୪ ଡିସିମିଲ ଜମି ପଟ୍ଟା ଦେବେ ସରକାର, ଯଦି ବାର୍ଷିକ ଆୟ ୧ ଲକ୍ଷରୁ କମ୍ ଥିବ ! PMAY SOP Survey Suresh Pujari.

Поделиться
HTML-код
  • Опубликовано: 29 сен 2024
  • ୪ ଡିସିମିଲ ଜମି ପଟ୍ଟା ଦେବେ ସରକାର, ଯଦି ବାର୍ଷିକ ଆୟ ୧ ଲକ୍ଷରୁ କମ୍ ଥିବ ! PMAY SOP Survey Suresh Pujari. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 280

  • @SuryanarayanMajhi-b8v
    @SuryanarayanMajhi-b8v Месяц назад +24

    ଓଡିଶା ରେ ରହୁଥିବା ଭୂମିହୀନ ଲୋକଙ୍କୁ ସମାନ ୪ଡ଼ିସିମିଲ ଘର ପଟା ଦିଆଯାଉ ୨୦୨୯ରେ ଭଲ ପାଇବେ

  • @Prem-bz3tr
    @Prem-bz3tr Месяц назад +30

    ଗରିବ ଭୂମିହୀନ ଲୋକଙ୍କୁ ଦିଅ

  • @Dinaartcreation
    @Dinaartcreation Месяц назад +1

    ଭୂମି ହିନ ଲୋକକୁ କମ୍ସେ କମ ୨ ଏକର ଜମି ଦେବା ଉଚିତ୍ ଚାଷୀ କରି ପରିବାର କୁ ପୋଷିପାରିବ

  • @jitendrapradhan7742
    @jitendrapradhan7742 14 дней назад

    Jay Jagannath

  • @vrajstudio7204
    @vrajstudio7204 Месяц назад +2

    ବିଜେପି ସରକାର ଜୟ ହେଉ

  • @spsubhalaxmipani5446
    @spsubhalaxmipani5446 Месяц назад +1

    Sir ghare ghare grame grame buli dekhile vala heba kahara jahara jami nahi semanku jami dia jau ghara thilebi jami nahi sir jami jeu lokankara jami nahi semanku jami diajau

  • @narreshsahoo3495
    @narreshsahoo3495 Месяц назад +1

    .
    aapan 4.5 cr loka manankara jami ku diantu nanhi jahara jami nahi semananku rojagar diantu semane rent re rahi nije nijara ghara kinibare sakhyama huantu .

  • @pravatkumar6016
    @pravatkumar6016 Месяц назад

    Ame wait karichu apana nka bhasana ra satya ta kete achhi

  • @pkdas7353
    @pkdas7353 Месяц назад

    Please provide land to the landless immediately, It will be a biggest achievement of the government if they provide land to the landless people through out odisha,no single drop out.The people who have more than 10 acres of land ,his land should be taken by govt and redistribute it.This will bring equal opportunities among people and also make down to the land mafia

  • @bhagyarathisahu3488
    @bhagyarathisahu3488 Месяц назад +1

    Hirakud dam balanku deba Rengali dam budibale kan hela sir

  • @dr.brajakishordalai658
    @dr.brajakishordalai658 Месяц назад

    How identify the poor. (One lakh) Per day labour charges now Rs.500 means monthly Rs.15,000 and annually 1.5 lakh. Rs. 1.5 Per head in a family

  • @luckydesign6935
    @luckydesign6935 Месяц назад

    Ty ty odisha government

  • @sanjibkumar5012
    @sanjibkumar5012 Месяц назад

  • @KaranKumar-uv4mg
    @KaranKumar-uv4mg Месяц назад

    ସବୁ ମାଗିହା ଏକେ

  • @PujaPuja-cm1ps
    @PujaPuja-cm1ps Месяц назад

    Sabu jinis ret badhichhi ate kam tanka re ghara hoi paribani aapananku anuradha ghara tiari pai tanka badhantu

  • @mandakinibhehera1715
    @mandakinibhehera1715 14 дней назад

    Mbj kebe milib sir

  • @rupanandasabar
    @rupanandasabar Месяц назад

    Chash jami sir keve debe Khali 4 dismil Ghar dihi dele hebani sir chash 2 Ac. Dia

  • @paradeeprana-rn1xz
    @paradeeprana-rn1xz Месяц назад

    Sir nuapada dist , khariar black khudpej g.p ra mu gotia bhumihina lok Mora kichhi jamibadi nahi mate jamin tk dia request karuchhe sir

  • @laxmanalluyala2143
    @laxmanalluyala2143 Месяц назад

    Sir , if u give the phatta to municipality poor people, We will sure give our valuable vote to bjp, & bring ur govt again 2029.

  • @romymishra9090
    @romymishra9090 Месяц назад

    Jou mananka gharadiha achi kintu gochor jagaku bahut akarre jabar dakhal Kari ghara karichanti semananku kon karajiba

  • @Biranchibehera5436
    @Biranchibehera5436 Месяц назад

    Balangir distric kebe pata milba sir kaha

  • @AmitYooo
    @AmitYooo Месяц назад

    Ujala nuha seta.... Ujjwala....
    Ki mantri kire ye.. 🤣

  • @golakhamahakud4906
    @golakhamahakud4906 Месяц назад

    Bhumi hina odisha re kehi nahanti. Sabu subidha bahara lokanku Bangladeshi lokanka pain subidha

  • @MahendraSingh-i9b4e
    @MahendraSingh-i9b4e Месяц назад

    Bala Katha କହୁଚ
    ଗୋଟେ ମଜୁରିଆ ଦିନକୁ 500 ଟଙ୍କା
    ମାସକୁ 15000
    ବର୍ଷକୁ କେତେ ହେଲା ଜାଣିଥିବା
    ଟା ହେଲେ dharmedar ପ୍ରଧାନ କହିଲା ଭଳି chaadoho ତୁମେ kn 100 unit ବିଜୁଳି ଦେବ ଆମେ 300 ଦେବୁ ସେହି ଭଳି t kahuchi

  • @mahetabkhan412
    @mahetabkhan412 Месяц назад

    A nija jaha kahuchanti nijaku jana nahi belajio jatra party' mu kahuni Anubhab sir kahichanti

  • @hrudanandasahuofficial
    @hrudanandasahuofficial Месяц назад

    VERY GOOD BJP SARAKAR 👍

  • @SoniSahoo-t7j
    @SoniSahoo-t7j Месяц назад

    Jiske pita or pati nahi hai kya unke liye koi subidha hai per humare goan main jo mukhiya hote hai wo log govt plot keh kr unse jamin chin kr jaberdasti pass insaan ko jiska pata hota hai unhe de dete hai yese logo ke liye pata ki subidha kr sakte hai app kya app unhe zamin ki subidha de sakte hai

  • @rudranarayanswain9506
    @rudranarayanswain9506 Месяц назад

    Bidesi mana nku diani
    Odisa loka nku dia

  • @HiranBhatra-e5p
    @HiranBhatra-e5p Месяц назад

    Obc ku diajiajiki nahi patta

  • @babucommunication4348
    @babucommunication4348 Месяц назад

    Ame janichu tame kn kn sabu tekiba

  • @debasmitaparida2072
    @debasmitaparida2072 Месяц назад

    2004 masiha ru ama gaan ku nala re pani asilani tame au adhika kana deba.Olata tame har ghar nal jojana re pipe bichhei ama nua tiari heithiba concrete rasta ku tadi dela .Mati semiti rasta re pakei rakhila potilani .Ebe rasta re kadua pacha pacha jai asi heuni.

  • @trilochanmeher-rx1ng
    @trilochanmeher-rx1ng Месяц назад +61

    2029 ରେ ତମର ସରକାର ତିନି ପାଞିରୁ ଯିବ ଲୋକ ଭୋଟ ଦେଇ ଭୁଲ କରୁଛନ୍ତି ବୋଲି ଭାବିଛନ୍ତି

    • @crimefiles153
      @crimefiles153 Месяц назад +14

      Tame bjd ku deithila tenu bhabuchh aame BJP ku vote deichhu semiti Kain bhabibu aame jadi 25 barsa bjd ra sahi aasilu kn a sarakara ra 5 barsa apekhya kariparibuni ki bjd kale neela BJP kale kila wa wa 25 ra dekhajauni 3 masa re sabu dekhagala 😂😂😂

    • @BinodBehera-mh3xo
      @BinodBehera-mh3xo Месяц назад

      ତୋର ଗଟେ ଭୋଟରେ ନା କଣ

    • @subratmohapatra638
      @subratmohapatra638 Месяц назад +6

      😢to bou biaaaaaa😂😂😂😂

    • @mjexcess3335
      @mjexcess3335 Месяц назад +3

      Tu kie be
      BJD tamil sarkar supporter

    • @DebiprasannaPanda-b4r
      @DebiprasannaPanda-b4r Месяц назад

      Odishare sina abe hela centre re kte job asilani tathu adhika job odishare achi bjp ku khali gapa jana achi

  • @chandrapanda7222
    @chandrapanda7222 Месяц назад +11

    ପ୍ରଥମେ ଗୃହହୀନ ମାନଙ୍କୁ ପଟ୍ଟା ପ୍ରଥମେ ଦିଅନ୍ତୁ sir, ପଟ୍ଟା ଦେବାକୁ ଯଦି ସମ୍ପୂର୍ଣ ଇଚ୍ଛା ଅଛି ମାନେ ପଟ୍ଟା ଖଣ୍ଡେ ଖଣ୍ଡେ ଦେବା ପାଇଁ 5 ବର୍ଷ ସମୟ ଲାଗିବ ନାହିଁ.

  • @trilochanmeher-rx1ng
    @trilochanmeher-rx1ng Месяц назад +26

    300 ୟୁନିଟ୍ ବିଜୁଲି ମାଗଣା କାହିଁ ଗଲା ହୋ

    • @swapnilraja1409
      @swapnilraja1409 Месяц назад +1

      15lack ଦେଲେ 300 ୟୁନିଟ ଖୁଜୁଚ😂ଟିକେ ତ ଖରାପ୍ ଲଗବାର୍ କଥା ❤ ସମସ୍ତଙ୍କର ଘରୁ ସମସ୍ତଙ୍କର ଲାଗି ଜବ୍ creat karba କହିଲା ଆଉ କାଣା କଲେ ତମେ ଖୁସ ହେବ

    • @galaxyboy6873
      @galaxyboy6873 Месяц назад

      300 ୟୁନିଟ୍ ବିଜୁଳି ଯାଉ ଅଳିଆ ଗଦାକୁ ଆମକୁ job ଦରକାର

    • @KalashchandraMeher
      @KalashchandraMeher Месяц назад

      Chhada ho.

  • @SushilMahakud-qo3vs
    @SushilMahakud-qo3vs Месяц назад +10

    ସରକାର ଦେଇଥିବା ପ୍ରତିଶୃତି ଅନୁସାରେ ଗ୍ରୀନ କାର୍ଡ ଧାରୀ ମାଁ ମାନଙ୍କୁ ଆଠ ଡିସିମିଲ ଲେଖାଏଁ ଜମି ଦେବା ପାଇଁ ଘୋଷଣା ଥିଲା ତାହା ଗଲା କୁଆଡେ ?

    • @purnendubehera2661
      @purnendubehera2661 8 дней назад

      ଗ୍ରୀନ୍ କାର୍ଡ ସମସ୍ତେ ଏକାଠି ହୁଅନ୍ତୁ।

  • @birajalaxmijena5335
    @birajalaxmijena5335 Месяц назад +17

    କିଛି ଦବନି ଏ ସରକାର, ଖାଲି ବଡ କଥା, କାମ କିଛିନାଇଁ, ଲୋକଙ୍କୁ ବୋକା ବନାଉଛି, ଶାସନରେ ଆସିବ ଦିନରୁ କଣ କଲାଣି କାଇଁ, ଏଇ 5ବର୍ଷ କାଟିଦିଅ, ଆଉତ ଆସିବନି, ପୁଣି ନବୀନ

    • @SanjayaBahuka143
      @SanjayaBahuka143 Месяц назад

      bjd aasiba sure.....
      auuuu kali juga sesa pare sati sabitree na bjd aasiba

    • @barunmajhi5964
      @barunmajhi5964 Месяц назад +5

      Bjd 24 Barsha re kana karichhi

    • @nareshrout1508
      @nareshrout1508 Месяц назад

      Kichikamaku nahin bjd​@@barunmajhi5964

    • @subratmohapatra638
      @subratmohapatra638 Месяц назад

      To biaaaa magihaaaa😅😅😅😅

    • @subratmohapatra638
      @subratmohapatra638 Месяц назад +1

      Tote Khali nobin bando darkar😅😅😅

  • @SanatanchattarChattar
    @SanatanchattarChattar Месяц назад +5

    ଛି,,ଛି,,ଛି,, ଢା ମିଛ । ଶହେ ଦିନର ଇସ୍ତାହାର କୁଆଡେ଼ ଗଲା ଆଗେ ସେଇଟା ପୁରାଣ କର ଆମେ ଜାଣିବୁ ଠିକ୍ କଥା k

  • @TularamHans-x7e
    @TularamHans-x7e Месяц назад +4

    ଯେଉଁ ଲୋକ ନାମରେ ବା ତା ପିତା, ଜେଜେ ଙ୍କ ନାମ ରେ ଜମି ବା ଘର ଡିହ ଥିବ ଓ ସେହି ଲୋକ ସରକାରୀ ଜମି ରେ ଘର କରି ଥଲେ ପ୍ରସାସନ କଣକରବେ।

  • @ଅଭୟ
    @ଅଭୟ Месяц назад +30

    ଗରିବ ଲୋକ ସର୍ବେ ଫାଷ୍ଟ କରନ୍ତୁ

  • @iloveodisha6003
    @iloveodisha6003 Месяц назад +4

    ଯେଉଁ ଲୋକ ମାନେ ଗାଁ ରେ ଯାଗା ଥାଇ ସହର ରେ ବସ୍ତି କରି ରହୁଛନ୍ତି, ସେମାନଂକୁ ସହରରେ 4ଡ଼ିସିମିଲି ଯାଗା ମିଳିବକି

    • @basudevchanda8583
      @basudevchanda8583 Месяц назад +1

      Se maa giha mananku age basti ru hatei ki gaon ku pela jiba

  • @MahendraSingh-i9b4e
    @MahendraSingh-i9b4e Месяц назад +1

    ଏଇ ଯୋଜନା ଟା 2029 କୁ ରଖି ତ n ହେଲେ ତୁମର ବାଳ ଉଡିଯିବ ଆଊ ପାନିଆ ମିଳିବ ନାହିଁ kundeibaku ଏବେ ଯେମିତ ନୂଆ ଯୋଜନା n କାଡ଼ି ପୁରୁଣା ରେ ରଙ୍ଗ ମାରୁଚ ହଁ ସେତେବେଳେ ରଙ୍ଗ ଦିଆଯିବ କିନ୍ତୁ ତୁମର ବାଳ ଥିଲେ ତୁମେ ଆଊ ରଙ୍ଗ ମାରିବା

  • @RasevaSethy
    @RasevaSethy Месяц назад +4

    ପ୍ରତିଦିନ tv ମିଡ଼ିଆ ଙ୍କୁ ମୋର ଅନୁରୋଧ ଯେ ମନ୍ତ୍ରୀ ଙ୍କୁ ପଚାର ଯେ ଯେଉଁମାନେ ଆଗରୁ ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ କରିଛନ୍ତି ଅଭିଯୋଗ ହେଲେ ପୁନରବାର ସେହି ଵ୍ୟକ୍ତି ଆବାସ ଓ ଅନ୍ୟ ସୁବିଧା ଦିଆଜିବକି ଅଗାମିଦିନରେ ଅଗଷ୍ଟ 15 ରେ କଳାହାଣ୍ଡି ରେ ପଚାରି ବେ ମୋର ଅନୁରୋଧ ରହିଲା ପ୍ରତିଦିନ tv ସାର ଙ୍କୁ

  • @sukumarbehera584
    @sukumarbehera584 Месяц назад +10

    ପ୍ରଥମେ ଗରିବ ଲୋକଙ୍କୁ ପଟା ଦିଆଯାଉ

  • @GVaraprasad-gs4ye
    @GVaraprasad-gs4ye Месяц назад +1

    1277,53sqacrjomi659,93acrjomijkpm rgda hathokuasila kemithi 63borsohela522,35acradivasi jomi jknijoro11,67acr chasinku etheonyayo jaibjp😢😅

  • @GVaraprasad-gs4ye
    @GVaraprasad-gs4ye Месяц назад +1

    jkpm rgda hodopkorithiba522,35acradivasi jomi agepherostho koronthu sir 63borsohela jkpm 11,67acrjomi rokhi British sasonokoruchi nyayokoronthu jaibjp😊😅

  • @aswinibanchhor8945
    @aswinibanchhor8945 Месяц назад +4

    ଦେଇଥିବା ପ୍ରତିଶୃତିପ୍ରଥମେପୂରଣନକରି ଏସବୁଭାଷଣ ବନ୍ଦକରନ୍ତୁ ଓଡିଶାବାସିଭୋଟଦେଇ ଭୁଲକଲେ

    • @subratmohapatra638
      @subratmohapatra638 Месяц назад

      Beipokaoni....sobu dhire dhire hobo ..hela😊😊😊😊

  • @akshayabhoi2802
    @akshayabhoi2802 Месяц назад +1

    ତମର କଥା ଠିକ୍ ଅଛିତ ନା ଫେଲ୍
    ୩୦୦ ୟୁନିଟ୍ ବିଜୁଳି ମାଗଣା ମିଳବ କେବେ ସେ କଥା ନିୟୁଜ୍ ମିଡ଼ିଆ ମାଧ୍ୟ ମରେ କୁହନ୍ତୁ ଓଡ଼ିଶା ବାସି ଜାଣନ୍ତୁ

  • @srabankumar4483
    @srabankumar4483 Месяц назад +6

    କେହି ପାଇବେ ନାହିଁ ମନ୍ତ୍ରୀ ସାର. ଆଜିକାଲି ଲକ୍ଷେ ଟଙ୍କା ସଭେ ଆୟ କରୁ ଛନ୍ତି...

  • @SabitriNaik-hu6ci
    @SabitriNaik-hu6ci Месяц назад +1

    କେତେ ଚାଷ ହେବ କେତେ ଡିସମିଲ ଵାସ କରିବୁ ଯଦି ଥିବା ଚାରି ଡିସମିଲ ପାଞ ଭାଇ କେତେ ଭଆଗହଏଵ ଵାସ ସ୍ଥାନ ଉପଯୋଗି କି ଵିଚାର କର

  • @TanuKuanar
    @TanuKuanar Месяц назад +1

    ଦୟାକରନ୍ତୁ ଜନସାଧାରଣ ଆମ ଦେଶ ଉପରେ ଜନସଂଖ୍ୟାକୁ ନିମନ୍ତ୍ରଣ କରନ୍ତୁ।

  • @ChandanPradhan-k7f
    @ChandanPradhan-k7f Месяц назад +2

    Bbsr sabu loka man kar ghara achi 90 year ra se man puni government jag jami upara ghara kare achati se man ku frist inquiry kare jag deba darkhar

  • @ashokkumarpal596
    @ashokkumarpal596 Месяц назад +1

    Bjd ସରକାର ଜମି ଦେଇଥିଲେ ଏବେ ସେଠାରେ 2/3 ମହଲା ଘର ଠିଆ ହେଇଚି ,ସେହି ମାନଙ୍କ ବାର୍ଷିକ ଆୟ ଏକ ଲକ୍ଷ ହେଲେ କିପରି ଏଡ଼େ ବଡ ବଡ ଘର କଲେ .

  • @SurendarDeep
    @SurendarDeep 9 дней назад

    ଚାରଭଟା ଜଗଳ ରେ ରହୁଛୂ ଼ହେଳେ ଆମକୁ ପାଣି ମିଳୁ ନାହିଁ ଆମୈ କୈମିତିଚଳିଵୁ କଳ୍ କର ୭୭୩୫୪୦୯୧୮୨

  • @s.jchanel8198
    @s.jchanel8198 Месяц назад +6

    ଆଉ ଗୋଟେ ମିଛ ।ମିଛ କହିଲେ ପାପ ଏ କଥା ଗେରୁଆ ଦଳ କୁ ଜଣା ନାହିଁ

  • @AchyutGadtya-qc7qe
    @AchyutGadtya-qc7qe Месяц назад +2

    1 ନୁମ୍ବର ହେବ, ଭଲ ପ୍ରତିଶୃତି, ସ୍ୱାଗତ

  • @ShibaBanara-gs6ty
    @ShibaBanara-gs6ty 20 дней назад

    ଚନ୍ଦକା ଅଞ୍ଚଳରେ ୬୦ ବର୍ଷ ଥାଇ ଆମକୁ ପଟା ମିଳୁନି ୮୦ ପରିବାର ଅଛୁ ଦୟାକରି ଆମକୁ ସାହାଯ୍ୟ କରନ୍ତୁ

  • @kalpanamaharana2263
    @kalpanamaharana2263 25 дней назад

    ଯଦି କୌଣସି ସରକାରୀ ବାବୁ ମୋର ଏହିଲେଖା ଟି ପଢ଼ୁ ଥିବେ ତ ମୋତେ ନିଶ୍ଚୟ ସାହାଯ୍ୟ କରିବେ

  • @sibaprasadparida4224
    @sibaprasadparida4224 Месяц назад +6

    କଣ ବାଙ୍ଗାଲାଦେଶି ମାନଙ୍କୁ ଦବം

  • @TinaBagar
    @TinaBagar 9 дней назад

    ମୁଁ ଥରେ ନୁହଁ 3ନି ଥର ଏପେଲେ କଲି ନ ହେଲେ mate👍🏿କେବେ ବି ନେ ମିଲ ବାର ତାଳି ଜମି

  • @Hacker-em7bo
    @Hacker-em7bo Месяц назад +1

    KENDRA RA BJP SARKAR JEMITI GUJRATI BYPARI MANAKU MAGANARE KOTI KOTI HECTOR JAMIKU BOPA JAMIDARI RE THILA VALI MAGANA GUJRATINKU JALA JUNGAL JAMIKU ADIBASI HARIJANA NKA THARU SABU SAMPATIKU ADANI AMBANI O GUJRATI MANAKU BANITBARA BYBASTA CHALICHI MOHANA MAJHI SARKAR

  • @susantakumarsahu577
    @susantakumarsahu577 Месяц назад

    Sir, aga 100/300 unit free bijli odisha re kebe diajiba ...athire odisha vasi bisesh upakrita hebe.🚩🇮🇳💐🙏

  • @generalknowledgeacademy5975
    @generalknowledgeacademy5975 Месяц назад

    Apanaka sarakar Kichidina Agaru Shramika manak Majuri Brudhi Karichi Jaha dwara Dinaku gote loko 300 tanka Atikamre pauchanti.
    masaku 300×30=9000 tanka
    Barsaku 9000×12=1,08000 tanka😂😂😂😂😂 ??????????

  • @mr.dillipkumar4854
    @mr.dillipkumar4854 13 дней назад

    Mu Basundhara scheme re apply karibara 01 month heigala ni tahsil bala kahuchhanti kebe heba janinu boli

  • @rajeshkumardas168
    @rajeshkumardas168 Месяц назад

    80ବର୍ଷ ର ଲୋକ ମାନଙ୍କର income certificate apply କରିଲେ 60ହଜାର ଟଙ୍କାର ଇନକମ certificate ବାହାରୁଛି l

  • @InvestmentGk
    @InvestmentGk Месяц назад

    ମୁନିସିପାଲିଟି ଅଫିସର୍ସ କହୁଛନ୍ତି ସରକାରୀ ଯାଗା ନାହିଁ ଆପଣ କହୁଛନ୍ତି 4 ଡିସିମିଲ ଯାଗା ଦେବେ 😂😂😂
    ଆପଣ ନିଜେ ନିଷ୍ପତି ନିଅନ୍ତୁ ଆପଣଙ୍କ ମଧ୍ୟରେ କିଏ ମିଛ କହୁଛନ୍ତି 😂😂😂😂

  • @sadak_chhaap_vlog
    @sadak_chhaap_vlog 14 часов назад

    ମୁଉ ଭୁମିହଁନ ଲୋକ ମଅତ ମିଳିବ 😭😭

  • @AdityalikeeOfficial
    @AdityalikeeOfficial Месяц назад

    Kichhi koriparibani Khali camera samna re bok bok aou kichhi nuhe 😊😊

  • @tikechandmajhi4263
    @tikechandmajhi4263 12 часов назад

    Kalahandi Jilla artal panchayat balipati (dumerguba) gramare barsa barsa dhari Rahi asuchhanti tanka grmaku road nahin ki rasta nahin ki electri nahin jami pata ta dura katha

  • @MrssiluRani1866
    @MrssiluRani1866 Месяц назад

    Kahuchhanti barsa ku lakhya uparaku hele jami debeni ata bhul sabuthu kam darama 10,000 jou mane bhada rshuchhanti semana nku bi darkar

  • @swapnilraja1409
    @swapnilraja1409 Месяц назад

    😂😂😂 ଗରିବ ଘରେ ଗ୍ୟାସ୍ ଚୁଲା ନା ଗ୍ୟାସ ବି 😂😂😂ଆଉ ନଳ ପାଣି ଟ୍ୟାପ୍ ଆଉ ବିଜୁଳି ତ ସବୁ ଆଡେ ଲାଗି ସାରିଲାଣି 😂ହେଲେ 300 ୟୁନିଟ ବିଦ୍ୟୁତ୍ କେବେ ଦେବ😂

  • @saratmaharana6315
    @saratmaharana6315 Месяц назад +2

    Mote gote awas yojana ghara miliparilani

  • @ajitkumarprusty1659
    @ajitkumarprusty1659 Месяц назад

    BJP RA JOJANA paibaku hele sadak chhap nahele vikari habaku padiba , kahara jami pata DARAKARA KUHA

  • @suchitradandia-z5t
    @suchitradandia-z5t 3 дня назад

    Sir mote gote ghara diontu mara swami mote chdi deochi mu bapaghare rahuchi kama bi nahi , keonjhar

  • @arunbehera7943
    @arunbehera7943 Месяц назад

    Bekar katha .mu sahara re rahuchi .mo gahara ni amara gaa ni sabu sahare .ta ama kn kichi paibuni ..ame khali vot dei jiteibu .paiba na re kichi ni😡

  • @HariSahu-jm2vx
    @HariSahu-jm2vx Месяц назад

    ଆମ ଘରକୁ ଇନ୍ଦିରା ଆବାସ ମିଳିନାହିଁ କାହିଁକି କୁହ ଆମକୁ

  • @Dinaartcreation
    @Dinaartcreation Месяц назад

    ଭାରତ ଦେଶ ରେ BJP ସରକାର ଲିପ୍ତ ହେଇଯିବ ଆର ଇଲେକ୍ସନ ଗ୍ରେଣ୍ଟି

  • @PrakashchandraRana-t9h
    @PrakashchandraRana-t9h Месяц назад

    Lajya ra katha...... jadi jane labour kama karuchhi daily Rs 450 ×30=13,500 monthly...13,500×12 =1,62,000 .....jadi kichhi dina kama pauni...thik achhi 62,000 chhadidiantu.... rahila kete.... Jadi sir karuchhanti 1 lakh ru kam....tahahele kia paiba.... only mantri sir nka relatives hin paibe....au gariba kia ?

  • @ramdasbag4779
    @ramdasbag4779 Месяц назад

    ବେକାର ଭାଷଣ ବାଜି କରି ଲୋକଙ୍କୁ ଦର୍ପଣ ଦେଖାଅ ନାହିଁ,,, ଆଜ୍ଞା
    ଆଜିକୁ ମୋ ଗାଁ ରେ ଅନେକ ଲୋକ ଙ୍କ ଆବାସ ଘର ନାହିଁ,,,,,କି ଲାଇଟ୍ ନାହିଁ,,, ନଲ ନାହିଁ କି ପିଇବା ପାଣି ନାହିଁ,,,,,,
    ନଳକୂପ ଅଚଳ ହୋଇପଡିଛି
    ସ୍କୁଲ ର ଅବସ୍ଥା ଖରାପ ,,,,,, ଶିକ୍ଷକ ନାହିଁ
    ଏପରି ଭିଡିଓ ଦେଖିଲେ ବେଶୀ ଖରାପ ଲାଗେ,,,,,

    • @SsPix23
      @SsPix23 Месяц назад

      Naveen କୁ କହିଲନି 😂

  • @ajoyabehera7707
    @ajoyabehera7707 Месяц назад +8

    Good discussion sir I salute you sir

  • @SuperheroMAHAVIR
    @SuperheroMAHAVIR Месяц назад

    Ame bhumihina but collector au BDO pakhaku jai jai chapala chhindigalani kintu ghara te paiparubahun. Please media bhai manankabjariarevkahuchi gramanchala re tadanta heu.

  • @ajitkumarprusty1659
    @ajitkumarprusty1659 Месяц назад

    Andha vakta mane kuade gala he , gote vikari ra per day income 500 , gete labour re per day income 500 , aau A jaga kia paba vuta , odiaa lakanku Amane kan vabuchhanti mun janiparuni , 😂😂😂

  • @sanjulatasahoo6416
    @sanjulatasahoo6416 Месяц назад

    Sis pls jagatsingh pur Biridi block ,Basandara gram panchayat ra Bipada gram re ghar ghar pani nahi pls cheek kari samdhan kara

  • @CriticalAriel
    @CriticalAriel Месяц назад

    ମୋତେ 1 ଏକ ଡିସ୍ମିଲ ଦେଲେ ବି ଚଳିବ
    ବାଠି ଖେଲବାର ଲାଗି 😂😂😂😂😂

  • @dhirendraparamanik2975
    @dhirendraparamanik2975 Месяц назад

    ସାରେ ପତ ରାଜପୁର ବନ୍ଧ ବସ୍ତି ହୋଇନାହିଁ ଇଁ ଗ୍ରାଜି ମାନେ କରିଥିଲେ

  • @biratparida2289
    @biratparida2289 Месяц назад

    ତମେ ସବୁ ତାଡ଼ି ଉପାଡି ପକେଇବ ଆମେ ସବୁ ଜାଣିଛୁ😂😂😂

  • @ManoranjanBag-rt2lf
    @ManoranjanBag-rt2lf Месяц назад

    Electric bill.gas cyllender.water bill besi hei jauche sir gariba pain tk Kam karun please

  • @santoshmajhi1456
    @santoshmajhi1456 Месяц назад

    ଭାରତୀ ଜନତା ପାର୍ଟି ଖାଲି କଥା ରେ ସବୁ କହୁଛି କାମ କିଛି ନାହି

  • @SuryaKanta-2778
    @SuryaKanta-2778 20 дней назад

    ସାର୍ ପୁରୀ ଜିଲ୍ଲା ରେ କେବେ ହେବା

  • @user-ce4cf2uo6r
    @user-ce4cf2uo6r Месяц назад

    August 15 pare mada banda heba kahuthila kichhi hela nahi

  • @VenkatRamanSuna
    @VenkatRamanSuna Месяц назад +1

    .a. Janajati ku Kerala diajiba Anya gariba lokanku kahinki nahni.

  • @Riyanshi289
    @Riyanshi289 Месяц назад

    Hirakuda bista pita Mane jadi dhani barga ra hoeithibe bele kana semanaku madhya jami pata miliba

  • @SantosiniKathar-mt7rb
    @SantosiniKathar-mt7rb Месяц назад

    Bharatiya janata party neta Mane bahut badhia speech dasen Kam ta..oo..samay asuchhi Bhai 🍅🥚🥔🥔 ready rahun

  • @hrushikeshsaraf7411
    @hrushikeshsaraf7411 24 дня назад

    Sarkar odisha re sarba pratham jansankhya niyantran kanun khubsigra lagu karantu

  • @NarottamSahu-k8g
    @NarottamSahu-k8g Месяц назад +3

    Dabal enjin bill kebea chada karucha

  • @Ayesha-j1w
    @Ayesha-j1w 27 дней назад

    Kebe thu akatha sunuchu ame bhumi hina mananku debe hele kahi a parjyonta milila nahi

  • @MrssiluRani1866
    @MrssiluRani1866 Месяц назад

    Samasta pain asubidha re rahuthiba loka nku daba darkar

  • @saunamarndi6321
    @saunamarndi6321 Месяц назад

    Michhua sarkar Khali Aita dabu seita dabu kahu chhanti kichhinai kahi dhakabaj Sarkar

  • @MAHESHDORA-zu5vk
    @MAHESHDORA-zu5vk Месяц назад

    Ghata Milta Nahin faltu bakwas karne lage to tum log😂😂

  • @MadanPujari-w9k
    @MadanPujari-w9k Месяц назад

    ବୁଡ଼ି ଅଞ୍ଚଲ ବାସି ମାନଙ୍କ ସୁବିଧା କଣହବ

  • @brundabatibehera4308
    @brundabatibehera4308 Месяц назад

    Amar ghar Nanhi ki Jami pata bi nanhi kau sarakar sunu nahanti jaha kahuchha taha kama re kariki dekhantu