Maa mu v Jane Widow.mote mo swasura nka ghare ta rahibaku jaga nahi.au mo diara mo jami jama sabu hateibaku basichhi.mote laguchhi tuma au mora saman abasta.Mohan Babu ama bhali garib tatha widow mananku nyaya diantu.mo sasu nka ghara loke mo prati au mora aka matra jhia prati bahut anyaya karuchhanti.a papi manankara bichara kebe heba kejani.kie amaku nyaya deba😂😂😂
ମୁଖ୍ୟ ମନ୍ତ୍ରୀ କ୍ନୁ ବହୁତ ଧନ୍ୟ ବାଦ ଦେବେ ଓଡିଶା ବାସି ଏହି ନିୟମ ଯଦି ଅତି ଶୀଘ୍ର ଲାଗୁ କରାଯାଏ ସବୁ ଲୋକ ଭୁଲି ପାରିବେନି କୋଟି ପ୍ରଣାମ କରୁଛୁ କି ଶୀଘ୍ର ସେ ଶୀଘ୍ର ଲାଗୁ କରାଯାଉ ଜୟ ଜଗର୍ଣ୍ଣାଥ 🙏🙏🙏🙏
ତମେ କେନେ ଅଛ ହୋଭାଇ ଏ ସରକାର ର ଭୋଟର୍ ଇସ୍ତାହାର ତୋ ଥିଲା କି ୩୦୦ ଇଉନିତ୍ ଫ୍ରୀ ,ମୁଣ୍ଡି ଧାନ ମୂଲ୍ୟ ୩୧୦୦ , ଭତା ୩୦୦୦ ,ଆଉ ମଦମୁକ୍ଟ୍ଟି ଓଡ଼ିଶା, ନ କଲେ ଆଉ ଇଟା କରିବେ ତୁମ ବିଶ୍ୱାସ ଛି,,,
@@basantasinghmajhi209300 unit free nuhe solar lgeile solare miliba 300 unit
Ok ❤❤❤❤
ସରକାର ସରଳ କଲେ ତହସିଲଦାର ମାନେ ଲୋକ ମାନଙ୍କୁ ହଇରାଣ କରୁଛନ୍ତି।
@@dillipbhoi758 ହଇରାଣ ନକଲେ ଶଳେ ହାତଗୁଞ୍ଜା ବଟି କେମିତି ପାଇବେ ?
ବହୁତ ବହୁତ ଧନ୍ୟବାଦ ସାର ମାନେ 🙏🙏🙏
❤❤❤❤ଲଭ❤❤❤ମୋହନ❤❤❤ମାହାନ
ଖୋଜି ଖୋଜି ଏ ଭଳି ଲୋକ ମାନଙ୍କ ଅସୁବିଧା ବାହର କରି ସମାଧାନ କଲେ ଲୋକମାନଙ୍କ ପ୍ରିୟ ଭାଜନ ହେବେ
ସ୍ୱଗତ ଯୋଗ୍ୟ
ବହୁତ ବଢିଆ କରୁଛ ମତେ ପସନ୍ ଲାଗଲା
😮😢
ଯଦି ଦୁଇ ଟା କିମ୍ଵା ତିନ ଟା ଭାଇ ଥିବେ ଆଉ ବଡ ପୁଅ ନାଁରେ ପଟା ହୋଇଗଲା ସେ ପୁରା ବାକି ଭାଇ କୁ ନାଟ କରିବ, ଏବେ ତ ଧାନ କାର୍ଡ, ଫସଲ ବୀମା କେ ସବୁ ମୋର କହି ଆଗରୁ କରି ଦେଉଛନ୍ତି, ବାକି ଭାଇ ଗଲେ 🙏
Seita kemti heichi complain kara Tara patta cancel heijiba
Right @@biranchinarayanbehera3614
ବହୁତ ଭଲ ମହତ ଚିନ୍ତା ଧାରା ସାର୍।
ବହୁତ ଭଲ ବିଷୟ.. ମନ କୁ ପାଇଲା
ଆପଣ ଠିକ କହିଛନ୍ତି . ଉତ୍ତରା ଅଧିକାରୀ ମାନଙ୍କ ନାମରେ ପଟ୍ଟା ଦିଅ.
Bañda ଦେବା
କହିବା ଟା ବଡ କଥା ନୁହେଁ କରିକି ଦେଖେଇଲେ ବିଶ୍ୱାସ କରିବୁ କାରଣ ତମେ କହିବା ଶିଖିଛ କରିବା ଆମେ ଦେଖିନୁ
ମୋହନ ସରକାରଙ୍କର ଏଇ ବିଷୟ ଟି ସମସ୍ତଙ୍କ ଉପକାର ହେବ ।
ସାର୍ ଆପଣ ଆଗ ଘର ବାରି ଡିହ ପଟ୍ଟା ଆଗ ଦିଅନ୍ତୁ ତାପରେ ଘର କଥା ଚିନ୍ତା କରିବେ ଲୋକ ଙ୍କ ପାଖରେ ଡିହ ପଟ୍ଟା ନାହିଁ ଘର କୋଉଠି କରିବେ
ବହୁତ ସୁନ୍ଦର ଓ ଉପକାରୀ ଧାରଣା । ଅଫିସର ଚାହିଁଲେ ଅଟୋମେଟିକ ମ୍ୟୁଟେସନ କଷ୍ଟକର ହେଲେ ବି ସମ୍ଭବପର ହୋଇପାରିବ। ଅଫିସର ମାନଙ୍କର ଦକ୍ଷତା ଓ ନିଷ୍ଠା ଉପରେ ଏହା ନିର୍ଭରଶୀଳ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Amiti Hele sarbasadhara Loka khusihebe ambhemane Sri jaganathnk pakhare karuchu Subaru odishagadhiha tank you
a amemae🎉
ଅନେକ ଲୋକଙ୍କର ପୈତୃକ ସମ୍ପତ୍ତି ଥାଇ ମଧ୍ୟ ତାଙ୍କର କୌଣସି ଆସ୍ତ୍ତିତ୍ତ୍ୱ ନଥାଏ ଏହାର କାରଣ ପକ୍ଷପାତ ଏହାର ସମାଧାନ ହେଲେ କିଛିଟା ଲୋକେ ତ ନ୍ୟାୟ ପାଇପାରିବେ। ଜୟ ଜଗନ୍ନାଥ
ଆପଣ ଙ୍କର ଅଟୋ ମ୍ୟୁଟେସନ୍ ବିଚାର ଟା ବହୁତ ବଢ଼ିଆ ପଦକ୍ଷେପ ! ଆପଣଙ୍କର ବିଚାରକୁ ସତ ଧନ୍ୟବାଦ !
ସ୍ଵାଗତ ଯୋଗ୍ୟ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରି କରିବାପାଇଁ ଅନୁରୋଧ
ମାନନୀୟହେ ରାଜସ୍ବ ମନ୍ତିରୀ
ମୋଜନମ ଖବର ବହୁତ ଜରୁରୀ
ବଯସ ହେଲାଣୀ 72ବରଷ
ମରିମାରୀ ଯିବି ଏବେ ରହିଛିଡର =1
କହିଦେଲେ କୁଳକୁ ଲାଜହେ
ନକହିଲେ କୁଳ ଭାସିଯାଉଛି ଜୋର୍
ତମପାଖେ କହିପାରୁନି ଖବର
ମୁଖ୍ଯମନ୍ତ୍ରୀଙ୍କ ରହିଛି ଯାହାନମ୍ବର =2
ଶୁଣାଣି ବା କେବେ ପାଇବି ଖବର
ନବୀନ ଶାସନର ରହିଛିଡର🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ଶହଶହ ଆବେଦନ ଯେତେ ମୋର
ଶଂଖଗିଳି ପଙ୍କେ କରିଛି ଘର =3
ଭୁଲିନାହି ପୁରୁଣାକଥା ଶରମାବାବୁଙ୍କ ଆଦର
ତ୍ରିପାଠୀବାବୁ ଦେଲେ ନମ୍ବର
ତିନିମାସପାଇଲି ବିଜେପି ପୁସ୍ତକର
ତାପରେ କିଏକଲାକି ଅନାଦର =4
ତତାପି ଗୋପନେ କଲିପ୍ରଚାର
ମୋଶତୃଅର୍ଣ୍ଣେ ଥିଲାଯା'ର ଆଦର
ଜିତାପଟଦେଖି କହନ୍ତି ବିଜେପିର
ଚିରଞ୍ଜିବୀ ହେଉ ମୋଦୀସରକାର =5
ଯୁଦ୍ଧ ଚାଲିଛି ବିଦେଶୀପ୍ରବଳ
ହିନ୍ଦୁଅସୁରକ୍ଷିତ, ଲକ୍ଷଲକ୍ଷ ଜମିରେଘର
ତଥାପି ଗୋପନେ କରନ୍ତି ପ୍ରଚାର
ଯେଉଁଠି ପାରୁଛ ହିନ୍ଦୁଙ୍କୁହିଁ ମାର =6
❤❤❤❤❤❤❤❤❤😂😂❤
🎉🎉🎉🎉🎉🎉🎉🎉🎉🎉🎉🎉
ବର୍ଷ ବର୍ଷ ଧରି ତହସିଲ ରେ ଯେତେ କର୍ମଚାରୀ ବେକାର ଦରମା ନେଉଛନ୍ତି।କିଛି କାମ ହେଉନି।
ଜୟ ଜଗନ୍ନାଥ 🙏🙏🚩🚩
ତଦନ୍ତ କରି କେବଳ ଓଡ଼ିଶାର ବାସିନ୍ଦା ଲୋକଙ୍କୁ ହିଁ ପଟ୍ଟା ପ୍ରଦାନ କରାଯାଉ । ଓଡ଼ିଶାରେ ଜମିଜମା ପାଇଁ ଲୋକ ବହୁତ ହଇରାଣ ହେଉଛନ୍ତି। କାହାର ପଟ୍ଟା ଜମି ମଧ୍ୟ ହଡ଼ପ କାହାର ପଟ୍ଟା ଥାଇ ମଧ୍ୟ ଜମି ରେ କିଛି କରିପାରୁନି ଏମିତି ବହୁତ ସମସ୍ୟା ଅଛି। ସରକାର ତଦନ୍ତ କରିଲେ ସବୁ ଠିକ୍ ହେଇଯିବ।
ଇଟା ଖିଲି ଫେସବୁକରେ ଆମେ ଲେଖୁଛେ ସରକାର ଜନୁଛେକେ ବେକାର ସବୁ ଭାଇ,,,,
ଆମର ବି ଜେଜେବାପା ଙ୍କ ନାମରେ ଜାଗା ଅଛି..ବାପା,ଦାଦା ଚାଲିଗଲେଣି ।କିନ୍ତୁ ଆମ ନାଁ ରେ ହୋଇପାରୁନି..ଆମ ବାପାଙ୍କର ୪ ପୁଅ,ଦାଦାଙ୍କର ୨ ପୁଅ ଭିତରେ ସବୁବେଳେ ଝଗଡ଼ା ହଉଛି (ଏ ସମସ୍ୟା ଶୀଘ୍ର ଦୂର ହେଇଯାଉ)🙏🙏🙏
ଯେଉଁ ବ୍ୟକ୍ତିଙ୍କ ନା ରେ ଯେତିକି ଘର ଓ ଜମି ରହିବା ଦରକାର ସେହି ପରିମାଣ ରେ ଜମି ଭାଗ ମଧ୍ୟ ହେବା ଦରକାର। କାହିଁକି ନା ବଡ଼ ଭାଇ ଭାଗ ବେଶୀ ଉ ସନ କମ Ect ନ ହେଲେ ପ୍ରତ୍ୟେକଟି ପରିବାର ରେ ସମାନ ଭାବରେ ଭାଇ ଭଉଣୀଙ୍କୁ ଭାଗ ମିଳିଲେ ଭଲ ହେବ
କୃଷି ଜମିରେ ଯେତେ ଖତ ସାର ଦେଇ ଧାନ ଚାଷ
କଲେ ମଧ୍ୟ ଜମି ରେ ଗୋଟିଏ ଜଙ୍ଗଲୀ ଧାନ ବି
ହୋଇ ଥାଏ ତାହା ଶସ୍ୟ ଅମଳ ହେଲା ବେଳକୁ
ଜଙ୍ଗଲୀ ଧାନ ସବୁ ଝଡି ଯାଇ ଥାଏ ଅସଲି
ଧାନକୁ ଖତ ସାର ଖାଇ ନଷ୍ଟ କରି ଦେଇ ଥାଏ
ସେହି ପରିମଣିଷ ସମାଜ ରେ ମଧ୍ୟ ଏପରି ମଣିଷ
ଅଛନ୍ତି ଆମ ଦେସ ର ଧନ କୁ ସଦ ବିନି ଯୋଗ
ରେ ଲଗା ଉ ନାହାନ୍ତି ସେପରି ଲଲୋକଙ୍କୁ ଚି଼ହ୍ନଟ
କରି ଅପ ଖର୍ଚ କାରି ମାନଙ୍କୁ ସୁଯୋଗ ରୁ ବଞ୍ଚିତ
କରା ଯାଉ ସେ ମାନଙ୍କୁ ସେ ମାନଂକର କର୍ମ ଫଳ
ଭୋଗି ବାକୁ ଦିଆଯାଉ
୧୯୮୦/୯୦ ପୂର୍ବ ରୁ ଦଲିଲ୍ ମାଧ୍ୟମରେ କିଣା ବିକା ହୋଇ ଥିବା ଜମି ର ପଟା କାହା ନାମରେ ହେବ ? ସେସବୁ ପଟା କିଣି ଥିବା ଲୋକ ନମରେ ସରକାର କେବେ କରି ଵେ ? ବିକି ଥିବା ଲୋକମାନଙ୍କ ନାତି ମାନେ ଜମି ଛଡାଇ ନେବାକୁ ଧମକ ଦେଲେଣି , ଏଥି ପାଇଁ ସଂପୃକ୍ତ ବିଭାଗ ଦାୟୀ
Think katha
Kete kinicha 😅😅😅😅
ଆମର ବରଗଡ ଜିଲ୍ଲାବାସୀ ବାରମ୍ବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଆସୁଥିଲେ ମଧ୍ଯ ମାରୱାଡି ମାନଙ୍କ ସମ୍ମିଳିତ ଉଦ୍ୟମରେ ହାଇକୋର୍ଟ ର ଦ୍ବାରସ୍ଥ ହୋଇ stay order ଆଣୁଛନ୍ତି ଏବଂ ଲେଙ୍ଗୁ ମିଶ୍ର ଛକ ଠାରୁ ନୃଆଁ ବ୍ରିଜ ପର୍ଯ୍ୟନ୍ତ ଜବର ଦଖଲ କରି ଆସୁଛନ୍ତି
ଯେଉଁଠି ଆଇନ ଗତ ସମସ୍ୟା ଥାଏ ସେଇଠି... ଏମିତିକା ବାଲିଗୁଡା ତହସିଲ ରେ ବହୁତ ପଟ୍ଟା ଜମି ଜବରଦସ୍ତ ଦଖଲ କରି ମାଫିଆ ନିଜ ନାମରେ କରିନେଇଛନ୍ତି ସେଇଠି ସରକାର କଣ କରିବେ
Very good👍😊
ଜମି ର ଅସୁବିଧା କୁ ସମାଧାନ କଲେ ଆପଣ
ହିଁ ହେବେ ଓଡ଼ିଶା ର ଅସଲ ମୁଖ୍ୟ ମନ୍ତ୍ରୀ
ଯାହା diglar କରି ଥିଲେ ତାହା ପୂରଣ କରନ୍ତୁ ବିଜୁଳି ବିଲ ମାଗଣା ସୁଭଦ୍ରା ଯୋଜନା 50 ହଜାର ଟଙ୍କା ଆଉ ଭତ୍ତା 3000 ଏବଂ ଚାଷୀ ଧାନ ରେଟ୍ 3100 ଫାଷ୍ଟ ok କର ତାପରେ ଦେଖିବା
Good 👍
ସାର ପ୍ରଧାନମନ୍ତ୍ରୀ ଆବାସଯୋଜନା ଘର ଗୁଡିକକୁ ଗ୍ରାମାଞ୍ଚଳରେ ବି 200000. ଲକ୍ଷ ଟଙ୍କା କରନ୍ତୁ, ସିମେଣ୍ଟ, ରୋଡ, ଏ ମେଟେରିଆଲ ସହରରୁ କିଣି ଆଣିବାକୁ ବହୁତ ଟଙ୍କା ଖର୍ଚ୍ଚ ହୋଇଯାଉଛି, ଏଥିପାଇଁ ଘର ଗୁଡିକ କଂପ୍ଲେଟ ହୋଇପାରୁନି.
ଆଧାର କାର୍ଡରେ ପିତା ନାମ ଥିବା ଦରକାର. ଏହାଦ୍ବାରା ପୁଅ ବା ନାତି ନାମରେ ପଟ୍ଟା ସୁବିଧାରେ ହୋଇପାରିବ.
ମୋର ବାପା ବିୟୋଗ ହୋଇଯାଇଛି କିନ୍ତୁ ଆମେ ଚାରିଭାଇ ଗୋଟେ ଭଉଣୀ ଦୁଇ ଜଣଙ୍କ ନାମରେ ଜମି ପଟ୍ଟା ଅଛି ଆଉ ତିନି ଜଣ ନାମରେ ନାହଁ ଏ କିପରି ହେଲା ଦୟାକରି ଯାଂଚ କରାଯିବା ଉଚିତ
ବହୁତ ଭଲ
Good good like
ଏଇ ସବୁ ସମସ୍ୟା ର ସମାଧାନ ହେଲେ ଲୋକ ମାନେ ନିଶ୍ଚିନ୍ତ ଉନ୍ନତି ହେବେ।
Dil k touch kala 🎉🎉🎉🎉
ଏହା ହେଲେ ଅନେକ ଲୋକ ଲାଭ ପାଇ ବାରମ୍ବାର କୋର୍ଟ ତହସିଲ ଦୋଉଡ଼ିବାରୁ ମୁକ୍ତି ପାଇବେ ।good step by BJP govt
ହଁ ହେଉଛି ପରା ରଙ୍ଗ ବଦଳ ଆଉ ନାମ ବଦଳାଇବା ହେଇ ନ ଥିଲା ହେଉଛି 😫
ଭାଗଚାଷୀ ପାଇଁ ଭଳ ସୁବିଧା କରାଯାଉ❤
ଚନ୍ଦକା ଅଞ୍ଚଳରେ ୬୦ ବର୍ଷ ଧରି ୮୦ ପରିବାର ଅଛନ୍ତି ପଟା ମିଳୁନାହିଁ ଗାଁ ଫିରିକିନାଳୀ ସାହାଯ୍ୟ କରନ୍ତୁ ସାର୍
Very good steps.🎉
ଦୀର୍ଘ ଦିନ ତଳେ ଜମି ପାସବୁକ୍ ଦିଆଜଆଇଥିଲା ଯେଉ ଥିରେ ଜମି ମାଲିକ ସହିତ ଉତରାଧିକରିଙ୍କ୍ ନାମ ରେକର୍ଡ କରାଯାଇଥିଲା ତାହାକୁ କାର୍ଯ୍ୟ କାରି କରାଗଲେ ମ୍ଵୁତସନ୍ ପାଇଁ ତହସିଲଦାର୍ଙ୍କ ପାଖକୁ ଯିବକୁ ପଡିବ ନାହିଁ
ବହୁତ ବଢିଆ ନିଷ୍ପତ୍ତି
ପ୍ରତ୍ୟେକ ଅକେସନ ଠିକ୍
କାର୍ଯ୍ୟ କରାଯିବା ଦରକାର୍
ଆପଣଙ୍କୁ ଅଭିନନ୍ଦନ
Bahut bhala katha 👍
ଲୋକ ଅଧିକ ଜମୀ ରଖି କିଛି ଚାଷ କରୁ ନାହାଁନ୍ତି ସେ ମାନଙ୍କ ଠାରୁ ମୋଟା ଅଙ୍କରେ ଟିକସ ଆଦାୟ କରନ୍ତୁ ସାପ ମରିବ ନାହିଁ ବାଡି ଭାଙ୍ଗିବ ନାହିଁ
ଏହାରାଜ୍ୟସରକାରବଡପଦକ୍ଷେପନେଇଥିବାରୁସରକାରଙ୍କୁଧନ୍ୟବାଦ ଚକବନ୍ଦୀ ଜମିରସମାଧାନକରିଲେବହୂଉପକାଋହେବ
ମାଟି ଘର ଯେମିତି ଭଲ ହବ ପକା ଘରକୁ କାଟିବ ଚେ଼ଷ୍ଟା କରନ୍ତୁ
ସରକାର ନିଜେ Objectionable ଜମି ରେ ଘର କରି ଥିଲେ, ତାହା କଣ ହେବ?
ଭୁବନେଶ୍ୱର ରେ ଆଗ ଭଙ୍ଗା ଯାଉ, ,ନିଜେ ରହୁଛନ୍ତି ଆଉ ଭଡ଼ା ବି ଲଗାଉଛନ୍ତି,
2029 ସୁଦ୍ଧା ନୁହେଁ 2 ର୍ବଷ ସୁଦ୍ଧା ଘରକରାଜାଉ 🏠 ଢିଅ ପଟ୍ଟା ଆଗ ଜଲଦି ଦିଆଜାଉ
ଅନେକ ଦିନରୁ ଜମି ବନ୍ଦୋବସ୍ତ ହୋଇନି. ଦୟାକରି ଜମି ବନ୍ଦୋବସ୍ତ settlement କରନ୍ତୁ .
Super
ଯେଉଁ settlement ଆଜିପର୍ଯ୍ୟନ୍ତ ହେଉନଥିଲା, settlement କଲେ ଜମି ରେକର୍ଡ ଠିକ ହୋଇଯିବ.
ସ୍ବାଗତଯୋଗ୍ୟ ପଦକ୍ଷେପ
Bahuta bhala katha
ବହୁତ୍ ବଢିଆ ପଦକ୍ଷେପ ନେବାକୁ ଯାଉଛନ ଭଳିଆ ଲାଗୁଛେ ତ....
ଆପଣ କହିବା ଅନୁସାରେ କାର୍ଯ୍ୟ କରିବା ଦରକାର, ଆଜକୁ ଦୀର୍ଘ ଦିନ ର ସମୟ ଅପେକ୍ଷା ରେ ଓଡ଼ିଶା ର ପ୍ରତ୍ୟେକ କୋଣରେ
Bahut sunder padakhyepa
କଣ ପାଇଁ ଘର ଭାଙ୍ଗୁଛନ୍ତି ଗରିବ ଲୁକ ମାନଙ୍କର ସେଘର ନଭଂଗିକି ସେଇଗରିବାକୁ ସେଇଜାଗାରେ 4 ଡ଼ିସିମିଲି ପଟା ଦିଆ ଯାଉ ଦେଲେ ସେଇଘର ରହିବ ଜାଗାବି ମିଳିବ ଗରିବକୁ ଥରେ ଭାବିକି କର
Corruption ବନ୍ଦ କରି ପାରିଲେ ହେଲା ଅଫିସର ମାନେ ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି
ଭଲ❤❤❤❤❤
ପଟା ତିଆରିହେବାର ବହୁତ ବରଷ ହେଲା, କିସମ ଆଟ ଅଛେ, ମାତ୍ର ବେର୍ନା ହେଲାନେ,।ଧାନ ଚାଷ ହେଉଥିଲେବି ମଣ୍ଡି ଥି ଗନତି ନେଇହେବ ର ,ଇଥିରକାଜେ ଚାଷୀଙ୍କ ଅସୁବିଧା ଦୂରକରିବା ବାଟ କଲେ ଖୁବ ଭଲହେବା ।
Suresh pujahari 💕👌🙏
R I ଏବଂ ତହସିଲଦାର ଲୋକଙ୍କୁ ବେଶୀ ହଇରାଣ କରୁଛନ୍ତି l
ଗରିବ ମାନଙ୍କୁ 4ଏକର ଜାଗା ଦିଆଯାଉ
ମହାମାନ୍ଯ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ମହାଶୟ ଆମର ବରଗଡ ଜିଲ୍ଲାର ଜବର ଦଖଲ ମାରୱାଡି ପଡା ଲେଙ୍ଗୁ ମିଶ୍ର ଛକ ଠାରୁ ନୂଆଁ ଜିରା ବ୍ରିଜ ପର୍ଯନ୍ତ ଜବର ଦଖଲ ଉଚ୍ଛେଦ କେବେ ହେବ । ଦୀର୍ଘ ପଚିଶ ବର୍ଷର B J D ଶାସନ କାଳରେ ବରଗଡ ଜିଲ୍ଲାର ଅଧିବାସୀ କୋଟର ଦ୍ବାରସ୍ଥ ହୋଇଥିଲେ ମଧ୍ଯ ଜବର ଦଖଲର ଉଚ୍ଛେଦ ସାଧନ ହୋଇପାରିଲା ନାହିଁ ।ଯଦି ମୋହନ ମାଝିଙ୍କ ନେତୃତ୍ବରେ B J P ଶାସନ କାଳରେ ବରଗଡ ଲେଙ୍ଗୁ ମିଶ୍ର ଛକ ଠାରୂ ନୃଆଁ ଜିରା ବ୍ରିଜ ପର୍ଯନ୍ତ ଜବର ଦଖଲର ଉଚ୍ଛେଦ ସାଧନ କରାଗଲେ ,ବରଗଡ ଜିଲ୍ଲାବାସୀ ଧନ୍ୟବାଦ ଦେବାସହିତ ,ମୋହନ ମାଝିଙ୍କ ନାମରେ ଜୟ ଜୟ କାର ଧ୍ବନି ରେ ବରଗଡ ଜିଲ୍ଲାବାସୀ ସାରା ଜିଲ୍ଲା ପ୍ରକମ୍ପିତ ହୋଇଉଠନ୍ତା ।ତତ୍ସହିତ B J P MLA ,ଏବଂ MP କୁ ଜିତାଇବାର ଲାଭ ମିଳିବା ସହିତ ବରଗଡ ଜିଲ୍ଲାବାସୀଙ୍କ ପ୍ରତି ପ୍ରାଣେ ଖୁସିର ଲହରି ଖେଳିଯାଆନତା ଯେହେତୁ ବରଗଡର ଓକିଲ ସଂଘ, ଟ୍ରାନ୍ସପୋର୍ଟ ସଂଘ, ବେପାରୀ ସଂଘ,ବଜରଙ୍ଗ ଦଳ,ସମସ୍ତ ଯୂବକ ସଂଘ,ଅଟୋ ରିକ୍ସା ସଂଘ,ଟ୍ରକ,କାର ଏସୋସିଏସନ ମାଳିକ ସଂଘ, ଚାକିରୀଆ, କୁଳିମଜୁରିଆ N A Cର କାର୍ଯ୍ଯକର୍ତ୍ତାଙ୍କ ଇତ୍ୟାଦି ସମ୍ମିଳିତ ସହଯୋଗରେ ବାରମ୍ବାର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଅକୃତକାର୍ଯ୍ୟ ହୋଇଛନ୍ତି ।
Good ❤❤❤
ହଁ ଦେଖୁଛୁ 100000 ଟଙ୍କା ରେ ଘର 1 ହେଇ ଯିବ
Bahut dina pare bhala news ta dekhaila bhaskar news
Good system . Congratulations to new govt .
ଅଧିକ କହନା ଆଗ କାମ କର,,,, ନଚେତ ଲୋକ ,,,,,
ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
ଭାଗହେଇପାରୁନି
ଆଗ ଯେଉଁ ଜାଗା କୋର୍ଟ ଅରଡ ଅଛି ତାକୁ ଆଗ ଦଖଲ ଦିଆଯାଉ। ଦୁଇଟି କାମ ହେଲେ ଅନେକ ଗରିବ ଅସହାୟ ମହିଳା ଓ ବିଧବା ମହିଳା ନ୍ୟାୟ ପାଇବେ।ସେ ଦୁଇ କାମ ହେଉଛି ପୋଲିସ ଓ ତହସିଲ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ। ଉତ୍ତରାଧିକାରୀ ରୁ ତ ଆରାହୀ ନାମ କାଟିଦେଉଛି। ଯଦି ମୋହନ ସରକାର ମହାଶୟ ମୋ କେଶ୍ ତଦନ୍ତ କରିବେ ତାଙ୍କୁ ସବୁ ଅପରାଧ ବିଷୟରେ ମୋ କେଶ୍ ରୁ ସୁରାଗ ମିଳିଯିବ। ମୋର ଏତେ ସମସ୍ଯା ମୋ ଦିଅର ମୋ ପାଇଁ ସୃଷ୍ଟି କରିଛି ତା ଯେମିତି ଆଉ କୈାଣସି ବିଧବା ମହିଳା ନ ଭୋଗନ୍ତୁ ।
Maa mu v Jane Widow.mote mo swasura nka ghare ta rahibaku jaga nahi.au mo diara mo jami jama sabu hateibaku basichhi.mote laguchhi tuma au mora saman abasta.Mohan Babu ama bhali garib tatha widow mananku nyaya diantu.mo sasu nka ghara loke mo prati au mora aka matra jhia prati bahut anyaya karuchhanti.a papi manankara bichara kebe heba kejani.kie amaku nyaya deba😂😂😂
ଆଗରୁ ଅଛି, ଏଇଟା ନୁଆଁ ନୁହେଁ.......
ଏତେ ସପନ କୁ ରାତି କାହିଁ .ଯାହା ତ କହିଲେ ତାକୁ ଏ ଯାଏଁ ନା ଗନ୍ଧ ନାହିଁ .ଭାଷଣ କମ କାମ ବେଶି କର .
Very Good 👍🏻👍🏻
Very good decision sir
ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କରନ୍ତୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ।
ଜେଉ ନକ୍ସା ଭୁଲ ଅଛି ସଂଶୋଧନ କର
ଜମି ପଟ୍ଟା ମାନେ ସବୁ ଗୋଟିଏ ଜାଗାରେ ଅଛି ଲୋକ ମାନେ ମାଡ଼ ପିଟ ହେଉଛନ୍ତି ସରକାର ଏହାକୁ ଭାଗ କରି ଦେବା ଦରକାର
Sir apnaku bahut dhanabbad 🎉🙏
Super idea.
Jay cm mohan jee, Jay Suresh jee.
ମୋହନ ସରକାର ଯୋଗ୍ୟ ସରକାର
Kapilsahani amveryhappy
Thanks cm Mr mohan sir🙏
Super Mohan Majhi CM 🎉🎉🎉🎉❤❤❤
Best step.
ଏଇ କାମ.2025 ରେ ହେବାକଥା ସର୍❤
Excellent terms and conditions
ସାର ବହୁତ ଜମି ଦସ୍ତାବିଜ ରେ ରହି ଛି ପଟା ହେଇ ପାରୁନି
very good sir
Thanks Mohan Sarkar
ଗରିବଙ୍କୁ ପ୍ରଥମେ 4 dismal ଜାଗା ଦେଇ ଘର କରିକି ତା ଘରକୁ ଭାଙ୍ଗିଲେ ଭଲ ହୁଅନ୍ତା
Good mahan sarkar 🎉🎉🙏🙏
Ati sundar
Naci
Thank you sir ❤❤❤
Good very good sir