Babi das yete matra re Dareichhanti je....ye loka daruchhi...vari dukha laguchhi....😢😢... Babi Babu enti darantu nahi pls...niriha loka nka emotion saha khelni
Kana paini jane gariba loka se taku dhamkeibaru se dariki emiti kahichhi jadi gandire dum achhi taku dhamkeithiba lokaku arrest karajau ebong se gariba lokaku protest karajau .
ଚାଷୀ ମଉସା ପୁରା ପ୍ରେସର୍ ରେ ଅଛନ୍ତି, ବବି ଦାସ ତାଙ୍କୁ pressurized କରିଛନ୍ତି।। ବିଜେଡି ହାରିଲା ପରେ ବି ବବି ଦାସ ର ଗର୍ବ ଭାଙ୍ଗିନି
ସେ ମଉସାଙ୍କ ପରିବାରକୁ ମା ବିରଜା ରକ୍ଷା କରନ୍ତୁ। କାରଣ ସେ ଗରିବ ନିରୀହ ଲୋକ ତାଙ୍କୁ କଣ ଯେ ଯନ୍ତ୍ରଣା ଆଗକୁ ମିଳିବ କିଏ କହି ପାରିବେନି। 😔
Hm thik
ମିଛ ନକହିଲେ ବେବି ଦାସ ମାରି ଦେବ ଜୀବନରୁ
ମଉସା ଙ୍କୁ ଧମକ ଦେଇ ଡରାଇ ଦେଲେ ହେ ପ୍ରଭୁ ତୁମେ ରକ୍ଷା କର
Hmm bhai thik
ବବି ତାକୁ ଧମକ ଦେଇଥିବ ସେଥିପାଇଁ ଏପରି ହୋଇଛି
Odisha ra rajaniti
Kou bhasare tamamanku
Hnn saiya haichi ama ghara pakhare e mousha nka ghara
ଏଠି ମୋଗଲ ସାମ୍ରାଜ୍ୟର ପ୍ରତିଛବି ଦେଖିବାକୁ ମିଳୁଛି
ଭଗବାନ କେବେ ଅନ୍ୟାୟ ସହିବେ ନାହିଁ
ବିଜେଡି ରସାତଳକୁ ଯିବ ପାପ ଉପରେ ପାପ
ଏ ପରିବାର କୁ କିଛି ହେଲେ ବବି ଦାସ ଦାଈ l କିନ୍ତୁ ଏ ଲୋକ ପୁରା ସ୍ତ୍ରୀ ପୁରା ଭୟ ଭିତ l କେସ ନ ଉଠେଇଲେ ଜୀବନ ରୁ ମାରିବା ଥୟ l
ପ୍ରଭାବଶାଳୀ ଙ୍କ ଉପରେ ସାଧାରଣ ଗରିବ ଲୋକ ଏଇଥି ପାଇଁ କେସ କରନ୍ତି ନାହିଁ। କେସ ପରର ନିର୍ଯାତନା ବହୁତ୍ ବଢ଼ି ଯାଏ।
Police suniva ni olta case hava govt facility Kati diaa jaa.
ଲୋକ ଟି ଡରିଯାଉଛି
ଆକୁ ବବି ଦାସ ଯାହା କହିଛି ସେ ସେୟା ହିଁ କହିଛି
ଏ ଲୋକ ର କଥା ରୁ ଜଣାପଡୁଛି ବବି ଦାସ ହେଉଛି ମଧ୍ୟଯୁଗୀୟ ବର୍ବର୍ କ୍ରୀତଦାସ
Maa Gia Ta Sala
ଗୁଣ୍ଡା ଗିରି ର ଚରମ ସୀମା ରେ ବବି ଦାସ 😔
ଏତେ ଭୟ, ଜଣେ କଥା ବି କହି ପାରୁନି। ଏମାନେ ଓଡ଼ିଶାରେ ପୁଣି ଦୀର୍ଘ ଦିନ ହେବ ଶାସନ କରୁଥିଲେ😢ତାହାହେଲେ କେତେ କଣ ନକରିଥିବେ
Right
Right
ଧନ୍ୟରେ ରାଜନୀତି !
ଧନ୍ୟ ଏ ରାଜନୀତୀ ,ସାରା ଓଡ଼ିଶାର ଲୋକ କଣ ଏତେ ମୂର୍ଖ କିଛି ଜାଣିପାରୁନାହାନ୍ତି
ଏମିତି କଲେ କଣ ଲୋକ vote ଦେବେ ବବି କୁ 😄😄😄😄😄
Douthile Na !!!
ଦେବେ ନୁହଁ ଦେଉଛନ୍ତି ଆଉ ଆଗକୁ ବି ଦେବେ। ଦବା ପଛରେ ବହୁତ କିଛି କାରଣ ଅଛି।
Election bele lokanku aey video tiku dekhaae kahiba bobyku vote diaa nadele aey valiaa abastaa heba
Loka kte dariki achhi.. ta ktha ru Jana paduchi
ଏତେ ପ୍ରେସର ଯେ ଚାଷୀ ମଉସା କଥା କହି ପାରୁନାହାଁନ୍ତି, ଗରିବ ମାଇକିନା ସମସ୍ତଙ୍କର ଶାଳୀ ତେଣୁ ବିଚାର ଭଗବାନ ନିଶ୍ଚୟ କରିବେ।
ବିଚରା ମଦନ, ଆଗରେ ଖାଇ,ପଛରେ ନଈ.....ଜୟ ମା'ଁ ବିରଜା ।
Magiha ବବି ଦାସ କୁ ଡାଇରେକ୍ଟ ମଇଦାନ କୁ ଡକା ଯାଇକି କିଛି କରା ଯାଉ
tu kou gia
@subratsutarromeo2007 to bou gia.
Right
R8
@@abhijitexpressdp9939tu banda chodibu tara
ଯଦି ସେ ଚାଷୀ ଭାଇ ସେତେବେଳେ ଭୁଲ୍ ରେ କହିଦେଇଥିଲେ ଏବେ ସେ କେମିତି ସତ କହୁଛନ୍ତି? ଏବେ ତ ବରଂ କଥା କହିଲା ବେଳକୁ ପାଟିରେ ଖନି ଵାଜୁଛି କ'ଣ କହିବେ ଚିନ୍ତା କରି କହୁଛନ୍ତି ଦେହ ଥରୁଛି ବର୍ତମାନ ଏ ଚାଷୀ ଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ
Normally emiti pati tharibani technic apply Kari media besi nata lagauchhi
ଯେମିତି ଲିକୁ ସାହୁଙ୍କ ବେକରେ ସୁନା ହାର ଛିଣ୍ଡେଇ ନେବା ପରେ ମଧ୍ୟ ତାଙ୍କ ବେକରେ କୋୖଣସି ଦାଗ ରହି ନ ଥିଲା। ସେ କଣ ପୋଲିସକୁ କହି ନ ଥିଲେ କି ତାଙ୍କ ବେକରୁ ସୁନାହାର ଛିଣ୍ଡେଇ ନେଇଗଲେ ବୋଲି।
Nihati prashasana ra sahajya darkar mousaku mari dei paranti
ଡରାଯାଇଛି ଚାଷୀକୁ
ବବି ଯେତେ ଦାମକ୍ ଦେଲେବି ସତ କେବେ ଲୁଚିକି ରହିବନି ଓଡ଼ିଶା ବାସି ମୁର୍ଖ ନୁହଁ
Video taa bahuta badhiaa lagilaa kintu janasadharana jay Jagannath nku daakuchhanti he prabhu Rakhya kara
ସିବିଆଇ ଲଗେଇ ତଦନ୍ତ କରାଯାଉ। ୟେ ମାଗିହା ଚାଷୀ ବି ପରମ ମାଗିହା।
ଗରିବ loka ଡରି ଯାଇଛନ୍ତି
Bhai he is afraid of babi das as he is poor....
ହୀନ ରାଜନୀତି
ଏବେ କହିଲାବେଳେ ପାଟି ଖନିବାଜୁନି ବିଜେଡି ନେତା ସିଖେଇଦେଲେ ତା ପରେ ପାଟି ଖନିବାଜୁଛି ତମେ ବବି ଦାସ ଡରରେ ଏମିତି କୋହୁଛ ତମେ ଆଗ ଜେଲ୍ ଯିବ
ବବି ଦାସ ଚାଷୀକୁ ଭୟଭୀତ କରି ଖେଳ କରିଛି। କିନ୍ତୁ ତାର ହାତରେ କଡ଼ି ପଡିବା ବେଳକୁ କେହି ସାହାରା ହେବେ ନାହିଁ। ଭଗବାନ ତାକୁ କ୍ଷମା ଦେବନି।
ଭୟ ରେ ପାଟି ଥରୁଛି ମାନେ ବବି ଦାସ ତାକୁ ଧମକ ଦେଇଛି 😂😂😂
ବବି କେବେ ମରିବନି bodhe.... Kansa & Ravana ଠାରୁ भयंकर atyachari
ଏବେବି ବବି ଦାସଙ୍କର ଯାଜପୁରରେ ରାଜନୈତିକ ତଥା ବାହୁବଳିର ଆଧିପତ୍ୟ ଅଛି /
Bahut pressure rebachi se
I request to Odisha government needs to investigate properly.
ମରିବ ରେ ଗରିବ ଟା କୁ ଧମକାଇ ତା'କୁ ଏଭଳି କରୁଛ ସେ କାଲି କେତେ ସତ କହୁଥିଲା ଆଜି ଡରି କେତେ ମିଛ
Kete darare loka achhanti dhik BJD sasana
ବବି ଦାସ bhayare ଏ ଲୋକଟି ଭୟଭୀତ
ଓଡ଼ିଶା ଲୋକ ଙ୍କ ବଳ। ପ୍ରକୃତରେ ଓଡ଼ିଆଙ୍କୁ କେତେ କରି ଦେଲାଣି ଦୁର୍ବଳ। ଛି ଛି ବିଜୁ ଜନତା ଦଳ
ଆକୁ ଧମକ ଦିଆଯାଇଥିବାରୁ ଏହା ହିଁ ଘଟିଛି ।
ମନ୍ତ୍ରୀମାନେ ଯଦି ଏପରି ମାଡପିଟ୍ ହେବେ, ରାଜ୍ୟ କିପରି ଚାଲିଵ ?😂
ନୀରିହ ଗରିବ ଲୋକ ବହୁତ ଚାପରେ ଅଛି
ଭଗବାନ କଣ ଦେଖୁଛ
ମା ବିରଜା ସବୁ ହିସାବ କିତାବ କରିବ 🙏🙏🙏.
କ୍ରୀତଦାସ କୁ ଆରେଷଟ କରାଯାଉ
Aurgus TV ku daka jaeni 🤫
Bujhi ପରୁଥିବେ aau
ବବି ବାବୁ ହାରାମି ଲୋକ , ଡରେଇ ଧମକେଇ କାମ କରୁଛନ୍ତି।
ଭୟ ରେ, ଆତ୍ମା ଓ କଲିଜା ଥର ହର, ତାହା ମୁହଁ ରୁ ପୁରା ଜଣା ପଡୁଛି 😭👎 ଶ୍ୟାମ ଦାମ୍ ଦଣ୍ଡ ଭେଦ ଦେଖାଇ, କେଶ ପ୍ରତିହାର କରିବା ପାଇଁ ବାଧ୍ୟ କରିଛନ୍ତି, ଦାସ ଫେମିଲି 👎😭 ଏମାନକୁ ଭଗବାନ ସାହା 😭😭
ନିନ୍ଦନୀୟ ଘଟଣା
Perfect Bobby Bhai 👍.
Emiti hin darkar.
Kanta ku Kanta re hin kadhajae.
This is the rule...
Jesa ku tesa
Salute Bobby Bhai 🫡
ଓଡ଼ିଶା ଦେଖୁଛି ଯାଜପୁର ରେ ଚାଲିଛି କ'ଣ।
Babi das yete matra re Dareichhanti je....ye loka daruchhi...vari dukha laguchhi....😢😢... Babi Babu enti darantu nahi pls...niriha loka nka emotion saha khelni
ଶଳା ବବି ଦାସ କୁ ମାଡ ଦରକାର।
ହଁ ଯା ମାରିବୁ 😂😂😂
ଏ ଲୋକ କୁ ଧମକାଇ ଏମିତି କହୁଛି . ଏ ସବୁ ହେଲା କ୍ରୀତଦାସ ର କାମ ତେଣୁ ସରକାର ଏ ସବୁ ଉପରେ ଗୁରୁତ୍ୱ ଦିଅନ୍ତୁ ଆଉ. ଏ ଲୋକକୁ ସୁରକ୍ଷା ଦେବା ଶହ. ଯାଜପୁର ରୁ ଏ ମୋଗଲ ଶାସନ ଧ୍ବଂସ କରନ୍ତୁ .
Dhanyaa ama Netaa
ଏଥିରୁ ସ୍ପଷ୍ଟ ଜଣାପଡୁଛି ଏ ଲୋକ କୁ pressurize କରାଯାଇଛି, ଏମିତି କହି case withdraw କରିବା ପାଇଁ
Jay Jagannath
ଲଲ ର ଗଲୁ ବାହାର କରା ଯାଉ ଶଳା ର ଦାଦାଗିରି ବହୁତ ହେଇ ଗଲାଣି
ବିଜେଡି ନେତା ଖରାପ କାମ କରୁଥିଲେ ଏ ବଂ କରୁଛ ନ
ଏଠି ସତ କହିଲେ ବଞ୍ଚିବା କଷ୍ଟ
Otv ଭଲ ରାଜନୀତି କରୁଛି
ଭଗବାନ୍ ସହିବେନି ଜମା କ୍ରୀତଦାସକୁ ଭଗବାନ୍ କ୍ଷମା କରିବେନି ଶଳା ମରିବ ପଡ଼ିକୀ
Right
Arrest bubby Das immediately
ବବି ଦାସ ତାଙ୍କୁ ଧମକ ଦେଇଛନ୍ତି
ଏଇ ରାଜନୀତି ରେ ଗରିବ ଗୁରୁବା ଅସୁବିଧା ରେ ପଢୁ ଛନ୍ତି 🙏👍
Right
ସାଧାରଣ ଲୋକ ସବୁ ବୁଝି ପାରୁଛନ୍ତି ଏ ଲୋକଙ୍କ କଥା ରୁ ଜଣା ପଡୁଛି
ହେ ଭଗବାନ୍...... ବବି ଦାସ୍ ରିଅଲ ଭିଲିଏନ
ପ ଇସା ନିଶା ବବି ଦେଲା 10 20 ହଜାରେ ତାଡରେ ସଳାବୁଢା ବବି କାଳେ ମାରିଦେବ ସେଥିଲାଗି ଥରି ହେଉଛି କଥା କହି ପାରୁନାହାଁନ୍ତି
ଭାଇ ତୁ କିଏ ଜାଣିଛୁ ରାବଣର ଭାଇ ବିଭୀଷଣ ।
Acha ate dara
ଏଥିପାଇଁ କିଏ ଦାଈ .....ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ୍
ବବି ଡ଼ରରେ ଏଲୋକ ଏମିତ କହୁ ଅଛି
Aji bi kangaroo sashan chalichi
ଅସଲ କଥା ସେ ପଂଚାୟତରେ ବବି ଦାସ କରିଥିବା ଉନ୍ନତି ଯୋଗୁଁ ଲୋକଟି ଜାଣିପାରିନଥିଲା। ନ ଦେଖିଲା ଓଉ ଛ'ଫଡା।
police should give protection to this people
ଏମିତିକା ଓକିଲ ଥୀଲେ ଦେଶ ଆଗକୁ ବଢିବ ।
ଶତ କେବେ ଲୁଚିକି ରହିନାହିଁ
ଏ ଲୋକ କୁ ପ୍ରଥମେ ଆରେଷ୍ଟ କରାଯାଉ
ଆରେ ମାଗିହା ମୂର୍ଖ ସେଇ ଭିଡ଼ିଓ ଭଲ ଭାବେ ଦେଖି ସାରେ ପରେ ନିଜେ ବୁଝିବୁ ଶଳା କୀଟ ଦାସ ଯଦି ଏହି ଗରିବ ଖଟିଖିଆ ଲୋକ ତୋର ନିଜର ହେଇଥାନ୍ତେ ତୁ ଏପରି କହିଥାନ୍ତୁ
ଏ byte ର ପୋଷ୍ଟ ମର୍ଟମ କରାଯାଉ..... ରାଜ୍ୟ ରେ ବିଜେପି ଶାସନ ଚାଲିଛି.... ଲୋକଙ୍କ ପାଖକୁ ଗୋଟେ ନେଗେଟିଭ ମେସେଜ ଯାଉଛି.... ସରକାର ନିଜ ତରଫରୁ ଅନୁସନ୍ଧାନ କରନ୍ତୁ...
ପ୍ରେଶର କିଛି କାମ କରିବନି ବବି ର
ଏ ବ୍ୟବସାୟୀ ଙ୍କୁ ପ୍ରଥମେ ଆରେଷ୍ଟ କରିବା କଥା
ସବୁ କ୍ଷତ୍ରରେ ସାଧାରଣ ଲୋକଙ୍କୁ ବ୍ୟବହାର କରି ଦୋଷୀ ମାନେ ଖସି ଯାଉଛନ୍ତି। ସାଧାରଣ ଲୋକେ ମଧ୍ୟ୍ୟ ରାଜନେତାଙ୍କ କଥାରେ ଭାସି ନ ଯାଇ ନିଜ ଦୁଃଖ ନିଜେ ଭାଗିଦାରୀ ହେବା ଦରକାର। ଆବଶ୍ୟକ ସମୟରେ କେହିବି ଆସି ଠିଆ ହେବା ଦେଖା ଯାଉନି। ସାଧାରଣ ଲୋକ କାହିଁକି କଷ୍ଟ ପାଇବ।
100% sure babi bhauni gea jaiki doreithibo
Baby das taku dhamkeichhi janapaduchhi se lokaku protect karajau au Boby das ku arrest karajau .
ହେପ୍ରଭ୍
Very good 💪💪
Boby Das ra Gundaraj ketedin chaliba.
Boby das ku areest kara jau
0:42 0:44
ଇଏ ମଉସାଙ୍କୁ ଆଗ ଆରେଷ୍ଟ କରା ଯାଉ
ନାଈରେ ଭାଇ, ଗରିବ ହେବା ୟେ ସମାଜରେ ଆଉ ଦୁନିଆରେ ଗୋଟେ ଅଭିଶାପ। ଗରିବ ମଉସାଙ୍କ ଜାଗାରେ ନିଜେ ରହିକି ଦେଖନ୍ତୁ..। ଭୟ ରେ ତାଙ୍କ ପଟି ଖନି ମାରି ଯାଉଚି..। ତାଙ୍କୁ ଚାପ ପ୍ରୟୋଗ କରା ଯାଇଛି..। ୟେ ରାଜନେତା ସବୁ ଚୋରା ଆଉ କ୍ରିମିନାଲ..।😡😡
Kana paini jane gariba loka se taku dhamkeibaru se dariki emiti kahichhi jadi gandire dum achhi taku dhamkeithiba lokaku arrest karajau ebong se gariba lokaku protest karajau .
Maa Biraja...Dharama ra Jay heu
Hey bhagawan...Dharamshala Jay heu
Bobby das pura bjd ku barbaad Kari sarilani...
ବବି ଦାସ ଧକ୍କ ଦେଇଛି ମଉସା ଥରୁଛି
Se chasi janak ra Katha ru jaha janapaduchi vayavita hei kahuchhanti, prakuta inquiry karajau.
OTV should be impartial
Bobby Bhai jindabad
ଏ ଶଳା କୁ ଆଗେ ବାନ୍ଧ
Police Sadharana loka nku surakhya dei paruni au kn kahiba
Cbi inquiry
Jabardasti karajauchhi / nahi tadanta karajau
ଦଲାଲ ମିଡ଼ିଆ ଓଟିଭି
ୟେ ଲୋକ କେତେ ସତ କହୁଚି ତାହା ଜଣ ପଡ଼ୁଚି