Pandian Is A Burden To The BJD || EP- 11 || Podcast With Ruben Banerjee

Поделиться
HTML-код
  • Опубликовано: 17 дек 2024

Комментарии • 680

  • @BirendraNayeak
    @BirendraNayeak 6 месяцев назад +205

    ବରିଷ୍ଠ ସାମ୍ବାଦିକ Ruben banarjee ଯାହା କହିଲେ 100%

    • @dhrubanandabarik1638
      @dhrubanandabarik1638 6 месяцев назад +4

      I have been seeing him for years🌹🙏

    • @padmalochanpradhan3482
      @padmalochanpradhan3482 6 месяцев назад +1

      But bjp against re kichi kahileni

    • @arunb739
      @arunb739 6 месяцев назад +1

      _____ ta kahile na tama barista ସମ୍ବାଦକ

    • @djgeming7736
      @djgeming7736 6 месяцев назад +1

      Aji parjanta kauthithila

    • @navinkandulna763
      @navinkandulna763 6 месяцев назад +1

      Bhai tweeter re jaiki dekha aehi loko kete kharap post Karu thila daily Naveen nka naa re

  • @dushmantakhuntia2477
    @dushmantakhuntia2477 6 месяцев назад +123

    Banarjee 😊 କେତେ ସୁନ୍ଦର ଓଡିଆ ଭାଷା କହି ପାରିଲେ କିନ୍ତୁ ନବୀନ

    • @biplabsarangi93
      @biplabsarangi93 6 месяцев назад +3

      Bala odia kahuchi

    • @RedValentine47
      @RedValentine47 6 месяцев назад +3

      Atleast pandain too bhala odia kahuchi...pandain ra ta bhujihueni

    • @Ranjan_Mohanty
      @Ranjan_Mohanty 6 месяцев назад

      @@biplabsarangi93 ତୁ ବହୁତ ଜାଣିଛୁ ତ ଲେଖୁନୁ ଓଡ଼ିଆ ରେ

    • @UniqueStyleYouTuberofficially
      @UniqueStyleYouTuberofficially 6 месяцев назад

      www.youtube.com/@UniqueStyleRUclipsrofficially

  • @dhaneswardas99
    @dhaneswardas99 6 месяцев назад +21

    ବହୁତ ଉପାଦେୟତା ଥିଲା ଏହି ସାକ୍ଷ୍ୟାତକାର

  • @satyajit001
    @satyajit001 6 месяцев назад +18

    ଓଡ଼ିଶା ରେ ଏମିତି ସାମ୍ବାଦିକ ଦରକାର୍ । ରୁବେନ ବାନାର୍ଜୀ ଙ୍କର ଗୋଟେ କଥା ବହୁତ୍ ଭଲ ଲାଗିଲା " ଗୋଟେ ସାମ୍ବାଦିକ ହିସାବ ରେ ସେ ଭଲ କୁ ଭଲ କୁହନ୍ତି ଆଉ ଖରାପ କୁ ଖରାପ " ନା କି ଭଲ କୁ ଭେଲ କରିକି ଆଉ ଖରାପ କୁ ଅତି କଦର୍ଯ୍ୟ ରୂପରେ ।

    • @prakashcreation3292
      @prakashcreation3292 6 месяцев назад +2

      ସତ କୁ ସତ ଏବଂ ମିଛ କୁ ମିଛ କହିବା ଏହା ହେଉଛି ଜଣେ ସାଧାରଣ ଲୋକର ପ୍ରତିକ୍ରିୟା।

    • @Mindblowing-fe6xe
      @Mindblowing-fe6xe 6 месяцев назад +2

      ଭାଈ କିନ୍ତୁ ମୁଁ ଯାହା ଦେଖିଲି କେଵଳ ବିଜେଡି ବିପକ୍ଷରେ.
      ଇୟେ ବୋଧେ ବିଜେପି ଦଳ

  • @TONISHDIGITALSTUDIO
    @TONISHDIGITALSTUDIO 6 месяцев назад +126

    ବିଜେଡି ହାରିଲା 🔥🔥ଜୟ ବିଜେପି

  • @sridharbej7054
    @sridharbej7054 6 месяцев назад +45

    ଏଇ ସାକ୍ଷାତକାର ଟି ଗୋଟେମାସ ପୂର୍ବରୁ ହେବାର ଥିଲା

  • @netajidash9367
    @netajidash9367 6 месяцев назад +16

    ଓଡ଼ିଶାରେ ଭୋଟର ଯେମିତି ଲାଞ୍ଚୁଆ (ସମସ୍ତେ ନୁହନ୍ତି) ଆମ ସାମ୍ବାଦିକମାନେ ବି (ସମସ୍ତେ ନୁହନ୍ତି) ସେହିଭଳି ଲାଞ୍ଚୁଆ।

    • @dhrubanandabarik1638
      @dhrubanandabarik1638 6 месяцев назад +4

      ପ୍ରଲୋଭିତ ହୋଇ ଭୋଟ ଦିଅl ଯାଇଛି l
      ଆମ୍ଭେ ଅସ୍ମିତା & ସ୍ୱାଭିମାନ କଥାରେ କହୁ କାର୍ଯ୍ୟରେ ନୁହଁ ll

  • @dibyaranjan3454
    @dibyaranjan3454 6 месяцев назад +138

    ୫ ତାମିଲ ଲୋକ କୋଣ୍ଟ୍ରଲ କରୁଛନ୍ତି ପୁରା ବିଜେଡି କୁ

    • @lit575
      @lit575 6 месяцев назад +11

      5 Jana 4 koti odia ku boka banei dele maximum Tamil bekar Loka mu janichi

    • @meinhunnaa8277
      @meinhunnaa8277 6 месяцев назад +11

      Bjp sarkar nihati darkar

    • @gayatrinayakgayatrinayak5640
      @gayatrinayakgayatrinayak5640 6 месяцев назад +2

      Only BJD sarakara 💕

    • @gayatrinayakgayatrinayak5640
      @gayatrinayakgayatrinayak5640 6 месяцев назад +3

      24 barsha hela odisha ra janasadharan nka sahita achhanti tame mane sete bele kouthi thila

    • @dibyaranjan3282
      @dibyaranjan3282 6 месяцев назад +4

      ​@@gayatrinayakgayatrinayak5640chhota chhua thile sabu. Young generation future. Non dadan khatali like uh. Term change haba darkar. Odishataku 1 st khangress chalu kala. 2014 ru BJD karuchi. Naveen pattnaik nija budhi re kama hauni

  • @FAKIRJENA-du2zs
    @FAKIRJENA-du2zs 6 месяцев назад +68

    ନବିନ ପାଣ୍ଡୁ ଯୋଡ଼ି କୁଆଡେ ଯାଇପାରିବେନି l କାରଣ ଏହି ଦୁଇ ଆସାମୀ ଓଡ଼ିଶା ରାଜ କୋଶ ରୁ ହଜାର ହଜାର କୋଟି ଟଙ୍କା ବେଆଇନ ଭାବେ ହଡପ କରିଥିବା ଅଭିଯୋଗରେ ଇଡି ଦ୍ଵାରା ଗିରଫ ହୋଇ ଜେଲରେ ରହିବେ ଇଲେକ୍ସନ ପରେ l RTI ତଥ୍ୟ l

  • @Rk-uz7mt
    @Rk-uz7mt 6 месяцев назад

    ବହୁତ୍ ସୁନ୍ଦର୍ ଉପସ୍ଥାପନ । ୧୦୦% ସତ କଥା । ଏହି ଉପସ୍ଥାପନ ଗୋଟେ ମାସ ଆଗରୁ ହେବା କଥା , ଦୁଃଖ ର ବିଷୟ ।।।।।😢

  • @mohanbehera-7000
    @mohanbehera-7000 6 месяцев назад +3

    Naveen Pattnaik real hero
    ପ୍ରତେକଟି ଓଡ଼ିଆଙ୍କ ହୃଦୟରେ Naveen Pattnaik❤️❤️

  • @pranayakumarjena1
    @pranayakumarjena1 6 месяцев назад +7

    ସାର୍ ନବୀନ ବାବୁଙ୍କ ବଡ ଭାଇ ପ୍ରେମ ବାବୁଙ୍କୁ ଓଡ଼ିଶାକୁ ଡାକନ୍ତୁ ସବୁ କୂଟନୀତି କୌଶଳ ସହ ଧରାପଡିଯିବ

  • @JagannathPatra-sr6or
    @JagannathPatra-sr6or 6 месяцев назад +26

    Ruben Banarji is a best jiurnalist nd best analiser

  • @sukhasaubhagya
    @sukhasaubhagya 6 месяцев назад

    ବହୁତ୍ ସୁନ୍ଦର । ଆଜି ଏ ନ୍ୟୁଜ୍ ଦେଖି ମୋତେ ବହୁତ୍ ଭଲ ଲାଗିଲା। ଜୟ ଜଗନ୍ନାଥ 🙏🏻

  • @PrashanKumarDas-u1z
    @PrashanKumarDas-u1z 6 месяцев назад +37

    ୫ ଟି ମାନେ 5 ତାମିଲ।

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @kabitasahoo8385
    @kabitasahoo8385 6 месяцев назад +7

    🙏👍❤ Thank you, Rubenji, for today. I had similar observations.

  • @jhumadehuri8861
    @jhumadehuri8861 6 месяцев назад +45

    Ruben banerjee bilkul Thik kahi chhanti

  • @baishnabacharanamohanty1344
    @baishnabacharanamohanty1344 6 месяцев назад +2

    ରୁବେନ୍ ବାନାର୍ଜୀ ଏଠି ସାମ୍ବାଦିକ ଭଳି ଉତ୍ତର ନ ଦେଇ ରାଜନେତାଙ୍କ ଭଳି ଉତ୍ତର ଦେଲେ। ପ୍ରଶ୍ନ ଥିଲା ସାମ୍ବାଦିକଙ୍କର ଉତ୍ତର ରାଜନେତାଙ୍କର। ବଙ୍ଗାଳୀ ସାମ୍ବାଦିକ ଭୟାଳୁ ଓ ସ୍ବାର୍ଥାନ୍ବେଷୀ, ଓଡ଼ିଆ ସାମ୍ବାଦିକ ସାହସୀ ଓ ସତ୍ଯାନ୍ବେଷୀ।

  • @monalisarout5196
    @monalisarout5196 6 месяцев назад +4

    First time dekhili jane nirbhika sambadika, bahut bahut respect rubeen sir, thanks to argus tv for such interview with a brave personality.

  • @manjkumar7623
    @manjkumar7623 6 месяцев назад +11

    Ok Ruben Banerjee jahabi kahuchhanti 100%Right

  • @Abhishekpatra27
    @Abhishekpatra27 6 месяцев назад +13

    Time stamp diantu each question ra.... Podcast dekhibaku subidha haba❤

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +7

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି

  • @rajanipandatechvlogs3879
    @rajanipandatechvlogs3879 6 месяцев назад +2

    ଆମର ସ୍ବାଭିମାନ ର ଆଉ କିଛି ନାହିଁ କିନ୍ତୁ କଣ କହିବା ନା ପାଣ୍ଡିଆନବାବୁ ଭୁଲ୍ ନା ଏ ନବୀନ ବାବୁ ଭୁଲ୍ ସବୁ ଭୁଲ୍ ଆମ ଓଡ଼ିଶାବାସୀଙ୍କର। ଶହେ ପଣ୍ଡିତ ଙ୍କ ଭିତରେ ଗୋଟିଏ ମୂର୍ଖ କୁ ଯଦି ସଭାରେ ବସେଇବେ ଯାହାହୁଏ। ଘରର ମାଆ ଡାହାଣୀ ହେଲେ ଛୁଆ କୁ କେଉଁଠି ଲୁଚାଇବ ବର୍ତ୍ତମାନ ଓଡ଼ିଶାବାସୀ ଙ୍କ ର ଅବସ୍ଥା ସେୟା।

  • @balajigouda4502
    @balajigouda4502 6 месяцев назад +26

    ଅଳସୁଆ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ପାଣ୍ଡୁଙ୍କ ପାଇଁ ଆଜି ଓଡ଼ିଆ ମଇଡଲ କାଲିଷ ଲୋକ ମାନଙ୍କ ଅବସ୍ଥା

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +3

    ଏଥର ନବୀନ ସରକାର ସମସ୍ତ ରେକର୍ଡ ଭାଙ୍ଗିବେ, ଏହାର କାରଣ ପ୍ରତି ନିର୍ବାଚନରେ ନବୀନ ସରକାରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛିl

    • @ranjanparida7465
      @ranjanparida7465 6 месяцев назад +2

      To pakhare soichi boli number one cm hoichi boli kahuchu

  • @nabakishorelenka1915
    @nabakishorelenka1915 6 месяцев назад +4

    In my view, Sangram Sarangi Sir is very honest and good personality in electronic media society

  • @HiGudi
    @HiGudi 6 месяцев назад +5

    Sir ଆପଣ ଜଣେ ଉଚ୍ଚ ଶିକ୍ଷିତ ଲୋକ ହେଇକି ଜଣେ CM ଙ୍କ ନା ନେଲାବେଳେ ନିଜର ଭଦ୍ର ବେବହାର ଦେଖେଇ ତାଙ୍କୁ ଦେଖିଥିଲି କିମ୍ବା ନବୀନ ବାବୁ ବା କିଛିବି ସମ୍ମାନ ସୂଚକ ଶଦ୍ଦ ଉଚ୍ଚାରଣ କରିବା ଉଚିତ୍ ଥିଲା। କାରଣ ଆପଣଙ୍କ ଭଳି ଲୋକ ଯଦି ଏମିତି ଭୁଲ କରିବେ ତାହେଲେ ସାଧାରଣ ଜନତା ଆପଣଙ୍କ ଠାରୁ କଣ ଶିଖିବେ

  • @kulamanimohanty1275
    @kulamanimohanty1275 6 месяцев назад +9

    Many many thanks to Banarjee Sir

  • @balarampatra8103
    @balarampatra8103 6 месяцев назад +1

    ଓଡ଼ିଶାର ସେବା ପାଇଁ ସମର୍ପିତ ଭି.କେ ପାଣ୍ଡିଆନ ନବୀନଙ୍କ ଜନ ସେବାର ମୂଳମନ୍ତ୍ର ବୁଝି ଓଡିଶାରେ ରୂପାନ୍ତରୀଣ ଗଠନ କରିଛନ୍ତି ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ପାଣ୍ଡିଆନ ସାର୍ ।

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +4

    ଗାଁ ଗାଁରେ ବିପ୍ଳବ, ସାହି ସାହିରେ ସଶକ୍ତ ହେବାର ଅଭିଯାନ । ମହିଳା ସ୍ୱାବଲମ୍ବୀ ହେଉଛନ୍ତି, ନବୀନଙ୍କ ‘ମିଶନ ଶକ୍ତି’ ମହାଶକ୍ତିରେ ପରିଣତ ହେଉଛି

    • @santoshbehera2627
      @santoshbehera2627 6 месяцев назад +1

      😂😂😂Hau Tame saskta hua Nija ghare murabi nahanti janapauchhi😂😂

    • @drdmediasibatala4061
      @drdmediasibatala4061 6 месяцев назад

      Khali gehibe ghare ghare bjd neta😅😅😅

    • @24study82
      @24study82 6 месяцев назад

      ଅଶିକ୍ଷିତ ମାଇପି ଦଳ = ମିଶନ ଶକ୍ତି

    • @BipinkuNayak-p2q
      @BipinkuNayak-p2q 6 месяцев назад

      Shate n kan 😅

  • @jr9991
    @jr9991 6 месяцев назад +8

    It's a good podcast in Odia Language

  • @soumyaranjanbehera8329
    @soumyaranjanbehera8329 6 месяцев назад

    ବାନାର୍ଜୀ ସାରଙ୍କ ଓଡ଼ିଆ ଭାଷା ପ୍ରତିଏତେ ଭଳପାଇବା ତଥା ସଚ୍ଚୋଟ ସାମ୍ବାଦିକତା ବହୁତ ସୁନ୍ଦର ଲାଗିଲା

  • @trinathpradhan532
    @trinathpradhan532 6 месяцев назад

    ବହୁତ ସୁନ୍ଦର ବାର୍ତାଳାପ... ରୁବେନ ବାନାର୍ଜୀ ଙ୍କ ଅଭିଜ୍ଞତା ର କଥା ବହୁତ ଗୁରୁତ୍ୱପୂର୍ଣ୍ଣ ଓ ସତ କଥା

  • @lalatenduparida6198
    @lalatenduparida6198 6 месяцев назад +9

    Jay Sri Ram🙏🙏🙏

  • @aswinikumarnayak2587
    @aswinikumarnayak2587 6 месяцев назад +3

    ସାମ୍ବାଦିକ ମହାଶୟ ଯାହା କହିଲେ 100 % ସତ 🙏🙏🙏

  • @subodhakumardash6750
    @subodhakumardash6750 6 месяцев назад +3

    ଏପ୍ରକାର ପରିସ୍ଥତି ସୃଷ୍ଟି ପାଇଁ ବିଜେପିର କେନ୍ଦ୍ର ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଠିକ ସମୟରେ ନିଜର ସାମୟିକ ସ୍ବାର୍ଥ ହାସଲ କରିବାର ମୋହ ରେ ସବୁ ଭୂଲି ଗଲେ ।।
    ବିଜେପିର ନେତୃବୃନ୍ଦ ପାଣ୍ଡିଆନ ମହୋଦୟଙ୍କୁ ଇଣ୍ଡିଆ ଇମେଜ ରେ ପରିବର୍ତ୍ତନ କରିଛନ୍ତି

  • @Prasanta-nl4ci
    @Prasanta-nl4ci 6 месяцев назад +3

    Absolutely right

  • @minatisahoo642
    @minatisahoo642 6 месяцев назад +1

    ସତ୍ୟ ପଥ ରେ ଥିବା ନେତା ମାନେ କେବଳ ଶ୍ରେଷ୍ଠ ସ୍ଥାନ ରେ ରୁହନ୍ତିନି ଅନେକ ଭଲ କାମ ଏବଂ ସମାଜ ର ବିକାଶ କରେଇଥାନ୍ତି।
    ସଚିବ କାର୍ତିକ ପାଣ୍ଡିଆନ ଏହାର ଏକ ଜୁଳାନ୍ତ ଉଦାହରଣ।

  • @anuparnavlog9943
    @anuparnavlog9943 6 месяцев назад +1

    Heartly respect to Ruben Banarjee sir and Argus News

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ ହେଲା ଓଡ଼ିଶାର ବିକାଶ ତାହାକୁ ତାଙ୍କ ଦଳର ନେତାମାନଙ୍କ ସହଯୋଗରେ ପୂରଣ ମଧ୍ୟ ହେଉଛି

    • @shivtelecast5938
      @shivtelecast5938 6 месяцев назад

      ସେଥିପାଇଁ ପୁରୀ ରୁ ଚିକିତ୍ସା ହେବାକୁ କଟକ ଆସୁଛନ୍ତି

  • @FAKIRJENA-du2zs
    @FAKIRJENA-du2zs 6 месяцев назад +28

    Mainly ନବିନ ପୁରା ପୁରି ଡାଉନ୍ ହୋଇଗଲାଣି l ସେପଟେ ପାଣ୍ଡୁ କୁ ଲୋକେ ଗୋଡେଇ ବାରେ ବ୍ୟସ୍ତ l ୟାଙ୍କର କିଏ ଅଛି ଯେ ସେ ଖାଲି BJD BJD ହଉଛି l

  • @DipikapriyadarshiniDas
    @DipikapriyadarshiniDas 6 месяцев назад +1

    ଜନ ବିରୋଧୀ ଦଳ କହିଲେ ରାଜ୍ୟବାସୀ ବିଜେପି ଦଳକୁ ବୁଝନ୍ତି ହେଲେ ଓଡିଶାର ବିକାଶ କହିଲେ ଶଙ୍ଖ ଚିହ୍ନି ଆଉ ନବୀନ ବାବୁଙ୍କୁ ବୁଝାଏ

  • @gaurisankarmohanty6583
    @gaurisankarmohanty6583 6 месяцев назад +2

    ଜଣେ ଲୋକ ବିଷୟରେ ଖରାପ ଦିଗରୁ ଦେଖିଲେ ସେ ଲୋକ ଖରାପ କିନ୍ତୁ ଭଲ ଗୁଣକୁ ଖୋଜିଲେ ଭଲ

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +2

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଗରେ ସମସ୍ତେ ଫିକା। ନବୀନଙ୍କ ସହିତ ଓଡ଼ିଶାବାସୀଙ୍କ ଆଶାତୀତ ଭଲ ପାଇବା ରହିଛ

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ଜଣେ ଜନସେବକ ହିସାବ ରେ ନିଜକୁ ଭି କେ ପାଣ୍ଡିଆନ ସାରା ଓଡିଶା ରେ କେବଳ ନୁହେଁ ସାରା ଦେଶ ରେ ପରିଚିତ କରି ପାରିଛନ୍ତି

    • @santoshbehera2627
      @santoshbehera2627 6 месяцев назад

      😂😂😂Tahele tame kahuchha aama odisha ku agharu kehi janatini hau pandu ra Tela maro tamil neijiba😂😂

  • @jk-dash
    @jk-dash 6 месяцев назад

    ବହୁତ ସୁନ୍ଦର ସାକ୍ଷାତକାର ❤

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସଶକ୍ତ କରିବା ପାଇଁ ନିଜର ଦିନରାତି ଏକ କରିଦେଇଛନ୍ତି

    • @Niharikasamantray
      @Niharikasamantray 6 месяцев назад

      Dhana goty regiment kariparilani odisha costal area
      Tu kn janinu ety coments dyei chaluchu tu bahut bjd ra vitaraku jaeichu Raha wait kar loo maa

  • @HareKrushna-f3d
    @HareKrushna-f3d 6 месяцев назад +1

    ଲେଖାଶ୍ରୀ ସାମନ୍ତରାୟଙ୍କୁ B J D ଦଳ ବିରୋଧି ଦଳର ନେତା କରନ୍ତୁ ।

  • @SONALIN-PRSAD.-DAS
    @SONALIN-PRSAD.-DAS 6 месяцев назад +1

    ରାଜ୍ୟ BJP ଦଳ ବିଭିନ୍ନ ଉପାୟରେ ଯେତେ ନୂଆ ନୂଆ ଅଭିନବ ଷଡ଼ଯନ୍ତ୍ର ରଚି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ମଧ୍ୟ ତାହା ବିରୋଧୀ ଙ୍କୁ ବୁମେରାଂ ସାବ୍ୟସ୍ତ ହେଉଛି।

  • @DipikapriyadarshiniDas
    @DipikapriyadarshiniDas 6 месяцев назад +1

    ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ନବୀନ ବାବୁ ସବୁବେଳେ ତତ୍ପରତା ଭାବେ ରହି ଲୋକଙ୍କ ପାଇଁ କାର୍ଯ୍ୟ କରୁଥାନ୍ତି l

  • @rabindranayak1205
    @rabindranayak1205 6 месяцев назад +9

    ନବୀନ ପଟ୍ଟନାୟକ କଣ ପ୍ରକୃତ ରେ ବିଜୁ ପଟ୍ଟନାୟକ ଙ୍କ ପୁଅ?

  • @SanjyaRout-yt6mw
    @SanjyaRout-yt6mw 6 месяцев назад +1

    ଓଡ଼ିଶା କୁ ବଦନାମ କରିଲା ଗୋଟେ ସ୍ବାର୍ଥ ପାଇଁ କିଛି ବି କରୁଥିବା ଦଳ ଏମିତି ଦଳ ଭାରତ ରେ ବିରଳ ଓଡ଼ିଶା ବାସୀ ଧନୀ ଲୋକ କଥା ରେ ପଡିକି ଓଡ଼ିଶା କୁ କୋଉ ରାସ୍ତା ରେ ଛାଡୁଛନ୍ତି ଥରେ ଭାବନ୍ତୁ

  • @susantpaikray439
    @susantpaikray439 6 месяцев назад

    Really fact. 100% right sir.

  • @prasantabhue91
    @prasantabhue91 5 месяцев назад

    ଆମେ ବିଶ୍ୱ ଭାନୁ ପଟ୍ଟନାୟକ, ପୂର୍ବତନ ଜେଲ ଅଧିକ୍ଷକ ଆପଙ୍କର ପୋଡକାଷ୍ଟ ରେ ଦେଖିବା ପାଇଁ ଚାହୁଁଛୁ 😊😊😊

  • @RSgoodlif
    @RSgoodlif 6 месяцев назад +2

    Naveen Babu's clear and clean governance is necessary to see the further development of Odisha

  • @DipikapriyadarshiniDas
    @DipikapriyadarshiniDas 6 месяцев назад +1

    କେବଳ ପାଣ୍ଡିଆନ କହିବା ଅନୁସାରେ ନୁହେଁ ଓଡ଼ିଶାବାସୀଙ୍କ କହିବା ଅନୁସାରେ ନବୀନ ବାବୁ ଯାହା କୁହନ୍ତି ତାହା କରିକି ଦେଖାନ୍ତି, ତାଙ୍କ କଥା ଯେମିତି କାମରେ ମଧ୍ୟ୍ୟ ସେମିତି।

  • @suryamishra5069
    @suryamishra5069 6 месяцев назад

    Nice interview with Mr. Ruben.
    His words came true.

  • @RSgoodlif
    @RSgoodlif 6 месяцев назад +5

    Today, Naveen Babu has won the hearts of the people of Odisha, and Naveen Babu will definitely get the Chief Minister's seat.

  • @rabindrakumarpanda1328
    @rabindrakumarpanda1328 6 месяцев назад +1

    Excellently Excellent.

  • @girijapattnaik3533
    @girijapattnaik3533 6 месяцев назад +3

    Thank you

  • @pabitraswain1273
    @pabitraswain1273 6 месяцев назад

    ଜୟ ଶ୍ରୀ ରାମ

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାର

  • @bikramkishore942
    @bikramkishore942 6 месяцев назад

    ଜୟ ଜଗନ୍ନାଥ 🙏 ଜୟ ବିଜେଡ଼ି 🎉

  • @nabakishorelenka1915
    @nabakishorelenka1915 6 месяцев назад +4

    Ruben Banerjee sir is very intellegent and good reporter at a national level. I salute him🙏🙏

  • @bimalchannel2411
    @bimalchannel2411 6 месяцев назад +1

    Great news sir

  • @ODISHABHAI-eq8jq
    @ODISHABHAI-eq8jq 6 месяцев назад

    24 ବର୍ଷ ହେଲା ବିରୋଧୀ ଏମିତି, ବିଜେଡି ପଛ ରେ ଲାଗିଛନ୍ତି, ଫଳ ଶୂନ 👍 ଲଜ୍ଜ୍ୟା ଲାଗିବ କଥା, ଦେଶ ର pm ଠାରୁ ସାହା ନଡ଼ା କୁଟା 👍 ଯୋଗୀ, ଭିକାରୀ ଆସି, ଭିକ ମାଗି ଗଲେଣି

  • @lalatenduparida6198
    @lalatenduparida6198 6 месяцев назад +10

    Bharat Mata Ki Jay🇮🇳🇮🇳🇮🇳

  • @annapurnaproduction2024
    @annapurnaproduction2024 6 месяцев назад

    100% Right kahile Ruben Sir Ji

  • @rajendrakumarpanda8404
    @rajendrakumarpanda8404 6 месяцев назад +6

    Jay shree ram

  • @rashmikantaswain3206
    @rashmikantaswain3206 6 месяцев назад

    🎉 thanks for understanding

  • @atma
    @atma 6 месяцев назад

    It is a wonderful show. Balanced and truth based ..

  • @soumyabehera2286
    @soumyabehera2286 6 месяцев назад +1

    News reporter nka kamo kn
    Au Argus news ra kamo kn sabu dekhuchhanti
    Lajo nai tk jou mane ei Chanel ku support karucha
    Wa👌

  • @manojkumarnaik5229
    @manojkumarnaik5229 6 месяцев назад +1

    Perfect..

  • @hanumantabarik
    @hanumantabarik 6 месяцев назад +1

    Thank.u.Sir..

  • @siddharthapal5653
    @siddharthapal5653 6 месяцев назад +1

    Great Personality

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    • @a_nayak
      @a_nayak 6 месяцев назад

      Chup

    • @anup730
      @anup730 6 месяцев назад

      Kadali ta karichi nabini

  • @RSgoodlif
    @RSgoodlif 6 месяцев назад +2

    Naveen Babu is always prompt and works for the people for the safety of the people of the state

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ l

    • @PouranikBharat
      @PouranikBharat 6 месяцев назад

      Tume sei loka je Pakistan ru jadi kie asiba taku India ra power dharei daba... Kai Odisha re odia neta kehi nhi ??? Pandia kie gote

    • @PouranikBharat
      @PouranikBharat 6 месяцев назад

      BJD it cell kete sallry dauchi bhokibaku

  • @subratray1653
    @subratray1653 6 месяцев назад

    Sir 🙏 really really really perfect analysis 👌👌👍

  • @sureshchandradas88
    @sureshchandradas88 6 месяцев назад

    A nice interview particularly with Ruben Banarjee

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +1

    ପାଣ୍ଡିଆନ ସାର ଅନ୍ୟ ରାଜ୍ୟର ହୋଇ ଓଡିଶା ପାଇଁ କେତେ କଣ କାର୍ଯ୍ୟ କରୁଛନ୍ତି ତାହା ଦେଖି ବିରୋଧୀ ଟିକେ ଶିଖନ୍ତୁ

    • @rasmitajena8275
      @rasmitajena8275 6 месяцев назад

      Jete bele odisha ku luti neijibe loka bujhibe ama odisha re ana odia sasana Kariba kete thik ame bujhibe darkar ama odisha re kn odia loka nka abhaba hela je ana odia sasana karibe ba ba re ama manasikata

  • @parameswarbehera6502
    @parameswarbehera6502 6 месяцев назад +1

    I salute Ruben Sir .

  • @BirendraNayeak
    @BirendraNayeak 6 месяцев назад +2

    ନବୀନ ପଟ୍ଟନାୟକ ଙ୍କ ବିଷୟ ରେ ସମ୍ପୂର୍ଣ ଭାବରେ ଆମେ ଜାଣିଛୁ 100% ଭୁଆଁ ବୁଲାଇ 24 ବର୍ଷ ଶାସନ କଲେ ନବୀନ ପଟ୍ଟନାୟକ 100%

  • @ranjankumarpatel3321
    @ranjankumarpatel3321 6 месяцев назад

    ଜୟ ମା ସମଲେଇ 🙏

  • @MrTdas-d6b
    @MrTdas-d6b 6 месяцев назад +3

    ଓଡିଆ ବୁଝିସରିଲେଣୀ ନବୀନ ହଟାଇ ଓଡିଶା କୁ ଦିଅ ବଞ୍ଚେଇ

    • @sankarsahoo9694
      @sankarsahoo9694 6 месяцев назад

      ସବୁ ଓଡ଼ିଆ ବୁଝି ନାହାନ୍ତି କେତେଟା ନେତା ମନ୍ତ୍ରୀ ମୂର୍ଖ ଅଛନ୍ତି କୁକୁର ଭଳି ହେଉଛନ୍ତି

  • @Dharitri_lifestyleandcooking
    @Dharitri_lifestyleandcooking 6 месяцев назад

    Nice and so true line " money can help you to contest election but money can't help you to win the election"

  • @bishnupriyanayak814
    @bishnupriyanayak814 6 месяцев назад

    Right point

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି

  • @DaysOfWild
    @DaysOfWild 6 месяцев назад

    Honest Podcast 👏🏻

  • @successfullife6722
    @successfullife6722 6 месяцев назад

    ଜୟ ଶ୍ରୀରାମ l

  • @balarampatra8103
    @balarampatra8103 6 месяцев назад

    5T ଉପକ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଛି ବୈପ୍ଳବିକ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ନବକଳେବରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ପାଣ୍ଡିଆନ୍ ସାର୍ ।

    • @Gajapati_Suryavamshi.1435AD
      @Gajapati_Suryavamshi.1435AD 6 месяцев назад

      Bala capital hospital re Heart patient nka paien equipment aau technician nahanti.... tame kahucha other districts re ukhadi pakeichi paandu.... Kebe scb jai dekha, 500cr kharcha kari hoithiba Heart division re patient nku naba paien wheel chair te nahi

  • @balarampatra8103
    @balarampatra8103 6 месяцев назад +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ଵ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ଯୋଗୁଁ ଓଡ଼ିଶା ଆଜି ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇଛି ।

    • @drdmediasibatala4061
      @drdmediasibatala4061 6 месяцев назад

      WesternOdisha asa bikash dekhiba

    • @anitaparida1600
      @anitaparida1600 6 месяцев назад

      Kameti kharpa laguni tumko ae Katha kahucha

    • @Gajapati_Suryavamshi.1435AD
      @Gajapati_Suryavamshi.1435AD 6 месяцев назад

      Khani royalty aau maal mahu royalty chhada kichhi nahi a govt ra revenue source..... Prabhavi kebala hoardings aau advertising re

  • @RSgoodlif
    @RSgoodlif 6 месяцев назад +1

    Owing to the strong leadership and visionary working skills of the Hon'ble Chief Minister, Odisha has transformed from a poor state to an effective state today.

  • @mr.nobdy0786
    @mr.nobdy0786 6 месяцев назад +1

    Tom Perera= ଟିମାନନ୍ଦ ପରିଡା ❌Vairabh Kartikeyan Pandian=କାର୍ତ୍ତିକ ପଣ୍ଡା ✅

    • @jayjagannath-Puri123
      @jayjagannath-Puri123 6 месяцев назад

      Kartik rout

    • @dibyaranjan3282
      @dibyaranjan3282 6 месяцев назад

      Tu b to Dharma ( Religion) change karde. Tate to kata hua 🍌 luli kasam😂😂

  • @SasmitaMohanty-kw1hx
    @SasmitaMohanty-kw1hx 6 месяцев назад +4

    ଓଡିଶା ର ଗରିବୀ ରାଜ୍ୟ ରୁ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @minatisahoo642
    @minatisahoo642 6 месяцев назад +1

    ସେବା ଓ ତିତୀକ୍ଷାରେ ନୂଆ ସୂର୍ଯ୍ୟ ଦୟ ଅପେକ୍ଷାରେ ଓଡ଼ିଶା ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଚାହୁଁଛନ୍ତି।

  • @balarampatra8103
    @balarampatra8103 6 месяцев назад +1

    ରାଜ୍ୟର ବିକାଶ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଆଗରେ ରୁହନ୍ତି ଏବଂ ସେ ଯେଉଁ ସବୁ ନିଷ୍ପତ୍ତି ନିଅନ୍ତି ତାହା ପୂରଣ କରିଥାନ୍ତି l

  • @debiprasadmishra2699
    @debiprasadmishra2699 6 месяцев назад +1

    ରୁବେନ୍ ବାବୁ ମମତାଙ୍କ ଓପରେ କୁହନ୍ତୁ।

  • @foundationservices2890
    @foundationservices2890 6 месяцев назад +1

    People of Odisha are responsible....