Bjd sarkar au tanka mantri ku laja laguni chi chi ama odia loka kebe bujhibe a chora dhokabad sarkar ku kebe odisha ru hataibe gote pare gote jatra karichalichi.
Govt. Setups are so out dated and harassing. Like this poor lady, many are suffers due to the same. Can not understand, is it so difficult for a minister or administrative department to fine tune the govt. Processes and keep them running flawlessly? Please help this lady and many others as well. She is in too much pain and harassment.
Thik achi madam janata tuma dukha bujhi parichanti tame yebe mana dukha Kara nahi nabin sarkar paisha khai dhani ghara ra loka mannku chakiri deichi sabu madam aame janichu january masha thu lagi heba darama ye mohan sarkar bahut bhala sarkar madam nichita tama katha list re achi Jai jagannath samastankara mangala karibe
ଓଡିଆ ବୁଝି ପାରୁ ନଥିବା ମୂର୍ଖ ମନ୍ତ୍ରୀ ଥିବା ପଯ୍ର୍ୟନ୍ତ ଶାସନ ଦୁର୍ବଳ ହୋଇ ଚାଲିଥିବ ଆଉ ନାରୀ ଅସୁରକ୍ଷିତ ହେବ ଓଡିଶାରେ । ଏଭଳି ମାର ଅଭିଶାପ ନିଶ୍ଚୟ ପଡିବ BJD ଉପରେ,,,,,ଦେଖ ନବୀନା ଦେଖ,,ମାକୁ ସମ୍ମାନ,,ଛି ଥୁ ତମ ନାରା କୁ
ଆରେ ଗଣ ଶିକ୍ଷା ମନ୍ତ୍ରୀ ଓଡ଼ିଶାର ଅଭ୍ୟନ୍ତର କୁ ବୁଲି ଦେଖ ବିଦ୍ୟାଳୟ ଗୁଡ଼ିକର ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଅବସ୍ଥା କି ଦୈନ୍ୟ ଅବସ୍ଥା ରେ ଅଛି।
ଦରମା ଦିଆଯାଉ
ଯଦି ନିଯୁକ୍ତି ମିଳୁଛି। ଦରମା ଟଙ୍କା ମିଳୁନାହିଁ ବଡ଼ ଦୁଃଖ ର ବଷୟ
ମୂର୍ଖ ମନ୍ତ୍ରୀ ଜିନ୍ଦାବାଦ
ଶିକ୍ଷକ ରାଜରାସ୍ତା ରେ, ଦେଶ ପାଇଁ ବିପଦ। God help her.
ନବୀନ ପଟ୍ଟନାୟକ ଜେଲ୍ ଯିବା ଦରକାର
ଏହା ଓଡ଼ିଶାର ପ୍ରକୃତି
ଆହାଃ..... ହୃଦୟ ବିଦାରକ ଦୃଶ୍ୟ! ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ସୁଧୁରିବ କେବେ?
ଶିକ୍ଷକ ଅସୁବିଧାରେ ଅଛନ୍ତି ।। ଆଉ ଛାତ୍ର କଣ କରିବେ।
ଓଡିଶା ରେ ଯୋଉ ଭଳି ଭାବରେ ଗୁରୁଙ୍କୁ ଅସମ୍ମାନ କରାଯାଉଛି ଓଡ଼ିଶା ସରକାରଙ୍କ ଦ୍ଵାରା ଦିନେ ଦେଖିବେ ଏଇ ଗୁରୁଙ୍କ ଅଭିଶାପ ନିଶ୍ଚିତ ଭାବରେ ପଡିବ।
ଯଦି ଶିକ୍ଷକ ମାନକୁ ଆଜିକା ସମୟରେ ମାତ୍ର ୫,୦୦୦ ଟଙ୍କା ଦରମା ଦେଇ ଦୀର୍ଘ ୨୦ବର୍ଷ ଖଟାଇବ ତେବେ ସେମାନେ କିଭଳି ଭାବରେ ନିଜ ପରିବାର ପ୍ରତିପୋସନ କରିବେ l ଆଉ ରହିଲା ନେତା ମନ୍ତ୍ରୀ ଙ୍କ କଥା ସେମାନେ ଲୋକ ଙ୍କ ଦ୍ଵାରା ନିର୍ବାଚିତ ହୋଇ ମଧ୍ୟ ସେମାନେ ଲୋକ ମାନଙ୍କର କଥା ଶୁଣିବାକୁ ନାରାଜ। ତାହେଲେ ତମେ କୋଉ ଭଳି ଲୋକେ ପ୍ରତିନିଧି ହେଲ l ସବୁ ତ Tautri କଲ l ତମ କଲା କର୍ମ ଫଳ ନିଶ୍ଚିତ ଭାବରେ ପାଇବ l କେବଳ ସମୟ କୁ ଅପେକ୍ଷା କର l
40 thousand talaku darama nahi
@@kumargauravmohapatra7694 Are bhai Jou Left Out Gana Sikhyaka Rahigale Semananka Family Katha Thare Chinta Kari Dekhantu Bhai
ଆଉ ଦିଅ ନବୀନ ବାବୁକୁ,,,,, ନବୀନ ବାବୁ ଠିକ କିନ୍ତୁ କେତେ ଚୁଟିଆ ରହିଛନ୍ତି ଆପଣ ମାନେ ଜାଣିପାରିବେନି, ଯୋଉ ଲୋକ ଟି ପଚାରୁଛି ଆପଣ କୁ ସେ ଠିକ ଜାଣିଛି, ଆଉ ଦିଅ କି ମର
ଧିକ୍ ଏହି ଶିକ୍ଷା ମନ୍ତ୍ରୀ....
This is not fair .... That lady should get Justice 🙏🙏
ଏସବୁ ଠିକ୍ ନୁହେଁ ଜଣେ ଶିକ୍ଷୟିତ୍ରୀଙ୍କ ପ୍ରତୀ ଅନ୍ୟାୟ ଆଖିରେ ଲୁହ ଆସିଯାଉଛି କଣ କରୁଛନ୍ତି ସରକାର
ହେ ନବୀନ ସରକାର ଦୟାକରି ୟାଙ୍କ ଦରମା ଗଣ୍ଡାଙ୍କ ଦିଅନ୍ତୁ😥😥🙏🙏
ଗଣଶିକ୍ଷକମାନେ କ'ଣ ଦୋଷକଲେ Madam ସେମାନଙ୍କ ର କେଉଁ qualification ଆପଣଙ୍କ ଠାରୁ କମ୍ ଅଛି କି, ଆପଣ ସେମାନଙ୍କୁ ଏମିତି ହୀନ ଦୃଷ୍ଟିରେ ଦେଖିଲେ, ସରକାର ଯଦି ଠିକ୍ ନ୍ୟାୟ କରନ୍ତି, ସେମାନେ ବି ସବୁ ସୁବିଧା ସୁଯୋଗ ପାଇ ପାରିବେ, ଆପଣଙ୍କ problem ପାଇଁ ଆପଣ ଲଢନ୍ତୁ,କାରଣ ଅନ୍ୟ ମାନଙ୍କୁ ଛୋଟ ଦୃଷ୍ଟିରେ ଦେଖିଲେ ଆପଣଙ୍କ ର କିଛି ସୁବିଧା ହୋଇ ଯିବ ନାହିଁ , ଆଶାକରେ ମୋ କଥାକୁ ଠିକ୍ ଭାବରେ ବିଚାର କରିବେ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
Thik kahicha bhai
Gana shikhyaka political teacher
ଏଗୁଆ ଙ୍କୁ ମୁଁ ବହୁତ ଦେଖିଛି ରାଜଧାନୀ ରେ ମାଉସୀ 😭
Odisha re teacher achanti jia retirement heleni but salary painahanti. Shame on odisha government.
ଖାଲି ଇଲେକ୍ସନ ମଦ ପଇସା ଦେବ ଭୋଟ ନେବା ବି ଯେ ଡି ସରକାର ଦରମା ଦେଇ ନେଇ ପାର
Please support her
ଓଡ଼ିଶାରେ ଏସବୁ କଣ ହେଉଛି ଆଉ ଆମ ଜନତା ଜନାର୍ଦ୍ଦନଙ୍କ କଥା ନକହିବା ଭଲ
ମାଡାମଙ୍କୁ ଦରମା ଦିଆଯାଉ
ହେଭଗବାନ ଏସବୁ କଣ ହହୁଛିଓଡିଶା ରେ
International news re publish heu , bideshi b janantu desha ra janatanka dukha .
ପିଲା କୁ ପାଠ ପଢେଇଛ ଜଦି ଦରମା ମଳିବ
Bhauni Tamar abhisap padib Sameer das ku
ୟାଙ୍କୁ ମୁଁ ଜାଣିଛି ସେ ଜଣେ ବହୁତ୍ ଭଲ ମଣିଷ ଟିଏ. .... ସେ ବହୁତ୍ ଥର ଏମିତି ନିଜ ପାଇଁ ଲଢେଇ କଲେଣି
ଏ ସବୁ ଠିକ୍ ନୁଂହ ଦ୍ରୁବ ଳ ସରକାର
Chalu chalu madi chalo
Right to freedoms
Jay Samvidhan 🔥🔥🔥
Tame thik se,, duty Karibani,,, ଦରମା କେମିତି,,, ପାଇବ
Really painful
Dhanya re mantri mane, t k ta laja kar,,
ପ୍ରଭୁ ଜଗନ୍ନାଥ
Sarkari Kota na hele,sunanti ne.🙏🙏🙏🙏🙏🙏🙏
Shame on 5t
ପ୍ରତ୍ୟେକ କ୍ଷେତ୍ରରେ ରାଜନୀତି।
Jawab Dio ... Odisha ro education minister.... Samir Das.....
Wrong Educational palicy of our state govt.The govt should be changed 'as soon as possible.
He pravu
Shame to the govt
A ବିଜେଡି ସରକାର ହିଟଲର ଶାସନ କରୁଛି
Please help him
ଦୁଃଖ ର କଥା 😭😭😭
Lady should get justice.
ମା ତମେ କଣ ପାଇଁ ଏମିତି ହୋଉଛ କଣ ଚାଲିଛି
ସତରେ bhun
ଏଭଳି ତୁ କାହିଁକି ରହିଛୁ ଏପର୍ଯ୍ୟନ୍ତ..ଆଜି ଯାଏଁ
Bhari dukho karuchho
By cut odisha govt
Only freescheme nothing development education industry health hospital govt job...
Hangamaa nahni se kete kasta re achhii seita ku kahuchii.its not hungama it's a very sad emotions
Jay jagannath
Education minister kana karuchanti
ଯୋଉଠି ଗୁରୁ ରାସ୍ତା କଡରେ ସେଠି ଦେଶର ଭବିଷ୍ୟତ କଣ ହବ ଆପଣ ନିଜେ ବିଚାର କରନ୍ତୁ। ଓଡିଶା ଗରିବ ଥିଲା ଅଛି ଆଉ ରହିବ କେବଳ ଏଇଥିପାଇଁ..... ଯୋଉଠି ଗୁରୁଙ୍କୁ ସମ୍ମାନ ନାହିଁ ସେଠି ଦେଶର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରଣ କରିବା ହାସ୍ୟାସ୍ପଦ ଅଟେ।
Really so sad 🥺🥺
Baa baa re Nabin babu , dhanya to CM heba
Bahut dukha laguchi,,,,
𝘚𝘢𝘭𝘢 𝘯𝘰𝘯𝘴𝘦𝘯𝘴𝘦 𝘴𝘢𝘭𝘢𝘳𝘺 𝘥𝘦𝘶𝘯𝘢𝘩𝘢𝘵𝘪
Bahut dukha ra katha.... Govt. Should Take action🥲
Please immediately take action why this women crying?
ଏ ମାଉସୀ ଡୁପିଲିକେଟ କାଗଜପତ୍ର କରି ଚାକିରି କରୁଛି ବୋଲି କହୁଛି ପ୍ରଥମେ ଆଗ ୟାର କାଗଜପତ୍ର ଜାଲିଆତି କରି ଛି ଏୟାର ଜାଂଚ କରାଜାଉ
ତୁ ମାଗିହା ଠିକ୍ ରେ ନ ଜାଣି ବାଣ୍ଡ କଥା କହନି ରାଣ୍ଡି ପୁଅ ଭଳି... ସେ ଜଣେ ଭଲ ଶିକ୍ଷୟତ୍ରୀ ଆଉ ସେ ନିଜ ପାଇଁ ଲଢ଼ୁଛନ୍ତି ....
Ohhh plz action against the education Minister of odisha
For a teacher such behaviour is not justified.There is some limitation that a cultured person should undergo.
ଯୋଉ ଶିକ୍ଷକ ମାନେ ଠିକ୍ ସେ duty କରୁନାହାନ୍ତି,,, ତାଙ୍କର ଦରମା ବନ୍ଦ କରେଇଦିୟା ଯାଉ
Samir das be warning bhagaban sahibeni Aruna sahu gale tume jiba wait Karo
Maa tume case kara ..emane kichii sunibeni..
Government leader change heba darkar... Need to be proper investigation in echa official sector...
Sikhya mantry samira dash ku dhharma na sa hu.
Life is biter feel didi
Mental pressure how could he be imparted good teaching ?
I requested u go to high court
Bjd thiba jahe Amti haba
ଲାଜ ଲାଗିବା କଥା।
Sameer ranjan das nku padmashree upadhi diajibaku anurodha
ଓଡିଶା ଲୋକ ଏବେ ଏଇ। ଭିଡ଼ିଓ ଭାଇରାଲ କରୁନୋ ଖାଲି ଫାଲତୁ ଭିଡ଼ିଓ ରେ ଧ୍ୟାନ ଆଉ ଯାହା ଭଲ ପାଇଁ ହେବ ସେଇଠି କିଏ ଧ୍ୟାନ ଦିଅନ୍ତି ନାହିଁ ବହୁତ୍ ଭଲ
ସେଥି ପାଇଁ ମୁ ଓଡିଆ ଲୋକ କୁ ପସନ୍ଦ କରେନି
Justice for this mother
Media is the Fourth pilara of government 1st legislative 2nd exucative 3rd judiciary
Such situations may not be happened further in Odisha. Respected Minister please look into the matter personally.
Fr this our education system gng twrds destruction
Ma'am jaha nama nele tankara kie kichhi karipariba ki?
Kebe sudhuribe ama odisha loka ..ama odia bhari murkha.....
ଛି ଛି କଣ ହେଲା ପ୍ରଶାସନ
Detail enquiry is absolutely necessary asper law.
Insanity,she may be out.
I am really sorry for this
Bahut dukhara katha Samir amiti kana Papa karucha bhagiba parabarti samay re Maa nku nyay diya
Bjd sarkar au tanka mantri ku laja laguni chi chi ama odia loka kebe bujhibe a chora dhokabad sarkar ku kebe odisha ru hataibe gote pare gote jatra karichalichi.
Mu bi jane bjd support er enmity work karni vala habani Se madam kanduchhanti dharma sahibeni
Jane jadi kama kauchi, taku salery nihati daba katha.....Shame
Plase help you my odisha government 7years no permanent whay
Govt. Setups are so out dated and harassing. Like this poor lady, many are suffers due to the same.
Can not understand, is it so difficult for a minister or administrative department to fine tune the govt. Processes and keep them running flawlessly?
Please help this lady and many others as well. She is in too much pain and harassment.
Ek re 6 barsa kum tanka debe ta pare permanent hele salary debe ni.....ete faltu odisha sarkar.......
Opera heroin
This is not good.. not received salary last 7 yrs omg shame for odisha govt...
Murka mantri
Odisa Sarkar a maa ra dukha tike suna.
Thik achi madam janata tuma dukha bujhi parichanti tame yebe mana dukha Kara nahi nabin sarkar paisha khai dhani ghara ra loka mannku chakiri deichi sabu madam aame janichu january masha thu lagi heba darama ye mohan sarkar bahut bhala sarkar madam nichita tama katha list re achi Jai jagannath samastankara mangala karibe
Sorry for the matter
Amrukha montre kana karucha