News Point: Absurd Dubious Criteria To Obtain Beneficiaries For Availing Awas Yojana

Поделиться
HTML-код
  • Опубликовано: 20 ноя 2024

Комментарии • 914

  • @localmastitime5262
    @localmastitime5262 Год назад +164

    କେହି ଯଦି ଦାଦନ ଖଟିବାକୁ ଯାଇ ତା ଘର ପାଇଁ freeze କିଣିଲା କି bike କିଣିଲା ତେବେ ତାକୁ କଣ ପାଇଁ ଘର ମିଳିବନି l

    • @r.n.dblogsr.n.d
      @r.n.dblogsr.n.d Год назад +4

      Dadan kariki freezer baa

    • @anjananayak747
      @anjananayak747 Год назад +1

      ନା ମିଳିବା କଥା ନୁହେଁ

    • @Parthasutar
      @Parthasutar Год назад +8

      ଗରିବ ର ଆଶା ନାହିଁ ଥଣ୍ଡା ପାଣି ଟିକେ ପିଉ, ମୋଦି ମିଛୁଟାରେ କହୁଛି କେହି ଗରିବ ରହିବେ ନାହିଁ।ହେଲେ ଗରିବ ଲୋକଟି ଯଦି ଗାଡ଼ି ଟେ କିଣିଲା ତାକୁ ଘର ଦିୟା ନଯାଉ, ଏବେ ଏ ବିଜେଡି ,ବିଜେପି କୁ ଭୋଟ୍ ଦିଆ ନଯାଉ, ଏଥର ପପୁ କୁ ଭୋଟ ଦିଅ ନହେଲେ ଆପ କୁ ।

    • @namansingipradhan3735
      @namansingipradhan3735 Год назад +1

      👍

    • @chittaranjan1167
      @chittaranjan1167 Год назад

      100% right bro

  • @pradeepkumarrout3039
    @pradeepkumarrout3039 Год назад +64

    ଏମିତି ଅସହାୟ ମାନଙ୍କ ଦୁଃଖ କୁ ସାମ୍ନା କୁ ଆଣନ୍ତୁ ଏବଂ ରାଜନୀତିକ ଲୋକ ମାନଙ୍କ. ଦୋଷ କୁ ପଦାରେ ପକାନ୍ତୁ,, ନିଶ୍ଚୟ ପରିବର୍ତନ ଆସିବ l ଆପଣଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ l

  • @abpriyamallick2813
    @abpriyamallick2813 Год назад +142

    ଫ୍ରିଜ,ଷ୍କୁଟ କଣ ମ୍ମୋଦି ଦେଇଥିଲେକି ନା ନବିନ ଦେଇଥିଲେ

    • @puspalatamahapatra5069
      @puspalatamahapatra5069 Год назад +3

      Sana re a jojanata janithile lok scooty kininathNte

    • @anjananayak747
      @anjananayak747 Год назад +8

      ଯାହାର ଖାଦ୍ୟ ଅଧିକ ଅଛି, ସେ ଫ୍ରିଜ ରଖେ ଆଉ ଯିଏ ବସ ରେ ନ ଯାଇ ବାଇକ ରେ ଯିବା ଆସିବା କରୁଛ, ହେଲେ ତମକୁ ଘର କରିବାକୁ ପଇସା ନାଇଁ? ମାଗଣା ଦେବା ବନ୍ଦ ହେଉ

    • @adityaparida4601
      @adityaparida4601 Год назад

      Bhai

    • @Jagan2020
      @Jagan2020 Год назад +1

      Right... Faltu politics

    • @latashreerout9506
      @latashreerout9506 Год назад

      Ryt

  • @RD123.........
    @RD123......... Год назад +39

    ଦୁଇ ତାଲା କୋଠା ଥାଇ ପାଇଛନ୍ତି ଆବାସ, survey ରେ କଟିଲାନି କେମିତି? ଆଉ ଜଣେ ଦୁଇଟି ଟ୍ରାକଟର ଅଛି survey କଲାପରେ ତାହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଟିଲାନି କାହିଁକି?

  • @LOVEMK912
    @LOVEMK912 Год назад +49

    ମୋର ଗୋଟିଏ ଅଭିଯୋଗ ଗତ ପାଞ୍ଚ ବର୍ଷ ତଳର ତାଲିକା କୁ ଦେଖି ତାଲିକା ପ୍ରସ୍ତୁତ କଲେ ଭଲ ହୁଅନ୍ତା
    କାରଣ ଜଣେ ବ୍ୟକ୍ତି ଦୁଇ ଦୁଇ ଥର ଘର ପାଇଥିଲେ ମଧ୍ୟ ସେମାନଙ୍କର ତାଲିକାରେ ନାମ ଅଛି।କିନ୍ତୁ ଯେଉଁ ପାଇବା ପାଇଁ ଯୋଗ୍ୟ ତାର ତାଲିକା ରେ ନାମ ହିଁ ନାହିଁ। ତେଣୁ ଏହା ଏକ ନିର୍ଦ୍ଧିଷ୍ଟ ରାଜନୀତି କହିଲେ ଅତୃକ୍ତି ହେବା ନାହିଁ।

    • @bramhanandakishan9677
      @bramhanandakishan9677 Год назад +2

      @Kanha Jena Bhai pura sata kahile jau mananku dui dui ta ghara milichhi sei lokonku ghara miluchhi abang list Madhya asichhi

    • @BijayKumar-qq4co
      @BijayKumar-qq4co Год назад

      Right kahuchha

    • @LOVEMK912
      @LOVEMK912 Год назад +1

      @@bramhanandakishan9677 kan kariba sabu para rajaniti ra khela

    • @sasmitakanhar9148
      @sasmitakanhar9148 Год назад +1

      100% Right sir

    • @lipabehera-f6d
      @lipabehera-f6d 5 месяцев назад

      Hn re bhai thick

  • @ଅଭୟ
    @ଅଭୟ Год назад +197

    ମନ୍ତ୍ରୀ ମାନେ ଘର ଘର ବୁଲି ଦେଖନ୍ତୁ କିଏ ଗରିବ ଆଉ କିଏ ଧନୀ ତାପରେ ୱର୍କର୍ odar ଦେବେ

  • @birendrabhuyan8546
    @birendrabhuyan8546 Год назад +44

    ସରକାର କହିବାକୁ ଚାହୁଛନ୍ତି କି ଗରିବ ଲୋକମାନେ ଫ୍ରିଜ ର ପାଣି ପି ପାରିବେ ନାହିଁ n, ଖାଲି ସରକାର ପିବେ ଆଉ ଧନୀ ଲୋକମାନେ ପୀବେ,,,,,,କି ରୁଲ ଚାଲିଛି

  • @ashokkumardas6003
    @ashokkumardas6003 Год назад +45

    କେନ୍ଦ୍ର ସରକାର କହୁଛି ଫ୍ରିଜ୍ ଥିଲେ ଘର ମିଳିବ ନାହିଁ, ଆଉ କେତେ ଦିନ ଗଲେ କେନ୍ଦ୍ର ସରକାର କହିବ ଯାହାର ମାଇକିନା ଅଛି ତାକୁ ଘର ମିଳିବ ନାହିଁ, ଧନ୍ୟ ରେ ସରକାର ଛି ଛି ଥୁ

  • @bhaktabandhubudek4170
    @bhaktabandhubudek4170 Год назад +95

    ଗ୍ରାମସଭା ରେ କଣ ଘର ଲିଷ୍ଟ ହେବ ସାର, ମୁଁ ଜଣେ ୱାର୍ଡମେମ୍ବର ସରପଞ୍ଚ ଙ୍କ ମନମାନି ପାଇଁ ଗ୍ରାମସଭା ବୈଠକ ଠିକ ଭାବରେ ହେଇ ପାରୁନି ଖାଲି କାଗଜ ପତ୍ର ରେ ହେଉଛି 🙏

  • @mutapan7
    @mutapan7 Год назад +15

    ଆଉ ପାଇଖାନା, electric କୁ ବାଦ ଦେଲ କାହିଁକି ଏମିତି ଆହୁରି ଅନେକ ଜିନିଷ ଅଛି ଯାହା add କର ଆଉ ଘର ଯେମିତି କେହି ନପାଇବେ ସେ କାମରେ ଲାଗିଯାଅ

  • @Hocomedystar
    @Hocomedystar Год назад +4

    ଆଜି କାଲିକା ସରପଞ୍ଚ ମାନେ ଘର ଜାର ନାହିଁ ତାକୁ ଦେଉ ନାହାନ୍ତି ଓ ଜାର ଘର ଅଛି ତାକୁ ଦେଉଛନ୍ତି...ଏଥି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ....ସରକାରୀ କାଯ୍ୟ କରୁଥିବା ରାଜନୌତୀକ ଅଫିସର ମାନେ ମଧ୍ୟ ଦ୍ଵୟୀ.....ଏହିପରି କରୁଛନ୍ତି

  • @jyotiranjanmishra101
    @jyotiranjanmishra101 Год назад +2

    ଧନ୍ୟବାଦ୍ କନକ ନିଉଜ୍ ଏଇଭଳି ନିଉଜ୍ ପାଇଁ

  • @RD123.........
    @RD123......... Год назад +35

    Ground report ହେଲା ଯେଉଁ ମାନେ survey କରିବା ପାଇଁ ଗଲେ ତାହା ନାମକୁ ମାତ୍ର ଲୋକଙ୍କୁ ଦେଖେଇବା ପାଇଁ, କୁଜିନେତା ମାନେ ଯାହାକୁ select କରିଥିବେ ସେଇଟା list ରେ ଆସିଲା

  • @MrJeet94
    @MrJeet94 Год назад +66

    ବିଏ ପାସ୍ କରିଥିଲେ ଘର ମିଳିବ ନାହିଁ
    ଆଏ ପ୍ରଥମ ଡିଭିଜନ ପାସ୍ କରିଥିଲେ ଘର ମିଳିବ ନାହିଁ
    ମାଟ୍ରିକ ପାସ କରିଥିଲେ ବିଚାରକୁ ନିଆଯିବ
    ମାଟ୍ରିକ ଫେଲ ହୋଇଥିଲେ ଘର ମିଳିବ

  • @bhupalchandrapujhari7377
    @bhupalchandrapujhari7377 Год назад +9

    ଓଡ଼ିଶା ରେ ଧନୀ ଧନୀ ଆଉ ଗରିବ ଗରିବ ହିଁ ରହୁଛି ଧନ୍ୟ ରେ ସରକାର ପ୍ରଥମରେ ଘରକୁ ତଦନ୍ତ କର

  • @rakeshmallik2999
    @rakeshmallik2999 Год назад +2

    ଫ୍ରିଜ୍ ଥିଲେ ଘର ଦିଆ ଯିବନି ଠିକ୍ ଅଛି ପକ୍କା ଘର ଥିବା ବ୍ୟକ୍ତି କୁ ଭୋଟ ନାହିଁ

  • @babulapatiarbabulapatiar8338
    @babulapatiarbabulapatiar8338 Год назад +8

    ଫ୍ରିଜ ଥିଲେ ମିଳିବନି କଣ ପାଇଁ ଗରିବ ପୁଅ ଧନୀ ଘରେ ବାହାହେଇଛି ଝିଅ ହର ଦେଇଥିବେ ଫ୍ରିଜି କଣ ସେ ଧନି ଝିଅ ବଢୀ ହେଇ ରହିଯାଉଛନ୍ତି ସେଥି ପାଇଁ ଟିଭି ,ଫ୍ରିଜ, କୁଲର ,ୱାସିଙ୍ଘ୍ ମେସିନ ଦେଉଛନ୍ତି ମୋଟା ଅଙ୍କ ରେ ପଇସା ଜ୍ଜଇଁ ନାଁ ରେ ରଖୁଛନ୍ତି ତାର କଣ ( ଆବାସ ଘର) ପାଇବା ଅଧିକାର ନାହଁ ସେ ପୁଅ ଜଣେ ଗରିବ

  • @rabindrapatel1016
    @rabindrapatel1016 Год назад +3

    ଆଶା କର୍ମୀ ଅଙ୍ଗୱାଡ଼ି କାମ କରୁଛନ୍ତି ସେମାନେ କେମିତି ପାଇଲେ PMAY ଘର

  • @desiapilamkg
    @desiapilamkg Год назад +40

    ସରକାର ର ଯୋଜନା ସରକାର ପାଖରେ ତାଉ ଆମକୁ କିଛି ସରକାର ସୁବିଧା ଲୋଡ଼ା ନାହିଁ, ଆମେମାନେ ଏମିତି ରେ ବି ବହୁତ କୁସି, ଆନନ୍ଦ ରେ ଅଛୁ 😊 ଏମିତି ଲାଳସା ଦେଖେଇ ଆମ ମାନଙ୍କୁ ଟୋକ ନାହିଁ l ଏହିସବୁ ଯୋଜନା ପଇସା ତୋମ ପାଖରେ ରଖିରୁହ 🫰💴💵2024ରେ election ଆସୁଛି l ସେ ସବୁ ପଇସା election ରେ ଖର୍ଚ୍ଚ ହେବ ମଦ ଓ ମାଂସ ଏବଂ ପଇସା ଦେଇ ଭୋଟ କିଣିଲେ ତମମାନଙ୍କ କାର୍ଯ୍ୟ ରେ ଆସିବ 🙏🙏🙏 l

  • @ramchandrabindhani9451
    @ramchandrabindhani9451 Год назад +2

    ମୁଁ ଅଭାବରେ ପାଠ ପଢିବା ଛାଡି ଗୁଜରାଟ ଦାଦନ ଖଟି ଏବେ ଗାଡିଟି କରିଛି, ମୋତେ ଇନ୍ଦ୍ରାଆବାସ ମିଳିବନି, ଧନ୍ୟ ସରକାର,

  • @Parthasutar
    @Parthasutar Год назад +24

    ସତରେ ବିଜେପି ଏବଂ ବିଜେଡି ଦୁହେଁ ଦାଇ,

  • @kamallochanpatra9315
    @kamallochanpatra9315 Год назад +1

    ଘର ଘର ବୁଲି ଆଗ ତଦାରଖ କରି ସରକାର ତାପରେ ଘର ଦିଅନ୍ତୁ

  • @RupNarayanMajhi
    @RupNarayanMajhi Год назад +44

    ଇଏ କଣ ?
    ମାନେ ଯିଏ କିସ୍ତିରେ TV,Fridge,Bike କିଣିବ ତାକୁ ଆବାସ ଗୃହ ମନା।
    ଆଉ ଯିଏ ଦଶ ଲକ୍ଷ୍ୟ ଟଙ୍କାର suit,boot
    8ହଜାର କୋଟିର ବିମାନ ଚଢ଼ୁଛି,80 ହଜାର ଟଙ୍କାର ଛତୁ ଖାଉଛି ତାକୁ କେନ୍ଦ୍ରର 2 term ର ପେନସନ ଗୁଜରାଟ ରାଜ୍ୟର 4 term ର ପେନସନ ର ଆନନ୍ଦ ମିଳିବ ।
    ତା ଛଡା ଘର ଲୋକଙ୍କ ଅଧିକାର, କୋଉ ନବୀନ କୋଉ ମୋଦୀ ତାଙ୍କ ବାପା ସମ୍ପତ୍ତି ରୁ କିଛି ତାଡିକି ଦେଉନାହାନ୍ତି, ଲୋକଙ୍କ Tax ପଇସା ବୁଲିକି ଲୋକଙ୍କୁ ମିଳୁଛି ।
    ଏହାର ବିରୋଧ ହେବା ଉଚିତ୍, ଲୋକଙ୍କ ହକ୍ ଲୋକାଙ୍କୁ ମିଳିବା ଦରକାର ।

    • @melisha4236
      @melisha4236 Год назад +1

      Loan kariki ghara banao...

    • @chitrasenasamal1116
      @chitrasenasamal1116 Год назад

      modi ra nijara ghara naahi...
      CM time re jaha paaithile sabu donate karisarichhanti....
      modi ra bank balance total 8 lakhs
      bimaan modi ra nuhe deshara....jie pm heba se chadiba..
      gandhi family ra asserts 49000crores..se thare bi PM heinahanti....tenu majhi babu satya ku swikar karantu....mu bhul thile comments karantu

    • @mscreation695
      @mscreation695 Год назад

      Thik katha

    • @anjananayak747
      @anjananayak747 Год назад

      ମାଗଣା ଖିଆଙ୍କୁ ସପୋର୍ଟ କଲେ ଦେଶ ବୁଡ଼ିଯିବ!ଗରିବ ଗରିବ କହି ସୁସ୍ଥ ସବଳ ଟୋକା ବସିକି ଖାଇ ମୋବାଇଲ ଧରି ଖାଲି ଝିଅ ପଟାଉଛନ୍ତି ନା ହେଲେ ରାଜନୈତିକ ମାଡପିଟ କରୁଛନ୍ତି, ତେଣୁ ସେମାନଙ୍କୁ ଘର ନ ମିଳିଲେ, ହୁଏତ ଘର ପାଇଁ ସେମାନେ ଟିକେ କାମ କରିବେ!କାମ କଲେ ଦେଶ ଆଗେଇବ,
      ନହେଲେ ଆମ ପରିକା ମିଡିଲ କ୍ଲାସ ଲୋକ ଖଟି ଖଟି ଗରିବ ହେଇ ଯାଉଛନ୍ତି!ସେମାନେ ମାଗଣା ଘର ପାଇବେ, ଆମେ ଲୋନ କରି ଘର କରି ଜୀବନ ସାରା ସୁଝୁଥିବୁ!

  • @GiridhariPattanayak-qd9cb
    @GiridhariPattanayak-qd9cb 5 месяцев назад +1

    ବହୁତ ଭଲ ନିୟମ। ଘର ଦିଅ ନାହିଁ ସବୁଠାରୁ ଭଲ🙏

  • @jayodisha4507
    @jayodisha4507 Год назад +3

    ଗାଡ଼ି ଥିଲେ ଦେବ ନାହିଁ ଫ୍ରିଜ ଥିଲେ ଦେବନାହିଁ ତାମାନେ ସବୁ ଗରିବ ହେଇ ଥ ଏମିତି ଚାଉଁଛି କି ସରକାର l

  • @brahmanandabiswal6413
    @brahmanandabiswal6413 Год назад +1

    ଦାଈ ହେଉଛନ୍ତି ସରପଞ୍ଚ ଆଉ ବିଡ଼ିଓ

  • @deepakkumarsatapathy6994
    @deepakkumarsatapathy6994 Год назад +6

    ମୋରଫନୀ ରେଘରେ ସଂପୂର୍ଣ୍ଣ ଭାଙ୍ଗୀ ଥିଲା କିନ୍ତୁ ମେତେ ଦେଲେ ନାହିଁସବୁ ଖାଇଗଲେ

    • @kamalbehera2358
      @kamalbehera2358 Год назад

      So Sorry bhai, ରାଜନୀତି ରେ ସାଧାରଣ ଜନତା ହିଁ ବଳି ପଡ଼ୁଚି 😒

  • @surendrabatriya4051
    @surendrabatriya4051 Год назад

    Right answar sir apana kahila

  • @shrimapradhan8372
    @shrimapradhan8372 Год назад +4

    Sir Amara kendrapada district ra ବଗଡା ପଞ୍ଚାୟତ ରେ sir 2 ତାଲା ଘର ପୁଣି 2ta pickup thile ବି ତାଙ୍କୁ ଘର ମିଳୁଚି

  • @alokalokg1637
    @alokalokg1637 Год назад +2

    ଏମିତି ହେଲେ କାହାକୁ ବି ଘର ମିଳିବନି ଲୋକେ ଆଗରୁ ସଚେତନତ ହେଇଯିବ ସମସ୍ତଙ୍କର କିଛି ନା କିଛି ଅଛି କାହାକୁ ବି ମିଳିବନି

  • @chakradharasahoo5948
    @chakradharasahoo5948 Год назад +3

    Heartily thanks kanak news staff

  • @nirudesigns
    @nirudesigns Год назад

    Tripathy sir Bhala kahile, dhanyavaad

  • @ashishhembram21
    @ashishhembram21 Год назад +4

    ଆଉ ଯୋଉ ମାନେ ଘର ଥିବା ସତ୍ତ୍ବେ ପାଇଛନ୍ତି ତାଙ୍କୁ ବି ଦୋଣ୍ଡିତ୍ କରାଯାଉ 🙏

  • @rabindrapatel1016
    @rabindrapatel1016 Год назад +1

    ଯାହାର 5ଏକର ରୁ ବେଶି ଜମି ଅଛି ସେମାନେ କେମିତି ପାଇଲେ PMAY ଘର

  • @purusottamnayak25
    @purusottamnayak25 Год назад +6

    ତମେ ଶଳା ଯେତେ ଯାହା ନିୟମ କଲେବି ସେ ଶଳା ଅଯୋଗ୍ୟ ହିତଧୀକାରୀ ମାନଙ୍କୁ ହିଁ ଘର ମିଳିବ ଏଇଟା 100% ସତ କଥା ।।

  • @neetunayak5405
    @neetunayak5405 Год назад

    Puraa perfect kathaa kahichhanti sir.... Dhanyabad

  • @pravashpanda6608
    @pravashpanda6608 Год назад +5

    Sir right points

  • @rabindrapatel1016
    @rabindrapatel1016 Год назад +1

    ଯାହାର ପୁଅ ଝିଅ ମାନେ ସରକାରୀ ଚାକିରୀ କରୁଛନ୍ତି ତାଙ୍କର ବାପା ମା କେମିତି ପାଉଛନ୍ତି PMAY ଘର୍

  • @MDSahu-yd5bh
    @MDSahu-yd5bh Год назад +4

    ଗରିବ ଲୋକଙ୍କ ଙ୍କୁ ଦିଆଯାଉ

  • @jhasketanpradhan602
    @jhasketanpradhan602 Год назад +10

    ଜମି ବାଡ଼ି କାଗଜପତ୍ର ଦେଖି 🏠 ଦିଆ ଜାଉ

  • @porsurambhatara8056
    @porsurambhatara8056 Год назад +1

    ଯିଏ ଏକ ଟଙ୍କା ରେ ଚାଉଳ ପାଉଛନ୍ତି ସେମାନେ ହିଁ ଧନୀ ତାକୁ ଘର ଦିଅ ନାହିଁ ।

  • @sukantadalai1373
    @sukantadalai1373 Год назад +29

    India must required AP Govt.Best political Leader Arabinda kegerual ❤️👍🏾

  • @uttamjena7039
    @uttamjena7039 Год назад +1

    ଧନ୍ୟବାଦ କନକ ନିୟୁଜ

  • @upendramohapatra4698
    @upendramohapatra4698 Год назад +2

    ଜେଉଁ ମାନେ ଘର ପାଇ ଯାଇଛନ୍ତି. ରିକବରି କେମିତି?

  • @anantdas3147
    @anantdas3147 Год назад +2

    ଭୁମୀହିଁନକୁ ମିଳିବ କୀ ନାହିଁ ପୁରୀ ଜିଲ୍ଲାର ସୋରଭା Panchayat ଵାଷିଧ୍ୟା

  • @ramakantabarik4944
    @ramakantabarik4944 Год назад +1

    ଅନ୍ଧ ନିଷ୍ପତ୍ତି ।

  • @birendrabhuyan8546
    @birendrabhuyan8546 Год назад +1

    ଏଥିରୁ ଜଣା ପଡୁଛି ଜେ କେହି ବି ଲୋକେ ଘର ପାଇବେ ନାହିଁ,ସରକାର ଖାଲି ଘର ଦେଉଛି ବୋଲି କହିବେ କିନ୍ତୁ କେହିପାଇବେନି,ଆଉ ଯିଏ ଗରିବ ସେ କେବେ ପାଇବାନି କାରଣ ସବୁ ରାଜନୀତି ଚାଲିଛି ଭାଇ ,ଯିଏ ଧନୀ ସେହି ଲୋକମାନେ ହି ଏହି ଘର ସବୁ ପାଇବେ

  • @mamalienterment3483
    @mamalienterment3483 Год назад +2

    ମନ୍ତ୍ରୀ ମାନେ ଏବଂ ବ୍ଲକ ର B D O ଜାଗା ମାଲିକ ତାସିଲଧାର ଘରେ ଘରେ ବୁଳୀ ୱାର୍କର ଦିଅନ୍ତୁ

  • @basantimalgo2651
    @basantimalgo2651 Год назад +1

    💯 right spach sir

  • @Gobinda375
    @Gobinda375 Год назад +2

    ସବୁ ପାଗଳ ବୋକା ଅନ୍ଧ ସରକାର ଆଗକୁ କହିବେ ବାସନ କୁସନ , ଜୋତା ଓ ପୋଷାକ ପିନ୍ଧି ଥିଲେ ଘର ମିଳିବ ନାହିଁ।

    • @santoshipatra7841
      @santoshipatra7841 Год назад

      Hmm sarakari Babu nku miliba ghara

    • @rajendrakumarsahu1605
      @rajendrakumarsahu1605 Год назад

      ଆଗକୁ କହିବେ ମଣିଷ ମାନକଂୁ ଘର ମିଲିବନି

  • @shankarshanasahoo9331
    @shankarshanasahoo9331 Год назад +1

    ଯଦି ସରକାରଙ୍କ ଏ ସବୁ ନିୟମ ଅନୁସାରେ ଘରପାଇବେ ନାହିଁ ତାମାନେ ଯାହାର ମୋଟା ବାଣ୍ଡ୍ ଥିବ ଅର୍ଚ୍ଚନା ନାଗ ଵିଆରେ ପୁରେଇବା ପାଇଁ ସେଇ ମାନକୁ ଘର ମିଳିବ ବା ସରକାର

  • @Anshika____00222
    @Anshika____00222 Год назад +2

    ସରକାର ହେଇଛି ବୋଲି ଯାହା ନିୟମ ତାହା କରିବ ନା କଣ ଆମ ଗାଁ ରେ ସମସ୍ତେ ଘର ପାଇ ଲେଣି କିନ୍ତୁ ଆମକୁ ମିଳିନି 🥺ବାପା ସବୁଦିନ କହନ୍ତି ଆମ ଘର ଆସିବନି କି ବୋଲି ଚିନ୍ତାରେ ରହନ୍ତି🥺

    • @chakradharpradhan7085
      @chakradharpradhan7085 Год назад +1

      ଭାଇ ଟିକି କଇଲ

    • @Anshika____00222
      @Anshika____00222 Год назад

      @@chakradharpradhan7085 kie sunuchhi bhai

    • @padlamkhorra
      @padlamkhorra Год назад +1

      ଗରିବ ଲୋକଙ୍କୁ ଟେକିଲା ସରକାର
      ତାପରେ ମୋ ଘର jayana ରୁଣ କରି ଗରିବ ଜୀବନ ରେ ଚିନ୍ତା

  • @umakantbag4800
    @umakantbag4800 Год назад +1

    Thank you sir 🙏🙏🙏 bahut badhiya katha kahile 🙏🙏

  • @CK.VLOGS70
    @CK.VLOGS70 Год назад +1

    ସିଧା କଥା ଜିଏ ଲାଞ୍ଚ ଦେବ ତାକୁ ଘର ମିଳିବ

  • @JagannathSingh-vs9zc
    @JagannathSingh-vs9zc 5 месяцев назад +1

    ବାଳ ନିୟମ

  • @rakeshmallik2999
    @rakeshmallik2999 Год назад +1

    ସିଧା ସିଧା କହିଦିଅନ୍ତୁ ଘର ଦିଆଯିବନି

  • @stgamingstatus3694
    @stgamingstatus3694 Год назад +1

    ସାଇକେଲ ବି ଥିଲେ ଘର ମିଳିବ ନାହିଁ

  • @rakeshmallik2999
    @rakeshmallik2999 Год назад

    ଯେଉଁ ବ୍ୟକ୍ତି ପୂର୍ବରୁ ନେତା ଥିଲେ ସେମାନଙ୍କୁ ଭୋଟ ନାହିଁ

  • @jayramsanta
    @jayramsanta Год назад +1

    Ok ଭୋଟ ମିଳିବ ନାହିଁ.. ଆପଣ ମାନେ ଖୁସି ତ???

  • @debendrabagh6371
    @debendrabagh6371 Год назад +2

    ଦେଖନ୍ତୁ ଆମେ ଯଦି କୁଲି କାମ କରି କି ବି 10000 ରୋଜୋଗlର କରି ପାରିବୁ ସେଇ ଟା ତ ସରକାର ଦେଇନି କି ଆମକୁ ଗମ୍ମେଟ୍ ଜବ ମିଳିନି ଆମେ ନିଜ ପରିଶ୍ରମ ବଳରେ ରୋଜଗାର କରିଛୁ ସେଥି ରେ ତାର କଣ ଫlଟୁଚି କିମ୍ବା ଜଣେ ଲୋକ ତା ପରିଶ୍ରମ ବଳରେ ବି ତ ଫ୍ରିଜେ ଗଟେ କିଣି ପାରିବ ସେଇ ଟା ତ ସରକାର ଦେଇନି l ଆଉ କଣ ପାଇଁ ରାଜ ନୀତି ଦେଖାଉଛି ଏଇଟା ହେଉଛି ଗଟେ ବାହlନl କହୁ ସଲା ସରକାର କହୁଛି ସେ ସଲl କୁ କିଏ ବି ଭୋଟ୍ ଦେବେନି l ସବୁ ଭୋଟ ହେଉଛି ଏଇ

  • @stylishgirlsunitasahoo59
    @stylishgirlsunitasahoo59 Год назад +2

    ସରପଞ୍ଚ ନାଆଁ କୁ ମାତ୍ର କିଛି କାମକୁ ନୁହଁନ୍ତି ସେମାନଙ୍କୁ ଦେଖାଯାଏ ନାହି କିଏ ଗରୀବ କିଏ ଧନୀ ,ଅନ୍ଧ ହୋଇଯାଇଛନ୍ତି ଆମକୁ କିଛି ବି ଦେଉନାହାନ୍ତି ସରପଞ୍ଚ ଏମିତି ତାଙ୍କ ହାତରୁ ଦେଇଦେଲା ପରିକା 63 ବର୍ଷ ହେଲା ଭର୍ତା ଦେଉନାହାନ୍ତି କି 20,25 ବର୍ଷ ହେଲା ଆବାସ ବି ଦେଉନାହାଁନ୍ତି କେତେ କହିବୁ ?କହି କହି ଥକି ଗଲୁଣି ଆପଣ କାହିଁକି ମିଡିଆରେ ଭାବନାର କରୁଛନ୍ତି ମିଳିବ ମିଳିବ ବୋଲି କଣ news ବାଲା ଦେବେ କି ?

  • @debamohanty8348
    @debamohanty8348 Год назад +1

    ଯେଉଁ ମାନଙ୍କର ପାକଘର ସେମାନଙ୍କୁ ମିଳୁଛି ସେତବେଳକୁ ଭେରୀପିକେସନ କରାଯାଉ

  • @pabitrasatapathy755
    @pabitrasatapathy755 Год назад +1

    ଘର ପାଇବ ଯଦି ସବୁ ଗରିବ ହୁଅ

  • @ghasiamajhi2365
    @ghasiamajhi2365 Год назад

    Very excellent dicission gariba lokanku diajau

  • @nabakishormandal7661
    @nabakishormandal7661 Год назад +1

    Very very very.... nice sir your advice

  • @chandrasekharnayaka9658
    @chandrasekharnayaka9658 Год назад

    ବାର ବର୍ଷ ବାଙ୍ଗାଲୋର ରେ ରହି ମୁଁ ଘର ତିଆରି କରିଛି ମୋତେ ଘର ମିଳିବ କି ନାହିଁ ସାର୍ ? କୁଡ଼ିଆ ଘରେ ରହି ଆମେ ଦିନ ବିତେଇ ବହୁତ୍ କଷ୍ଟ ସହିଲୁ ବହୁତ ଥର ସରପଞ୍ଚ ଙ୍କୁ କହି ବି ଘର ମିଳିଲା ନାହିଁ । ଶେଷରେ ବାଙ୍ଗାଲୋର ଯିବାକୁ ବାଧ୍ୟ ହେଲି ।

  • @premchandmohanta7446
    @premchandmohanta7446 Год назад

    ଆଗରୁ କ'ଣ ଦେଖି 🏠 ଘର ଦେଉଥିଲେ ସରକାର।ଆଉ ଏବେ ନିୟମ ଦେଖୁଛନ୍ତି ଜଣେ ଦାଦନ ଖଟିବାକୁ ସବୁଦିନଯାଏ ସେଥିରୁ କିଛି ସଞ୍ଚୟ କରି ଡାଉନ୍ ପେମେଣ୍ଟ ଦେଇ ଗୋଟାଏ ଫ୍ରିଜ୍ ଟେ କଲା କଣ ହେଲା ସେ ଉଠୁ । ତେଣୁ ସରକାର ନିଜେ ଗାଁ ଗାଁ ବୁଲି ଦେଖନ୍ତୁ ପ୍ରକୃତ ଯୋଗ୍ୟ କିଏ ଆଉ ଅଯୋଗ୍ୟ କିଏ ବାସ୍

  • @ramchandrabindhani9451
    @ramchandrabindhani9451 Год назад

    ଯୋଉ ମାନଙ୍କ ଲିଷ୍ଟ ଅଛି, ସେମାନେ କଣ ଘରେ ଥାଇ ପାଇଛନ୍ତି, ଏଇ ମହିଳା କୁ ଦେଖେଇଲ, ତାକୁ ତଦନ୍ତ କର କୋଉଠି ସିଏ ଇନ୍ଦ୍ରାଆବାସ ଯୋଜନାରେ ଦରଖାସ୍ତ ପକେଇଥିଲା,

  • @khantiodia1289
    @khantiodia1289 Год назад

    ଯେଉଁ ମାନଙ୍କର ଅଧିକ ଜମି ଅଛି କିନ୍ତୁ ଘର ଚାଳ ଛପର

  • @arunparida3802
    @arunparida3802 Год назад

    ଏଠି ତ ଘର ଥାଈ ମଧ୍ୟ ଘର ମିଳୁଛି ହେଲେ ଘର ପାଇବା ଲୋକଙ୍କୁ ଘର ଦିଆଯାଉନାହିଁ କାରଣ କହୁଛନ୍ତି ତମର ବାପା ନାଁ ରେ ଘର ମିଳିଛି ଆଉ ମିଳିବ ନାହିଁ ମୁଁ କହିଲି ଆମର ଯଦି ଘର ମିଳିଛି ତା ହେଲେ ଘର କାହିଁ ଆମେ ମଧ୍ୟ ଏବେବି କଚା ଘରେ ରହୁଛି ଯେତେ କହିଲେ ବି ଘର ମିଳୁନାହିଁ

  • @SatyaMeher-u7z
    @SatyaMeher-u7z Год назад

    ହଁ ଠିକ୍ ଯେ ଘର ସେହି ମାନଙ୍କୁ ଦିଆଯାଉ ଯେଉଁମାନ ସରକାର ଦଉଥିବା ଟଙ୍କାରେ ଦୁଇ ମହଲା କରି ଘରେ ମାରବଲ ପେଲ୍ଟ ଲଗେଇ ପାରୁଥିବ ତଥା ବ୍ୟାଙ୍କ ବାଲାନ୍ସ ଏତିକି ଥିବା କଥା ଯେ ସେ (tex) ମଧ୍ୟ ଦଉଥିବା କଥା ଏମିତିକା ଗରିବ ଲୋକମାନଙ୍କୁ ସରକାରି ଯୋଜନା ମିଲିବା କଥା

  • @muktiranjanpatra4538
    @muktiranjanpatra4538 Год назад

    THANK you Odissa CM NAVIN BABU PATANIK SIR JI And NeW MINISTER SRI MUKTIRANJAN PATRA ODISHA INDIA 🪔🪔🇮🇳🇮🇳

  • @kanakalatamohanta162
    @kanakalatamohanta162 Год назад +1

    ଜଣେ ଜନପ୍ରତିନିଧି ଯଦି ଦଶମ ଫେଲ ହେବ ତାଙ୍କ ଅଧିନରେ ଜଣେ ଓଡିଶା ପ୍ରଶାସନିକ ସେବା ଅଧିକାରୀ କାର୍ଯକରିବେ ସେଇଠି ରାଜ୍ୟର ଅବସ୍ଥା କ'ଣ ହେବ

  • @ajitsabar3030
    @ajitsabar3030 Год назад

    ସରକାର ଘର ଦେବାକୁ ଇଚ୍ଛା ନାହିଁ ତ କାହିଁକି ଲିଷ୍ଟ ବନାଉଚ୍ଚନ୍ତି !

  • @ugresenlenka3495
    @ugresenlenka3495 Год назад

    ମହାଶୟ ମୁଁ ଜାଣିବାକୁ ଚାହୁଁଛି ଯେ, ଯେଉଁ ମାନେ ହିତାଧିକାରୀ ଚୟନ କରାଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଆବାସ ଯୋଜନାରେ ସହରର ଓ ଗ୍ରାମରେ 🏠 ପାଇଛନ୍ତି ବର୍ତ୍ତମାନ ଠିକ୍ ନା ଭୁଲ,ଏହାର ଜବାବ କିଏ ଦେବ।

  • @madhusudansutar9958
    @madhusudansutar9958 Год назад

    Right sir kahile

  • @p.s.2592
    @p.s.2592 Год назад +1

    କିନ୍ତୁ ଯିଏ ଥରେ ଘର ପାଇଛି ସିଏ 3,4,5 ଟି ଘର ପାଇବ

  • @kameshwadaka3143
    @kameshwadaka3143 Год назад

    18 19 ରେ ଭୋଲ ଲିସ୍ଟ୍ ତୀଲା ଜୟ ଜଗନ୍ନାଥ

  • @ramchandrabindhani9451
    @ramchandrabindhani9451 Год назад

    ଆଗ ଧାଡି ବଡ଼ ବଡ଼ିଆ ପାଇଗଲା ପରେ, ଏବେ ପଛୁଆ ବର୍ଗର ପାଳି, ଯୋଉମାନେ ପୂର୍ବରୁ ଗାଡି, ଫିଜ଼, ଥାଇ ଘର କରିଛନ୍ତି ସେମାନଙ୍କୁ କଣ ଛାଡ଼ିଦବେ,

  • @jayramsanta
    @jayramsanta Год назад +1

    ଆମ ଘରେ ପ୍ରିଜ଼ ନାହିଁ ହେଲେବି କୋଟି ଯାଇଛି ଘର..

  • @prakashdas437
    @prakashdas437 Год назад

    ଗରିବ ମାନଙ୍କୁ କାହିଁକି ଘର ଦଵ ତମେ ମାନେ ନେତା ମନ୍ତ୍ରୀ ଶାସନ କରୁଛ ନିଜେ ନିଜେ ବଡ ଲୋକ ହେଇଯାଅ ।ତମେ ସବୁ ମିଡ଼ିଆ ଅଛ ଗରିବ ମାନଙ୍କର କେତାଟା ଘର ଦେଖଉଛ

  • @smitaranimishra5721
    @smitaranimishra5721 Год назад

    ଲାଗୁଛି ଘର ପାଇବାକୁ ହେଲେ ଲୋକଙ୍କୁ ଭୋକ ଉପାସ ରେ ମରିବାକୁ ହବ। ଧନ୍ୟ ଯୋଜନା ... ............

  • @lovingbirdSumiSaroj
    @lovingbirdSumiSaroj Год назад

    ୧୦ ହଜାର ସବୁ ଘରେ ରୋଜଗାର କରୁଛନ୍ତି,ସମସ୍ତେ ଅଯୋଗ୍ୟ ,ପ୍ରିୟ ନବୀନ ଆଉ ମୋଦି ବାବୁ ଯୋଉ ମାନେ ପଟି ମାରିକି ଘର କରିବା କଥା କରିଦେଇଛନ୍ତି ବିଚରା ଏବେ ଗରିବ ମାନେ ହ୍ନି ବଞ୍ଚିତ ହେବେ

  • @sandeshkumarbaral5338
    @sandeshkumarbaral5338 Год назад

    ନେତା ମାନଙ୍କ ଲୋକ 2ଟା ଘର ପାଈବେ ଆଉ କିଏ ନପାଉ 5ବଖରା କୋଠା ତାକୁ ମିଲିବ

  • @nilamadhabapatra1968
    @nilamadhabapatra1968 Год назад

    ଏହି ନିତିରେ କେହିବି ଘର ପାଇବେ ନାହିଁ। ଭଲ ହେବ ସରକାର ଏହି ଯୋଜନା ଗୁଡ଼ିକୁ ଉଠାଈ ଦେଲେ। ସରକାରଙ୍କ ରାଜସ୍ବ ମଧ୍ୟ ବଢ଼ିବ।

  • @prasannapalai7317
    @prasannapalai7317 Год назад

    ଯାହାର ଭୋଟ ପରିଚୟ ଥିବ ସେମାନେବି ଘର ପାଇବେନି.

  • @srimayeemansingh6197
    @srimayeemansingh6197 Год назад

    ଲୋକ ଙ୍କ ପାଖରେ ଟଙ୍କା ଥିଲେ ବି ଘର କରୁନି ଆଵାସ ଘର କୁ ଅନେଇ ରହୁଛି

  • @basantapanda5941
    @basantapanda5941 Год назад

    ପ୍ରଥମରୁ ଏ ଗାଇଡ ଲାଇନ ନ ମାନି ଓଡ଼ିଶା ସରକାର ଦଳଗତ ହିସାବରେ ବଣ୍ଟନ କରିଦେଲେ ଧନୀ ବ୍ୟକ୍ତିଙ୍କୁ, ବର୍ତ୍ତମାନ ଗରିବ ହଇରାଣ ହେଉଛନ୍ତି।

  • @sushree5077
    @sushree5077 Год назад

    ଯେମିତି ଧର୍ମଶାଳା ରେ ୨ତଳ କୋଠା ବହୁତ୍ ଟଙ୍କା ଦରମା ପାଉଥିବା ଲୋକ ବିପିଏଲ ଏଲେଟ୍ରି ଜାଲୁଛନ୍ତି। ୟିମିତି enquary ହେଉଛି । ୟେଥିପାଇଁ special ସ୍କ୍ୱାର୍ଡ କରି enquary କରାଯାଉ।

  • @manojdash7558
    @manojdash7558 Год назад

    Excellent comment with truth

  • @bhagirathipadiami6711
    @bhagirathipadiami6711 Год назад

    ସରକାର ଲକମାନଙ୍କୁ ଘର ଦେବାକୁ ଯୋଗ୍ୟତା ନାହିଁ

  • @satyajena8496
    @satyajena8496 Год назад +2

    ସାର୍ ଏଠି ସବୁ କୁଜି ନେତା ଖେଳ କରୁଛନ୍ତି , ଆମେ ଗରିବ ହେଲେ ଘର ଖଣ୍ଡେ ପାଇଁ , ଆକୁ ତାକୁ କହିବାକୁ ପଡ଼ୁଚି, ସବୁ ବଡ଼ ବଡିଆ ଘର ପାଉଛନ୍ତି ଆମେ ନୁହେଁ,

  • @shiva1762
    @shiva1762 Год назад

    ଏମିତି ହେଲେ totaly no dele bhal

  • @haraprasadmahanta4657
    @haraprasadmahanta4657 Год назад

    ଏଥିପାଇଁ ଦାୟୀ ଓଡ଼ିଶା ରାଜ୍ଯ ସରକାର

  • @ChefBhanjaKishore
    @ChefBhanjaKishore Год назад

    ଗୋଟେ ଧନ୍ଦା ଚଳେଇ ଛନ୍ତି, ରାଜ ନୀତି, କି ପ୍ରକାର ର, ସରକାର ଏମିତି କରିବା ଟା ଉଚିତ୍ ନୁହେଁ,

  • @bharatpradhan991
    @bharatpradhan991 4 месяца назад

    ଯାହା ଘରେ ବି ଗ୍ୟାସ ଥିବ ତାକୁ ଘର ମିଳିବ ନାହିଁ

  • @prabhakardas4898
    @prabhakardas4898 Год назад

    କନକ ନିୟୁଜ ଗପ କହୁଚି ଯାହାର ଶବୁକିଛି ଅଛି ତାକୁ ଇନ୍ଦିରା ଆବାସ ମିଳୁଛି ଯାହାର କିଛି ନାହିଁ ତାର ଘର ନାହିଁ

  • @chakradharpradhan7085
    @chakradharpradhan7085 Год назад

    ଗରିବଙ୍କ ପାଇଁ କିଛି ନାହିଁ ଖାଲି ମିଛୁଠାରେ ପ୍ରହସନ କରୁଛନ୍ତି

  • @sirdharpatra74
    @sirdharpatra74 Год назад

    ଯାହାର ଜମାରୁ ଜlଗlନାହିଁ ଅନାବାଦୀରେ ରହିଛି ତାକୁ ମିଳିବକି ନାହିଁ

  • @RD123.........
    @RD123......... Год назад

    ଗାଁ ରେ ବହୁତ ଶିକ୍ଷିତ ଲୋକ ମଧ୍ୟ ଅଯୋଗ୍ୟ କୁ କାଟିବା ପାଇଁ ଯେଉଁ form ଦିଆଯାଉଥିଲା, ସେଥିରେ ନୂଆ ଆବାସ ପାଇବା ପାଇଁ ଆବେଦନ କରିଛନ୍ତି କିଛି ବୁଝି ନାହାନ୍ତି