Ticket ta paile sina jane kama Kariba pain scop te paiba.... dekhania social work pain bahut loka achhanti. Jane 15 barsa rahila dala re se Kan kichhi Kalani ?
Apana dadana katha kahile ta sethi pain kahuchi mo nija katha katha kahuchi ama ghare 2 ta auto achhi bhadare lagichi but mo bhaiku chaleiba ku ichha nahin se kahuchanti Surat jibe ta amiti jadi samaste chinta karibe nabin kn kariba odishare kn kama nahin sabu kichhi achhi sarkar ku sabu dosa dele habani bhai
ବହୁତ୍ ବଢିଆ ଏହାକୁ କୁହାଯାଏ ଖୋଲା ଖୋଲି ଆଲୋଚନା 😅🎉🎉
"ସତ କହିବାକୁ କିଆଁ ଡରିବି......
ସତ କହି ପଛେ ମଲେ ମରିବି....."
Right 👍
ଓଡ଼ିଶାକୁ ରକ୍ଷା କର । ଜୟ ଜଗନ୍ନାଥ ମଙ୍ଗଳ କର ।
କିଛି ଗୋଟାଏ ହବ ।।
ଜୀବନ ସାରା ହାରିବା ଥୟ
Thik kahila bhai
Ta kathare naa kn mg
Tu kn bala mundi
Bramha gyanita au
Hmm bhai sata katha
ସବୁ ଯାକ ଚୋର, ସବୁଠୁ ବଡ଼ ସ୍ବାର୍ଥ ବାଦି ମଣିଷ ହେଉଛି ଅରିନ୍ଦମ ରାୟ,
Waaa Bhai bodhia kohilu chhoka ku
Truly ବହୁତ୍ ବଢିଆ Answer ସାରା । ସାଧାରଣ ଲୋକ ହେଇ ସାରା କଥା , ବହୁତ୍ ଭଲ ସେ feel କରି ହେଉଛି। Grt bhai.
Sara na gill 😂😂😂
ଏଇ Interview ଦେଖିକି ଯାହା ଲାଗିଲା ଏଇ ମହାଶୟ ସମାଜର ଉନ୍ନତି ପାଇଁ ନୁହେଁ ବରଂ ଟିକେଟ ପାଇଁ ଦଳ ଛାଡିଛନ୍ତି ।
Ticket ta paile sina jane kama Kariba pain scop te paiba.... dekhania social work pain bahut loka achhanti. Jane 15 barsa rahila dala re se Kan kichhi Kalani ?
Correct
Are bhai sie questions ହିଁ seibhalia ପଚାରୁଛନ୍ତି
Right
Arindam Bhai nka interview bahut vala thila
Trupti are you single
BJD ଅରିନ୍ଦମ କୁ ଟିକେଟ ନ ଦେଇ ଠିକ୍ ନିଷ୍ପତ୍ତି ନେଇଛି, ଏମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମାଫିଆ ଥିଲେ ଏବଂ ଏବେ ରାଜନୀତିରେ ମଧ୍ୟ ସେମିତି ହେବାର ଆଶା ରଖି ରାଜନୀତିକୁ ଆସିଛନ୍ତି ।
BJP ଏମିତି ଲୋକଙ୍କୁ ସବୁବେଳେ ସ୍ବାଗତ କରେ, ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ BJP ଏମିତି କରିଆସିଛି ।
Corrct
ଅରିନ୍ଦମ ଆର ୫ବର୍ଷ ପରେ ଆଉ ଗୋଟିଏ ଦଳରେ ଥିବେ
😂
Bala na
BSP
Tume kan
Tume kan ta maikinia
@@shreenibassamal tu bapa
My vote BJP ❤
ଦାଦନ ଓଡ଼ିଶା ରୁ ମୁକ୍ତି ଦରକାର
Bhai dadan chhada kn au kichhi kama nahin
@@slsnews-oc7ez ତମେ ଯୋଉ ନବୀନ କଥା କହୁଛ ସିଏ କିଛି କରୁନି UR SEBC ପିଲାଙ୍କ ପାଇଁ ଯୋଉ high school teacher ନିଯୁକ୍ତି ବାହାରୁଛି 80% ଆରକ୍ଷଣ । 60% ପୋଷ୍ଟ back lock ରହି ଯାଉଛି
ସେହି ସରକାର ଆମର ଦର କାରନାହିଁ ଯିଏ only ନିର୍ବାଚନ game ଖେଳେ
ଆମର କଥା ଯିଏ ବୁଝୁନି ଆମେ ତାକୁ vote ଦବୁନି
50%UR ପୋଷ୍ଟ ନାହିଁ। ୟେ କି ବାଳ ସରକାର
Apana dadana katha kahile ta sethi pain kahuchi mo nija katha katha kahuchi ama ghare 2 ta auto achhi bhadare lagichi but mo bhaiku chaleiba ku ichha nahin se kahuchanti Surat jibe ta amiti jadi samaste chinta karibe nabin kn kariba odishare kn kama nahin sabu kichhi achhi sarkar ku sabu dosa dele habani bhai
@@slsnews-oc7ez real କଥା କୁହ ବ୍ରୋ ମୁଁ ଯଦି auto ଚାଲେଇବାର ଥିଲା ମୁଁ ଏତେ ପାଠ କାହିଁ ପଢିଲି। ପିଲା 0.5ରଖି ଶିକ୍ଷକ ହେବେ 115ରଖି ଚାକିରି ନାହିଁ । ଏହି ଟା ସରକାର ର ଦୋଷ ନା ମୋ ଦୋଷ।
ଗୋଟେ ସରକାର 25ବର୍ଷ ଶାସନ କଲାଣି କଣ କରିଛି ତମେ କୁହ ସେ ଯଦି ପୋଷ୍ଟ ବାହାର କରିବ 12000 ପୂରଣ କରିବ 6000 ଏବଂ 80%ପୋଷ୍ଟ stsc ରେ ଦବ ଆମେ ଜେନେରାଲ ପିଲା କଣ କରିବୁ। ଏହି ସରକାର change ହେବା ନିହାତି ଦରକାର?
Very Frank and straight words which gives a clear view what going on in the leading party 🙏😊
ନିଜେ ଗୁଲାମ ଥିଲ ନିଜେ ମାନୁଛି 😂
Ticket pain party change kala ki na kala seita matter nuhe ..but jaha b kahila 100% sata katha kahila ..
Arindam bhai nka ra dam achi ekdam samnare au sata kahuchanti...god bless you bhai madichala
Right
ଅତି ଲୋଭ ରେ ତନ୍ତୀ ମରେ I ନେତା ହେବା ପାଇଁ ନେତାର ଭଉଣୀ କୁ ବି ବାହା ହେଇଗଲେ I କିନ୍ତୁ ନେତା କାହାରି ନୁହେଁ ଏତିକିରୁ ବୁଝା ଗଲା I
Abe taku baha hei safari gadiru ekathare trailblazer ku paleila na hele Yara aukad kan thila
🚩ଜୟ ଜୟ ଶ୍ରୀରାମ🙏...
🇮🇳ବନ୍ଦେ ଉତ୍କଳ ଜନନୀ🚩...
🇮🇳ଭାରତ ମାତା କି ଜୟ🚩...
ଜୟ ଶ୍ରୀ ଜଗନ୍ନାଥ
Nice to meet with arindom Roy
In khola katha
Another episode with him
So nice interview OTV
ଓଡିଶା ରେ କେବେଳ ଗୋଟେ ଲୋକ ସିଦ୍ଧାର୍ଥ ରାଉତରାଏ ବାକି ସବୁ ପଇସା ପାଇଁ ରାଜନୀତି କରୁଛନ୍ତି
Sata kahila tenu thanks
ସେ ଗୋଟେ ବାଳ ଥିଲା ଓ ବାଳ ଅଛି
Well said bhai 💐🌹🌷.. Jai Shri Ram... Jai BJP🙏🙏🙏🙏💐💐💐💐👍🚩🚩🚩🚩🙋
Sata kahila bhai your are great. You're not film hero You're real hero. Jaha pakhare paisa achi bjd taku ticket deuchi.
Bjd ର କିଛି ଭିତର କଥା ଆଉ ସତ କଥା
Bhai right Katha kahichanti ❤
Excellent question & marvellous reply by Arindam
It’s good to know that finally you got the truth 😊 keep on doing🎉 Jai modi
Odisha win BJD 2024 govt
ଗୋଟିଏ କଥା ଏଠାରେ ସ୍ପଷ୍ଟ ଯେ ସାଶନ ନବୀନ ହାତରେ ନାହିଁ ପାଣ୍ଡିଆନ ହାତରେ ତେଣୁ ସେ ତାଙ୍କର ସ୍ବାଭିମାନ ପାଇଁ ଦଳଛାଡିଛନ୍ତି ସେଥିପାଇଁ ମୋ ତରଫରୁ ଏକ ଓଡିଆ ହିସାବରେ ଧନ୍ୟବାଦ ।
Well come bhai
🙏🏻🙏🏻🙏🏻 ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🚩🚩🚩
🙏🏻🙏🏻🙏🏻 ଜୟ ଶ୍ରୀ ରାମ 🇮🇳🇮🇳🇮🇳🚩🚩
ଅରିନ୍ଦମଭାଈ ବିଜେପି ଜୟ ହେଊ ♥️♥️♥️👏🏻👏🏻👏🏻👍🏻👍🏻👍🏻🔊🔊🔊🔊🔊🔊🔊🔊🔊
ଅରିନ୍ଦମ ଯାହା କଲେ ପୁରା ଠିକ ଜୟ ବିଜେପି ❤️❤️❤️
ଲୋକମାନଙ୍କୁ G_ ମାରିବା। ନେତା, ଅଭିନେତା, ମନ୍ତ୍ରୀ ମନକୁ ଭଲଭାବରେ ଜଣା।
Absolutely right 👍👍
ଆପଣଙ୍କ interview ଅତି ସୁନ୍ଦର Manoranjan sir 👍!
Arindam Bhai Great Person❤❤❤
ଧନ୍ୟବାଦ୍ ଅରିନ୍ଦମ ଭାଇ
ହାରିଯିବ ଭାଇ
Bjd rejects him bcz of sambalpur fight ollywood controversy 😮
What he have done?
ଦୟାକରି କହିବେ କି ?
ମୋଦି e shram କାର୍ଡ କରି କଣ ଦେଇଛନ୍ତି ?
Tahale kan tama e srama cad karicha Paisa pain .magana khiata😅😅😅😅😅😅
ଏଇ ମହାଶୟ ଦଲପାଇଁ କିଛି କରିପାରିବେନି ,tkt ପାଇଁ ଦଲ ଛାଡୁଛନ୍ତି !
ୟାଙ୍କ କଥା ସୁଣିକି.... ମତେ ଲାଗୁଚି... ନା ଏ ନେତା ନ ଅଭିନେତା... କୋଉଥିରେ ଯୋଗ୍ୟ ନୁହ । ଭାଇ ଗୋଟେ popular tv channel interview ରେ 10 yr ପଲିଟିକାଲ experience ଥାଇ..ଏଇ level ର କଥାବାର୍ତ୍ତା... not accepted.
Tome genda balaki 15:26
Right bhai ❤❤
Arindam bhai siour win
ହାରିବୁ ଓଡ଼ିଆ ହିରୋ
ଅରିନ୍ଦମ ଭାଇ 👍👍👍
2024 ଓଡ଼ିଶାରେ ବିଜେପି କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ଏବଂ ଓଡ଼ିଶାରେ ବିଜେପି ସରକାର ଗଢିବାରେ ଭାଗିଦାରୀ ହୁଅନ୍ତୁ ।
By by bjp.
Congratulations otv for 1 Cr subscribers
Ek dam right
ବହୁତ୍ ବଢିଆ ଲାଗିଲା interview
Good decision Arindam Bro...
ଏତିକି କହିବା ପାଇଁ courage ଦରକାର | କେହି କହି ପାରୁ ନଥିଲେ ଯାହା ହଉ ଭାଇ ତ କହିଲେ ପୁଣି ବବି ଦାସ ପରିବାର ଲୋକ ହେଲା ପରେ ବି |
ମିଡ଼ିଆ ବନ୍ଧୁ ମାନଙ୍କୁ ନିବେଦନ ଅମାନଙ୍କୁ କାହିଁକି ଆଣିକି ଆଲୋଚନା କରୁଛନ୍ତି ସାମ୍ବାଦିକ ବନ୍ଧୁ ଆପଣ ଠିକ କରି ପ୍ରଶ୍ନ କରନ୍ତୁ କାରଣ ଏମାନଙ୍କର ଦମ ଅଛିତ ସ୍ୱାଧୀନରେ ଲଢ଼ୁନାହାନ୍ତି ତାହାଲେ ଆମେ ଜାଣିବୁ ଅମାନଙ୍କର ଦମ ଅଛି
Right arindam Bhai god bless you 👍👍👍👍👍
ଅରିନ୍ଦୀମ ଭାଇ ଠିକ disction ନେଇଛନ୍ତି
Mind blowing arindam bhai
Jay shree ram jay jagannath 🙏🙏🙏
Right ans mr ଅରିନ୍ଦମ ରାୟ....
So innocent & clear thinking .God bless you beta.
ଅରିନ୍ଦବ ଭାଇ ଠିକ୍ କହିଲେ ❤
🙏ଜୟ ଶ୍ରୀ ରାମ
Jay Shree Ram 🚩
Manoj sir u r like foreign diplomats wow❤❤❤
ଅରିନ୍ଦମ୍ ଭାଇ ତମେ କେବେ ବାହାର ଦେଶ ବୁଲିକି ଆଶ ପରେ ଜାଣିବ BJP ର ଅସଲ ରୂପ କଣ ମୁଁ bangalore ruhe bangalore karnataka state govt କୋଉ ଦଳ ଜାଣି ଛନ୍ତି ଆଉ ବାକି ରହିଲା ଓଡିଶା govt se ଅଛନ୍ତି ରହିବେ ନବୀନ sir ama maa au jou dala re join heicha se ହେଉଛନ୍ତି ସାବତ ମାଆ ଗୋଟେ ସାବତ ମା ଯେମିତି ନୂଆ ନୂଆ ରେ ପିଲା ଙ୍କୁ ଆଦର କରନ୍ତି ଠିକ୍ ସେଇ ପରି ଭାଇ please try to understand bro please
You are right
Dill se Salute arindam Bhai ❤❤
ତମେ ସ୍ବାର୍ଥ ଲୋଭି ମଣିଷ... କାଲି tkt ନ ମିଳିଲେ.. ଆଉ କୋଉ ଦଳ କୁ ଯିବା ଥୟ 😂😂
Ja hou bhai Tama bhali gote niswarthapara loka te dekhili . Jama Tamar lobha nathiba kouthire
5t sachiba daethiba 9000 naeki bhot dia bjd ku 😅
@@tophanjena1293ଅଛି ଲୋଭ... ବିନା ସ୍ବାର୍ଥ ରେ କେହି କିଛି କରନ୍ତି ନାହିଁ... କିନ୍ତୁ ନିଜର ଅସ୍ଥିତ୍ଵ, ସ୍ୱାଭିମାନ... ନୀତି ଆଦର୍ଶ କୁ ବିକ୍ରୀ କରି ନୁହ
Arindam bhai 👌👌👌
Interview bhaut bhala thila
Love you arindam ❤❤❤
ପ୍ରଥମ କଥା ଦଳରେ ରହିକି କେତେ ଲୋକ ଙ୍କୁ ପାଖକୁ ଯାଇଛନ୍ତି ଆଉ ଲୋକ କେତେ ଆପଣକୁ ଲୋକ କେତେ ଗ୍ରହଣ କରନ୍ତି
Arindam Bhai fantastic rply
ଦଳରେ ମିଳୁଥିଲା ଦଳ ଭଳ ଥିଲା ଏବେ ମିଳିଲାନି ଏବେ ଖରାପେ ହେଇଗଲା କାହାକୁ ଭକୁଆ ବନୁଛନ୍ତି ଆରିଦମ୍ ବାବୁ ବଢିଆ ଅଭିନ୍ୟ କରୁଛନ୍ତି ବସେ ବଢିଆ
ସବୁ ମାୟା ରେ ବାୟା.. ସମସ୍ତ ଙ୍କୁ ଗାଦି ଦରକାର. ନମିଳିଲେ ଦଳ ଖରାପ..
Arindam bhai ku jouti ticket bjb wala deba.plz arindam bhai ki odisha bhai bhauni Mane jitio🙏.karana a toka kichi karipariba.jay Shree Ram ❤
Bhaijaan pura ready… thare chance milile hela🎉🎉🎉🎉
Very good talks arindam sir
ଜୟ ଶ୍ରୀ ଜଗନ୍ନାଥ
Right word sir
East or west Arindam dada always best🔥🔥🔥🔥👍👍👍👍🙏🙏🙏🙏
Thanks arindam
2:56 Best part of the this interview.
Bhai maja asigala dekhiki
ଖୋଲା କଥା କୁ ଅମରେନ୍ଦ୍ର ଦାସ ଙ୍କୁ ଡକାଯାଉ, ଜଗତସିଂହପୁର
Bhala heichi bahari jaicha
Right bhal lagila ❤
ଏ ଭଳି ମଣିଷ କେବଳ ପଇସା ଲୋଭି
Odisha basi chahinle next cm mu hebi
ହାରିବା ପାଇଁ ଆଗୁଆ Happy
This anchor is my favorite
ତମ କଥା ରୁ ପୁରା ବାରି ହେଇଯାଉଚି... ତମେ ଜଣେ ସ୍ବାର୍ଥବାଦି ମଣିଷ
ଯୋଶୀ ସାର୍ ଙ୍କୁ ଅନୁରୋଧ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏମିତି ଖୋଲା କଥା ର ଗୁଟେ interview ନିଅନ୍ତୁ I
👍👍👍👌👌👌💪💪
Very nice brother
ଜୟ ଶ୍ରୀ ରାମ
Thanks dada❤❤
ଟିକେଟ୍ ପାଇଲାନି ସେଥିପାଇଁପଳେଇଲା
ହେଇ କଥା ଟା ଆମେ ଆଗ ନୁ କହୁଥିଲୁ କିନ୍ତୁ ରଙ୍ଗ ବଦଲା ଟେଣ୍ଟା ମାନେ ନାଇଁ ବୁଝୁ ଥିଲେ କିନ୍ତୁ ଏଛି ନି ବୁଝିଲ କାଏଁ
2024 bjp wine . 100%
Best reporter of odisha ,Joshi sir
ଓଡ଼ିଆ ସିନେମା ଜଗତରେ ହର୍ ଆଉ ରାଜନୀତି କଥା କଣ କହିବ !
ଫିର୍ ଏକ ବାର୍ ମୋଦି ସରକାର
Odisha re au thare naveen sarakar🤣🤣🤣