ସେଥିରେ କିଛି ଯାଏ ଆସେ ନାହିଁ କିନ୍ତୁ , ଯଦି କୋୖଣସି କାରଣରୁ ଜନତାଙ୍କ ଅମଙ୍ଗଳକାରୀ କାମ ହୁଏ , ତାହେଲେ ଜନତା କଣ୍ ଭଗବାନ ବି କ୍ଷ୍ଯମା କରିବେନି। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କି..... ଯାହା ହେଉ, ଓଡ଼ିଶାର ଓ ଓଡ଼ିଶା ବସୀଙ୍କ ମଙ୍ଗଳ ପାଇଁ ହେଉ।

    • @PratimaHansa
      @PratimaHansa 3 месяца назад

      👌👌👌👌👌👌

  • @shantanujena3767
    @shantanujena3767 3 месяца назад +67

    ଏକ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ହେଲେ ।ବହୁତ୍ ଖୁସି ର କଥା। ଆପଣ ଙ୍କ ବିଶ୍ଳେଷଣ ବହୁତ୍ ଭଲ। ବହୁତ୍ ଲୋକ ଆପଣ ଙ୍କ ମାଧ୍ୟମ ରେ ବହୁତ୍ କଥା ଜାଣିପାରୁଛନ୍ତି । ଧନ୍ୟବାଦ୍।

  • @GaluRamMajhi
    @GaluRamMajhi 3 месяца назад +9

    ମୋହନ ଚରଣ ମାଝୀ ବିରୋଧି ଦଳର ବିଧାୟକ ଥିଲାବେଳେ ସରକାର କୁ ବାରମ୍ବାର ସମାଲୋଚନା ସ୍ୱର ଉତଳନ କରେ ମୋ ମତରେ cm ହେବାର 100%ଯୋଗ୍ୟ।

  • @debasishrout2356
    @debasishrout2356 3 месяца назад +11

    ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏସବୁ ନ ରହୁ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ମୁଖ୍ୟ ହେଉ।

  • @Tuludas-d6b
    @Tuludas-d6b 3 месяца назад +1

    ଓଡିଶା ର ସୁଯୋଗ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ମାଝି

  • @dagreswargoud
    @dagreswargoud 3 месяца назад +51

    ଆପଣଙ୍କ ଆଲୋଚନା ଓ ଦୃଷ୍ଟିଭଙ୍ଗୀ ର ଅପେକ୍ଷା ରେ ରହିଥିଲୁ ।

  • @sandhyaranimahanta8018
    @sandhyaranimahanta8018 3 месяца назад +6

    ଶିକ୍ଷା ସ୍ୱାସ୍ଥ୍ୟ ସମାନ ଏବଂ ମଦ ମୁକ୍ତ ଓଡିଶା ଚାହୁଁ

  • @janardanpanda5378
    @janardanpanda5378 3 месяца назад +25

    ଆପଣ ଠିକ୍ କହୁଛନ୍ତି ସାର୍ ମୋହନ ମାଝୀ ସରକାରଙ୍କୁ ସୁଯୋଗ ଦେବା ଦରକାର

  • @kunasingh4826
    @kunasingh4826 3 месяца назад +26

    ,ବାଃ ଚମତ୍କାର ବିଶ୍ଳେଷଣ

  • @AnirudhaBehera-o9f
    @AnirudhaBehera-o9f 3 месяца назад +7

    ଜଗନ୍ନାଥଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ଙ୍କୁ ନିର୍ବାଚିତ କରାଯାଇଛି 🙏🎉🙏

    • @RonyJena
      @RonyJena 3 месяца назад

      😮odishapolitics

  • @MarutiPrasadPati
    @MarutiPrasadPati 3 месяца назад +4

    ଦକ୍ଷିଣ ଓଡ଼ିଶା କୁ ଧ୍ୟାନ ନ ଦେଲେ ଏଇଠି ଆରମ୍ଭ ଏଇଠି ଶେଷ 🎉

  • @Manoj-Mohanty7090
    @Manoj-Mohanty7090 3 месяца назад +60

    ମୋର ଗୋଟେ ଅନୁରୋଧ sir, ଆପଣଙ୍କୁ ଏବଂ ମୋହନ sir ଙ୍କୁ ଓଡିଶା ରୁ ମଦ ଏବଂ ନିଶା ମୁକ୍ତ କରାଇ ପାରିଲେ, ସାଧାରଣ ଜନତା ହିସାବରେ ମୁଁ ଏବଂ ମୋର ମା ମାନେ ଖୁସି ହୁଅନ୍ତେ, ଗରିବ ମା ମଥାରୁ ଅକାଳ ରେ ସିନ୍ଦୁର ପୁଛାନ୍ତାନି କି ବାପ ଛେଉଣ୍ଡ ହୁଅନ୍ତେନି 🙏🙏🙏

    • @manaspatnaik5929
      @manaspatnaik5929 3 месяца назад +1

      Jadi haba next election re puni bjp harijiba

    • @gopibroyt500
      @gopibroyt500 3 месяца назад +3

      ମଦ କୁ ରାଜ୍ୟ ରୁ ମୁକ୍ତ କରିବା ତୋ ସହଜ ନୁହଁ କିନ୍ତୁ ମନରୁ ମଦ କୁ ମୁକ୍ତ କରିଦେଲେ, ମଦ ମୁକ୍ତ ଓଡିଶା ହୋଇପାରିବ, ଆପଣଙ୍କର demand ନିଜ ହାତରେ........
      ହିର୍ଲା ମାରାଂ ବୁରୁ⛰️⛰️⛰️ ଜୟ ଜଗନାଥ 🤗

    • @bibhutibhusannayak6445
      @bibhutibhusannayak6445 3 месяца назад +2

      Right

    • @lipun1531
      @lipun1531 3 месяца назад

      Good❤ loko Mane nije piebe sarkar ku doso debe​@@gopibroyt500

  • @jiyamishra7777
    @jiyamishra7777 3 месяца назад +4

    ବିହାରୀ, ଗୁଜରାଟୀ ପାଣି ପୁରା ପିଇଲେ। ଭାଷା ବଦଳି ଗଲାଣି।

  • @AlekhMohapatra-lg4qt
    @AlekhMohapatra-lg4qt 3 месяца назад +11

    ଲୋକଙ୍କ ଧାରଣା ରାଜା ଙ୍କ ପୁଅ କେବଳ ରାଜା ହୋଇପାରେ l କିନ୍ତୁ ଏ ସବୁ ଧାରଣା / ପ୍ରଥା ମୋଦି ବଦଳେଇ ପାରିଛନ୍ତି l ସାଧାରଣ ପରିବାର ରୁ ଆସି ମଧ୍ୟ ମୋହନ ମାଝୀ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି l

  • @BhusanBehera-hn6iu
    @BhusanBehera-hn6iu 3 месяца назад +1

    ନଦୀ ନଦେଖି ନଙ୍ଗଳା ହେଉଛନ କାହିଁକି

  • @padmanayak9883
    @padmanayak9883 3 месяца назад +28

    ଜୟ ଜଗନ୍ନାଥ
    ବିଜେପି ସରକାର ସାଧାରଣ ଲୋକଙ୍କ ସରକାର ହୁଅନ୍ତୁ ଏହା ପ୍ରଭୁଙ୍କ ପାଖରେ ଜଣାନ

  • @bijayakumarsahu4945
    @bijayakumarsahu4945 3 месяца назад +1

    ମାଗଣାଖିଆ ଓଡ଼ିଆ ବହୁତ ମାଗଣା ଆସ chhadantu

    • @parsuramsahoo7509
      @parsuramsahoo7509 2 месяца назад

      ତୁ କିଏରେ କୋରଡ ପତି ଛୁଆ ,ତୋ ବୋପର ବହୁତ୍ g m ପଇସା ଅଛି ତାହେଲେ

  • @crazygirl1732
    @crazygirl1732 3 месяца назад +21

    Mu ta bahut khusi mohan majhi nka pain, and really expectations ta rahiba au loka comparison b karibe but goverment ku ta tk time lagiba established haba pain au kama na dekhiki ama loka Mane ete besi judgemental hei jaichhanti je kn kahibi, but well m happy for him ❤

  • @harioumsharanamofficial9780
    @harioumsharanamofficial9780 3 месяца назад +5

    ଆମେ ବହୁତ୍ ଖୁସି ,ହୃଦୟ ରୁ ସ୍ଵାଗତ 🙏🏻❤️💕💐💐💐

  • @jyotirmayjena1869
    @jyotirmayjena1869 3 месяца назад +19

    ମୋହନ ସରକାରଙ୍କୁ ମୁଁ ଅନୁରୋଧ କରୁଛି ପ୍ରଥମେ ଜେଲ୍ ଯୋଜନା ଆରମ୍ଭ କରନ୍ତୁ । ତା ପରେ ଲୋକେ ମୁଖ୍ଯମନ୍ତ୍ରୀଙ୍କୁ ଆଶୀର୍ବାଦ ଅଜାଡି ଦେବେ ।

    • @rameshchandranayak7768
      @rameshchandranayak7768 3 месяца назад

      ଅନିୟମତାର ତଦନ୍ତ କରାଇଲେ, ଲୋକେ ଖୁସିହେବେ ଏବଂ ଲୋକଙ୍କ ରୋଷ ପ୍ରଶମିତ ହେବ !

  • @Er.AnkeshKumarBehera1999
    @Er.AnkeshKumarBehera1999 3 месяца назад +6

    ଯଦି ଦେଶର ରାଷ୍ଟ୍ରପତି ଆଦିବାସୀ ମହିଳା ହେଇ ଓଡ଼ିଆ କହୁଛନ୍ତି ଓ ନିଜ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଦେଶ ଚଲେଇ ପାରୁଛନ୍ତି ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ହେଇ କଣ ପାଇଁ ସରକାର ଚଲେଇ ପାରିବେ ନାହିଁ?

    • @sarojranjanbrahma542
      @sarojranjanbrahma542 3 месяца назад +1

      President is a rubber stamp sir.

    • @Er.AnkeshKumarBehera1999
      @Er.AnkeshKumarBehera1999 3 месяца назад

      @@sarojranjanbrahma542 ଭାରତର ପ୍ରଥମ ନାଗରିକ ଙ୍କ ଉପରେ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ

    • @prakashsahoo336
      @prakashsahoo336 3 месяца назад

      କଥା ଆଦିବାସୀ ଠାରେ ନାହିଁ ସାର୍। ସ୍ୱାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଲା ଦରକାର। ଯୋଉଠି ଵିଜେପିରେ ସମ୍ଭବ ନୁହେଁ

    • @RDXKINGBOYRRRRR
      @RDXKINGBOYRRRRR 3 месяца назад

      Tu mahagyani sabu jani paruchhu
      Peda katha kahuchhu

    • @patitapabanpal3306
      @patitapabanpal3306 3 месяца назад

      President au rajyapal kounasi kama ku nuhanti, mukhyamantri bahut bada padabi ku shaktishali au powerfull heba darkar, mamata bannerji nku kahiki bengoli deuchanti vote?

  • @Atharsahu21
    @Atharsahu21 3 месяца назад +3

    ଆପଣ କହିବାର ମାନେ ସୁରେଶ ପୂଜାରୀ ପଞ୍ଚିମ୍ ଓଡ଼ିଶା ର ବୋଲି ମୁଖ୍ୟମନ୍ତ୍ରୀ ହେଲେ ନାହିଁ ହଉ .............ଦେଖିବା

  • @niranjanbarik3967
    @niranjanbarik3967 3 месяца назад +1

    ଦୃଢତାର ସହିତ କହିବି ମୋହନ ଙ୍କୁ ପୂର୍ଣ୍ଣ ସୁଯୋଗ ମିଳିଲେ ସେ ଓଡ଼ିଶାର ସର୍ବ ଶ୍ରେଷ୍ଟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିପାରିବେ

  • @umeshchandradash2881
    @umeshchandradash2881 3 месяца назад +15

    ସାର୍ ନମସ୍କାର। ଆପଣଙ୍କୁ ଶପଥ ଗ୍ରହଣ କୁ ନିମନ୍ତ୍ରଣ କରିଛନ୍ତି କି ନାହିଁ ଜଣାଇଲେ ଉପକୃତ ହେବୁ।

  • @bagarfarming9632
    @bagarfarming9632 3 месяца назад +2

    ପରିବର୍ତ୍ତନ ହେଲା ସେଥି ପାଇଁ ମୁଁ ଖୁସି ।

  • @bishnucharantripathy8938
    @bishnucharantripathy8938 3 месяца назад +5

    Mr.Nabin Das ,have you studied the Transparency Internatioal report on corruption of different states of India? The ranking of Odissa is much better than all BJP ruled states. Please study the report and then comment . Don't talk nonsense and misguide .

    • @indirapatnaik8086
      @indirapatnaik8086 3 месяца назад

      Well said Sir 👍

    • @Oas-aspirant
      @Oas-aspirant 3 месяца назад

      Bhai e mg budha ku modi kichhi deichi Khali bjp bjp hauchi
      Statements should be based on authentication without any favour but ei mggg budha bhali loka democracy ra 4th piller pain gote kalanka

  • @BKEnglishClasses
    @BKEnglishClasses 3 месяца назад +1

    ଶିକ୍ଷା କ୍ଷେତ୍ରରେ ବିକାଶ ଏବଂ ଚାକିରି କ୍ଷେତ୍ରରେ ଦୁର୍ନୀତିମୁକ୍ତ ନିଯୁକ୍ତି ପାଇଁ ମୋହନ ବାବୁଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ଆମର ଛାତ୍ର ସମାଜର ଆଶା। କାରଣ ଏହି କ୍ଷେତ୍ରରେ ବିଜେପି ସରକାରଙ୍କ ବିଫଳତା ର ଏକ ବଡ଼ ରେକର୍ଡ ରହିଛି।ଓଡ଼ିଶା ବାସୀ ଙ୍କୁ ପ୍ରତାରିତ ନ କରିବାକୁ ଅନୁରୋଧ।🙏

  • @pkpanda1371
    @pkpanda1371 3 месяца назад +8

    ନବିନ ଦାସ ଆପଣ ମୁଖ୍ୟ ମନ୍ତ୍ରୀ ହେବେ କି??? ଆପଣ କିଛି ଜାଣି ନାହାନ୍ତି। ନିଜ TV channel ରେ ଯାହା ପାରୁ ଛନ୍ତି କହି ଚାଲୁ ଛନ୍ତି। ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର ପ୍ରଧାନ।

    • @RDXKINGBOYRRRRR
      @RDXKINGBOYRRRRR 3 месяца назад

      Tu b kichhi janinu tu adivasi birodhi Sethi pain badhuchhi
      Dine b heini aberu tu birodh karuchhu
      24 barsa hela marei heithilu kichhi sikhi pariluni aparjyanta

  • @arjunpradhan5615
    @arjunpradhan5615 3 месяца назад +1

    ଶିକ୍ଷା କୁ ପ୍ରାଧାନ୍ୟ ଦେଇ ଶିକ୍ଷକ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ।

  • @meerabaipanigrahi2839
    @meerabaipanigrahi2839 3 месяца назад +8

    ନିଶ୍ଚୟ ପାରିବେ ଆଉ ଆମ ସହଯୋଗ ରହିବ

  • @DR.B.NAYAK1980
    @DR.B.NAYAK1980 3 месяца назад +14

    କିଏ କେଉଁ ପାହାଚ ରେ ବସିଲେ ଉପଯୁକ୍ତ ହେବ ତାହା ଜଗନ୍ନାଥଙ୍କ ବିଚାର l କାହାର ଦକ୍ଷତା କଣ ତାହା ନାରାୟଣଙ୍କୁ ଜଣା l

  • @SibashankarPanda-fs8ke
    @SibashankarPanda-fs8ke 3 месяца назад +12

    Sir ଆଜି ଆପଣଙ୍କୁ ମାନିଗଲି ଆପଣଙ୍କର ହୃଦୟ ଟା ସତ୍ୟର ଭଣ୍ଡାର ଆପଣଙ୍କ ଭଳି ଲୋକ ନଥିଲେ ଆଜିବି ଓଡିଶା ବାସି ଅନ୍ଧାରର ଦୁନିଆରେ ରହିଥାନ୍ତେ ଆପଣ ହିଁ ଓଡ଼ିଶାର ଗର୍ବ ଆପଣଙ୍କପାଇଁ ଆମେ ଓଡିଶା ବାସି ଗର୍ବିତ 🙏🙏🙏🙏

  • @prasenjitpatnaik6735
    @prasenjitpatnaik6735 3 месяца назад

    ଉପକୂଳ ବହୁତ୍ ଦେଇଛି, ଗଞ୍ଜାମ ବି ବହୁତ୍ ଦେଇଛି କିନ୍ତୁ ଯେତେ ବେଳେ ଦରକାର୍ ଥିଲା BJP କୁ oxygen/saline ପଶ୍ଚିମ ଓଡିଶା ଦେଇଥିଲା ...........

  • @abhijitdas2870
    @abhijitdas2870 3 месяца назад +4

    ତମକୁ କଣ BJP ବାଲା ଭିତିରି କଥା ଜନେଇଦେଇଥିଲେକି?😏

  • @gajendranathjena356
    @gajendranathjena356 3 дня назад

    ନବୀନ ପାଣ୍ଡିଆନ ପ୍ରେମରେ ବିଜେଡି ନେତା କ୍ରିତଦାସ ଭାବେ ଏବେ ବି ଦେଖାଯାଉଛି? ମୋହନ ମାଝୀ ସରକାର ବିଜେଡିର ଗୁମର ଫିଟାଇବ ବୋଲି ଆଶା😮

  • @tanmaykumarbode
    @tanmaykumarbode 3 месяца назад +3

    ଧନ୍ୟବାଦ ସାର

  • @BhagirathiMohanty-e7z
    @BhagirathiMohanty-e7z 3 месяца назад

    Bjp sarakar କରିବାର ମୁଖ୍ୟ ପୁରାଧା MMSamal ଯେଉଁମାନେ ମୁଖ୍ୟ ଭୂମିକାକୁ ଅଧିକାର ରେ ଦେଖା ଯାଉଛନ୍ତି

  • @mituprdhan2020
    @mituprdhan2020 3 месяца назад +10

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

    • @santoshkumarsahu6586
      @santoshkumarsahu6586 3 месяца назад +2

      ❤️🙏❤️ Jay Sri Jagannath Mahaprabhu ❤️🙏❤️🪔🪔🪔🪔🪔🪔🪔🪔❤️🙏❤️

  • @saratkushal1747
    @saratkushal1747 3 месяца назад

    Bjp ଆଦିବାସୀ ସମର୍ଥନ ପାଇବା ଆଶାରେ ମାଝି ସାରଙ୍କୁ ମୁଖ୍ୟମନ୍ତ୍ରୀ କରିଛି।

  • @Kunaa269
    @Kunaa269 3 месяца назад +12

    ଓଡ଼ିଶା BJP ସରକାର ଗଠନ କରିବାର ୨ ରୁ ୩ ଦିନ ମଧ୍ୟରେ ଗଣ ମାଧ୍ୟମ କୁ ଆସି କେମିତି ପ୍ରତ୍ୟେକ ବର୍ଷ ୧୦ ଲକ୍ଷ୍ୟ ରୁ ଅଧିକ ନିଯୁକ୍ତି ସୁଯୋଗ ବାହାର କରିବେ ତାର ଏକ ଛୋଟିଆ ବିବରଣୀ ଦିଅନ୍ତୁ।

  • @pareshchandra9918
    @pareshchandra9918 3 месяца назад

    ପ୍ରକୃତ ସତ କଥା ହେଲା Bjp ଜାଣିସାରିଲେଣି ଏବେ ଓଡ଼ିଶାରେ ଯେକୌଣସି ଜାଗାରେ ଉପନିର୍ବାଚନ କଲେ ହାରିବ.... ତେଣୁ ରିସ୍କ ନେବାକୁ ଚାହିଁଲାନାହିଁ....

  • @manojkumarsaint7803
    @manojkumarsaint7803 3 месяца назад +2

    Jay Shree Ram ❤❤❤

  • @SAMSKRUTAPARIBHASA-mg8od
    @SAMSKRUTAPARIBHASA-mg8od 3 месяца назад

    ଆଦର୍ଶବାଦ ବ୍ୟକ୍ତିବାଦଉର୍ଦ୍ଧ୍ଵରେ.ସବୁକରିପାରିବେ,ନୂଆ ମୁଖ୍ୟମନ୍ତ୍ରୀ, ଅତି ଉନ୍ନତ ଭାବଧାରା ତାଙ୍କୁ ଆଗକୁ ନେବାହିଁ ନେବ'

  • @manojkumarsahu8816
    @manojkumarsahu8816 3 месяца назад +20

    ଦୟାକରି, ଦକ୍ଷିଣ ଓଡ଼ିଶାକୁ ବି ଧ୍ୟାନ ଦିଅନ୍ତୁ। କାରଣ ରାଜନୀତି କଣ ଏଇଠି ଆରମ୍ଭ ହୁଏ ଆଉ ଶେଷ ଏମାନଙ୍କ ଦ୍ବାରା ହିଁ ହୁଏ।

    • @suryakantsahu4154
      @suryakantsahu4154 3 месяца назад +2

      Congress ku vote dia au dadan jao ...

    • @vigyan657
      @vigyan657 3 месяца назад

      @@suryakantsahu4154 bjp ku vote dei hhu.ebe Surat ru sabu loka asibe..odisha re world biggest textile pharmaceutical hub haba...dekhiba 5 years ,,kete company factory industry haba..

  • @santoshkumarajena8880
    @santoshkumarajena8880 3 месяца назад

    ସୌମ୍ୟରଂଜନ ପଟ୍ଟନାୟକ ଚିଟଫଣ୍ଡ କ୍ଷତି ଗ୍ରସ୍ତଙ୍କ ନେତୃତ୍ୱ ଧାରା ବାହିକ ରଖିଥିଲେ Ç M ହୋଇଥାନ୍ତେ

  • @sumanaacharya3679
    @sumanaacharya3679 3 месяца назад +6

    ଯଦି ଏସବୁ ଭିତିରି କଥା ଆପଣ ଏସବୁ କଉଁଠୁ ପାଇଲେ ।

  • @Kisanrajesh
    @Kisanrajesh 3 месяца назад

    ମାନନୀୟ, ମୁଖ୍ୟ ମନ୍ତ୍ରୀ 🙏
    ଦୋଷୀ କୁ ଉଚିତ୍ ଦଣ୍ଡ ଦୀୟନ୍ତୁ ,ଭେଦ ଭାବ, ଛୋଟ ବଡ଼, କାହିଁକି,?? ଯିଏ ଦୋଷୀ ଦଣ୍ଡ ପାଇବା ଉଚିତ୍ ,,,🙏

  • @dagreswargoud
    @dagreswargoud 3 месяца назад +8

    ପଙ୍କରୁ ପଦ୍ମ ଖେଳିବ ସବୁ ପରିସ୍ଥିତିକୁ ସାମ୍ନା କରି...

  • @kanhapatel1432
    @kanhapatel1432 3 месяца назад

    ଆଦିବାସୀ ଚେହେରା ଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

  • @SuchismitaMeher-v5p
    @SuchismitaMeher-v5p 3 месяца назад +4

    Thank you sir 🙏 apankara eei vedio jaruri thila,ama gendalia naveen babu nkara chamcha aau loka dekhania kumbhira kandana dekhauchanti ... Bhari irritate laguchi dekhiki ..
    Ama nua c.m nka pain bahut proud feel heuchi,samaste tanku sanman deiki adarare grahana kariba uchit ♥️🙏

  • @prakashrout2683
    @prakashrout2683 3 месяца назад +1

    Dhenkanal koila khani loot karibaku subidha heba adani reddy hei galani

  • @srinibashpradhan372
    @srinibashpradhan372 3 месяца назад +8

    ଜୟ ଶ୍ରୀ ଜଗନ୍ନାଥ 🙏

  • @indianbygenes
    @indianbygenes 3 месяца назад

    ପଦପେକ୍ଷ ଅତ୍ୟନ୍ତ ଗ୍ରହଣଯୋଗ୍ୟ । ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଶୁବେଚ୍ଛା ।

  • @PURNA7382
    @PURNA7382 3 месяца назад +5

    ନବୀନ ପଟ୍ଟନାୟକଙ୍କ ଅପେକ୍ଷା ମୋହନ ଚରଣ ମାଝୀ ବୋହୁତ ଭଲ।

  • @PankajDash-im9nw
    @PankajDash-im9nw 3 месяца назад

    ସୁରେଶ ପୂଜାରୀ ହୋଇଥିଲେ ବି ବଢିଆ ହେଇଥାନ୍ତା,

  • @nrushinghnathsahu1630
    @nrushinghnathsahu1630 3 месяца назад +6

    45 ବର୍ଷ ର ପଟନାୟକ ଶାସନ ବଦଳରେ ଏକ ସାଧାରଣ ମଣିଷ ର ଶାସନ ଆରମ୍ଭ ହେବାକୁ ଯାଉଛି.

    • @hardworkneverdies5679
      @hardworkneverdies5679 3 месяца назад

      ସାଧାରଣ ଲୋକ ର ସର୍ବଦା ସାଧାରଣ ଚିନ୍ତା ଧାରା 😂😂 ଓଡ଼ିଶା ପାଈଁ କ୍ଷତି... ଦକ୍ଷତା ନାହିଁ

  • @gyanranjan5358
    @gyanranjan5358 3 месяца назад

    ସାର୍ ଆପଣଙ୍କ ମତରେ ଓଡ଼ିଶା ନୂଆ ସରକାର ଠାକୁରଙ୍କ କୃପାରୁ ଭଲରେ ଚାଲୁଥାଉ

  • @prabirchandrabehera7381
    @prabirchandrabehera7381 3 месяца назад +12

    ମୋହନ ମାଝୀଙ୍କ କାନ୍ଧରେ ବନ୍ଧୁକ ରଖି ଶିକାର କରାଯିବା

  • @SidharthMishra99
    @SidharthMishra99 3 месяца назад +1

    Odisha bhagya re Bhala CM nahi,Bjp gote vote bank pai odisha ku lab experiment Rat karidela

  • @ajayabehera6582
    @ajayabehera6582 3 месяца назад +9

    Jay Jagannath

  • @niranjanmohapatra7219
    @niranjanmohapatra7219 3 месяца назад

    ହାଇ କମାଣ୍ଡ ଠିକ ନିଷ୍ପତ୍ତି ନେଇଛନ୍ତି। ଧନ୍ୟବାଦ ....

  • @GaganSamantaray-kl2cp
    @GaganSamantaray-kl2cp 3 месяца назад +5

    Sir,A CM does his best if he takes the suggestion of cabinet ministers.I think BJP must do the best in odisha.

  • @pratapsinghramakanta5213
    @pratapsinghramakanta5213 3 месяца назад +17

    ତୃତୀୟ ମହଲ ଓଡ଼ିଶାକୁ ନଚେଇବାକୁ ସୁବିଧା ହେବ...

  • @swadhikarbetaj3768
    @swadhikarbetaj3768 3 месяца назад +2

    ଯାହା ଚୟନ ହୋଇଛି ଠିକ ହୋଇଛି। ମୂଖ୍ଯ କଥା ହେଲା ବାବୁରାଜ୍ ଓ ଏକଛତ୍ରବାଦ ଯୁଗର ଅବସାନ ହେଲା।ଶାସନ ପରିଚାଳନା କିପରି ହେବ ,ଏକଥା ଆମେ ସମସ୍ତେ ଧୈର୍ଯ୍ଯ ଧରି ସମୟକୁ ଅପେକ୍ଷା କରିବା ଉଚିତ୍ ହେବ।

  • @pkpanda1371
    @pkpanda1371 3 месяца назад +10

    ସାମ୍ୱାଦିକ ନବୀନ ଦାସ ଆପଣ ଜାଣି ରଖନ୍ତୁ.... ନବୀନ ପଟ୍ଟନାୟକ କାଠ ପୂତୁଲି ମୁଖ୍ୟ ମନ୍ତ୍ରୀ ନ ଥିଲେ।
    ମୋହନ ମାଝି ଙ୍କୁ ଚଳାଇବେ ମନମୋହନ ସାମଲ।

    • @DocTapan
      @DocTapan 3 месяца назад

      Naveen patnaik ku pandian control karuthile

  • @satyachayaentertanment1870
    @satyachayaentertanment1870 3 месяца назад +1

    Anchor babu tame first kuha jagannath nko rana tame kou dala ro no kahile tama bansa budiba

  • @Bhonz_Kinjhir_Marshal_Baati
    @Bhonz_Kinjhir_Marshal_Baati 3 месяца назад +4

    ବହୁତ ବର୍ଷ ହୋଇଗଲା ଏଠି କରଣ ବ୍ରାହ୍ମଣ ଜଏଣ୍ଟ ଶାସନ କୁଶାସନ। ମୋଦିଜୀଙ୍କ କୃପାରୁ ଆଜିଠାରୁ ଓଡିଶାରୁ ସବୁଦିନ ପାଇଁ ଖତମ୍ ହୋଇଯିବ ଚିରାଚରିତ ବ୍ରାହ୍ମଣ କରଣ ଜଏଣ୍ଟ ଶାସନ କୁଶାସନ। ମୋହନ ମାଝୀ ସରକାର ଅଧିକ ସ୍ବାଗତଯୋଗ୍ୟ ଅଟେ।

  • @PankajDash-im9nw
    @PankajDash-im9nw 3 месяца назад

    ଧର୍ମେନ୍ଦ୍ର ପ୍ରଧାନ ଙ୍କ ଗୋଟି ଚାଳନା ଆଜ୍ଞା
    ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ହେଲେ,

  • @manjupravamishra8000
    @manjupravamishra8000 3 месяца назад +6

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @SomnathPradhan-df1bi
    @SomnathPradhan-df1bi 3 месяца назад

    No ଜାତି ଓ ଉପଜାତି...ଯୋଗ୍ୟତା re Mohan ji best

  • @debadattamohanty6740
    @debadattamohanty6740 3 месяца назад +6

    ସାର୍ ଆପଣ ଖୁସି ବିଲଡର ଠାରୁ ଟଙ୍କା ନେଇ ନିର୍ଦ୍ଦୋଷ ଲୋକ ମାନଙ୍କ ନାମ ରେ ଆପଣଙ୍କ ପ୍ରିଣ୍ଟ ମିଡିଆ ରେ କାଇଁ ଖବର ଛାପୂଛନ୍ତି