I love you sir ଯେତେ ଥର ଏ ଗୀତ ଶୁନେ ସେତେ ଭଲଲାଗେ ତା ସହିତ ଆଖିରୁ ଦୁଇଟୋପା ଲୁହ ଜରିଯାଏ କଣ ପାଇଁ ଜନିପରେନି ସତରେ ଗୌତମ sir you are great person really I love you sir
Mu mo ghara thu bahut dura re rahuchhi akutia ketebele ghara Goan katha manepade ai song sune Prabhu au thare mo piladina ferei diante ki mo maa ra gali bapa nk katha nani vai jhia katha bahut manekade au mo sanga mansi ku bahut Miss kare mo school time ra katha v Mane pade bahut
୨୦୨୪ ରେ କିଏ କିଏ ବିତିଯାଇଥିବା ସେହି ଅମୂଲ୍ୟ ଦିନକୁ ବହୁତ ମନେ ପକାଉଛ...❤❤❤
ମୁଁ 😭😭😭😭😭
Mu😢😢
Mu😂😂😂
Mu😢
Mu bahut mane paduchi
ଅତୀତ ଏମିତି ଏକ ସ୍ମୃତିଫୁଲ ଟିଏ
ଯେତେ ବାସୀ ହୁଏ ସେତେ ବାସୁଥାଏ.. ✍️
ଜୟ ଜଗନ୍ନାଥ ସ୍ୱାମୀ 🙌
🥺🥺🤣 6:17
Right 👍
2025 କିଏ କିଏ ଶୁଣୁଛ
😔😢😭
Mu sunuchi
❤
Mu❤❤❤
Mu❤❤😢
ଜୀବନ ଠାରୁ ❤ବଡ଼ ବିଦ୍ୟାଳୟ ନାହିଁ....
😢ଅସୁବିଧା ଠାରୁ ବଡ଼ ପରୀକ୍ଷା❌ ନାହିଁ.....
ଆଉ ସମୟ ଠାରୁ ବଡ଼ ଶିକ୍ଷକ 🙄ନାହିଁ.......❤
😢😢
😢😢
Thanks
ଭଉତ ସୁନ୍ଦର ସତ କାହାଣୀ 🙏🙏❤️
😢😢😢
କେତେ ସୁନ୍ଦର୍ ଥିଲା ସେ ପିଲା ଦିନ ।ଭାବିଲେ ଖାଲି ଆଖିରେ ଲୁହ ଛଡ଼ା ଆଉ କିଛି ମିଳିବନି।କିନ୍ତୁ ସେ ଦିନର ସ୍ମୃତି ବହୁତ୍ ମିଠା ।ବୋଉର ଗାଳି ,ବାପାଙ୍କ ମାଡ଼,ଆଉ ସାଙ୍ଗ ମାନଙ୍କ ସହିତ ବିତିଯାଇଥିବ ସେ ମିଠା ମିଠା ଅଭୁଲା ସ୍ମୃତି ଆଉ ଯେତେ ଖୋଜିଲେବି ମିଳିବନି ।ସେ କଥା ମନେ ପଡ଼ିଲେ ଯେତିକି ଦୁଃଖ ଲାଗେ ସେତିକି ଖୁସି ବି ଲାଗେ ।ପିଲା ବୟସ ଭିତରେ ନା ଥିଲା ବାଦ ଛେଡ ନା ଥିଲା କାହାପ୍ରତି ହିଂସା ।
ଭାଇ ଏ ଗୀତ ଲେଖିବାର ନଥିଲା, କାହିଁକି ନା ଆମ ଭଳି ଗାଁ କୁ ଭଲ ପାଉଥିବା ପିଲା କାନ୍ଦୁଚ ନ୍ତି ଏ ଗୀତ ସୁଣି
😢😢😢😢😢😢😢😢😢
ନିଶ୍ଚିତ ଭାଇ😭😭😭😭🙏
Vai kandilebi loke,Sato katha ta aau
❤Lllllll❤lllll pl l@@prabadhdas7213
😢😢
2024 ରେ ମଧ୍ୟ ଏହି ଗୀତ ଶୁଣିଲେ ସେହି ପିଲାଦିନର ଚିରସ୍ମରଣୀୟ ଦିନ,ଖେଳକୁଦ ମନକୁ ଅତି ଆନନ୍ଦରେ ଭରିଦେଇଥାଏ ❤❤❤
ଓଡ଼ିଆ ଭାଷା ଥିବା ଯାଏ ଏ ଗୀତ ସବୁବଳେ ହୃଦୟସ୍ପର୍ଶୀ ହୋଇ ରହିବା। ସବୁବେଳେ ଆମ ପିଲାଦିନ କଥା ମନେ ପକେଇ ଦବ। ଧନ୍ୟବାଦ୍ ଶ୍ରୀକାନ୍ତ sir।
Mo 10 tanka choreithilu hetuachi ki
By babangali 3:20 😮
😢😢😢😢😢🙏🙏🙏hmm
ଜୀବନର କେତେ ସୁନ୍ଦର ମୁହୂର୍ତ୍ତ ସବୁ ବିତି ଯାଇଛି ଯାହା ଆଜି ବି ମନେ ପଡିଲେ ବହୁତ୍ କଷ୍ଟ ଅନୁଭବ ହୁଏ ଆଉ ଆନନ୍ଦ ବି ଲାଗେ।
2025 ରେ କିଏ ଦେଖୁ ଛନ୍ତି ❤
❤
Beautiful song
2023 ରେ ବି ଏହି ଗୀତ ଶୁଣୀ ଆମ ପୀଲାଦୀନ କଥା ବୋହୁତ ମନେପଡେ ,ମୋ ଗା ,ମୋ ଭାଷା, ମୋ ଓଡିଶା, ଆମେ ସଭୀକୁଂ ଆମ ଭାଷା କୁ ଭଲ ପାଇବା ଜରୁରୀ
😊😊
❤❤❤❤❤❤❤
🙏🙏🙏
😢😢 just fill it
😊😊😊
କିଏ କିଏ ଏଇ ଗୀତ ଶୁଣି ଶୁଣି କାନ୍ଦିଚ ବହୁତ୍ 😢❤
Mu 😢
Mu be bhai bohut😢😢😢
Mu😂
Bhai mo pila bahut manapaduchi hela kn karibi
Mu
ବହୁତ୍ ଲୁହ ଝରିଲା ଆଖିରୁ ଗୀତଟି ଶୁଣିଲା ପରେ । ସତରେ ବହୁତ୍ ମନେ ପଡୁଛି ପିଲା ଦିନର କଥା ଓ ସ୍ମୃତି। 😢😢😢
2024 ରେ କିଏ କିଏ ଦେଖୁଛ
Radhe Radhe
Bhout misss😢😢😢😢😢😢😢😢
Mu
Mu
Bhai 2024 kan a jibana thila jae dekhudibi 😢😢
ସତରେ ସାଙ୍ଗ ମାନେ ପିଲା ବେଳ ର କଥା ବହୁତ୍ ମନେ ପଡୁଛି ଏ ଗୀତ ଶୁଣି ଆହୁରି ମନେ ପଡୁଛି ଆଉ ଫେରି ଯିବାକୁ ଇଛା ହୋଉଛି I REALLY MISS YOU 😭😭😭😭😭😭😭😭
Really miss you 😭😭😭😭😭😭
🥺😢😢😭😭
ମୋ ପିଲାଦିନେ ଯେବେ ଏହି ଗୀତ ଟିଭିରେ ପ୍ରସାରିତ ହୁଏ, ଶୁଣିବାକୁ ଭଲଲାଗେ। ହେଲେ ଏବେ ବଡ଼ ହେବାପରେ ଏହାର ଅର୍ଥ ବୁଝାପଡୁଛି। ବାସ୍ତବରେ ଏହା ଏକ ଗୀତ ନୁହେଁ ବରଂ ଜୀବନର ଏକ ସୁନ୍ଦର ବର୍ଣ୍ଣନା। ❤️
₹ lm
Right bro
❤❤❤❤❤❤❤❤
Bhai ae ta jiban❤❤❤
❤❤❤❤❤❤❤
ପିଲା ଦିନକଥା ଭାରି ମନେପଡୁଛି ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଛି, ଏହି ଗୀତ ମଧ୍ୟରେ ସ୍କୁଲ ବେଳର କଥା ଭାରି ମାନେ ପଢୁଛି,,,ଧନ୍ୟବାଦ ଶ୍ରୀକାନ୍ତ ଗୌତମ ଭାଈଙ୍କୁ ସୁନ୍ଦର ଲେଖିଥିବାରୁ,,ସତରେ ମୋ ଆଖିରୁ ଲୁହ ଆସିଗଲା... 😭😭😭😭
2025 re କିଏ କିଏ ଦେଖୁଛ?
Prasant, padampur, Rayagada
Bro pila bela time bahut mane paduchi
ଏହି ଗୀତ ଶୁଣିଲେ ହୃଦୟ ରେ ଏକ ଅଲଗା ପ୍ରକାର ଶିହରଣ ସୃଷ୍ଟି ହୁଏ । ପିଲା ଦିନର ପ୍ରତିଟି ମୁହୂର୍ତ୍ତ ମନେ ପଡ଼ିଯାଏ।
ପ୍ରକୃତରେ ସେ ପିଲା ଦିନର ସ୍ମୃତି କୁ କେବେ ବି ଭୁଲି ହେବନି ।। ମୁଁ ଯେବେ ଏ ଗୀତ ଶୁଣେ ଆତ୍ମ ବିଭୋର ହୋଇପଡେ ।। ଏ ଗୀତର ଲେଖକ ଙ୍କୁ ମୁଁ ଅନ୍ତରର ସହିତ ଧନ୍ୟବାଦ୍ ଦେଉଛି ।।।
ସତରେ ଗଲା ଦିନ ସବୁ.. ଏହି ଗୀତ ଶୁଣିଲା ପରେ ମନେ ପଡି ଯାଉଛି.... ସତରେ ଗୌତମ ଭାଇ.... ତୁମକୁ ବହୁତ ବହୁତ ଧନ୍ୟବାଦ..... ତୁମ ସୁଖ ରୁହ
🙏🙏🙏
.
Pura sata ଯେତେବେଳେ ଶୁଣିଲେ ପିଲା ବେଳ ktha Mane ପଡ଼ିଯାଏ ଆଉ kando bi lage
❤
ଏଇ ଗୀତ ଟା ଯେତେ ଥର ଦେଖୁଚି, ମୋ ଆଖିରୁ ଲୁହ ବାହାରି ଆସୁଚି...😔 🎶 👌👌👌singer babuli sir👍👍
Same here😔
#smile medicine
@@prabadhdas7213 ⁰⁰⁰0⁰0⁰0⁰0⁰
@@prabadhdas7213 000
bhai se dina pheriasanta ki😔😔😔
ପିଲା ଦୀନ ହଉଛୀ ଜୀବନ ର ସବୁଠୂ ଖୁସୀ ଜୀବନ, ନା ଭୁଲ୍ କରୀବାର ଡରଥାଏ,ନା ପିଲାବେଳ ର ସେ ଭୁଲ୍ କୁ ଧରାଯାଏ, ବୋହୁତ୍ ସୁଦଂର ମୋ ପୀଲା ଦୀନ,କାସ୍ ପୁଣୀ ଫେରୀ ଯାଆତୀ କୀ ସେଇ ଅଭୁଲା ଦୀନ କୁ❤❤❤❤
😭😭😭😭😭😭😭
😭😭😭
Very sad and heart touching ❤.moo janini tume kiye kintu abhali comment bahut dukha au luha dauchhi😢
ଆଉ ହେବ ନି ଭାଇ😭😭
ମୋର ମନେ ଅଛି 2000 ମସିହା ରୁ 2010 ମସିହା ପଯ୍ୟନ୍ତ.. ସମୟ.. ସୁନ୍ଦର ଥିଲା..😢😢
ଏମିତି କିଛି ହୁଅନ୍ତାନି କି ଆମେ ପୁଣି ଥରେ ଆମ ପିଲା ଦିନ କୁ ଆମେ ଫେରି ଆସନ୍ତେ 😢😢😢😢 ବହୁତ୍ ମନେ ପଡୁଛି ସେ ଦିନ ରେ । ହେ ଭଗବାନ୍ ଏତିକି ଅନୁରୋଧ କି ପୁଣି ଥରେ ମଣିଷ ଜନ୍ମ ଦିଅନ୍ତୁ 😢😢😢😢 ପୁଣି ସେଇ ପିଲା ଦିନ ଅବସ୍ଥା କୁ ଆସି ଯାଆନ୍ତି କି 😢
😮😮😢😢😢hmm bhai
Abe ra pila Mane kn agabhali Dina bitauchhanti
Abe ta khali 2 barsaru patha patha hei jauchhanti
କେବେ ନୁହେଁ ଭାଇ 😢😢😢😢😢
ମୋର ବି ଭାରିମନେପଡ଼ି ଆଖିରେ ଲୁହ ଆସିଯାଉଛି
🥺🥺ସତରେ ସେ ପିଲା ଦିନ କେତେ ଭଲ ଥିଲା 😭ହେ ଭଗବାନ ମୋ ପିଲା ଦିନ ମୋତେ ଫେରାଇ ଦିଅ 😭😭
Na bhai au hoboni😭😭
U r right 👍
😊😊😊
U r right bro
@@prabadhdas7213🤣🤣🤣🤣🤣🤣🤣🤣🤣🤣🤣
ଏ ଗୀତ ଶୁଣିଲା ପରେ ରାଜଧାନୀ ରେ ରହିବାକୁ ଇଛା ଲାଗୁନାହିଁ
Rajdhani re kauthi rahucha
ଏହି ବିଡ଼ିଓ ଯେତେଥର ଦେଖି ପିଲାଦିନ କଥା ବହୁତ ମନେ ପଡେ I Love This Video Song
ସତରେ ଭାଇ ପିଲା ଦିନ କେତେ ଭଲ ଥିଲା। 😣🥲 ମୁଁ ପିଲାଦିନେ ଭାବୁଥିଲି କି ମୁଁ କେବେ ବଡ଼ ହେବି , ହେଲେ ବଡ଼ ହେଲାପରେ ଭାବୁଛି କି ମୋ ପିଲା ବେଳ କେତେ ଭଲ ଥିଲା।😅
ଆଜିର ଦିନରେ ବି କିଏ ଏଗିତ ଶୁଣୁଚ like କର❤
ଅଭଳି ଗୀତ ଓଡ଼ିଆ ଆଲବମ ଜଗତ ପାଇଁ ଗର୍ବ ଓ ଗୌରବ 🙏🙏🙏
🙏🙏🙏
ଏ ଗିତ ପିଲା ଦିନ କଥା ମନେ ପକାଏ ସତରେ ବହୁତ ମନ ପଡେ 😢
Gunamahaptra
ମୋ ଜୀବନରେ ଯେତେବେଳେ କିଛି ଭୁଲ କାମ କରିଥିଲେ ଆଜି ସେ ଦିନ ମନେ ପଡୁଛି ତେବେ 😢😢
😢😢
ସତରେ ଆମେ ପିଲାଦିନେ ବହୁତ ଭୁଲ୍ କରିଛେ , ଆଜି ଗୋଟିଏ ଗୋଟିଏ ହେଇ ମନେ ପଡିଯାଉଛି , ଲେଖିଲା ବେଳେ ଆଖିରୁ ଲୁହ ଝରି ପଡୁଛି
ଏଇ ଗୀତ ଶୁଣିଲେ 😢 ସତରେ ଆଖି ରୁ ଲୁହ ଝରି ପଡେ ସେ ଖେଳ କୁଦ ସେ ସ୍କୁଲ ଘର ପଡିଆ ସେ ବର କୋଳି ଆଉ ସାଙ୍ଗସାଥି ❤ କବେ ଫେରିବନି
Right
Smurti ek rupa janha
😭
ବହୁତ୍ ମନେ ପଡେ ଏ ଗୀତ ଶୁଣିଲେ ପିଲା ଦିନ ସତ୍ ବେଶୀ ମୋ ଭାଇ ଆଃ ଝଗଡ଼ା❤
ଏଇ ଗୀତ କୁ ମୁ ଯେତେ ଥର ଶୁଣିଲେ ମୋ ଆଖିରୁ ଲୁହଆସିଯାଏ❤😢କୁଆଡ଼େ ଗଲା ସେ ପିଲାଦିନ ଆଉ ଫେରିବ ନାହିଁ❤❤❤❤❤❤❤❤❤❤😞😞😞😞😞😞🥹🥹🥹🥹😄😭😭😞😭😞😭😞😭❤️❤️❤️
Actually
ସତରେ କେତେ ସୁନ୍ଦର ଥିଲା ଆମର ସେ ଅତୀତ ତଥା ଆମ ପିଲା ଦିନ ମନେ ପଡ଼ିଲେ ହୃଦୟ କାନ୍ଦି ଉଠୁଚି
ସତରେ ଏ ଗୀତ ରେ ମୋ ପିଲା ବେଳର ସବୁ କଥାଚିତ୍ର ରହିଛି🙏
ଆଜି କାର ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର କଣ୍ଠଶିଳ୍ପୀ ଟିକେ ଏଭଳି ଗୀତ ରଚନା କରନ୍ତୁ,,, ଜୟ ଜଗନ୍ନାଥ
Good
2025 ଏ ସୁନ୍ଦର ଗୀତ ଟି କିଏ କିଏ ଶୁଣୁଛ Like କର❤❤❤
ପ୍ରକୃତରେ ସେ ପିଲାଦିନର କଥା ମନେ ପଡ଼ିଲେ ଭାରି କଷ୍ଟ ହୁଏ ମୋର ଅତୀତର ସାଙ୍ଗସାଥୀ ମାନଙ୍କୁ ମୁଁ ବହୁତ ମିସ୍ କରେ। ଯଦି ସମୟ ଯାତ୍ରା କରି ହୁଅନ୍ତା ତେବେ ମୁଁ ସେହି ସମୟକୁ ଫେରି ଯାଆନ୍ତି 😢😢😢
ସମୟ ଡୋରି ରେ ବୟସ କୁ ରଖି ହୁଅନ୍ତା କି ବାନ୍ଧି।
ପିଲାଦିନ ସ୍ମୃତି ମନେପଡିଗଲେ ଆଖି ଭିଜୁଥାଏ କାନ୍ଦି
ଆହା ସେ ପିଲାଦିନ କଥା ମନେ ପଡ଼ିଲେ ଆକିରୁ ଲୁହ ଝରି ଆସେ ବାପା ମା ଭାଇ ଭଉଣୀ ସାଙ୍ଗ ସାଥୀ ଖେଳ କୁଦ ଓ ଗାଁର ପ୍ରାକୃତିକ ଶୋଭା ଆଉ ମିଳିବ ନାହିଁ ଆଜି ତ ଆମେ ସମସ୍ତେ ଟଙ୍କା ଓ ସହରୀ ଜୀବନ ପଛରେ ଧାଇଁ ଧାଇଁ ଅଣ ନିଃଶ୍ୱାସ ନେଇ ବୃଦ୍ଧ ହୋଇଯିବା ହେଲେ ସେ ସମୟ ସ୍ବପ୍ନ ହେଇଯିବ
Hnnn sir
😩😩😩😩😩😩😩😩😩😩
Satare sir au kana se dina asiba
0
Satare se Dina au asibani
ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡେ ଓ ଛାତିଫଟା କଷ୍ଟ ହୁଏ l ମନେ ପଡେ ବହୁତ୍ ଅଭୁଲା ସ୍ମୁତି l
💔💔💔💔😭😭😭😭😭😭😭😭😭😭
Best song of my life. I love this song very very very much,,, really i miss those days.
କିଏ କିଏ ସବୁ 2024 ରେ ଏଇ ଗୀତ ଶୁଣୁଛ ପ୍ଲିଜ଼ କୁହ
I love to this song 💞💕
ପିଲା ଦିନ ମନେ ପଡୁଚି 🙏
ସମସ୍ତେ ସମସ୍ତଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି କିନ୍ତୁ ଏହି ଗୀତ ଶୁଣିଲେ ମନ ଭଲ ଲାଗେ👍🙏🙏
ପୁରୁଣା ଦିନ ବହୁତ୍ ଭଲ ଥିଲା ଆଜି ବି ମନେ ପଡେ ସେଇ ବିତୀ ଯାଇ ଥିବା କିଛି ଦିନ ମୋର ଛୋଟ୍ ବେଳ ର ବଦମାସୀ ଆଜି ବି ବହୁତ୍ ମନେ ହୁଏ ଏଇ ଗୀତ ଶୁଣି i miss you childhood dina ke
ପିଲା ଦିନେ ପାଦ ରେ ଚପଲ ଆଉ ଭଲ ଡ୍ରେସ୍ ନ ଥିଲେ ବି ଲାଗୁଥିଲା ସବୁ ଦିନ ମକର ପରି..... କାହାର ଏମିତି ଅନୁଭୂତି ଅଛି like କର....😢😢😢
ଏବେ ସେ ପିଲା ଦିନ ସିନା ନାଇଁ ହେଲେ ଏ ଗୀତ ଶୁଣିଲେ ଲାଗୁଛି ସେ ପିଲା ଦିନ ରେ ଏବେ ବି ହଜିଯାଇଛି 🎉🎉🎉❤❤
ଆଜି ବି ଏହି ଗୀତ ଶୁଣିଲେ ଅନେକ ଲୁହ ଆସି ଯାଏ ଆଖିରେ.. ସତରେ ପିଲା ଦିନ ଗୋଟେ ଅଭୁଲା କାହାଣୀ ଆମ ଜୀବନର... 😔😔
I love you sir ଯେତେ ଥର ଏ ଗୀତ ଶୁନେ ସେତେ ଭଲଲାଗେ ତା ସହିତ ଆଖିରୁ ଦୁଇଟୋପା ଲୁହ ଜରିଯାଏ କଣ ପାଇଁ ଜନିପରେନି ସତରେ ଗୌତମ sir you are great person really I love you sir
ବର୍ତମାନ ର ବ୍ୟସ୍ତ ବହୁଳ ଜିବନ ଠାରୁ ଆମ ପିଲା ଦିନ ବହୁତ ଭଲ ଥିଲା । ଲୋଭ ମୋହ ଠାରୁ ବହୁତ ଦୂରରେ ଥିଲା । Really Missing that Moment 😔
Correct
Right
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତଟିଏ।
ସଙ୍ଗୀତ, ଗୀତ ଲେଖା, ଗାୟନ, ସବୁ କିଛି ଅତି ଉତ୍ତମ।
Evergreen..
ସତରେ କାନ୍ଦ ଲାଗୁଛି 😭😭😭
ଆଉ କେତେ ଚେଷ୍ଟା କଲେ ବି ସେ ପିଲା ଦିନ ଆସିବ ନାଇଁ ସତରେ ଭଗବାନ ସେମିତି କିଛି ଯାଦୁ କରନ୍ତେ କି
ଆଖିରେ ଲୁହ ଆସିଗଲା ଭାଇ, ସତରେ ପିଲା ଦିନ ର ସମୟ କେତେ ସୁନ୍ଦର,
ଏହି ଗୀତ ଶୁଣିଲେ ବୋହୁତ ଦୁଃଖ ଲାଗେ ସେଥି ପାଇଁ ଜାଣି ଶୁଣି ଶୁଣେନି 😭😭😭😭
ମୁ ବି ଶୁଣେନି. ଜାଣି ଶୁଣି ସତରେ ଭାଇ ପିଲା ଦିନ କଥା ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି ରେ ଭାଇ😭
I really miss u my childhood memories
rigjt bro
Bohut mane paduchi
Mun bi bhai 😢😢
ସତରେ ବେଳେ ବେଳେ ମୁଁ ସାନ ପିଲାଙ୍କ ସଙ୍ଗେ ଖେଳେ,କ୍ରିକେଟ୍ ଫୁଟବଲ୍,କବାଡି,ଏଣୁ ମୋ ମା ତତେ ପିଲା ବୁଦ୍ଧି ଛାଡିନି କହେ,ମୋ ସ୍ତ୍ରୀ v ସେମିତି କୁହେ,କିନ୍ତୁ ପିଲାଙ୍କ ସଙ୍ଗେ ପିଲା ହେବା କେତେ ଆନନ୍ଦ,ନିଜେ ଜାଣି ହୁଏ,❤
ଜୀବନର ବାସ୍ତବ କୁ ନେଇ ଗୀତଟି ଉଲ୍ଲେଖ କରାଯାଇଛି ଧନ୍ୟବାଦ
ଆଜି ବି ଏ ଗୀତ କିଏ କିଏ ଶୁଣୁଛନ୍ତି...
After Sachi Routray Sir's "Chotta mora gaon ti", this song pen by Srikant Gautam Bhai should be declared odia national anthem.
Right
👍👍👍
Right 👍👍👍👍👍
Han bhai😢
True ❤❤
2023 ରେ କେଉଁ ମାନେ ଶୁଣୁଛ
ଅତି ସୁନ୍ଦର। ଶ୍ରୀକାନ୍ତ ଗୌତମଙ୍କ ଲିଖିତ ସବୁ ଗୀତ ହୃଦୟସ୍ପର୍ଶୀ ଓ ଚିର ସବୁଜ ଅଟେ।
କିଏ କିଏ ଏଇ ଗୀତ 2025 ଶୁଣୁଛ
Mu sunuchhi
କାହିଁ ଗଲା ସେଦିନ ସାଙ୍ଗ ସାଥି ଭାଇ ଭଉଣୀ, ମାମୁଁଘର ଗାଁ, ବିଲ ବଣ ନଦୀ, ଘର ଠୁ ବହୁଦୂରେ 😭😭😭
😢😢😢
ହୃଦୟ ସ୍ପର୍ଷୀ ଓ ଚିରନ୍ତନ ସତ୍ୟ ,,,,ସର୍ବଦା ଭଲ ଲାଗିବା ଗୀତ,,,,ଲେଖକ ଙ୍କୁ ଧନ୍ୟବାଦ୍।
ଯେତେ ବେଳ ପିଲା ଦିନ କଥା ମନେ ପଡେ ଭାରି ମନ ଦୁଃଖ ହୁଏ🥺😢😓😭i miss you chilld
😢😢😢ପିଲାବେଳ ମନେ ପକାଇ ଦୁଃଖ ଲାଗୁଛି ❤❤❤❤❤❤❤ଜୀବନ ଜିଇବା ଅପେକ୍ଷା ଜୀବନକୁ ବୁଝି ଗଲେ ଜିଇବା ସହଜ ହେଇ ଯିବ miss you my teacher my school time friend ❤❤❤❤❤❤
ଏ ଗୀତ ଶୁଣିଲା ପରେ ମନର ଥିବା କୋହୋ ଆଖିର ଲୁହ ହୋଇ ବାହାରି ଆସୁଛି😢ମନେ ପଡେ ମୋ ପିଲା ଦିନ ଆଉ ମୋ ବାପା ମାଙ୍କ କଥା😭😭😭😭😭😭😭😭😭
ଏହି ଗୀତକୁ ଶୁଣି ମୋତେ ବେଳେ ବେଳେ କାନ୍ଦ ଆସେ
ସ୍ୱାଭାବିକ
Sata re bhai
Mate b 😭
Satare seedina se e juga nahi.
ମୋତେ ବି ବୋହୁତ ଲାଗେ
ହେଲେ ଏବେ ବଡ ହେଇଗୋଲୁ ଆଉ କେବେ ସେଦିନ ଆସିବନି
ପିଲାବେଳ ସାଙ୍ଗ, ସେହି ସମୟର ଅନୁଭୂତି ମନେ ପଡିଲେ ବହୁତ ଦୁଃଖ ଲାଗେ😟😟😭😞😞😞😞😞😟😢😢😢😢
କି ଜୀବନ ଥିଲା ସେ ସମୟ ସାଙ୍ଗରେ ସବୁକିଛି ବଦଳି ଗଲା ଏବେ ଭାବିଲେ ବାସ ଆଖିରେ ଚଳ ଚଳ ଲୁହ
ଆଜିବି ଏ ଗୀତ ଶୁଣିଲେ ପିଲାବେଳର ସେ ଅଭୁଲା ଦିନ ମନେପଡୁଛି
ସେ ସମୟ ଆଉ ଫେରିବନି ଏ ଗୀତ ଦେଖି ପୁରୁଣା ଦିନର ସ୍ମୃତି ପୁଣି ଥରେ ସତେଜ ହେଇ ଉଠୁଛି
ପିଲା ଦିନ କଥା ଭାରି ମନେ ପଡୁଚି ଆଉ ସେଦିନ ଆଶୀବନି i mis you
ମନର ଭାବନାକୁ ବୁଝିଲା ଭଳି ଗୀତ ଟିଏ ,ସୁନ୍ଦର ଗୀତ
ସତରେ ପିଲା ବେଳ କେତେ ଭଲ ଥିଲା 💞
Gita ra gote gote wording satare pila Dina mane pakei dauchi, kete khusi thhila sabu jinsa, pila Dina ra smruti sabu tazza hei jauchi suniki😢😢😢😢❤❤❤❤
ପିଲା ବେଳ କଥା ବିତି ଯଇଥିବା କଥା ମନେ ପଡିଲେ ବହୁତ କାନ୍ଦ ଲାଗେ 😢😢😢...i really miss my childhood life
କିଏ ଆଣିଦେବେ ମୋ ପିଲାଦିନ ମନେପଡେ ବହୁତ କଷ୍ଟହୁଏ 🙏🙏🙏🙏🙏🌹🌹🌹👍
ପିଲା ବେଳ ସମୟ କୁ ମନେ ପଡ଼ିଲିଲେ ବହୁତ ଦୁଃଖ ଲାଗେ.. I really miss my chilihood
Hare bhai bahuta dukha laguchhi bhari mane paduchhi.
Right bro very much very nice video very nice song
Miss my childhood days and memories 😢😢😢😢
Hn re bhai
Right brother.......❤️❤️
Rest in peace Shantiraj Khosla. You created golden songs. Miss you.
Beautiful song.
ସେ ଦିନ ଆଉ କେବେ ଆସିବ ନାହିଁ।।। ବୋଉ ସହ ମାମୁଁ ଘର ଯିବା ।।। ସାଙ୍ଗ ମାନଙ୍କ ସହ ପୋଖରୀ ରେ ଗାଧୋଇ ମଜା କରିବା।।। ସ୍କୁଲ କୁ ନଯାଇ ଲୁଚିକରି ଘରେ ରହିବା ।।😢 ସେ ସ୍ମୃତି ସବୁ ଅଭୁଲା ସ୍ମୃତି 😢।।।
ବହୁତୁ କଷ୍ଟ ହଉଚି ପିଲା ଦିନ କଥା ମନେ ପଡିଗଲେ thanks you sir ଏମିତିକା ଗୀତ ଲେଖି ବାକୁ 😭😭😭
ସତରେ ଏଇ ଗୀତ ଶୁଣିଲେ ମନଟା ତରଳି ଯାଏ
ଇ ଗୀତ୍ ଟା ସୁନଲା ପରେ ମୋର ଛୁଆ ବେଲର୍ ସବୁ କଥା ମନେ ପଡି ଯାଉ ଛେ । ସେ ସମୟ ଟା ବହୁତ ବଢିଆ ଥିଲା ଖରାପ ଲାଗୁଛେ ସେ ସମୟ ଟା ଆଉ କେଭେ ପାଇ ନି ପାରୁ❤❤❤❤❤❤❤❤❤😢😢😢😢😢😢😢😢😢😢
ଏ ଗିତ ମେ ପିଲାଦିନର
ମତେ ଭାରି ଭଲଲାଗେ
Excellent beautiful
ଆଉ ଯେତେ ଚେଷ୍ଟା କଲେ କି ଯେତେ କାଦିଲେ ବି ସେ ପିଲା ଦିନ ପେରି ଆସିବ ନି କିନ୍ତୁ ଏ ଗୀତ ଶୁଣି ମୁ ବହୁତୁ କାଦିଲି 😢😭 tq srikant sir ❤️...I miss you😭😭
Mu mo ghara thu bahut dura re rahuchhi akutia ketebele ghara Goan katha manepade ai song sune Prabhu au thare mo piladina ferei diante ki mo maa ra gali bapa nk katha nani vai jhia katha bahut manekade au mo sanga mansi ku bahut Miss kare mo school time ra katha v Mane pade bahut
ହୃଦୟ କୁ ଛୁଇଁଲା ଭଳି ସଙ୍ଗୀତ
Bobul supriyo bhai nka pai like tike hou gays 🥰😘
ଅଭୁଲା ସ୍ମୃତି ମୋନେ ପଡ଼ିଲେ ଆଖିରୁ ଲୁହ ଝରେ
80-90s ପିଲା 😢😢😢😢😢ଆଉ ଆଜି କାଲିକା ପିଲା ଏଗୁଡା ଜାଣିବେ କେଉଁଠୁ?
But ଆମ ସମୟ ଟା ପୁରା golden ❤
ଜନ୍ମ ରୁ ମୃତ୍ୟୁ ସବୁ ସମୟ ମୂଲ୍ୟବାନ। କେବଳ ପିଲାଦିନ ନୁହେଁ।ସବୁ ସମୟ କୁ ଉପଭୋଗ କର
ସତରେ ସେ ପିଲାଦିନ କେତେ ଭଲ ଥିଲା..
ଏହି ଗୀତ ଶୁଣିଲେ ପିଲା ଦିନର ଭାଇ ଓ ଭଉଣୀ ମାନଙ୍କ ସହିତ ଖେଳ କଥା ମନେପଡେ
Se dina sabu bahut vala thila ....❤❤
😅
ସତରେ ପିଲା ଦିନ ଏମିତି ଥିଲା ନା କିଛି ଲୋଭ ନା ମୋହ, ଗର୍ବ ନା କିଛି ପାଇବାର ଆଶା ନା କାହାକୁ ହରେଇ ବାର ଦୁଃଖ , ଛୋଟ ବେଳେ ଗୋଟେ ଜିନିଷ ପାଇଁ ଭାଇ ଭଉଣୀ ଝଗଡ଼ା kaas ଆଉ ଥରେ ଫେରେଇ ଦିଅନ୍ତେ କି😢😢😢
ପ୍ରାୟ ସମସ୍ତ ଙ୍କ ପାଇଁ ପିଲା ଦିନ ହେଉଛି ମୂଲ୍ୟବାନ, ବର୍ତ୍ତମାନ୍ ଯେଉଁ ଯାଗାରେ ରହିଲେ ସୁଦ୍ଧା ଗାଁ ର ପିଲା ଦିନ କେବେ ଭୁଲି ହେବ ନାହିଁ,"କିଛି ଚିନ୍ତା ନ ଥାଏ,"
Kia kia 2022re a gota sunichanti comments re kahibe old is gold 🥇🏆
Old is gold
i have listen it so many times
It's my favorite
ଗୀତ ଟି ଶୁଣିଲେ ଆଖିରେ ଆପେ ଆପେ ଲୁହ ଆସିଯାଉଛି😌😌😌😌😌😌😌 ସତରେ ପିଲା ଦିନ ଠିକ୍ ଥିଲା ଆଉ ପୁଣି ଆମେ ପୁଅ ଜନ୍ମ ପାଇଛୁ ବହୁତ କଷ୍ଟ