Exclusive Interview With MLA Prashant Jagdev

Поделиться
HTML-код
  • Опубликовано: 17 дек 2024

Комментарии • 347

  • @KaluNayak-rf2el
    @KaluNayak-rf2el Год назад +31

    ଏ ଜଣେ ବିଜେ ଡି ଦଳର ନେତା ଜମି ମାଫିଆ ଜଣେ ଗୁଣ୍ଡାଏ ଲୋକଙ୍କୁ ମାରି ଖୋଲମ ଖୋଲା ବୁଲୁଛି ଧନ୍ୟବାଦ ସରକାର

  • @DeepakKumar-mh2vu
    @DeepakKumar-mh2vu Год назад +45

    ଏତେ ବଡ଼ ଅଲାଜୁକ ହେଇଥିବା ରୁ ତମକୁ ଧନ୍ୟବାଦ୍

    • @Manu-nz8gx
      @Manu-nz8gx Год назад +2

      Mast bad alajuka au maduate

  • @bhabaninayak2568
    @bhabaninayak2568 Год назад +22

    1st Time Manoranjan Sir Feel Nervous 😂

  • @mycreationvlogs928
    @mycreationvlogs928 Год назад +9

    ଗୋଟିଏ ଦରମାରୁ କେତେ ଥର ଟ୍ୟାକ୍ସ ଦେବି ଆଉ କାହିଁକି ଦେବି ?
    ମୁଁ ୩୦ ଦିନ କାମ କଲି
    ଦରମା ନେଲି- ଟ୍ୟାକ୍ସ ଦେଲି
    ମୋବାଇଲ କିଣିଲି - ଟ୍ୟାକ୍ସ ଦେଲି
    ରିଚାର୍ଜ୍ କଲି - ଟ୍ୟାକ୍ସ ଦେଲି
    ଡାଟା ନେଲି - ଟ୍ୟାକ୍ସ ଦେଲି
    ବିଜୁଳି ନେଲି - ଟ୍ୟାକ୍ସ ଦେଲି
    ଟିଭି, ଫ୍ରିଜ୍ କିଣିଲି - ଟ୍ୟାକ୍ସ ଦେଲି
    କାର କିଣିଲି - ଟ୍ୟାକ୍ସ ଦେଲି
    ପେଟ୍ରୋଲ କିଣିଲି - ଟ୍ୟାକ୍ସ ଦେଲି
    କାର ସର୍ଭିସ କଲି - ଟ୍ୟାକ୍ସ ଦେଲି
    ରାସ୍ତାରେ ଚଲାଇଲି - ଟ୍ୟାକ୍ସ ଦେଲି
    ରାସ୍ତାରେ ଟୋଲ ପଡ଼ିଲା - ଟ୍ୟାକ୍ସ ଦେଲି
    ଲାଇସେନ୍ସ କଲି - ଟ୍ୟାକ୍ସ ଦେଲି
    ରାସ୍ତାରେ ଭୁଲ କଲି - ଟ୍ୟାକ୍ସ ଦେଲି
    ରେଷ୍ଟୁରାଣ୍ଟ ରେ ଖାଇଲି - ଟ୍ୟାକ୍ସ ଦେଲି
    ମୁଢ଼ି ଖାଇଲି - ଟ୍ୟାକ୍ସ ଦେଲି
    ଶବ ଦାହ କରିବାକୁ ସ୍ମଶାନ ଗଲି - ଟ୍ୟାକ୍ସ ଦେଲି
    କାର ପାର୍କିଂ କଲି - ଟ୍ୟାକ୍ସ ଦେଲି
    ପାଣି କଣିଲି - ଟ୍ୟାକ୍ସ ଦେଲି
    ରାସନ୍ କିଣିଲି - ଟ୍ୟାକ୍ସ ଦେଲି
    ପିନ୍ଧିବାକୁ କପଡା କିଣିଲି - ଟ୍ୟାକ୍ସ ଦେଲି
    ଜୋତା କିଣିଲି - ଟ୍ୟାକ୍ସ ଦେଲି
    ବହି କିଣିଲି - ଟ୍ୟାକ୍ସ ଦେଲି
    ଔଷଧ କିଣିଲି - ଟ୍ୟାକ୍ସ ଦେଲି
    ଗ୍ୟାସ କିଣିଲି - ଟ୍ୟାକ୍ସ ଦେଲି
    ଆହୁରି ଏମିତି ଶହେ ପ୍ରକାର ଜିନିଷ କିଣିଲି ଆଉ ତା ଉପରେ ଟ୍ୟାକ୍ସ ଦେଲି ।
    କେଉଁଠି ଫିସ,କେଉଁଠି ବିଲ,କେଉଁଠି ସୁଧ,କେଉଁଠି ଜୋରିମାନା ସହ କେଉଁଠି ଲାଞ୍ଚ ଆକାର ରେ ପଇସା ଦେଲି।
    ଏହି ସବୁ ଦରମା ପରେ ଯଦି ଭୁଲ ରେ କିଛି ବଳି ବ୍ୟାଙ୍କ୍ ରେ କିଛି ଜମା ଟଙ୍କା ରହିଗଲା ତା ଉପରେ ବି ଟ୍ୟାକ୍ସ ଦେଲି ।
    ଏତେ କଲା ପରେ ବି ସାମାଜିକ ସୁରକ୍ଷା ନାହିଁ,ସଡ଼କ ଖରାପ,ରାସ୍ତାରେ ଷଣ୍ଢ,ଲାଇଟ୍ ଖରାପ,ପାଣି ,ପବନ ବିଷାକ୍ତ ପରିବା କିଣିଲେ ବିଷାକ୍ତ ପରିବା ପାଇଲି,ମେଡିକାଲ ରେ ମହଙ୍ଗା ସେବା,ଆହୁରି ଆକସ୍ମିକ ବାତ୍ୟା,ବନ୍ୟାରେ ଖର୍ଚ୍ଚ
    ଏହା ବାଦ ରେ ବି ସବୁଠି ଲାଇନ ଦେଲି ।
    ସବୁ ପଇସା ଗଲା କେଉଁଠି
    ଭ୍ରଷ୍ଟାଚାର ରେ
    ନିର୍ବାଚନରେ ମଦ,ମାଂସ,୫୦୦ ଟଙ୍କା ବଣ୍ଟନ ରେ
    ଧନୀ ଙ୍କ ପାଇଁ ସବସିଡି ରେ
    ମାଲ୍ୟା ଭଳି ଲୋକଙ୍କୁ ବିଦା କରିବାରେ
    ଧନୀ ଲୋକଙ୍କୁ ମିଛରେ ଦେବାଳିଆ ଘୋଷଣାରେ
    ସ୍ଵିଶ ବ୍ୟାଙ୍କ୍ ରେ
    ନେତା ଙ୍କ ଘର ଆଉ କାର ରେ
    ବିଧାୟକ ଙ୍କୁ କିଣିବାରେ
    ଏବେ କାହାକୁ କହିବି କିଏ ଚୋର ବୋଲି।
    ଶେଷରେ ଆଉ ଏମିତି କେତେ ଦିନ ଦେଶବାସୀ ଘୋଷଡା ଜୀବନ ବିତାଇବା ଆଉ ଗଧ ଭଳି ଦେଶ ପାଇଁ ଖଟି ଚାଲିଥିବା ଆଉ ଆମ ପଇସା ରେ ସେମାନେ ରାଜା ଭଳି ଜୀବନ ଯାପନ
    କରି ଆମକୁ ତାଙ୍କ ଗୋଲାମ ଭଳି ବ୍ୟବହାର କରି ଚାଲିଥିବେ ।
    ହଉ ଏମିତି ଚାଲୁ ଆମେ ଗାନ୍ଧୀ ଜି ଙ୍କ ତିନି ମାଙ୍କଡ ଭଳି ଚରିତ୍ର ରେ ଜୀବନ ଶେଷ କରିଦେବା କାରଣ ପରିବର୍ତ୍ତନ ର ଆଶା ର କିରଣ ଦେଖା ଯାଉନି କାରଣ ଏଠି ସମସ୍ତେ ଜଣେ ଜଣେ ଶାଗୁଣା ଆଉ କୁମ୍ଭୀର । 🙏🙏

  • @purnapattanaik6916
    @purnapattanaik6916 Год назад +3

    Best answer sir

  • @tukunanayak8117
    @tukunanayak8117 10 месяцев назад +3

    Very good sir

  • @Joshanarani8090
    @Joshanarani8090 Год назад +3

    YOU ARE A EXLENT LEADER

  • @Tanmoy0707
    @Tanmoy0707 Год назад +2

    Super interview

  • @dillipmohanty8714
    @dillipmohanty8714 6 месяцев назад

    Bhala lagila prasanta jagdev ank interview ❤👌🏻👌🏻👌🏻

  • @amlanjyotisahoo1053
    @amlanjyotisahoo1053 Год назад +3

    Nice sir...I proud to Mr.Prasanta ku jagdev

  • @dillipkumarpradhan9575
    @dillipkumarpradhan9575 6 месяцев назад

    Very good talk.Mr jugdev is 100% right🎉🎉

  • @sunilkumarswain5322
    @sunilkumarswain5322 Год назад +5

    ପ୍ରଶାନ୍ତ ଜଗଦେବ କାମକୁ ବିଶ୍ୱାସ କରେ

  • @BibhuprasadMohapatra-p2g
    @BibhuprasadMohapatra-p2g Год назад +1

    I'm Big fan 🎉🎉🎉🎉🎉

  • @rabindrasahoo1394
    @rabindrasahoo1394 Год назад +29

    Madua MLA 😊

    • @AbinashPanda-zh2pf
      @AbinashPanda-zh2pf Год назад +1

      Bhai mada ta aji kali samaste piu chanti ta mane knn samaste madua mada ta Naveen Babu v piu chanti ta mane Naveen Babu v madua

  • @biswanathbiswal6016
    @biswanathbiswal6016 Год назад +1

    Go ahead Mr Ganesh Babu,You are a real people 's leader,

  • @debabratamohanty4567
    @debabratamohanty4567 Год назад +3

    Prasanta jagdev is a popular leader. Allegations are baseless and politically motivated.

  • @SAHILFF456
    @SAHILFF456 Год назад +2

    prashant Jagadeb nku PJP lok birodh karuchhanti chilika BJD people s gives votes❤❤❤❤❤❤

  • @susantakumar3424
    @susantakumar3424 6 месяцев назад

    WE PROUD OF YOU ,BHAI

  • @AniRanbir
    @AniRanbir 9 месяцев назад +2

    ARJUNA. GANESA. JAGADEBA. SAHA NABARA. 1. ON. ❤.

  • @manoranjanjena6161
    @manoranjanjena6161 Год назад +10

    ଏଥିରେ ନୁଆ କିଛି ନାହିଁ ଯଦି ବିଜେଡ଼ି ରୁ ଗୋଟିଏ ଖୁଣ୍ଟ କୁ ଠିଆ କରାଯାଏ ସିଏ ବି ବୃହତ ବ୍ୟବଧାନରେ ଜିତିବ

  • @HareKrushna-f3d
    @HareKrushna-f3d 9 месяцев назад

    ଏ ଦୁନିଆଁ ରେ ମୋ ଆଖିରେ ମନୋରଞ୍ଜନ ବାବୁ ସ୍ବୟଂ ଭଗବାନଙ୍କ ଭଳି ଜେଦେବଡ ନେତା ହୁଅନ୍ତୁ ପଛେ ତାଙ୍କୁ ସାମ୍ମାସାନି କରିବା ଆମ ଗଣତନ୍ତ୍ର ପାଇଁ ଅତି ଶୁଭଙ୍କର ଖାଲି ଟିକେ ବାକି ଅଛି ଦେଖା ଜାଉ କୋଉ ଦିନ ନବୀନ ବାବୁଙ୍କୁ ସାମ୍ନାସାନି କହିବେ ଆମ ଭାଷାରେ ଆମ ଓଡିଶାର ସାସନ କେବେ କରିବେ । ଧନ୍ୟବାଦ।

  • @SurprisedFerryBoat-ls6go
    @SurprisedFerryBoat-ls6go 6 месяцев назад

    I like it speech

  • @muraligouda4058
    @muraligouda4058 Год назад +1

    ସେ ଯାହାବି ହଉ । ପ୍ରଶାନ୍ତ ଭାଇ ଆପଣଙ୍କ ର କଥା କହିବାର style ଟା ବହୁତ ଭଲ ଲାଗିଲା । ମୋ ନାଁ ପ୍ରଶାନ୍ତ ଅନ୍ୟାୟ ଅତ୍ୟାଚାର ଅନିତି ଦେଖିଲେ ହୋଇଯାଏ ମୁଁ ଅସାନ୍ତ । ଜୟ ଜଗନ୍ନାଥ

  • @kunalswain54321
    @kunalswain54321 2 месяца назад +1

    ପ୍ରଶାନ୍ତ ବାବୁ BJP ରେ ମିଶିବେ

  • @Jaysriram12355
    @Jaysriram12355 Год назад +4

    ଆଉ ବାଣପୁର ମାଟି କେବେ ମାଡିବନି, ଗୋଟେ କୋଟି ଗାଡି ଚଢୁଛନ୍ତି । କଉଠୁ ଏତେ ପଇସା ଆସିଲା ।

  • @mihirjena7831
    @mihirjena7831 Год назад +3

    Blood of a KSHYATRIYA is different from all others .

  • @satyabratabehura839
    @satyabratabehura839 Год назад +3

    ପ୍ରଶାନ୍ତ ଜଗଦେବ ଜଣେ ଲଢୁଆ ବିପ୍ଲବୀ ନେତା, ତାଙ୍କର ଲଢେଇ ଜାରି ରହିବ

  • @shibapradhan7066
    @shibapradhan7066 Год назад

    Right sir

  • @prafullpal8878
    @prafullpal8878 6 месяцев назад +1

    Asant Prasant

  • @shubhashishapanda6699
    @shubhashishapanda6699 Год назад +11

    Our state needs leaders like u Mr.Jagdev..Luv ur courage man..Wish ur ban lifts soon👌

  • @sunilkumarmajhi5583
    @sunilkumarmajhi5583 Год назад +2

    🙏🙏🙏 Jai kshatriya 🙏🙏🙏

  • @kumaraswini640
    @kumaraswini640 Год назад

    Right sir🙏

  • @lagnajeetsamantaray8017
    @lagnajeetsamantaray8017 Год назад +3

    Before dismissing ganesh jagdev remember he holds a record for executing most of the project and spending most money under planning Commission in his constituency in period of five years.#Jatni#Toka no1

  • @SuryaP489
    @SuryaP489 Год назад +2

    Good....

  • @amitsamantaray1203
    @amitsamantaray1203 Год назад +1

    ଏଇଟା ପକ୍କା ଡହରା କଥା କହୁଛି,, ଆମେ ନିଜେ ୟାରି କଳା କାରନାମା ଦେଖିଛୁ 🤬🤬

  • @dayanidhiambadi3863
    @dayanidhiambadi3863 Год назад

    Excellent leader

  • @rajatkumarsahoo4303
    @rajatkumarsahoo4303 Год назад +2

    Excellent leader ❤

  • @banojalenka3258
    @banojalenka3258 Год назад +6

    Jay Jagadisa here
    Jay Jagannath👃
    I like Jagdev

  • @trohini556
    @trohini556 6 месяцев назад

    Bestanswer sir

  • @tulusamantaray2806
    @tulusamantaray2806 Год назад +2

    ତୁ ଆଉ ତୋ ଜୀବନ ରେ ଚିଲିକା ରେ ଜିତି ପାରିବୁନି। ରଘୁ ସାହୁ ଯୋଗୁଁ ଜିତିଥିଲୁ। ମାଘିଆ ଜଗଦବ୍ ତତେ ଗିହା ପାଇନାହିଁ।

  • @suniasahu1440
    @suniasahu1440 Год назад +1

    Prasant jagadev is great MLA

  • @rinkupami1
    @rinkupami1 Год назад +3

    JAGDEV(MEIN JHUKEGA NAHI SAALA)...MAADI CHALA...💪

  • @srimayeemansingh6197
    @srimayeemansingh6197 Год назад +7

    MLA କୁ ଵାଡେଇଲେ କଣ ବାହୁବଳୀ କୁହାଯାଏ ନା ମାୟା କୁହାଯାଏ ଆକୁ କିଛି ଆସେନି

  • @biswanathpanda8228
    @biswanathpanda8228 Год назад +2

    No Man can like this M. L. A in odisha

  • @SushantaKumar-x8m
    @SushantaKumar-x8m Год назад +2

    You are Right Sir

  • @jayadevbiswal1983.
    @jayadevbiswal1983. Год назад +4

    Jagdev sir welcome begunia abebi apekhya re

  • @bhabagrahikaran5287
    @bhabagrahikaran5287 Год назад

    Right Bhai

  • @mr_odiann
    @mr_odiann Год назад +1

    Ur dumdar MLA of odisha jabardast jagdev ji.. 🎉

  • @Godeepak
    @Godeepak Год назад +2

    କେବଳ ମାଡ଼ ଆଉ କିଛି ନୁହେଁ, ନେତା ଯଦି ଜନତା ଙ୍କୁ ମାରିବେ, ଗାଳିଗୁଲଜ କରିବେ ମାଡ଼ ଖାଇବା ତ ସ୍ବଭାବିକ ଏଭଳି ନେତା ଙ୍କୁ ବହେ ବାଡା

  • @asiskumar7490
    @asiskumar7490 9 месяцев назад +3

    Jagdev is great .......mu personally janichhi....I am from begunia

  • @prafullpal8878
    @prafullpal8878 6 месяцев назад

    Jaya Biju Jaya Ganesh

  • @tusharkantajagadev9865
    @tusharkantajagadev9865 Год назад +1

    100% Talent MLA.Agau madichala.god bless 🙏 u

  • @trueindianman9336
    @trueindianman9336 Год назад +3

    Compare these two _2:05_ & _3:00_ you will notice he is lying.

  • @prafullpal8878
    @prafullpal8878 6 месяцев назад

    Head of Biju and force of Bahubali

  • @biswaranjanparida6715
    @biswaranjanparida6715 Год назад +1

    ତୋ ଗାଡ଼ି ଭାଙ୍ଗିଗଲା ଆଗ ଦେଖା ଗଲା, ମଣିଷ ଙ୍କ ଉପରେ ଗାଡି ମାଡ଼ିଗଲା ଦେଖା ଗଲା ନାହିଁ, ତୋର ସେବା କରିବା ଉଦ୍ଦେଶ୍ୟ ଜଣା paduchi କିପରି.....

  • @kartiknayak147
    @kartiknayak147 Год назад

    1 NO AMLA Bagunia

  • @viptoka6712
    @viptoka6712 Год назад +1

    Sura Babu pare Ganesh Jagadev

  • @kumarcreation9335
    @kumarcreation9335 Год назад

    My favourite MLA

  • @himansusekharpanda7721
    @himansusekharpanda7721 Год назад

    Excellent jagdebji

  • @kumarcreation9335
    @kumarcreation9335 Год назад

    I love you sir
    Apananka khola katha ku sabubele bhalapae

  • @funnyy9120
    @funnyy9120 8 месяцев назад +1

    ebe babu bjp re misiki bjp ra guna gan karuchhi

  • @dilipjena2345
    @dilipjena2345 Год назад +4

    Jagdev babu is absolutely right

  • @manoranjanjena6161
    @manoranjanjena6161 Год назад +4

    ତୁ ପୁରା ସତିଆ ଟା ତ ତତେ ଖାଲି ଗାଳି କରୁଛନ୍ତି ତୁ କାହାକୁ କିଛି କହୁନାହୁ ଆମେ କ'ଣ ଚିହ୍ନିନୁ ତୁ କେମିତିକା

  • @Tukunu7248
    @Tukunu7248 Год назад +3

    Great & Dynamo leader , God bless.

  • @bhabagrahimallik3314
    @bhabagrahimallik3314 Год назад +1

    Sound section bhala kale tk bhala huanta...

  • @SoumyaSwain-fh7iw
    @SoumyaSwain-fh7iw 6 месяцев назад

    Right 👍

  • @ganeswarsahoo6350
    @ganeswarsahoo6350 Год назад

    Really the open heart' man
    Paika matira pua

  • @odishahungama
    @odishahungama Год назад

    ପୋଲିସ ବାଳ ଛୋଡ଼ିବ 👍

  • @bikramroutaray935
    @bikramroutaray935 Год назад +3

    Great leader

  • @mikkukumar243
    @mikkukumar243 Год назад +1

    Automatic gaadi manuku chali gala 😂😂
    Automatic Loko pitile 😂

  • @benudharmahapatra7960
    @benudharmahapatra7960 Год назад +1

    Wel come begunia and khordha bhai

  • @BudhadevNaik-jl3pq
    @BudhadevNaik-jl3pq Год назад +1

    Sir nka ra kichhi bhul nahin eha mu kahuchi

  • @golakbiharisahoo1110
    @golakbiharisahoo1110 Год назад +4

    Good leader for good people. Mr Prasanta (Bahubali). No problem Madichala, Jay jagannath state.

    • @sanjeebbhol5668
      @sanjeebbhol5668 Год назад +1

      Worst and criminal Politician in Odisha

    • @samrat_jay_ballav
      @samrat_jay_ballav Год назад +1

      ​@@sanjeebbhol5668Tamara kou gaon bhai. Kichhi janicha na suniki kahucha

    • @sumanbaijayanta374
      @sumanbaijayanta374 Год назад

      ମାଡିଆସ ମାଡ ଖାଇବ

  • @Bicky4uhere
    @Bicky4uhere 7 месяцев назад

    6:39

  • @rabindranandi1506
    @rabindranandi1506 Год назад +8

    A sala big tautar chora mc ta 👍

  • @HareKrushna-f3d
    @HareKrushna-f3d 9 месяцев назад

    B J D ଦଳ ରେ ଏ ବେ ବି ବହୁ ବିଧାୟକ ଅଛନ୍ତି ଜଦି ଅନ୍ୟାୟକୁ ବିରୋଧ କରିବେ ସେମାନେ ଦଳର ଶୃଂଖଳ ଦ୍ରୁଷ୍ଟିରୁ ତାଙ୍କୁ ଦଳରୁ ବାହାର କରାଯାଏ ଦଳରେ କୀ ପ୍ରକାର ଶୃଂଖଳା ତାହା ,ତାଙ୍କ ଦଳରେ ମୁଖିଆ ନବୀନ ବାବୁ ଓଡିଆ ଭାରକୁ ଏ ଯାଏଁ କାର୍ଯ୍ୟାଳୟ ର ଭାଷା କଲେଣି କି ଆମ ଭାଷାରେ ଆମ ସାସନ ନକରିବା ସବୁଠାଋଅପରାଧ,ତାଙ୍କ ପାଇଁ ଦଣ୍ଡ କହି ?ସେ ଦଳରେ ଜିଏ ବି ସରକାରଙ୍କ ମନମୁଖୀ ବିରୋଧରେ ଠିଆ ହେବ ସେ ଦଳରୁ ତଦା ଖାଇବ ପ୍ରଶାନ୍ତ ଜଗଦେବଙ୍କ ର ବହୁତ ଭଲ ଗୁଣ ଅଛି ,ସେ ଆଜନ୍ମ ବିପ୍ଲବୀ ମୁ ତାଙ୍କୁ ଭଲ ପାଏ ,ମୁ ଦାମ ବାବୁଙ୍କୁ ଭଲ ପାଏ,,ଜେତକ ବିଧାୟକ ସେ ଦଳରେ ରହି ଦଳ ଋ ତଦାଖାଈ ଛନ୍ତି ମୁ ସେ ମାନଙ୍କୁ ମୋ ପ୍ରାଣରୁ ଅଧିକ ଭଲ ପାଏ କାରଣ ସେମାନେ ସ୍ପଷବାଦୀ ଓ ସତ ସାହାସୀ ।

  • @ramanbehera220
    @ramanbehera220 Год назад

    Madichala

  • @tusharkantajagadev9865
    @tusharkantajagadev9865 Год назад

    Mr jagadev talent MLA.

  • @jitendrapalei7388
    @jitendrapalei7388 Год назад +3

    The Real Leader of Odisha

  • @deepakpanda6237
    @deepakpanda6237 Год назад +2

    Manoranjan bhai tamaku kehi pitile taku apana kan karibe

  • @bijoydas-qx3qg
    @bijoydas-qx3qg Год назад +1

    ଭାଇ, ଭଲ କହିଲ. ମୁଁ ବୁଝିଲି ଯେ ତୁମେ ଲୋକଙ୍କ ସେବା ପାଇଁ ବଳ ପ୍ରୟୋଗ କରି ବାହୁବଳୀ ନାଁ ରେ ସୁନାମ ପାଇଛ. ଏତେ ଘଟଣା ରେ ମୋ ଭାଇ ର କେତେ ଆର୍ଥିକ ଉନ୍ନତି ଘଟିଛି ନାଁ ଅବନତି ହେଇଛି ଆମେ ଜାଣି ପାରୁନି. ଭଗବାନ କୃଷ୍ଣ ବନ୍ଦୀ ଶାଳା ଓ ଜେଲ ରୁ ଆସି ଧର୍ମ ସଂସ୍ଥାପନା ପାଇଁ କେତେ କାହାକୁ ମାରି ଦେଇ ଥିଲେ. ଆପଣ ବି ଧର୍ମ ସଂସ୍ଥାପନା ପାଇଁ ଏୟା କରିବେ କି?

  • @bimbadharjena1572
    @bimbadharjena1572 Год назад +2

    ଏଇଟା ଗାଲୁଆଟା, ତୋର ଯାହା ରେକର୍ଡ ଅଛି ତତେ ଆହୁରି ଧୂଲେଇ କରିବାର ଥିଲା ।

  • @dknayak3179
    @dknayak3179 Год назад +3

    Jaha kuha sedina mada bab re ki mada. Thanks to peoples

  • @sidhantaraut7217
    @sidhantaraut7217 Год назад +2

    I like Prasant Jagdev

  • @saurabhamahapatra3187
    @saurabhamahapatra3187 Год назад +1

    Chilika,khordha,Begunia Jauthi ladhibe Seithi Jitibe...

  • @lnpranaya4285
    @lnpranaya4285 Год назад

    ମାଛି କୁ ମ କୁହେନା ଲୋକ ଟି... ଭାଇ ପୋଲିସ ହଉଛି state ର ସେ କାମ କଲେନି ତ ନବୀନ ବାବାଙ୍କୁ ପଚାର...😂

  • @asutoshacharya1597
    @asutoshacharya1597 Год назад +3

    ମାଦରଚୋଦ ନେତା। ଦିନେ ଗୁଳି ଖାଇବ

  • @skbillu7772
    @skbillu7772 Год назад

    Jagdev win 2024 begunia election

  • @ashokghadai8007
    @ashokghadai8007 Год назад +2

    Prasant jagdev balugaon re kana karanti ame banpur balugaon basi sabu janichhu....jadi proper investigation hue yeithi bi archana nag pari kete ladies achhanti joumane ki bjd ku enjoyment dianti

  • @ItsmeItsme-to5ke
    @ItsmeItsme-to5ke Год назад

    Yar arnab goswami interview neba uchit

  • @lagnajeetsamantaray8017
    @lagnajeetsamantaray8017 Год назад

    Pradeep panigrahi, prashant jagdev and pattanayak soumya ranjan .
    3p will demolish BJD

  • @tapanpradhan9678
    @tapanpradhan9678 Год назад +4

    Reporter sir se bala Jagdev daha michha kahila bele side re visual dekhaiba darkar thila.....

    • @bidhubhusanmohapatra8257
      @bidhubhusanmohapatra8257 Год назад

      Syam mohapatra ..Satya Nayak kan journalist nuhanti.. Satyajit ku kanhiki otvru bahara kale..jabab dia media bhai..

  • @smrutiranjanmaharana
    @smrutiranjanmaharana Год назад +3

    Perfect interview … My fav MLA … Size kari dela Manoranjan Mishra ku !!!! Emiti Anchor ku emiti answer 😂

  • @prakashkumarpradhan9679
    @prakashkumarpradhan9679 Год назад

    Wel come bolagarh

  • @bidyadharsahu6785
    @bidyadharsahu6785 Год назад

    Dekhibu re pua 2024re..loka samarthana ku..

  • @insightbaisnabi4198
    @insightbaisnabi4198 Год назад +1

    is it paid inter........?

  • @bharatpalai5483
    @bharatpalai5483 Год назад +4

    Bahubali ❤❤❤❤

  • @tapankumarMallik-rk7qy
    @tapankumarMallik-rk7qy Год назад +2

    Great leader jagadev sir

  • @padmalochanbiswal9691
    @padmalochanbiswal9691 Год назад +1

    Good man ✨✨

  • @gokulanandadas4048
    @gokulanandadas4048 Год назад +1

    Prasanta Babu Managadha kahani kahuchhanti , Vedeo kahuchhi ey Babu knowingly gadi chadhaichhanti , Investigation batabana karibaku gadi no, Bi change Kari fir copy re deichhanti police ku hatare rakhi ,