Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବିଜେପି କହୁଛି ଡାହା ମିଛ । ଗ୍ରାମବାସୀ ଠିକ କଥା କହୁଛନ୍ତି ।
Bjp Mane Micchua
ଗ୍ରାମ ବାସୀ ଠିକ୍ କଥା କହୁଛନ୍ତି
Jumlabjp pm ok 😂😂😂😂😂😂😂
🤣🤣🤣🤣🤣@@tapangamer2013
ଏଇ ଶଳା ମନ୍ତ୍ରୀ ପୁରା ମିଛ କହୁଛି
Jumlabjp ok 😂😂😂😂😂😂😂
eye mantri muha re ghua diya jau
ଭାଇ ଭେଜାଲ ହିନ୍ଦୁ ଦଳ ବିଜେପିର କିଏ କେବେ ସତ କୁହନ୍ତି ଯେ ଆଜି ମିଛ କହିଲେ ?
@@arunkumar459A Correct
Allu kotha bhi miccho,,bjp asibathu khali miccho kohuchonti,,Dohora guda
ନବୀନ ବାବୁ ମହାନ୍ ପୁରୁଷ ତାଙ୍କୁ ମୋର କୋଟି କୋଟି ପ୍ରଣାମ 🙏🏼🙏🏼
Bala mahapurusa puja Kara tanku
ମିଛୁଆ ମନ୍ତ୍ରୀ ଟିକିଏ ସତ କଥା କୁହ
ଅଲାଜୁକ ବିଜେପି ମନ୍ତ୍ରୀ.
ବିଜେପି ମୁକ୍ତ ଭାରତ ଆବଶ୍ୟକ, ମନ୍ତ୍ରୀ ମିଛ
Right bro❤
Bjp mukta hele sabu gandi mareiba Hela Jammu Kashmir re congress puni 370 dhara lageila
ଇୟେ ମନ୍ତ୍ରୀ ହେଲା ଦିନ ଠାରୁ ଆଳୁ ଦର ତାଳୁ ଉଠି ଗଲାଣି
ମନ୍ତ୍ରୀ ମିଛ କହୁଛନ୍ତି କାହିଁକି ସେ ପାଗଳ
ଆଲୁ ମନ୍ତ୍ରୀ ସୁପର୍ ମିଛୁଆ
Govt. କରିବା 5ମାସ ହେଇଚି, ବିଜେପି ର ପ୍ରକୃତ ମୁଖା ଓଡିଶା ଵାଲା ଦେଖନ୍ତୁ
ଅଯୋଗ୍ୟ ମନ୍ତ୍ରୀ
ଖାଉଟି ମନ୍ତ୍ରୀ ସୁପର ମିଛୁଆ
Hn bhai daha miccho kohuchi asibathu
ନନ୍ଧିଘୋଷ ଟିଭି ଓଡ଼ିଶାର ଗୋଟିଏ ଜୟ ଜଗନ୍ନାଥ ଟିଭି 🙏🏼
ଗ୍ରାମ ବାସୀ ଠିକ୍ କହୁ ଛନ୍ତି ବୁଢ଼ା କୃଷ୍ଣ ମିଛ କହୁଚି
ଗ୍ରାମବାସୀ ଠିକ କଥା କହୁଛନ୍ତି👍
ଏ ମନ୍ତ୍ରୀ ମିଛୁଆ No.1
ଚାଉଳ କମ୍ ଦିଆଯାଉଛି ୫kg ଚାଉଳ ରେ ଗରିବ ଲୋକ ମାନେ କେତେ ଦିନ ଖାଇ ବଞ୍ଚିବେ ମୁଣ୍ଡ ପିଛା ୧୦kg କୁ ବୃଦ୍ଧି କରନ୍ତୁ
ବିଜେପିର ମନ୍ତ୍ରି ମାନେ ଭାବୁଛନ୍ତି ଆମ ହାତରେ ସବୁ ମିଡିଆ ବାଲା ଅଛନ୍ତି ଆମେ ମିଡିଆ ମାଧ୍ୟମରେ ସବୁ ଭୁଲୁ ଗୁଡାକ ଚାପି ଦେବୁ ଜାହାହେଉ ନନ୍ଦିଘୋଷ ଟିଭି ନିଉଜ 18 ଭଳି କେତେକ ନିରପେକ୍ଷ ଚାନେଲ ସତ୍ଯ କଥା ଟାକୁ ଲୋକ ଲୋଚନକୁ ଆଣୁ ଥିବାରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ
Jumlabjp 😂😂😂😂
ବିଜେପି ସରକାର ର କାମ ହି ସେୟା ଖାଲି ମୀଛ ହି ମିଛ ବିଜେପି ହଟାଓ ଓଡ଼ିଶା ବଞ୍ଚାଅ ନଵିନ ସମୟରେ ତ କେବେ ହେଇ ନ ତିଲା❤❤
😊ଗାଲୁଆ ମନ୍ତ୍ରୀ,
କୋଉଠି ବି ମିଳିନି ଚାଉଳ ଏବେ ସୁଦ୍ଧା
ଗ୍ରାମବାସୀ ଠିକ କହୁଛନ୍ତି
Jay nabeen sir
Totally ଓଡିଶା କୁ bjp ମୁକ୍ତ କର
ଚାଉଳ monthly dihajau
ଏହି ନେତା ମାନେ ମିଛ ପ୍ରତିଶ୍ରୁତି ଦେବା କୁ ଆଗୁଆ ରହିଛି ବିଜେପି ସରକାର କଥା ବେଶି କାମ କମ୍ ଏ ସରକାର ଓଡ଼ିଶା କୁ ଅଧା ବିକି ସାରିଲେଣି ଏବେ ଗରିବ ଲୋକଙ୍କ ପାଇଁ ମାରିବାକୁ ଚାଉଳ ଦେଲେ ନାହିଁ କାରଣ ସମସ୍ତଙ୍କ ମନରେ ଏକ ଚିନ୍ତା ନେତା ମାନେ ଗରିବ କୁ ମରିବ ପାଇ ଆଗୁଆ
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆପଣ ରହିଲେ ଭୁନେଶ୍ବରସ୍ଥିତ ବାସ ଭବନରେ କୁ ତାରିଖରେ ଦିଆ ଗଲା କେମିତି ଜାଣିଲ ଗଲୁଆଙ୍କ ବୁପା
ଗଜପତି ଜିଲ୍ଲା ବାଇଝାଲ ପଚାଂୟତ ରେ ବୀ ତିନି ମାସ ହେଲାଣି ଚାଉଳ ଦିଆ ହେଉନି ଏଇଟା ସରକାରଙ୍କ ସବୁ ମିଛ କହୁଛନ୍ତି ଏହାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଆମର ଅନୁରୋଧ
ଆଳୁ ମନ୍ତ୍ରୀ, କଥା କୁହା କପିଳା, ମିଛୁଆ ମନ୍ତ୍ରୀ, ଆଜି କ୍ଷମତା ବଳରେ ଭୂତେଇ ଦେଇ ପାରନ୍ତି। ଗରିବଙ୍କ ଲୁହ କୋହ କଥା ଜଗନ୍ନାଥ ଦିନେ ବୁଝିବେ।
A bjp ମନ୍ତ୍ରୀ ସତ କଥା ଲୁଚାଉଛି ଆଉ ମିଛ ପ୍ରତିଶ୍ରୁତି ଦେଇଛି
ବିଜେପି ର ହୀନରାଜନିତି
ଅଂଧଭକ୍ତ କିଛି କହିବେ
Nai 😂
Mg bhakta sabu kauthi goleMg ku pito reLoko Mari jibeBjp hotao odisha banchao
Villagers true
ଆଳୁ ମନ୍ତ୍ରୀ କିଛି ଜାଣିନାହାନ୍ତି
ଗ୍ରାମ ବାସି କହୁଥିବା କଥାଟି ସତ...
Bjp ki laja lagiba katha
ଏ ଟ୍ରେଲୋର ଆଜ୍ଞା, ୪ ବର୍ଷ ଅପେକ୍ଷା କଲେ film 🎥 ଦେଖାଇବେ 😂😢
୩ ମାସର ଚାଉଳ system କୋଉ ସରକାର କରିଛି ଭାଇ ମାନେ
Obviously BJDBut timeline re achhi 3 month thare. October 1 re deba Katha. 1 month extra helani ebe Sudha kichhi nai.Jumbla sarkar
Jumal sarkar BJP chora
Nabin babu no1cm
Michhua Sarkar jumla Sarkar BJP Sarkar hotao sighra
Mg ku kichi jana nahi
Otv ,Argus news koieouade gale
ସମସ୍ତେ ମିଛ କହୁ ଛନ୍ତି ଅବେଳରେ କୋଉଠି ଆମ୍ବ ଟାକୁଆ ମିଳିଲା
ମିଛୁଆ ସରକାର ଖାଲି BJDକଣ କଲେ କଣ ନାହିଁ ସେଟା କହିବାକୁ ଟାଇମଗଡାଉଛନ୍ତି
ବହୁତ ଦୁଃଖ କଥା
ଜାଣି ଶୁଣି ଟାଙ୍କୁଆ ଖାଇବ ପରକୁ ଦଶ ଦବ ତୁମେ କଣ ଜାଣି ନ ଥିଲ ଟାଙ୍କୁଆ ଖାଇଲେ ମରିବା ବୋଲି
Mantri chorata sata luchirahena
ନବୀନ ବାବୁ ଟିକେ ଯାଇ ସମସ୍ୟାର ସମାଧାନ କରି ଦେଲେ ଭଲ ହୁଅନ୍ତା
Michua sarkar ra mantri mane kemiti ba sata kahibe ?
Jatra Party Minister. What more is expected from such ministers.Shame..Shame..
ଏ ଶଳା ମନ୍ତ୍ରୀ ମିଛକହୁଛି
ଗ୍ରାମ ବାସୀ ଠିକ କଥା କହୁଛନ୍ତି ସରକାର ମିଛ କଥା କହୁଛନ୍ତି
ଓଡ଼ିଶା ବାସି ପାଈଁ ଭଲହେଲା
ଏ ବିଜେପି ଶାସନ କଲାପରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ମାଣ୍ଡିପଙ୍କା ଗ୍ରାମବାସୀ କଥା ସତ୍ୟ ଆଜ୍ଞା ଘଟଣା ପରେ PDS ଚାଉଳ ଦିଆ ଯାଉଛି
😭😭😭😭joganikhia sarakar 😠😠😠😠😠😠😠😠😠😠😠😠😠😠😠😠😠😠
Right 👍👍💯
🌹ଜୟ ନବୀନ 🌹
ବିଜେପି କହୁଛି ଡାହା ମିଛ କହୁଛି
ଲୋକ ଙ୍କ ଉପରକୁ ଦୋଷ ଠେଲି ଦେଇଛନ୍ତି ଏସବୁ ପାଇଁ ଯୋଗାଣ ମନ୍ତ୍ରୀ ଙ୍କ ଅପାରଗତା ମେନ କାରଣ ପାତ୍ର ବାବୁଙ୍କ ପାଇଁ ଆମ ଢେ଼ଙ୍କାନାଳ ଜିଲ୍ଲା ଲୋକ ଲଜ୍ଜିତ
2024ରେ ସମସ୍ତ ଙ୍କ ରାସନ ଖାତା ଦେଖ କେତେ ମାସର ଚାଉଳ ଦେଇଛନ୍ତି
ଗ୍ରାମ ଲୋକ ଠିକ୍ କଥା କହିଛନ୍ତି ନଭେମ୍ବର ମାସ ଅଧା ହେଲାଣି ଏଯାଏଁ ଚାଉଳ ମିଳିନାହିଁ
Bjp hatao
ଏଇଟା ମିଛୁଆ ଯୋଗାଣ ମନ୍ତ୍ରୀ,
Right
ଏ ସଳାକୁ ମନ୍ତ୍ରୀ କଣ ପାଇଁ ବିଜେପି ବାଲାଦେଲେ😢😢😢😢
Fast view
ଟାକୁ ଜାଉ ଖାଇଲେ ପେଟ୍ ପୁରୁଛି କିି BJD ନ ହେଲେ Congress ସରକାରଆସିଥିଲେ ଏହି ବ୍ଳକ ର ଭଲ ହେଇଥାନ୍ତି
ଗାଲୁଆଙ୍କର ବାରବାଟି ଚାଷ .ମିଛୁଆ ଯୋଗାଣ ମନ୍ତ୍ରୀ
Bala mohan majhi
Eita hauchhi BJD ra Drama
ମନ୍ତୀ ନା ରେ breach of confidence motion
Right answer
Gann loka thiki kahichhanti michhua mantri100%micha kahuchi
Ba ba re odisha bjp sarakar😢😢😢😢😢
ଜେବେ ଠୁ ବିଜେପି ଓଡ଼ିଶା ରେ ଲକ୍ଷ୍ମୀ ଛଡା ହେଲେ ଓଡିଶା ବାସି ସୋ ବୋଠୁ😢😢😢😢
Jay Jagannath 🙏🙏🙏
ନବୀନ ଥିଲା ବେଳେ କଣ ସବୁ ଜିଲ୍ଲାକୁ ଗୋଟେ ସମୟରେ ଚାଉଳ ଦିଆ ହଉଥିଲା
Agandia raja ku pala chunta mantri...sabu sei bada thakura nka hatare...jay jagannath...
ମିଛ କହିବା ବିଜେପି ର ଧର୍ମ
ଗ୍ରାମ ବାସି ❤️💋💋❤️❤️❤️❤️💋❤️🥰😁👍🙏🙏🙏🙏👍tiki
ଆଲୁମନ୍ତ୍ରୀ ମିଛ କୁହନାହିଁ... ଅଧା ବାଟରୁ ଯିବ.....
ନେତା ମିଛ କହନ୍ତି ନିରୀୟ ଗରିବ ଲୋକ କେବେ ମିଛ କହନ୍ତି
ମାଣ୍ଡିପଙ୍କା ଗ୍ରାମ ବାସି
ଏ ନନ୍ଦିଘୋଷ TV ଯେମିତି ଖବର ପ୍ରସାରଣ କରୁଚି ଯୋଉ ଲୋକ ଯିଏ ଦେଶ ଦୁନିଆ ବିଷୟରେ କିଛି ଜାଣିନି ସେଇ ଲୋକ ସବୁ BJD କୁ vote ଦେଇଦେବେ
BJP hatao O disha banchao
ମନ୍ତ୍ରୀ ଙ୍କ ଗାଁ ରେ ଯେମିତି ୨୦ ଟଙ୍କା ରେ ଆଳୁ ମିଳୁଛି ସେମିତି ଚାଉଳ ମଧ୍ୟ ମିଳିଛି
ଏ ମନ୍ତ୍ରୀ କୁ କିଛି ଜଣା ନାହିଁ 😄😄😄😄
Mantri istapadiantu
God blessed all nandighosa staff. OTV and Argus and OR Chanel kuade gale
ୟା ମୁହଁ ଦେଖିଲେ ଲାଗୁଛି ମନ୍ତ୍ରୀ କମ୍ ଗଣ୍ଡିମାର ଅଧିକ ଲାଗୁଛି
Jay jagarnath
Bjp ta michhuya
ଯୋଉ ସରକାର ମିଛ ରେ ଗଢ଼ା ସେ ସତ କୋଉଠୁ କହିବ
Minister told true facts in our area.
Good answer
କେଉଁ ସ୍କୁଲରେ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ଏପରି ପୋକ ଚାଲୁଥିବା ଚାଉଳକୁ ନେଇ ସୋସିଆଲ ମିଡିଆ, ଓଟିଭି ଅର୍ଗସ ଟିଭି ବେସ ତୁମ୍ବି ତୋଫାନ କରୁଛନ୍ତି। ଏବେ ଚୁପ୍ କାହିଁକି ?
କଥା ଅଧିକ କାମ କମ
ଯୋଗାଣ ମନ୍ତ୍ରୀ ନୁହଁ ଆଳୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଟାଉଟର
ବିଜେପି କହୁଛି ଡାହା ମିଛ । ଗ୍ରାମବାସୀ ଠିକ କଥା କହୁଛନ୍ତି ।
Bjp Mane Micchua
ଗ୍ରାମ ବାସୀ ଠିକ୍ କଥା କହୁଛନ୍ତି
Jumlabjp pm ok 😂😂😂😂😂😂😂
🤣🤣🤣🤣🤣@@tapangamer2013
ଏଇ ଶଳା ମନ୍ତ୍ରୀ ପୁରା ମିଛ କହୁଛି
Jumlabjp ok 😂😂😂😂😂😂😂
eye mantri muha re ghua diya jau
ଭାଇ ଭେଜାଲ ହିନ୍ଦୁ ଦଳ ବିଜେପିର କିଏ କେବେ ସତ କୁହନ୍ତି ଯେ ଆଜି ମିଛ କହିଲେ ?
@@arunkumar459A Correct
Allu kotha bhi miccho,,bjp asibathu khali miccho kohuchonti,,Dohora guda
ନବୀନ ବାବୁ ମହାନ୍ ପୁରୁଷ ତାଙ୍କୁ ମୋର କୋଟି କୋଟି ପ୍ରଣାମ 🙏🏼🙏🏼
Bala mahapurusa puja Kara tanku
ମିଛୁଆ ମନ୍ତ୍ରୀ ଟିକିଏ ସତ କଥା କୁହ
ଅଲାଜୁକ ବିଜେପି ମନ୍ତ୍ରୀ.
ବିଜେପି ମୁକ୍ତ ଭାରତ ଆବଶ୍ୟକ, ମନ୍ତ୍ରୀ ମିଛ
Right bro❤
Bjp mukta hele sabu gandi mareiba
Hela Jammu Kashmir re congress puni 370 dhara lageila
ଇୟେ ମନ୍ତ୍ରୀ ହେଲା ଦିନ ଠାରୁ ଆଳୁ ଦର ତାଳୁ ଉଠି ଗଲାଣି
ମନ୍ତ୍ରୀ ମିଛ କହୁଛନ୍ତି କାହିଁକି ସେ ପାଗଳ
ଆଲୁ ମନ୍ତ୍ରୀ ସୁପର୍ ମିଛୁଆ
Govt. କରିବା 5ମାସ ହେଇଚି, ବିଜେପି ର ପ୍ରକୃତ ମୁଖା ଓଡିଶା ଵାଲା ଦେଖନ୍ତୁ
ଅଯୋଗ୍ୟ ମନ୍ତ୍ରୀ
ଖାଉଟି ମନ୍ତ୍ରୀ ସୁପର ମିଛୁଆ
Hn bhai daha miccho kohuchi asibathu
ନନ୍ଧିଘୋଷ ଟିଭି ଓଡ଼ିଶାର ଗୋଟିଏ ଜୟ ଜଗନ୍ନାଥ ଟିଭି 🙏🏼
ଗ୍ରାମ ବାସୀ ଠିକ୍ କହୁ ଛନ୍ତି ବୁଢ଼ା କୃଷ୍ଣ ମିଛ କହୁଚି
ଗ୍ରାମବାସୀ ଠିକ କଥା କହୁଛନ୍ତି👍
ଏ ମନ୍ତ୍ରୀ ମିଛୁଆ No.1
ଚାଉଳ କମ୍ ଦିଆଯାଉଛି ୫kg ଚାଉଳ ରେ ଗରିବ ଲୋକ ମାନେ କେତେ ଦିନ ଖାଇ ବଞ୍ଚିବେ ମୁଣ୍ଡ ପିଛା ୧୦kg କୁ ବୃଦ୍ଧି କରନ୍ତୁ
ବିଜେପିର ମନ୍ତ୍ରି ମାନେ ଭାବୁଛନ୍ତି ଆମ ହାତରେ ସବୁ ମିଡିଆ ବାଲା ଅଛନ୍ତି ଆମେ ମିଡିଆ ମାଧ୍ୟମରେ ସବୁ ଭୁଲୁ ଗୁଡାକ ଚାପି ଦେବୁ ଜାହାହେଉ ନନ୍ଦିଘୋଷ ଟିଭି ନିଉଜ 18 ଭଳି କେତେକ ନିରପେକ୍ଷ ଚାନେଲ ସତ୍ଯ କଥା ଟାକୁ ଲୋକ ଲୋଚନକୁ ଆଣୁ ଥିବାରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ
Jumlabjp 😂😂😂😂
ବିଜେପି ସରକାର ର କାମ ହି ସେୟା ଖାଲି ମୀଛ ହି ମିଛ ବିଜେପି ହଟାଓ ଓଡ଼ିଶା ବଞ୍ଚାଅ ନଵିନ ସମୟରେ ତ କେବେ ହେଇ ନ ତିଲା❤❤
😊ଗାଲୁଆ ମନ୍ତ୍ରୀ,
କୋଉଠି ବି ମିଳିନି ଚାଉଳ ଏବେ ସୁଦ୍ଧା
ଗ୍ରାମବାସୀ ଠିକ କହୁଛନ୍ତି
Jay nabeen sir
Totally ଓଡିଶା କୁ bjp ମୁକ୍ତ କର
ଚାଉଳ monthly dihajau
ଏହି ନେତା ମାନେ ମିଛ ପ୍ରତିଶ୍ରୁତି ଦେବା କୁ ଆଗୁଆ ରହିଛି ବିଜେପି ସରକାର କଥା ବେଶି କାମ କମ୍ ଏ ସରକାର ଓଡ଼ିଶା କୁ ଅଧା ବିକି ସାରିଲେଣି ଏବେ ଗରିବ ଲୋକଙ୍କ ପାଇଁ ମାରିବାକୁ ଚାଉଳ ଦେଲେ ନାହିଁ କାରଣ ସମସ୍ତଙ୍କ ମନରେ ଏକ ଚିନ୍ତା ନେତା ମାନେ ଗରିବ କୁ ମରିବ ପାଇ ଆଗୁଆ
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆପଣ ରହିଲେ ଭୁନେଶ୍ବରସ୍ଥିତ ବାସ ଭବନରେ କୁ ତାରିଖରେ ଦିଆ ଗଲା କେମିତି ଜାଣିଲ ଗଲୁଆଙ୍କ ବୁପା
ଗଜପତି ଜିଲ୍ଲା ବାଇଝାଲ ପଚାଂୟତ ରେ ବୀ ତିନି ମାସ ହେଲାଣି ଚାଉଳ ଦିଆ ହେଉନି ଏଇଟା ସରକାରଙ୍କ ସବୁ ମିଛ କହୁଛନ୍ତି ଏହାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଆମର ଅନୁରୋଧ
ଆଳୁ ମନ୍ତ୍ରୀ, କଥା କୁହା କପିଳା, ମିଛୁଆ ମନ୍ତ୍ରୀ, ଆଜି କ୍ଷମତା ବଳରେ ଭୂତେଇ ଦେଇ ପାରନ୍ତି। ଗରିବଙ୍କ ଲୁହ କୋହ କଥା ଜଗନ୍ନାଥ ଦିନେ ବୁଝିବେ।
A bjp ମନ୍ତ୍ରୀ ସତ କଥା ଲୁଚାଉଛି ଆଉ ମିଛ ପ୍ରତିଶ୍ରୁତି ଦେଇଛି
ବିଜେପି ର ହୀନରାଜନିତି
ଅଂଧଭକ୍ତ କିଛି କହିବେ
Nai 😂
Mg bhakta sabu kauthi gole
Mg ku pito re
Loko Mari jibe
Bjp hotao odisha banchao
Villagers true
ଆଳୁ ମନ୍ତ୍ରୀ କିଛି ଜାଣିନାହାନ୍ତି
ଗ୍ରାମ ବାସି କହୁଥିବା କଥାଟି ସତ...
Bjp ki laja lagiba katha
ଏ ଟ୍ରେଲୋର ଆଜ୍ଞା, ୪ ବର୍ଷ ଅପେକ୍ଷା କଲେ film 🎥 ଦେଖାଇବେ 😂😢
୩ ମାସର ଚାଉଳ system କୋଉ ସରକାର କରିଛି ଭାଇ ମାନେ
Obviously BJD
But timeline re achhi 3 month thare. October 1 re deba Katha. 1 month extra helani ebe Sudha kichhi nai.
Jumbla sarkar
Jumal sarkar BJP chora
Nabin babu no1cm
Michhua Sarkar jumla Sarkar BJP Sarkar hotao sighra
Mg ku kichi jana nahi
Otv ,Argus news koieouade gale
ସମସ୍ତେ ମିଛ କହୁ ଛନ୍ତି ଅବେଳରେ କୋଉଠି ଆମ୍ବ ଟାକୁଆ ମିଳିଲା
ମିଛୁଆ ସରକାର ଖାଲି BJDକଣ କଲେ କଣ ନାହିଁ ସେଟା କହିବାକୁ ଟାଇମଗଡାଉଛନ୍ତି
ବହୁତ ଦୁଃଖ କଥା
ଜାଣି ଶୁଣି ଟାଙ୍କୁଆ ଖାଇବ ପରକୁ ଦଶ ଦବ ତୁମେ କଣ ଜାଣି ନ ଥିଲ ଟାଙ୍କୁଆ ଖାଇଲେ ମରିବା ବୋଲି
Mantri chorata sata luchirahena
ନବୀନ ବାବୁ ଟିକେ ଯାଇ ସମସ୍ୟାର ସମାଧାନ କରି ଦେଲେ ଭଲ ହୁଅନ୍ତା
Michua sarkar ra mantri mane kemiti ba sata kahibe ?
Jatra Party Minister. What more is expected from such ministers.Shame..Shame..
ଏ ଶଳା ମନ୍ତ୍ରୀ ମିଛକହୁଛି
ଗ୍ରାମ ବାସୀ ଠିକ କଥା କହୁଛନ୍ତି ସରକାର ମିଛ କଥା କହୁଛନ୍ତି
ଓଡ଼ିଶା ବାସି ପାଈଁ ଭଲହେଲା
ଏ ବିଜେପି ଶାସନ କଲାପରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ମାଣ୍ଡିପଙ୍କା ଗ୍ରାମବାସୀ କଥା ସତ୍ୟ ଆଜ୍ଞା ଘଟଣା ପରେ PDS ଚାଉଳ ଦିଆ ଯାଉଛି
😭😭😭😭joganikhia sarakar 😠😠😠😠😠😠😠😠😠😠😠😠😠😠😠😠😠😠
Right 👍👍💯
🌹ଜୟ ନବୀନ 🌹
ବିଜେପି କହୁଛି ଡାହା ମିଛ କହୁଛି
ଲୋକ ଙ୍କ ଉପରକୁ ଦୋଷ ଠେଲି ଦେଇଛନ୍ତି ଏସବୁ ପାଇଁ ଯୋଗାଣ ମନ୍ତ୍ରୀ ଙ୍କ ଅପାରଗତା ମେନ କାରଣ ପାତ୍ର ବାବୁଙ୍କ ପାଇଁ ଆମ ଢେ଼ଙ୍କାନାଳ ଜିଲ୍ଲା ଲୋକ ଲଜ୍ଜିତ
2024ରେ ସମସ୍ତ ଙ୍କ ରାସନ ଖାତା ଦେଖ କେତେ ମାସର ଚାଉଳ ଦେଇଛନ୍ତି
ଗ୍ରାମ ଲୋକ ଠିକ୍ କଥା କହିଛନ୍ତି ନଭେମ୍ବର ମାସ ଅଧା ହେଲାଣି ଏଯାଏଁ ଚାଉଳ ମିଳିନାହିଁ
Bjp hatao
ଏଇଟା ମିଛୁଆ ଯୋଗାଣ ମନ୍ତ୍ରୀ,
Right
ଏ ସଳାକୁ ମନ୍ତ୍ରୀ କଣ ପାଇଁ ବିଜେପି ବାଲାଦେଲେ😢😢😢😢
Fast view
ଟାକୁ ଜାଉ ଖାଇଲେ ପେଟ୍ ପୁରୁଛି କିି BJD ନ ହେଲେ Congress ସରକାରଆସିଥିଲେ ଏହି ବ୍ଳକ ର ଭଲ ହେଇଥାନ୍ତି
ଗାଲୁଆଙ୍କର ବାରବାଟି ଚାଷ .ମିଛୁଆ ଯୋଗାଣ ମନ୍ତ୍ରୀ
Bala mohan majhi
Eita hauchhi BJD ra Drama
ମନ୍ତୀ ନା ରେ breach of confidence motion
Right answer
Gann loka thiki kahichhanti michhua mantri100%micha kahuchi
Ba ba re odisha bjp sarakar😢😢😢😢😢
ଜେବେ ଠୁ ବିଜେପି ଓଡ଼ିଶା ରେ ଲକ୍ଷ୍ମୀ ଛଡା ହେଲେ ଓଡିଶା ବାସି ସୋ ବୋଠୁ😢😢😢😢
Jay Jagannath 🙏🙏🙏
ନବୀନ ଥିଲା ବେଳେ କଣ ସବୁ ଜିଲ୍ଲାକୁ ଗୋଟେ ସମୟରେ ଚାଉଳ ଦିଆ ହଉଥିଲା
Agandia raja ku pala chunta mantri...sabu sei bada thakura nka hatare...jay jagannath...
ମିଛ କହିବା ବିଜେପି ର ଧର୍ମ
ଗ୍ରାମ ବାସି ❤️💋💋❤️❤️❤️❤️💋❤️🥰😁👍🙏🙏🙏🙏👍tiki
ଆଲୁମନ୍ତ୍ରୀ ମିଛ କୁହନାହିଁ... ଅଧା ବାଟରୁ ଯିବ.....
ନେତା ମିଛ କହନ୍ତି ନିରୀୟ ଗରିବ ଲୋକ କେବେ ମିଛ କହନ୍ତି
ମାଣ୍ଡିପଙ୍କା ଗ୍ରାମ ବାସି
ଏ ନନ୍ଦିଘୋଷ TV ଯେମିତି ଖବର ପ୍ରସାରଣ କରୁଚି ଯୋଉ ଲୋକ ଯିଏ ଦେଶ ଦୁନିଆ ବିଷୟରେ କିଛି ଜାଣିନି ସେଇ ଲୋକ ସବୁ BJD କୁ vote ଦେଇଦେବେ
BJP hatao O disha banchao
ମନ୍ତ୍ରୀ ଙ୍କ ଗାଁ ରେ ଯେମିତି ୨୦ ଟଙ୍କା ରେ ଆଳୁ ମିଳୁଛି ସେମିତି ଚାଉଳ ମଧ୍ୟ ମିଳିଛି
ଏ ମନ୍ତ୍ରୀ କୁ କିଛି ଜଣା ନାହିଁ 😄😄😄😄
Mantri istapadiantu
God blessed all nandighosa staff. OTV and Argus and OR Chanel kuade gale
ୟା ମୁହଁ ଦେଖିଲେ ଲାଗୁଛି ମନ୍ତ୍ରୀ କମ୍ ଗଣ୍ଡିମାର ଅଧିକ ଲାଗୁଛି
Jay jagarnath
Bjp ta michhuya
ଯୋଉ ସରକାର ମିଛ ରେ ଗଢ଼ା ସେ ସତ କୋଉଠୁ କହିବ
Minister told true facts in our area.
Good answer
କେଉଁ ସ୍କୁଲରେ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ଏପରି ପୋକ ଚାଲୁଥିବା ଚାଉଳକୁ ନେଇ ସୋସିଆଲ ମିଡିଆ, ଓଟିଭି ଅର୍ଗସ ଟିଭି ବେସ ତୁମ୍ବି ତୋଫାନ କରୁଛନ୍ତି। ଏବେ ଚୁପ୍
କାହିଁକି ?