Price jetebele High ruhe setebele bepari manaechhare sabu bike.lingarajmandira samnare Aloo kg.40/bikuchhi.sabutharu adhika rate hela siripur market.sabu jadi government price fixed karanta Bhala huanta.
BMC squad enforcement team should check vegetable wholesale& Retail market rate not only in Unit1 wholesale market but also barged brit coloney hat, brahmeswar tankapani road hat & tankapani river bridge bankual & ranga Bazar vegetable vendors market or road side vendors will give exact high price rate of present time in bhubneswar.
THEY ARE TAKING MUNAFA PER KG 40/- SINCE LAST 2 MONTHS VEGETABLE SELLER KO FINE 3 LAKHS Rs 30/- KA KHARID RS 70/--RS 80/- ME BECH TE HAI 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@@mrpsycho6248bhai thik kahilo je Kete loko chasa karuchha aji Kali seita b dekhuno..abe vegetables chasa odisha re Kami jaichhi tenu rate sure badhibo..
ବେପାରୀ ଙ୍କୁ ନ ପଚାରି ଆପଣ ହୋଲସେଲଙ୍କୁ ପଚାରନ୍ତୁ ଭଲହେବ ଯେଉଁମାନେ ଓଡିଶାପାଇଂ ଡିଲର ନେଇଛନ୍ତି
Right ମାଲଗୋଦାମ ରେ❤
@@bijaykhuntia❤❤❤❤❤❤❤❤😅😊
ବାଳ ଗୋଦାମ କୁ ଯାଇକି check କରୁନ । ସେ ତ ଚଢା rate ରେ ଦୋକାନୀ କୁ ବିକୁଛନ୍ତି
ଭଲ ହେଇଛି ଶଳା ଚାଷୀମାନଙ୍କ ଠୁ କିଣିବ କମ୍ ରେଟରେ ଆଉ ବିକିବ ଦୁଇଗୁଣା ରେଟରେ ନାମୋ ନିଅ
They are getting 100% profit 😂😂
@@WerewolfWerewolf-bn7jy but those who are farming they're getting almost los
@@farmerandcooking165 I am a son of a farmer, better known it. It's an golden opportunity for us .
ଦୟାକରି ସୁନା ଦୋକାନ କୁ ଯାଇ raid କରନ୍ତୁ
ଆହୁରି ରେଟ୍ ହେବ ପନୀ ପରିବା ଇ ଏ ଚାଷ କେବଳ ଗରୀବ କରୁଛି ଯେତିକି ସରକାରି ଚାକିରିଆ ଅଛ ସବୁ ତ କାର୍ ରେ ଯିବା ଆସିବା ଆଉ ଧରମା ଟିକେ କମ୍ ହେଲେ ଆଉ 5000 ହଜାର ବଢ ନ୍ତା କି ଭାବୁଛ ଆଉ ଗୋଟେ ଗରିବ ଲୋକ ଦୀନ ରାତି ଖଟିକି ସେ କଣ ପାଈଁ ଗରିବ ହେଇ ରହିବ ସେ ବି କାର ରେ ଜୀବ
ବେପାରୀ କେତେ ପ୍ରତିଶତ ଲାଭ ରଖି ବିକ୍ରି କରିବେ ସ୍ଥିର କରନ୍ତୁ .
❤❤
Chasi tharu adhika bepari lava karuchanti .
ଚୋର କୁକୁର BMC ମାନେ ଯଦି ଚାଷୀ ର କୋଉ ଜିନିଷ ଟା ଟିକେ ଅଧିକ ରେଟ ହେଇଗଲେ ତମକୁ ବାଧୀ ଯାଉଛି, ଅଲଗା କୋଉ ଜିନିଷ ବଢ଼ିଲେ ଚାଷୀ ଙ୍କୁ କେମିତି ଲାଗୁ ଥିବ ସେଇ କଥା କେବେ ଭାବୀଛ, ତମ କୁ ଦୋକାନୀ ପାଖରୁ କିଛି ହପ୍ତାକିୟା ମିଲୁ ନି ତୋ ସେଥି ପାଇଁ ବାବୁ ମାନେ ଏଇ ଧନ୍ଦା ଲଗେଇଛ ଆଉ
ବଡ଼ ବଡ଼ କମ୍ପାନୀ ନିଜେ ତାଙ୍କର ରେଟ କରିବେ। ଚାଷୀ ଙ୍କ ଜିନିଷ ସରକାର କରିବେ।
perfect katha
Right bro ❤
Bhai chasi already deisarilani hele e dokani Mane mana ichha rate karuchhanti..
Ryt brother
Are bhai tike sence thaiki katha kuha..... Already chasi low rate re dokani ku bikri kari sarilani... Abe dokani high rate re bikri karuchi.....
ହଇରେ ମାଗିହା ଚୋର ଶଳେ ପରିବା ରେଟ କୁ ନେଇ ଏତେ ହଂଗାମା।ଆଉ ସାର,ବିହନ, ମେଡିସିନ ରେଟ ତ କମଉନ ଆଳୁ କିଲୋ ୪୦ହେଲା ବୋଲି ଫାଟୁଛି
Ek dum theek
Bjp neta bhauni maa ku namaskar
ଆଳୁ 52
Right sir
U r right bro
ଲୋକମାନେ ଚାଷନକରି ମଦ ପିଇ ବୁଲିବେ। ବଜାରକୁ ଗଲେ ପରିବା କୋଉଠୁ ଆସିବ ।
Hmm bhai
Naveen Patnaik bele chasa karuthile...
Tu jaunu chasa karibu. Kau sambidhan lekha heichi je brahmana chasa kari beni...
ସବୁ ଆଡେ ଚଢ଼ାଉ ହେଲେ ଭଲ ହେବ
ଧଡପଗଡ ରେଗୁଲାର ହେଉଥିଲେ ଏଭଳି ଗ୍ରାହକ ଶୋଷିତ ହୁଅନ୍ତେ ନାହଁ 👌
ଲୋକେ ପକେଟ ରେ ପଇସା ନେଇ ବ୍ୟାଗରେ ପରିବା ଆଣନ୍ତି. କିନ୍ତୁ କଳିଯୁଗରେ ଓଲଟା ହେଲା. ବ୍ୟାଗରେ ପଇସା ନିଅ ପକେଟରେ ପରିବା ଆଣିବ. ଏଇଟା ମୁଁ କହୁନି ଆମ ଗୁରୁଜନ କହିକି ଭଗବାନ ଙ୍କର ସରଣାରବିନ୍ଦ ହୋଇସାରିଲେଣି. ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ. ସମସ୍ତେ ଭଲରେ ରୁହନ୍ତୁ. ଜୟ ଜଗନ୍ନାଥ🙏🙏🙏
Chasa koro kom re khao
Tm gaa re kete jan chasa karuchhanti
ଚାଷ କାର୍ଯ୍ୟ ଏବଂ ଚାଷୀଙ୍କୁ ଗୁରୁତ୍ଵ ଦିଆଯାଉ ନହେଲେ ଏପରି ହେବ ଆଗକୁ ......
Cuttack, CDA re b chadhau hele bhala huanta....athi sabubele rate adhika
ଭାଇ ଆମ୍ଭମାନଙ୍କୁ ଚାଷ କରିବାକୁ ପଡ଼ିବ ଯୋଦି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ତାହେଲେ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ
🙏ଜୟ ଯବାନ ଜୟ କିଶନ 🙏
ପରିବା ଦର ଯେତେବେଳେ ନିହାତି କମି ଯାଏଁ ଚାଷିଙ୍କ ଖତି଼ହୁଏ
ସେତେ ବେଳକୁ କହନ୍ତୁଖତି ପୂରଣ କରିବା କିଏ ,,,,,
ବେପାରୀମାନଙ୍କୁ ନ ପଚାରି ଛାଷିକଂ ଟିକେ ପଛାରିକି ଦେଖ ରେଟ କେତେ ଅଛି
ସାର୍ ଗୁଟେ ଥର ନବରଙ୍ଗପୁରରେ ଆସନ୍ତୁ ପ୍ଲିଜ୍
But enforcement team should stop use polythene first
Price jetebele High ruhe setebele bepari manaechhare sabu bike.lingarajmandira samnare Aloo kg.40/bikuchhi.sabutharu adhika rate hela siripur market.sabu jadi government price fixed karanta Bhala huanta.
ଯତେ ବେଳେ ଟମାଟୋ 5 ଥିଲା ଚାଷୀଙ୍କୁ କିଛି ବି ମିଳୁନଟିଲା ଏବେ 60 ହେଲା ବୋଲି news ଵାଲା କହୁଛନ୍ତି ସରକାର କୁ କହିବେ
ଆମ ମୟୂରଭଞ୍ଜ ଜିଲ୍ଲାରେ ଛୋଟ ବୋଟନ୍ ମୋବାଇଲ୍ 155 ରୁ ଏବେ 199 ହେଇଛି
Android Mobile ରେ 239 ରୁ ଏବେ 299 ହେଇଛି, ଏହାରି ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଭାଇ ସେଇଟା ଭାରତ ସାରା ଲୋକଙ୍କ ପାଇଁ ହେଇଚି.
Bjp ସରକାର ଅମ୍ବାନୀ ଆଉ ଆଦାନୀଙ୍କ ସରକାର 😂😂
Good work mada dokan re bi chadhau heba darkar
ଭାଇ ଟିକିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୁ ଆଶନ୍ତୁ ,ବହୁତ୍ ଚଢ଼ା ରେଟ ନଉଛନ୍ତି ବେପାରୀ😢😢
Alu kila 50 tanka bikuchanti vss nagar hata re agi
ମୋ ବାଳ ଡିଉଟି ହଉଛି ନା ହେଇରେ ସଳା ଓଡ଼ିଶା ର ଚାଷି ଜେତିକୀ ପରୀବା ଅମଳ କରୁଛନ୍ତି ଆମ ଏ ବାଳ ସରକାର ରଖି ପାରୁନାହାନ୍ତି କାହିଁକି ସଳେ ଶିତଳ ଭଣ୍ଡାର କରି ରଖୁନା ଆଉ ଖାଲି ସୁଟ ବୁଟ ପିନ୍ଧି ପଳେଇ ଆସିଲେ କଣ ହବ ଆଗ ଶିତଳ ଭଣ୍ଡାର କରିକି ପରିବା ସବୁ ଅମଳ ଟାଇମ୍ ରେ ରଖ ଛା ପରିବା ରେଟ୍ କମିବନୀ ଆଉ ପଳେଇ ଆସିଲେ ବାବୁ ଛୋଡିବାକୁ
ଗରିବ ପାଖରେ ଜମିବାଡି ଜାଗା କିଛି ନାହି
ସେ କେମିତି ଚଳିବ
ଭିକ ମାଗ
ଗରିବ ଲୋକଟା କ'ଣ ଆକାଶରେ ରହୁଛି ତାର ଯଦି ଜମି ନାହିଁ
ଏବେ ମଧ୍ୟ ପରଜଙ୍ଗ ବ୍ଲକରେ ୫୦ ଟଙ୍କା ଆଜି ଅଗଷ୍ଟ ୮ ତାରିଖ ସୁଦ୍ଧା ହେଇଛି ଆଜ୍ଞା
Shaar ଗୋଟେ ଥର ପୁରୀ ବଦଶଙ୍କ ବଜାର ବୁଲି ଆସ
Petrol keta Tonka re center purches karuchi .
ମଦ ପିଇବା କୁ ୫୦୦ ଖର୍ଚ୍ଚ କରୁଛ ଆଉ ଚାଷୀର ପରିବା କିଣିବାକୁ ବାଧୁଛି
All citizens of Odisha not drink liquor
Right Bhai
Chiken shop.upare kebe search heba..mana ichha 230 kg bikuchhanti
ପାରିବା ଦର ହିଁ ଏ ସରକାର କୁ ବେକଫୁଟ କୁ ଠେଲି ଦେବ,,,,
ସବୁ ବେଳେ ପରିବା ରେଟ କମ୍ ହେଲେ ଚାଷୀ ଖାଲି ଖଟିବ ଆଉ ତୁମେ ସବୁ ସରକାର ର ଶଶୁର ପୁଅ ଗେଫା ମାରିବ 😂😂
BMC squad enforcement team should check vegetable wholesale& Retail market rate not only in Unit1 wholesale market but also barged brit coloney hat, brahmeswar tankapani road hat & tankapani river bridge bankual & ranga Bazar vegetable vendors market or road side vendors will give exact high price rate of present time in bhubneswar.
Tomato 25kg 500 emane michha kahuchanty
Palasuni market re tomato 100/ sale hauchi. Please visit there.
Good step by BMC team
ଶଳା 27ଟକାରେ ଆଳୁଆଣିକି ଚାଳିଶିଵୁକୁଚି ଆଗ ଶେ ଆଳୁବେପାରିକୁଵାଧ
Bhai sarkar bhul bepari ra bhul nuha
Farmer koan khaiba hawa.rate Kam milile.
ଗଜପତିରେ 45ରୁ 50ଗାଁ ଗାଁରେ
Dayakari sir Jharpada Ganesh mandap ra sabji shop ku visit karantu.
Bahut rate high achi
Bhai ama smart City titilagarh twin City thu mahanga achi
very good aepari sabad kara jau
ଗୁଟଖା ଖିଆ ଅଫିସର 🤩🤩👌🤩
A mg alcohol dokan re 10/20 adhika nauchanti..kichi bnd chodiparibani...ae pariba bepari sahita jukti karucha..
Bhai samaste saman nuhanti
Good ❤❤❤❤❤
Bhala heichi... 🗿
Yeah 😄
Very very good👍👍👍
ମୋ ବାଳ team odisha ଯାକ ବୁଲିକି ଦେଖନ୍ତୁ ଖାଲି ଭୁବନେଶ୍ୱର ଓ କଟକ ରେ BMC ଆଉ ଓଡିଶା ରେ ଲୋକ ନାହାଁନ୍ତି ବଧେ,, କମ୍ ସେ କମ୍ District ମାର୍କେଟ ରେ ଯାଞ୍ଚ୍ କରନ୍ତୁ
Sir plz check every dist,,,
ବେପାରୀ ମାନଙ୍କର ରେଟ୍ ଆପଣ କେମିତି ସ୍ତିର କରି ପାରିବେ ବୁଲି ବୁଲିକା? ଚାଷୀ ମାନଙ୍କର ଚାଷ ବାସ କଥା ତ ବୁଲି ବୁଲିକି ଟିକେବି ବୁଝିପାରୁ ନାହାନ୍ତି। ଚାଲି ଆସିଲେ ରେଟ୍ ବୁଝିତେ ବାଃ ବାଃ।
Village re Kia kariba
Gaon gahali ra jau market basuchhi samastanku tk janae deantu sir semane nija duka agare rate ta lekhibe
ଭଲ ପଦକ୍ଷେପ. ଯେଉଁ ବେପାରୀ ଅଧିକା ପଇସା ନେଉଛନ୍ତି ତାକୁ ତୁରନ୍ତ ଆରେଷ୍ଟ କରାଯାଉ.
କମିବ ପରିବା ଦର ଆଉ ଗଟିଏ ମାସ
1 re kam nuhe sabuthu adhika
😊 1:21
ବେପାରୀ ମାଗିହା ଙ୍କୁ କଶ ମାଡ଼ ଦରକାର
ତୁମାଗିହା ସରକାରୀ ଚାଉଳ ଖାଉଚୁ କିଛି ଚାଷ କରିଚୁ
Brahmpur re bi emiti heba katha
ଏହି ଟିମ୍ କି ଲଜ୍ଜା ନାହି। ପରିବା କଣ ଧନୀ ଲୋକ ଉତ୍ପାଦନ କରୁଛନ୍ତି।ସରକାର କଣ ପାରିବ ଫଳାଉ ଛନ୍ତି।
Mayurbhanj, Rasgovindpur (block)re alu 40....
ଆଳୁ କିଲୋ 27 ଟଙ୍କା but ବିକ୍ରି 40 ବାପ ରେ ବାପ ଲାଗୁଚି ଟଙ୍କା ଗଣିବା machine ଚାଲିଛି 😢😢
Bhala hayechi
Good action
Ate dina pare mane padila prasanna ra
Sambalpur re aloo 40 onion 50 au tamato 80 achi
Thik karuchhanti Aapana mane pura Rahya re chaliba darkar
Mu kandhamala district ru kahuthili sir ama gaan re amiti kahuchanty kotagarh au tumudibandha
ମାଲକାନଗିରି ଜିଲ୍ଲାରେ ଟମାଟୋ କିଲୋ 80 ଆଳୁ 50 ମାଲକାନଗିରି ରେ
THEY ARE TAKING MUNAFA PER KG 40/- SINCE LAST 2 MONTHS VEGETABLE SELLER KO FINE 3 LAKHS Rs 30/- KA KHARID RS 70/--RS 80/- ME BECH TE HAI 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jio recharge 239 ru 299 hela kichhi farak paduni but pariba rate 2 , 4 tanka padile , farak paduchhi
Babu re Bina recharge re banchi jiba kintu na khaile recharge re peta purijiba 1.5 gb data re peta purijaba
@@mrpsycho6248bhai thik kahilo je Kete loko chasa karuchha aji Kali seita b dekhuno..abe vegetables chasa odisha re Kami jaichhi tenu rate sure badhibo..
Ama pipli re alu 40.. piaja 40
ଆଲୋ କେଜି 100 ହବା ଧରକର ଜୟ ଜଗନ୍ନାଥ |
ଗ୍ରାମାଞ୍ଚଳ ଆଡେ ନଜର ଦିଅନ୍ତୁ
Right❤
ଠିକ୍ କହିଛନ୍ତି ଭାଇ
Bhai tamaku jadi rate badhuchi tahale pretol pakei gadi re kemiti asicha?
Khali bhubaneswar checking hele kn haba Sara odisha re checking hele bhala haba
27 kina na 17 re kina seita kahile habani,Tara cash memo check kara
Sir cuttack Nayabazar ru kali Alu 45 re Kenichi
Rasan re bi chadha rate
Samasta jadi nija badira kichi kichi pariba laganta tahala pura market upora bharasa Kaila haboni...
Haff size nela bele ta rate nai lage
Alaga jaga re kie chadhau kariba
ତମେ ସବୁ ପରିବା ଉପରେ ସମସ୍ତେ ଆଙ୍ଗୁଠି ଉଠୋଉଛ କେବେ ଯାଅ ଚାଷ କରିକି ଦେଖ ତା'ପରେ କହିବ ଆଉ ସେ ପଟେ jio,Airtel, Vodafone ରିଚାର୍ଜ ୧୦୦ଟଙ୍କା ବଢିଲା କ'ଣ ବାଳ ଟା ଉପାଡିଲ ସବୁ ଚାଲି ଆସିଲେ ପରିବା ରେଟ୍ କମିବ ତମେତ ସବୁ ଅଳସୁଆ ଗୁଡା ଘରେ ବାଡ଼ି ଅଛି ହେଲେ ପନିପରିବା ଚାଷ କରୁନ ତମେ ବି ଚାଷ କରିକି ବିକ
Pariba rate komiba pain oficer . Recharge poisa komeiba pain kehi officer nahanti ki
Alu 40 onion45 dokan re
ଯିଏ ଖାଉଛନ୍ତି ଗରିବ ଆଉ ଚାଷୀ କଣ ଧନୀ
Ama bankire aji 46 tanka ama ade checking hau nija goda ku ta nije hi katichi kahiba kahaku ssantana
Phula phutila fala badiba bhabivar nahi
Please do inspection at Sundarapada Hata and other local areas by Enforcement team, why only at capital hat but all market places all over Odisha
Alu,piaja under20rs rahile perfect haba 👍
chasi kete re bikibe
Good decision
ଗତ ଗୁରୁବାର Dt.1.8.24ସାଲେପୁର ହାଟରେ Rs. 40 per kg ଆଳୁ
Mu aji Bharatpur ru alo 40 re kile anichi.
Middle man ethi lavaban chasi hatas
Would request BMC enforcement team to visit Ruchika market. Everything is at high rate
Jaanilata aahuri dharkar bjp sarkar😂😂😂
Thanks mohan government
Tikia village market rate dekhantu..tamato 80 ru 100