@@NibeditaDas-qv7oi Apana kn ete perfect .. nija bhasa au sanskruti upare. 😮 Odisha re besi jhea mane hi odia re katha hebaku laja karanti shoping mall gale .... .. 😅
@@anilkumarMahanta-e5n Nabin ta athiki time kahiparibo nahi ki athiki time chhida heiki paribo naii se au kn kahibo independence about re only gote janichhi 'apana mane khusi ta ' .
Very nice odiya speach of our New CM Sir Sri Mohan Majhi ji..Jai Sri Ram.. Jai Jagannath.. Jai Odisha.. Jai Bharat .. Jai hind.🙏💐🌹🙏🚩🚩🌹,🇮🇳🇮🇳🇮🇳👮👮👮🙋🙋🙋💐💐💐🙏🚩🌹
ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବହୁତ ସୁନ୍ଦର ଏହା କାର୍ଯ୍ୟକାରି ହେବାଦରକାର ଓଡିଶାରେ ହୋଇଥିବା ସମସ୍ତ ଦୁର୍ନୀତିର ବିଧିବଦ୍ଧ ତଦନ୍ତ ହେବା ଦରକାର ତାହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ସାର୍ଥକ ହେବ
24 ବର୍ଷ ପରେ ସ୍ବାଧିନତା ଦିବସ ରେ ଓଡ଼ିଆ ଭାଷାର ଭାଷଣ ଆମେ ଶୁଣିଲେ ।
This day is Independence Day, not republic day 🎉🎉🎉🎉🎉
Kn ta heigola bahi dekhi ki padhuchi😅😅
ଲେଖିଲ ଭାଇ ଓଃ ଖୁସି ଲାଗିଲା 👌👌👌🙏🏻🙏🏻🙏🏻🎉❤🎉❤
@@anandamohakuda4943BJD DOLAL 😂😂😂😂😂😂😂😂😂😂😂😂😂😂😂😂😂
ଦୀର୍ଘ ୨୫ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଓଡ଼ିଆ ଭାଷଣ ଶୁଣିବାକୁ ମିଳିଲା, ଅତି ସୁନ୍ଦର ଭାଶଣ CM ମୋହନ ମାଝୀ ଙ୍କ
ଜୟ ହିନ୍ଦ୍ 🇮🇳🇮🇳🇮🇳❤️
Right bhai we need Odia language
ଭାଇଲୋ କି ଭାଷଣ 👏
ମୋ ମନ ତ ପୁରା ଗଦ ଗଦ ହେଇଗଲା.😂😂
@@mikubapunuvlog ଆଉ କି କଥା,,, ଯାହା ହେଲେବି ଓଡ଼ିଆ ଅସ୍ମିତା ର କଥା 🙄
ଆପଣ ଜଣେ ଖାଣ୍ଟି ଓଡ଼ିଆ ବୋଲି, ଆପଣଙ୍କ ଲେଖାରୁ ତାହା ସ୍ପଷ୍ଟ ବାରି ହେଉଛି 👏👏👏
ଆମେ ଓଡ଼ିଆ, ଭାରି ବଢିଆ,
ଗର୍ବରେ କହିବା,,,,,,
ଡାରତ ମାତାକି ଜୟ 😂😂
👍
ନୂଆ ମୁଖ୍ୟମନ୍ତ୍ରୀଙ୍କ ଓଡିଶାବାସୀଙ୍କ ଉପଲକ୍ଷେ ଅଭିଭାଷଣ ଖୁବ ସୁନ୍ଦର ଓ ଉତ୍ସାହ ଉଦ୍ଦୀପକ ଥିଲା | ଓଡିଶାବାସୀଙ୍କ ସ୍ବପ୍ନ ସାକାର କରିବାର ନିରନ୍ତର ଉଦ୍ୟମ ହେଉ 👍👍🙏🙏
ଧନ୍ୟବାଦ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଆପଣଙ୍କ ଶାସନ କାଳରେ ଓଡ଼ିଶାର ବହୁବିଧ ଉନ୍ନତି ସାଧିତ ହୋଇପାରିବ ବନ୍ଦେ ଉତ୍କଳ ଜନନୀ
Bhai ଦିନ ରେ ସପନ ଦେଖିବା ବନ୍ଦ୍ କର ନହେଲେ ଦେହ ଖରାପ୍ ହବ 😂😂
Tumaku Nido ASUni ki dinare sapana dekhiparuno seithipain tomara Gandi phatuchi,@@sunilpradhan1892
ଦୀର୍ଘ ଚବିଶ ବର୍ଷ ପରେ ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଦ୍ଧ ଓଡ଼ିଆରେ ଶୁଣି ବାକୁ ମିଳିଲା ।
😢😢😢😢uh😢yyù 4:12 4:12 ÿttþtttþtttttþ🎉ře
Peto purigala na? Aau ghare jaiki khaiba na? Hmm grain ra jou rate tume khaiba ba kn? 5yr bhasana suna. Aau governor pua pakharu Mada khaiki odisha Asmita kahiki soi pada
Odia bhasana re kan odisha r development. Hei jiba. Khali seya dekhibara achi
Jaha hau ame bhala kela samaj ra lokatiku paich
Bhasa suni peto Puri jaithibo tumor na
ଯାହାହେଉ ନୂତନ ମୁଖ୍ୟ ମନ୍ତ୍ରୀ ଙ୍କର ଓଡ଼ିଆ ଭାଷାରେ ସୁନ୍ଦର ଭାଷଣ ,ଆଗକୁ ମାଡ଼ିଚାଲ ।
Odia bhasa lakhi n parile hela
ତାହେଲେ ଆପଣ ଜଣେ ଭାଷଣ ପ୍ରେମୀ ମଣିଷ ଟେ ନିଶ୍ଚୟ 🤔🤔🤔👏
ମାଡିଚାଲ 😂😂😂😂😂
ଚାଲି ଚାଲି ସବୁ କଂକ୍ରିଟ ରାସ୍ତାକୁ ମାରଭେଲ କରିଚାଲ😂
@@NibeditaDas-qv7oi Apana kn ete perfect .. nija bhasa au sanskruti upare. 😮 Odisha re besi jhea mane hi odia re katha hebaku laja karanti shoping mall gale .... .. 😅
ସ୍ୱାଧୀନତା ଦିବସରେ ଏହିଭଳି ଭାଷଣ ଅତ୍ୟନ୍ତ ପ୍ରେରଣାଦାୟକ ।
କେତେ ସୁନ୍ଦର ଭାଷଣ ଆମ ମହାମାନ୍ୟ ମୁଖ୍ୟମନ୍ତ୍ରୀ ମୋହନ sir ଙ୍କର 🙏🙏🙏🙏🙏
ଧନ୍ୟବାଦ୍ ମୋହନ ଚରଣ ମାଝି ସରକାରଙ୍କୁ 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ବହୁତ ଭଲ ଲାଗିଲା
ଆମ ଓଡ଼ିଆ ଭାଷାରେ ବାଷଣ ଦେଇଥିବାରୁ ଆମ ନୂଆଁ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ସାର୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦୀର୍ଘ୍ୟ 24 ବର୍ଷ ପରେ ଆମ ଓଡିଶା 15/08/2024=ଆମ ନିଜ ଓଡ଼ିଆ ଭାଷାର ସ୍ଵାଧୀନ ପାଇଛି,, ଜୟ ଜଗନ୍ନାଥ 👍👍👍👍🙏
ଧନ୍ୟବାଦ ଜୟ ବିଜେପି
ଦୀର୍ଘ ୨୫ବର୍ଷ ଭିତରେ ଏମିତି ଅଭି ଭାଷଣ ଶୁଣିବାକୁ ପାଇ ନ ଥିଲୁ। ବର୍ତମାନ ର ମୁଖ୍ୟ ମନ୍ତ୍ରୀ ତାହା ପୂରଣ କଲେ। ଧନ୍ୟବାଦ ମୋହନ୍ ସରକାର।ଜୟ୍ ହିନ୍ଦ୍।
Congratulations sir
Hindi ki English bujhi paru no thile bodhe bhai naveen ro
Khali jumla 😂😂😂 sarkar
@@anilkumarMahanta-e5n Nabin ta athiki time kahiparibo nahi ki athiki time chhida heiki paribo naii se au kn kahibo independence about re only gote janichhi 'apana mane khusi ta ' .
@@mr.talcher9755Au BJD kn j
Andha bhakta BJD 😅😅
ଆପଣଙ୍କୁ ବିନମ୍ର ଅନୁରୋଧ, ଆପଣ ଅତୀତର ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରି ଲୁଟିଥିବା ଅର୍ଥକୁ ଫେରାଇ ଆଣି ରାଜ୍ୟର ଅର୍ଥନୈତିକ ଅବସ୍ଥାକୁ ସୁଦୃଢ କରନ୍ତୁ।
ଜେ ମୋହନ୍ ....ଜେ ଓଡ଼ିଶା
ବହୁତ ଦିନ ପରେ ମୁଖ୍ୟମନ୍ତ୍ରୀ ଙ୍କର ଭାଷଣ ଓଡିଆ ଭାଷାରେ ଶୁଣି ବହୁତ ଖୁସି ଲାଗିଲା ।ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଜିଂଦାବାଦ ।
ସରକାର କୋଟା ଉଠାଇଦିଅ ପାଠୁଆ ଭାଇ ଓ ଭଉଣୀମାନଙ୍କ ଆଶାପୁରଣ ହୋଇପାରିବ(ଜଏହିଦଂ ଜଏଜଗନାଥ)
କୋଟା ନ ଉଠିଲେ ଜାତି ପ୍ରଥା ଚାଲୁ ରହିବ ସେମିତି।
Cast uthei dia sabu thik hei jiba
ତୁ ଉଠେଇ ଦେ
Mandir re thiba pujhari Kota trusti Kota uthaju sabu cast ra lok pujhari hu
କିରେ ଜାତିପ୍ରଥା କିଏ ପୁଣି ଉଠେଇବ,ଅନ୍ଧଭକ୍ତ ଆଉ ପାଠ ପଢ଼ , ତେବେ ଜାଣିବୁ କୋଟା କାହିଁକି ଦେଇଛ,ତୋ ଜଉଦ ପୁରୁଷ ଜାଣିଛନ୍ତି ଆଉ ପାଠ ପଢ଼
ଅତି ସୁନ୍ଦର ଅଭିଭାଷଣ!🙏🏼🙏🏼🙏🏼🙏🏼🙏🏼
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ସରନ୍ ଓଡ଼ିଶା ଭାରତ ମାତା କି ଜୟ
ଭାରତର ସମସ୍ତ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ସରକାର ଦାୟୀତ୍ବବାନ ନିଷ୍ପତ୍ତି ନିଅନ୍ତୁ।
ଖୁବ୍ ସୁନ୍ଦର ଅଭି ଭାଷଣ l ଅଶେଷ ଧନ୍ୟବାଦ ମୋହନ ସରକାର
ବହୁତ ସୁନ୍ଦର ଓଡିଆ ଭାଷା ରେ ଭାଷଣ ଶୁଣି ପାରିଲେ ଓଡିଶା ବାସୀ 🇮🇳🇮🇳
ବହୁତ୍ ସୁନ୍ଦର କାର୍ଯ୍ୟ ଓଡ଼ିଆ ରେ ବକ୍ତବ୍ୟ ଦେଈ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ନମସ୍ତେ
ନବୀନ ପଟ୍ଟନାୟକ ଏମିତିଆ କେବେବି ଭା
ଷଣ ଦେଇ ନ ଥିଲେ
ଦିଲ୍ଲୀ ଲେଖା ଆସିଛି
Kama kintu bhala Karu thile
Nabin
Hmm... Bhasana suniki peta purei dia.. Au kama kichhi darkar nahi... Khali katha
ଟିକେ ମୁଖ୍ୟମନ୍ତ୍ରୀ ଙ୍କୁ କହିବେ କି ବିନା ପଢ଼ିକି ଭାଷଣ ଦେବେ😅
ଭାଷଣ ତ ଠିକ୍ ଅଛି କିନ୍ତୁ ଦୁର୍ନୀତି ମୁକ୍ତ ଓଡ଼ିଶା କେବେ।ଆଜି ମଧ୍ୟ ଦୁର୍ନୀତି ଏବଂ BJD ର ପତିୟ।ରା ରହିଛି। ଯାଗୋ ନେହିତ ଭାଗୋ।
Ethara bjp jitila mu bahuta khusi karana ama village re bjd neeta mane durniti karuthile ebe Mukta Samaja hei6i
Choopa na 😅😅@@HarischandraBhoi-bg6vt
Eita Arambha, Agaku kana hauchhi dekhiba .Jay hind
ଓଡ଼ିଶା ବହୁତ୍ ଉନ୍ନତ ଆଶାରେ sir 🙏
ଶ୍ରୀଯୁକ୍ତ ମୋହନ ସରକାର କେବଳ କଟିଖିଆ ଗରିବଙ୍କ ଦୁଃଖ ଭୂଜନ୍ତୁ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଶାହା ହେବେ
Good cm of odisha
Bahut Sundar
ଜୟ ଜଗନ୍ନାଥ। ଓଡିଶାକୁ ଧସେଇ ପଶୁଥିବା ବିଦେଶୀମାନଙ୍କ କବଳରୁ ମୁକ୍ତ କରନ୍ତୁ । ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ ।
Thank you mohan sir
ଜୟ ଜଗନ୍ନଥ,ଦୀର୍ଘ ୨୪ବର୍ଷ ପରେ ଆମ କାନରେ ଓଡ଼ିଆ ଭାଷା ରେ ଭାଷଣ ଶୁଣିବାକୁ ପଡ଼ିଲା।ଜୟ ଜଗନ୍ନାଥ।
କିଏ ଲେଖିଛି ଭାଷଣ, ତୁମକୁ ତ ଏସବୁ ଆସୁନଥିବ ମାଲିକେ ଜୟ କଳା 😮😮
ଆଜି ଲାଗିଛି, ଆମ ଓଡିଶା ଏବେ ସ୍ୱାଧୀନ ହୋଇଛି, ଏଇ ବାବୁରାଜ ଓ ତାନାସାହି ବିଜେଡି ପାଣ୍ଡୁ କବଳରୁ ସ୍ୱାଧୀନ ହୋଇଛି ଲ Jay hind Jay bharat ❤❤
Jai mohan ji❤
ସବୁ ମିଛ କହୁଛ ମହୋଦୟ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଏବେ ମଧ୍ୟ କିଛି କାର୍ଯ୍ୟ କରି ନାହିଁ କି କାହାକୁ ଋଣ ମଧ୍ୟ ମିଳି ନାହିଁ,,,ଜାତି ଓ ଜନଜାତି ମାନଙ୍କ ସ୍ଥାନ ସଂରକ୍ଷଣ ରହୁ🙏🙏🙏
Indipendent day speech of cm sj mohan majhi is really inspiring . This is called odiya asmita .
Good cm
ଏପରି ଲୋକ ମଙ୍ଗଳକାରୀ ଯୋଜନା ରାଜ୍ୟରେ ଲାଗୁ ହେଲେ ଭଲ ହୁଅନ୍ତା। ଆପଣଙ୍କୁ ଅଭିନନ୍ଦନ
ଜୟ ଜଗନ୍ନାଥ ଆମେ ଓଡ଼ିଆ
ମୁଖ୍ୟମନ୍ତ୍ରୀ ମୋହନ ମାଝି। ଖଲି ଭଷଣ ଦେବାର ଦେଖିବାକୁ ମିଳିଲା କାଇ ନବିନ ବାବୁ ଚୈକିରୁ ଉଠି ଯିବାର ମିଳିଲା ନାହିଁ ଏ ମିଡ଼ିଆ ମାଧ୍ୟମରେ ପଚାରୁଛି ମଦ କୋଉଠି ବନ୍ଦ ହେଲା
ତତେ ମଦପିଇବାକୁ ଚାହୁଛୁ
@@gobardhanbehera7908 ବିଜେପି କହୁଥିଲେ ଓଡ଼ିଶା ରେ ଅଗଷ୍ଟ 15ରେ ମଦ ବନ୍ଦ ହେବ ଭୁଲିଗଲେ
Right
Luchiki poleithibe dekhuno 😂😂😂😂😂😂😂😂😂😂😂😂😂😂
@@lisarana2599 ତମ ଘର କୁ ଯାଇଛନ୍ତି ଆମେ ଯାଉଛୁ
ମୋଦି ସରକାର ଦରଦାମ ବୃଦ୍ଧି ସରକାର ଖଜୁରି ଗଛର କି ଗୁଣ ଗାଇବା ମୂଳ ରୁ ପାହାଚ ପାହାଚ ସିଏ ଯାହା ବି ହେଉ ନା କାହିଁକି ଦୀର୍ଘ 24 ବର୍ଷ ସା ସନ ପରେ ଆଜି ଓଡିଶାକୁ ଓଡିଆରେ କହି ପାରୁ ଥିବା ବୁଝି ପାରୁଥିବା ଓଡିଶାକୁ ଓଡିଆ ମୁଖ୍ୟମନ୍ତ୍ରୀ ପାଇଁ ମୁଁ ବହୁତ୍ ଖୁସି ଏବଂ ବହୁତ୍ ଗର୍ବିତ ଜୟ ଓଡିଶା ଜୟ ଜଗନ୍ନାଥ
Fantastick news & dailoge. People C.M. our "s Odisha
ଏ ସରକାର ପ୍ରାୟ ରାଜ୍ୟ ପାଇଁ ଶୁଭ ଅଟେ। ସୁପ୍ରୀମକୋର୍ଟ ଆଦେଶ ଅନୁସାରେ, ଖଣି ଓ ଖଣିଜ ଦ୍ରବ୍ୟ ର ବ୍ୟବହାର କରୁଥିବା କମ୍ପାନୀ ବକେୟା ଟିକସ ଅନୁସାରେ ପ୍ରାୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ବ ମିଳିବ। ତାଛଡା, ପ୍ରତି ବର୍ଷ ପ୍ରାୟ ୧୨୦୦୦ କୋଟି ରାଜସ୍ୱ ମିଳିବ।
ଲେନିନ ବାବୁ! ଆପଣ ଜମା ଅସହିଁସୁ ହୁଅନ୍ତୁ ନାହିଁ . ଆପଣଙ୍କ ନେତା ତାଙ୍କ ଜୀବନକାଳ ମଧ୍ୟରେ ଏପରି କହି ପାରିବେ ନାହିଁ .
ଲେଖା ଦେଖି କି ଛୋଟ ଛୁଆ ମଧ୍ୟ ଆପଣ ଙ୍କୁ ଭଳ ସେ କହିବ,
ମୋହନ ମାଝୀ ଶିଳ୍ପ ପତି ମାନଙ୍କ ସହ ଓଡ଼ିଆରେ କଥା ହେବେ କି? ନା ଇଂରାଜୀ ରେ।
@@jagannathpatnaik8409 ଗୁଜୁରାଟୀ ରେ
Odia bhasana suniki bhaut bhala lagila . Odisha cm ki jay
Jay Hind ❤❤
ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ଓଡିଶା ର ଭାଷା ଓଡ଼ିଆ, ଦୀର୍ଘ ୨୫ ବର୍ଷ ପରେ ଓଡିଶା ଶୁଣିଲା ଓଡ଼ିଆ ଭାଷଣ ।
ଅର୍ଥନୀରେ ଉନ୍ନତି ହେଇଛି ଭାବି ଗର୍ବ କରୁଛୁ ଆମେ ଆଉ ବେକାରୀ ସମସ୍ୟା ମଧ୍ୟ ବହୁତ ଦୃତ ଗତିରେ ବଢ଼ିବାରେ ଚାଲିଛି ଏହି ସମସ୍ୟା କୁ ନେଇ ଆମେ ଗର୍ବ କରୁଛୁ......
Jay Shree Ram
Inspirational speech
ଜୟ ଜଗନ୍ନାଥ ସୁନ୍ଦର ଭାଷଣ ଧନ୍ୟବାଦ ସାର
Best cm in Odisha 🙏🙏
କଣ 300ୟୁନିଟ୍ କଥା ପୂରଣ କଲେ, ଯଦି କଲେ ,ତାହେଲେ ଧନ୍ୟବାଦ୍ ❤ଆଉ ଆମ ଦେଶର ସଂପତ୍ତି ବିକ୍ରୀ ହେବନି ବୋଲି ଆମେ ଆଶା କରୁ ❤ ଆଦାନୀ ଅମ୍ବାନୀ କୁ ନା ବଢ଼ି ଦେଇ, BSNL ପରି ସରକାରୀ ସଂପତ୍ତି କୁ ଅଗ୍ରାଧିକାର ଦିଆ ଯାଉ❤
ନବୀନ ପଟ୍ଟନାୟକ❌ ମୋହନ ମାଝି ✅
Good❤❤❤
Odisha CM Mahon Charan Majhi🎉🎉🎉🎉🎉🎉🎉
Bharat Mata ki Jay 💐🙏🇮🇳🙏💐
Jay Naveen ✊
ଏତେ ଦିନ ପରେ ଓଡ଼ିଶା ଆଜି ଓଡ଼ିଆ ରେ ଜଣେ ମୁଖ୍ୟମନ୍ତ୍ରୀ ମୁହଁ ରୁ ଓଡ଼ିଆ ରେ ଭାଷଣ ଶୁଣିଲି
ଓଡ଼ିଆ ସହିତ ଅନ୍ୟ ଭାଷାରେ ପାରଙ୍ଗମ ହେବା ଆବଶ୍ୟକ। ନଚେତ୍ ପଛରେ ପଡିଯିବା।
ଆପଣ ସତ କଥା କହିଲେ ଭାଇ Sir 👍👍@@saratkumarpanda7007
Sairam
Great CM Mohan Majhi sir 🙏🙏🙏
Jay Odia Asamita
Jay Mohan Bhai
Bahut sundara bhasana
ବହୁତ ସୁନ୍ଦର ପଦକ୍ଷେପ ❤ ବିକାଶ ନିମନ୍ତେ
ଜୟ ଜଗନ୍ନାଥ ଜାରି ରହୁ ଗର୍ବିତ ଓଡ଼ିଆ ଭାବି🎉❤🎉❤🙏🏻🙏🏻🙏🏻👌🙌👌🙌
Good.c.m..sir
,, ହୃଦୟ ସ୍ପର୍ଶି,,, speech
ଆପଣ ନିଶ୍ଚୟ ଜଣେ ହୃଦୟବାନ ମଣିଷ ହୋଇଥିବେ,
କିନ୍ତୁ ଆଜ୍ଞା,,,
କଥା କହିବେ ମଧୁ ବଚନ,
ମୂଳୁ ମାରିବେ ଘନ ଘନ,,
କାହାର ମିଥ୍ୟା ପ୍ରଲୋଭନର ଶିକାର ହୁଅନ୍ତୁନି 👍👍
Very good speech
ଦୁର୍ନୀତି ଆଉ ମଦ କେବେ ବନ୍ଦ କରିବେ...ତାର ଟା ନାଁ ଧରୁନାହାନ୍ତି
Jaysriram 🚩
New ଓଡ଼ିଶା ❤❤❤
Super
Grate mohan sarkar
Tui mora Banda gute janichu
Good speech. Let's wait for the implementation.
ଧନ୍ୟବାଦ। ଆଗେଇ ଚାଲ।
ଜୟ ଜଗନ୍ନାଥ 🚩🚩🚩🙏🙏🙏ଜୟ ବିଜେପି
Very beautiful speech ❤❤❤❤❤❤❤❤❤❤❤❤❤❤Jay bjp ❤❤❤❤Jay bjp ❤❤❤❤Jay bjp ❤❤❤❤Jay bjp ❤❤❤❤Jay bjp ❤❤❤Jay bjp ❤❤❤❤❤Jay bjp ❤❤❤❤❤Jay bjp ❤❤❤❤❤Jay bjp ❤❤Jay bjp ❤❤❤❤❤❤Jay bjp ❤❤❤❤❤
ଦୀର୍ଘ ବହୁ ବର୍ଷ ପରେ ଓଡ଼ିଶା ର ଜନସାଧାରଣ ଏମିତି ସ୍ଵାଧୀନତା ଦିବସରେ ଏମିତି ଭାଷଣ ଶୁଣି ନ ଥିଲେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ । ବହୁତ ବଢିଆ CM କାମ ବି ବଢ଼ିଆ ହେଉଚି ଲାଗୁଚି ଆଗକୁ ହେବ
Jay Hind Jay Bharat 🇮🇳
Jay bjp❤❤❤
ଜୟ ଶ୍ରୀ1 ରାମ
Sir election sari gala politics karani. Development kara
GoodCm❤
Jay hind
Thanku mohan sir❤❤❤❤❤❤
Jay mohan sir❤❤❤
Best cm in odisha 👍👍2024
Very nice odiya speach of our New CM Sir Sri Mohan Majhi ji..Jai Sri Ram.. Jai Jagannath.. Jai Odisha.. Jai Bharat .. Jai hind.🙏💐🌹🙏🚩🚩🌹,🇮🇳🇮🇳🇮🇳👮👮👮🙋🙋🙋💐💐💐🙏🚩🌹
Bande🙏 Utkala Janani
ନବୀନ pattnaik actually ଅଯୋଗ୍ୟ chief minister ଥିଲେ. He was corrupt indisguise
Best cm in odisha🎉🎉🎉🎉🎉🎉🎉🎉🎉🎉🎉2024
Jai hind
Dirgha 25 barsa pare odisha cm nkara speech suni baku milila jai odisha jai mohan
ଚାରିଦ୍ବାର ଖୋଲିବା ଏକ ପ୍ରହସନ । ରତ୍ନ ଭଣ୍ଡାର ଖୋଲିବା ଏକ ଲୁଟ୍ ମାତ୍ର । ରତ୍ନ ଭଣ୍ଡାର କଥା ମାଝି ବାବୁ ଜାଣନ୍ତି , ଲୋକେ ଜାଣିନାହାନ୍ତି ।
Jay-ho...
Mohan sarkar...
ଆମ ଗାରେ ରାସ୍ତା ନାହିଁ କି କରେଣ୍ଟ ନାହିଁ
ଆମ ଦେଶ ସ୍ବାଧୀନ କରିବା ପାଇଁ ଯେଉଁ ମହାପୁରୁଷ ମାନେ ତାଙ୍କ ଜୀବନ ବଳିଦାନ ଦେଇଛନ୍ତି ତାଙ୍କ ବିଷୟରେ କହିଥିଲେ ଟିକେ ଭଲ ହୋଇଥାନ୍ତା
Mohan bhai the great cm of odisha
Thank u sir 25 ବର୍ଷ ପରେ ଓଡ଼ିଆ ରେ ଭାଷଣ ଶୁଣିବାକୁ ମିଳିଲା ପୂର୍ବ ପରୁଷ ଙ୍କ ବଳିଦାନ ଙ୍କ ବିଷୟ ରେ ଶୁଣିବାକୁ ମିଳିଲା ।❤🎉🎉
ହେ ନବୀନା! ଭାଷଣ କିପରି ଶୈଳୀରେ ଦିଆଯାଏ ଟିକିଏ ଶିଖୁଥା। ଆଗକୁ କାମ ଦେବ।
ଆମେ ଓଡ଼ିଆ ବୋଲି ଗର୍ବିତ, ଜୟ ଜଗନ୍ନାଥ