Hand embroidery border line for beginners, Border number-1

Поделиться
HTML-код
  • Опубликовано: 5 сен 2024
  • 🙏ନମସ୍କାର ସାଙ୍ଗ ମାନେ
    ଆଜି ମୁଁ ନୂଆ ଏକ border line ନେଇ ଆସିଛି। ଅତି ସହଜରେ କପଡା ରୁ four ଟି line ସୂତା ବାହାର କରି ଏହି design ଟି ବନାଇଛି। ଭିଡ଼ିଓ ଟି ପୂରା ପୂରୀ ଭାବରେ ଦେଖନ୍ତୁ ଆପଣ ମାନେ ବୁଝି ପାରିବେ।
    ଶାଢ଼ୀ,ବ୍ଳାଉଜ, ଚୁଡିଦାର ଓ ରୁମାଲ ର border design କରି ପାରିବେ।
    🙏ଜୟ ଜଗନ୍ନାଥ
    easy to learn hand embroidery for beginners #embroidery #handembroidery #design #border line# border design

Комментарии •