Mo Gaan Aji Sahara Sahara Basuchi..(ମୋ ଗାଁ ଆଜି ସହର ସହର ବାସୁଛି)SAM MUSIC|| Manash|| Saumitri||

Поделиться
HTML-код
  • Опубликовано: 21 ноя 2024

Комментарии • 2,4 тыс.

  • @sa3565
    @sa3565  4 года назад +510

    ଧନ୍ୟବାଦ ।।ଅଶେଷ ଧନ୍ୟବାଦ,ଆପଣ ଏହି ଗୀତ ଟିକୁ ଭଲ ପାଇଥିବା ରୁ।।
    ସୌମିତ୍ରୀ ପଲାଇ।।ମାନସ ପଢ଼ିଆରୀ।।

    • @PKodisha
      @PKodisha 4 года назад +19

      ସାର୍ ମୁଁ ଆପଣଙ୍କ ଅଡିଓ ରେ ଭିଡିଓ ବନେଇ ପରିବିକି ।ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ।ତେବେ ମୁଁ ଆପଣଙ୍କ ଅଡିଓ ରେ ମୋ ନିଜର କିଛି ଅନୁଭୂତି ଲୋକ ଲୋଚନକୁ ଆଣିବାକୁ ଚାହୁଁଚି ।ଦୟା କରି ଆପଣଙ୍କ ମତ ଦିଅନ୍ତୁ 🙏🙏🙏🙏#PKodisha

    • @sa3565
      @sa3565  4 года назад +8

      @@PKodisha ..ok🙏

    • @PKodisha
      @PKodisha 4 года назад +6

      @@sa3565 ଧନ୍ୟବାଦ୍ ସାର୍ 🙏🙏🙏

    • @bikashchandramangaraj5279
      @bikashchandramangaraj5279 4 года назад +4

      Mu se video dekhibaku chnhuchi.
      Mate se link ta shere kara.

    • @PKodisha
      @PKodisha 4 года назад +2

      @@bikashchandramangaraj5279 ebe parjayanta karini apananka permission first magithili ....

  • @susantakumarpradhan576
    @susantakumarpradhan576 4 года назад +310

    ଏ ସଙ୍ଗୀତରେ ପ୍ରତେକଟି ଶବ୍ଦ ଆମ ଓଡ଼ିଆ ମାନଙ୍କ ଜୀବନ ଓ ସଂସ୍କୃକି ସହିତ ଜଡିତ ହୋଇ ରହିଛି ହେଲେ ଏ ସବୁ ଆଜିର ଏ ଆଧୁନିକ ସମୟରେ ସତେ ଯେମିତି ଲିଭି ଲିଭି ଯାଉଛି। ଆଉ ଏ ସଂଗୀତ ଶୁଣିଲା ପରେ ସତେ ଯେମିତି ଲାଗୁଛି ଆମ ସଂକୃତି ଜୀବନ୍ତ ପାଇଗଲା । ଏ ସଙ୍ଗୀତର ପ୍ରତେକଟି ଶବ୍ଦ ହୃଦୟ ସ୍ପଶ୍ରୀ।

  • @pintudas-yr8te
    @pintudas-yr8te 3 года назад +284

    ଦୁନିଆର ଯେତେ ସୁନ୍ଦର୍ ଜାଗାକୁ ଗଲେ ମଧ୍ୟ ଗାଁର ମଜା କୋଉଠି ବି ମିଳେନି 😭🙏

  • @sambitkumarmohapatra6969
    @sambitkumarmohapatra6969 Год назад +6

    ଏ ଗୀତ ଶୁଣି ମୋ ପିଲା ଦିନର ସବୁ ସ୍ମୃତି ମନେ ପକେଇ ଦେଲା । ଆଖିରୁ କେତେବେଳେ ଲୁହ ଆସିଗଲା ଜଣା ପଡ଼ିଲାନହି 🥺
    ବହୁତ୍ ବଢିଆ ଗୀତ ଟିଏ 😢❤️‍🩹

  • @ajayakumarrana7084
    @ajayakumarrana7084 4 года назад +127

    ଗୀତଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ। ଧନ୍ୟବାଦ୍ ଗୀତିକାର ଓ ସଂଗୀତକାର ଙ୍କୁ। ବହୁତ ଦିନ ପରେ ଗୋଟେ ଆଖିରୁ ଲୁହ ଆସିଗଲା ଭଳି ଗୀତ।

  • @Manojmajhi07
    @Manojmajhi07 10 месяцев назад +15

    2024 ରେ ❤️❤️❤️❤️❤️ଶୁଣୁଛୁ

  • @a.k.pradhanmr.pradhan2448
    @a.k.pradhanmr.pradhan2448 4 года назад +181

    ଆଜି ସେଇ ଗାଁ ମୁହାଁ ହେଉଛନ୍ତି କିଛି ଲୋକ,
    ଗାଁ ମାଟି କେବେ ପର କରେନି, ପର କରିଦେଇଛୁ ଆମେ ମାନେ,
    ତା ପ୍ରେମ ଆଜି ବି ମନେ ପଡେ ମୋ ଗାଁ ମାଟି

  • @AMVISIONOdia
    @AMVISIONOdia 4 года назад +5

    ବହୁତ ବଢିଆ ....

  • @mantubehera909
    @mantubehera909 6 лет назад +478

    ଏ ଗୀତ ଶୁଣି ଆଖିରେ ଲୁହ ଭରିଗଲା ଭାଇ। ସତରେ ଏଇ ଗୀତ ବହୁତ ହୃଦୟସ୍ପର୍ଶୀ । ଆଉ ନାହିଁ ଗାଁ ର ସେଇ ପିଲାଦିନ,କ୍ରିକେଟ,କୂଆବାଡ଼ି, ବାଟି, ଖେଳ।ଗାଁ କୁ ଗଲେ ଯାହାକୁ ଦେଖିବା ଖାଲି ମୋବାଇଲ ଧରି ଚିପୁଥିବେ।ଆଉ ଆପଣ ଙ୍କ ଗୀତ ବହୁତ ବଢିଆ ଲାଗିଲା ।ମତେ ବହୁତ କାନ୍ଦ ଲାଗିଲା ଭାଇ।😢😢😢😭😭😭

  • @chandrakantimadhei1005
    @chandrakantimadhei1005 Год назад +1

    ସତରେ ଖୁବ୍ ମର୍ମସ୍ପର୍ଶୀ ସଙ୍ଗୀତ ଟିଏ ହୃଦୟକୁ ଅଚିରେ ଛୁଇଁ ଗଲା ଅତୀତର ସ୍ମୃତି କୁ ରୋମନ୍ଥନ କରି ଆଖିରେ ଲୁହ ଭରିଦେଲା।ଆଉ ନୀରବରେ ମନ ପ୍ରଶ୍ନ କଲା ସତରେ କ'ଣ ଆଉ ସେ ସୁନାଝରା ଦିନ ଆସିବନି???? ଗୀତିକାର ଓ ଗାୟକ ମହାଶୟଙ୍କୁ ଅୟୂତ କୋଟି ଧନ୍ୟବାଦ ଏବଂ ପ୍ରଣାମ ଜଣାଉଛି ।🙏🙏🙏🙏

  • @healingfakir4346
    @healingfakir4346 2 года назад +20

    ଗାଁର ମରି ଥିବା ବୁଢ଼ା ଲୋକ ଙ୍କ କଥା ମନେ ପଡ଼ୁଚି
    ଏ ଗୀତ ଶୁଣିଲା ପରେ

  • @omprakashpanda44
    @omprakashpanda44 4 года назад +142

    ଗୀତ ଟା ଶୁଣିଲା ପରେ ଗାଁ ର କଥା ମନେ ପଡୁଛି, କେମିତି ଗାଁ କୁ ଜଲଦୀ ଯିବି,ବହୁତ୍ ସୁନ୍ଦର ଗୀତ🙏

    • @debaprasadsingh8263
      @debaprasadsingh8263 3 года назад +7

      Satare gaan opare tiari hoi thiba sabu gita madhyaru eha eka best gita. Sunila bele gaan katha bahut mane paduchhi

    • @sanoofficial4834
      @sanoofficial4834 2 года назад +2

      Mu b jibi ghoroku 1yr heigola jaini

    • @sankardakua99
      @sankardakua99 2 года назад +2

      ଗାଁ ହଉଚି ଗାଁ, ବହୁତ ସୁନ୍ଦର ଗୀତ 🙏🙏🙏

    • @sankardakua99
      @sankardakua99 2 года назад +1

      😍😍😍😍❤️❤️❤️

    • @amritkumarsahoo8783
      @amritkumarsahoo8783 2 года назад

      Baharaku asila pare gaan katha vari mane pade

  • @nkgiri107
    @nkgiri107 4 года назад +42

    ବହୁତ ସୁନ୍ଦର ଭାବରେ ସଂଗୀତ ଉପସ୍ଥାପନା କରା ଯାଇଛି ହୃଦୟ କୁ ଛୁଇଁଯାଉଛି

  • @dinabandhupanda8105
    @dinabandhupanda8105 2 года назад +10

    ସତରେ ଆଖିରେ ଲୁହ ଆସିଗଲା....😭😭😭
    ମୁଁ ନିଶ୍ଚୟ ଏ ଗୀତ ଗାଇବି...♥️♥️♥️

  • @jyotiprakashbugudei706
    @jyotiprakashbugudei706 3 года назад +2

    Satare sir aae song sunila pare akhi ru luha aasigala ❤️❤️❤️❤️❤️❤️🙏

  • @s.pheart5358
    @s.pheart5358 4 года назад +84

    ଆଜି ବହୁତ ମନେ ପଡୁଛି ତୋ କଥା ଆଉ ବୋଉ କଥା 😭😭😭😭😭😭 ହେ ଠାକୁର ମତେ ପୁଣି ଛୋଟ ପିଲା କରି ଦିୟ 🙏🙏🙏🙏🙏

  • @ranirani-yk8nd
    @ranirani-yk8nd Год назад +5

    ସତରେ ବହୁତି ସୁନ୍ଦର ଆଉ ଗୀତ ଟିଏ ଶୁଣିବାକୁ ଆନନ୍ଦ ରେ ମନ ଭରି ଯାଉଛି, life ରେ ଏ ଗୀତ ଶୁଣି ନ ଥିଲି, 🙏🙏🙏🙏

  • @basantakumar9252
    @basantakumar9252 3 года назад +30

    ଅଶେଷ ଅଶେଷ ଧନ୍ୟବାଦ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ଟିଏ ପାଇଁ❤️❤️❤️❤️

  • @BIPUNBIPIN
    @BIPUNBIPIN 2 года назад +3

    ଗୀତର ଲେଖା ଅତି ସୁନ୍ଦର ଏବଂ ଭାଷା ଅର୍ଥ ସବୁଠୁ ବେଷ୍ଟ👍 ବହୁତ୍ ଭଲ ଲାଗିଲା ଗୀତ ।ଚମାତ୍କର👍

  • @somnathsabar9809
    @somnathsabar9809 3 года назад +1

    Jete sunilebi aau suni baku ichha hauchi bahut sundar....

  • @rinaraniswain5007
    @rinaraniswain5007 2 года назад +2

    👌👌wow ki sundar gita mana Santi heigala suniki..

  • @rakeshbhuyan9200
    @rakeshbhuyan9200 6 лет назад +267

    ଅତି ହୃଦୟସ୍ପର୍ଶୀ ସଙ୍ଗୀତ।
    ଆମ ସଂସ୍କୃତି ଆଉ ପରମ୍ପରାକୁ ନେଇ ଏଇ ଗୀତଟି ଠିକ ରୂପ ରେ ଉପସ୍ଥାପନା କରା ଯାଇଛି।
    କିନ୍ତୁ କିଛି ଲୋକ ଉନ୍ନତି କୁ ଦେଖି ସଂସ୍କୃତି କୁ ପଛରେ ପକାଇ ଦେଇଛନ୍ତି। ଏହା ଆମ ପାଇଁ ଏକ ବଡ କ୍ଷତି ।

    • @AbhiG-2023
      @AbhiG-2023 5 лет назад

      ruclips.net/video/ceGdVzR1Z7Q/видео.html

    • @missontoride3152
      @missontoride3152 5 лет назад +1

      Eha pai nije odiya loko dayi

    • @sahooid859
      @sahooid859 5 лет назад +2

      Right

    • @missontoride3152
      @missontoride3152 5 лет назад +1

      @@sahooid859 karono Bhogo bilasitare loko ondho hei.jayichhonti

    • @sahooid859
      @sahooid859 5 лет назад +1

      @@missontoride3152 ha bhai

  • @priyankapriyadarsanijena3786
    @priyankapriyadarsanijena3786 5 лет назад +11

    Bahut Sundar. E Gita suni mo gaan au piladina Bahut mane paduchi. Aji ka juga re Sabu gaan ra eei abastha. Satare se dina Sabu au kebe b pheribani.

  • @rakeshkumarpati4862
    @rakeshkumarpati4862 4 года назад +44

    ସତରେ ଭାଇ ଏ ଗୀତ ଶୁଣି ଆଖିରେ ଲୁହ ଆସିଗଲା ପ୍ରକୃତରେ ମୋ ଗାଁ ଆଜି ସହର ସହର ବସୁଛି ଗାଁ ର ସ୍ମୃତି ଆଜି ବି ମନେ ପଢୁଛି

  • @a.y.bgamer5867
    @a.y.bgamer5867 3 месяца назад +1

    ପିଲାବେଳର ଅଲିଭା ସ୍ମୃତି ମନେପଡୁଛି ଏହି ହୃୟସ୍ପର୍ଶୀ ସଙ୍ଗୀତ ଶୁଣିଲେ ଥରେ । ଧନ୍ୟବାଦ ଅର୍ପଣ କରୁଛି 🙏❤️🙏

  • @satyabratamaharana8185
    @satyabratamaharana8185 3 года назад +2

    Wooww very nice brooo..... Bahut sundar.... Jete sunilebi mana bujhunii.........

  • @dipu384
    @dipu384 4 года назад +6

    ବହୁତ ସୁନ୍ଦର ଗୀତ ,ବହୁତ ଦିନ ପରେ ଶୁଣିବାକୁ ମିଳିଲା ହୃଦୟସ୍ପର୍ଶୀ ଗୀତଟି ବହୁତ ଧନ୍ୟବାଦ |

  • @GuddyLaddy
    @GuddyLaddy 4 года назад +20

    ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର ଭାବରେ ଏଇ ଗୀତ ଗାଇଛନ୍ତି sir, ସତରେ ହୃଦୟସ୍ପର୍ଶୀ ଗୀତ 🙏🙏🙏🙏

  • @yajnasenirout5872
    @yajnasenirout5872 3 года назад +1

    Ete sundar gita au tar music satare manaku chuin jauchhhi bshut sundar gita...

  • @fransissatapathy5837
    @fransissatapathy5837 3 года назад +2

    ବାଃ। ଚମତ୍କାର

  • @jbworld571
    @jbworld571 3 года назад +3

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି l ଗୀତର ପ୍ରତ୍ୟେକ ଶବ୍ଦ ସହିତ ଅତୀତର ସ୍ମୃତି ସବୁ ଛନ୍ଦି ହୋଇଛି l ଛୋଟ ବେଳର ସବୁ ସ୍ମୃତି ଉଜ୍ଜୀବିତ ହୋଇ ଉଠିଲା l ଧନ୍ୟବାଦ 🙏🙏🙏. ଆଖିରୁ ଲୁହ ଆପେ ଆପେ ଖସି ଆସିଲା 😢😢😢

  • @SanatanBhuyan
    @SanatanBhuyan 3 года назад +10

    ଭାଇ ଗୀତ ପୁରା ମନକୁ ଛୁଇଁ ଗଲା🙏
    ସବୁ ସତ ଅଛି ଗୀତରେ 👍
    ଗୋଟେ ମିଛ ଅଛି ମୁଁ ଛକ ନାଳରେ ଗଡେନି ମଦ ପିକୀ
    ମୋ ନାଁ ସନା😁😁😁😁

  • @srsgallery5388
    @srsgallery5388 5 лет назад +26

    Uncountable likes.........ବହୁତ୍ ସୁନ୍ଦର । ଆଖି ରୁ ଲୁହ ଝରେଇଲା ପରି ଗୀତ ।

  • @kahnucharandas1051
    @kahnucharandas1051 3 года назад +1

    Bahut sundar aau dukhabharaa gita .
    Satare hrudaya sparsi gita . Bahut dhanyabaad

  • @rinkusahu1757
    @rinkusahu1757 4 года назад +1

    Mana padigala bhai chota bela katha dhanyabad bhai se gita karibaru

  • @purnaodisha5712
    @purnaodisha5712 2 года назад +3

    ଆପଣଙ୍କ ଏ ଗୀତ ର ମଧୁରତା ଦେଇଛି ମୋ ଗାଁ ପ୍ରତି ଭଲପାଇବା ଧନ୍ୟବାଦ ସାର୍ ନମସ୍କାର

  • @jogendrakumarnayak2618
    @jogendrakumarnayak2618 2 года назад +11

    ଏହି ଗୀତ ଶୁଣିଲା ପରେ ଆଖିରୁ ଲୁହ ବୋହିଗଲା....ସତରେ ସେହି ପିଲାଦିନ ଆଉ କଣ ଫେରିବ????😭😭😭

  • @manashjena1933
    @manashjena1933 4 года назад +2

    ବନ୍ଦେ ଉତ୍କଳ ଜନନୀ ।

  • @manaspatra6478
    @manaspatra6478 4 года назад +1

    Satare bhai a Gita suni akhiru luha bhaharuchi

  • @natyasanskruti.
    @natyasanskruti. 4 года назад +7

    ଆଜି ପ୍ରକୃତ ଗାଉଁଲି ଜୀବନ ଆଉ ନାହିଁ ଭାଇ......... ହୁଏତ ଏହି ଗୀତଟି ଗାଉଁଲି ଜୀବନକୁ ଫେରିବା ପାଇଁ ପ୍ରେରଣା ଯୋଗାଇବ
    ଏହି ସୁନ୍ଦର ଗୀତଟି ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ

  • @dpcreation5355
    @dpcreation5355 4 года назад +6

    Bahut sundar lekha and gita hrudaya sparshi 🙏🙏👌👌

  • @udayalima9094
    @udayalima9094 2 года назад +4

    ଆଜି କାଲି ଗାଁ ଗାଁ ପରି ନାହିଁ ସଂସ୍କାର ସଭ୍ୟତା ସହଯୋଗ ନାହିଁ ଜଳବାୟୁ ଦୁଷିତ ହେଲାଣି ଚାଷବାସ ହେଉନାହିଁ ଧନ୍ଯବାଦ🤝

  • @topha654
    @topha654 7 месяцев назад +1

    Bahu Dina pare ki khub Sundar Gita kale sir prakutare yehi gaon ra jiban baah hrudaya hassi uthila sir ❤❤❤❤

  • @sud_sub
    @sud_sub 4 года назад +1

    ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସ୍ୱର । ପ୍ରତେକ ପଦରେ ଗାଁ ର ସେ ସୁନ୍ଦର ବାସନା ଆଉ ଗାଁଓଲିଆ ଭାବ ଅଭାବ ହୋଇଛି ତେଣୁ ମୋ ଗାଁ ଆଜି ମୋ ଗାଁ ଆଜି ସହର ସହର ସହର ବାସୁଛି।

  • @rintujena23
    @rintujena23 4 года назад +127

    Lockdown re ghara Katha mane paduchi ...😭😭Kia Kia sunucha like please

  • @shankarjena6916
    @shankarjena6916 7 лет назад +69

    Katha heba pain jeje aji sanga khojuchi.. Heart touching

  • @kabulnayak3101
    @kabulnayak3101 4 года назад +3

    ବହୁତ ସୁନ୍ଦର ଗିତ ଭାଇ ଏବଂ ଏହି ଗିତ ସୁଣିକି ପୁରୁଣା କଥା ମନେ ପଡୁଛି ଭାଇ

  • @princesubha5684
    @princesubha5684 Год назад

    A gita lekhithiba bhai nku aau gaithiba bhainku aau pura team nku bhagwaan sabubele khusire rakhantu 🙏🙏🙏🙏

  • @swetabehera1346
    @swetabehera1346 3 года назад +1

    Aati sundar.... Great thousand thank you....

  • @sanjaypradhan3468
    @sanjaypradhan3468 6 месяцев назад +4

    ତଥାପି ଗାଁ ବହୁତ ସୁନ୍ଦର ବହୁତ କିଛି ବଦଳି ଯାଇଛି ତଥାପି ମୋ ଗାଁ ହସୁଛି

  • @manojsahoo7543
    @manojsahoo7543 3 года назад +4

    ଅଶେଷ ଅଶେଷ ଧନ୍ୟବାଦ ଆଣଙ୍କର ଏହି ଗୀତ ପାଇଁ ।ଯୋଉଠି ଥିଲେ ବି ଏହି ଗୀତ ଶୁଣିଲେ ଗାଁ ର ଦୃଶ୍ୟ ଆଖିଆଗରେ ସ୍ପଟ୍ ଦେଖାଯାଉଛି ।ଆପଣକୁଁ ଯେତେ ଦନ୍ୟବଦ ଦେଲେ କମ ହୋଇଯାଉଛି ।😭😭😭

  • @satrujit6372
    @satrujit6372 4 года назад +5

    ସାର୍ ,ଆପଣ ଗୋଟିଏ ସତ୍ଯ ଘଟଣାକୁ ସଠିକ୍ ଭାବରେ ଗୀତ ମାଧ୍ଯମରେ ପ୍ରକାଶ କରିଥିବାରୁ ଆପଣଙ୍କୁ ସାଲ୍ଯୁଟ୍ ସାର୍

  • @sunandasantara8066
    @sunandasantara8066 4 года назад +2

    Khub sundar lage ae gito Pura mana Ku chhuin jae👌👌👌👌

  • @OmPrakash-mn9xr
    @OmPrakash-mn9xr 5 лет назад +25

    ଅତି ସୁନ୍ଦର ଓ ହୃଦୟସ୍ପର୍ଶି ଗୀତ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦୁଃଖ ର କଥା କି ଆମେ ପୁଣି ସେ ଦିନ ଗୁଡିକ ଫେରେଇ ଆଣିପାରିବା ନାହିଁ।

    • @heemanshudas
      @heemanshudas 5 лет назад

      Please watch this skit /drama about childhood memories of village
      ruclips.net/video/2YV3i1btZl4/видео.html

  • @kamalpradhan7780
    @kamalpradhan7780 4 года назад +4

    ଧନ୍ୟ ବାଦ sir ମୋ ଛୋଟ ବେଳର ଅଭୁଲା କଥା ମନେ ପକାଇଲେ.🙏🙏🙏

  • @papunadas4378
    @papunadas4378 3 года назад +17

    କାନ୍ଦିବା କୁ ଯଦି କେବେ ଇଛାହୁଏ ନିଶ୍ଚୟ ଏ ହୃଦୟସ୍ପର୍ଶୀ ଗୀତ ଶୁଣନ୍ତୁ.......

  • @AgniKumarSahu
    @AgniKumarSahu 6 месяцев назад +1

    Wow ❤❤ wonderful mate aahi Gita emotional karidela😢😢

  • @balugaonkhabertvnews
    @balugaonkhabertvnews 2 года назад

    ଗୀତ ଟି ଖୁବ୍ ହୃଦୟ୍ପର୍ଶି ହୋଇଛି ବାରମ୍ବାର ନ ଶୁଣିଲେ ମନ ବୁଝେନା ମୁ ବେଳେ ବେଳେ you tube re type କରି ଗୀତ ଟି ଶୁଣେ ବହୁତ୍ ଭଲ ହୋଇଛି ଆମ ଓଡ଼ିଆଙ୍କ ସଂସ୍କୃତି ପରମପରା ଜଡ଼ିତ ପିଲାଦିନ କଥା ମନେ ପଡ଼ିଯାଏ ମନ ଟିକେ ହାଲକା ଲାଗେ ଧନ୍ୟବାଦ୍ ସୋମିତ୍ରୀ ଏବଂ ମାନସ

  • @abhayakumarbehera5670
    @abhayakumarbehera5670 5 лет назад +47

    ଏଗୀତକୁ କାହିଁକି କେଯାଣି ସବୁବେଳେ ଶୁଣିବାକୁ ଇଛା ହଉଛୀ,ସବୁ ପରେ ବି ଗୀତ ସାଥିରେ ପ୍ରିତମ ସାର୍ ଙ୍କ ସ୍ୱର 👌👌👌👌👌👌ମନକୁ ଛୁଇଁଯାଉଛି

  • @ronitchannel4681
    @ronitchannel4681 4 года назад +3

    Very nice song ମୋର ଗଁ କଥା ମନେ ପଡ଼େ ଏ ଗୀତ ଶୁଣିଲେ ବେଳକୁ

  • @maneesasutar263
    @maneesasutar263 4 года назад +24

    ବହୁତ ସୁନ୍ଦର
    ଗାଁ ର ବାସ୍ନା ଯେମିତି କେଉଁଠି ହଜି ଯାଇଛି ସତେ

  • @maheswargandhi1984
    @maheswargandhi1984 2 года назад +1

    ବହୁତ ସୁନ୍ଦର ଲାଗିଲା ଗାଁ କଥା ବହୁତ ମନେ ପଡୁଛି 🙏🙏🙏

  • @biswajitsubudhi3272
    @biswajitsubudhi3272 6 лет назад +85

    ଏମିତି ଗୀତ ମୁଁ ପ୍ରଥମ ଥର ଶୁଣୁଛି ଭାଇ ଆପଣଙ୍କ ସ୍ବର ବହୁତ ସୁନ୍ଦର ଆଉ ଲେଖା ମଧ୍ୟ ସୁନ୍ଦର

  • @shibamahamallik872
    @shibamahamallik872 3 года назад +14

    ଏହି ଗୀତ ମୋର ସବୁଠୁ ପ୍ରିଆ ଗୀତ |ଏହି ଗୀତ ପ୍ରକୁତ କଥା ଉପରେ ଆଧାରିତ ଆଜି ଗା ଗୁଡ଼ିକ ସହର ଆଭିମୁଖ୍ୟ ହେଉଛନ୍ତି |

  • @simanchalsima774
    @simanchalsima774 5 месяцев назад +2

    ସତରେ ଗାଁ ପାଣି ପବନ ଯେମିତି ଭଲଲାଗେ ଅନ୍ୟ କୌଣସି ଜାଗା ରେ ସମେତି ପାଇବ ନାହି ❤❤❤

  • @AshishKumar-pz5tz
    @AshishKumar-pz5tz 4 года назад +2

    Love this song...100 thara suni sarithibi..bahut bhala..

  • @RajeshDas-rw3cx
    @RajeshDas-rw3cx 5 лет назад +4

    Jete sunile bi kama laguchhi..xcellent song and sabu ama nija pila bela katha ku jodi hoijauchhi..gr8..all the best..

  • @princerulemaker9165
    @princerulemaker9165 6 лет назад +53

    Really heart touching song. MO akhiru luha asigala

  • @bijoykumarjena3701
    @bijoykumarjena3701 7 лет назад +15

    'Sahara Sahara Basuchhi' is an elegant composition. Can make anyone emotional.
    Thanks, Soumitri..!
    Thanks, Pritam..!!

  • @diptidesigncorner5690
    @diptidesigncorner5690 Год назад

    ବହୁତ ସୁନ୍ଦର ହେଇଚି ଗୀତ ଟି ....

  • @pradiptamuduli7573
    @pradiptamuduli7573 4 года назад +222

    A geta 2020 Ra Kia Kia sunuchanti like karantu ☺️😊

  • @hotacreation9248
    @hotacreation9248 2 года назад +33

    ମୋତେ ଯେତେବେଳେ ମୋ ଗାଁ କଥା ମନେପଡେ ମୁଁ ଏଇ ଗୀତ ଦେଖି ମୋ ଗାଁ କଥା ମନେ ପକାଇ ଥାଏ

  • @nikhilmoharana
    @nikhilmoharana 5 лет назад +9

    ମାନସ ବାବୁ, thank you as always for heart touching lines.
    ସହରି ଗାଁ ଟା ଆଜି ଖୁବ୍ ମନେ ପଡୁଛି

  • @rajeshnayak2695
    @rajeshnayak2695 3 года назад +1

    😭😭😭 realy miss my village...😭😭😭 Mane paduchi bahut....

  • @spriyu7615
    @spriyu7615 Год назад

    Emti song .. ahuri anantu sir...hajijaithiba ,lopa paithiba jinisa ku suni ...bahut garba anubhaba houchi tq sir

  • @sanjaykdp02
    @sanjaykdp02 5 лет назад +31

    😢😢😢😢 _I love my Odisha..._
    Nice... Thanks.. *ବନ୍ଦେ ଉତ୍କଳ ଜନନୀ*

  • @dibyakumar885
    @dibyakumar885 2 года назад +4

    ଏ ଗୀତ ଶୁଣିବା ପରେ ବହୁତ ଯନ୍ତ୍ରଣା ହେଉଛି । ସତରେ କାହିଁକି ଏପରି ଘଟୁଛି । ଗାଁର ସେ ସୁନ୍ଦର ପରିବେଶ, ସେ ସ୍ୱର୍ଗୀୟ ଅନୁଭୂତି କେବେ ବିଲୋପ ନହେଉ ।

  • @chinmayanayak1834
    @chinmayanayak1834 5 лет назад +157

    E Gita suni mo akhiru luha bahariasuchi 😭
    Chhota Bela Katha mane paduchi

    • @AbhiG-2023
      @AbhiG-2023 5 лет назад +1

      ruclips.net/video/ceGdVzR1Z7Q/видео.html

    • @MANOJSAMONTRAY
      @MANOJSAMONTRAY 4 года назад +3

      Same here

    • @pro_man801
      @pro_man801 4 года назад +1

      Same bhai.....gaon maza kebe kouthi nahi 😩😩😩

    • @pratapkumarmahapatra9171
      @pratapkumarmahapatra9171 4 года назад +1

      Correct mora bi

    • @sanjeebpadhan6755
      @sanjeebpadhan6755 4 года назад

      Prakrutare Satya Bhai ,Duhkha laguchhi ,Puruna dina gudika mane paduchhi ,Mo gaon atitara gaon hoi jaantaki ,Kete sundar thila Mo gaon ,Mo gaonra akhire au hasa nahin ,khali luha ,Kahaku kichhi kahi paruni ,

  • @BindasUrmi
    @BindasUrmi 2 года назад +1

    Wowwww ଗୀତ ଟା ମୋ ମନ କୁ ଛୁଇଁ ଗଲା

  • @mahidas863
    @mahidas863 4 года назад +2

    Hm jharkhand k he fir b odisha bahut achha lgta h..nice song

  • @papunkumarnayak8308
    @papunkumarnayak8308 4 года назад +5

    Really heart touching song Bhai ...akhi re luha asigala Gita suniki 😭😭😭miss my child Life😭😭😭

  • @kdash6836
    @kdash6836 4 года назад +9

    ପିଲା ଦିନ କଥା ମନେପଡୁଛି ଶୁଣିଲେ ଗୀତ....... 😭😭😭😭😭

  • @chinmayanayak1834
    @chinmayanayak1834 5 лет назад +25

    All-time hit song bro
    Don't compromise on this song
    Greet song bro
    Keep it bhai

  • @putulcue2282
    @putulcue2282 4 года назад +1

    ଅତି ସୁଦଂର୍

  • @rakeshkumardaspuri.5118
    @rakeshkumardaspuri.5118 3 года назад +1

    Bahuta bhadhia heichhi,mu ,,,50tjara sunibini,tathapi sunibaku Bhala laguchhi,.thanks.

  • @odiatoka6007
    @odiatoka6007 3 года назад +3

    ଅତି ସୁନ୍ଦର ମାନ୍ୟବର ❤️❤️❤️❤️

  • @chintupanda9951
    @chintupanda9951 5 лет назад +12

    ଆଜି ନଚେତ୍ କଲି ଏହି ଗାଁ କୁ
    ସହର କୁ ଯାଇଥିବା ସମସ୍ତ ପୁରୁଣା ଭାଇ ମାନେ ମନେରଖ ନିଚେତ ଗା କୁ ଖୋଜିବେ

  • @amulyaswain5753
    @amulyaswain5753 6 лет назад +10

    Singar ku mora bahut bahut dhanyabad god bless you

  • @romanempirefans7956
    @romanempirefans7956 2 года назад

    , ବାସ୍ତବରେ ଏ ଦେଶର କିଛି ପୁରାତନ କାଳର ପରମ୍ପରା କୁ ଏଇ ଭଳି କିଛି କବିତା ମାଧ୍ୟମରେ ବଜାୟ ରଖିବା ପାଇଁ ଏଇ ଚେଷ୍ଟା ନିତ୍ୟାନ୍ତ ଆବଶ୍ୟକ।ଧନ୍ୟବାଦ ଦେବି ମୁଁ ସେମାନଙ୍କୁ ଯିଏ ଏ ଗୀତ ଗାଇଛନ୍ତି ।

  • @panchananpradhan8179
    @panchananpradhan8179 3 года назад +1

    Oh amazing 👍

  • @rubipradhan7382
    @rubipradhan7382 3 года назад +3

    Oho beautiful song heart touching all viewers

  • @minaketanmallick4389
    @minaketanmallick4389 4 года назад +4

    ବହୁତ ସୁନ୍ଦର ଗୀତ ଟେ... ❤️❤️

  • @gayatrimohanty7826
    @gayatrimohanty7826 5 лет назад +5

    Mesmerising song & singing style ...... thanks a lot SAUMITRI 😍💖💕👌👌👍

  • @aadhikari7615
    @aadhikari7615 4 года назад +1

    ଅତି ସୁନ୍ଦର ହେଇଛି

  • @jitendrakumardakua9847
    @jitendrakumardakua9847 4 года назад +1

    Fantastic...bhai

  • @rudrau1236
    @rudrau1236 3 года назад +6

    Really whenever I am listening this song, I am crying, because I am missing my childhood friend and missing my village..... I am residing at Delhi.... Thanks for this song..

  • @beherasci264
    @beherasci264 5 лет назад +27

    This song brought me tears into my eyes.... Reminded me of my childhood memories... Everything seems nostalgic... Love this song... Missing my home, my village, my country.... Love from a guy in USA longing for home..

  • @subhransusekharpanda2363
    @subhransusekharpanda2363 6 лет назад +61

    Akhi re luha asuchi ..pila bela katha mane paduchu..eve gaku gale sabu mane paduchi

  • @Runukunu
    @Runukunu Год назад

    ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ହୋଇଛି 🙏

  • @kpocreation5190
    @kpocreation5190 4 года назад +1

    Sir love u kete vala lekha mu apananka fan heigali sir...mind blowing mast writing