KALIJAIRE SANDHYA - କାଳିଜାଇରେ ସନ୍ଧ୍ଯା (Kata Dhari Dhire Nauri) Dambarudhara Parida.

Поделиться
HTML-код
  • Опубликовано: 18 ноя 2024

Комментарии • 908

  • @JaiUtkalaMaa
    @JaiUtkalaMaa 7 месяцев назад +33

    ବହୁତ ସୁନ୍ଦର କବିତା ଓ ଉପସ୍ଥାପନ ବିଭୁତି ବାବୁ।
    'କାଳିଜାଇ ରେ ସନ୍ଧ୍ୟ' କବିତା କବି ଶ୍ରୀ ଡମ୍ବୁରୁଧର ପରିଡାଙ୍କର ଏକ କାଳ ଜୟୀ ରଚନା।
    ବହୁ ସମୟରେ ଏହି କବିତାକୁ ଲୋକେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 'କାଳିଜାଇ' ବୋଲି ଭାବି ଗୋଦାବରୀଶଙ୍କୁ ଏହାର କବି ବୋଲି ଭାବନ୍ତି।
    'କାଳିଜାଇ କବିତାରେ କବି ଗୋଦାବରୀଶ ମା କାଳିଜାଇ ଲୋକ କଥା ଓ ପିଠ ବିଷୟରେ ବର୍ଣନା କରିଛନ୍ତି ।
    କିନ୍ତୂ 'କାଳିଜାଇ ରେ ସନ୍ଧ୍ୟା' ରେ କବି ଡମ୍ବରୁଧର ପରିଡା ଚିଲିକାର ସନ୍ଧ୍ୟା କଳୀନ ଦୃଶ୍ୟ ବର୍ଣନା କରିଛନ୍ତି।

  • @mayadharsethy9910
    @mayadharsethy9910 2 года назад +59

    ମୁଁ ଆଜକୁପ୍ରାୟ 43 ବର୍ଷ ପୂର୍ବେ ପଞ୍ଚମ ଶ୍ରେଣୀରେ ଏ କବିତାଟି ପଢ଼ିଥିଲି.. ଆଜି ଶୁଣିଲି, ବହୁତ ଭଲ ଲାଗିଲା.. ଆପଣ ଙ୍କୁ ବହୁତ ଧନ୍ୟବାଦ.. ମୋ ପିଲା ଦିନର ସ୍ମୃତି କୁ ମନେ ପକାଇ ଦେଲେ.. ୟାଠାରୁ ଅଧିକ ଖୁସି ଆଉ କଣ ଥାଇପରେ ? ❤❤❤❤❤❤❤❤❤❤❤ 🙏🙏🙏.....

    • @BibhutiSwainGalatainment
      @BibhutiSwainGalatainment  2 года назад +2

      Thank you so much...Share to your friends

    • @rajkharsel5933
      @rajkharsel5933 7 месяцев назад +1

      😢Mate Echha ahaki je mor pila dina...pachha ku feri jayanta ki mate bahut Mane padu chhi mo pila Dina.....😢😢😢😢😢😢😢😢😢😢😢😢😢

    • @nimaicharansaraf9181
      @nimaicharansaraf9181 Месяц назад

      Super 💕

  • @brajeswarisingh909
    @brajeswarisingh909 2 года назад +12

    ଜୟ ମାଆ କାଳିଜାଇ . କବିଙ୍କୁ କୋଟି ପ୍ରଣାମ .

  • @GAVS104
    @GAVS104 3 года назад +182

    ଅନନ୍ୟ ଅସାମାନ୍ୟ ଅଭୂତ ଶବ୍ଦାତିକ୍ରମ୍ୟ...ସ୍ଵର ସଂଯୋଜନା ଅନନ୍ୟ କିଏ! କିଏ ତୁମେ କଣ୍ଠଶିଳ୍ପୀ ତୁମେ କେଉଁ ଉହାଡ଼ରେ ରହିଜାଇଛ!... ଗୋଟିଏ ଜାଗାକୁ ଛାଡ଼ି ଅନ୍ୟ ସମସ୍ତ ଜାଗାରେ କି ସୁନ୍ଦର ସ୍ଵର-ଅନୁପମ ଭାବ ସ୍ଵରରୁ ଝଟକୁଛି... ଅସାମାନ୍ୟ କୃତି। ଗୋଦାବରୀଶଙ୍କ ଏହି କବିତା ପାଇଁ ସାର୍ଥକ ଗାୟକ ଜଣେ ମିଳିଲେ ; ଶତଧନ୍ୟ ଆପଣ...ମୋର ବିନମ୍ର ପ୍ରଣତି ଗ୍ରହଣ କର...💐💐💐

    • @BibhutiSwainGalatainment
      @BibhutiSwainGalatainment  3 года назад +12

      Thank u sir

    • @Ganesh-jx1nx
      @Ganesh-jx1nx 2 года назад +7

      ଜୟ ଜଗନ୍ନାଥ🙏🙏🙏

    • @kumars4718
      @kumars4718 2 года назад +3

      Your presentation is very nice, but one thing odia singers could sing rather better.

    • @bijayjena6120
      @bijayjena6120 2 года назад +3

      😲😲😲😲😲

    • @debendrabhoi2744
      @debendrabhoi2744 2 года назад +4

      ବିନୋଦ ଭାଇ ଆପଣଙ୍କ ଜୀବନକୁ ବାଜି ରେ ଲଗାଇ ଭାଶିଜାଉଥିବା ୩ଜଣ ଙ୍କୁ ଉଦ୍ଧାର କରିଥିବାରୁ ବିଶେସ୍
      ଧନ୍ୟବାଦ ଦେଲେ ଭି କମ୍ ହେବ

  • @Jagannathswami
    @Jagannathswami 2 года назад +16

    👍 great song... ଗୀତ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି । ଅଭୂଲା ସ୍ମୃତି #ମୋ_ପିଲାଦିନ

  • @GAVS104
    @GAVS104 3 года назад +13

    କିଏ ଗାଇଛନ୍ତି ଅନନ୍ୟ କୁହ କିଏ ସେ ବ୍ୟକ୍ତି...!!!

  • @silunadas4246
    @silunadas4246 4 месяца назад +19

    ୧୯୯୫ମସିହାରେ ପଞ୍ଚମ ଶ୍ରେଣୀର ଦିନ ମନେ ପକେଇଦେଲି ଭାଇ ❤❤❤❤❤❤❤

  • @durjyodhansahu1686
    @durjyodhansahu1686 Год назад +10

    ଛାତ୍ର ଜୀବନ ର ପାଠ ମନେ ପକେଇ ଦେଲ , ଶତ ଶତ ପ୍ରଣାମ

  • @chanakyavideopatalghutkuri9073
    @chanakyavideopatalghutkuri9073 2 года назад +9

    Thanx sir, ମୋର childhood ର ମନେ ପଡିଗଲା, ମୁଁ 5 th class ରେ ଏହି ପଦ୍ୟ ଟିକୁ ପଢିଥିଲି, ମୋ ବାପା teacher ଥିଲେ, ସେ ବହୁତ ସୁନ୍ଦର ଭାବରେ ଏହି ପଦ୍ୟ ଟିକୁ, ପୁରା ବିସ୍ତ୍ରୁତ ଭାବେ ପଢ଼େଇ ଥିଲେ, ସେତେ ବେଳେ ଆମେ ସମସ୍ତେ କାନ୍ଦି ପକେଇ ଥିଲୁ, alot of thnx sir
    Au ଗୋଟେ ଅନୁରୋଧ- ଚାରିଦିନ ଭୋକିଲା ପେଟେ ତାର ନାହିଁ ଦାନ ଆଖି ମୁହ ଶୁଖିଲା - ଏହି ପଦ୍ୟ ଟିକୁ upload କରନ୍ତୁ

  • @RajendraKumar-tf9kg
    @RajendraKumar-tf9kg 2 года назад +3

    Purbatan poem aaji sapan mane
    Pakaai deuchhani
    କାଳିଜାଈ କବିତା ଗୋଦାବରୀଶ ଙ୍କ ଲେଖା ରୁ ସୁନ୍ଦର୍ ଭାବରେ ଗାଇଛନ୍ତୀ ,

  • @shrabanmishra1414
    @shrabanmishra1414 2 года назад +4

    ପିଲାଦିନର ସ୍ମୃତି ଉଜ୍ଜୀବିତ ହୋଇଗଲା।ବହୁତ ଧନ୍ୟବାଦ

  • @avijeet123
    @avijeet123 7 месяцев назад +1

    Thank you for mentioning the real author Sh. Dambaru Dhara Parida the President Awardee Headmaster, Poet and Writer who also penned the famous ' Manava Debata', ' Bhishma nka Sarasajya' & 'Baula ra Satyarakhya' amongst others !

    • @BibhutiSwainGalatainment
      @BibhutiSwainGalatainment  7 месяцев назад

      Thank you brother... share to your friends make it viral

    • @avijeet123
      @avijeet123 7 месяцев назад

      ​@@BibhutiSwainGalatainment
      Yes, thank you for initiating this in your medium

  • @chandrasekharsahoo791
    @chandrasekharsahoo791 2 года назад +20

    Just bring me back to 90's ...may this golden Era and diamond 💎 poet came back again..
    This type of poet will never came again ..because next generation already spoiled by the guidians..

  • @malayakumarpanda9899
    @malayakumarpanda9899 2 года назад +3

    ଏ ସବୁ ସୁନ୍ଦର କବିତା କୁ ବଞ୍ଚେଇ ରଖିଛନ୍ତି। ଅଶେଷ ଧନ୍ୟବାଦ

  • @gautamakumarsahoo5932
    @gautamakumarsahoo5932 4 месяца назад +11

    କେଡେ ସୁନ୍ଦର କବିତା।ଓଡିଶାର ଐତିହ କୁ ମନେ ପକାଇଦିଏ।ପିଲା ଦିନର ଛବି ଆଖିରେ ନାଚି ଉଠେ।ସେଦିନର କଥା, ଗୁରୁଙ୍କ ଉପଦେଶ ବାଣୀ, କଵିତା ଓ ଗଳ୍ପରୁ ଜୀବନ ଧାରଣର ଶିକ୍ଷା,ଫେରନ୍ତା କି ସେଦିନ।ଜୟ ଉକ୍ତଳ ଜନନୀ।

  • @ranjan3954
    @ranjan3954 Год назад +1

    ବହୁତ୍ ବହୁତ୍ ଧନ୍ୟବାଦ୍ ଏପରି ସୁନ୍ଦର୍ ଭାବରେ ପଦ୍ୟକୁ ଉପସ୍ଥାପନା କରିଥିବାରୁ!!!

  • @arjunsahoo1852
    @arjunsahoo1852 2 года назад +133

    ୨୦୦୭ ମସିହା ରେ ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିଲି ଏ କବିତା ମୋର ବହୁତ୍ ପସନ୍ଦ ଥିଲା, ଆଜି ୧୫ ବର୍ଷ ପରେ ବି ମୋର ମୁଖସ୍ଥ ଅଛି , କାଳି ଯାଇର ସନ୍ଧ୍ୟା 😘

  • @biswajitbehera3051
    @biswajitbehera3051 2 года назад +1

    କି ସୁନ୍ଦର୍ ସ୍ୱର ବହୁତ୍ ପ୍ରଭାବିତ କରୁଛି, ଧନ୍ୟବାଦ।

  • @satyapriyapradhan3585
    @satyapriyapradhan3585 3 года назад +34

    Nice voice bro... 👏👏👏ବହୁତ ଭଲ ଲାଗିଲା poem ସହ picture ଦେଖିକି... ପିଲାଦିନ କଥା ମନେ ପଡିଗଲା

  • @ramalaxmichoppalli6435
    @ramalaxmichoppalli6435 2 года назад +2

    ଓଡ଼ିଆ ପଦ୍ୟ ଆଉ ମୁଁ ଆଭିନ୍ନ ।
    କାଳିଜାଇ ପଦ୍ୟଟି ହୃଦୟସ୍ପର୍ଶୀ ।

  • @theallrounderguy-jf8yv
    @theallrounderguy-jf8yv 2 года назад +32

    Mo gaon,, Mo Mati, Mo maa. Sata sata pranam.Always feels proud for my native land . Its indeed incredible. This song took away me about 30 years back When l was reading in clas5th,tears came from eyes.

  • @namasteindia8911
    @namasteindia8911 2 года назад +2

    Amazing
    ପିଲା ବେଳ କଥା ମନେ ପକାଇ ଦେଲେ
    ଅତି ସୁନ୍ଦର ହୃଦୟସ୍ପର୍ଶୀ ମନାଛୁଆଁ ଗୀତ

  • @nityanandpatnaik4917
    @nityanandpatnaik4917 2 года назад +31

    A marvelous poem presented in the video. When I was in 5th class in 1969, it was in our Odia Course of Study. Our teacher asked us to recite the poem with rhythm. Then we enjoyed the rhyme. After a long gap, today I got an opportunity to hear the song. I feel very happy to hear the melody. Very nice.

  • @Rajatkumar-ps1bs
    @Rajatkumar-ps1bs Год назад +1

    ସତରେ କବିଙ୍କର ହତରେଖା କେତେ ହୃଦୟସ୍ପର୍ଶୀ 😊😊😊,ଆଉ ମଧ୍ୟ ସୁନ୍ଦର କଣ୍ଠ ଦାନ ହେଇଛି😊।
    Jay Jagannath,love from puri 💝.

  • @gangadebjkgd
    @gangadebjkgd 2 года назад +27

    Gone are those childhood days .....Reminds me of my grandfather rendering this beautiful poem and explaining me the meaning of each word .

  • @santoshgupta1687
    @santoshgupta1687 2 года назад +1

    My favourite poem in my school time, ମୁ ସ୍କୁଲ କୁ ଗଲା ଓ ଆସିଲା ବେଳେ ରାସ୍ତା ରେ ଏହି ଗୀତ ଗାଇ ଗାଇ ଆସୁଥିଲି

  • @amarendramohapatra8055
    @amarendramohapatra8055 2 года назад +22

    Salute to you dear to bring back the glorious memory of our childhood.

  • @imtheonlyone
    @imtheonlyone 2 года назад +2

    ସେଇ ସ୍ମୃତି ଆଉଥରେ ମନେ ପଡିଗଲା

  • @chitraranipatra6948
    @chitraranipatra6948 2 года назад +3

    ବହୁତ ବହୁତ ସୁନ୍ଦର ଗୀତ

  • @ansaralikhan1078
    @ansaralikhan1078 Год назад +1

    କଣ୍ଠଶିଳ୍ପୀ ଙ୍କ ର ଅତି ସୁନ୍ଦର ପରିବେଷଣ। ଦୃଶ୍ୟ ମଧ୍ୟ ବେଶ୍ ମନୋରମ।

  • @GaneshGanesh-d2u
    @GaneshGanesh-d2u 10 месяцев назад +3

    I am watching At kali jai

  • @dillipkumarpradhan7755
    @dillipkumarpradhan7755 2 года назад +2

    ସୁନ୍ଦର .....ଅତି ସୁନ୍ଦର.....କିନ୍ତୁ ଗୋଦାବରିଶ ମିଶ୍ର ଏହାର କବି ବୋଲି ବହିରେ ଦର୍ଶା ଯାଇ ନଥିଲା।

    • @BibhutiSwainGalatainment
      @BibhutiSwainGalatainment  2 года назад

      Thank you....share to your friends

    • @avijeet123
      @avijeet123 7 месяцев назад

      You are right. Godavarisha Mishra authored Kalijai
      Dambaru Dhara Parida is the author of Kalijai re Sandhya, who also authored Manava Debata taught in Class VIII then

    • @TapaskumarJena-t5p
      @TapaskumarJena-t5p 3 месяца назад

      ବଂଶୀଧର ସାମନ୍ତରାୟ

  • @23-sangramkumarjena50
    @23-sangramkumarjena50 2 года назад +5

    ବହୁତ ଦିନ ପରେ ଶୁଣିଲି, ନିଜ ପିଲାବେଳ କଥା ମନେପଡିଗଲା ।ସତରେ ଆମ ସାହିତ୍ୟର ଭାଷା ଅତି ଉଚ୍ଚକୋଟୀର। ଏ କବିତା ଟି ଆଉ ପଞ୍ଚମ ଶ୍ରେଣୀର ପୁସ୍ତକରେ ପ୍ରକାଶ ହେଉନାହିଁ। ଏଭଳି କବିତା ପାଠ କରି ଆମେ ଗର୍ବିତ। 😊

  • @chitaranjanbehera8016
    @chitaranjanbehera8016 2 года назад +2

    ମୁଁ ପିଲାଦିନେ ପଡ଼ିଛି....ସତରେ ହୃଦୟସ୍ପର୍ଶୀ କବିତା । ଆଜି ମନେ ପଡ଼ିଗଲା ପିଲାଦିନ ।

  • @GAVS104
    @GAVS104 3 года назад +4

    ଅନନ୍ୟ ରଚନା ପିଲାବେଳେ ପଢୁଥିଲୁ...💐💐💐

  • @johnnyworld71
    @johnnyworld71 7 месяцев назад +1

    Thank you so much Bibhuti Babu for the correction...
    The Name of the Poet ...

  • @chandankumargantayat8926
    @chandankumargantayat8926 2 года назад +7

    Am Born and brought up in Gujarat....my late dad would sing this very often....he has left us last year, since I was missing him badly searched it and it's the first time I heard it on RUclips.....the song is an epitome of odia sub- nationalism ...may God bless the odia race

    • @BibhutiSwainGalatainment
      @BibhutiSwainGalatainment  2 года назад

      Thank u bhai

    • @Ranjan_Mohanty
      @Ranjan_Mohanty 2 года назад

      Not sub nationalism but justified pride in our culture and history. We are all Indians first and Odias next.

    • @ckpatt9886
      @ckpatt9886 2 года назад +1

      @@Ranjan_Mohanty No, I'm Odia first. India was never a land of homogeneous culture. There are subtle cultural variations in every 50 miles or so. what is our country but a union of different cultures and people. I love them all and still I love my roots more. I love India of course, but I love Odisha more. would you sacrifice your family for your Village?

  • @prafullakumarsahoo6988
    @prafullakumarsahoo6988 2 года назад +1

    ଅତି ସୁନ୍ଦର ଗୀତ ।ଯାହା ହେଉ ଶୁଣି କି ପିଲା ଦିନ କଥା ମନେପଢିଗଲା ।

  • @akankhyamishra5088
    @akankhyamishra5088 2 года назад +16

    Enjoyed the poem so much nearly after 40 years, thank you team for putting a great effort to introduce such a treasure to the new generation odiya ppl.

  • @santoshkumardas4736
    @santoshkumardas4736 Год назад +1

    ଭାଇ ନିହାତି ଖୁବ ସୁନ୍ଦର ସ୍ୱର...... Marvolous

  • @hemantsamantary9312
    @hemantsamantary9312 2 года назад +5

    Tears coming continue from eye.that was
    Golden period of my life 🙏🏻🙏🏻

  • @lokanathpasaet05
    @lokanathpasaet05 2 года назад +2

    ସୁମଧୁର କଣ୍ଠ । ପିଲାଦିନ ମନେ ପଡିଗଲା।

  • @bhikarimalik2232
    @bhikarimalik2232 2 года назад +20

    Wow ,refreshed my mind and bundles of memories around of child hood while I was in class 5. Thanks bro .your voice is so amazing.

  • @MithunKumar-jp3nx
    @MithunKumar-jp3nx Год назад +1

    କିଏ ସେ ତୁମେ ଅତି ସୁନ୍ଦର ସ୍ୱୋର ରେ ସୁରଭିତ କରିଚ ଆପଣ ଚରଣ ରେ ଆମ ଓଡ଼ିଶା ବାସୀ ଙ୍କ କୋଟି କୋଟି ପ୍ରଣାମ 🙏🙏🎉

  • @sanjeebpadhan6755
    @sanjeebpadhan6755 2 года назад +131

    Tears in my eyes listening this poem , remember my childhood when l was in 5th class

  • @tulasibehera4469
    @tulasibehera4469 Год назад +2

    5th class re mu ei Gita padhithili....ebe ta aau nahi kintu smruti hei rahichhi....aji ei Gita sunili......jai maa kalijai 🙏

  • @sarastripathy4789
    @sarastripathy4789 2 года назад +8

    Very much clear wording excellent presentation feel like I m there in chilika n see the beauty 😍 of kalijai thank you so much

  • @rajeshcreation2705
    @rajeshcreation2705 8 месяцев назад +2

    ସୁନ୍ଦର ❤

  • @sarojnaik4
    @sarojnaik4 2 года назад +11

    I praise the effort to bring back beautiful old poems

  • @Somyabhoi1118
    @Somyabhoi1118 5 месяцев назад +2

    ପିଲା ଦିନର ଶ୍ରୃତି କୁ ମନେପକାଇ ଥିବାରୁ ବହୁତ ବହୁତ ଧନ୍ୟବାଦ

  • @sonaliswapnarout567
    @sonaliswapnarout567 2 года назад +13

    ପିଲାଦିନ କଥା ମନେପଡିଗଲା😢 ସ୍କୁଲ ବେଳ ର ଦିନ କେତେ ଭଲ ଥିଲା

  • @bhagyalatapradhan4061
    @bhagyalatapradhan4061 2 года назад +1

    ବହୁତ ଖୁସି ଲାଗିଲା। ଅଭିନନ୍ଦନ!

  • @Sikhyabharati
    @Sikhyabharati 2 года назад +3

    ଖୁବ୍ ସୁନ୍ଦର ଆଉ ମନଛୁଆଁ ହୋଇଛି 🌹🙏

  • @padmajakhatua1422
    @padmajakhatua1422 2 года назад +1

    ମୋ ପିଲା ଦିନକୁ ପୁଣିଥରେ ତାଜା କରିଦେଲେ। ଆପଣଙ୍କ କଣ୍ଠ ଖୁବ୍ ସୁନ୍ଦର। ଅତି ସୁନ୍ଦର। ଧନ୍ୟବାଦ ସାର୍

  • @mi2khusilussi
    @mi2khusilussi 3 года назад +3

    Bahut sundar bhai 💗
    Pila bela katha mane padi gala

  • @udayalima9094
    @udayalima9094 2 года назад +1

    ପୁରୁଣା କବିତା ବହୁତ ସୁନ୍ଦର ସବୁଜ ସତେଜ ଧନ୍ଯବାଦ🤝

  • @amitkumarjal9167
    @amitkumarjal9167 2 года назад +25

    I love my childhood ❤️😭✝️🙏

  • @biswaranjansahoo6573
    @biswaranjansahoo6573 Год назад

    ସତରେ ସ୍କୁଲ ରେ ବସିଥିଲା ପରି ଲାଗୁଛି, କି ସୁନ୍ଦର ଶବ୍ଦ ଓ ସ୍ୱର ସଂଯୋଜନା, ଏମିତିକା ଆଉ ବୋଧେ ଲେଖା ହେଇପାରିବନି, ଧନ୍ୟବାଦ ଦେବାପାଇଁ ଶବ୍ଦ ନାହିଁ, କୋଟି କୋଟି ପ୍ରଣାମ ସେ ଶ୍ରଷ୍ଠା ଙ୍କୁ

  • @rudra2024Ind
    @rudra2024Ind 2 года назад +6

    The sweetness & innocence of childhood r indeed incredible.

  • @manas_kumar_Bhoi
    @manas_kumar_Bhoi Год назад +2

    ଅସାମାନ୍ୟ କଣ୍ଠଶିଳ୍ପୀ। ଲାଗୁଛି ଯେମିତି ତୁମ ସ୍ୱର ରେ ଯେମିତି ଯାଦୁ ଅଛି।

  • @Abcd123-v3z
    @Abcd123-v3z 2 года назад +4

    My tear fall in the floor, when listen it in my childhood memories love you so much Witter the poem 🙏 Regards

  • @Joyof336
    @Joyof336 2 года назад +2

    ମନେ ପଡେ ସେହି ଖୁସିର ଦିନ।।।।।।।।।

  • @prafullakumarsahoo3728
    @prafullakumarsahoo3728 2 года назад +5

    Beautiful melodious voice depicted in this mesmerized song. Heartiest compliments to dearest Singer. Keep it up. God's Divine Grace is with you.

  • @ganeshsabar6645
    @ganeshsabar6645 Год назад

    ପିଲାଦିନର ସ୍ମୃତି ପୁଣି ସତେଜ ଲାଗୁଛି.. 👍🙏

  • @MnJ664
    @MnJ664 2 года назад +25

    It reminds me my childhood days that when I was in class 5th. How hermonius your voice is !

  • @anjankumarrouth2185
    @anjankumarrouth2185 Год назад +2

    Salute to you dear for remembering my childhood. It was my course during 5 th class. Many many thanks.

  • @suneetadas891
    @suneetadas891 2 года назад +3

    Very very nice listening this poem reminds me my school days and our odisha .

  • @BirendraMohapatra-cx9hm
    @BirendraMohapatra-cx9hm 4 дня назад +1

    ବହୁତ ସୁନ୍ଦର 🙏🙏🙏👍👍👍👍👍👍👍

  • @sangramswain8949
    @sangramswain8949 2 года назад +3

    Bring memory back, thanks sir 🙏. At that time we just imagine how looks like chilika by seeing the black & white picture provided in text book. Thank you again sir 🙏 for these things, and make us a little ☺

  • @kulamaniojha6754
    @kulamaniojha6754 2 года назад +2

    ପିଲାଦିନ କଥା ମନେପଡିଗଲେ ବହୁତ ଦୁଃଖ ଲାଗେ

  • @KISANSEWAK
    @KISANSEWAK 2 года назад +5

    Really mind blowing song, thanks bhai reminding my childhood,🌹🙏

  • @kunabehera5504
    @kunabehera5504 2 года назад +2

    Bahut bahut dhanya bad bhai pila dinaku fereidela thanks...

  • @sumanjoshi9649
    @sumanjoshi9649 2 года назад +4

    Which Odia medium student might not have heard this ❤️ beautiful amazing poem

  • @iamkanha1260
    @iamkanha1260 3 месяца назад +1

    Great voice and outstanding presentation 🙏🙏

  • @amitkumarnaik6414
    @amitkumarnaik6414 3 года назад +3

    This Kavita those book me add karejaeta bahot achha hoga thank you sir both of singer and uploadr

  • @sanjaypani9847
    @sanjaypani9847 Месяц назад +1

    Adbhuta presentations. Thank you. 🙏

  • @saraswatibalabantaray8216
    @saraswatibalabantaray8216 2 года назад +4

    Fantastic. It remind s us our childhood days.

  • @capt.anilpadhy1768
    @capt.anilpadhy1768 Месяц назад +1

    Best poem...best singer...golden past.heart touching.again should be in course

  • @satyanandaswain8514
    @satyanandaswain8514 2 года назад +3

    Very nice poem really excellent voice and salute for poet of this poem

  • @rudrakumarvlogs5625
    @rudrakumarvlogs5625 2 года назад

    Akhi oda heigala au mana bhari asila ama pila bela smruti Mane padigala.. thank you so much 🙏for this

  • @brokenheartprakash1945
    @brokenheartprakash1945 3 года назад +5

    Thank you sir my childhood memories mane padigala

  • @sukantamohanty6481
    @sukantamohanty6481 Месяц назад

    ବହୁତ ଭଲ ଲାଗିଲା, ପିଲା ଦିନର ସ୍କୂଲ କଥା ମନେ ପଡିଲା

  • @bulletraja4661
    @bulletraja4661 3 года назад +3

    Wow...very very nice 👌👍

  • @kunaswain6677
    @kunaswain6677 2 года назад +1

    ଯାହା ହେଉ ପିଲାଦିନ କଥା ମନେ ପଡିଗଲା,ଧନ୍ୟବାଦ

  • @rabindrakumarnayak4114
    @rabindrakumarnayak4114 3 года назад +3

    Heart touching........and a memorable song....... good job

  • @KarunaSahu-iu9ep
    @KarunaSahu-iu9ep Месяц назад

    ବହୁତ୍ ସୁନ୍ଦର୍ ପିଲାଦିନର ଶ୍ରୁତି ❤❤❤❤❤❤❤❤🎉🎉🎉🎉🎉🎉

  • @maheswarsahoo5558
    @maheswarsahoo5558 2 года назад +4

    My childhood was awesome...

  • @sahityasrujanika
    @sahityasrujanika Год назад

    ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ସାର୍ 🙏

  • @rudraprasadsutar8595
    @rudraprasadsutar8595 3 года назад +4

    Superb voice my big bro Sonu bhai ❤️❤️❤️

  • @BiranchiNarayanSahoo-b8t
    @BiranchiNarayanSahoo-b8t Месяц назад

    ମଧୁର କଣ୍ଠ ଗୀତିକାର ମହାଶୟଙ୍କର ।

  • @ambarishmohapatra932
    @ambarishmohapatra932 3 года назад +3

    Picture graphy so nice...

  • @papundehury5009
    @papundehury5009 Месяц назад

    ଆଜି ବି ଏ କବିତା ଗୋଟେ ଶବ୍ଦ ଆସିଲେ ଆପେ ଗାଈଯାଏ. ଅତି ଉଚ୍ଚ କୋଟିର କବିତା..

  • @HaizzPlayz
    @HaizzPlayz 3 года назад +3

    Beautiful song and video also very nice explaining each word👌

  • @raghusenapati8202
    @raghusenapati8202 2 месяца назад +2

    ମତେ ବତ୍ତମନ ଛୟାଳିସ ବଷ କିନ୍ତୁ ଏବବି ସୁଧା ସେ କବିତା ମୋର କିଛି କିଛି ମନେଅଛି ଧନ୍ୟ ସେ କବିଙ୍କୁ ଏ ସୁନ୍ଦର କବିତା ଟି ଲେଖିଛନ୍ତି କବିତ ଟିର ପରିଭାସା ଯେତେ କହିଲେ ବି କମ୍ ହେବ

  • @ashish1612
    @ashish1612 2 года назад +3

    This song is heart touching

  • @pradipkumarsahu2327
    @pradipkumarsahu2327 26 дней назад

    I had visited this beautiful place KALIJAI in the month of January on MAKAR SANKRANTI, now the video makes me happy

  • @sohelsubudhi4506
    @sohelsubudhi4506 2 года назад +5

    Remembering that golden days, which I have spent before 🥰😎😍

  • @sjmelody4456
    @sjmelody4456 5 месяцев назад

    ବହୁତ୍ ସୁନ୍ଦର ଲାଗିଲା ମୋର ଛୋଟବେଲାଳ ପାଠ ପଢା କଥା ମନେପଡ଼ିଗଲ ଆଜି କୋଡ଼ିଏ ବର୍ଷ ପରେ ମୋର ଛୁଆଦିନ କଥା ମନେ ପକେଇ ଥିବାରୁ ଆପଣଙ୍କୁ ବହୁତ୍ ଧନ୍ୟବାଦ୍ କତାଧରିଧିରେ ନାଉରୀ ❤️❤️❤️🙏🙏🙏

  • @SStunemix
    @SStunemix 3 года назад +3

    Bahut sunder editing heichi sir🙏🙏🙏

  • @Informer668
    @Informer668 Год назад +1

    Satare ei gita ama piladinar gote abhula smruti 😢 aaji bi mane pade se abhula dina 🤗❤️