Amt scheme aniba badala re.....odisha ra loko nku employee dele better huanta....amt election pain scheme kariki loko nku fasantuni Atleast loko nka pain kichi income source anantu🙏
Ye sabu thik nuhe fast punali list pura kari paruni hele bhi au goteye jo jana bahar kari dele ....ye sabu loko mano ko murkho bujhuchanti or voter manko lalach deu chi.✌️👎🏻👎🏻👎🏻👎🏻
Jami dismil five lakhs and ten lakhs poor people daily worker kamiti tanka nae runa sujiba ghara bhada and ghara invest ra tanka Sare jau chi poor people kamiti tanka sujiba thanks ❤❤❤❤
ଏଥିରେ ବ୍ୟାଙ୍କ ଏବଂ କୁଜି ନେତା ମାନେ ଉପକୃତ ହେବେ, ପ୍ରକୃତ ଗରିବ ଲୋକ ମାନେ ପାଇ ପରିବେନାହିଁ.
U are rite sir
Bank ଵାଲା ହଇରାଣ କରିବେ
Right
U R Really great Sir
👍
ନିର୍ଵାଚନ ଆସୁଛି ମେଣ୍ଡା ଓଡ଼ିଆଙ୍କୁ ଭୁଆଁବୁଲେଇଵାର ବଢିଆ ଯୋଜନା
ଦେଖିବା ଏହି ଯୋଜନା ରେ କେତେ ଲୋକ ଘର ପାଉଛନ୍ତି
Bank kan ଲୋନ ଦବ ମୁଁ ଜାଣି ପାରୁନି ଲାଞ୍ଚ କେତେନେବେ
Mogharamukaribi
କେବଳ ଦଲାଲ ଙ୍କ ପାଇଁ ହେଇଛି
Right bro ❤❤
ମୋର ଜାଗା ନାହିଁ ମୁଁ bhubaneshwar ରେ rahuchi ମୋର ଗାଁ ରେଗୋଟି ଛୋଟ ଜାଗା କିଣିଛି ମୁଁ ହାଣ୍ଡକ୍ରାଫ୍ଟ ଦୟା କରିକି ମତେ ଦେବେକି ନା ଦଉଡ଼ି ଦଉଡ଼ି ଚପଲ ଚିଡି ଯିବା
Ur right sir
2:43
ଏହି ଯୋଜନା ରେ ଗରୀବ ଲୋକ ତ ନୁହେଁ ଦଲାଲ୍ ମାନେ ଉପକୃତ ହେବେ
U R r8 Sir
Right
Right
ସବୁ ମିଛ 😄😄😄😄😄😄😄😄😄😄😄😄😄😄ପ୍ରକୃତ ରେ ଯେଉଁ ଲୋକଙ୍କୁ ଦିଆହେବା କଥା ତାଙ୍କୁ ମିଳୁନି 😭😭😭😭😭😭😭😭
Right 👍
ସବୁ ଧନୀ ମାନଙ୍କ ଜଜନା
No. Ethara kebala thik lokanku miliba. For any problem. Contact me
ମୋ ଘର ଯୋଜନା ଗୁଟେ ଏ ମାନଙ୍କର ବିଜନେସ ଚାଲିଛି
ଯାହାକୁ ଘର ଦରକାର ତାହାକୁ ମିଳୁନି ଆଉ ଯାହାର ଘର ଅଛି ତାହାକୁ ବାରମ୍ବାର ଘର ମିଳୁଛି
Bhai right
ବିଜୁ ପକ୍କା ଘର ଆଉ ମିଳିବନି କି ?
🤣
ଇନ୍ଦିରା ଆବାସ ଯୋଜନାରେ ସରପଞ୍ଚ ମାନେ ତିରିଶି ହଜାରେଟଙ୍କା ଲାଞ୍ଚ ନିଅନ୍ତି, କିନ୍ତୁ ଏଥିରେ କେତେ ଲାଞ୍ଚ ନେବେ??
Athire bank manager mane and staff mane nebe
Bahut badhia thanks
କାଳିଆ ଜୋଜନା ରେ ଆସୁଥିବା ସମସ୍ତ ହୀତାଧିକାରି ମାନଙ୍କୁ 25 ହଜାର ଟଙ୍କା ମିଳିଛି କି ?
ନା
2000 କରି କିସ୍ତି ରେ ଦଉଚି
Mobala
Na
Kalia paisa kebe milib
ଘର ପଟା ମୋର ନିଜ ନାମରେ ନାହିଁ । ମୋର ବାପା ଅଜା ନାମରେ ଅଛି । ମୋତେ ଘର ଦେଇ ପାରିବେ ତ।
ଜଣେ ଘର କରି ପାରୁ ନାହିଁ।ସେ ପୁଣି ଲୁନ୍ ନେଇ ସୁଝିବ କେମିତି। ସବ୍ସିଡି ଟା ଟେବୁଲ୍ ତଳର କଥା।ଆବ।ସ ଟଙ୍କା ପାଇ ଘର ନକରି ₹୨୦୦୦୦ଖାଇ ଦେଇଛନ୍ତି।ସେପରି ଲୋକ କେମିତି ଘର କରିବ।ଏ ଯୋଜନା ଗରିବ ମାନଙ୍କ ପାଇଁ ନୁହେଁ। ଗରିବଙ୍କୁ କାମ ଦେବା ଯୋଜନା କର।କ।ମ କଲେ ଯାଇ ଋଣ ସୁଝିବ।ନହେଲେ ଦାଦନ ଖଟିବାକୁ ଯାଇ ଦବ।ଧନ୍ୟ ତୁମ ଯୋଜନା।
Right sir👍
Right sir
ଏହି ଯୋଜନାର ନୀତି ନିୟମ ଜାଣିଲେ ସାଧାରଣ ଲୋକ ପାଗଲ ହୋଇଯିବେ ।
ଆସିଲା ମୋଘର ଯୋଜନା
ଲୋକେ ପାଉଛନ୍ତି ଚାଉଳ ମାଗଣା
ଲୋକେ ଚାଷ ଛାଡି ଦେଇ ଖାଇବେ ଚାଉଳ ମାଗଣା ଶୋଇବେ ମୋ ଘର ଯୋଜନା |
Bhai tahele bila re khatuchi kie, tame ki
5 kg chaulare gote month khau chhnati, tahele kehi ta aau labour khatuno thibe, nuhon ki
Actually tamoku miluno thibo sethi pn tamor heuchi kosta
Tax deu chhanti Mane 5 kg kn 100 kg b paiba tankar odhikar, tanko bapa ki tamo tonka ru 5 kg chaulo govt kiniki deuni
Aau magona katha , keun mane neu chhanti aage dekho, MLA , MP na aau kie, research kara, then comments karibo
Interest rate kete?
Pmay ଦିଅ ଯାତ୍ରା ଦେଖାଅନି
Sir
ଏହା Bank ରେ କରିବୁ ନା onlinରେ
କରିବୁ
ବାଳ ଯୋଜନା
Intrest kete
ତମର ସେଇ ଚାମ୍ଚା ଆଉ କର୍ମୀ ମାନଙ୍କୁ ଆଗ ଦିଅ ଆଉ ତମ ପାଇଁ ଗୋଟେ ଭଲ କୋଠା ତିଆରି କର କାରଣ ପ୍ରକୃତ ଦରିଦ୍ର ହେଉଛି ବିଜେଡି ଗରିବ ଲୋକଙ୍କ ପରିଶ୍ରମ କରିଥିବା ଟଙ୍କା ଟ୍ୟାକ୍ସ ବାବଦରେ ନେଇ ସେ ବିଜେଡି ଦରିଦ୍ର ଲୋକମାନଙ୍କର କାମରେ ଲାଗିଥାଏ ❤
Ehi yojna re age limit kete rahipariba?
8:34 😊😊❤❤
କିଛି ମିଳିବ ନାହିଁ କୋଟିଆରେ ଟୋକିଏ ମିଳିବ
Very nice disijan
Maa ran chakma chur nain nain nain mooo
2 manth Tale jau Inderaabasa List Jau asi thila Se list kana hela
ଗରୀବ ଗୋଟିଏ ଗରୀବ ହଇ ରହିବ ଖଟି ଖଟି ମରିଜୀବ
ଜମି ପଟା ନାହିଁ କଣ କରିଵା
😂😂😂😂😂😂
ବର୍ତମାନ,୨୦୨୩ ରେ, ଯୋଉ ହିତାଧିକାରୀ ପି,ଏମ୍ ଘର ପାଇବା,ଝିପି, ତାଲିକାରେ ନାମଥିଲା,ହେଲେ ସେମାନଙ୍କୁ ନା କାଟି ଦିଆଗଲା କି,
କେନ୍ଦ୍ର ଦେଇ ଥିବା ଘର ଉପରେ ତୁମର ଡବଳ ଧମାକା !
Sir, gora pai kn sabu documents Abosyak please kuhantu
Kimiti application kariba kauthi from miliba kau bank re aame jani parunu
ଭୂମି ହିନ କେମିତି କରିବି
Hn bhai ye magia sarkar bhumihina nku debeni😢
Subcid chhadi intrest kete naba kuha aga
Right decision sir
Kaha ku milibani 101℅
Bank nahin deta
ଜମି ସେହି ଲୋକ ନାମରେ ହେବା ଦରକାର୍ କି
ଏହି ଯୋଜନା ଗରିବ ଲୋକଙ୍କ ପାଇଁ ନାଁ ଦଲାଲ୍ ମାନଙ୍କ ପାଇଁ ?
Sir gariba mane kou thi paisa paibe au loan vari be
Amt scheme aniba badala re.....odisha ra loko nku employee dele better huanta....amt election pain scheme kariki loko nku fasantuni
Atleast loko nka pain kichi income source anantu🙏
Correct mu tamaku saport karuchhi. Your district name plz.
ପ୍ରଥମେ ଚାକିରିଆ ଲୋକ ମାନକୁ ଦିଆଯାଉ ।
କୋଉ ମାଗଣା ରେ ଗରିବ ମାନଙ୍କୁ ସହାୟକ ହେବ ଯେ ଏତେ ଖବର ପ୍ରଚାର .ଋଣ ପ୍ରଦାନ କରିବ ଯେ ମାଗଣା ଦେଲା ପରି କହୁଛନ୍ତି
Registration 16 tarikha purbaru na apply samaya re
Banjha manku kan miliba cm
applay କବିବାର ୨ମାସ ହେଲାଣି ଏପର୍ଯ୍ୟନ୍ତ ଫଳ ସୁନ୍ । କେବେମିଳିବ ଟିକେ କହିବକି ।
ଶୁଣନ୍ତୁ ଆମର ଇନ୍ଦିରା ଆବାସ ଯୋଜନା ଭାରତର ସମସ୍ତ ରାଜ୍ୟରେ 130000/-
ଟଙ୍କା ପାଇ ପାରିଥିଲେ। ସମସ୍ତ ଗରିବ ପରିବାରରେ ଘର 130000/- ଟଙ୍କା ରେ ନିର୍ମାଣ କରୁଥିଲେ। ସେଥିପାଇଁ ରାଜ୍ୟ ସରକାର କୁ ଯାଉଛି ଯେ ସମସ୍ତ ଗୋଟିଏ ୠଣ ପରିଷଦ ରଖନ୍ତୁ 100000/-ନେଲେ 30000/-ପେରସ୍ତ
200000/-ନେଲେ 70000/-ସୁଧ ଓ
300000/-ନେଲେ 170000/-ସୁଧ
ରଖନ୍ତୁ ସମସ୍ତ ପାଇଁ ସମାନ ସୁଧ ପଢିବ
130000 /- ଟଙ୍କା ରେ ଘର ମିଳୁଥିଲା ସେଥିରେ ବି ଲୋକ ଘର complet କରିପାରିନଥିଲେ ଏହି ଯୋଜନାରେ loan re ଟଙ୍କା ନେବେ ଏହି loan ସୁଜିବେ ନା କଣ ଖାଇକି ବଞ୍ଚିବେ ଆପଣଙ୍କ loan ସୁଜି ସୁଜି ପ୍ରାଣ ଚାଡ଼ିଯିବ ଗରିବ ଲୋକ ସୁଜି ପାରିବେ ନାହିଁ sir
Sir plz kahibe ki a lone re kichi rajaya sarkar kichi persent intrest nabe na 0 persent intrest re
What will be the intrest rate by bank?
Black mony wite karibe sarakar bhala johana
Sir Odisha adarsha vidyalaya teacher manaku kebe quarter miliba ?
Ye sabu thik nuhe fast punali list pura kari paruni hele bhi au goteye jo jana bahar kari dele ....ye sabu loko mano ko murkho bujhuchanti or voter manko lalach deu chi.✌️👎🏻👎🏻👎🏻👎🏻
Gariba lonkaku milaba nahi
Outsourcing କର୍ମଚାରୀ ମାନଙ୍କୁ regular କର।ନଚେତ୍ ସେମାନଙ୍କର ପରିବାର ସଦସ୍ୟ ଭୋଟ ବିଜେଡି କୁ ଦେବେ ନାହିଁ।ଆଉ ଯେତେ ଦିନ ପର୍ଯ୍ୟନ୍ତ କମ ପାରିଶ୍ରମିକ ରେ ରାଜ୍ୟ ରେ ବେସରକାରୀ କର୍ମଚାରୀ ନିଯୁକ୍ତ ଥିବେ ସେତେବେଳ ପର୍ଯ୍ୟନ୍ତ ରାଜ୍ୟ ସରକାର ଓଡ଼ିଶା କୁ ଆର୍ଥିକ ବଳକା ରାଜ୍ୟ ବୋଲି କହି ପାରିବେ ନାହିଁ।ଆଉ ଏକ କଥା outsourcing କର୍ମଚାରୀ ମାନଙ୍କ ଅଧିକାର ସରକାର ହିଁ ସେମାନଙ୍କ ଠାରୁ ଛଡେଇ ନେଇଛନ୍ତି ।ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ ମଧ୍ୟ କମ ପାରିଶ୍ରମିକ କାରଣ ରୁ କରିପାରିନାହାନ୍ତି ।ସେଇଥିପାଇଁ ସେମାନେ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି ।ତେଣୁ ନବୀନ ସରକାର ଙ୍କୁ ମନ୍ତ୍ରୀ no1 ନୁହେଁ ବରଂ ଦାଦନ ଯୋଗାଇପାରୁଥିବା ରାଜ୍ୟ ଶାସକ no1 କହିବା ଉଚିତ୍ ।
ମିଛ ମିଛ କଥା 😢😢😢😢😂😂😂😂
Jay jagannath Bhai lokkanka pakhara phantuni 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Pahanchiba ethara. For any problem contacts me
What about Pradhan mantri awas Yojana and biju pakka yojana.
Sarkar tonka loan dele kon haba jetebele 9% intrest re tonka sujhiba setebele jani pariba
25000 ବାର୍ଷିକ ଆଯ କରୁଥିବା ଗରିବ ଲୋକ ମାସିକ 3000 କିସ୍ତି ହିସାବରେ 36000/- କେଉଠୁ ଆଣିକି ସୁଝିବ ତାହା ପୁଣି 10 ବର୍ଷ , କମେଡୀ show ଚାଲିଛି କି ??????
ଗରିବ ମାନଙ୍କୁ ମିଳିବ ନାହିଁ ଘୋର ଜେଉ ମାନେ ବିଜେଡି ହେଇଥିବେ ସେହି ମାନେ ହିଁ ପାଇବେ ଘୋର
ସରକାରୀ ଚାକିରିଆ ମାନଙ୍କ ଦରମା କମ୍ ଥି ବା ଲୋକ କ'ଣ
Interest rate kete nebe kahuna kehi ta
Biju paka ghara yojana band karidebe ki
Jointe ra gami rahila kana haba
Is it for all or only for gramin area
It's for election prachar
300000ନେଲେ ଦେବାକୁ ପଡିବ କେତେ ତାକୁ କହୁନ କାହିଁକି 425000ଦେବାକୁ ପଡିବ 10ବ୍ରସ ଭିତରେ ଲୋକ ମାନଙ୍କୁ ମେଣ୍ଢା ଭାବୁଛ
ଏବେ ପରିଯ୍ୟନ୍ତ କାହିଁକି ମିଳିନି ମୋ ଘର ଯୋଜନା st ଲୋକଙ୍କୁ
Ghara pai loan au jaga kiye daba
କାହିଁକି ଲୋକ ମାନଙ୍କୁ ବୋକରା ବନାଉଛ ମାସିକ ଋଣ କେତେ ଲାଗିବ ଏବଂ ବର୍ଷ କୁ କେତେ ଲାଗିବ ସରକାର ରୁଡକୁ ଆଣି ଠିଆ କରି ଦେବେ ନ ହେଲେ ଆତ୍ମହତ୍ୟା କରିବେ
Kemiti kole govt gora asiba
କେବେମିଳିବ ଦେଖିବା
ଜଦି ଲୋନ ରେ ନଵିନି ବାବୁ ଆମକୁ ସାହାଯ୍ୟ ନକରିଵେ ଆମେ କଣ କରିଵୁ
A new business by odisha government
ଇନ୍ଦିରା ଆବାସ ଯୋଜନା ଥିଲେ ମିଳିବ ନା ନାହିଁ
Kahaku milibani this is political
ମାନେ ଏଇଟା ଋଣ ଦେବା ଯୋଜନା 😁😁
Age limit kete
Kebe miliba
S T boli mora appliction reject kale ogb bank karana mora jamibadi bandhaka hoipariba ni eta prohasana michuaa sarakar .basinga mbj ru.
ବାଲ ଯୋଜୋନ
Good sceam for odisha
Nice 👍
ନିଜ ନାର ପୋଟା ନାଇ କୁଆଡେ ହବ
Kalia.yojan.pari.haba.ni.ta.kia.paeba.ta.au.kia.paebane.
Kebe miliba 2023 re na 2024
Pormer loan compermiser can find mo ghara loan?
ଦରକାର ନାହିଁ ଏମିତି ଘର
ଆଉ ଦେଇକି ଲାଭ କଣ
Ghara pai loan au jaga kiye daba mor jami nai
କେବେ ମିଳିବ
Pmayg kebe debe work order
ଲାଭ କଣ ବଡ ଲକ ନେଈ ଗଲେ ଫିରୀ
Neta mananku miliba
Jami dismil five lakhs and ten lakhs poor people daily worker kamiti tanka nae runa sujiba ghara bhada and ghara invest ra tanka Sare jau chi poor people kamiti tanka sujiba thanks ❤❤❤❤
Lalipop 🎉 intrest please
Interst rate
Good desision by odisha govt