KHOLA KATHA EP 843 FEBRUARY 22 2024, Exclusive Interview with BJP Leader Pradeep Panigrahi

Поделиться
HTML-код
  • Опубликовано: 17 окт 2024

Комментарии • 620

  • @rabindramohanty3052
    @rabindramohanty3052 7 месяцев назад +34

    ଜଣେ ଦୁର୍ନୀତିଖୋର ବ୍ୟକ୍ତି ଏବେ ରାମନାମ ଜପୁଛନ୍ତି. ହେଉ ଜଦି ମୁକ୍ତି ମିଳେ.

    • @theindcell4758
      @theindcell4758 7 месяцев назад +1

      Bhai say Something Banki and Cuttack Choudwar MLA

    • @santosh34556
      @santosh34556 7 месяцев назад

      ଦୁର୍ବଳ ବିଧାୟକ 😂😂😂

    • @DilipaBehera-d4h
      @DilipaBehera-d4h 6 месяцев назад

      ​@@theindcell4758❤❤❤❤❤❤❤❤❤❤❤❤❤❤

    • @subhendunayak4280
      @subhendunayak4280 6 месяцев назад

      COVID time re gotie vairas banchhijaichi .eleksation pare tali lagijiba

  • @kvleninjena5560
    @kvleninjena5560 7 месяцев назад +8

    ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜଣେ ବହୁରୂପୀ ଏଣ୍ଡୁଅ ତେଣୁ ଆଜି ଏଠି କାଲି ସେଠୀ।

  • @IpsitaMohantyIpsita
    @IpsitaMohantyIpsita 7 месяцев назад +7

    ପ୍ରଦୀପ ବାବୁଙ୍କ ମୁଁହ ଦେଖିବାକୁ କିମ୍ବା ତାଙ୍କର ଏ ଭାଷଣ ଶୁଣିବାକୁ ଲୋକେ ଆଦୌ ପସନ୍ଦ କରୁନାହାନ୍ତି ।

  • @namitagochhayat5059
    @namitagochhayat5059 7 месяцев назад +8

    ପ୍ରଦିପ ପାଣିଗ୍ରାହୀ ଜଣେ ବିଧାୟକ ଭାବେ ସେ ଜନ ବିରୋଧୀ କାର୍ଯ୍ୟ କରି ଲୋକଙ୍କୁ ଠକି ଥିଲେ l

    • @badaldehury5192
      @badaldehury5192 7 месяцев назад +1

      Hn 😂kintu 20 yrs helani bjd kete jono birodhi kamo karichi seita bhai kebe b dekha jiba ni ....

    • @ajitbehera4582
      @ajitbehera4582 7 месяцев назад

      Au sabu Khira re gadheichantiiii

  • @IpsitaMohantyIpsita
    @IpsitaMohantyIpsita 7 месяцев назад +13

    ବିଜେଡି ରେ ରହି ଦୁର୍ନୀତି କରିଥିଲ ପ୍ରଦୀପ ବାବୁ ଲୋକେ ସବୁ ଜାଣିଛନ୍ତି |

    • @ajitbehera4582
      @ajitbehera4582 7 месяцев назад

      Bhai au sabu sadhu Santa Ashanti...

    • @suvendurout9603
      @suvendurout9603 4 месяца назад

      Lockdown kid au kichi kahibe ebe

    • @littoncool
      @littoncool 2 месяца назад

      Aau se durniti 117 bjd mla karithile. Ebe kaha. Aau semannka sardar pandu aau naveen🤣

  • @DDas-hp8ii
    @DDas-hp8ii 7 месяцев назад +11

    ନିଜର ସ୍ବାର୍ଥ ସିଦ୍ଧି ପାଇଁ ପ୍ରଦୀପ୍ତ ପାଣିଗ୍ରାହୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି।

  • @ashokkumarpanda8063
    @ashokkumarpanda8063 7 месяцев назад +60

    Best politicians of odisha.and open heart person.Dr. pradeep kumar panigrahi Grass roots level leader in Gopalpur assembly.and Ganjam tiger 🐅 after Rama Krishna pattanaik...

  • @niranjandey8666
    @niranjandey8666 7 месяцев назад +5

    ନବୀନବାବୁ ଜଣେ ଦୁର୍ନୀତି ମୁକ୍ତ ରାଜନେତା। ଜୀଏବି ଦୁର୍ନୀତିରେ ଧରା ପଡିଛି ତାଙ୍କର ଅବସ୍ଥା ପ୍ରଦୀପ ପାଣିଗ୍ରାହୀଙ୍କ ଭଳିଆ ହୋଇଛି। ଯେଉଁ ମାନଙ୍କୁ ନବୀନବାବୁ ତଡିଦେଇଛନ୍ତି, ସେମାନଙ୍କୁ ଆଉ ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି।

    • @srinathdas8721
      @srinathdas8721 7 месяцев назад

      ଜୟ ଶ୍ରୀ ରାମ

    • @starstatusofficial1695
      @starstatusofficial1695 7 месяцев назад

      Grahana Kariparibe ❤ jay shree ram

    • @Views-rb4lm
      @Views-rb4lm 7 месяцев назад

      Bjd and bjp both are same... See electoral bonds... Chanda chor bjp and bjd

  • @Krishna14kk
    @Krishna14kk 7 месяцев назад +36

    ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବି ଯଦି ଭୁଲ୍ ନିଷ୍ପତି ହୁଏ ଅମରେନ୍ଦ୍ର ଦାସ ପାର୍ଥି ନହୁଅନ୍ତି ତାହେଲେ ଏଠି ସବୁଦିନ ପାଇଁ ବିଜେଡ଼ି ଫିନିସ୍ 👍🏻

    • @devilsgamers9252
      @devilsgamers9252 7 месяцев назад +1

      God karantu emity.

    • @Views-rb4lm
      @Views-rb4lm 7 месяцев назад +1

      Ban EVM else button jaha b dabeiba, vote jiba Navin au Modi ku. So ballat paper vote must

    • @Krishna14kk
      @Krishna14kk 7 месяцев назад

      @@Views-rb4lm Vote jadi loka thik button re debe tahele kete siadaku jiba ?

  • @IpsitaMohantyIpsita
    @IpsitaMohantyIpsita 7 месяцев назад +3

    ପ୍ରଦିପ୍ ପାଣିଗ୍ରାହୀ ଙ୍କୁ ନିଜ ସ୍ୱାର୍ଥ ଛଡ଼ା କିଛି ବି ଦେଖାଯାଏ ନାହିଁ ।

  • @namitagochhayat5059
    @namitagochhayat5059 7 месяцев назад +4

    ପ୍ରଦୀପ ପାଣିଗ୍ରାହୀ ଜଣେ ଠକ ସାମ୍ରାଜ୍ୟର ମାଲିକ. ବର୍ତ୍ତମାନ ନିଜେ ବଞ୍ଚିବା ପାଇଁ ରାବଣ ମୁହଁରେ ରାମନାମ ଗାଇଲା ଭଳିଆ ବ୍ୟବହାର କରୁଛନ୍ତି.

  • @rabindramohanty3052
    @rabindramohanty3052 7 месяцев назад +4

    ବିଜେପିର ଶକ୍ତି ଓଡ଼ିଶାରେ ବହୁତ କ୍ଷିଣ. ତେଣୁ ସେମାନେ ବହିସ୍କୃତ ନେତାଙ୍କୁ ଦଳରେ ସାମିଲକରି ନିଜ ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି.

  • @susiljena0707
    @susiljena0707 7 месяцев назад +3

    ଗୋଟେ ଜନ ବିରୋଧୀ ନେତାଙ୍କୁ ନେଇ ଭାରତୀୟ ଜନତା ପାର୍ଟି ଏହିଭଳି ଡ୍ରାମା କରୁଛି

  • @knowledgeray1908
    @knowledgeray1908 7 месяцев назад +19

    ଯେତେ ସବୁ ଭ୍ରଷ୍ଟାଚାର କରି ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନେ ବିଜେପି ଦଳରେ ଯୋଗଦାନ କରିଛନ୍ତି।

    • @Ama_ghara_katha
      @Ama_ghara_katha 7 месяцев назад +4

      BjD ର ସବୁ mla ଆଉ ମିନିଷ୍ଟର ଚୋର Taautara, ଭଲ ଲୋକ BJD re ରହି ପାରିବେନି

    • @Nibash9104
      @Nibash9104 7 месяцев назад +1

      Aita kichhi nua nuhe

    • @santosh34556
      @santosh34556 7 месяцев назад

      ଦୁର୍ବଳ ବିଧାୟକ

    • @i.ashisss
      @i.ashisss 7 месяцев назад

      Thik 😂

  • @namitagochhayat5059
    @namitagochhayat5059 7 месяцев назад +4

    ଲୋକଙ୍କ ଲୁହରେ ଭାସିଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଉ ନାହିଁ ପାଣିଗ୍ରାହୀଙ୍କ କଳାର ସାମ୍ରାଜ୍ୟ

  • @susiljena0707
    @susiljena0707 7 месяцев назад +3

    ପ୍ରଦୀପ ପାଣିଗ୍ରାହୀ ଙ୍କ ସ୍ଥାନ ଗଞ୍ଜାମ ଜିଲ୍ଲାର କୌଣସି ସ୍ଥାନରେ ଆଉ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସେ ଦୁଇଥର ବିଧାୟକ ହୋଇଥିଲେ

  • @namitagochhayat5059
    @namitagochhayat5059 7 месяцев назад +4

    ଜନପ୍ରତିନିଧି ଭାବରେ କଳଙ୍କିତ ଚେହେରା ସାଜିଛନ୍ତି ବାବୁ ପ୍ରଦୀପ ।ନିଜ ପାପ ଧୋଇବା ପାଇ ଅପଚେଷ୍ଟା କରୁଛନ୍ତି ।

  • @satyashreemishra8823
    @satyashreemishra8823 7 месяцев назад +3

    ଓଡ଼ିଶା ବାସୀଙ୍କ ଟଙ୍କା ହଡ଼ପ କରି ଜେଲ ଯାଇଥିବା ଲୋକ ଏତେ ବଡ଼ ବଡ଼ କଥା ଶୋଭା ପାଉନାହିଁ।

  • @prakashkumarjena.babusan.n3760
    @prakashkumarjena.babusan.n3760 7 месяцев назад +18

    ପରିବର୍ତନ ର ସମୟ ଆସିଛି.. Jay BJP

    • @bsn8527
      @bsn8527 7 месяцев назад

      Paribartana Nihati Haba Dakar👍👍 Kintu Pradeep Bhalia Tautor Loko Dwara Keun prakar Paribartana Haba???🤔🤔🤔 Sala Harami Loko ta Nija Swartha Jouthi Katha kahiba Seithi😂😂 Pradeep Dwara Paribartana Asha Kari Nija Bokami Pradarshan karantu nahi😂😂😂

    • @JanaranjanMohanty
      @JanaranjanMohanty 7 месяцев назад

      Jay jagnnath

  • @namitagochhayat5059
    @namitagochhayat5059 7 месяцев назад +3

    ଆପଣ କଳାଧନ ପ୍ରସଂଗରେ,ନିଯୁକ୍ତି ର ପ୍ରତିଶୃତି ଏସବୁ କୁଆଡେ ଗଲା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଆଜି ଲୋକଙ୍କୁ ଡରୁଛନ୍ତି l

  • @niranjandey8666
    @niranjandey8666 7 месяцев назад +5

    ପ୍ରଦୀପବାବୁ ଉଦ୍ଘାଟନୀ ଉତ୍ସବରେ ମୋଦିଜୀ ଛାତ୍ର ମାନଙ୍କ ସମ୍ମୁଖରେ କିଛି କହିଲେନି ଆପଣଙ୍କ କଥା ମାନୁଛି। ସେଇଦିନ ଉଦ୍ଘାଟନୀ ଉତ୍ସବ ଛାଡ଼ି ଅନ୍ୟ ଏକ ରାଜନୈତିକ ମଞ୍ଚରେ ତ ମୋଦିଜୀ ଭାଷଣ ଦେଇଥିଲେ, କାହିଁ ସେଠାରେବିତ ନବୀନବାବୁଙ୍କ ବିରୋଧରେ କିଛି କହିନାହାନ୍ତି।

  • @namitagochhayat5059
    @namitagochhayat5059 7 месяцев назад +8

    ନିଜ ଅତୀତ ସାମ୍ନାକୁ ଆସିଲେ ବିଚଳିତ ହୋଇ ପଡ଼ୁଛନ୍ତି ବିଧାୟକ ପ୍ରଦିପ ପାଣିଗ୍ରାହି ।

    • @santosh34556
      @santosh34556 7 месяцев назад

      ଅମୋର ଦୁର୍ବଳ ବିଧାୟକ 😂😂😂

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ନିଜ ଅଞ୍ଚଳ ବାସୀଙ୍କୁ ଠକି ଥିବା ବ୍ୟକ୍ତି ଆଉ ଓଡ଼ିଶାର ମଙ୍ଗଳ କଥା ଚିନ୍ତା କରିବ କେମିତି |

  • @bikashpatra-ix2iz
    @bikashpatra-ix2iz 7 месяцев назад +8

    ଆଜି ଯେଉଁ ମାନେ ଦୁର୍ନୀତି କରିଛନ୍ତି ଦଳ ରେ ରହି ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ରୁ ବାହାର କରି ଦିଆ ଯାଇଛି!

  • @ranjanprakash4556
    @ranjanprakash4556 7 месяцев назад +4

    ଠକ ବିଧାୟକଙ୍କୁ ବିଜେପି ଦଳ କାହିଁକି ଆପଣେଉଛି ସମସ୍ତେ ଜାଣିଗଲେଣି କେବଳ ନିର୍ବାଚନ ଜିତିବା ପରେ ରାଜ୍ୟବାସୀଙ୍କୁ ଠକିବେ ବୋଲି |

  • @susiljena0707
    @susiljena0707 7 месяцев назад +1

    ସ୍ୱାର୍ଥବାଦୀ ପ୍ରଦୀପ ପାଣିଗ୍ରାହୀ ବର୍ଷା ଯୁଆଡେ ଛତା ସେଇଆଡ଼େ

  • @satyashreemishra8823
    @satyashreemishra8823 7 месяцев назад +5

    ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କର ସ୍ଥାନ ହେଉଛି ବିଜେପି ଦଳ।

  • @lokanathdora6040
    @lokanathdora6040 7 месяцев назад +67

    Pradeep is a best political leader

    • @ankitcreation5282
      @ankitcreation5282 7 месяцев назад

      😅

    • @bsn8527
      @bsn8527 7 месяцев назад +6

      Bala Na😂😂 Mahan Tautor Loko Seita😂😂 BJD re Rahi Life ro Sabuthu Bada Corruption Karichi😂😂 BJD, Au Naveen ku Swacha Sasaka Kahuthila😂😂 Ebe BJP ru Ticket Paiba Lovo re BJP ro Jay Jay Karuchi😂😂 Kintu Manisha prabruti kuade jiba😂😂Sei Curruption Kariba😂😂 Tume Bhakua BJD Birudhore jie Jahila Taku Best Leader Bhabi Daucho😂😂Sethi pain to Tumo Area re Pradeep Durniti ra Sima Par Karithila😂😂

    • @sanjayapradhansanjaya7269
      @sanjayapradhansanjaya7269 7 месяцев назад

      Bala na 😈

    • @arunamohanty2986
      @arunamohanty2986 7 месяцев назад

      Yes

    • @sagarnaik6339
      @sagarnaik6339 7 месяцев назад

      😂 hn na....BJP neta Dharmendra pradhan yaku para chora kahi thila

  • @namitagochhayat5059
    @namitagochhayat5059 7 месяцев назад +1

    ରାଜ୍ୟ ସରକାର ଓ 5T ସଚିବ ଏମିତି ବିକାଶ ମୂଳକ କାର୍ଯ୍ୟ କରି ଚାଲୁଥିବେ ଆଉ ବିଜେପି ହୀନ ଅପପ୍ରଚାର କରି ଚାଲୁଥିବ

    • @kanhusahoo4289
      @kanhusahoo4289 7 месяцев назад

      Kahar bikash karuchi 5t Odisaku bhitaru khai sarilani pandian

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ କାର୍ଯ୍ୟ ରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ପଥ ଅନୁସରଣ କରିବା ପାଇଁ ବାଧ୍ୟ କରିଛି |

  • @niranjandey8666
    @niranjandey8666 7 месяцев назад +5

    ବିଜେଡି ଶାସନରେ ଥିଲା ଆଉ ରହିବ ମଧ୍ୟ। ଆପଣଙ୍କର ରାଜନୈତିକ ଜୀବନର ଯବନିକା ପଡ଼ିଲା।

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ବିଜେପି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ବହିସ୍କୃତ ନେତାଙ୍କୁ ଆଦରି ନେଇଥାଏ |

  • @IpsitaMohantyIpsita
    @IpsitaMohantyIpsita 7 месяцев назад +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ନିଜର କାର୍ଯ୍ୟଦକ୍ଷତା , ସ୍ୱଚ୍ଛ ଶାସନ ନୀତି ପାଇଁ ସବୁଠି ପ୍ରଶଂସିତ ।

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶକୁ ପାଥେୟ କରି ରାଜ୍ୟରେ 5ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି |

  • @prasanta_ku_behera
    @prasanta_ku_behera 7 месяцев назад +18

    ଓଡ଼ିଶାର ଜୟ ଶ୍ରୀରାମ ସରକାର

    • @Views-rb4lm
      @Views-rb4lm 7 месяцев назад +2

      Bala. Tu sc tote mandir prabesh mana. Bjp brahmins party

    • @srinathdas8721
      @srinathdas8721 7 месяцев назад +1

      ​@@Views-rb4lmଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ

    • @akashpati2880
      @akashpati2880 7 месяцев назад +2

      ​@@Views-rb4lmbjp Brahmin party nuha se pratyek ti Hindu party jie b hau sabu saman..

    • @Views-rb4lm
      @Views-rb4lm 7 месяцев назад

      @@akashpati2880 bjp, Brahmins gang, RSS ra. Au bjp ku RSS gang ra Mohan Bhagwat chalauchi. RSS ra mukhia mane kebal Brahmins. Non brahmins nku murkha banauchanti au tanka gunda bahini abvp and Bajrang Dal re poster boy, work force rupe use karuchi.

    • @Views-rb4lm
      @Views-rb4lm 7 месяцев назад

      @@akashpati2880 au Hindu kebal Brahmins nka dhanda ra dukan. Are Rastrapati, dalit boli Brahmins mane mandir prabesh kareile nahi. Ebe Brahmins nk gapod kahani sabu jani sarileni.

  • @shrimantasahu7416
    @shrimantasahu7416 7 месяцев назад

    ପ୍ରଦୀପ ରାଜ ନୀତି ଦୀପ,ଗଞ୍ଜାମ ଗରିବ ତାରକ,, ବିଜେଡି ପ୍ରତି ସତ୍ୟବାନ,ବିଶେଷ ପଦ୍ମ ର ସୁଗୁଣ,,ଛପାନ୍ତୁ ସ୍ତୁତିଚିନ୍ତାମଣି,ଆଙ୍ଗଲ ହିନ୍ଦୀ ସଂସ୍କୃତ ଜ୍ଞାନୀ।। ସୁ ଧର୍ମ ଏହାକୁ ରକ୍ଷ୍ୟକ, ନିର୍ଭୀକ ସତ୍ୟ ପ୍ରକାଶକ,, ଧରାନ୍ତୁ ଧର୍ମୀୟ ଧାର୍ମିକ

    • @shrimantasahu7416
      @shrimantasahu7416 7 месяцев назад

      ଆଜି ହେଲାଣି ସୂର୍ଯ୍ୟୋଦୟ

  • @sujitsahoo1226
    @sujitsahoo1226 7 месяцев назад +4

    ଦୁର୍ନୀତିରେ ଗନ୍ତାଘର ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦିପ ବାବୁ ।

    • @Views-rb4lm
      @Views-rb4lm 7 месяцев назад

      Brahmins mane durniti ra DNA. The DNAs of Iran

  • @patitakumarchoudhury9855
    @patitakumarchoudhury9855 7 месяцев назад +13

    ଭାଇ ସେମିତି କହନି, ସମ୍ବିଧାନ ଟା ଭ୍ରଷ୍ଟାଚାର, ଦୁର୍ନୀତି କୁ ପ୍ରଶ୍ରୟ ଦେଇଛି ସମ୍ବିଧାନ, ଅହଂକାର ର ପ୍ରତୀକ ସମ୍ବିଧାନ ( ସବୁ ଦେଶର ) 🙏

  • @niranjandey8666
    @niranjandey8666 7 месяцев назад +1

    ଆଜି ପ୍ରଦୀପ ବାବୁ ବିଜେପିରେ ମିସିଛନ୍ତି ଭଲକଥା। ଏହି କିଛିଦିନ ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଦୀପ ପାଣିଗ୍ରାହୀ ଯେପରି ଉଭୟେ ଉଭୟଙ୍କ ବିରୁଦ୍ଧରେ ଆରୋପ ଆଉ ପ୍ରତ୍ୟାରୋପ କରୁଥିଲେ ତାହା ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି ତଥା ଦେଖିଛନ୍ତି ମଧ୍ୟ। ସେଇକଥାଟି ପ୍ରଦୀପବାବୁଙ୍କର ମନେଥିବ ନିଶ୍ଚିତ।

  • @namitagochhayat5059
    @namitagochhayat5059 7 месяцев назад

    ଜଣେ ଠକ ନିଜ ସ୍ବାର୍ଥ ପାଇଁ ହିଁ ଓଡ଼ିଶାର ବିକାଶ କୁ ବିରୋଧ କରିବାକୁ ହିନ ପ୍ରୟାସ କରୁଛି।

  • @sujitsahoo1226
    @sujitsahoo1226 7 месяцев назад

    ଜଣେ ଦୁର୍ନୀତି ଖୋର୍ ନେତା ମୁହଁରୁ ଦୁର୍ନୀତି ଶବ୍ଦ ଶୋଭା ଦେଉନି ।

  • @indiradas2104
    @indiradas2104 7 месяцев назад +10

    ଏସବୁ ଲୋକଙ୍କୁ ଓଡ଼ିଶା ରାଜନୀତିରୁ ଦୂରେଇ ଦେବା ଦରକାର।

    • @pashiskumarpatra4843
      @pashiskumarpatra4843 7 месяцев назад +2

      Kan pandian rahiba thik ki

    • @AKASHKUMARFFYT07
      @AKASHKUMARFFYT07 7 месяцев назад +1

      ​@pashiskumar patra4843 to bopa chora pradip darakar

    • @pashiskumarpatra4843
      @pashiskumarpatra4843 7 месяцев назад +1

      @@AKASHKUMARFFYT07 mg nabin odisha chalauni
      Pandian kiee

    • @a1music235
      @a1music235 7 месяцев назад +1

      ​@@AKASHKUMARFFYT07pradeep choro pandian kan kire

    • @bsn8527
      @bsn8527 7 месяцев назад +2

      @@pashiskumarpatra4843 Pandian ta Nihati Hatiba Darkar👍👍 Kintu Pradeep Bhalia Tautor Loko ku BJP Kemiti Apanei Nela??....Bahut Dukha lagila BJD,BJP Sabu Dalare Khyamta lovi Neta Bharti🤦🤦 BJD Birudhore Kahuchi Boli Tautor Loko ku Apanei Nele🤦🤦 BJP Tharu Emiti Asa Nathila.... Khyamta dele Se Puni Semiti Kama Kariba🤦🤦

  • @rabindramohanty3052
    @rabindramohanty3052 7 месяцев назад

    ପ୍ରଦୀପବାବୁକୁ ଏବେ ବିଜେପିରେ ବେଶ ମାନିଛି. ଚରିତ୍ର ଗତ ସlମଞ୍ଜସ୍ୟତା ରହିଛି.

  • @niranjandey8666
    @niranjandey8666 7 месяцев назад

    ପ୍ରଦୀପ ବାବୁ ଆଜି ଯାହାଙ୍କୁ ସାର କହୁଛନ୍ତି ନବୀନବାବୁ, ସେତ ଓଡ଼ିଆ କହିପାରୁ ନାହାନ୍ତି। ଆଜିପର୍ଯ୍ୟନ୍ତ ଆପଣ ସେହିଦଳରେ ଥିଲେ କାହିଁକି?। ଆଗେ ନିଜେ ଠିକ ହୁଅନ୍ତୁ ତାପରେ ଅନ୍ୟକୁ କହିବେ। ନବୀନବାବୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପରିବାର ସଦସ୍ୟ ହିସାବରେ ଦେଖି ଆସିଛନ୍ତି ଓଡିଶା ଆଜିପର୍ଯ୍ୟନ୍ତ ସବୁଜ ଥିଲା। ଆଗକୁ ମଧ୍ୟ ସବୁଜ ରହିବ। ଆପଣଙ୍କ ସ୍ବପ୍ନ ଗେରୁଆ ବା ନାରଙ୍ଗୀ ହେବନାହିଁ।

  • @satyashreemishra8823
    @satyashreemishra8823 7 месяцев назад

    ବାସ୍ତବରେ ପରିବର୍ତ୍ତନର ସମୟ ଆସିଛି ସବୁ ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କୁ ରାଜନୀତିରୁ ବହିସ୍କାର କରିବାର ।

  • @sujitsahoo1226
    @sujitsahoo1226 7 месяцев назад

    ପ୍ରଦୀପ ବାବୁ ବର୍ତ୍ତମାନ ଓଡ଼ିଶା ରାଜନୀତି ପାଇଁ ସଂପୂର୍ଣ୍ଣ ଗୁରୁତ୍ୱହିନ ।

  • @prabirkumardas2743
    @prabirkumardas2743 7 месяцев назад

    ଗୋପାଳପୁର ବାସୀ ଙ୍କ ପାଖକୁ ଏକା ଯାଇ ଥରେ ପରୀକ୍ଷା ଦିଅନ୍ତୁ ନିଜ ସାହସ ର ପ୍ରଦୀପ ପାଣିଗ୍ରାହୀ!

  • @sanjukta9334
    @sanjukta9334 7 месяцев назад +16

    He will definitely be a great leader in this 2 decade...jay ho...❤ U pradeep babu...apananka hradaya sarbada odisha basinka sebare rahu..jay jagannath ❤ Jay shree Ram... Jay hind jay Bharat....

    • @bhubaneswarmohanty2950
      @bhubaneswarmohanty2950 7 месяцев назад

      😂

    • @Rider-n1m
      @Rider-n1m 7 месяцев назад

      Jay BJP❤

    • @sagarnaik6339
      @sagarnaik6339 7 месяцев назад

      Dharmendra pradhan yaku chora kahu thile para...puni choro ku bjp re shamil karq gala...tebe ethiru jana jaye ki sabu choro BJP re

    • @sanjukta9334
      @sanjukta9334 7 месяцев назад +2

      Are to bapa tate jete choro kahile kn chhadidanta kn you are always welcomed by himm.. jay hind Jay bharat ❤ u sriram...

    • @Rider-n1m
      @Rider-n1m 7 месяцев назад +1

      @@sanjukta9334 kya baat hai kya baat hai Girls power 🔥

  • @sangramkeshrimishra1706
    @sangramkeshrimishra1706 7 месяцев назад +3

    ଯଦି, ମତେ ବିଜେଡି ବିଧାୟକ ଟିକେଟ ଦିଆଯାଏ ମୁଁ ପ୍ରତ୍ୟାଖ୍ୟାନ କରିବି..... ଛି ଛି

    • @bsn8527
      @bsn8527 7 месяцев назад

      BJD,BJP Bhai Bhai😂😂 nahele Election Jitiba Asha re Pradeep Bhalia Tautor Loko ku Nija Dalaku Kie Naba??😂😂😂

  • @bijayashankartripathy8748
    @bijayashankartripathy8748 7 месяцев назад +1

    Without giving any statements against any party or other individual Do the needful. After election we recommend your leadership.

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ଓଡ଼ିଶା ପାଇଁ ବିକାଶ କାର୍ଯ୍ୟ କରିଥିବାରୁ ନବୀନ ବାବୁ ଲଗାତାର 10ବର୍ଷ best ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି |

  • @prabirkumardas2743
    @prabirkumardas2743 7 месяцев назад

    ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ଯୋଗ ଦେଇ ବିଜେପି ର ଯେ କେତେ କ୍ଷତି କରିଛନ୍ତି ତାହା ବିଜେପି ନିର୍ବାଚନ ପରେ ବୁଝି ପାରିବ!

  • @Pcsvlogs93
    @Pcsvlogs93 7 месяцев назад

    Dear all it's a humble request to all of the audience.... ବିଗତ 20 ବର୍ଷ ରେ ଓଡ଼ିଶା ର ଏହି ଦୁର୍ଦ୍ଦଶା ଆଉ ଓଡ଼ିଆ ର ସ୍ୱାଭିମାନ କୁ ଆଘାତ କରିଥିବା ଏହି ଗେଣ୍ଡା ଦଳ କୁ ହଟାଯାଉ। ଏହା ହିଁ ଓଡିଶା ପାଇଁ ଏକ ନୂଆ ସକାଳ ଆଉ ନୂଆ ସୂର୍ଯ୍ୟ ର ଉଦୟ ର ସଠିକ୍ ସମୟ। ସମସ୍ତେ ଏକ ହୁଅ ଆଉ ନବୀନ ହଟଓ ଓଡ଼ିଶା ବଞ୍ଚାଅ।

  • @prabirkumardas2743
    @prabirkumardas2743 7 месяцев назад

    ପ୍ରଦୀପ ପାଣିଗ୍ରାହୀ ଆପଣ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ଅଫିସ ର ସାହାଯ୍ୟ ନେଇଥିଲେ!

  • @pinakdas5663
    @pinakdas5663 7 месяцев назад

    ବିଜୁ ଜନତା ଦଳ tallented ଓଡ଼ିଆଙ୍କ ପାଇଁ କାଳ

  • @sujitsahoo1226
    @sujitsahoo1226 7 месяцев назад

    ପ୍ରଦୀପ ବାବୁ ଓଡ଼ିଶାରେ ଦୁର୍ନୀତିର ପୋଷ୍ଟର ବଏ ପାଲଟିଛନ୍ତି ।

  • @satyashreemishra8823
    @satyashreemishra8823 7 месяцев назад

    ପିଲା ମାନଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଯେଉଁ ଟଙ୍କା ନେଇଥିଲେ ସେହି ଟଙ୍କା କୁଆଡେ ଗଲା।

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ସାରା ଦେଶରେ ନିଜ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |

  • @susiljena0707
    @susiljena0707 7 месяцев назад

    ଧର୍ମେନ୍ଦ୍ର ପ୍ରଧାନ ଙ୍କ ଫସରେ ଫସିଗଲେ ପାଣିଗ୍ରାହୀ ବାବୁ ଧର୍ମେନ୍ଦ୍ର ଏଥର ସବୁ ପୁରୁଣା ରାଗ ଶୁଝେଇବା ଆରମ୍ଭ କରିବେ

  • @satyashreemishra8823
    @satyashreemishra8823 7 месяцев назад

    ଯାହା ହେଉ ଦିନେ ନବୀନ ବାବୁଙ୍କର ଗୁଣଗାନ କରୁଥିଲେ ଆଜି ସ୍ୱାର୍ଥ ସିଦ୍ଧି ନହେବାରୁ ଦୁର୍ନାମ କରୁଛନ୍ତି।

  • @susiljena0707
    @susiljena0707 7 месяцев назад

    ଗଞ୍ଜାମ ବାସୀଙ୍କୁ କେଉଁଦିନ ନ୍ୟାୟ ମିଳିବ ସେକଥା କୁହନ୍ତୁ ପାଣିଗ୍ରାହୀ ବାବୁ

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ପ୍ରଦୀପ ପାଣିଗ୍ରାହୀ ଜଣେ ଚତୁର ଏବଂ ଦୁର୍ନୀତି ଖୋର ବ୍ୟକ୍ତି |ଲୋକଙ୍କ ଟଙ୍କାରେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି |

  • @prabirkumardas2743
    @prabirkumardas2743 7 месяцев назад

    ବିଜେପି ର ପୋଷା ଗଦି ମିଡ଼ିଆ ପାଇଁ ଏବେ ପ୍ରଦୀପ ପାଣିଗ୍ରାହୀ ଜଣେ ମସାଲାଦାର ବ୍ୟକ୍ତି ପାଲଟିଯାଇଛନ୍ତି!

  • @user-Prasanta1985
    @user-Prasanta1985 7 месяцев назад

    🙏ପାଣିଗ୍ରାହୀ ଙ୍କର ଜୟ ହେଉ 🙏🙏🙏

  • @subhabratamishra4465
    @subhabratamishra4465 6 месяцев назад

    ଜନ୍‌ତା B.J.D. କୁ ବିଶ୍ବସ୍ତରୀୟ ପରାଜୟର‌ ସ୍ବାଦ୍‌ ଚଖାଇବା ଉଚିତ୍।

  • @prabirkumardas2743
    @prabirkumardas2743 7 месяцев назад

    ବିଜେପି ର ଓଡିଶା ରେ ଏକି ଦୟନୀୟ ଅବସ୍ଥା ଶେଷରେ ପ୍ରଦୀପ ପାଣିଗ୍ରାହୀ ଭଳି ଜଣେ ନେତା ଙ୍କୁ ଦଳ ରେ ନେବାକୁ ପଡିଲା!

  • @sujitsahoo1226
    @sujitsahoo1226 7 месяцев назад

    ଗୋପାଳପୁର ବାସୀଙ୍କ ବିଶ୍ଵାସରେ ବିଷ ଦେଇଛନ୍ତି ପ୍ରଦିପ ବାବୁ ।

  • @niranjandey8666
    @niranjandey8666 7 месяцев назад

    ପ୍ରଦୀପ ବାବୁଙ୍କୁ ଏବେ ସବୁ ନାରଙ୍ଗୀ ବା ଗେରୁଆ ଦେଖାଯିବ। କାରଣ ଉପାୟ ନପାଇ ବିଜେପିଦଳରେ ଯୋଗ ଦେଇଛନ୍ତି। ଆଜି ଯଦି ଦୁର୍ନୀତି କରି ଯଦି ଦଳରୁ ବହିଷ୍କାର ହୋଇନଥାଆନ୍ତେ ତେବେ ଏହି କଥାଟି କହିନଥାଆନ୍ତେ।

  • @chittaranjansubudhi792
    @chittaranjansubudhi792 7 месяцев назад +5

    It is the best talk show of Odisha

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ପ୍ରଦୀପ ପାଣିଗ୍ରାହୀ ବାବୁ ପଦ୍ମ ର ଡେମ୍ଫ ଗୁଡ଼ିକ ଝଡି ପଡ଼ିଲାଣି ଯେ |

  • @prabirkumardas2743
    @prabirkumardas2743 7 месяцев назад

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ସାରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି!

    • @bsn8527
      @bsn8527 7 месяцев назад

      Kichi Nirmala Hei paribani😂😂 Odisha Loko Mane Janisuni Tautor, Choro, Business man Mananku Vote Debe😂😂 Tanka Kama Houchi Poisa Income Kariba😂😂 Kuadu Nirmala Sashana Asiba??😂😂

  • @tarakiranpatnaik1049
    @tarakiranpatnaik1049 7 месяцев назад

    Otv team ku request, ଏହି ଖୋଲାକଥା ପ୍ରୋଗ୍ରାମ ର ଅବଧି ଏକ ଘଣ୍ଟା କରାନ୍ତୁ 🙏🙏

  • @namitagochhayat5059
    @namitagochhayat5059 7 месяцев назад

    ପ୍ରଦୀପ ବାବୁ ବୋଧେ ଭାବୁଛନ୍ତି ତାଙ୍କ କଳା କାରନାମା ଲୋକେ ସବୁ ଭୁଲି ଯାଇଥିବେ ।

  • @bikashpatra-ix2iz
    @bikashpatra-ix2iz 7 месяцев назад

    ପ୍ରଦୀପ ପାଣିଗ୍ରାହୀ ଙ୍କ କର୍ମ ର ଫଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସେ ନିଜକୁ ଯେତେ ନିର୍ଦୋଷ କହିଲେ କଣ ହେବ!

  • @BirendraNayeak
    @BirendraNayeak 7 месяцев назад

    ପ୍ରକୃତ ରେ BJD ବିଧାୟକ କାନ୍ଦୁଛନ୍ତି

  • @samarendrarout4341
    @samarendrarout4341 7 месяцев назад +1

    Superb 👍

  • @subratpadhy4771
    @subratpadhy4771 7 месяцев назад +9

    ଦୂରଦ୍ରଷ୍ଟା ନେତା🎉🎉

  • @prabirkumardas2743
    @prabirkumardas2743 7 месяцев назад

    ବିଜେପି ରେ ଯୋଗ ଦେଲା ପରେ ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ତାଙ୍କ ସବୁ ଦୁର୍ନୀତି କଥା ଭୁଲି ଯାଇଛନ୍ତି ଲୋକେ!

  • @recentmovie123
    @recentmovie123 7 месяцев назад +2

    He is telling correct...I don't know wheather you will be win or not but you are a true personality

  • @satyashreemishra8823
    @satyashreemishra8823 7 месяцев назад

    ପ୍ରଦୀପ ବାବୁ ନିଜର କଳା କାରନାମାକୁ ଲୁଚାଇବାକୁ ଯାଇ କେତେ ମିଠା ମିଠା କଥା କହୁଛନ୍ତି।

  • @nayak.r
    @nayak.r 7 месяцев назад

    ପ୍ରଦୀପ ବାବୁଙ୍କ allegation ବେଶୀ ହୋଇ ଯାଉଛି ବିଜେଡି ପ୍ରତି। 😂

  • @MrunmayeeDas-s4u
    @MrunmayeeDas-s4u 7 месяцев назад

    ଯେଉଁ ଦମ୍ଭକ୍ତି ପ୍ରଦୀପ ବାବୁ ଦେଖାଉଛନ୍ତି ତାହା ନିର୍ବାଚନ ପରେ ରହିଲେ ହେଲା |

  • @mssubhadarshan7001
    @mssubhadarshan7001 7 месяцев назад

    ରାବଣ ମୁହଁ ରେ ରାମ ନାମ ଶୋଭା ପାଉନି

  • @DDas-hp8ii
    @DDas-hp8ii 7 месяцев назад

    ଓଡ଼ିଶା ବାସି ଙ୍କ ଟଙ୍କା କୁ ନିଜର ବିକାଶ ପାଇଁ ଲଗେଇ ଥିଲେ ପ୍ରଦୀପ୍ତ ପାଣିଗ୍ରାହୀ।

  • @bikashpatra-ix2iz
    @bikashpatra-ix2iz 7 месяцев назад

    ନିଜର କଳାକାରନାମା କୁ କିଭଳି ଭୁଲି ଯାଉଛନ୍ତି କିଭଳି ଭୁଲି ଯାଉଛନ୍ତି ଭାବି ଜ୍ୱାଇଁ କୁ ମାଧ୍ୟମ କରି ଟଙ୍କା ହଡପ କଥା!

  • @shankardmishra121
    @shankardmishra121 7 месяцев назад +1

    Next time conduct yr interview with Boby Das or VKP.

  • @soumyapatra9477
    @soumyapatra9477 7 месяцев назад

    ଜୟ ଶ୍ରୀ ରାମ ଆଗରୁ ଜୟ ଜଗନ୍ନାଥ ବିଜେଡି

  • @prabirkumardas2743
    @prabirkumardas2743 7 месяцев назад +2

    ଭ୍ରଷ୍ଟାଚାରୀ କହୁଛି ଅନ୍ୟ କୁ ଭ୍ରଷ୍ଟାଚାର!ଯିଏ ଦୁର୍ନୀତି କରି ଆଜି ନ କୋଟି ଟଙ୍କା ର ମାଲିକ!

  • @niranjandey8666
    @niranjandey8666 7 месяцев назад

    ପ୍ରଦୀପ ବାବୁ ଯଦି ଏତେକଥା ଆପଣ ଜାଣିଥିଲେ ତେବେ ୨୦୧୪ରୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେନାହିଁ କାହିଁକି?।

  • @namitagochhayat5059
    @namitagochhayat5059 7 месяцев назад

    ଚୋର ମୁହଁ ଟାଣ ଆମେ ଏକଥା ମଧ୍ୟ ଜାଣିଛୁ ସାଡେ ଚାରି କୋଟି ଓଡ଼ିଶା ବାସୀଙ୍କ ପ୍ରଦୀପ ପାଣିଗ୍ରାହୀ ଅସଲ ରୁପ ଦେଖି ସାରିଛନ୍ତି

  • @satyashreemishra8823
    @satyashreemishra8823 7 месяцев назад

    ପ୍ରଦୀପ ବାବୁ ଆପଣ କ'ଣ ମୁଖ୍ୟମନ୍ତ୍ରୀଙ୍କ ଅଫିସର ସାହାଯ୍ୟ ନେଇ ଆପଣଙ୍କ କଳାଟଙ୍କା ବଢ଼ାଇଥିଲେ, ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା କେହି ପ୍ରଦୀପ ବାବୁ ଠାରୁ ଶିଖିବା କଥା।

  • @BirendraNayeak
    @BirendraNayeak 7 месяцев назад

    Pradeep ପାଣିଗ୍ରାହି vs Nabin ପଟ୍ଟନାୟକ

  • @niranjandey8666
    @niranjandey8666 7 месяцев назад +4

    ପ୍ରଦୀପ ବାବୁ ଆପଣଙ୍କ ତଥ୍ୟ ସମ୍ପୂର୍ଣ ଭୁଲ। ଗୋଟିଏ ସର୍ଭେ ରିପୋର୍ଟ କହିଛି,୨୦୨୪ରେ ଓଡ଼ିଶାରେ ବିଜେଡି ୧୨୮ଆସନରେ ବିଜୟଲାଭ କରି ଷଷ୍ଠଥର ପୁଣି ମୁଖ୍ୟମନ୍ତ୍ରୀ ହେବେ।

  • @rajeshreels8257
    @rajeshreels8257 7 месяцев назад +3

    Pradeep panigrahi ❤❤❤

  • @namitagochhayat5059
    @namitagochhayat5059 7 месяцев назад

    ରାଜ୍ୟ ସରକାରଙ୍କର ଜନକଲ୍ୟାଣ ମୂଳକ କାର୍ଯ୍ୟରେ ଏମାନେ ହେଲେ ଗୋଟିଏ ଗୋଟିଏ ବାଧକ. ଏ ଡଷ୍ଟବିନ ଗୁଡିକୁ ସଫା କରିବା ଆବଶ୍ୟକ.

  • @niranjandey8666
    @niranjandey8666 7 месяцев назад

    ପ୍ରଦୀପ ବାବୁ ଆପଣ ଯେଉଁ ଚାଣକ୍ୟ ଭଳିଆ କଥା କହୁଛନ୍ତି। ତାହା କିଛିବି ହେବନାହିଁ। ପାଣ୍ଡିଆନ ନବୀନବାବୁଙ୍କୁ ବିଶ୍ୱାସ ତଥା ଭକ୍ତିମଧ୍ୟ କରନ୍ତି। ତା ମଧ୍ୟରେ ସ୍ୱାର୍ଥର କୌଣସି ପ୍ରଶ୍ନ ଆସେନାହିଁ।

  • @bishnupanda6009
    @bishnupanda6009 7 месяцев назад

    Durnitgrasta ବ୍ୟକ୍ତି କୁ BJP receive Kariba ଦୁର୍ନୀତି ର example

  • @bipinbihariswain3511
    @bipinbihariswain3511 7 месяцев назад +13

    Before 3 months of exam students should concentrate only on books. Without study one should not think of any good job. Extra curriculum activity does not mean luctures will dance with girl students in tune with film songs.

  • @virtual.gyanified
    @virtual.gyanified 7 месяцев назад +8

    Such an honest politician Odisha has ever seen. Dr panigrahi helps many people in TATA gopalpur.😉

  • @niranjandey8666
    @niranjandey8666 7 месяцев назад

    ଆପଣଙ୍କ ସହିତ ଗୋପାଳପୁର ବାସୀ ନାହାନ୍ତି। ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ସବୁ ଜାଣିପାରିବେ। ଆପଣ ପରା ଆପଣଙ୍କ ଅଂଚଳରୁ ଟାଟା କମ୍ପାନୀରେ ଚାକିରିକରିଦେବେ କହି ଲୋକଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି। ଲୋକେକଣ ତାକୁ ଭୁଲିଯିବେ?।