🔵 Unveiling The Truth With Advocate Piku Patnaik || Kanak News
HTML-код
- Опубликовано: 27 сен 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha
ପିକୁ ଭାଇନଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏
ଆପଣ ଶୁଣିବେ ନା ଆଉ ଆପଣ ଶୁଣିବେ ନା ଆଉ😂😂😂😂😂ପୁରୀ ଲୋକ ଼଼଼଼ କଥା ଗୁଡିକ ସୁନ୍ଦର ଓ ନିଆରା, ମାଲିକେ ଼଼଼଼଼଼
ଜୟ ଜଗନ୍ନାଥ ସ୍ଵାମୀ। ଆପଣଙ୍କ ଏଭଳି ପ୍ରୟାସ ଜାରି ରହୁ। ହେ ମଣିମା ଏଭଳି ମହାନୁଭବ ଙ୍କୁ ନିଜର ସେନା ବନେଇ ଥିବାରୁ ଆପଣଙ୍କୁ ଅଭିନନ୍ଦନ।
Piku bhai camera ଆଗରେ ଯେତିକି ପାଟି ଓ ରାଗନ୍ତି, camera ପଛରେ ସେ ସେତେ ନମ୍ର ଓ ଶାନ୍ତ, ଆପଣ ଜାଣି ପାରିବେ ନାହିଁ ଏ ବ୍ୟକ୍ତି ଏମିତି ପାଟି କରିପାରେ,
ଆପଣତ କାଳିଆରାଜାର ପାଖ ଲୋକ. ଆପଣ ଭାଗ୍ୟବାନ. ଆମେ ହତଭାଗ୍ୟ. 🙏ଜୟ ଜଗନ୍ନାଥ ସ୍ୱାମୀ🙏
Real hero Piku pattanaik JAY JAGANNATH 🙏🙏🙏
ଧନ୍ୟବାଦ 👍, ପିଙ୍କୁ ଭାଇ ମାଡିଚାଲ, ଜୟ ଜଗନ୍ନାଥ
ପ୍ରିୟ ପଟ୍ଟନାୟକ ସତ କଥା କହନ୍ତି. ନିର୍ଭୀକ ବ୍ଯକ୍ତି.
ଜୟଜଗନ୍ନାଥ ❤❤❤
ବହୁତ ସୁନ୍ଦର ଓ ସତ୍ୟକଥା କହୁଛନ୍ତି ପିଙ୍କୁ ଭାଇ । ଆପଣ ଦୀର୍ଘାୟୁ ଜୀବନ କାମନା କରୁଅଛୁ ।
Ur a great anchor in odisha I like ur style
ବହୁତ ଖୁସି ଲାଗିଲା ଆପଣଙ୍କ ଆଲୋଚନା ଶୁଣି | ହେ କାଳିଆ ଭକ୍ତ, ଓଡିଶା ପାଇଁ ଓଡ଼ିଆଙ୍କ ପାଇଁ, ପ୍ରତି ଓଡ଼ିଆର ମୁରବୀ,- ପ୍ରଭୁ କାଳିଆଙ୍କ ପାଇଁ ଆପଣଙ୍କ ସଂଗ୍ରାମ ଜାରି ରହୁ 🙏🙏🙏
Q
ଧନ୍ୟବାଦ ଆଜ୍ଞା. ବହୁତୁ ବଢିଆ କଥା କହିଲେ. ଯାହାହେଲେ ପ୍ରଭୂଙ୍କ ଭକ୍ତ. ଜୟ ପ୍ରଭୂ 🙏
ଜୟ ସତ୍ୟ ସନାତନ ଧର୍ମ ଜୟ ଶ୍ରୀ ରାମ
Salam and naman to Pinku babu for his truth voice against corruption
Bhaina kn kahile maa
jay jagannath god bless you 😘😚
କାଳିଆର ସେନାପତିଙ୍କୁ ହୃଦୟରୁ କୋଟି ପ୍ରଣାମ❤️🙏🙏🙏
ଆପଣ ହେଉଛନ୍ତି ରିୟଲ ଓକିଲ ସାର 🇮🇳
ବହୁତ ଭଲ ଲାଗିଲା ❤ଜୟ ଜଗନ୍ନାଥ ମହାପ୍ରଭୁ ❤
Jay Jagannath ❤️🙏
I am very happy to listen the debate between piku Babu and Kanak news. ❤❤❤
I Like him very much, Jay Jagannath🙏
Jay jaganatha ⭕‼️⭕🙏🙏 piku bhai God bless you 👌👌
Piku ଭାଇନା ବହୁତ ଧନ୍ୟବାଦ ଆପଣ ଙ୍କୁ ଜୟ ଜଗନ୍ନାଥ
He is the best news anchor..the way he is anchoring the best...
Piku Pattanaik also dynamite, who can destroy in the sec bro.. I thought, the anchor is not fit. 😂
Sir aapanaka Katha bhala Lage...
Jay jagannath....
Last katha ta bahut bhala lagila ...piku bhai ....jay jagannath ..you r right 👍
U R right Sri
ଓଡ଼ିଶାରେ ଏହିଭଳି ନେତୃତ୍ୱ ର ଆବଶ୍ୟକ ଅଛି
Hearty Congratulations Piku Patnaik ji for your clear presentation with open heart 💐Odisha is proud of you for your fight for our own Lord Jagannath culture 💐💐🙏
Jay Jagannath🙏⭕‼️⭕🙏
ଜୟ ଜଗନ୍ନାଥ
ସଚ୍ଚାକଥା ଏବ୍ଯକ୍ତି ଜଗନ୍ନାଥଙ୍କର କରୁଣାରୁହିଁ ଏମିତି କର୍ମକରନ୍ତୁ.
Puri will be proud to find such a diamond like you ❤️#pikupattanik
DHARMAR JAY. Great post GREAT INSPIRATION FOR ALL. GOD BLESS YOU AND YOUR FAMILY MEMBERS JAY JAGANNATH
🎉🎉🎉🎉🎉❤❤❤❤ good programme...🎉🎉
ପିକୁ ଭାଇ ବହୁତ ସୁନ୍ଦର ପଦକ୍ଷେପ ନିଅନ୍ତି
ଜୟ ଶ୍ରୀ ଜଗନ୍ନାଥ ପିକୁ ଭାଇ ଆପଣଙ୍କୁ ଆଶିର୍ବାଦ କରନ୍ତୁ।
ଅତି ସୁନ୍ଦର ସାକ୍ଷାତକାର ଧନ୍ୟବାଦ କନକ ଖବର, ଧନ୍ୟବାଦ ପଟନାୟକ ସାର, ଫ୍ୟାନ ଚୋରି କେଶ ଥିଲା ବରିଷ୍ଟ ରାଜନେତା ଦାମୋଦର ରାଉତ ଙ୍କ ର ଏଵେ ପିଙ୍କୁ ପଟନାୟକ ଙ୍କ ନାମରେ,ଭବିଷ୍ୟତ ରେ ରାଜନେତା ହେବେ ନିଶ୍ଚୟ 👍
ପିଙ୍କୁଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ 🙏🙏🚩
This is the best of the best programs done by kanak TV . Manas sir presentation is apriciatable, very very attractive
जब तक पांडियन उड़ीसा में है ab tak Odisha अब तक उड़ीसा बर्बाद है
Koti koti pranam ❤❤❤❤
ଜୟ ଶ୍ରୀଜଗନ୍ନାଥ.. ଲଢେଇ ଜାରି ଅଛି ଜାରି ରହିବ।
ଆଜି ନନା ଆପଣଙ୍କ ଯୋଗୁ ଓଡ଼ିଶାର ପରିଦର୍ଶନ ହେଇପାରିଛି ।
Bhai dhanyabad .
Pikubhai kholahrudaya loka aau shingha Jay jagannath
ଜୟ ଜଗନ୍ନାଥ। ନମସ୍କାର।ଆପଣ ଯଦି ପ୍ରକୃତରେ ଜଗନ୍ନାଥ ଭଗବାନ ଙ୍କ ସେନା ତାହାହେଲେ ନବୀନ ପଟ୍ଟନାୟକ କିମ୍ବା ପାଣ୍ଡିଆନ୍ ଏଥର ଯେପରି ମୁଖ୍ୟମନ୍ତ୍ରୀ ଭାବରେ ସରକାର ଗଢିନପାରନ୍ତି।ଏକ ଜନଆନ୍ଦୋଳନ ଦରକାର। ସେଥିପାଇଁ ଜଗନ୍ନାଥ ଧାମ ରୁ ଏକ ରାଲି ନବୀନ ନିବାସ ଘେରାଉ କରିବାପାଇଁ ଚେଷ୍ଟା କରିବେ ବୋଲି ଆଶା। ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେଲେ ପାଣ୍ଡିଆନ୍ ତାମିଲ ଲୋକ ଓଡ଼ିଶା କୁ ଶାସନ କରିବ। ନମସ୍କାର ଜୟ ଜଗନ୍ନାଥ।
Thank you
Manash bhai au thare bahut jaldi piku bhai nku news room ku anantu bahut kichi jagannath nka kama bisayare janibara pai achi
ସ୍ନେକ୍ ଆଉ ପଟ୍ଟନାୟକ, ଏମାନଙ୍କୁ ଭରସା ନାହିଁ
ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ମାଗୁଣୀ ଠାକୁରେ ତୁମକୁ ଖୁସିରେ ରଖିଥାଆନ୍ତୁ ପିକୁbabu
ପିଲା ଦିନର ଚୋରି କଥା ପଚାରିବା ଭୁଲ, ଆଉ ସବୁ ସାକ୍ଷାତ କାର ଠିକ, 👍
Pranam bhai
Interesting video.....
ଏ ସାମ୍ବାଦିକ ବାବୁ ଭଦ୍ରାମି ସହିତ ସିଧା ଛିଡ଼ା ହୋଇ ପ୍ରଶ୍ନ ଉତ୍ତର କରନ୍ତୁ।
very nice conversation Sir really grateful to u
Excellent interview at the Services of Mankind
Piku sir jay Jagannath
Ja shree ram ବଢ଼ଭାଇ ଏମିତି ଖବର ଆଗକୁ ଆଣନ୍ତୁ ja shree ram
Pinku bhaina jagannath apananka paribar ku bhala re rakhantu god bless you
Piku Bhai Jindabad. Jay Jagannath
Jay Jagannath Jay Jagannath 🙏🙏
ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଯିଏ ସଦା ତତ୍ପର ସେ ସିଂହ.........
ପିକୁ ବାବୁ କଣ କେବଳ ପୁରୀ ପାଇଁ ଓଡିଶା କିମ୍ବା ବାକି ଜଗନ୍ନାଥ ସାମ୍ରାଜ୍ୟ ପାଇଁ ନୁହଁନ୍ତି ?
କନକ ଟିଭି ଙ୍କ ପାଖରେ ଆଉ କୋଉ ଅଭିଯୋଗ ମିଳିଲାନି ସେ ପଙ୍ଖା ଚୋରି କରିଛନ୍ତି ସେ ମା ରାମଚଣ୍ଡୀ ମନ୍ଦିର ରେ ଗହଳି କରିଛନ୍ତି ଏ ପ୍ରଶ୍ନ ପଚାରିବା ଟା ଠିକ୍ ହେଲାନି
ମୋର ଅନୁରୋଧ ଅନ୍ୟ ଜିଲ୍ଲା ରୁ ଯାଉ ଥିବା ଲୋକ ପୁରି କି ଦୟା କରି ମନ୍ଦିର ପରିସର ରେ ନନା ପୂଜକ ଆଉ ମନ୍ଦିର ରେ ଭୋଗ ରାଗ ଦୋକାନୀ ଭାଇ ମାନେ ଭଲ ବେବହାର କରନ୍ତୁ
ସାବାସ୍ ପିକୁ ସାର୍
ପିକୁ sir ଙ୍କର ଆଜି ଠୁ ମୁଁ fan ହେଇ ଗଲି 👏👏👏
ସାକ୍ଷାତକାର ବହୁତ ସୁନ୍ଦର
Jay shree jaganath😢
Jay Jagannath agnya❤🙏
କାମୁଡି ଦେବେ ସତରେ । ତମେ ବଞ୍ଚିଗଲ l
ଜୟ ଜଗନ୍ନାଥ ହରିବୋଲ
Jay jagannath पीकू भाई, thankyou
Piku Pattnaik is the idol of jagannath devotee...real true fighter for Prabhu lord jagannath 🙏
Piku Patnaik Sir Is 💯 Percent Correct 🙏
Excellent Jay Jagannath 🎉🎉
ଜଗନ୍ନାଥ ସଂସ୍କୃତି ର ରକ୍ଷକ ଶ୍ରୀ ପିକୁ ସାର ଙ୍କୁ ହୃଦୟ ରୁ ନମସ୍କାର 🙏🏻🙏🏻🙏🏻ଜଜୟ ଜଗନ୍ନାଥ
JAY JAGANNATH❤
Thank uui sir......mun apanaka bisaya re bapa thu mor bahut bhala katha sunichi....thank uu sir ..
Kanak news is the best of odisha channel
Right brother
Jay jagannath piku Babu ❤❤❤
One of my favourite leader of puri jay jaganath 🙏
Right💯🙏 jai jagannath ❤❤❤
Jagannath Prabhu guided you Sir❤
Truth is truth.. namaskar piku naina ..jai jagannath..kanak channels is best
ମନମୋହନ ସିଂହ କୁ ସମାଲୋଚନା କରୁଛି, ଲୋକ ହସିବେ l ଇଏ ମନକୁ ମନ ଜଗନ୍ନାଥ ସେନା ସାଜିଛି l
Bahut khub I like it.
କେବେ ନବୀନ ପଟ୍ଟନାୟକଙ୍କୁ କାଠଗଡଆ ରେ ପଚାରିଛ ?
ଜୟ ଜଗନ୍ନାଥ 🙏🚩
ଏମାଗିଆ କନକ ନଵିନା ପାଡିଆନର ସରପଟ ପାପିର ସପଟ
Parfect right sir 💯💯💯
Grate. Political views
Jay jagannath
Jay jagannath 🙏🙏🙏
Thnx kanak news ama puri ra prakruta mla jogya i love piku nana
ଏମିତିକା ବିଛୁଆତି ହେବା କାଳିଆ ର ଆଶୀର୍ବାଦ ଥିଲେ ହୁଏ l
କଳିଯୁଗରେ ଧର୍ମ ସଙ୍କୋଚିତ ପାପ ବିରୋହିତ ଧର୍ମ ନାରେ ଯିଏ ସତ କହିବ ସେ ନିନ୍ଦା ପାଇବ୍ ,ତଥାପି ସତ୍ୟର ସଦାଯ ଏ ଯ ଏ ଜଗନ୍ନାଥ
Piku babu dhanayabad
ପୀକୁ ପଟ୍ଟନାୟକ ଜଣେ ଭଲ ମଣିଷ କିନ୍ତୁ bjp ର ଦଲାଲ ମୋଦି ଭକ୍ତ ଜଗନ୍ନାଥ ସେ ବିଷୟରେ କଣ କହିବେ