ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter

Поделиться
HTML-код
  • Опубликовано: 22 июн 2024
  • ଗଡ଼ବଡ଼ ସାମ୍ରାଜ୍ୟକୁ ବଳ ଦେବା ପାଇଁ ବିଜେଡିରେ ସାମିଲ ହୋଇଥିଲେ ଅଚ୍ୟୁତ ସାମନ୍ତ ? ଆଇନକୁ ମୋଡ଼ି ମକଚି ବାବୁଙ୍କୁ ହାତ କରି ପାଇଛନ୍ତି ନବୀନ ସରକାରଙ୍କ ଅହେତୁକ ଅନୁକମ୍ପା ? ଆଦିବାସୀଙ୍କ ମସିହା କୁହାଯାଉଥିବା ଅଚ୍ୟୁତ ଜନଜାତି ଅନୁଷ୍ଠାନ ନାଁରେ ଛିଡ଼ା କରିଛନ୍ତି କି ବେଆଇନ ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି କାହିଁକି ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ନବୀନ ସରକାର ? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କେଉଁ ବାବୁ, କେଉଁ ଅଫିସର ? ରାଜ୍ୟର ନୂଆ ସରକାର କରିବେ ତଦନ୍ତ ଫସି ଯାଇପାରନ୍ତି ଅଚ୍ୟୁତ ସାମନ୍ତ ! Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaReporteronRUclips
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #KISS #LandDispute #AchyutaSamanta #Bhubaneswar #Forestland #BJP #odishagovernment

Комментарии • 241

  • @netranetra4111
    @netranetra4111 Месяц назад +70

    ସବୁ ଲୁଟ୍ ତରାଜ୍ କରି ଖାଇଥିଲେ ଏବେ ଫସିଲେ ଅସୁବିଧା କ'ଣ

    • @anantaprasad1195
      @anantaprasad1195 Месяц назад

      Ghara bhanga

    • @seemaranibudek5736
      @seemaranibudek5736 22 дня назад

      Tume jaha ku emiti kahuchha ta about re first search Kari ki dekha tapare bujhi pariba se thik naa bhul ok

  • @santoshbehera1687
    @santoshbehera1687 Месяц назад +32

    କଛି ତ କରିପାରିବା ନାହିିଁ ଯିଏ କଲା ତାକୁ କହିବା ।ଏ ତ ଓଡିଆଙ୍କ ଲକ୍ଷଣ । ଆରେ ଭାଇ ସେ କଣ ସେ ଜମି ଘରକୁ ନେଇ ଯାଇଛି । ଦେଶ ପିଲାମାନଙ୍କ ଉଦ୍ଦେଶ୍ଯ ରେ ଶିକ୍ଷାନୁଷ୍ଠାନ କରିଛି ଓ ଅନେକ ପିଲାମାନେ ଉପକୃତ ହେଉଛନ୍ତି । ଜଙ୍ଗଲ କରି କଣ ଆଉ ଗୋଟିଏ ନନ୍ଦନକାନନ କରିଥାନ୍ତ ନା କଣ ? ଆରେ ଭାଇ ବଡ ହେବାକୁ ହେଲେ ନିଜ ଚିନ୍ତା ଧାରାକୁ ପରିବର୍ତ୍ତନ କର । ଗୋଡ ଟାଣିବା ବନ୍ଦ କର । ଅଚୂତସାମନ୍ତ ର ମାଇପ କି ଛୁଆ ପିଲା ନାହିଁ ସେ ନେଇ ପଳେଇବ । ଆପଣମାନେ ତ କରିପାରୁ ନାହାଁନ୍ତି ଯେ କଲା ତାକୁ କହିବା ତୁମମାନଙ୍କ ମୁଖରେ ସାର ।

    • @jnyanadevbhoi5883
      @jnyanadevbhoi5883 Месяц назад

      Also you have involved in govt land enclosure .

    • @Kiddie_Kingdom_Station
      @Kiddie_Kingdom_Station Месяц назад +1

      Misiki khhaihhanti au sethhipain badhhuchhi

    • @santoshbehera1687
      @santoshbehera1687 Месяц назад

      @@Kiddie_Kingdom_Station ଆମ ସାଙ୍ଗରେ ଆପଣ ଥିଲେ

    • @subhashreedixit3695
      @subhashreedixit3695 Месяц назад

      Kehi pila uparaku aau jau nahanti jadi bhala se survey Kariba ta hele janiba sabu magana dele kehi uparaku uthi paranti nahi sabu sport's nija adhina re rakhi pilanku bhhuan buleiba katha

    • @amitsamal4097
      @amitsamal4097 Месяц назад

      Thik achhi KIIT au KISS ku govt ku hand over karideba Darkar

  • @pradoshranjanmohanty2986
    @pradoshranjanmohanty2986 Месяц назад +47

    ଧର୍ମ ପରିବର୍ତନ କରୁଥିବା ଏକ ଦଲାଲ ଗିରଫ କରିବା ଦରକାର୍

    • @JISHAYAMALLICK-zk3xl
      @JISHAYAMALLICK-zk3xl Месяц назад +3

      ଦେଖିଥିଲ କି ସେ ଧର୍ମ ପରିବର୍ତନ କରିବା ର

    • @sagarsahoo4394
      @sagarsahoo4394 Месяц назад +1

      ​@@JISHAYAMALLICK-zk3xlତୁ କ'ଣ ଟା ଦେଖିଛୁ......??!!

    • @santalsamaj9519
      @santalsamaj9519 29 дней назад

      Nije Jay panda OTV maliko kete land hodop korichi kahin Taku to dekaouno
      Eithi Jone tribal chuanku patho podhounchi seita dekha jaouni tumoku ...
      OTV maliko Jay panda kon korichi - niji gote mohan choro ...

    • @JISHAYAMALLICK-zk3xl
      @JISHAYAMALLICK-zk3xl 27 дней назад

      @@sagarsahoo4394 ମୁଁ ବା କିସ ପିଲା ଶଳା ମୁଁ ଦେଖିନି ତ ଆଉ କଣ ତୁ ଦେଖିଛୁ କି ବେ

    • @JISHAYAMALLICK-zk3xl
      @JISHAYAMALLICK-zk3xl 27 дней назад

      @@sagarsahoo4394 ମୁଁ ବା କିସ ପିଲା ମୁଁ ଦେଖିନି ତ ଶଳା ଆଉ କଣ ତୁ ଦେଖିଛୁ କି ବେ l

  • @bajuramsamad9009
    @bajuramsamad9009 Месяц назад +25

    ସାମନ୍ତ sir ଯେତିକି କରିଛନ୍ତି ଓଡିଶା ସରକାର ବି ସେତିକି କରିନାହାନ୍ତି....... KISS ଆଉ KIIT ଓଡିଶା ର ଗର୍ବ

    • @MBhukta
      @MBhukta 27 дней назад +2

      ଗୋଟେ କାମ କର, ତମେ ବି ସରକାରୀ ଜଙ୍ଗଲ ଜମି ଜବରଦସ୍ତ ମାଡି ବସି ଶିକ୍ଷାନୁଷ୍ଠାନ କର ଆଉ କୁହ ତମ ଅନୁଷ୍ଠାନ ଟି ଓଡିଶା ର ଗର୍ବ

    • @gourikumaripatro485
      @gourikumaripatro485 26 дней назад

      ruclips.net/video/BFYrY0MQdWc/видео.htmlsi=7UmMHPgsXS2jANoL

    • @rahul23sks
      @rahul23sks 26 дней назад

      Arey bhai kichhi ta janiparuna Achyuta kan bepara chaleichi.. kahinki bala dialogue marucha 😂

  • @user-iw6qu7jy3e
    @user-iw6qu7jy3e Месяц назад +5

    ଅଚ୍ୟୁତ ସାମନ୍ତଙ୍କ ବାଳ ବି ଉଖାଡି ପାରିବନି😂,ଦମ୍ ଅଛି ତ ଜେଲ୍ ରେ ପୁରେଇ କି ଦେଖ.....

  • @user-lc1tf3up7x
    @user-lc1tf3up7x Месяц назад +74

    ଅଚ୍ୟୁତ ସାମନ୍ତ କେବଳ ଜମି, ଜଙ୍ଗଲ ଲୋଟି କି ଖାଇ ନାହିଁ, ସେ ଶଳା ବିଦେଶରୁ ଟଙ୍କା ଖାଇ ଓଡ଼ିଶା ର ନିରିହ ଆଦିବାସୀ, ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ ମଧ୍ୟ କରୁଥିଲା,,ସେ ଶଳା କୁ ଭଲ କରି ଜେଲ୍ ରେ ଭର୍ତ୍ତି କରାଯାଉ

    • @SSBOYVLOG-iy8hp
      @SSBOYVLOG-iy8hp Месяц назад +4

      Tu magya dekhithilu nai be😡😡😡

    • @dishomkumblu2453
      @dishomkumblu2453 Месяц назад +5

      ​@@SSBOYVLOG-iy8hp tu ta maikina bodhe fatuchi Toro 😂😂😂

    • @ajitkumarsamal7202
      @ajitkumarsamal7202 Месяц назад

      ​@@SSBOYVLOG-iy8hptate kn pain badhila ki re? Tadant haba darkar . Bhul thile action hau.

    • @SSBOYVLOG-iy8hp
      @SSBOYVLOG-iy8hp Месяц назад +2

      @@dishomkumblu2453 speling mistake sola ଅଙ୍ଗୱାଡ଼ି jaiki asibu jaa😂😂😂

    • @dishomkumblu2453
      @dishomkumblu2453 Месяц назад

      @@SSBOYVLOG-iy8hp Jodi speling mistake. Tu bhadua. Bujhuchu kemiti...

  • @purnachandrasahoo5350
    @purnachandrasahoo5350 Месяц назад +24

    ଓଡ଼ିଶା ପ୍ରଦେଶ ସବୁ ଜ଼ିଲ୍ଲା ରୂ 30000 ଏକର ଜମି କେଳେଙ୍କୀରୀ ହେଇଛି.,

  • @sakti6493
    @sakti6493 Месяц назад +15

    ଅଚ୍ୟୁତ କୁ ହରାଇବା ଏତେ ସମ୍ଭବ ନୁହେଁ। ପିଲାବେଳୁ ସେ ଜିତିବା ପାଇଁ ଅଭ୍ୟସ୍ତ। ରାଜ୍ୟ ରୁ କେନ୍ଦ୍ର ଯାଏ କେହି ତାର ଉଖାଡ଼ି ପାରିବ ନାହିଁ। ଜୁଏଲ ନିଜକୁ ଦକ୍ଷ ପ୍ରମାଣିତ କରନ୍ତୁ।

    • @banamalibehera8781
      @banamalibehera8781 Месяц назад +2

      SEMITI SE KARICHHI TAMAKU TAHAALE BHALA LAAGUCHHJIKI BHAAI.

    • @JISHAYAMALLICK-zk3xl
      @JISHAYAMALLICK-zk3xl Месяц назад

      ​@@banamalibehera8781ଅଚ୍ୟୁତ କୁ କିଏ ବାଳ ଉକଡି ପାରିବ ନାହିଁ

  • @bajuramsamad9009
    @bajuramsamad9009 Месяц назад +10

    ସାମନ୍ତ sir ଓଡ଼ିଶାର ଉନ୍ନତି ପାଇଁ କରୁଛନ୍ତି ଓଡ଼ିଶାର ଶିକ୍ଷା ର ପ୍ରସାର କୌଣସି ମନ୍ତ୍ରୀ ବି ସେତିକି କାମ କରି ନାହିଁ ସାମନ୍ତ sir ଯେତିକି କରିଛନ୍ତି ଆଦିବାସୀ ମାନଙ୍କ ପାଇଁ ଏଥିରେ କୌଣସି ପାର୍ଟି ର ସମ୍ପର୍କ ନାହିଁ..... ସେ ଜଣେ ଭଲ ମଣିଷ....... ନିଜ ପାଇଁ କେବେ ଚିନ୍ତା କରି ନାହାନ୍ତି

  • @satyabehera9431
    @satyabehera9431 Месяц назад +6

    ସାହାଯ୍ୟ ନାମରେ ଓଡ଼ିଶା କୁ ଲୂଟିନେଇଛନ ପ୍ରଥମ ନବୀନ ପଟ୍ଟନାୟକଙ୍କୁ ଜେଲରେ ପୁରାଓ ।

  • @techgopalcreative3760
    @techgopalcreative3760 Месяц назад +7

    କିଛି ହେବନି ସମସ୍ତେ ଗୋଟିଏ ଲାଉ ର ମଞ୍ଜି

  • @asisdash4466
    @asisdash4466 Месяц назад +19

    ପ୍ରଭାକରନ ଯେଉଁ ଲିଙ୍ଗରାଜ ଜମି ମାଡ଼ିବସିଚି … ସାହସ ଅଛି ତା ବିଷୟରେ ବଜେଇବା ପାଇଁ ??? ଅଚ୍ୟୁତ ବାବୁ ଓଡ଼ିଆ ଆଦିବାସୀ ପିଲା ମାନଙ୍କ ପାଇଁ କାମ କରିଛନ୍ତି , କେତେ ଓଡ଼ିଆ ଲୋକ ଙ୍କୁ ଚାକିରୀ ଦେଇଛନ୍ତି … ତାଙ୍କ ପଛରେ ନ ଲାଗି… ପ୍ରଭାକରନ ତାମିଲ ଯୋଉ ଖଣି ଲୁଟୁଛି . ଲିଙ୍ଗରାଜ ଙ୍କ ଜମି ମାଡି ବସିଛି .. ଖୋର୍ଦ୍ଧା ଚାଷୀ ମାନଙ୍କ ଜମି ମାଡି ବସିଛି … ତାକୁ ଟିକେ. ଦେଖା ଅ … ଯଦି ସତରେ ତମେ ଓଡ଼ିଆ ଲୋକ ଙ୍କର ଚାଁନେଲ ..
    ଶଳା ଓଡ଼ିଆ କଙ୍କଡା … ବାହାର ତାମିଲ ତମର ଲୁଟିକି ନେଇ ଗଲେଣି … ଆଉ ତମେ କିସ ପଛରେ ପଡ଼ିଛ … ଛି
    କେବେ ଏ କଙ୍କଡା ଜାତି ଉପରକୁ ଉଠିପାରିବ ନାହିଁ ଏଇ କଙ୍କଡା ଗୁଣ ଯୋଗୁ

    • @_mr___rajput
      @_mr___rajput Месяц назад +5

      😂😂😂 Kai pila nku job dele boli se govt land ku nijar karinebe ki ?? Tame bhabuchh se sabu free re karuthile Sethi pai se bahut bhala 😅 kintu adibasi nku free education dauthibaru tanka pakhaku kete tanka ase se business karuthile 😂

  • @ranajitjena4668
    @ranajitjena4668 Месяц назад +8

    ଜୁଏଲ ଓରାମ ର ଯେତିକି ବୁଦ୍ଧି ସେ ସେତିକି ବାଟ ଯାକେ ଯାଇପାରିବ, ତାପରେ ଚୁପ ହୋଇ ବସିବ.

    • @ajitkumarsamal7202
      @ajitkumarsamal7202 Месяц назад

      Eita bhul dharana. Gote MP jadi lagiba aau center ra support miliba kou jaine jaipariba dekhiba aau

    • @birajmohapatra2377
      @birajmohapatra2377 Месяц назад

      Juel Oram ta nije adibasi kana tanka pain karichanti mantri heiki

    • @SunilKanhar-po2yg
      @SunilKanhar-po2yg 28 дней назад

      ​@@birajmohapatra2377କେବଳ ରାଜନୀତି

  • @jayakrishnamoharana7253
    @jayakrishnamoharana7253 27 дней назад +1

    Samanta Sir Odisha ra Garba O Gouraba...Jay Jagannath 🙏

  • @nareshkumarswain769
    @nareshkumarswain769 Месяц назад +12

    Aga bandha Jau bjd pai panthi jogauthilea

    • @santalsamaj9519
      @santalsamaj9519 29 дней назад

      Nije Jay panda OTV maliko kete land hodop korichi kahin Taku to dekaouno
      Eithi Jone tribal chuanku patho podhounchi seita dekha jaouni tumoku ...
      OTV maliko Jay panda kon korichi - niji gote mohan choro ...

  • @maniramsabar4263
    @maniramsabar4263 27 дней назад +2

    ଠିକ ଲୋକଙ୍କ ଠିକ ଜାଗାରେ ସ୍ଥାନ ନାହିଁ l ରାଜ ନୀତିଆ ଯାହା ଚାହିଁବେ ତାହା ହବ l ବିରୋଧୀଙ୍କ ଷଡଯନ୍ତ୍ର ନୁହେଁତ ?

  • @swamidhireshananda2847
    @swamidhireshananda2847 Месяц назад +5

    ଭଲ କଣ ଖରାପ୍ କଣ ପ୍ରଥମେ ଦେଖ
    ତାପରେ କହିବା

  • @sureskumar9199
    @sureskumar9199 Месяц назад +9

    Jadi bjd jiti thanta pura bbsr ra jami ku neijaithanta

  • @sankarsubudhi9562
    @sankarsubudhi9562 Месяц назад +7

    Quick investigation

  • @gurucharansahoo9577
    @gurucharansahoo9577 Месяц назад +2

    ଧର ଶଳେଙ୍କୁ 👍👍 ଗୋଡାଇ ଗୋଡାଇ ଧର 💪💪😂😂😀😀😀😀

  • @sitamanimurmu788
    @sitamanimurmu788 24 дня назад +1

    ସତ୍ୟର ସବୁବେଳେ ଜୟ ହେବ

  • @chandrakantsutar2922
    @chandrakantsutar2922 Месяц назад +17

    Achyut Samat has looted land of Odisha.....made lots of money during COVID 19.....master in womenization 😂😂😂

  • @smitamallick3669
    @smitamallick3669 Месяц назад +14

    ଯିଏ ବି ଭଲ କାମ କରେ ତା ପଛରେ ସମସ୍ତେ ଲାଗିଜାନ୍ତି ସହିପାରାନ୍ତିନି

    • @Ambulrai
      @Ambulrai Месяц назад

      Chopa na.... Biggest Land Mafia of Odisha. Education Bepari. Bhala na mo balo

    • @user-db7rk7nh6g
      @user-db7rk7nh6g Месяц назад

      ତତେ ଗାଣ୍ଡିମରନ୍ତି

    • @JISHAYAMALLICK-zk3xl
      @JISHAYAMALLICK-zk3xl Месяц назад +1

      ​@@Ambulraiତୁ ମଘୀଆ କିଏ ବେ

  • @trend0017
    @trend0017 Месяц назад +4

    aga se navin ku arrrest kara jau...se hin hauchi sabu durniti ra mula...au egudaku dharile kan haba...only navin arrest haba darkar

  • @SomeoneYt-xf3wn
    @SomeoneYt-xf3wn 28 дней назад +2

    Samanta Sir 🙏🙏

  • @ODISHABHAI-eq8jq
    @ODISHABHAI-eq8jq Месяц назад +15

    ଆଦିବାସୀ ଙ୍କ ନାମ ରେ ଖେଳ କରୁଥିଲେ, ସମସ୍ତେ ଜାଣି ଛନ୍ତି, ସେଇ ଆଦିବାସି ମାନେ ଏବେ ତାଙ୍କୁ ଭୋଟ ଦେଇ ନାହାନ୍ତି, ଆଦିବାସୀ ପ୍ରେମ, ଆଉ ନାହିଁ, ତାଙ୍କ ସବୁ ସଂସ୍ଥା କୁ ବନ୍ଦ କରା ଯାଉ

    • @Ambulrai
      @Ambulrai Месяц назад +2

      Biggest Land Mafia of Odisha. Achuta ra real face sabu janinahanti. Ek dum baje loka te.

    • @satyabhamasahoo1023
      @satyabhamasahoo1023 Месяц назад

      Kiim kiit kiss hospital 30,000 loka job paichanti

    • @santalsamaj9519
      @santalsamaj9519 29 дней назад

      Nije Jay panda OTV maliko kete land hodop korichi kahin Taku to dekaouno
      Eithi Jone tribal chuanku patho podhounchi seita dekha jaouni tumoku ...
      OTV maliko Jay panda kon korichi - niji gote mohan choro ...

    • @subhadramajhi5581
      @subhadramajhi5581 23 дня назад

      Tame kahiba ku kiye nije to kariparun

    • @Ambulrai
      @Ambulrai 23 дня назад

      @@satyabhamasahoo1023 jete job karuchanti sabu low paid compared to other companies and hospitals. Achyuta Land jetiki maruchi Tara 100 guna mulya Land marideichi.

  • @bhabagrahidas2385
    @bhabagrahidas2385 25 дней назад +1

    ଆଦିବାସୀ ପିଲାଙ୍କ ଭବିଷ୍ୟତ ସହ ରାଜନୀତି ଖେଳ ଖେଳନି

  • @VladimirPutin-y2y
    @VladimirPutin-y2y 20 дней назад +1

    ନା ସମସ୍ତଙ୍କର କିଛି କିଛି ପଇସା ଦରକାର। ସେଥି ପାଇଁ ଅଚ୍ୟୁତ ଙ୍କ ପଛ ରେ ଲାଗିଛନ୍ତି । କିଛି କିଛି ପଇସା ପାଇଗଲେ । ସବୁ ଥଣ୍ଡା ବାକ୍ସ କୁ ପୁଣି ଫେରି ଯିବ । No Tension 😂😂😂

  • @shibarampadhy8210
    @shibarampadhy8210 Месяц назад +1

    ଅତିଶ୍ରିଘ ଏହି ଜମିର ଅପବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ

  • @ashokharijan9537
    @ashokharijan9537 Месяц назад +2

    Are BJP tume revanz neba mood re sabu bele kana achha Odisha ra development pai chinta kara BJP wale

  • @sarbeswardas4498
    @sarbeswardas4498 Месяц назад +1

    ଡାଳ କାଟିଦିଆଯାଉ। ପରେ ଗଛର ମୂଳ ଓ ଚେର ଉପାଡ଼ି ଫୋପାଡି ଦିଆଯିବ।

  • @madhabamajhi5232
    @madhabamajhi5232 25 дней назад

    Odisha Barbad heijib ADOVASI Nka Hak Chhinile

  • @hariharasahoo428
    @hariharasahoo428 Месяц назад +1

    ଏ କଥାରୁ ଲାଗୁଚି.. ମନ୍ଦିର ରୁ ଚୋରି କର.. ଆଉ ମନ୍ଦିର ରେ ସେଇ ଚୋରି ପଇସା ରେ ଲୋକ ମାନଙ୍କୁ ପ୍ରସାଦ ଦିଅ.. ଏଥିରେ କିଛି ଭୁଲ ନାହିଁ 🤣🤣🤣.. ଆଉ କେତେ ଓଡିଶା ରୁ ଖାଇଥିଲେ ଆତ୍ମା କୁ ତମର ଶାନ୍ତି ମିଳିଥାନ୍ତା 🙏

  • @debendrahembram3634
    @debendrahembram3634 24 дня назад +1

    ଅଚ୍ୟୁତ ସାମନ୍ତ ସାରଙ୍କ ଭଳି ଭଲ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଆଜିର ଦୁନିଆରେ ବିରଳ । ତାଙ୍କ ଭଲ ଗୁଣ କୁ ଆଦରି କିଛି ଭଲ କରିବାକୁ ଚେଷ୍ଟା କର ହେ ଓଡ଼ିଶାବାସୀ!

  • @deepalipattanayak1668
    @deepalipattanayak1668 Месяц назад +2

    20000 lokonku tama mane chakiri deiparibaki

  • @AkashBariha-qm3bi
    @AkashBariha-qm3bi Месяц назад +2

    Otv Bala tor jadi dam acche Tue Kam kari ke dekha

  • @suvendukumardash1976
    @suvendukumardash1976 Месяц назад +1

    Jay Jay Sita Ram

  • @dibyanandasahu825
    @dibyanandasahu825 Месяц назад

    Very beautiful sir jai hind. Take action.

  • @bipincharanmishra8149
    @bipincharanmishra8149 Месяц назад +1

    Request to Odisha Govt to enquiry

  • @lifestyleindia649
    @lifestyleindia649 25 дней назад +1

    କିଛି ହେବନି ଆଜ୍ଞା ଅଚ୍ୟୁତ ବାବୁ ବହୁତ ଚାଲାକ.. ବହୁତ ଶୀଘ୍ର ଦେଖିବେ ବିଜେପି ରେ ମିଶି ଯିବେ. ଆଉ ତାଙ୍କ କଳା ସାମ୍ରାଜ୍ୟ ଲୁଚି ଯିବ 😂

  • @madanpatra2802
    @madanpatra2802 25 дней назад

    Yogi Adityanath Rule should be implemented in Odisha

  • @RabiranjanNaik-vq6lg
    @RabiranjanNaik-vq6lg Месяц назад +3

    ତୁରନ୍ତ ସରକାରୀ ଜାଗା ଯେତିକି ଫେରେଇ ଆଣିବାକୁ BJP ସରକାର ସମର୍ଥ ହେବେ ଏଥିପାଇଁ ସବୁଜ ଗଛ ଲତା କେତେଯେ ନଷ୍ଟ ହୋଇଛି ତାର ପୁନରୁଦ୍ଧାର କରା ଯାଉ ଏହା ଗ୍ଲୋବାଲ ଉଅମିରିଂ ପାଇଁ ଭଲ

  • @azharkkhan8822
    @azharkkhan8822 Месяц назад +1

    👏👏👏👏👏👏👏👏👏

  • @amiyakantapradhan8345
    @amiyakantapradhan8345 26 дней назад +1

    Kiss ku close kariba pain chesta karani jadi kiss close hua taha hele kahariku chadibuni

  • @dillipkumardas1107
    @dillipkumardas1107 Месяц назад

    It should be investigated through Supreme Court of India.

  • @kabitasahoo8385
    @kabitasahoo8385 Месяц назад

    🙏👍

  • @user-bk2mj9lt2o
    @user-bk2mj9lt2o Месяц назад +1

    Bjd ra druniti dekhi odisha janata bjp ku vote dele kintu bjp sarakar mafia mananku chhadantu nahi jogi Sarakar nkar niyam lagu heu jay jaganath

  • @sunilpradhan6652
    @sunilpradhan6652 28 дней назад

    Do the proper investigation and take the serious action ASAP

  • @debanandabehera8833
    @debanandabehera8833 25 дней назад

    ଅଚ୍ୟୁତୀ ବାବୁ ଏବେ କଣ କରିବ...ଆଉ ନୂଆ ଆଇଟମ ରୋଷେଇ କର।

  • @prasad906Panda
    @prasad906Panda Месяц назад

    Nice information most be published

  • @simanchalnayak7634
    @simanchalnayak7634 27 дней назад

    କିଛି ହେବନି।

  • @user-om2ng1ps5y
    @user-om2ng1ps5y Месяц назад +2

    Sorkarnko dhhrmo hhobo gorebanko rakta sosethheba rakhhyasnku kothhr donda deantu

  • @basudevmutuka387
    @basudevmutuka387 12 дней назад

    ଅଚ୍ୟୁତ ସାମନ୍ତ ଯେ କେବଳ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ସେ ଯାହା ବି କରିଛନ୍ତି ଆପଣମାନେ ସାରା ଓଡ଼ିଶା କିମ୍ବା ଭାରତ ରେ କେହିବି ଏକାକୀ ଏତେ ବଡ ଅନୁଷ୍ଠାନ ଗଡିକି ଆଦିବାସୀ ପିଲା ମାନଙ୍କୁ ବିନା ଖର୍ଚ୍ଚ ରେ ପାଠ ପଡ଼lଉ ଛନ୍ତି ଆଉ ସମାଜର ମୁଖ୍ୟ ସ୍ରତ ରେ ସାମିଲ କରୁଛନ୍ତି ସେ ଜାଣିଛନ୍ତି କିପରି ନିଷ୍ପେସିତ, ଅବହେଳିତ ପିଲା ମାନେ ଶିକ୍ଷା ଗ୍ରହଣ କରିବେ ଏହା ହେଉଛି ତାହାଙ୍କର ଲକ୍ଷ୍ୟ ଯଦି ବି ସେ ସରକାରୀ ଜମି ଅଧିକାର କରିଛନ୍ତି ତାହା କିଛି ଭୁଲ ଉଦ୍ଧେଶ୍ୟ ରେ ନୁହେଁ ଆପଣମାନେଏତିକି ଜାଣିଛନ୍ତି ସେ କେବଳ ଜଣେ ମଣିଷ କିନ୍ତୁ ସେ ଜଣେ ସମାଜ ସେବୀ, ଉଚ୍ଚ ଶିକ୍ଷିତ ବ୍ୟକ୍ତି,ଦେଶ ବିଦେଶର ଜଣା ଶୁଣା ବ୍ୟକ୍ତି କିଛି ଲୋକ ଅଛନ୍ତି ତାଙ୍କର ଏବଂ ଆଦିବାସୀ ପିଲାମାନଙ୍କର ଉନ୍ନତି କୁ ସହି ନପାରି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ କିଛି ମିଡ଼ିଆ ଚାନେଲ ମଧ୍ୟ ବଦନାମ୍ କରିବାକୁ ଆଜି ଟୁ ନୁହେଁ ବହୁତ୍ କିଛି ବର୍ଷରୁ ଉନ୍ନତି ପଥରେ କଣ୍ଟା ସାଜିଛନ୍ତି।
    ମୁଁ ଏତିକି ଜଣେଇବା କୁ ଛାହୁଁଚି ଯେ ଜଣଙ୍କ ବିଷୟରେ କିଛି ବି ସଟିକ ତଥ୍ୟ ନଜାଣି ବେକାର ଟାରେ ବଦନାମ୍ କରିବାକୁ ଚେଷ୍ଟା କରନ୍ତୁ ନାଇଁ ।
    ଯଦି ଆଜି ଦିନରେ ଅଚ୍ୟୁତ ସାମନ୍ତ ସାର ଭୁବନେଶ୍ୱର ରେ କିସ୍ ଓ କିଟ୍ ଭଳି ଅନୁଷ୍ଠାନରେ ଏତେ ମାତ୍ରା ରେ ଆଦିବାସୀ ପିଲାମାନଙ୍କୁ ପଡେଇ ନ ଥାନ୍ତେ ତାହେଲେ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପିଲା ମାନେ ଶିକ୍ଷା ଗ୍ରହଣ କରିପାରି ନ ଥାନ୍ତେ ବହୁତ୍ ପିଲା ଶିକ୍ଷା ଲାଭ କରି ବିଭିନ୍ନ ସରକାରୀ ଓ
    ବେସରକାରୀ ପଦ ପଦବୀ ରେ ମଧ୍ୟ ନାମ କରିଛନ୍ତି।

  • @azharkkhan8822
    @azharkkhan8822 Месяц назад

    👍👍👍👍👍👍👍👍👍

  • @aloksatpathy1680
    @aloksatpathy1680 Месяц назад +2

    Otv Khordha re thiba Sarua thare jane SC nka jami madi basichhi , ta upare kebe action niajiba ??

  • @umakantaparida8086
    @umakantaparida8086 Месяц назад +1

    ଆରେ ପଣ୍ଡାଙ୍କ କୁତା ତମ ଚଉଦ ପୁରୁଷ ରେ କିଏ ଅଚ୍ୟୁତ ଏବଂ ନବିନ ପାଦକୁସରିହେବ। ଧନ୍ୟବାଦ।

  • @AkashBariha-qm3bi
    @AkashBariha-qm3bi Месяц назад +2

    Otv one sited repotr bahut rang report douchhu tor bhi dukan band heba

  • @rajanisahu4577
    @rajanisahu4577 Месяц назад

    First plantation of big trees must be planted till finalisation of transfer of "kisam" by Govt of Odisha and take back the title of the land in the name of Govt.

  • @prashantpalo5688
    @prashantpalo5688 Месяц назад

    He should be jail soon.

  • @littlequeenrakhi
    @littlequeenrakhi Месяц назад

    Very nice

  • @durbashasahani4154
    @durbashasahani4154 Месяц назад +1

    ବିଜେପି ସ୍ୱାଗତ ଘଣ୍ଟି ବଜେଇକି ଡାକୁଛି ଅଚ୍ୟୁତ ସାମନ୍ତ ମହୋଦୟ ଙ୍କୁ,,, ସେ ବିଜେପି ରେ ଆଗକୁ ଜୈନ କରିବାକୁ ଯାଉଛନ୍ତି,,,,,,,

    • @sagarsahoo4394
      @sagarsahoo4394 Месяц назад

      ଯେମିତି ତୁ ସୁବିଧାବାଦୀ ନିଜ ବୋପା ବଦଳାଉ ସେଇ ଅଭିଜ୍ଞତା ଅଛି ନା ତୋର.....!!

  • @lawsimplified316
    @lawsimplified316 Месяц назад

    Achyut Samant nka Dental hospital re treatment re patient saha experiment karajaye
    Patient hazar harar kharcha pala pare b patient ra Tooth damage heba ta sure

  • @TaranginiUSA
    @TaranginiUSA Месяц назад

    Brahma abhisapa

  • @user-uu3xy5tk2i
    @user-uu3xy5tk2i Месяц назад

    Sabu district re jaganechi

  • @bb07199
    @bb07199 Месяц назад

    Achuta samanta is a bigest land mafia in odisha.

  • @birajmohapatra2377
    @birajmohapatra2377 Месяц назад +1

    Achyuta Samanta sir odisha ra garba au gauraba se ta nija pain kichi karinahanti sabu adibasi gariba mananka pain sarkari jami re se hotel karichanti ki...

  • @SushilKumarVlogs-bb6yx
    @SushilKumarVlogs-bb6yx Месяц назад

    Very good steps by central government. .... He is totally currptted person of odisha. ...

  • @user-gj8uq2pb1h
    @user-gj8uq2pb1h Месяц назад +1

    ଆଦିବାସୀ ନାରେଳୁଟକରୁଛନ

  • @jnyanadevbhoi5883
    @jnyanadevbhoi5883 Месяц назад

    BJD KU AU 5 YR
    VOTE DIA
    NA HELE MU DUKHITA.

  • @ArsuHansdah-z2m
    @ArsuHansdah-z2m Месяц назад

    Achuyto. Sir. Garibapela manku bado monisa kari. Canti

  • @kshyamasagarbehera9858
    @kshyamasagarbehera9858 Месяц назад +4

    ସନ୍ନ୍ୟାସ ନେଲା ଦଳରୁ ଜାଣିକି ଧରା ନ ହେବା ପାଇଁ କେନ୍ଦ୍ର କଣ ଛାଡ଼ିବ ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରିବ...... ଜୟ ମୋହନ ମାଝୀ ଜୟ ନରେନ୍ଦ୍ର ମୋଦି

    • @sagarsahoo4394
      @sagarsahoo4394 Месяц назад

      ଠିକ୍ ଠିକ୍ 👍

    • @SunilKanhar-po2yg
      @SunilKanhar-po2yg 28 дней назад

      ରାଷ୍ଟ୍ରପତି ପରା କିସ୍ କୁ ବୁଲି କି ଯାଉଛନ୍ତି

    • @RMStudio16933
      @RMStudio16933 23 дня назад

      Kukura Tara kn patu6i

  • @pradeepkumarsinha803
    @pradeepkumarsinha803 Месяц назад

    NO MAFIARAJ. NO GUNDARAJ. SEND TO KALAPANI FOREVER.

  • @sameermeher4749
    @sameermeher4749 27 дней назад +1

    Tame tanka kichhi teki pariba nahi

  • @laxmidharsahoo2431
    @laxmidharsahoo2431 26 дней назад

    ଅର୍ଗସ ଅଚୁତର ଉଖାଡିବ

  • @subhrapradhan2987
    @subhrapradhan2987 26 дней назад

    Bhakaran ra jami bisayare tkalokapata karantu

  • @amiyakantapradhan8345
    @amiyakantapradhan8345 26 дней назад

    KISS au Kiit Odisha r garba au gaurab

  • @subhambhoi6002
    @subhambhoi6002 27 дней назад

    1st nijaku mirrir re dekha au pachara jiba na re tharr kebe kahaku bina karana re help kimba khaibaku deicha tapre samnata sir nka upare kahiba 2nd jami ta tanka ghara ku neiki jai nahanti adibashi chuanka kama re lagichi bhala rajaniti karucha au.....

  • @DAMADORDHARUA
    @DAMADORDHARUA 20 дней назад

    Samnta sir mangalkari atanti

  • @shrishyamasundardasmaharaj9242
    @shrishyamasundardasmaharaj9242 25 дней назад

    ବାଜ୍ୟ ଅର୍ଗସ ଚାନେଲ

  • @sugyanjena2740
    @sugyanjena2740 Месяц назад +1

    😂😂😂😂😂😢😢😢😢😮😮😮😮

  • @deepalipattanayak1668
    @deepalipattanayak1668 Месяц назад

    Otv sabubele negative news channel. Jie ta navin pattnaik nku chadu nahanti . se kana auu kahibe

  • @KambupaniBariha
    @KambupaniBariha Месяц назад

    Odisha ra 50 lakh adivasi kiss sathire., kichhi heba baib

  • @duryodhanrath1461
    @duryodhanrath1461 Месяц назад

    Achuata. Is. A. Frood. Admisonra.. Bhatu. Tanka. Ra. Hisabs. Koyal. Campus. Rarecord. AchiSeel. KalaSaburecord. Seathi. .melabai. Sir

  • @Ambulrai
    @Ambulrai Месяц назад

    Biggest Land Mafia of Odisha. Education Bepari.

  • @pranatidash9004
    @pranatidash9004 Месяц назад

    Tanka pakhare ata tanka sia labarku 250 tankara Kama karauthila

  • @user-zo9bu4wu2e
    @user-zo9bu4wu2e Месяц назад

    Sampurna jaanch thikhaba darkar

  • @Vmishra2025
    @Vmishra2025 15 дней назад

    Again ta jagaku govt kabza karu

  • @niranjansahoo7581
    @niranjansahoo7581 Месяц назад

    Puni BJP re misigale auu kichi hebani

  • @user-gh5iv6zp4t
    @user-gh5iv6zp4t Месяц назад

    Nabin babu 24 year bhitare bahu aparadhi atankawadi maffia Dalal shrusty Kari record Kari 1 no CM pratista labha karichati tanku Rastrapati award miliba katha

  • @satyanayakodiavlogs
    @satyanayakodiavlogs Месяц назад

    ଆଗକୁ ଦେଖ କଣ କଣ ହଉଚି ଏ ଚୋରଙ୍କୁ କେମିତି ଧର ହଉଚି

    • @RMStudio16933
      @RMStudio16933 23 дня назад

      Achyuta Samanta
      name dhariba pai tame kia be
      Kukura Tara kn patu6i

  • @sridharapradhan2758
    @sridharapradhan2758 Месяц назад

    A Samanta nku kiea banchheibe

  • @RajeevMinz-BR
    @RajeevMinz-BR 26 дней назад

    ସାବଧାନ
    ସେ BJP କୁ join ନ କରୁ 😂😂😂

  • @user-cc5rn8ot2o
    @user-cc5rn8ot2o Месяц назад

    Durnitikhor nku jharapada jail pathantu CM SIR,

  • @sunilkumarjena1789
    @sunilkumarjena1789 28 дней назад

    KANA THICK KANA BHUL TAHA AAIN KAHIBA.

  • @kamalsamrat2038
    @kamalsamrat2038 Месяц назад

    Chora ku Dr ra upadhi kou kama pai dia heichi. Ye ta Jabra jami dakhala. Dharma paribrtan.. nari chalana.. sabu crime re samprukta. yeaku desa drohi crime fasi dia..Dr. ra upadhi utha jau..

  • @duhkhishyamnayak9496
    @duhkhishyamnayak9496 Месяц назад

    A.naveen.bada.don

  • @suvendubhusanajena3861
    @suvendubhusanajena3861 Месяц назад

    Thick hoichhi,Bada jami chora.

    • @RMStudio16933
      @RMStudio16933 23 дня назад

      Achyuta Samanta
      name dhariba pai tame kia be
      Kukura Tara kn patu6i

  • @laxmidharpradhan9202
    @laxmidharpradhan9202 Месяц назад

    Se property ku Ani govt school karajau

    • @RMStudio16933
      @RMStudio16933 23 дня назад

      Achyuta Samanta
      name dhariba pai tame kia be
      Kukura Tara kn patu6i

  • @bajuramsamad9009
    @bajuramsamad9009 Месяц назад +2

    ଅଚ୍ୟୁତ ସାମନ୍ତ sir ଓଡିଶା ପାଇଁ ଭଲ କାମ କରିଛନ୍ତି ଖରାପ ନାହିଁ ନିଜ ପାଇଁ ତ କିଛି କରି ନାହାନ୍ତି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଫ୍ରୀ re ପିଲାଙ୍କୁ ପାଠ ପଢ଼ାଉଛନ୍ତି......... ଏଥିରେ ଖରାପ କଣ?

  • @FudanHandah
    @FudanHandah 22 дня назад

    Adibasi,jamiramalik,kimtu,Adibasikumiluni,jongaljomi,Aubodabodianeta,mantripain,khola,rasta