Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Video ta bhala lagila
Jagadishmajhi❤❤❤❤🎉
Awesome
❤❤Chatuchasa. Bhala❤❤❤❤❤
ଖରା ଦିନରେ ପାଣି ହେବକି ସାର
ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା
ଭାଇ ଛତୁ ମଞ୍ଜି କେମିତି ପାଇବା ଆପଣଙ୍କ ଚାଷ ପ୍ରଣାଳୀ ଉତ୍କୃଷ୍ଟ ଅଟେ l
ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ
ଛତୁ ମଞ୍ଜି କୁ ଭାଙ୍ଗିଲାବେଳେ ସେଗୁଡିକ ଝୁର ଝୁର ହୋଇଯାଉଛି ଏଥିରୁ ଜଣାଯାଏ ଯେଉଁ ଛତୁ ମଞ୍ଜି ଆଣୁଛୁ ତାହା ବୋଧେ ଠିକ ମଞ୍ଜି ନୁହେଁ? ଅସାଧୁ ବ୍ୟବସାୟୀ ବୋଧେ ଏଭଳି ମଞ୍ଜି ବିକିଥାଇପାରନ୍ତି , ଆପଣ ତ ଛୋଟ ଛୋଟ ଖଣ୍ଡ କରି ମଞ୍ଜି ବେଡ଼ରେ ଥୋଉଛନ୍ତି ଆମେ ବଡଖଣ୍ଡ କଲେବି ଝୁରଝୁରା ହୋଇଯାଉଛି , ଭଲ ମଞ୍ଜି କେଉଁଠୁ ମିଳିବ , ମୁ ଜଗତସିଂହପୁର ରୁ କହୁଛି ,
🙏👍👍👍👍
Bhuta bhala❤
Very nice
ସୁପର୍
Very good
Super
Very nice farmer ❤❤❤❤❤
ଭାଇ ଆଜିର ଭିଦିଓରୂ କିଛି ଶିଖିବାକୁ ମିଳିଲା❤ ଧନ୍ୟବାଦ୍,ଏହି ମାସରେ ଛତୁ କଲେ ହେବକି,?
ମାର୍ଚ୍ଚ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଛତୁ ଚାଷ କରାଯାଏ। ଏହା ପରେ ଧିଙ୍ଗିରି ଛତୁ ଚାଷ କରାଯାଏ
Nice bro
Nice 👍👍👍👍👍
👌🏻👌🏻👌🏻
Good very good
Very good👍
Wow kete chhatu,,,¡!!!!😮😮😮❤❤❤
Bhala lagla toaar karuchha
Good short odisha
ଭାଇ ଆଉ ଥରେ ଛତୁ ଚାଷ ଭିଡିଓ ଦିଅନ୍ତୁ, ଆମେ କରିବାକୁ ଚାହୁଁଛୁ,
Very nice video 👏.I want to do it.From where I get chhatu manji ? Young generation follow this.
Dhanyabad
Very good Manji kethi miliba janatu
👌👌👌👌
Vaye ame chatu Manji kauthu payebu vaye
❤❤❤❤
New suscriber
Vala production bhai mu daily video dekhuchi auu chatu chasa karuchhi
🌄ଛତୁ ତୋଳିବାପାଇଁ କଇଞ୍ଚି ବ୍ୟବହାର କଲେ ଛୋଟ କଢ଼ ନଷ୍ଟ ହେବନାହିଁ ।🌷 ଅଧିକ ଦିନ ଅମଳ ହେବ ।🎉
କଇଁଚି ବ୍ୟବହାର କରାଯାଏ ନାହିଁ କାରଣ ମୂଳ ଛତୁର ଓଜନ ବଢ଼ାଇ ଥାଏ ।
Bhahut bhalo Thanks ❤❤
Vala.majikeutti.mile
Verigood
Bhai apna bahut apna bahut bhav hai mujhe pahchanti
Munakandel ❤🎉😮gud.aida
୧୨ ଦିନ ପରେ ପଲିଥିନ ଘୋଡ଼େଇ ରଖିବା ନା ପୁରା କାଢି ଦେଲେ ଚଳିବ।
ଛତୁ ଫୁଟିବା ପର୍ଯ୍ୟନ୍ତ ରହିବ
😊y
ଭାଇ ଗୋଟିଏ ବେଡ୍ ରେ କେତେ କିଲୋ ହେଇ ବ
Bhai apna hi Puri
Nice
Mu bi chhotu bed korithili chhotu heichhi
ଛତୁ ମଞ୍ଜି କେମି ତି ମିଳିବ ଆ ମେବି ଚାଶ କରି ବୁ❤❤
ଏବେ ଏହି ଛତୁ ଚାଷ କରିବାର ସମୟ ସରିଗଲାଣି ପୁଣି ମାର୍ଚ୍ଚ ରୁ ଆରମ୍ଭ ହେବ
Aapana keun jagannath ru ACHHANTI, mob.no dele bhala huanta. ,aapananka video bahuta bhala lagila. Bujhaai bara saili bahoota bhala. SIR , MU BHILAI ,CHHATTISHGARH RU DEKHUCHHI. AAPANANKU BAHOOTA DHANYABAAD.
Kau prakar chhatu manji darkar
Thank you bhai
Chotu ମୋଞ୍ଜି ମଜିରେ ଦେବା khata nuo
V
Vc
Chatumank
Please give me Teri Kasam
Lllklllllllllllllllllllllllllllllllllll@@damudarsahoo5102
Sir mu bi chatu chasa kariba arambha karuchi
Sir ଛାତ ଉପରେ କେମିତି ହେବ
Very good ❤❤
ଭଲ ଛତୁ ମଞୀ କେମିତି ପାଇଵୁ
I am verry interesting bro 👌
chatu chadha pain manji milu nahi, bepari mane nakali manji thaku chha nti, dhanyavaad ,
ଏହି ଛତୁଚାଷ ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କରାଯାଏ
୩୦ ବିଡ଼ା ନଡ଼ା ରେ କେତେ କିଲୋ ଛତୁ। ହେଲା?
2.5kg plus
Thanks
Chatu manji ame pai parunu kruthi paibu sir
Osad dokan re
ଏବେ ଛତୁ ମଞ୍ଜି market ରେ ବି ମିଳୁଚି।flipcart,amazan ରୁ ଅର୍ଡର କରି ପାରିବେ। ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ଛତୁ ବିକ୍ରେତାଙ୍କ ସହ ଯୋଗାଯୋଗ କରନ୍ତୁ
ଏଇ ବେଡ଼ ରୁ କେତେ kg ଛତୁ ଅମଳ ହବ ?
ପାଖା ପାଖି ୨.୮୦୦ kg ରୁ ଅଧିକ
ଭାଇ ମଞୀ କେମିତି ମିଳିବ
7381217904
Mu horticulture dept re achi
Sir chhatu manji aame kauthu paiba se bisayare tike janantu.
Amazon flipkart ro monji re thik chotu hebo @@debanjanagardening3636
Good thankyou sir, where do we get mushroom sperms ❓❓❓
Thanks sir.
mo pakhaku asa keta naba manji
Good advice for unemployment A source of income Many many Thanks
ଭାଈ ଛତୁ ମଞୀ କେମିତୀ ମିଲୀଵ
ମୋ ଘର ବାଲେଶ୍ୱର ରେ
@@debanjanagardening3636 Mo ghara bi balasore. Kaunthi miliba manji ?
thank you for your teaching. please say how to get chhatu seeds and where.
Jj
ସାର୍ ଶୀତ ଦିନରେ ଛତୁ ଚାଷ ଉପଯୋଗୀ କି ନାହିଁ
ଶୀତ ଦିନେ ପାଳ ଛତୁ ଚାଷ କରାଯାଏ ନାହିଁ କିନ୍ତୁ ଧିଙ୍ଗିରି ଛତୁ ଚାଷ କରାଯାଏ। ଧିଙ୍ଗିରି ଛତୁ ଚାଷ ପାଇଁ ପ୍ରକୃତ ସମୟ ହେଉଛି ଶୀତ ଦିନ । ଯେତେ ଅଧିକ ଥଣ୍ଡା ହେବ ଛତୁ ସେତେ ଅଧିକ ଅମଳ ହେବ।
Hii
Kete kg baharila kete nadaru
Mun bi Chhatu karuchhi
Bhai amaku chatu chasa bisayre janibarachi
ମୟୁରଭଞ୍ଜ ଜିଲ୍ଲାରେ କୋଉଠି ଛତୁ ମଞ୍ଜି ମିଳୁଛି କହିବେକି
Baripada,re
ଛତୁ ସରିଲପେ ସେ କୁଟା କୁ କଣ କରୁଛ ଭାଇ ଟିକେ ଜାଣନ୍ତୁ ବହୁତ ବହୁତ ଧନ୍ୟବାଦ
କମ୍ପୋଷ୍ଟ ତିଆରି କରିପାରିବେ। ନହେଲେ ଗୋଟିଏ ଜାଗାରେ ଠୁଳ କରି ରଖିଲେ ସେଥିରେ ପୁଣି ଛତୁ ଫୁଟିବ।ମୋ channel ରେ ଭିଡିଓ ଅଛି ଦେଖନ୍ତୁ
Climate what type is required
Temparature 30° plus
Chatu monji kauti miliba
Chotu monji kamiti paeba
12ru 15 dina re kete samaya jari dema
ସାତ ଦିନ ପରେ ପଲିଥିନ୍ ଖୋଲା ହେବ ସକାଳ ଆଠଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ପୁଣି ପଲିଥିନ୍ ଘୋଡ଼ାଇ ରଖାଯିବା ଏମିତି ଛତୁ ହେବା ପର୍ଯ୍ୟନ୍ତ। ପ୍ରଥମ ସାତ ଦିନ ପର୍ଯ୍ୟନ୍ତ ପଲିଥିନ୍ ଖୋଲା ହେବ ନାହିଁ।
Kete shamay palthili kholiba
ଭଲ ଛତୁ ମଞ୍ଜି କୋଉଠୁ ମିଳିବ
Bhai 1 bed ru 500 ru 600 gram vitare amala hauchi adhika kemiti haba
ନରମ ନଡ଼ା ବ୍ୟବହାର କରିବେ
@@debanjanagardening3636 huu
Bhai chatu bed re sagudana valia pin asilani kintu bed tike sukhila laguchi abe pani dela pin pachijiba na dine 2 dina pare dia haba
Thankyou matlab Sikandar
ବେଡ଼ ଟିରୁ କେତେ ଛତୁ ବାହାରିଲା ଟିକେ ଜଣାଇଥିଲେ ଭଲ ହୋଇଥାନ୍ତା
ପାଖା ପାଖି ତିନିkg
Assam are dekho ji
ଭାଇ ଗରମ ଦିନରବି ଚାଷ କରିହବ
March ru October paryanta chasa kara Jaye
Phula chhatare chhatu chasa heiparibaki,plz reply
Very good farming brother
Sita dinare chhatu chasha kale jhana ra aga mula na katile chhatu bhala haba ta. Gote bed ru kete chhatu miliba.
ମାର୍ଚ୍ଚ ମାସକୁ ଚାଷ ଆରମ୍ଭ ହୋଇ ଅକଟୋବର ରେ ଶେଷ ହୁଏ। ଶୀତ ଦିନରେ ପାଳ ଛତୁ ହେବ ନାହିଁ
Chatu kauathi miliba
Ghara bhirare haba ki
ଅମଳ କମ୍ ଆସିବ
Bhai, tama, ghara, kauthai, amra, chatubhari, pashata
Bhai manji kemiti miliba
ଯଦି ଆପଣଙ୍କ ଘର ପାଖା ପାଖି କେହି ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ ହୋଟିକଳଚର୍ ଅଫିସ୍ ରେ ଯୋଗା ଯୋଗ କରନ୍ତୁ। ଏବେ ମାର୍କେଟ ରେ ବି ମିଳୁଚି।flipcart,amazan ରେ ବି ମିଳୁଚି।
Chhatu chasa
Sir chotu mojni kouthi miluchi masege re kuhontu.
ଏବେ ପାଳ ଛତୁ ଚାଷ ର ସମୟ ସରି ଯାଇଛି। ଛତୁ ଚଷି ମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହିତ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ।(Flipcart,amazan) ରୁ ବି ମିଳୁଚି।
Baripada murga badi gulei
Bhai moji kouthi miluchi
Chatu bij kha milta hai
Chhotu manji kauthi mile
ପାଖା ପାଖି ଅଂଚଳରେ ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। ଏବେ ଅନଲାଇନ୍ ରେ ବି ମିଳୁଚି କିନ୍ତୁ ସଠିକ୍ ଜିନିଷ ମିଳିବ କି ନାହିଁ ସେ କଥା କହି ହେବ ନାହିଁ। ଛତୁ ଚାଷୀ ବା ବ୍ଲକ୍ ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ
Pecket manji bhala na Kacha bottle bhala ,kahibe tike.
କାଚ ବେଷ୍ଟ୍
କାଚ ଓ ପେକେଟ ଦୁଇଟା ଭଲ। ବୋଟଲ ମଞ୍ଜି ଅଧିକ ଦିନ ପର୍ଯ୍ୟନ୍ତ ରହେ

Bhahut bhalo
Thanks ❤❤

Good advice for unemployment
A source of income
Many many Thanks