Gaon Majhire Chandini - Romantic Odia Song | Sidharth Music

Поделиться
HTML-код
  • Опубликовано: 20 ноя 2024

Комментарии • 3,3 тыс.

  • @beingodia1227
    @beingodia1227 3 года назад +24

    ପିଲା ଦିନ ସ୍ମୃତି ଟା ପୁଣି ତାଜା ହେଇଗଲା ରେ.....
    ଏମିତି ମୋ ସହ ଘଟିଥିଲା ମାଉସୀ ଘର ଗାଁ ରେ ତେଣୁ ଏ ଗୀତ ଟି ମୋର ବହୁତ ପ୍ରିୟ ଥିଲା ସେଟବେଳେ ସେତେବେଳେ ❤️

    • @sudhirparida9098
      @sudhirparida9098 Месяц назад +3

      ପୁଣିଥରେ କୁଅ ପାଖକୁ ଯାଇ ଦେଖ 😂

    • @Gkodia900
      @Gkodia900 Месяц назад

      ​@sudhirpa😂😂😂rida9098

  • @sipunbehera9703
    @sipunbehera9703 2 года назад +171

    ଆହାଃ କି ସୁନ୍ଦର ଗୀତ, ପୁରୁଣା ଗୀତ ହେଲେ ମଧ୍ୟ ଆଜି ବି ମଧ୍ୟ 4 1/2କୋଟି ଜନତାଙ୍କ ଭିତରୁ ନିଶ୍ଚୟ ଏ ଗୀତ 2କୋଟି ଲୋକ ଶୁଣୁଥିବେ ବୋଲି ମୋର ଧାରଣା.....

  • @sisirpatro5892
    @sisirpatro5892 2 года назад +516

    ପିଲା ଦିନେ ଏ ଗୀତ ବାଜିବା ମାତ୍ରେ ନିଜକୁ hero ପରି ଲାଗୁଥିଲା 😍

  • @bimaljena3116
    @bimaljena3116 2 года назад +69

    ଆଉଥିରେ ଯିବାକୁ ଚାହେଁ ମୋ ପିଲା ଦିନ କୁ ହେ ପ୍ରଭୁ ଡକ ଶୁଣ 🙏🏼😭😭😭😭😭😭

  • @rakeshkumarmallick4152
    @rakeshkumarmallick4152 2 года назад +163

    ସତରେ ପୁରୁଣା ଗୀତରେ ଯୋଉ ଭଳି ଶଦ୍ଦ ବ୍ୟବହାର ହଉଥିଲା , ଅତି ସୁନ୍ଦର୍. ଆଜି କା date ରେ ତା ନାହି . Always Gold is Gold..❤️❤️ ଆମେ ଯେତେ ଚାହିଁଲେ ବି, ସେ ପୁରୁଣା ଦିନ ଫେରି ଆସିବ ନାହିଁ, କି ଆମର ସେ ପିଲା ଦିନ ମନ୍ ଗୁଡ଼ିକ, ସତରେ ସମୟ ବଡ଼ ବଳବାନ..😔😔😔

    • @kumarbapi3173
      @kumarbapi3173 2 года назад +2

      Satare bhai 😭😭

    • @baghadon4512
      @baghadon4512 2 года назад

      @@kumarbapi3173 mm km mm mm k mm MLM my mm mm km mm km ok my mm m mm mm km m my mm mm mm mm mm mm km mk km mm mm m of km m mm m mm mm m Mo m mm mm mm mm mm m mm k mk mm mm km mmkm mm mm km m mm mm ok mm mm immediately m mm MLM mm mm mmkm mm mmkmmm mm m mm m mm mmkmmm mm mmmmmkmmmmmmmmm mb
      M xx. .
      NM. M of. M

    • @baghadon4512
      @baghadon4512 2 года назад

      @@kumarbapi3173
      Nm
      Mm mm m mm mm
      M mmm Mo m mm mm
      Hi mm mm.m

    • @ID4027-my2jp
      @ID4027-my2jp Год назад

      🥺🥺🥺🥺🥺🥺🥺🥺🥺🥺🥺🥺🥺🥺🌃

    • @rabindranaik41
      @rabindranaik41 Год назад

      Old is gold bro

  • @RAlok687
    @RAlok687 9 месяцев назад +14

    ଆଜି ଆଉ ଶେ କୁଅନାହିଁ ସେଙ୍ଗା ନାହିଁ ସେଦିନ ନାହିଁ ମୋ ପିଲାଦିନ ଗିତ ବହୁତ ଭଲ

  • @NOOBGAMING-rt5eu
    @NOOBGAMING-rt5eu Год назад +30

    କଥା କହୁଥିଲେ ସରିବନି କିଏ ଦେଖି ଛି❤

  • @Shersingh-nf2qv
    @Shersingh-nf2qv 4 года назад +91

    ପୁରୁଣା ଦିନର ସ୍ମୃତି 😍😍... ହୃଦୟ କୁ ସ୍ପର୍ଶ କଲା ଭଲି ଗୀତ 😘😘😘😘

  • @GaneshPrasadPanda
    @GaneshPrasadPanda 2 года назад +109

    DD national ଚନ୍ନେଲ ରେ ଦେଖିବା ଯୋଉ ମଜା ଥିଲା 3.15 ରେ ଝଙ୍କାର ରେ ପୁଣି

    • @redbutton4379
      @redbutton4379 4 месяца назад +2

      ରବିବାର ରଙ୍ଗୋଲି

    • @pratapsahu8477
      @pratapsahu8477 4 месяца назад +2

      Right bhai❤❤

    • @anilbehera570
      @anilbehera570 3 месяца назад +1

      Sata kahila

    • @raajcool8669
      @raajcool8669 Месяц назад

      Satare vi mo manara katha kahila.....time ta 3:15 nuhee 2:15

  • @ranjansundaray649
    @ranjansundaray649 2 года назад +39

    ସ୍କୁଲ୍ ଜୀବନର ସେ ଅଭୁଲା ଦିନ ସବୁ ଏବେବି ତାଜା ହେଇ ରହିଛି। ଏ ଭଳି ଗୀତ ଭିତରେ। ଜୟ ଜଗନ୍ନାଥ

  • @crazyysanta
    @crazyysanta 9 месяцев назад +701

    2024 ରେ କିଏ କିଏ ଏ ଗୀତ ଶୁଣୁଚ

    • @abhinashsamal1532
      @abhinashsamal1532 9 месяцев назад +12

      Mu bhai

    • @RameshNayak09
      @RameshNayak09 9 месяцев назад +9

      ହଁ ଭାଇ

    • @sunilkumarsukla6493
      @sunilkumarsukla6493 8 месяцев назад +4

      Mun re bhai.daily sunuchi kana hela sithu,kana karibu mora.

    • @crazyysanta
      @crazyysanta 8 месяцев назад

      @@sunilkumarsukla6493 କିଛି ନାହିଁ ଭାଇ । ଏତେ ବଢ଼ିଆ song ଶୁଣି ବି ନାଗୁଚ କାହିଁକି ଯେ । ଟିକେ ଖୁସି ହେଉନା ☺️

    • @tutun7320
      @tutun7320 8 месяцев назад +1

      HM

  • @rajeshmohanty3436
    @rajeshmohanty3436 Год назад +6

    କାସ.... ପୁଣି ମୋ ପିଲା ଦିନ ଫେରି ଆସନ୍ତା କି ?
    ଏ ସବୁ ଗୀତ ସେତେବେଳେ ମୋତେ ବହୁତ୍ ଭଲ ଲାଗେ ଆଉ ଏବେ ବି।

  • @stube4035
    @stube4035 Год назад +3

    ଏ ଗୀତ କେବେ ପୁରୁଣା ହେବନାହିଁ ।

  • @biranchiprashadmahapatra2890
    @biranchiprashadmahapatra2890 4 года назад +1540

    ପିଲାଦିନ ର ସୁନ୍ଦର ଗୀତ କିୟେ ସବୁ 2024 ରେ ଦେଖୁଛ ଛୋଟ like ଟେ କର❤️👍

  • @jagannathmohanty6133
    @jagannathmohanty6133 2 года назад +15

    କଣେଇ କଣେଇ 🥰ମତେ ସେ ଅନେଇ😍 କହିଲା ଛେପ ଢ଼ୋକି,ଧରିଲା ଯଦି ହାତକୁ ମୋର ଦେବନାହିଁ ମତେ ଠକି..... This lines ❣️😘😍😍

    • @tunasahoo2524
      @tunasahoo2524 2 года назад +2

      Mo mana au tama mana katha sem 2 sem love you bro

    • @raajcool8669
      @raajcool8669 Месяц назад +2

      Exllent vi ae gitara pratiti lyrics bahut badhiya

  • @sudeepsudeep3461
    @sudeepsudeep3461 9 месяцев назад +3

    A gita ama 9th class tym ra.a gita sunile mo pila dina mane padijae.bahut sundar samaya thhila.i miss .mo pilla dina

  • @gopidas2189
    @gopidas2189 4 года назад +294

    Lockdown ରେ କିଛି ପୁରୁଣା ସ୍ମୃତି.. 😁😁

  • @kantabarik1894
    @kantabarik1894 Год назад +2

    ଏ ହିରୋ କୁଆଡେ ଗଲେ। I miss you

  • @rakeshpadhan8904
    @rakeshpadhan8904 2 года назад +951

    କେଜାଣେ କାହିଁକି ଏ ଗିତ ସବୁ ପୁରୁଣା ସୃତି ଓ ବସ୍ତବତା ସହିତ ମିସିଯାଏ ସେଥି ପାଇ ଏ ଗିତ ସବୁ ଆଜି ମଧ୍ଯ ଶୁଣିବାକୁ ମନେହୁଏ ପୁରୁଣା ସୃତି ସବୁ ମନେ ପକାଇ ଦିଏ,,କାହିଁ ସେ ସମୟ ,,,ସତରେ କି ସେ ସମୟ ଫେରି ଆସନ୍ତା

  • @manmathkumarbehera4153
    @manmathkumarbehera4153 2 года назад +714

    2022 re kie e song sunucha like kara . Childhood memories ru gote e song..

    • @prajnasahoo271
      @prajnasahoo271 2 года назад +6

      Na karibuni like😂

    • @smileworld2521
      @smileworld2521 2 года назад +4

      Mu sunuchi 😄 gaon majhi re Chandini Chandini majhi re kuan 😄🤪😄

    • @appkadostakshay5067
      @appkadostakshay5067 2 года назад

      @@prajnasahoo271 jiioo

    • @Dilsegodlikegxdl
      @Dilsegodlikegxdl 2 года назад

      Miss this song

    • @theaddictive7655
      @theaddictive7655 2 года назад +2

      Bhai mu 10 yr purburu sunuthili...au aji v sunuchhi those Days are nostalgic yar 🥺❤️

  • @Riteahdutta5567
    @Riteahdutta5567 Год назад +188

    ମୁଁ 2003 ର ଛୁଆ ତଥାପି ଏ ଗୀତ କୁ ମୁଁ ବାରମ୍ବାର ଶୁଣେ 💗💗

  • @rganeshreddy22
    @rganeshreddy22 4 года назад +590

    ପିଲା ଦିନର ସେଇ ପୁରୁଣା ଗୀତ ଆଜି ମଧ୍ୟ ସ୍ମୃତି ହେଇ ରହିଛି । ପୁରୁଣା ଗୀତ ସବୁ ଆଜି ମଧ୍ୟ ଶୁଣିବାକୁ ବହୁତ୍ ଭଲ ଲାଗେ ଆଉ ସେଇ ପିଲା ଦିନ କଥା ମନେପଡେ ।
    2020 କିଏ କିଏ ଶୁଣୁଚ ଚୋଟିଆ Like please

  • @sibaprasadbeherasiba
    @sibaprasadbeherasiba 4 года назад +349

    ଅଭୁଲା ସେ ଅତୀତର ପିଲାଦିନ😭😭😭
    ଯାହା କେବେ ଭୂଲି ହେବନାହିଁ😢😢😢

  • @DivyaRanjanVlogs
    @DivyaRanjanVlogs Год назад +15

    ସମୟ କୁ କେବେ ରୋକି ହୁଏନି... ହେଲେ ଏମିତି ସଂଗୀତ ଦ୍ୱାରା କିଛି ମାତ୍ରାରେ ଆମ ର ମୂଲ୍ୟବନ୍ଧୁ ସମୟ କୁ ଆମେ ପୁଣି ଫେରିପାଆନ୍ତି 😍

  • @satyaprakashofficial...2786
    @satyaprakashofficial...2786 2 года назад +11

    Nice song..👌👌😍😍........melodies singer🎤🎤 mohammad aziz 😭😭😭😭 ସେ ଏଵେ ଏହି ଦୁନିଆରେ ନାହାନ୍ତି ଼଼଼଼

  • @ardhendukhilar2641
    @ardhendukhilar2641 11 месяцев назад +24

    ଏ ଗୀତ ଶୁଣିଲେ ସେତେବେଳର ନୂଆ ନୂଆ ପ୍ରଥମ ପ୍ରେମ କଥା ମନେ ପଡିଯାଏ, ସେତେବେଳର ସେଇ କୌତୁହଳ ଆଉ ଉତ୍କଣ୍ଠା ❤

    • @r.ngoutamdebadutta2142
      @r.ngoutamdebadutta2142 11 месяцев назад +1

      ତୁମ କୌତୁହଳ କଥା ଘରେ ଘରେ ପରିଚିତ

    • @ardhendukhilar2641
      @ardhendukhilar2641 11 месяцев назад

      @@r.ngoutamdebadutta2142 ହଁ ପରା, ମୁଁ ତ ନଥିଲେ କିଛି ହବନି ଆଉ

    • @AkashKumar-in7iz
      @AkashKumar-in7iz 7 месяцев назад

      Right

    • @kartikdas2021
      @kartikdas2021 4 месяца назад

      Right ✅️

  • @swadeshbehera8121
    @swadeshbehera8121 2 года назад +86

    ଏ ଗୀତ ଶୁଣିଲେ ପିଲାଦିନର ସ୍ମୃତି ଜୀବନ୍ତ ହୋଇଉଠେ। କଣ ଥିଲା ସେ ଦିନ ସବୁ!! ❤️

    • @biswajitstudypoint4224
      @biswajitstudypoint4224 2 года назад +1

      Sanga cl tk karuna

    • @laxmipriyatudu9824
      @laxmipriyatudu9824 Год назад +1

      Ebe b mu ei Geeta sabu sune au mo akhiru luha asi jae

    • @binayaraut1241
      @binayaraut1241 Год назад

      Lovely sonng

    • @Rajesh-mh7cc
      @Rajesh-mh7cc Год назад

      @@laxmipriyatudu9824 କଣ ପାଇଁ ଆପଣ ଗୀତ ଶୁଣି କାନ୍ଦୁଛନ୍ତି

    • @Rajesh-mh7cc
      @Rajesh-mh7cc Год назад

      @@laxmipriyatudu9824 ଆଜି କାଲି ଦୁନିଆରେ ପ୍ରେମ କଲେ ଧୋକା ଖାଇବ

  • @pralayaofficial1060
    @pralayaofficial1060 4 года назад +359

    କାସ ଏଇ ସମୟ ଫେରି ଆସନ୍ତା । ପିଲା ଦିନର କଥା ବହୁତ ମନେ ପଡୁଛି

  • @0manoranjnbehera
    @0manoranjnbehera 4 года назад +663

    ସତରେ କେତେ ସୁନ୍ଦର ଆଉ ବାସ୍ତବ ଏ ପୁରୁଣା ଗୀତ ସବୁ, ସେଥିପାଇଁ ଏଗୁଡିକ ଆଜି ଯାଏ ଆମ ଭିତରେ ବଂଚି ରହିଛି। ହାଏ , ସେ ପିଲା ଦିନ ଫେରି ଆସନ୍ତା କି!

  • @surendrasunani735
    @surendrasunani735 2 года назад +1

    Mor bitigala sabu katha mane paduchhe e song sunuchheje..
    Taaari jau muluki hasa, aau chahani e geeta ta pura nua kari dauchhi MO Old memories ku ❤

  • @bibhutisaha1192
    @bibhutisaha1192 Год назад +3

    I miss u sir ......gaon majhire Chandini ...😇😇😇🇲🇰🌃♥️🌺🔯🥰😂🥰🥰🥰🥰🥰😅😊😅🥰😅🥰🥰🥰💴📟☎️💸☎️💸💶🔌💶🖨️💶💻💴📞💵💸📞💵📠💶⌨️💶📠💶📟💴📞💸💸🖨️💴🖨️💶📠💵💸📞💴⌨️💶⌨️💶📠💴📞💸💵🔋💻🔌💴📠🖥️📟💴📟📀🔌💴🔌💻🔌💻📠💻📠🖥️📠🖥️🖥️🖥️🖥️🎭💿🎬💾🎬💻🔋💻🔋⌨️⌨️🎬💸⌨️🔋⌨️

  • @RomeoSoy-rh9rc
    @RomeoSoy-rh9rc 9 месяцев назад +31

    ମୁଁ ଏହି ଗୀତକୁ 10 ଥର ଶୁଣି ସାରିଛି, ହେଲେ ବି ମୁଁ ମନ ମାନୁନି,,, ❤❤❤❤❤❤❤

  • @GopalPanda-lk5tm
    @GopalPanda-lk5tm День назад

    ଆମେ ଏ ଗୀତ casset ରେ ଶୁଣିଛୁ cd ରେ ବି 🥹🥹କୁଆଡେ ଗଲା ସେ ଅଭୁଲା ଦିନ 🥹🥹

  • @rameshnayak4936
    @rameshnayak4936 2 года назад +43

    ୧୯୯୭ ର ସୁପର ହିଟ୍ ଗିତ 💘💘💘👌👌👌👌🙏🏾

  • @dillipsamal
    @dillipsamal 3 года назад +10

    ସେ କି ଦିନ ଥିଲା....👌
    କେତେ ସୁନ୍ଦର ଦିନ ଥିଲା😓😓😓

  • @Gkodia900
    @Gkodia900 Месяц назад +1

    ଏଇ‌ ଗୀତ ‌ଶୁଣିଲା ପରେ ମ ପରି କେଉଁ ମାନେ ‌ନିଜ‌ପିଲାଦୀନ କୁ ମିସ୍ କରୁଛ 😢😢

  • @dipuranjan8060
    @dipuranjan8060 4 года назад +49

    ଅତି ସୁନ୍ଦର ଗୀତ ହୃଦୟକୁ ଛୁଇଁଲା ଭଳି👌👌👌👌👌👌👌👌👌👌👌

  • @ID4027-my2jp
    @ID4027-my2jp Год назад +1

    Hmm gote onida tv re Pura Sahi Loka basi dekhiba alaga prakar khusi 🥺🥺

  • @SudhirkumarNayak-nz6pr
    @SudhirkumarNayak-nz6pr 4 месяца назад +8

    କେଡେ ସୁନ୍ଦର ମୋ ଓଡ଼ିଆ ଭାଷା 🙏🙏🙏🥰🥰🥰,,

  • @MadhuMadhu-eh1on
    @MadhuMadhu-eh1on Год назад +7

    Old is gold ❤❤❤ bahut sunder video au cute song emiti song sunile mind fresh haijauchi ❤❤❤❤❤

  • @ShubhamPanda-1234
    @ShubhamPanda-1234 3 месяца назад +41

    ୨୦୨୪ ର କିଏ କିଏ ଲାଇକ କରନ୍ତୁ

  • @ashokbag3012
    @ashokbag3012 5 лет назад +165

    Old is gold... very nice.. remembered our childhood...
    ..

  • @mr.rakesh2095
    @mr.rakesh2095 2 года назад +14

    ଏହି ଭଳି କିଛି ଗୀତ ଜୀବନର ପୁରୁଣା ସ୍ମୁତି କୁ ମନେ ପକେଇଦିଏ really old is always gold❤️🥰😍

  • @bijayasahoo6313
    @bijayasahoo6313 2 года назад +13

    ସତରେ ଯଦି କେଉଁ ସୁନ୍ଦରୀ ତରୁଣୀ କୂଅରୁ ପାଣି କାଡୁଥାଏ, ତାର ସୁନ୍ଦରତା ଦୁଇଗୁଣ ହୋଇଯାଏ

  • @SanjayKumar-ul3vk
    @SanjayKumar-ul3vk 5 лет назад +189

    2020 ଭି ଜଉ ଭାଇ ମାନେ ଏ ଗିତ ସୁଣୁଛ like କରିବେ ବହୁତ ଖୁସି ହେବି

  • @AmritaJeevanJyoti
    @AmritaJeevanJyoti Год назад +3

    ଅତୀତ ଏମିତି ଏକ ସ୍ମୃତି ଫୁଲ ଟିଏ
    ଯେତେ ବାସି ହୁଏ ସେତେ ବାସୁଥାଏ✍️
    ଜୟ ଜଗନ୍ନାଥ ସ୍ୱାମୀ🙌

  • @enter1020
    @enter1020 12 дней назад +1

    May the childhood days come back.

  • @Niakhuntai3595
    @Niakhuntai3595 4 года назад +55

    ଜୀବନରେ ଉଙ୍କି ମାରୁଥିବା ମନର ମାନସୀ
    ଓ ମନର ନାୟିକାକୁ ପାଇବାର ଏକ ସୁନ୍ଦର ସଂଗୀତ
    ମନର ଏ ଗୀତ, ହେ....

    • @MrT7461
      @MrT7461 Год назад

      ମନ କଥା କହିଦେଲ ଭାଇ

    • @shantanusahu8853
      @shantanusahu8853 Год назад

      Very good Explain Bro

  • @mudulisagarika4525
    @mudulisagarika4525 4 года назад +1307

    2020 re kiye kiye sunucha like Kara😘😘😍😍

  • @ajayajena319
    @ajayajena319 3 месяца назад +1

    ଗୀତ ଯେମିତି ନାଚ ବି ସେମିତି ❤

  • @pratyush_mishra
    @pratyush_mishra 4 года назад +111

    It was the time when Odia Album industry was at its peak...

    • @deepakkumarpradhan8901
      @deepakkumarpradhan8901 Год назад

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @somu_fair_carrom
    @somu_fair_carrom Год назад +13

    2024 aasuchi.... ebe v kie kie yeh song sunuchanti.. mora odia bhai. Bhouni

    • @sultanakhaan6990
      @sultanakhaan6990 8 месяцев назад +1

      mu bangal se hu mu khuv valpaychu odissa ro gito

    • @somu_fair_carrom
      @somu_fair_carrom 8 месяцев назад

      @@sultanakhaan6990 good broo

  • @malayaranjanbarik5892
    @malayaranjanbarik5892 8 месяцев назад +1

    Aziz sir nka voice 😊😊❤😊😊 wah wah

  • @sanjibmajhiyadav9746
    @sanjibmajhiyadav9746 2 года назад +7

    ସେ ପିଲା ଦିନ ଗୀତ ଜୀବନରେ ସ୍ମୃତି ହୋଇ ରହିଯିବ। ❤️❤️

  • @aloktripathy6918
    @aloktripathy6918 5 лет назад +123

    ହୁଦୟ କୁ ଛୁଁଏଲା ଗୀତ ଟା ଭାରି ସୁନ୍ଦର

  • @priyankachampatypetlover5083
    @priyankachampatypetlover5083 9 месяцев назад +2

    ସେ time ର love ରେ ପବିତ୍ରତା ଥିଲା ❤❤❤❤❤❤❤❤❤❤❤❤ ସେଇ ଗାଁ ସେଇ ଗଛ ସେଇ ପାଣି ପବନ ରେ ଗୋଟିଏ ନିଆରା ମଧୁର ମୂର୍ଚ୍ଛନା ଥିଲା ମନେ ହୁଏ ଯେମିତି ସ୍ୱର୍ଗ ❤❤❤❤❤❤

  • @sunil...215
    @sunil...215 5 месяцев назад +3

    ମୁଁ ଏ ଗୀତ କୁ ବାରମ୍ବାର ଗାଇଛି ପିଲାଦିନେ 😂

  • @debasishsasmal4517
    @debasishsasmal4517 3 года назад +33

    Golden time of odia album.....you can't compare it in present time...

  • @swaincreationentertainment
    @swaincreationentertainment Год назад +1

    ବର୍ତ୍ତମାନ ୨୦୨୩ ,କିନ୍ତୁ ଗୀତ ରେ ସେଇ ସ୍ଵାଦ....

  • @ppsbppresent2839
    @ppsbppresent2839 5 лет назад +452

    2019 କେଉଁ କେଉଁ ଭାଇ ମାନେ ଏ ଗୀତ ଶୁଣୁଛ ଲାଇକ କର ନିଶ୍ଚୟ

  • @hariharpalata6759
    @hariharpalata6759 4 года назад +6

    ବହୁତ ସୁନ୍ଦର ଏହି ଗୀତ ସତରେ ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼େ ବହୁତ miss କରୁଛି ପିଲା ଦିନ ସୃତି

  • @kanhanayak7905
    @kanhanayak7905 Месяц назад +1

    ମୁଁ ବହୁତ୍ ବାର ଶୁଣିଛି ଆଉ ଏବେ ବି ମଧ୍ୟ

  • @dillipkumarbehura4008
    @dillipkumarbehura4008 10 месяцев назад +3

    ସୁନ୍ଦର ଗୀତ ever green ସବୁ ବେଳେ ନୂଆ ନୂଆ ଲାଗେ

  • @GFA341
    @GFA341 Год назад +7

    ସୂରୁପ ନାୟକଙ୍କ ଗୀତ ଭଲ ପାଉଥିଲେ ଗୋଟେ ଲାଇକ ହେଇଯାଉ । ସୂରୁପ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 😭 । ତାଙ୍କ ଆତ୍ମାର ସତ୍ଗତି କାମନା କରୁଛି 🙏 ॐ ଶାନ୍ତି 🙏🙏

  • @sunilpradhan451
    @sunilpradhan451 Год назад +1

    Aji ka date re bi ae song ra loka priyata achhi ,old is gold

  • @rajeshkumarlenka4937
    @rajeshkumarlenka4937 Год назад +3

    ଅତୀତ ର ବାସ୍ତବତା ... Golden Song😢

  • @bijayasahoo6313
    @bijayasahoo6313 2 года назад +8

    ଏବେବି ଗୀତଟି ତାର ମାଦକତାପୂର୍ଣ୍ଣ ରସରେ ସମସ୍ତଙ୍କୁ ମତୁଆଲା କରିପକଉଛି।

  • @madhuchhandanayak7670
    @madhuchhandanayak7670 5 месяцев назад +2

    25 year's hei jiba ae song suni asu chi.ajibi nuaa nuaa lagu chi.

  • @LOKANATAK
    @LOKANATAK 4 месяца назад +4

    କେଉଁ ଗାଁରେ ଗୀତ ଟି shoot ହୋଇଥିଲା, ବହୁତ ସୁନ୍ଦର ଗାଁ ଟି ସତେ ଯେମିତି ଏହି ଗୀତ ଟି ପାଇଁ ଗାଁ ଟି ଆଦିତ୍ୱିୟ

  • @chandannaik728
    @chandannaik728 Год назад +7

    ଭାଈ ଏ ଗୀତ ବହୁତ ପୁରୁଣା ହେଲେ ବି ଆମ ମନରେ ଅଛି ❤️❤️❤️❤️❤️❤️

  • @abhisekdalai2808
    @abhisekdalai2808 6 месяцев назад +1

    Really I am proud of your voice ❤

  • @manasranjanbarik7484
    @manasranjanbarik7484 Год назад +30

    2023.... Still incomparable...this voice omg

    • @subashswain9147
      @subashswain9147 10 месяцев назад

      Bro now 2024 but this song feels a omg😊😊😊

  • @debabratadev2713
    @debabratadev2713 4 года назад +7

    ପୂର୍ବର ଏଇ ହୃଦୟସ୍ପର୍ଶୀ ଗୀତ ସାମ୍ନାରେ ଆଜିର dj song ବି କିଛି ନୁହଁ .. !

  • @biswajit2689
    @biswajit2689 Год назад +1

    Rap hauchiki au🤩🤩

  • @baba__rider5146
    @baba__rider5146 4 месяца назад +7

    ଆଜି ବି ମନେ ପଡେ ପିଲା ଦିନର ଗୀତ

  • @D2ev786
    @D2ev786 4 года назад +178

    What a beautiful voice Mohammad Aziz sir, Your contribution to Odiya film industry will be remembered for ages. My very favourite singer. RIP sir.

  • @safetytalks775
    @safetytalks775 2 года назад +1

    ହାଏ ସେ dance step,
    ଆଉ ମନ ଲୋଭା lyrics,
    "କୁଆ ମୂଳର ସିଉଳି ରେ ତା ପାଦ ଗଲା ଖସି
    ତାର ଏମିତି ହାଲତ ଦେଖି ମୁଁ ଟିକେ ଦେଲି ହସି,
    ହାତ ବଢ଼େଇଲି ଧରିବା ପାଇଁ ଥରୁ ଥିଲା ତା ଦେହ "
    🍁🥰🍁

  • @dipakrout1205
    @dipakrout1205 5 лет назад +71

    This song famous for MD Aziz sir voice.... Hatssoff mr Aziz sir such A beautiful voice for All Odia song's.. remaining my childhood memories

  • @sibakumardas5439
    @sibakumardas5439 5 лет назад +164

    Really m just remembering my child hood period...when I was 8years old really this song makes me cry.......

  • @AkpAkp-ke1wr
    @AkpAkp-ke1wr 3 месяца назад +1

    Pachha kathha mane pade ❤❤❤❤❤❤❤❤❤❤❤😂😂😂😢

  • @babitarout9697
    @babitarout9697 4 года назад +130

    I am listening in 2020 at 3:00 night 😂😂😂😂😂😂

  • @bigyanbaliarsingh5342
    @bigyanbaliarsingh5342 5 лет назад +76

    Golden era of Odia Album industry..
    Beautiful song from wonderful voice of Md. Ajij Sir..Also the choreography is excellent..

  • @brajasundarbehera2749
    @brajasundarbehera2749 Год назад +2

    Kahaku dance hasa lagila.. Like kara ethi 😂😂

  • @teetanpatra8411
    @teetanpatra8411 4 месяца назад +4

    ଏ ଗୀତ ଶୁଣିଲେ ମନ ଖୁସି ହେଉଯାଉଥାଏ ସେ ସମୟରେ ମନେ ମନେ ହିରୋ ଭଳି ଲାଗେ

  • @monstertapu
    @monstertapu Год назад +38

    Only 90s child could understand this song 🥰

  • @AjibKumarpatraAjib-tz3iv
    @AjibKumarpatraAjib-tz3iv Месяц назад +1

    Mo bahutu like kare a song ku

  • @Jetendrabiswal
    @Jetendrabiswal 4 года назад +84

    ଏ ଗୀତ ଭଳି ଆଉ ଏବେ ଗୀତ ଶୁଣିବାକୁ ମିଲୁନି ଏବେ କl ଗୀତର କିଛି ମାନେ ନାହିଁ କି ସ୍ଵର ବି ନାହିଁ l ସତ ରେ ଛୋଟ ବେଳେ ଯୋଉ ଗୀତ ସେ ସବୁ ବେଳେ ମନେ ପଡିବ l

  • @SHARMA-9X
    @SHARMA-9X Год назад +9

    ଓଡ଼ିଆ ଭାଇ ଭଉଣୀ like କର

  • @gobindamishra629
    @gobindamishra629 2 года назад +2

    ଆଉ ଥରେ ମୋ ପିଲାଦିନ କଥା ମନେପଡି ଜାଉଚି ଏ ଗୀତଶୁଣି,,,,,

  • @RehanShaikh-gn3sm
    @RehanShaikh-gn3sm 4 года назад +104

    One of my all time favorite odia song. I even sang this during my college days in college fests and election campaigns. The music and lyrics are really incredible but the singing of Mohd. Aziz takes to another level altogether.

  • @Cyclists.krishna
    @Cyclists.krishna 4 года назад +24

    ସୁନ୍ଦର ଅଭିନୟ ଏ କଳାକାର ମାନଙ୍କର ।।।।

  • @Actorchinmayvlogs
    @Actorchinmayvlogs 8 месяцев назад +2

    se dina katha mane padile akhi ape ape luhare puri uthuchhi 😭😭😭

  • @SurinderKumar-nw6in
    @SurinderKumar-nw6in 4 года назад +31

    Kie mate mo pila dina anideba😭😭
    Abhula se smruti☹️

  • @satyabratasamantaray3271
    @satyabratasamantaray3271 Год назад +6

    ଫଗୁଣ ର ପରସ ରେ ଋତୁ ର ରଙ୍ଗ ବଦଳିଲା ପରି ସମୟ ମଧ୍ୟ ବଦଳୁଛି କିନ୍ତୁ ଏ ଗୀତ ଶୁଣିଲା ପରେ ମାନେ ପଡ଼ିଯାଏ ଅତୀତ ରେ ହଜିଯାଇଥିବା ସେ ପିଲା ଦିନ ।

  • @debabratamishra9633
    @debabratamishra9633 25 дней назад

    ସେତେବେଳେ ଚମତ୍କାର ଗୀତ ଲେଖୁଥିଲେ ଆମ ଗୁଣୀ ଓ ପ୍ରତିଷ୍ଠିତ ଓଡିଆ ଗୀତିକାରମାନେ।❤❤❤❤❤

  • @chino__art3181
    @chino__art3181 4 года назад +166

    Nice song 👌👌👌👌... childhood memories...

  • @Bhitirikhabar5927
    @Bhitirikhabar5927 Год назад +6

    2023 ରେ କଉମନେ ଏ ଗୀତ ଶୁଣୁଚ ଲାଇକ କର👍👍👍

  • @sasmitamohanty3035
    @sasmitamohanty3035 Месяц назад +1

    ପୁରୁଣା ସ୍ମୃତି ❤ ଅତି ସୁନ୍ଦର୍ ଗୀତ

  • @subhrabasusahoo175
    @subhrabasusahoo175 3 года назад +11

    Missing my old days ...
    Missing Odisha ...
    Missing such type of songs now a days ...

  • @odishastory
    @odishastory 4 года назад +14

    ମୋ ର ସବୁଠାରୁ ପସନ୍ଦ ର ଗୀତ।।।