Это видео недоступно.
Сожалеем об этом.

ସରକାର ବଦଲି ଗଲେ ହେଲେ ସମସ୍ୟା ବଦଲିବାର ନାଁ ନାଇ ନ କେବେ ହେବା ଦାଦନ୍ ସମସ୍ୟା ର ସମାଧାନ..??

Поделиться
HTML-код
  • Опубликовано: 13 июл 2024
  • ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
    👇🏻👇🏻👇🏻
    ଆମର FACEBOOK PAGE -www.facebook.c...
    ଆମର INSTA PAGE - ...
    ଆମର what'sup ନମ୍ବର
    9777173935

Комментарии • 750

  • @hsjjsgdkshjskzjshzjh
    @hsjjsgdkshjskzjshzjh Месяц назад +112

    *ଦେଖରେ ବିଜେଡ଼ି ଚାମଚା ମାନେ election ଆଗରୁ ମୋର ସମୀୟା କେ BJP ର ଚାଟୁଗିରି କରୁଛେ ବଲି ଜେନ କହୁ ଥିଲ..ଇଛେନ bjp ସରକାର ହେଲା.. ଆଉ ଏଛେନ୍ ବି bjp ଅପାରଗତା କେ ଦେଖାଉଛନ ଜେନ ସରକାର ହେଲେ ବି ମୋର ସମୀୟା କେ ଘିନି କି ଅଟକେଇ ନିପାରେ... ଜେନ ଟା ସତ ସତ ଦେଖାବା.. ଧନ୍ୟବାଦ ନିବେଶ ଦାଦା*

    • @dpindian6750
      @dpindian6750 Месяц назад

      @@hsjjsgdkshjskzjshzjh hiii Payal nice msg..whr r u from??

    • @user-cq3oz9kq7z
      @user-cq3oz9kq7z Месяц назад +1

      Bhai morsamiya tume lehnga pulta chhata

    • @anandmarkeyvlogs4766
      @anandmarkeyvlogs4766 Месяц назад

      Tome bjp ro chamcha hao
      Sot kohuchon e sir
      Dadon sobke dei par me kay koho bjp ro chamchi

    • @PrahalladPatel-qz7op
      @PrahalladPatel-qz7op Месяц назад +1

      HareBabuBjd25BarseKichiKarinapari,TuiKahuchu25dineKaridebe

    • @BigThinkingGuy
      @BigThinkingGuy Месяц назад

      @@PrahalladPatel-qz7op tui nai jani bhai kichi ta kj se bo bjp k jitaicha bjd k jitai thita

  • @adityaofficial9537
    @adityaofficial9537 Месяц назад +50

    ଗୁଟେ ଥରେ ଇ ଦାଦନ ସମସ୍ୟା ଠିକ୍ ନାଇ ହେଇପାରେ ସେଟା bjp ହେଉ କି bjd କି congress ଟାଇମ ଲାଗବା..

    • @sidhant742
      @sidhant742 Месяц назад +1

      Aagyan thik kahele... Tk ta time lagba na

    • @villagecookingwithrinku7762
      @villagecookingwithrinku7762 Месяц назад +3

      prateyak panchayat re gote gote company khulle samasya samadhan heba

    • @arjunbanchhor6913
      @arjunbanchhor6913 Месяц назад +4

      ସେମାନେ ଖାଇବାର ଲାଗି time ନାଇ ଲାଗବାର୍। ଲୋକଙ୍କ ସମସ୍ୟା ଦୂର କର୍ବାର ଲାଗି time ଲାଗୁଛେ କେଁ।

    • @SATkaheleRATkarsi
      @SATkaheleRATkarsi Месяц назад

      5 barash khatam heba aau then dhyan deba BJP laaj laaguchhe kini

    • @narojgaming931
      @narojgaming931 Месяц назад

      Dadan bjd eka dhera dhera clear kari theta bhai bjp tar jibar re clear kari nai pare dadan ra dalal ki mla karu6 boile kenta kari dadan hataba ho

  • @user-usepunyarajrana
    @user-usepunyarajrana Месяц назад +9

    ମୋର ସମୀୟା କେ ସବକର ଡର, ନେତା ମନ୍ତ୍ରୀ ର ପୋଲ ଖୁଲସି ହେଇକରି ହରବର, ଜୟ କୋଶଲ

  • @benudharanti5195
    @benudharanti5195 Месяц назад +13

    ହଜାର ହଜାର ସରକାର ଆସଲେ ବି ଦାଦନ ସମସ୍ୟା ବନ୍ଦ ନାଇଁ କରିପାରେ.

  • @GovindSuna-co4wr
    @GovindSuna-co4wr Месяц назад +11

    ବହୁତ ସୁନ୍ଦର କରି ବୁଝାଇ ଦେଲେ ଶାର ଧନ୍ୟବାଦ

  • @ashishnaik6450
    @ashishnaik6450 Месяц назад +18

    ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କୁ ବନ୍ଦ କରିବାକୁ ହେଲେ ପଶ୍ଚିମ ଓଡ଼ିଶାରେ କମ୍ପାନୀ ଖୋଲିଲେ କିଛି ସମସ୍ୟା ଦୂର ହେବ, ଆଉ BJP ସରକାର ପଶ୍ଚିମ ଓଡ଼ିଶା କୁ ପ୍ରଥମେ କମ୍ପାନୀ ଆଣିବାକୁ ହେବ ତା ହେଲେ ଦାଦନ ସମସ୍ୟା ଦୂର ହେବ, ଏତେ ଦିନ ହେଲାଣି BJP ସରକାର କିଛି କାମ ଆରମ୍ଭ କରି ନାହିଁ, ଖାଲି BJD ସରକାର କୁ ଅନୁସରଣ କରୁଛି, ଦୟାକରି BJP ସରକାର ପଶ୍ଚିମ ଓଡ଼ିଶା କୁ ଦାଦନ ସମସ୍ୟା ଦୂର କରନ୍ତୁ ସାର,

    • @drpriyeshmaharana
      @drpriyeshmaharana Месяц назад +1

      Paschim Odisha ke bahut company ache Matra seta sabhe Sambalpur, Jharsuguda, Sundargarh ke ache... Baki area ke Industries lagabar Kam sarkar aae...Aru eta demand karbar Kam lok mankar aae...

  • @nutanofficialyoutubechanne555
    @nutanofficialyoutubechanne555 Месяц назад +60

    ଠିକ୍ ହେଇଛେ ଭଲ ହେତା ବିଜେପି ସରକାର ପରେ ତମେ ଯାହାକହ
    ଆମର ନବୀନ ପଟ୍ଟନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଲଥିଲା ଜୟ ବିଜେଡି

    • @SleepyBirchForest-se8qu
      @SleepyBirchForest-se8qu Месяц назад +4

      Johnson nag jindabad next govt congress❤❤ rahul Gandhi jay jay koshal Narsingh mishra jindabad

    • @purnamahakur2225
      @purnamahakur2225 Месяц назад

      Nabin sarkar bhal thile baki tar kuji neta dalal chatha kukur man kar lagi ajhi tahaku I sabu din dekhbar padla

    • @Amitmallick-mk2zf
      @Amitmallick-mk2zf Месяц назад +1

      ​@@SleepyBirchForest-se8quAage kahuthila bjp jindabad aru ebe kahucha kana congress jindabad 😂😂😂

    • @sidhant742
      @sidhant742 Месяц назад +2

      25 Barsha ra problem 1 mas re samadhan hei jiba kaen... Kam se kam 1 Barsha kam karei dia tapare Jana padba....

    • @ShisupalRana-dw9qr
      @ShisupalRana-dw9qr Месяц назад

      Banda bjd

  • @daltanofficialvlogs4795
    @daltanofficialvlogs4795 Месяц назад +114

    ଆଜ୍ଞା ଠିକ୍ କହୁଛନ୍

    • @skgoud7356
      @skgoud7356 Месяц назад

      Pelta thik kahuchhi

    • @AyubKhan11765
      @AyubKhan11765 Месяц назад

      ତୋର ମା କୁ ମୁ ଗେହୁଛି ମଗୀୟ ​@@skgoud7356

  • @RajendraPatra-lw8dk
    @RajendraPatra-lw8dk Месяц назад +10

    ଧନ୍ୟବାଦ ସାର ବହୁତ ଭଲ କହିଲେ

  • @bipinmajhii6671
    @bipinmajhii6671 Месяц назад +14

    Mor samiya grade . ବହୁତ୍ ବଢିଆ କହିଲେ ଆଜ୍ଞା

  • @rajkishorchhatria4879
    @rajkishorchhatria4879 Месяц назад +2

    Many many thanks for your valuable reporting ଦାଦା ମା ସମଲେଇ allways bless you

  • @arjunbanchhor6913
    @arjunbanchhor6913 Месяц назад +3

    ସତ୍ କଥା ଆଜ୍ଞା BJP ସରକାରୀ ଜମି ଛଡେଇକରି ବିକିବାର ପ୍ଲାନ୍ କରୁଛେ। ଜେନ୍ ଗରିବ ଲୋକମାନେ ସରକାରୀ ଜମିରେ ରହୁଛନ, ସେମାନେ ରୋଡ,ରାସ୍ତାରେ,ରେଳଷ୍ଟେସନ, ରହିକରୀ ଭୀକ୍ ମାଗେବେ, ଧନୀ ଲୋକମାନେ ଆଉ ଲକ୍ଷାପତି ହେବେ। ଆଉ ଧନୀ ଲୋକର ଟେକ୍ସ ଖାଇକରି ସରକାର୍ ରାଜନୀତି କରିବା।

  • @Shiba_meher_official
    @Shiba_meher_official Месяц назад +3

    Mor Samiya Sabu nu best chennal e dhanyavad Dada

  • @user-te1sd1qw4k
    @user-te1sd1qw4k Месяц назад +10

    ସମାଧାନ ହେବା ହୋ ହରବର ନେଇହୁଅ ଆର କିଏ କାଣା କରିଦେବାଯେ ତାହାକେ ହେଲେ ଖୁଜିଆନ

    • @achyutbag4614
      @achyutbag4614 Месяц назад

      Banda heba upa murkha mantri jenta katha kahuchhe j

    • @gajananbhoi5863
      @gajananbhoi5863 Месяц назад +1

      Very good

    • @basantatumunia6822
      @basantatumunia6822 Месяц назад

      Kebe heba 15 year pare ke

    • @JaykurshnaK
      @JaykurshnaK Месяц назад

      Bjd 25 barasthi paribartan ni hai dekhu 1boros 2boros jetki lagba

  • @jagannathmahananda3303
    @jagannathmahananda3303 Месяц назад +3

    Morsamiya channel ku bahut bahut dhanyabaad

  • @Social_-Reformer
    @Social_-Reformer Месяц назад +1

    ବହୁତ ଭଲ ଭାଇ ଏନ୍ତା ମାଡି ଚାଲ ତମର ବାଗିର ଯୋଦ୍ଧା ଆମକୁ ଦରକାର ଅଛେ କେଭେ ନି ବଦଳି ବାର କଥା ❤❤❤

  • @santoshsethi8627
    @santoshsethi8627 Месяц назад +6

    ଯେ କୌଣସି ସରକାର ଆସିଲେ ମଧ୍ୟ ଦାଦନ ଏବଂ ମଦ କରି ପାରିବେ ନାହିଁ

    • @user-wy1ll1wm9h
      @user-wy1ll1wm9h 29 дней назад

      ଭୋଟ୍ ପାଏବାର୍ ଲାଗି କହୁଥିଲା କାଏଁ ?????

    • @santoshsethi8627
      @santoshsethi8627 29 дней назад

      @@user-wy1ll1wm9h ହଁ

  • @user-nq8in9bw5k
    @user-nq8in9bw5k Месяц назад +3

    Jai Naveen Jai BJD our great CM Naveen Patnaik

  • @user-hp1xn3pg2z
    @user-hp1xn3pg2z Месяц назад +1

    Sat Katha sir ❤

  • @jagabandhumajhi-km1rn
    @jagabandhumajhi-km1rn Месяц назад +11

    ଏ ପିଲେ କାହିଁ ନି ଯାଅ ମାଓବାଦୀ ହୁଏ ଚାକିରୀରେ corruption ହେଉଛେ

  • @Hemant12168
    @Hemant12168 Месяц назад +1

    Sir enta katha ajjitak kie nh kahebar bahut bhal katha kahela❤

  • @user-rn7dq8uc2p
    @user-rn7dq8uc2p Месяц назад +2

    ଚାଷୀ ମାନଙ୍କ ଖେତେ ଜଳ ସୁବିଧା କଲେ ଦାଦନ ସମସ୍ୟା ବନ୍ଧ ହେବା

  • @rajumeher-dq7gi
    @rajumeher-dq7gi 26 дней назад

    ବହୁତ ବହୁତ ସୁନ୍ଦର କଥା କହେଲେ ସାର 🙏ସତ କଥା ଆଏ ଇସବୁ

  • @shaankumar9705
    @shaankumar9705 Месяц назад +5

    💯 right କହିଲ sir

  • @ghanashyamsarap1800
    @ghanashyamsarap1800 Месяц назад +2

    Right best channel

  • @jayadevnaik43
    @jayadevnaik43 Месяц назад +7

    ସତ କହୁଛନ ଆଜ୍ଞା ଯେନ ମାନେ ଆରାମ ରେ ଯାଇ ଆସି ପାରୁଛନ୍ତି ତାଙ୍କର ଲାଗି ଦାଦନ ସମସ୍ୟା ନୁହେ କମାବାର ଗୁଟେ ମାଧ୍ୟମ ହେ। ଯେନ ନିର୍ଯାତନା ଭୋଗ ବାର ଟା ସେଟା ହେଉଛି ଦାଦନ ସମସ୍ୟା

  • @dasharathabariha2119
    @dasharathabariha2119 Месяц назад +4

    ପାଟଣା ରାଇଜ ର ମୂଳ ନୁ ଶେଷ ତକ ଆମକୁ ଇତିହାସ କେ ସମକୁ ଜନେଇ ଦେବାର ଲାଗି ଭଲ ଭାବେ ମୋର ସମୀୟା କେ ଗୁହାରି 🙏

  • @haramajhi8936
    @haramajhi8936 Месяц назад +1

    Actually you are right sir...

  • @kahnabiswal5729
    @kahnabiswal5729 Месяц назад +1

    Right katha sir 🎉🎉❤

  • @rpofficialrp3033
    @rpofficialrp3033 Месяц назад +7

    Sat katha sir❤

  • @qxztr
    @qxztr Месяц назад +2

    ସତ କଥା। ଇଟା ଗଢା ଯଦି ଦାଦନ ଆଏ ତାହେଲେ ଭାରତରୁ ଅନ୍ଯ ଦେଶ ଯାଇ କରି ଯେଉଁମାନେ ଚାକିରି କରୁଛନ୍ତି ସେଟା କାଣା ଆଏ। ଓଡିଶାରୁ ଆନ୍ଧ୍ର, ବଙ୍ଗାଳୀ, ଗୁଜରାଟୀ ,ମାରବାଡି ମାନଙ୍କୁ ସରକାର ହଟାଇ ଦେଉ। ଯଦି ସେମାନେ ଓଡିଶାକୁ ଆସିବେ ,ଓଡିଶାରୁ କାହିଁକି ନ ଯିବେ।

  • @taranisennaik1011
    @taranisennaik1011 Месяц назад +5

    କେତେଦିନ ହେଲା ନ ସିଟ ଥିଁ ବସିଛନ । ଅପେକ୍ଷା କରବା କେ ପଡବା ।

  • @villagetv1372
    @villagetv1372 Месяц назад +1

    Good speech sir

  • @jayaprakashmishra448
    @jayaprakashmishra448 Месяц назад +2

    ଧନ୍ୟବାଦ୍ ମୋର୍ ସମିୟା ଚେନାଲ୍ କେ ।

  • @user-lu2fi8iz1d
    @user-lu2fi8iz1d 27 дней назад +1

    କମ୍ପନି ଦରକାର ନାହିଁ ପଶ୍ଚିମ ଓଡିଶାରେ କମ୍ପାନୀ ହେଲେ ତ ସବୁ ଆଦିବାସି ଅଣ ଆଦିବାସୀ ଯିବେ କୁୱାଡେ

  • @S.M.1001
    @S.M.1001 Месяц назад +7

    Bahut sunder hahichhan brother

  • @Tenniscricketworlds
    @Tenniscricketworlds Месяц назад +2

    ଖତ୍ରା speech ଏ ଶିକ୍ଷିତ ଲୋକ ବୁଝବା ❤❤❤❤❤

  • @user-fg7tb6bi6m
    @user-fg7tb6bi6m Месяц назад +1

    ବିଜେଡି ହଉ ନା ବିଜେପି ଦାଦନ ଦୁଃଖ ନାଇଁ ସରେ

  • @imgnusahu2083
    @imgnusahu2083 Месяц назад +1

    Absolutely right ... ground reality

  • @alokgurandi1822
    @alokgurandi1822 Месяц назад +1

    Bhaut badhia kahel

  • @biswajitnag5493
    @biswajitnag5493 Месяц назад

    ସରକାର ର ଆଶେ ରହେଲା ଲୋକ ମାନେ ଭୁକେ ମରବ ରେ ଶଲେ କାମ୍ ଧାମ୍ କର 🙏 ।

  • @mitrakumaryadav2043
    @mitrakumaryadav2043 29 дней назад

    ବହୁତ ବଢିଆ କହେଲେ ମୋର ମାମୁଁ 🙏

  • @sahubishwajit
    @sahubishwajit Месяц назад

    Very insightful report about dadan👍

  • @souravmishra2498
    @souravmishra2498 Месяц назад

    Nice speech sir, i m salute to you from my heart ❤

  • @qxztr
    @qxztr Месяц назад +1

    Thank you "Mor Samia".

  • @badalcreation204
    @badalcreation204 Месяц назад +1

    Bilkul thik katha thank you

  • @upendrabhue4113
    @upendrabhue4113 Месяц назад +1

    Mor samiya unbiased aaye aaji jana padla❤

  • @DolamaniSahu-nu9zg
    @DolamaniSahu-nu9zg Месяц назад +1

    Mor Samia is showing good news.

  • @PremChhura-cs1kt
    @PremChhura-cs1kt Месяц назад +1

    Sat Katha agnya

  • @user-hb9rh3do2z
    @user-hb9rh3do2z 27 дней назад

    Mor samiya chanal ke bahut bahut danyabad

  • @ommcreationpresent9224
    @ommcreationpresent9224 Месяц назад +2

    Mor Samia bhal news dekho thibaru bohut bohut dhanyawad

  • @user-bv3kr8gy5n
    @user-bv3kr8gy5n Месяц назад +1

    Very very thanks sir for your good and true information

  • @BuluBag-z3f
    @BuluBag-z3f Месяц назад +1

    ସାର୍ ଯାହା କହିଲେ ସବୁ ସତକଥା

  • @purnashahu1289
    @purnashahu1289 Месяц назад +1

    ବହୁତ ବହୁତ ଧନ୍ୟବାଦ ମୋର୍ ସମୟା 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿❤️

  • @kamalseth1522
    @kamalseth1522 Месяц назад +1

    Jay koshal jay maa samaleswari mor samiya thanks

  • @BhubaneswarJal-kp8to
    @BhubaneswarJal-kp8to Месяц назад

    Mor samia bahut badhia Kam karuchhe swagat yagya🎉🎉👏👏

  • @hrudanandaputel3505
    @hrudanandaputel3505 Месяц назад +1

    Sat khatha sir

  • @rajinbonchhor8605
    @rajinbonchhor8605 Месяц назад +1

    Bahut Bhal Katha kahile sir thanks

  • @KrupasindhuPadhan-it7sp
    @KrupasindhuPadhan-it7sp Месяц назад

    ତୁମେ ସହେ ରୁ ସହେ ସତ କଥା କହୁଛ ଦାଦା ଧନ୍ଯବାଦ ଜୁହାର

  • @hrusikesh
    @hrusikesh Месяц назад +25

    ନିରାଟ ସତ୍ କଥା କହେଲେ ଆମର ପଶ୍ଚିମ ଓଡ଼ିଶାର ଯେତେ ବି ଯାଉଛନ ସମସ୍ତେ ଦଲାଲ୍ ର ପଛେ ଏକା ଖଟୁଛନ୍

  • @user-re4eq6mi1y
    @user-re4eq6mi1y Месяц назад +1

    Right brother

  • @MantuSahu-x1x
    @MantuSahu-x1x Месяц назад

    Morsamiya great neews

  • @mastsambalpuri8489
    @mastsambalpuri8489 Месяц назад +1

    ❤ ଠିକ୍ କଥା
    ନିଜର ସମିୟା ର କଥା

  • @riteshgamer65
    @riteshgamer65 Месяц назад

    ଆରେ ଭାଇ , 24 ବର୍ଷ ଧରି ବିଜେଡି ଦ୍ବାରା ଜମା କରାଯାଇଥିବା ଅଳିଆକୁ ଉଠାଇବା ଲାଗି କିଛି ସମୟ ତ ଦରକାର ।

  • @KapaleswarSa
    @KapaleswarSa Месяц назад +6

    Jay koshl jay ho

  • @ArmaansDailyLife-nx8hq
    @ArmaansDailyLife-nx8hq Месяц назад +1

    Bahut bhal Katha kahu6n sar

  • @RudraNag143
    @RudraNag143 Месяц назад +1

    ଦାଦନ ସମସ୍ୟା କେବେବି ବନ୍ଦ ହେଵନି।

  • @user-em7fc2hi1z
    @user-em7fc2hi1z Месяц назад +1

    Aagyan mahan aay jaha b kahele sat kahele 🙏🙏🙏❤️❤️💐💐

  • @user-umesh12454
    @user-umesh12454 Месяц назад +1

    Dil se salute Mor Samiyaa

  • @krishnasaofficial072
    @krishnasaofficial072 Месяц назад

    ଆରେ ବାବୂ ନବୀନ ସରକାର 24 ବରଷ ଥି ନାଇ ବଦଲେଇ ପାରଲା ଗୂଟୣ ମାସ ଥି କାଣା ହେବା ଇଟାକାଣା ନାୟକ ଫିଳ୍ମ ଜେ 24 ଘନ୍ଟା ଥି ତୂମର ସବୂ ସମଷ୍ୟା ସମାଧାନ ହେବା

  • @SureshMajhi-vo8ux
    @SureshMajhi-vo8ux Месяц назад +11

    Dui mash nai hebar tali enta kahi bashilena ...25 barsh hela enta hei thila j kichhi nai hebar

    • @godgift4711
      @godgift4711 Месяц назад

      Are bhai starting hi khorab...to agake au kana nai heba... Petrol rate. . vegitable rate..au bank ru monicha bina permission re pmjjby na re poisa kota hauche ..bohut kichi oche

    • @sanasahu6874
      @sanasahu6874 Месяц назад

      Starting kana kharap hela 😂😂 tmk khali sabu free heta bele bhal heta da 2014 bele 100 tanka majuri au master mane 7 /8 au hnta bahut kam paisa pau thile abhe koli mane 300 mistri 500 heta knj ni disbar

    • @godgift4711
      @godgift4711 Месяц назад

      @@sanasahu6874 akhi thai bhi tome andh haikina rohibo bole tome kana kohele Kain lab..

    • @sagartube6018
      @sagartube6018 Месяц назад

      30 yrs hele kahebe k bo magiha

  • @rajiblochandash5072
    @rajiblochandash5072 Месяц назад

    ମୋର ସମୀୟା ରିପୋର୍ଟର କେ ବହୁତ୍ ବହୁତ୍ ଧନୟବାଦ୍

  • @tularamgond3819
    @tularamgond3819 Месяц назад

    Bahut bhal katha kahile sir dhanybad

  • @abhimanyunagkirtanguru7119
    @abhimanyunagkirtanguru7119 Месяц назад +2

    ଭଲକହୁଛ ସାର

  • @gourangasa6027
    @gourangasa6027 Месяц назад +1

    ମୋର ସମୀୟା ବାଲେ ବେଡା ଅ। ଆଉ ଯାହାକେ ପଚରୁଛ ସେ ଭିଲ୍ ଜଣେ ଜଣାଶୁଣା ବେଡ଼ା। ଦାଦନ ଶ୍ରମିକ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ହେଲେ ସେମାନଙ୍କର ମୁଲ ସମସ୍ୟା କେ ଜାନବାର କଥା।

  • @prafullaseth2976
    @prafullaseth2976 Месяц назад

    Very good speech

  • @user-po8rs8ct6t
    @user-po8rs8ct6t Месяц назад +1

    ସବୁବେଳେ ଜୟ କୋସଲ 🚩All time jay koshal

  • @awhaan5276
    @awhaan5276 Месяц назад

    ମୋର ସମୀୟା ର ରିପୋଟର ବହୁତ ଜ୍ଞାନୀ ଆନ,,, ଯାହା ୨୫ ବରଷ ତକ ବିଜେଡି ସରକାର ନାଇଁ କରି ପାରଳା,,ଆଉ ମାସେ ନୁହେଁ ହୁଏ ସରକାର ବନବାର ଆହୁରି 59 ମାସ ଅଛେ ଟାକ ବୋ ଟିକେ ଅଧେ ,,, ମୂର୍ଖିଆ କଥା ନି କହ

  • @balangiriaa3282
    @balangiriaa3282 Месяц назад +1

    Ek number ❤

  • @rajendrananda4793
    @rajendrananda4793 Месяц назад +5

    💯% Right Sir

  • @saritayadav-vi4tr
    @saritayadav-vi4tr Месяц назад +1

    ଏକ ନୁମ୍ବର କହୁଛନ ସାର ବହୁତ ଭଲ କହେଲେ 🌹🌹🌹

  • @BKtosaraj_official
    @BKtosaraj_official Месяц назад

    ସମାଧାନ ହେବା ହୋ ଅପେକ୍ଷା କର

  • @BinotMahanand
    @BinotMahanand 24 дня назад +1

    ପୁରାବନ୍ଧନକଥାଦାଦନକେଆଗିହ

  • @ChampPatel-db5gl
    @ChampPatel-db5gl Месяц назад

    Khus Kari dele sir...apanku bahut bahut dhanyawad 🙏

  • @indrabhoi8753
    @indrabhoi8753 27 дней назад

    You're right speech

  • @user-qh6rg3ic9v
    @user-qh6rg3ic9v Месяц назад

    Very very good message sir

  • @barshasethbarshaseth5190
    @barshasethbarshaseth5190 Месяц назад +2

    Bahut badhiaa kahichhan sir 👏👏

  • @gokulabagarti572
    @gokulabagarti572 Месяц назад +1

    ଅପେକ୍ଷା କର ରାଜ୍ୟବାସୀ ଦାଦନ ସମସ୍ୟା ଦୂର ହେବା ।

  • @arunofficial9189
    @arunofficial9189 Месяц назад +1

    Right kauchhan sir🔥🔥🔥🔥🔥🔥🔥🔥

  • @prakashkanhar6717
    @prakashkanhar6717 Месяц назад +1

    ଦାଦନ ସମସ୍ୟାକୁ ଯେକୌଣସି ସରକାର ଆସିଲେ ବି ତାର ସମାଧାନ କରିପାରିବ ନାହିଁ....

  • @UmakantaBiswal-kw1ti
    @UmakantaBiswal-kw1ti 26 дней назад +1

    Right

  • @Umesh....Majhi-23
    @Umesh....Majhi-23 Месяц назад +1

    ଆଜ୍ଞା 100%ରୁ 100% right କହୁଛନ...

  • @mithunurocky
    @mithunurocky 18 дней назад

    Jay Naveen sir love you ♥️♥️♥️♥️

  • @ChidiyaUdja-zg4bu
    @ChidiyaUdja-zg4bu Месяц назад

    ଭିକ୍ ମାଗ ,ସରକାର ପରିବର୍ତ୍ତନ ହେଲା ।

  • @nilutechnicalstudylife8978
    @nilutechnicalstudylife8978 Месяц назад +1

    Reporter ku bi dhanyabad aau e Babu k b dhanyabad kj ki 25Year re issue k 1Month re solved khujuchhan tk ta dharya re ruha

  • @user-lu2fi8iz1d
    @user-lu2fi8iz1d 27 дней назад

    କମ୍ପାନୀ ହେଲେ ତ ଓଡିଶାର କେତେ ଲକଙ୍କର ଘର ଦୁୱାର ବଙ୍ଗାଯିବ ସେତି ପାଇଁ ପଶ୍ଚିମ ଓଡିଶାରେ ଦରକାର ନାହିଁ କମ୍ପାନୀ

  • @panchavatividyaniketan7790
    @panchavatividyaniketan7790 Месяц назад

    ମୋର ସମୀୟା ସାମ୍ବାଦିକ ବିହା ହେବାର ଆଗରୁ.. ମାଇଝିକେ ଛୁଆଟେ ଜନମ କରି ଯୌତୁକ ଆନବୁ କି ନାଇଁ ବଲି ପଚରେଇ ଥିବେ ଲେଖେନ ଲାଗୁଛେ

  • @amofficial203
    @amofficial203 Месяц назад +1

    Dil se salute a Nibesh dada k.....real Koshal Tiger aan..kensi party ke support ne karan..real news dekhasan..

  • @user-wy1ll1wm9h
    @user-wy1ll1wm9h 29 дней назад

    ଆଗ୍ କେ ମାଡ଼ି ବସ, ମୋର୍ ସମିଆ ଜିନ୍ଦାବାଦ୍ ।

  • @prasantabhoi3119
    @prasantabhoi3119 Месяц назад +4

    Glad to see your impartial reporting, specially this reporting