Haha thik thik biswa bhai, and ye pandu IAS purbaru jagannath nku bi bhakti karuthila sei pain exam bi. Clear karila and before that se janithila kendrapara ra basinda heba boli
Sir apanankara e ugra criticizing avatar ta dekhibaku bahut bhala laguchhi, au e sabu bhitare jau Desi gaunli bhasa ra chhunka deichhanti, seta vdo re pura char chand lagei dauchhi, ❤❤lots of love from BHADRAK
No words to congratulate you and your acumen in the larger interest of Odisha 's Democracy.This deep analysis of your channel has given a new strength to the people at large to start a fresh life in a revengeful mood to fight against corrupt officials those in the seats of power.
Sir Your analysis brought revolution in Odisha politics,let us see what bjp government will do in future.Sir you requested to watch bjp government’s activities.
Good evening sir, ur news is very good. I have nirbhaya news seen comming 1 years ago but many times provide only BJD against news. I hope kindly provide all tipus news . Your voice,, ward & motivation speech very well....
Excellent presentation. Very nice and lawful analysis. Many many thanks for your free and frank discussion. You are worthy of odisha. You opened the super plans of pandya . namaskar ji 🙏🙏.
My dear sir you are absolutely right 👍.After ruining Odisha he apologizes, Pandian should be ashamed.And according to us the Chief Minister should Sanyas first.Both are shameless.Being in such a high position, they make mistakes and then apologize.This politics is not a child's play. People's homes are ruined in it.Then what is the use of apologizing after destroying someone's house?These people should get appropriate punishment.A good deed always comes around. Bharat mata ki jai 🇮🇳🙏. Jai Shri Krishna 🙏🙏🙏🌺🌺🌺
@@RockySanz54 Hey fool keep your knowledge to yourself.No need to share too much knowledge.Because I am the head master of the school where you study.Stupid person!Stay within your limits.Today you laugh at others, tomorrow people will laugh at you.Because as you sow, so shall you reap.Stupid person!Stay within your limits.A good deed always comes around. Jai Shri Krishna 🙏

ସାର ଅପଣଂକ ପ୍ରୋଗ୍ରାମ ସରକାର ପରିବର୍ତନର ଏକ ଅନ୍ୟତମ ପ୍ରେରଣା ଏମିତି ହିଁ ଓଡ଼ିଆ ଲୋକଙ୍କୁ ସଚେତନ କରୁଥାନ୍ତୁ.......ଜୟ ଜଗନ୍ନାଥ
Really this program has changed odisha people's Mind and made cautious the people of odisha.
To maa bia de sir gehibo
S lol
Sir apana dirgha u huantu
@@bishnupriyamohanty9252 mane.....?
ଅତି ଉଚ୍ଚ କୋଟିର ବିଶ୍ଳେଷଣ । ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
ନିର୍ଭୟ ଗୁମର କଥା ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ନୂଆ ବିପ୍ଳବ ଆଣି ଦେଇଛି । ଅଶେଷ ଧନ୍ୟବାଦ ।
Ati chamatkaar sir 🙏🙏🙏
ଶ୍ରଦ୍ଧେୟ ନବୀନ ବାବୁ, ଆପଣ ଆଜି ସମଗ୍ର ଓଡିଶା ବାସୀଙ୍କ ହୃଦୟର କୋହ କୁ ହାଲୁକା କରିଦେଲେ । ଆପଣଙ୍କୁ ଅଶେଷ ଧନ୍ୟବାଦ ସହ ପ୍ରଣାମ ।🙏
ନବୀନଙ୍କ ନେତୃତ୍ୱରେ 5 ତାମିଲ ଓଡିଶାକୁ, ଓଡ଼ିଆ ଅସ୍ମିତାକୁ ପଦଦଳିତ କରିବାର ଯେଉଁ ଦୁଃସାହସ କରିଛନ୍ତି ଶ୍ରୀଜଗନ୍ନାଥ ସେମାନଙ୍କୁ କେବେବି କ୍ଷମା ଦେବେନି। ନିର୍ଭୟ ଗୁମର କଥା ରେ ଆପଣ ସେମାନଙ୍କର ଭିତିରି କଥାକୁ ଲୋକଲୋଚନ କୁ ଆଣି ଜନସାଧାରଣଙ୍କର ଆଖି ଖୋଲି ଦେଇଛନ୍ତି।
ଓଡିଆ ଙ୍କ ମାଡ଼ BJD ନେତା Pandian ନବୀନ ଭୂଲି ପାରିବେ ନାହିଁ ଜୟ ଜଗନ୍ନାଥ ମାଡ଼ ରେ ଜୋର୍ ଅଛି ଶବ୍ଦ ନାହିଁ
Bahut badhia comment, like your comment
Are magiha BJP kukuro to maa bia pochigalani jaa bjp Banda khaibu
ସାର୍ ଆପଣଙ୍କ ଏହି ପ୍ରସାରଣ ଟି ଟେଲିଭିଜନ୍ ରେ ଦେଖିବାକୁ ମିଳିଲେ ଆମ ଓଡ଼ିଶା ରେ ଥିବା ଛୋଟ ଛୋଟ ଗାଁ ମାନଙ୍କ ର ନିରୀହ ଲୋକ ମାନେ ବି ବହୁତ୍ ସଚେତନ ହୁଅନ୍ତେ। ତାଙ୍କୁ ବୋକା ବନେଇବା ପାଇଁ ବହୁତ୍ ଲୋକ ଅଛନ୍ତି କିନ୍ତୁ ସଚେତନ କରେଇବା ପାଇଁ କେହି ନାହାନ୍ତି। 🙏 ଜୟ ଜଗ୍ନାଥ 🙏
ଛୋଟ ଛୋଟ ଗାଁ ରେ ବି android ଅଛି
Yes
ପାଣ୍ଡୁ ତା ମୋବାଇଲ୍ ରେ ସବୁ ବିଷୟରେ ଦେଖୁଛି। ତେଣୁ ସେ ପୁରା ଛାନିଆ ହୋଇଗଲାଣି। ଯାହା ହେଲେ ବି ପାଣ୍ଡୁ ଇଡି ବା ସି ବି ଆଇ ଦ୍ଵାରା ଧରା ହେବ।
❤🎉
ପ୍ରଶାସନ ରୁ ରାଜନୀତିକୁ ଆସିବା ଅର୍ଥ ଭଦ୍ରଲୋକ ରୁ ବିଦାୟ ନେଇ ବେହିଆ ହୋଇ ଯାତ୍ରା ଦଳ organiser ହେବା। ସୁନ୍ଦର ଆଲୋଚନା କଲେ ନବୀନ ଦାସ ବାବୁ। ବହୁତ୍ ବହୁତ୍ ଧନ୍ୟବାଦ୍।
The Nirbhaya channel is the conscience keeper of Odisha.
ସତରେ ଏ ହି ଏପିସୋଡ ଟି ଟିଭି ରେ ପ୍ରଚାର ପ୍ରସାର କଲେ ଓଡ଼ିଆ ମାନଙ୍କ ପାଇଁ ମଂଗଳ ହୁଅନ୍ତି। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
ଏ ଦୁଇ ଦିନ ଆପଣ ଆମ ପାଖରେ ରହିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା।
କାଳିଆ ସବୁ ଦେଖୁଛି ଯଥା ସମୟରେ ସଠିକ୍ ଫଳ ଦେଉଛି ଏବଂ ସେହି ସମୟକୁ କେବଳ ଅପେକ୍ଷା ବାକି, ଜୟ ଜଗନ୍ନାଥ 🙏
ମୁଁ ତ କହିବି ଏ ନବୀନ ପଟ୍ଟନାୟକ pandian ଠାରୁ ଆହୁରି ମାରାତ୍ମକ।
Absolutely right mam.
Budha mc ta gay ta pandian thu seva nauthila aau taku sabu rulling power dauthila budha😂
👌
ପଣ୍ଡିଆଁନଭଳି ..
ଚୂତିଆ , ଭାଣ୍ଡୁଆ , ବେଲଜ୍ୟା ଗୁଡ଼ାକ
ଜେଲରେ ରହିଲେ " ପରିବର୍ତ୍ତନ " ହେଇ
ସଂସ୍କାରିତ ହେବେ .
Belajaya chutiya bana rahi ho
ନବୀନ ବାବୁ ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର। ସବୁ ଜଗନ୍ନାଥ କରିଛନ୍ତି ଓ ଆଗକୁ ମଧ୍ୟ ଆହୁରି ଅନେକ କିଛି କରିବେ।କେବଳ ଆମର ଦେଖିବାକୁ ଅପେକ୍ଷା।
ଆମ ଓଡ଼ିଆ ମାନଙ୍କ ଧନରେ ଏପାଣ୍ଡୁ ଅମାପ ଧନରେ ଅଧିକାରୀ
ସାର୍, ଚିଟ୍ ଫଣ୍ଡର ସିବିଆଇ ଇନଭେଷ୍ଟିଗେସନ ବନ୍ଦ ହବାର କାରଣ ବାବଦରେ କିଛି କୁହନ୍ତୁ। ଏ ନବୀନ ପାଣ୍ଡିଆ କୁ ସୁରକ୍ଷା କିଏ ଦେଲା ।
ସେ ବଡ ଚୋର କିଏ ?
ଖଜୁରି ଗଛର କି ଗୁଣ ଗାଇବେ ମୁଳରୁ ପାହାଚ ପାହାଚ ।
ଆପଣଙ୍କ ବିଶ୍ଳେଷଣ ପୁରା ଠିକ୍,,,,,,,,,,ନାଟକ ଆଉ ଚଳିବନି,,,ଓଡ଼ିଆ ଠିକ୍ ବୁଝିଗଲିଲେଣି,,,,,,
ନୂଆ ସରକାର CBI,ED inquiry
କରି ଏ ଦୁଇଜଣଙ୍କୁ ଗିରଫ କରିବା ଉଚିତ୍,,,,
Active ରାଜନୀତି ରୁ ସନ୍ନ୍ୟାସ ନେବା ପରେ ପରଦା ପଛରେ prompting କରିବ Pandian. BJD ଦଳରେ ଗୁରୁ ଶିଷ୍ୟ ଦୁହେଁ ସମାନ ଷ୍ଟାଟସ୍ ରେ ଅଛନ୍ତି। ଗୁରୁ ଶିଷ୍ୟ ଦୁହେଁ ସମାନ।
Really ହସିବା ଦାନ୍ତ ଆଉ ଦେଖେଇବା ଦାନ୍ତ ପୁରା ଅଲଗା. ଆଜି ଓଡ଼ିଆ କୁଆଡେ ଗଲା. ଖାଲି ଇଂଲିଶ.....
ସାର୍ ଆଗାମୀ ମୁଖ୍ୟମନ୍ତ୍ରୀ ଉପରେ ଏକ episode କରନ୍ତୁ।
Your analysis is great and perfect.
ଏ ଛୋଟ ଲୋକ ପାଣ୍ଡୁ ମନେ ରଖ ଏବେ ତ Bjd ବିରୋଧୀ ଦଳ ଅଛି. Next election ରେ ଶତI ହିଁ ରହିବ ନାହିଁ. ଜଗନ୍ନାଥ ଙ୍କ ରୋଶ ରେ ତୁ ଜେଲ ଯିବୁ.
ଖାଲି ସନ୍ୟାସ ନାହିଁ ଓଡିଶା ର ସମ୍ପତି ଜନସାଧାରଣ ଙ୍କ ର ପଇସା ଆଉ ଯେତେ corruption କରିଛନ୍ତି ତାହାର ହିସାବ ଏବଂ ହିଂସା ଏବଂ officer ରାଜ ଏହି ସବୁ ର ଉତ୍ତର କାହିଁ ଏ ଗପ କୁହନ୍ତୁନି ଓଡିଶା ବାସୀଙ୍କୁ କ୍ଷମା ମାଗିବାକୁ ପଡିବ ଖାଲି bjd କୁ ନୁହେଁ
Jay Shriram
ହେ ଜଗନ୍ନାଥ.. ମୁଁ ଥରୁଟିଏ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକ କୁ ଜେଲ୍ ଭିତରେ ଦେଖିବାକୁ ଚାହେଁ।
Right
Right
Absolutely.
Very nice explanation.
Please keep it up to save Odisha and odias . It should reach to the ears of every body. Long live Sir .
ସାର୍ ଆଜି ଆପଣଙ୍କ ସାର୍ଟ ଟା ପୁରା ମାର୍କେଟ ଜାଳିଦେଲା 🙏🙏🙏
ଗଣତନ୍ତ୍ର ରେ ବିରୋଧୀ ଦଳର ପ୍ରମୁଖ ଭୁମିକା ରହିଛି । ନବୀନ ପଟ୍ଟନାୟକ ମୁଖ୍ଯମନ୍ତ୍ରୀ ତଥା ଭଲ ରାଜନେତା ହିସାବରେ ସାରା ଭାରତରେ ସୁନାମ ରହିଛି । ଓଡ଼ିଶାବାସୀ ଆଶା କଂ ରହିଛି ନବୀନ ପଟ୍ଟନାୟକ ଭଲ ବିରୋଧୀ ଦଳ ନେତା ହିସାବରେ ଭାରତ ବର୍ଷ ରେ ସୁନାମ ଅର୍ଜନ କରିବା ସହ ଗଣତନ୍ତ୍ର ର ରକ୍ଷାକର୍ତ୍ତା ହେବେ.....
ଠିକ୍ କହିଛନ୍ତି । ପାଣ୍ଡିୟାନ ମହାଶୟ ଅଭିନୟ କରୁଛନ୍ତି।ବୃଦ୍ଧ ବ୍ୟାଘ୍ର ପରି କଙ୍କଣ ହଲାଉଛନ୍ତି।
Thanks sir good night. Beautiful analysis of new Sanyashi. Jay Jagannath . Jay Nirvaya Gumar Katha.👍
ଆଜ୍ଞା ଏ ପୂର୍ବରୁ ଓଡିଶା ନବୀନ ବାବୁଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହେଇ ଓଡିଶା ଆସିଥିବା କଥା କହିଥିଲେ ଏବେ ସ୍ତ୍ରୀ ର ପରିବାର କଥା କହୁଛି
But he is right in saying that. He married Sujata in 2000 then he joined Odisha cadre in 2002. He started his career in Punjab cadre in 2000
Exactly..
Absolutely right
ସାର ଇଏ ତ ସୁଜାତା କୁ ବାହା ହେଲା ୨୦୦୭ ରେ ଓଡ଼ିଶାକୁ ଆସିଲା ୨୦୦୨ ରେ ଇଏ କିପରି କହୁଛି ମୋର ପରିବାର କେନ୍ଦ୍ରାପଡ଼ା ରେ ଥିବା ଯୋଗୁଁ ଆସିଲୀ ବୋଲି
Haha thik thik biswa bhai, and ye pandu IAS purbaru jagannath nku bi bhakti karuthila sei pain exam bi. Clear karila and before that se janithila kendrapara ra basinda heba boli
@@truptilatadas450 na na bilkul nuha , Tama bhalia genda administration services re tame b dadan palao
@@hiteshkumarpradhan254 mu kn dadan jibi mu already govt employee
@@truptilatadas450 bhakuda dala Tama bhalia pila corruption kariki paisa deiki govt. Job kariki corrupted neta office nku butter mariki job karanti , ebe ta BJP asila jao Kerala gujrat banglore Bombay nahlee 5T bag neiki Laccmi bus r tamilnadu palao,
Eita pagola ta pandian 😂😂
Thank you sir for educating the Odisha public.
Sir apanku bahut bahut dhanyavad.Bahut tathya odisha basinku janaile eahi episode madhyamare.jay jagannath.
Lots of thanks for your beautiful wordings...GOD bless you..
ଓଡ଼ିଆ-
ଜାଗ୍ରତ !
ଜାଗ୍ରତ !!
ଜାଗ୍ରତ !!!
You are engaged in activating the awareness of Innocent Odias.. thanks for that.. I bless you..
ଓ ଟି ଭି, ଅର୍ଗସ ଟିଭ ଓ ନିର୍ଭୟ ଚାନେଲ ହେଲେ ଓରିଯିନାଲ ହିରୋ। ଏହି ଚାନେଲ ଯୋଗୁ ଲୋକେ ପ୍ରକୃତ କଥା ଜାଣିଲେ ଓ ପରେ ବିଜେଡିକୁ ପ୍ରଚଣ୍ଡ ଆକ୍ରମଣ କରି ଗାଦିଚ୍ୟୁତ କଲେ।
Otv katha kuhantuni, jete bele malika BJD re thile kete sata katha dekhauthile.
ଏବେ ପାଣ୍ଡୁ ନିଜେ ଚୁଟିଆ ବନି ଓଡିଶା ଲୋକ ଙ୍କ ଗୋଡ଼ ତଳେ ପଡୁଛି l
NAVIN IS 100% RESPOSIBLE FOR THIS BJD DEFEAT. NAVIN CANT SAVE PANDU
ଇଏ ଗୁରୁ ଶିଷ୍ୟ କେଉଁଦିନ ହେଲେ, ଦକ୍ଷିଣା ଦେଇ ନ ଥିଲେ କି ?
ସାର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାମକୁ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ ସଚିବ କିନ୍ତୁ ପୂରା କ୍ଷମତା ମୁଖ୍ୟମନ୍ତ୍ରୀ ର ଭୋଗ କରୁଥିଲେ l ତୁତ ମୁତୁରି ମୁତ ମୁତୁରି ହେଂସ ଧୋଇବା କାଇଁ ପାଇଁ ଓଡ଼ିଆ ଙ୍କୁ ଚୁତିୟା ବନେଇ ରଖିଥିଲେ ଅଘକୁ ବନେଇ ଥାନ୍ତେ ମଧ୍ଯ l
Always accurate analysis..
We are Proud of you
Excellent..
Nice analysis.apana jaha kahichanti absolutely right.
❤
ବହୁତ୍ ସୁନ୍ଦର୍ ବ୍ୟାଖ୍ୟା,,,,
Sir apanankara e ugra criticizing avatar ta dekhibaku bahut bhala laguchhi, au e sabu bhitare jau Desi gaunli bhasa ra chhunka deichhanti, seta vdo re pura char chand lagei dauchhi, ❤❤lots of love from BHADRAK
BJP, congress ପାଇ ଟିକେ କୁହନ୍ତୁ ଟିକେ.......
Every excellent analysis..
ଆଗରୁ ମାଲିକ ଓ ହଳିଆ କୁଆଡେ ସୋଇଥିଲ .....ଏବେ ଡ୍ରାମା ଦେଖାଉଛ....ଠିକ୍ ସମୟରେ ଠିକ୍ ଜାଗାରେ ଓଡ଼ିଆ ଜାତି ଠିକ୍ ଜାଗାରେ ମାଡ଼ ମାରିଛନ୍ତି ......ଜଉ ଜlଗରେ ମାଡ଼ ହୋଇଛି କିଏ ଦେଖିଛ କି..... ଜୟ ଜଗନ୍ନାଥ
Ye programme odisha ra gote sarva shresta programme, please continue with real true stories
Thanks you
ଜୟ ଶ୍ରୀ ଜଗନ୍ନାଥ
ସେ ଜାଣି ରଖିବା ଉଚିତ ଯେ ଓଡିଶାର କୋଟି କୋଟି ଲୋକ ଗଜପତି ପୁରୁଷୋତ୍ତମ ଦେବକଂର ଦାୟାଦ ଯାହାକଂ ପାଇଁ ଜଗା ବଳିଆ ରଣ କ୍ଷେତ୍ର କୁ ଓହ୍ଲେଇ ବିଜୟ ମୁକୁଟ ପିନ୍ଧାଇ ଦେଇଥିଲେ......
ସମସ୍ତ ଓଡିଆ ବାସୀ ଖୁବ୍ ବୁଦ୍ଧିମାନ ଓ ସାହାସୀ ଏ ସବୁ ଚକାନୟନ ର ପାଲଟା ଉପହାର..........
ଯଦି ପଣ୍ଡିଆନ ଙ୍କ ସମୟରେ ବିକାଶ ହୋଇଛି ଆଉ ପ୍ରବଳ ଜନପ୍ରିୟ ପରିକ୍ରମା ପ୍ରକଳ୍ପ ହୋଇଛି; ତେବେ bjd ହାରୁ ହାରୁ ମନ୍ଦିର ଫୋକସ ଲାଇଟ୍ ଆଉ ଜଗନ୍ନାଥ museum ର ଆସବାବପତ୍ର କିଏ ଖୋଲି ନେଉଛି?
Absolutely right Sir, this is another New drama of Pandian to fool us.
Chamatkaar Analysis. Worth sharing
ଯେଉଁ ମାସ୍କ ଗୁଡିକ କିଣା ହୋଇଥିଲା କୋଭିଡ୍ ସମୟରେ ଲକ୍ଷ ଲକ୍ଷ ପରିମାଣରେ ସରକାର କୁଆଡେ ଦଶ ଟଙ୍କା ଦାମ୍ ଦେଇଛନ୍ତି । କିନ୍ତୁ ମୁଁ ଏକ ଶହ କିଣିଲି ଦୁଇ ଟଙ୍କା ହିସାବରେ।
True nobody clarifies that I have not earned it shows the entry to his loot
ନବୀନ ବାବୁଙ୍କୁ ପାଣ୍ଡିଆନ କେତେ ଶ୍ରଦ୍ଧା ଯୋଗେଇ ଦେଇଛନ୍ତି।ସେ କେବେ ହେଲେ ପାଣ୍ଡୁ କୁ ଛାଡି ପାରିବେନି।
Gupta samparka achi.
ସାର, ପାଣ୍ଡିଆନ ମାଧ୍ୟମ ରେ ସବୁ ଗଫଲଟି କରିଛି ନବୀନ ବାବୁ, କାଳେ କହୀ ଦବ, ସେଥିପାଇଁ
Sir,apana question 100% thik.
ଗୋଇଠା ମାରି ବିଷ୍ଣୁ ହେଲେ କିଛି ଲାଭ ନାହିଁ। ସବୁ ଓଡ଼ିଶା ବାସୀ BJD ଦଳର କ୍ରୀତଦାସ ପ୍ରକୃତି ର ନୁହଁନ୍ତି। ନବୀନ ବାବୁ ଙ୍କ ର କିଛି ଦୁର୍ବଳତା ଥିବାରୁ ସେ Pandian କୁ କୋଳରେ ବସେଇ ପାରନ୍ତି, କିନ୍ତୁ ସମସ୍ତ ଓଡ଼ିଶା ବାସୀ କେବେ Pandian ର ମୁଖ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ନାହିଁ ସେମାନଙ୍କ ଦେହରେ ଯଦି ଓଡିଆ ରକ୍ତ ଥିବ।
Actually swabhiman ଓଡ଼ିଆ ହେଇ ଥିଲେ 1seat bi ପାଇ ନ ନଥାନ୍ତା
Nabin patnayak kaun Odia?Se ta odishara 30 to dist ra nama kahi paribani..
Sir sara Odisha basi nku sachetana karithibaru apana nku bahut bahut dhanyavad 🙏
ଠକିବା, ମିଛ କହିବା, ଜାଲିଆତି କରିବା, ଧମକାଇ କାମ ଆଦାୟ କରିବା, ଅର୍ଥ ଆତ୍ମସାତ କରିବା ଇତ୍ୟାଦି କଳା (ଓ ବିଜ୍ଞାନ) ବିଷୟରେ ଓଡିଶାବାସୀ, ଓଡିଆ ନେତା ଓ ସରକାରୀ ଚାକିରିଆଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ନବୀନ ବାବୁଙ୍କ ନାମରେ ଭୁବନେଶ୍ୱରରେ ହେଉ ଓ ଏହାର ପ୍ରଥମ ମହାନିର୍ଦ୍ଦେଶକ ପାଣ୍ଡିଆନ ହୁଅନ୍ତୁ
No words to congratulate you and your acumen in the larger interest of Odisha 's Democracy.This deep analysis of your channel has given a new strength to the people at large to start a fresh life in a revengeful mood to fight against corrupt officials those in the seats of power.
ସବୁ ଲୁଟିଲୁ ଓଡିଶା କୁ ଋଣ ରେ ବୁଡେଇ, ତୁ ସଳା କି ବାଳ ନେତାଟା, ତୋତେ ଏତେ ସାହସ ଦେଲେକିଏ ଭୁଲ ତୋର ନୁହେଁ ତୋତେ ଆଣିଥିବା ଚୁତିଆ ଟା, ବଡ଼ ହାରାମି ନବୀନ,
Nirbhay news right now👍👍👍👍
ଓଡିଶା କୁ ଲୁଟିଲା ସେ ଧନ ସମ୍ପଦ କୁ ନୂଆ ସରକାର ବାହାର କରିବେକି
Very indepth study and analysis sir. It has opened my eye and now crystal clear who is what.
Efficient Odiya IAS officer like M S Padhi was thrown in to garbage by Pandian only
Sir
Your analysis brought revolution in Odisha politics,let us see what bjp government will do in future.Sir you requested to watch bjp government’s activities.
ପାଣ୍ଡୁ ଜଣେ naatuaa,ଏହା ଏକ ଡ୍ରାମା ବାଜି,କିନ୍ତୁ ଓଡ଼ିଆ ଲୋକ ବୁଝିଲେନି ଏବେ ନୁହେଁ ତ କେବେ ନୁହେଁ
Nirdyanda ରେ କହୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ସାର
ଯୁଆଡେ ଯିବେ ଖାଲି ପାଣ୍ଡୁର , ପ୍ରୋଜେକ୍ଟ, ଫାଇଭ୍ ଷ୍ଟାର ହୋଟେଲ ବି ଭୁବନେଶ୍ବରରେ ଅଛି ସାର୍ , ମୁଁ ଶୁଣିଛି ପାଣ୍ଡିଆନ୍ କୁଆଡେ ତୃତୀୟ ଧନୀ ତାମିଲ ନାଡୁ ର। ଜଣେ ସରକାରୀ କରମଚାରୀ ତୃତୀୟ ଧନୀ ହେଲା କେମିତି?। ସବୁ ଓଡ଼ିଶାର ଲୁଟୁଛି।
Telengana na tamilnadu?
@@soumyakantapradhan4212 sorry Tamilnadu
ଅଶେଷ ଧନ୍ୟବାଦ sir ଏ ସୁନ୍ଦର ଉପସ୍ଥାପନା ପାଇଁ 🙏
ଇଏ ଓଡିଶା ଲୋକଙ୍କୁ ବୋକା ବନାଉଛନ୍ତି, ଆଉ ନବୀନ ମଧ୍ୟ ମହା ହରମଜାଡା
Hnn lok bhabu chanti ea sanysa nela kintu odisha ru jete lutichi kebe khaile saribani odisha lok bhakua cbi kale dhariba sethi pai ae palne 😅
@@BapunSahu-mf8cjOdia loka sabu mendha mg gudaka especially coastal area loka paschim Odisha loka adhika BJP ku deiki jitechanti ethara....
ଯେମିତିକl ଲମ୍ବା ଚଉଡ଼ା ଷ୍ଟେଜ ଓଡ଼ିଶାରେ ବୁଲି ବୁଲି BJP ର ବଡ଼ ବଡ଼ ନେତା ମାନଙ୍କ ର ମଜାକ କରୁଥିଲା , ଠିକ୍ ସେଇଭଳି ଲମ୍ବା ଚଉଡ଼ା ଷ୍ଟେଜ ରେ ଠିଆ ହେଇ ସବୁ ଓଡ଼ିଆ ଲୋକଙ୍କୁ କ୍ଷମା ମାଗନ୍ତୁ l
It is a very good drama to divert the attention of the people
Really sir absolutely correct information
ୟାକୁ ଓଡିଶା ରୁ ବାହାର କରିବା ପାଇଁ କାହାର ସାହାସ ଅଛି ଏବଂ ଏ କାର୍ଯ୍ୟ କଲେ ଧନ୍ଯବାଦ ର ପାତ୍ର ହେବେ🎉
ଇଡି ସିବିଆଇ 😊
❤️Sir, ଜୟ ଜଗନ୍ନାଥ. ଆପଣ ଙ୍କର ଉପସ୍ଥାପନା ବହୁତ ଭଲ, ମାତ୍ର ଦୟାକରି ଟିକିଏ ନିରାପକ୍ଷତା ଅବଲମ୍ବନ କଲେ ଆହୁରି ଭଲ ହେବ
ଯା ହେଉ ଜଗନ୍ନାଥ ଙ୍କ କୃପାରୁ ଓଡ଼ିଶା ରକ୍ଷା ପାଇ ଗଲା 4 ତାରିଖରେ। v k ଶଶିକଳା ଯଦି ପ୍ରକୃତ ରେ bjd ରୁ ଦୁରେଇ ଗଲା ତେବେ ଦଳ ବର୍ତ୍ତୀ ଯିବ।କିନ୍ତୁ ମୋର ସନ୍ଦେହ କାରଣ ଧୃତରାଷ୍ଟ୍ର ତ ସାଢେ 4 କୋଟି ଲୋକ ମତ ବିରୋଧରେ ତାଙ୍କୁ clean chit ଦେଲେ। ଭବିଷ୍ୟତ ରେ ଏମିତି ହେବନି ତ Mr ଅରୁଣ ଙ୍କୁ ଆଗରେ ରଖି ପାଣ୍ଡୁ ଦ୍ଵାରା ପଛରୁ ଦଳ ଓ ପାଣ୍ଠିକୁ କବ୍ଜା କରିବା ମତଲବ। ପ୍ରଭୁ ଜଗନ୍ନାଥ ବିଜୁ ବାବୁଙ୍କ ଦଳ କୁ ରକ୍ଷା କରନ୍ତୁ
Good evening sir, ur news is very good. I have nirbhaya news seen comming 1 years ago but many times provide only BJD against news. I hope kindly provide all tipus news . Your voice,, ward & motivation speech very well....
ଆଉ ସତ୍ୟ ପ୍ରକାଶ ଙ୍କ ବିଷୟରେ କହିଲେ ନାହିଁ। ତାଙ୍କୁ ମଧ୍ଯ ଛାଡ଼ି ନାହାଁନ୍ତି।
Bahut Bhala lagila
Jay shree Jagannath 🙏🏾
Satya Satya Satya
Jay shree Jagannath
Excellent presentation. Very nice and lawful analysis. Many many thanks for your free and frank discussion. You are worthy of odisha. You opened the super plans of pandya . namaskar ji 🙏🙏.
ଛି ଛି କୁଳାଙ୍ଗାର ଟା, ଓଡ଼ିଆ ଙ୍କୁ ଚୁଟିଆ ବନେଇ ବା ପାଇଁ ଚେଷ୍ଟା କରୁଛି।
ଆପଣ ସତ କଥା କହିଲେ।
ED, CBI ଶିଘ୍ର ତଦନ୍ତ ହେବା ଦରକାର।
Awesome analysis. Proud of you ❤
ସାରା ଓଡ଼ିଶା ଦେଖିବାକୁ ଚାହିଁ ବସିଛି ପାଣ୍ଡୁବାବୁ କେବେ jail ଯିବେ।
Right Katha
ଆପଣଙ୍କ କଥା ଓ ଯୁକ୍ତି ଗୁଡିକ ଶତ ପ୍ରତିଶତ ଠିକ୍,କିନ୍ତୁ ଡର ଲାଗୁଛି ମୋତେ ସେମାନେ ଆପଣଙ୍କ ଉପରେ ପ୍ରତିଶୋଧ ନେଇ ପାରନ୍ତି,
Sala haramjada ku jail re na pureiba jae jane bi sachha odia bisrama nebe nahin.
COVID ସମୟରେ ତିରିଶ ଜିଲ୍ଲା ବୁଲି COVID ପାଇଁ ଯାହା କିଣା ଯାଉଥିଲା ତାହାର PC ସଂଗ୍ରହ ପାଇଁ ବୋଧେ ଚାରିଆଡ଼େ ବୁଲୁଥିଲେ Pandian sir.
Gote Sima thaa michha kahibare😡
@@princerajesh475oh to te badhuchhi now pandian in Naveen niwas Ask him he will apply for CBI enquiry
Then everything will be clear
@@subhankarpanda7571 1st adani upare Ed au CBI lagajau dekhiba😂😅
Parama ta, sir. Absolutely right. We should be aware.
My dear sir you are absolutely right 👍.After ruining Odisha he apologizes, Pandian should be ashamed.And according to us the Chief Minister should Sanyas first.Both are shameless.Being in such a high position, they make mistakes and then apologize.This politics is not a child's play. People's homes are ruined in it.Then what is the use of apologizing after destroying someone's house?These people should get appropriate punishment.A good deed always comes around. Bharat mata ki jai 🇮🇳🙏. Jai Shri Krishna 🙏🙏🙏🌺🌺🌺
You still calling Neveen Patnaik "Chief Minister" in present tense says it all😂
@@RockySanz54till now he is care taker CM till new cabinet is not formed