Municipality aareiaa re madhya abas yayana.....miliba dorkar.....municipality loko mannkoro ghoro jange korile aame....batya gaa re upakruta hei parithantu 🙏🙏🙏😭🙏🙏🙏
Aame manee bohut hoyran houchu batya re...😭aau eii dana pain ta poka ghore rohiba pain kuha houchi.....mo sashu maa ku a jaye milini.....mo husband nku miliba kotha ta sato sapana......😢
Bapa tharu alaga parivar kari rahu thiba son ku jadi Awas ghar milichi Bapa name re jami thile son alaga parivar kari alaga rashan card thile Bohu ku subhadra re reject Karidela Bapa ra charita puaa jhia samatsankara alaga rashan kard achi
ଏବେ ଲାଗୁଚି ସରକାର ଟିକେ ଗରିବ ଲୋକଙ୍କୁ ଦେଖିଲେ 🙏ସମସ୍ତେ ଘର ପାଇବା ଦରକାର ❤️
Bala ta paibe na
😅
Q@@RRSAHOO-s1l
ଧନ୍ୟବାଦ୍ ନରେନ୍ଦ୍ର ମୋଦୀ ସାରଙ୍କୁ ଓ ମୋହନ ଚରଣ ମାଝୀ ସାରଙ୍କୁ ❤❤❤
Very very nice in nice 🎉🎉🎉
Very good
ଏକଥା ଶୁଣି ଖୁସି ଲାଗୁଚି କିନ୍ତୁ ପ୍ରକୃତ ଲୋକ ପାଆନ୍ତୁ ଧନି ପାଇ ଗରିବ ନ ମରନ୍ତୁ
ଧନ୍ୟବାଦ ମୋଦିବାବୁ ଏବଂ ମୋହନ ବାବୁ
ମୋର ଘର ଆସିଥିଲା କାଟିଦେଲେ ଦେଲେନି ଦୁଇ ଦୁଇଟା ଘର ପାଇଛନ୍ତି ଲୋକେ ଚାଞ୍ଜ କରାଯାଉ ପ୍ରତ୍ୟେକ ପଞ୍ଚୟତ ପଇସା ପାଇକି ଜଣକୁ ଦୁଇତଟା ଲେଖାଏ ଘର ଦେଇଛନ୍ତି
ଆପଣଙ୍କୁ ଘର ଦିଆ ହେବ
ଆପଣ ଯାଇକି block re ଟିକିଏ କଂପ୍ଲେନ୍ କରିବେ kau କୁଜିନେତା ku ଡାକିବ ନାହି
😅
🎉😢@@SubhankarPradhan479
ବହୁତ ବଢିଆ ଆମର ବିଜେପି ସରକାର ମୋହନ ସାର
ଏତେ ଦିନରେ ଜିବନ ଧନ୍ୟ ହେଲା
ଏ ହେଇଚି ଲୋକ ଙ୍କ ସରକାର
ଜୟ ଜଗନ୍ନାଥ ଜୟ ବିଜେପି ❤️❤️❤️❤️
ଧନ୍ୟବାଦ ମୋହନ ମାଝୀ
ମ ବାଳ ନା
ବାପା ର ଭାଇ କୁ ଦେଇ ପାରୁନ
ଫୁଅ କୁ କି ବାଳ ଟା ଦେବ😅😅😅
ଆଗ ବାପା ପାଳୀ ସରୁ ପରେ ପୁଅକୁ ଦେବ
ମୋଦି 🙏🙏🌹🌹🌹🌹
ଆଗ ଯାହାକୁ ମିଳିନି ଘର ତାକୁ ଦିଅ
କୁଆଡେ ଗଲା ମୋ ନାଁରେ ଆସି ଥିଲା ଘର।
କାଟି ଦେଲେ
ଆଗେ ଯୋଉ ପ୍ରତିଶୁତି ଦେଇଥିଲ ଏକ କୋଟି ଲୋକଙ୍କୁ ସୁଭଦ୍ରା ଯୋଜନା ପଇସା ଦେଇସାର
ତା ପରେ ଆବାସ ଘର ଦବ
ବହୁତ ଭଲ କଥା କହିଛନ୍ତି ସରକାର କୁ ଧନ୍ୟବାଦ ବିଜେପି ସରକାର ଧନ୍ୟବାଦ
ବାପା ମା କୁ ପୁଅ ଠାରୁ ଅଲଗା କରିବା ଯୋଜନା
ଆଗ ଘର ଦିଅ ତାପରେ news ରେ ଦେଖେଇବ ଏତେ ଗରିବ ଲୋକଙ୍କୁ ଘର ଦିଆ ଯାଇଛି ବୋଲି ଖାଲି ଟାରେ news ଦେଖେଇକି କାହିଁକି ଗରିବ ମାନଙ୍କ ମନରେ ଆଶା ଦେଖାଉଛ ଯେମିତି କହନ୍ତି ଫମ୍ପା ମାଠିଆ ର ଶବ୍ଦ ବେଶି ଆଉ ଗରଜିଲା ମେଘ ବରଷେ ନାହିଁ ମୋତେ ସେମିତି ଲାଗୁଛି ଏ news ଦେଖିକି
ଘର ତ ମିଳୁନାହିଁ ଖାଲି ଘର ଘର ମିଳିବ ବୋଲି କହୁଛ ଠିକ୍ ତଦନ୍ତ ହେବା ଦରକାର୍ ଏ ଯେଉଁ ତଦନ୍ତ ହେଉଛି ଖାଲି ବଡ ବଡ ମୁଣ୍ଡି ମାନଙ୍କ ପାଇଁ ଆଉ ଜାହାର😂ଘର ଅଛି ତାକୁ ଆଉ ଗୋଟେ ମିଳୁଛି ସେ ଘର କରୁଛି ଆଉ ଜାର ଘର ନାହିଁ ତାକୁ ମିଳୁନାହିଁ
ଜୟ ହୋ ଡବଲ ଇଞ୍ଜିନ ସରକାର 🙏
ଜୟ ଶ୍ରୀ ରାମ
Very good Decision 👍🎉
ମୋତେ 24ବର୍ଷ ହେଲା ଘର ମିଳିନି ଅପେକ୍ଷା ନୂଆ ସରକାର ଉପରେ
ଯେତେ ଦେଲେ କଣ ହବ ନିଜ ପଞ୍ଚାୟତ ରେ ଜଉ ଦଲାଲ ଅଛନ୍ତି ସେମାନେ କଣ କରିବେ ନିଜେ ଆସିକ୍ ଦେଖିକି ଗଲେ ଭଲ ହବ
ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ ଗରିବ ଲୋକଙ୍କ ମାନଙ୍କର ପରିବାରର ସଦସ୍ୟ ଅଛନ୍ତି ରହିଥିବେ ଓଡ଼ିଶା ଘୋର ଦିଅ ସରକାର ତୁରନ୍ତ ଆବଶ୍ୟକ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ତେବେ ଗ୍ରାମରେ ପ୍ରତି ଗାଁ ରେ ବୁଲି ଲୋକଙ୍କ ଦୁଃଖ ଦୂର କରିବା ସହିତ ଘୋର ଦିଅ ସରକାର ତୁରନ୍ତ 🙏🤝👍
ପୁଅ ଙ୍କୁ ମିଳିଥିଲେ ବି ନାତି ଙ୍କୁ, ଅଣନାତି ଙ୍କୁ, ପଣନାତି ଙ୍କୁ 😂, ଆମ୍ବ ଟାକୁଆ ଯାଉ ଖାଇ ମରିଥିବା ପରିବାର କୁ କେବେ ଖାଦ୍ୟ ମିଳିବ, ନା ସେମିତି ନାତି ଅଣନାତି, ପଣନାତି ଚାଲିବ, ଖାଲି କଥା କୁହା ସରକାର
ଜୟ ଜଗନ୍ନାଥ ସ୍ୱାମୀ ଜୟ ଓଡିଶା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jannchh koriba duaara jou mannkoro ghoro nahin semanku miliparibo
ଆମ ଗାଁ ରେ ଆମ ପରିବାର ର କାହାକୁ ଘର ମିଳିନାହିଁ ଆମ ଗାଁରେ ସମସ୍ତେ ଘର ପାଇସାରିଲେଣି ମୋର କାକା ବ୍ଲକ କୁ 10 ଥର ଗଲେ ଘର ଲାଗି କେବେ ମିଳିବ ଘର online କରାଯାଉ ପଞ୍ଚାୟତ ନେ ଘର ଲେଖାଲେ ଆମର ଲେଖିଲା କାଗଜ ପତ୍ର ଫିଙ୍ଗି ଦେଉଛନ୍ତି ବ୍ଲକ ତକ ଆଉ କାଗଜ ପତ୍ର ଯାଉନାହିଁ ସେଥିପାଇଁ online ହଉ ଦୟାକରି ଆପଣମାନେ ଜାଣିଛନ୍ତି ଆଲିଯୁଗରେ ଶତ୍ରୁ ବେଶୀ ଆମ ର ଖାଲି ହେନ୍ତା ନାଇ ଆଉ କେତେ ଲୋକ କୁ ହେନ୍ତା କରୁଥିବେ ସରକାର ଯୋଜନା କରିଛନ୍ତି ହେଲେ ତଳ ବାଲା ହାରାମି ଦୟା ଏହି କଥା ବୁଝନ୍ତୁ କଳିଯୁଗ ର ରୀତି ଗତି ଅଲେଖ ମହିମା ଦୁଷ୍ଟ କୁ ପ୍ରଭୁ କେବେ ଦଲନ କରିବେ 🙏🙏
ଆପଣ କେମିତି ଜାଣିବେ ବାପ ପୁଅ ଅଲଗା ଅଛନ୍ତି।ଏମିତି ବାପା,ମା,ଦୁଇଟା ପୁଅ ଥାଇ ବି ସମସ୍ତଙ୍କୁ ଘର ମିଳିଛି।
Bohut bohut dhonyobad modi ji🙏🙏🙏
ଆମ ପଟରେ ଯେଉ ମାନଙ୍କର ଦୁଇ ଜଣ ପୁଅ ସେମାନଙ୍କୁ ମିଳୁଚି ଆଉ ଯୌମନକର ଗୋଟେ ପୁଅ ସେମାନଙ୍କୁ ମିଳୁନି କାହିଁକି ସରକାର ଙ୍କୁ ବୁଝିବା ଦରକାର୍ ବି ସେ ଘରର ଲୋକ ସଂଖ୍ୟା କେତେ ଆଉ ସେହି ଅନୁସାରେ ଘର ଦେବା ଉଚିତ୍ ବୋଲି ମୁଁ ଭାବୁଚି
ଗୋରୀ ବକୁ ସହଯୋଗ କରିବ ଯଦି ଭଲରେ କର ନହେଲେ କିଛି କରନି କାହିଁକିନା 1L,30ହଜାର ରେ କଣ ଘର ହବ,,, ଯଦି ଗୋଟିଏ ବସ୍ ଷ୍ଟାଣ୍ଡ 5L,30ହଜାର,,ରେ ହୋଉଛି ଗୋଟିଏ ଘର କିମିତି ହବ କୋହେଲ..
ଭୂମିହୀନ ଗରିବ ପରିବାରକୁ କେବେ ମିଳିବ ଘର କୁହନ୍ତୁ
ଏହା ସମ୍ପୂର୍ଣ୍ଣ ଭୁଲ୍ ଆଜିବି ଲୋକ ଆରମ୍ଭରୁ ପାଇନାହାନ୍ତି ତାହାକୁ ଧ୍ୟାନ ଦିଆଜାଉ ପରମ୍ପରା ଖୋଜନି
very nice 👍 sir
Thanks
ଆଗରେ ଗୋଟିଏ ଦେଇସାର ଗରିଵ ଲୋକମାନକୁ ଦେଇସାର ଘର
Municipality aareiaa re madhya abas yayana.....miliba dorkar.....municipality loko mannkoro ghoro jange korile aame....batya gaa re upakruta hei parithantu 🙏🙏🙏😭🙏🙏🙏
Good desison
Thank you bjp
Only highlights no action
Super ❤🙏 Sir
ଆମ ଡୁଙ୍ଗୁରିପାଲି ରେ ସବୁ ଠକାମୀ ଛାଲିଛି l
Good
ହଉ ଦେଖା ଯାଉ ଭଲ କଥା ହେଲେ ବହୁତ୍ ଭଲ ହବ ଉତ୍ତମ
Aame manee bohut hoyran houchu batya re...😭aau eii dana pain ta poka ghore rohiba pain kuha houchi.....mo sashu maa ku a jaye milini.....mo husband nku miliba kotha ta sato sapana......😢
Welcome b j p ସରକାର
Jay jagannath 🙏
Bhumihinanka pain kebethu lagu heba
ବାପା କୁ ମିଳିନାହିଁ ପୁଅ କୁ ମିଳିବ କିଏ ସେ କହୁଚି ମୋ ପାଖକୁ ତାକୁ ଧରିକି ଆଣ
Thank you sir plz house apatment
ଗୋଟେ ଅବିବାହିତ ପୁଅ ବି ଏହି pm ଆବାସ ମିଳିବ କି? ପ୍ଲିଜ଼ reply me
ଆମର ତ ଘର ନାହିଁ ବାପର ବି ପୁଅର ବି
ମୋ ବାପା ଙ୍କୁ ଘର ମିଳିଥିଲା କିନ୍ତୁ ମୋତେ ଏ ପର୍ଯ୍ୟନ୍ତ ଘର ମିଲି ନାହିଁ
ଏ କି? ନୂଆ କଥା ନା କ'ଣ ଆଗରୁ
ବି ଏମିତି ଚାଲିଥିଲା ଏବେବି ସେଇଆ ଚାଲିବ।
❤🎉supar
Nice 👍🏻👍🏻
First ଯାହାକୁ ମିଳିନାହିଁ ତାକୁ ଦିଅ ତା ପରେ ଯାହାକୁ ଦବ
Super 👌
କଣ କେଭେ ମିଳିବ ଟଙ୍କା
ଏବେ ଭାବୁଚୁ ଓଡ଼ିଶା ପାଇଁ କିଛି କରିବ
ଗୁଡ
Many many thanks u
ଆସ ବାପା ଭିନେ ହବା
Very nice sir
ଆଦୁ ମିଳିନି କୁଜି ନେତା ନାମ କାଟି ଦେଉଛନ୍ତି
Hii
କଥା କହିଲେ କଛିଳାଭ ନାଇଁ
କରିଦେଖା ଅ
ଆରେ ମାଆଗିହା ସଳେ ଯିଏ " ମୋ ଘର " ଯୋଜନାରେ ଲୋନ୍ ନେଇ ଘର କଲେ ସେମାନେ କ'ଣ ପାଇଲେ ?
ଇଟା ଆମର ଓଡ଼ିଶା ସରକାର କହୁଛନ୍ତି କି new Wale କହୁଛନ୍ତି
ମୋତେ ଘର ମିଳିନାହିଁ sir
Good evening sir odisha Jay Jagannath 🙏🙏🙏🙏🙏 Happy New year 2024
ଆମକୁ ବପା ଙ୍କୁ ନାହିଁଏବଂ ଆମକୁବି ନାହିଁକି ଘର
Love u Mohan sir
thank you ji sir 🌎🌅🌕🤝🙏🏿🇧🇴
Good 👍👍
Supra ❤
Jay Jagannath 👏👏
Thik kaich
ବାପାର ଦୁଇ ମହଲା କୋଠା ଥାଉ ପୁଅକୁ ଘର ଦିଅ ।
Absolutely correct
Kebe heba online abash ghar
Jay jagannath
Thank you PM CM sir
ଖାଲୀ ତ ଯଲିଲେ ବିଜେଡି
Good plan
Very good 👍
ନା ଥିଳାଳକଙ୍କ କଟୀଜାଉଛି ମିଳିବ କୁଆଡେ
ମଧ୍ୟମ ଲୋକ ପାଇ କଣ ଅଫର ରଖୀ ଛ
ଯାହା ହେଉ ସୁବିଧା ହେଇଗଲା ବାପା ଠାରୁ ପୁଅ ଅଲଗା ହେବା 😅
Jibana thare bi mili nahi amaku ghara
Bapa tharu alaga parivar kari rahu thiba son ku jadi Awas ghar milichi Bapa name re jami thile son alaga parivar kari alaga rashan card thile Bohu ku subhadra re reject Karidela Bapa ra charita puaa jhia samatsankara alaga rashan kard achi
Sir ama ku kichi milini😢
Right ris but fast Kam next biswash
ଏଲ କାହିଁକି ମିଳୁନି ରେସନ୍ କାଡ
Kemiti aplya koribu
❤❤❤
ମିଛ ଆମକୁ ତ ଆଜି ପର୍ଯୟନ୍ତ minuuni