Sir amara list re nama thila 4 thara phota utheikinele ame chala ghare rahuchu jeu manankra chhata ghara seimane paichanti ghara einkuari kariki prakuta re jie ghara paiba jogy seimankau ghara diantu
Yeh sarkar ka ek bahut bada drama hai.....agar Jo complain karega uska naam gopniya rakha jata...tab yeh safal hota...warna koi kiyun kisise khuleyam satruta karega???
ହଁ,, ଏକଥା ସତ,, କେତେଜଣ ଦୁଇ ଦୁଇ ଥର ଘର ପାଇ ସାରିଲେଣି,, ଯେଉଁମାନଙ୍କର ଘର ନାହିଁ ସେମାନେ ଘର ପାଉନାହାନ୍ତି ,, ଯେଉଁ ମାନେ ପଇସା ଦେଉଛନ୍ତି ସେମାନେ ପାଉଛନ୍ତି,, ଘର ଥାଇ ମଧ୍ୟ ସେମାନେ ଘର ପାଉଛନ୍ତି
Lelin mahanti ବେଶି ଭାଷା କୁହନ୍ତୁ ନାହି BJD କୁ ଲକେ ଭଲ ପାଉନାହାନ୍ତି କିନ୍ତୁ ଟଙ୍କା ଦେଇ ରାଜନୀତି କରୁଛ
କେନ୍ଦ୍ର ସରକାର ଓ ରାଜ୍ଯ ସରକାର ମଝିରେ ସାଧାରଣ ଜନତା ବଳି ପଡ଼ି ଗୋଲେ କିନ୍ତୁ ବର୍ତ୍ତମାନ ମୁ କହିବାକୁ ଚାହୁଁଛି ମୁଁ ଘୋର ପାଇବା ପାଇଁ ଯୋଗ୍ୟ ଅଟେ କିନ୍ତୁ ବର୍ତ୍ତମାନ ମତେ ଘର ମିଳିଲା ନାହିଁ କିନ୍ତୁ ରାଜ୍ୟ ସରକାର ଠିକ୍ କେହୁଉଚି ମଝିରେ ପ୍ରଧାନ ମନ୍ତ୍ରୀ ଆବାସ ଘର ପ୍ଲାଟ୍ ବନ୍ଦ କରି ଦିଆଯାଇ ଥିଲା ମୁଁ ଜଣେ ସାଧାରଣ ଲୋକ ମୁଁ ଆପଣଙ୍କ ନିଉଜ୍ ଦେଖି କେମେଟ୍ କରୁଚି କାରଣ ମୁଁ ଏପର୍ଯନ୍ତ ଘର ଘର ପାଇ ପାରିଲି ନାହିଁ କି 2022 ଓ 2023 ମସ୍ୟାୟା ରେ ନୁଆ ଲିଷ୍ଟ ମର ନାମ ନାହିଁ କିନ୍ତୁ 2019 ଓ 2020 ମସ୍ୟାୟା ରେ ଲିଷ୍ଟ ରେ ନାମ ଥିଲା କିନ୍ତୁ ଘର ଖଣ୍ଡିଏ ପାଇ ପାରିଲି ନାହିଁ ଏହି କମେଣ୍ଟ ଟିକୁ ଆପଣଙ୍କ କନକ୍ ନିଉଜ୍ ଚ୍ୟାନେଲ ରେ ପ୍ରଚାର କରନ୍ତୁ ମର ଅନୁରୋଧ ମର ଠିକଣା ଦେଉଚି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ଗ୍ରାମ ଞ୍ଚାୟତ ଗାଁର ନାମ ଶୁଆଶୁଣୀ କନକ୍ ନିଉଜ୍ ଚ୍ୟାନେଲ କୁ ଅନୁରୋଧ କରୁଛି ମୁ ଜଣେ ଆପଣମାନଙ୍କର ଗରିବ ଭାଇ ଓଟେ
N la
Bhai toma jani no bodha jor jar mulok tar
ଘର ଘର ବୁଲି ତଦନ୍ତ ହେଉ
ସରକାର ଘର ଘର ବୁଲି ସର୍ଭେ ଅନୁସାରେ ଚିହ୍ନିଟ କରନ୍ତୁ
ଲିଳିନୀ ବାବୁ ଆପଣ ଆସନ୍ତୁ ଗାଁ ଗାଁ ବୁଲି ତଦନ୍ତ କରନ୍ତୁ ଆମେ ଆପଣଙ୍କୁ ଗାଁ ଗାଁ ବୁଲି ବାରେ ସାହାଯ୍ୟ କରୁବୁ ଖାଲି ବସି ବଡ଼ ବଡ଼ ଭାଷଣ ଦେଲେ କିଛି ଉତ୍ତର ପାଈ ବେନୀ
Right
ଗରିବ ନାରେ ଧନି ଲୋକମାନେ ଖାଈଜାଉଛନ୍ତ
ସତ ଜମା ବାହାରିବ ନାହିଁ । କେହି ଡରି କରି ବାକ୍ସରେ ପକାଇ ନାହାନ୍ତି
Soto kotha kohilo
ଆମ ଗାଁ ରେ ସମସ୍ତ ଘର ପାଇଁ ଲେ ଆମେ ପାଉ ନାହାଁନ୍ତି କଣ ଆମେ ମଣିଷ ନାହିଁ କି
କି ଆମେ ଭୋଟର ତାଲିକାରେ ନା ନାହିଁକି,,,,
18 ର ଲକ୍ଷ୍ୟ ଘର ମିଳିଥିଲା କିନ୍ତୁ ଠିକ ଲୋକଙ୍କୁ ଦିଆଯାଇ ନାହିଁ
ଆପଣ ତ କହିଲେ 3ବର୍ଷ ptrotal ବନ୍ଦ ଥିଲା କହୁଛନ୍ତି କିନ୍ତୁ ଲୋକମାନେ କହୁଛନ୍ତି କିଏ 20 ବର୍ଷ ହେଲା ପାଇଁ ନାହିଁ ତ କିଏ 10ବର୍ଷ ହେଲା ପାଇଁ ନାହିଁ ସେତେବେଳେ କଣ କେନ୍ଦ୍ର ସରକାର ଘର ଦେଇ ନ ଥିଲା କି
ଏ ଲେନିନ ବାବୁ ଜଣେ ମାଡ ଖିଆ ନେତା ।କାରଣ ଭିଡିଓ ଭାଇରାଲ ପଲିଥିନ୍ କୁଡିଆ କଣ ମିଛ କିରେ ବିଜେଡି ନେତା ? ତମ ବିଜେଡି କର୍ମୀଙ୍କ ର ଗା,,,ମସ୍ତି ହେଲାଣି ।
ଆମରଘର ନାହିଁ ସରକାରୀ,କୁ, ପଶ୍ନକରେକିଯେଉଁଲୋକ, ଘର ପାଇଁ ସାରିଲେଣି ସେ ମାନକୁ ଘର ମଳି ଯାଉଅଛି, ଗୋଟି ଏଗରିବଲୋକମାନକରନାହିଁ, ସେମିତି ରେ ଭୋଟ୍ ଵେଳେଆମଛଣକୁଟାଘରକୁଆସି. କୁହନ୍ତି ଭୋଟ୍, ଦିଅ, ଆମ, ଜିଲ୍ଲାର ନାମ ଅନୁଗୋଳ,,
ଆପୋଣ ଗାଁ ଗାଁ କୁ ଆସୁନ୍ତୁ । ଅଯଗ୍ୟ ୨୦୦୦୦୦ ରୁ ଅଧିକ ଘର ପାଇଥିବେ । ସରକାରୀ ଚାକିରିଆ ଘର ପାଇଛନ୍ତି । ଏମାନଙ୍କ ପାଖରୁ ଲେଳିନ୍ ମହାନ୍ତି ପଇସା ଖାଇଛି ।
ସଠିକ୍ ହିତାଧିକାରୀ ନାମରେ ପାରିଵାରିକ କଳହ କିମ୍ବା ରାଜନୈତିକଦଳ କୁ ନେଈ ବାକକ୍ସ୍ଟ ମଧ୍ଯ ରେ ମିଥ୍ଯା ଆରୋପ କରାଯାଉଛି
Ln Babu ବହୁତ ବଢିଆ କଥା ବୁଲାଚିନ୍ତ୍ ଜା ପଚରାଯାଉଛି ତା ନ କହି ଖାଲି ମିଛ କଥା କହୁଛନ୍ତି
News ବାଲା ସବୁ ଜାଣି ସତ୍ କହିବା ପାଇଁ ଡର କଣ ପାଇଁ
Sata Katha sarkar asantu
20 19 2020 ରେ ଘର ମିଳିଥିଲା ପ୍ରଥମ କିସ୍ତି ଭାଗ ନେଇ ଅଡୁଆ ହେତୁ ଘର କରିପାରି ନାହାନ୍ତି ଆମେ ଚାହୁଁଛୁ ପୁରୁଣା ପଇସା ଫେରସ୍ତ କରି ନୂଆ ଅନୁସାରେ ନେବାକୁ କିନ୍ତୁ କତୃପକ୍ଷ କହୁଛନ୍ତି ତୁମକୁ ଆଉ ମିଳିବ ନାହିଁ କଣ ପାଇଁ ମିଳିବ ନାହିଁ
ଆପଣଙ୍କର ଯୁ ଅଛି ଆପଣ ଆସନ୍ତୁ ଗାଁ ଗାଁ ବୁଲି ମିଡ଼ିଆ ମାଧ୍ୟମରେ ତଦନ୍ତ କରନ୍ତୁ ଖାଲି ବସିରହିଲେ କିଛି ହେବନି କହିଲେ କଣ ହେବ ଖାଲି ବଡ ବଡ ଭାଷଣ ଦେଲେ କିଛି ହେବନି
ପ୍ରିଜ୍ଜ, ଦୁଇ ଚୋକିଆ, ଡଙ୍ଗା, ତିନଚକିଆ ଯାନ 😭 ନିୟମ ଉଠାନ୍ତୁ ନ ହେଲେ 🔥 ବ
ରାଜ୍ୟ ସରକାର କୋଉଠି ଆବଶ୍ୟକ ନେଇଛନ୍ତି
ଚନ୍ଦକା ଅଞ୍ଚଳରେ ୬୦ ବର୍ଷ ହେବ ୮୦ ପରିବାର ଅଛନ୍ତି ହେଲେ ପଟା ମିଳୁନି ଦୟାକରି ଆମକୁ ସାହାଯ୍ୟ କରନ୍ତୁ ଆମ ଗାଁ ଫିରିକିନାଳୀ
ଜଗତିପଦରଖିସିମିଳିନାଇ
ସବୁ ଫାଲତୁ , ସେ ବାକ୍ସ ବି ଫାଲତୁ , ମାଘିଆ ବିଜେଡି ଫୁସି ଖାଇବୁ
ବ୍ଲକ ରେ ଫମ ଦିଆଯାଇଥିଲା କିନ୍ତୁ ସେ ବାସ୍କ ରେ ଅଛି ବାସ୍କ ଖୋଳାଜାଉ ଘର ଦିଆଯାଉ ମୋଦି
ଘର କେବେ ମିଳି ବ ନା ମିଳି ବ ନାହିଁ
BJD ସରକାର ଥିଲା ଘର ଲିଷ୍ଟ ଯାଇକି ମଧ୍ୟ କଟା ଗଲା ବର୍ତ୍ତମାନ ମିଳିପାରିବ କି ?ନା ଏ ଥର ବି କଟା ଯିବ ନା ଯୋଗ୍ୟ ହିତାଧିକାରୀ ପାଇ ପାରିବେ କି
ଘର କେବେ ମିଳିବ
Eita nirata sata Katha jie garibo se pauni
Ur right bhai loko doruchonti
ସମସ୍ତେ ପାଉ ଛ ନ୍ତି ଗରିବ ଟି ଏ ପାଉନି
ଭତ୍ତା ଟିଏ ମିଳି ବା ଦୂର କଥା ଘରମିଳିବ କଣ କିଛି ଦରକାର ନାହିଁ କାମ କରି ମାଟି ଘରଭଲ ମୁଁ ଅନେକ କଥା ଶୁଣୁଛି ଘରମନ୍ତ୍ରୀ ମଣ୍ଡଳ କହୁଛି ତୁମେ ରଖି ଘରକର ମିଛୁଆ କଥା ନମସ୍କାର ଇତିହାସ ମୋର
Sir किसको घर मिलेगा माने नही रखता माने रखता हे अब तक घर कैसे कैसे लोगों को मिला है उसका कडा कडी कार्रवाई करे गरीब आदमी खुश हो जायेगा
ଗାଁ ଗାଁ ବୁଲି ତଦନ୍ତ କରିନ୍ତୁ
ମୋ ନାମ ରାଜେଶ ମାଢି ଆବାସ ଘରୋ ରେ ଲିଷ୍ଟ ଥିଲା କିନ୍ତୁ ହେବେ ନାହିଁ
Kana pain
ଘର କେଉ ମାସରେ ଆସିବ
ମୁଁ ଜଣେ ଜୋଗ୍ୟ ହିତାଧି କାରି ନାଗରିକ ହିସାବରେ ଏପ୍ରଜନ୍ତ,ଘର, ଖଣ୍ଡେ ପାଇନାହିଁ
ଲେଲିନ୍ ମହାନ୍ତୀ ଏକ ନୋମ୍ବର୍ ଚୁର ।
ଆମେ ଘର 🏠 ପାଇନୁ .. ଏ ଥର କ'ଣ ଘର ପାଇବୁ ତ
ମୋର, ଚାଳଘର ନାହିଁ, କିନ୍ତୁ, ମୁଁ ଜଣେ ଜୋଗ୍ୟ ହିତାଧି କାରି ଘର ପାଇବା ପାଇଁ ଜୋଗ୍ୟ ହିତାଧି କାରି କାରଣ ମୋର ଘର ଇଟା, ବାଲିମାଟି ଜୋଡେଇ, କାନ୍ଥ, ଆଜବେଷ୍ଟସ ଘର, ମୁଁ ଜଣେ ଦିନ ମଜୁରୀଆ ଭାବେ କାମ କରେ ଭୂମିହୀନ ଭାଗଚାଷୀ ଦିନ ମଜୁରିଆ ମୁଁ ଜଣେ ଜୋଗ୍ୟ ହିତାଧି କାରି ନାଗରିକ
ଚଦ୍ରପୁରୁ ବ୍ଲକରବି ଗରିବ ଆଦିବାସି ଲୁକମାଙ୍କୁ ଘର ମିଲିନି ଗ୍ରାମ କାମ୍ବିଗୁଡା
ଲେନବାବୁଛିଛିଆରେଆମଗଗ୍ରାମରେ ଶତକଡା ପନ୍ଦରଘରପାଇଛନ୍ତିଅଯୁଗ୍ୟହିତାଧିକାରି
2023 re ଘର ପାଇବୁ ତ 😂ଲାଗୁଛି ଯେମିତି 2025😇ରେ ମିଳିବ
ନା ଥିଲା ନା ନାହି ହରେନ୍ଦ୍ର ଦଳେଇ ନା କୁଡେ ଗୋଲା
Who finalised this list,and which processed
Mara 1st question. Jeu mankar. P w l re name katila. Semanku mili ba ta?
Nabini babu 100 Barsha rajanitire rahilebi gariba loka gara paibeni
ଆପଲାଇ କରିଥିଲି sir ଘର ଆସିନାହି କେବେ ଆସିବ
Sabu garib family ku gote gote gharo diya jau ...gote family ra sabu members ku nuho
Disability women's but no PM awasa Hausing.satyabhama Amat.To the cm orisha
ଡରିବେ ତ ସୋଭାବିକ୍ କାହିଁକି ନା ଘରେ ଘରେ ବୁଲି ତଦନ୍ତ ହେଉ ତା ହେଲେ ସତ ସାମ୍ନା କୁ ଆସିବ
Thanks
ସେଇଟା ମୋ ସରକାର ନୁହେଁ,pandian ସରକାର
ମଏଓଅର।ଘଅହର ନାହିଇକଅଟକ ବାକୀ ଅନୁଆରି ପଂଚାୟତର ଗେପ ସନାତନ ନାଏକ
Bjp jau kahuchhi ଗ୍ୟାସ bantibare bhul hei ni boli sabu michha samastanku ଗ୍ୟାସ ମିଳିନାହିଁ. ଆଉ କହିଦେଇଛନ୍ତି ସମସ୍ତଙ୍କୁ ମିଳିଯାଇଛି boli.
2024 re bjd hariba nichito yes
Only one solution
ନାହିଁ ଆମକୁ
❤
ବିଜେଡି ଦଳ ଲୁଟି ଚାଲିଛନ୍ଘ୍ନି ବିଜେପି ଶରକାର ଠଡିଶାକୁ କେତେକଣକରିବାକୁଚାହିଁଲେବି ବିଜେଡିଶରକାର ତା କରିବାକୁ ଦେଉନାହାନ୍ତି ଘରଜିଏ ଠିକପାଇବାକଥା ସେ ପାଇପାରୁନାହି ବିଜେପି ପାଟିର ମୁଖ୍ୟ ମୁଦିଜି ଏଲୁଟେରାଙ୍କୁ ଠିକିଜବାବ ନ ଦେଲେ ଠଡିଶାର ଗରିବକେବେହଟିବନାହିଁ ମ ପରିବାରରେ ଏବେସୁଦା ଏବିଜେଡି ଦଳ ଆମକୁଘର ନାଁଭତା କରିଦେଇଛନ୍ତି ଏମିତି ରାଜନିତିକରୁଛନା ଲୋକମାନେ ଜାଣିଶୁଣିବି ଭୁଲକରି ବିଜେଡିକୁ ଭୁଟଦେବାକୁ ଦଉଡୁଛନି
ଆମେଘରପାଇବୁତ
Sir amara list re nama thila 4 thara phota utheikinele ame chala ghare rahuchu jeu manankra chhata ghara seimane paichanti ghara einkuari kariki prakuta re jie ghara paiba jogy seimankau ghara diantu
ମୋ ନାମ ଆଗରୁ ଲିଷ୍ଟ ରେ ଥିଲା କୁଆଡେ ଗଲା
ଦେଖିବା ୨୦୨୪ରେ
ଜିଏକୋଡିଏହଯାରେଦେଵେସେହିଘରପାଇବ
Good
BJP ମିଛୁଆ
Pandian ko.odisaro bahara kar odisa ko sodariba achita
10.000 ଟଙ୍କା ଦେଲେ ମିଳିବ
ମୁଁ ଦେଇନି ବୋଲି ମୋତେ ମିଳିନାହିଁ
Balangir district saintala black jhinkidunguri gp villege lapher abawas ghara pai nai sir kebe miliba sir
Surath babu thik kahu chanti ghara jogya loka kou milinahi
Sir, mora list a6i hele aparjyanta mora b asinahi pls 🙏step niantu sir,,, bolangir dist, gp-Tupaudar-block-muribahal...
Bharatiya jantapati right
Sir Amara ghara asithila kintu amar na nanhi
Ranjit Mistry
Bjd ro lokonku ghara thai bhi ghara dia jaichi.
Bjd hatao
Na
Lenin mahanty sala chora taa bahakalia katha kahuchi khali
ବାଳ news ଟା ସବୁ ଦେଖାଉଛ bjd bjd ହେଉଛ
Yeh sarkar ka ek bahut bada drama hai.....agar Jo complain karega uska naam gopniya rakha jata...tab yeh safal hota...warna koi kiyun kisise khuleyam satruta karega???
Kishoret 4:15 ara koraputjeypore kumuliput hoaradaput
Jou mana Kara gharaachi semane 2thara paileni joumanakara gharanahi semane kan karibe Blok ku jai jai keteau jibu please sir help me sir
Surat Babu bahut badhiya kahichhsnti. Dui Patti Jai very bhai Karan Tu
Surat babu badia kahuchhanti 2lakhya ru adhik bahariba
Amra mati ghar amaku ghar miluni Sir
Are bhai lenine mahanty bahakalia taa
Lokanka bhitare jagada lageibaku bjd chahuchhi
Leninbabu Param Michhuaa BJD neta.
Minati sahoo . Anugul nakchi mora ghara nothing mo 3 baras hela school rahichi
Bjp right kahuchi sir
23ru 3ki aasiba BJP odisha re
Box kholiley kebala bjd hitadhikari hin baharibey, karana listre 50 ajyogy hitadhikari thibey, bjd, BJP,online hin bhul,
Lelin Babu graund jaee debet karantu sata michha Jana padiba media ra studio kebe hele sata janapadibanahi
Hn khola jau
10.000 Paisa dele Ghar milba
Loke dori ki modhya abhijogo kori nahanti
Mo. Na. Marko. Sobor. Listre. Osi. Kintu. Ponsato. Niy. Kousonti
Sarakar bhuan bulauchanti gariba loka mananku
Ame kebe aawas paibu shar
Asa.mora.abasta.dakha
Share aàmaku kebe aawas paibu
Mo pakhare pramana achhi 4 ajogya ghara paichanti
This desition is tr ue of 2024
Sabu muha dekha kama deuche sir jane bikty 3 thar lekhen pauchan ame jete pakale amar ghar nai
News bala bhai ajagya loko ku khojo nai aba pai thiba ghoro loko ku deko kamiti ghoro upora ghoro hauchi