ଆପଣ ମାନେ ଓଡ଼ିଶା ରେ ଏଇ ପରିବର୍ତ୍ତନ ଚାହୁଁ ଥିଲେ ? || ନୂଆ ହବ ନା ବିକ୍ରି ହବ ODISHA ? || ଗାମୁଛା BOY Roast

Поделиться
HTML-код
  • Опубликовано: 30 июн 2024
  • Disclaimer
    That the content hereinafter produced abides by the legal standards as per the provisions of fair use enshrined under the Section 52 of the Copyright Act, 1957. The compliance of the content has been met as per the relevant provisions of the Indian Penal Code and IT Act. This content is meant for entertainment purposes only and does not aim to harm the reputation, goodwill, sentiments or feelings of any people/person including but not limited to any specific sect, race, caste, creed, sex, religion or any other individual.
    Legally represented by:
    PRO Global Advocates & Solicitors
    Partner: Soumyajyoti Biswal, Ph.- 7853812345, Mail- soumyajyoti.pegasus@gmail.com
    Paralegal: Goutam Mishra, Ph.- 7735696003, Mail- goutammishra.pegasus@gmail.com
    Outro - • Phoenix - Aiela Time T...
  • РазвлеченияРазвлечения

Комментарии • 5 тыс.

  • @purnachandrasahoo7315
    @purnachandrasahoo7315 4 дня назад +304

    ସେ ଶଳା ଗାମୁଛା ବାଲା କୁ ଆହୁରି ଧୋଇଦିଅ, ଭାଇ। ଧନ୍ଯବାଦ🙏🙏🙏

  • @panucharana
    @panucharana 4 дня назад +266

    ଗାମୁଛା ବୟ ର କିଛିଟା ଧଜିଆ ଉଡେଇଲେ ସେଥିପାଇଁ ଧନ୍ୟବାଦ । ସେ ବେସି ରାଉ ରାଉ ହଉଛି । ତାର ପ୍ରତି ଭିଡ଼ିଓର କାଉଣ୍ଟର ଭିଡ଼ିଓ କରନ୍ତୁ ।

    • @jagamapatro6512
      @jagamapatro6512 2 дня назад +3

      Churo solata be Tu ganjam basa re .... No bjp only 2029 re bjd and rahul pm Tu sola tatuta 5 yeras

    • @learnwithpravin3613
      @learnwithpravin3613 2 дня назад +2

      👏👏👏👏

    • @mayamodi4487
      @mayamodi4487 2 дня назад

      odia kan bujhi paru nahanti kie odia au kou odia gujurati nka dallal...

    • @bapinabehera1379
      @bapinabehera1379 17 часов назад

      ତ.ମାଆକୁ......ସଳା

    • @smile-please-457
      @smile-please-457 13 часов назад +2

      Se gamucha boy ku ga.... Mariba katha

  • @rabindraswain9064
    @rabindraswain9064 15 часов назад +12

    ଜନସାଧାରଣଙ୍କୁ ସଚେତନ କରୁଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🎉

  • @pradeepmajhi8270
    @pradeepmajhi8270 2 дня назад +68

    ଭାଇ ଗାମୁଛା ବୟ କୁ ବିନା ଡିଟର୍ଜେଣ୍ଟରେ ଧୋଇଦେଲ ଧନ୍ୟବାଦ

  • @SanjayDharua
    @SanjayDharua 3 дня назад +144

    ଗାମୁଛା ବାଲା ର ଅନ୍ୟ ନାମ ଅଂଧଭକ୍ତ... ସେ ଦେଶ ଉନ୍ନୀତି ପାଇଁ କିଛି ଚାହେଁନି ସେ bjp ର ଉନ୍ନୀତ ପାଇଁ ଚାହେଁ...

    • @bharatisethi115
      @bharatisethi115 2 дня назад +2

      chal magea

    • @bijaykumarmarandi4047
      @bijaykumarmarandi4047 2 дня назад

      ​@@bharatisethi115g** fatila Andhakt ro😂😂

    • @mr.entertainer5442
      @mr.entertainer5442 2 дня назад +5

      ​@@bharatisethi115Mo Bala mg

    • @bibhutijena3383
      @bibhutijena3383 День назад +1

      ଆଉ ଏ ଦାଢ଼ି ବାଲା କ'ଣ କଂଗ୍ରେସ ଚାମଚା ।

    • @bibhutijena3383
      @bibhutijena3383 День назад +1

      ଆଉ ଏ ଦାଢ଼ି ବାଲା କ'ଣ କଂଗ୍ରେସ ଚାମଚା

  • @sarojplanet1881
    @sarojplanet1881 3 дня назад +61

    ମୁ ଆପଣଙ୍କ ଭିଡିଓ ପ୍ରଥମ ଥର ପାଇଁ ଦେଖିଲି | ଆପଣଙ୍କ ପଏଣ୍ଟ ୧୦୦% ଠିକ୍ | ଧନ୍ୟବାଦ୍

  • @user-mq5ft7cm2q
    @user-mq5ft7cm2q День назад +15

    ଭାଇ ଧନ୍ୟବାଦ୍ ଏସଳାମୁଖ୍ୟମନ୍ତ୍ରି ନା ମୁଖ୍ୟକୁତ୍ରି ଏସଳାତ ଆମ ଓଡ଼ିଶାର ଉନତିଚାଉଁନାହି ଏସଳାଖାଲି ଦେଖେଇହ ଉଚି

  • @sakarsansarafsankar9235
    @sakarsansarafsankar9235 15 часов назад +7

    💯✔️👍 ସତ କଥା ଆଜ୍ଞା ବର୍ତ୍ତମାନ ପରିବର୍ତ୍ତନ କରି ନିଜେ ଅସୁବିଧାରେ ପଡ଼ିଲେ

  • @jubalapradhan8441
    @jubalapradhan8441 3 дня назад +43

    ଭିଡିଓ ଟି ବହୁତ ମନକୁ ପାଇଲା 👍
    ଗାମୁଛା boy କୁ ଆହୁରି ଭଲରେ ଧୋଇ ଦିଅ

  • @soumyaranjannayak3478
    @soumyaranjannayak3478 5 дней назад +306

    ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ପରି କେହି କାମ କରି ପାରିବେ ନାହି

    • @tusarparida224
      @tusarparida224 3 дня назад

      @@kirankumarpattnaik5202Tuma bhali andhavakta nka pai….

    • @patitapabanjena823
      @patitapabanjena823 3 дня назад +4

      Tamil chora pandu nahi

    • @HadibandhuMajhee
      @HadibandhuMajhee 2 дня назад +3

      Bhala hele Harile Kn pai😅

    • @psmutiprabha
      @psmutiprabha 2 дня назад

      Thik kahila bhai

    • @psmutiprabha
      @psmutiprabha 2 дня назад

      ​@@HadibandhuMajheebjp dekheithiba lobha re lobhita heiki a murkha odia loka vote deichhanti .😂

  • @DebashishNayakofficial
    @DebashishNayakofficial День назад +20

    ଭାଇ ଦିଲ ସେ ସଲାମ real କଥା କହିଲ ଭାଇ, ଆଉ ସେ ଗାମୁଛା boy କୁ ଏମିତି Surfexcel ଦେଇ ଧଇଲ, ଓ ମାନିଗଲି ଭାଇ, ଏମିତି ଚାଲୁ,, ଆମେ next vedio ପାଇଁ ଅପେକ୍ଷା ରେ ରହିଲୁ 👍👍👍l

  • @jagankumarbehera4799
    @jagankumarbehera4799 Час назад +2

    Video ଟି କୁ ପ୍ରଥମ ଥର ଦେଖିଲି , ହୃଦୟ ରୁ ଧନ୍ୟବାଦ ଭାଇ

  • @tmurmucreation3804
    @tmurmucreation3804 7 дней назад +50

    କୌଣସି ଦଳ ଖରାପ ନୁହେଁ କିଛି ଖଳ ପ୍ରକୃତିର ଲୋକ ଥାନ୍ତି ଯେଉଁ ମାନେ କି ଦଳକୁ ବଦନାମ କରିଥାନ୍ତି, ଯେମିତି କି ଏ ଗାମୁଛା ବାଲା ଛୋଡ଼ି ପୁଅ ଅଂଧଭକ୍ତ "ଜୟ ଶ୍ରୀରାମ କହିଦେଲେ କେହି ଭକ୍ତ ହେଇ ଯାଏନି ରାମଙ୍କ ଭଳି କର୍ମ ବି କରିବାକୁ ପଡିବ".... ଆଉ ଗୋଟେ କଥା କହି ରଖିବାକୁ ଚାହିଁବି ଯେ 25 ବର୍ଷର ଶାସକ ନବୀନ ସାରଙ୍କ ସହିତ 1 ମାସର ଶାସକ ମୋହନ ସାରଙ୍କୁ କେହି compare କରି ପାରିବା ନାହିଁ ବର୍ତମାନ,, କମ ସେ କମ ମୋହନ ସାରଙ୍କ 5 ବର୍ଷ ଯାଉ ତାପରେ କିଛି ମାତ୍ରାରେ ତୁଳନା କରି ହେବେ ଯେ କେଉଁ CM କେତେ ଭଲ କି ଖରାପ ବୋଲି.... ଆଉ ଏବେ ଯଦି କେହି ନବୀନ ସାର ଆଉ ମୋହନ ସାରଙ୍କୁ compare କରନ୍ତି ତାକୁ କେବଳ bokachoda ଆଉ ଗଣ୍ଡ ମୂର୍ଖ ବୋଲି ବିବେଚିତ କରାଯିବ ... ଆଉ ମୋଦିଜୀଙ୍କୁ ମୁଁ ତ ମୂର୍ଖ ବୋଲି ହିଁ କହିବି ଏଇଥି ପାଇଁ କି ଶିକ୍ଷା, ସ୍ୱାସ୍ଥ୍ୟ ଆଉ କୃଷି ବ୍ୟବସ୍ଥାରେ ସବୁ ପ୍ରକାରର ସୁବିଧା କରିବା କଥା କିନ୍ତୁ କରୁ ନାହାନ୍ତି... ସବୁବେଳେ ହିନ୍ଦୁ ହିନ୍ଦୁ କହି ରାଜନୀତି ଚଳେଇଚନ୍ତି... ଦୀର୍ଘ 74 ବର୍ଷରେ ଆମ ହିନ୍ଦୁ ଧର୍ମ ଠିକ ଥିଲା ହେଲେ ମୋଦି ଶାସନରୁ ହିନ୍ଦୁ ଧର୍ମ खतरे मे है.

  • @TripleKEmpire-br8tf
    @TripleKEmpire-br8tf 5 дней назад +190

    ଲାଗୁଛି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରଙ୍କର control ରେ ଓଡ଼ିଶାର ଶାସନ ଭାର ରହିବନି ବୋଧେ ମୋଦୀ ଈଶାରା ରେ ଓଡିଶା ଚାଲିବ। ଦେଖିବା BJP ସରକାର ଏ ପାଞ୍ଚ ବର୍ଷ ଭିତରେ କଣ କରୁଛି ନ କରୁଛି। କିନ୍ତୁ ଓଡିଶାକୁ ବିକି ନ ଦିଆ ଯାଉ ମୋହନ ମାଝୀ ନିଜ Power use କରି ଓଡିଶାକୁ ଶାସନ କରନ୍ତୁ।

    • @Sudhansu_Sekhar6371
      @Sudhansu_Sekhar6371 5 дней назад +4

      Eaita kn aancholika dala heichi ki

    • @trinathamohanta4275
      @trinathamohanta4275 5 дней назад

      Pandian pela chata

    • @babunudas3996
      @babunudas3996 4 дня назад +5

      କରିପାରିବେ ନାହିଁ ମୋହନ ମାଝୀ

    • @rajkumarparida4007
      @rajkumarparida4007 4 дня назад +3

      I think ur are right

    • @TripleKEmpire-br8tf
      @TripleKEmpire-br8tf 4 дня назад

      @@Sudhansu_Sekhar6371 ତାହା ମାନେ ଓଡିଶାକୁ କେନ୍ଦ୍ର ସରକାର ଶାସନ କରିବେ ଓଡିଶା ସରକାରର କିଛି velue ନାହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ sir ଖାଲି କେନ୍ଦ୍ରର ହାତ ବାରିଶି ହେବେ କି । ଓଡ଼ିଶାର ନିଜସ୍ଵ ବା ରାଜସ୍ବ ବୋଲି ନାହିଁ କି ଓଡିଶା ବାସୀ ଏହା ହେବାକୁ ଦେବେନି

  • @subratsahoo9915
    @subratsahoo9915 День назад +7

    You are absolutely right 👍👍. Keep it up with full support 🎉🎉

  • @Life.Divine
    @Life.Divine 23 часа назад +4

    Excellent analysis ❤. A good slap ✊ to ANDHA BHAKT.
    KUDOS to You. Best wishes 💐 for bringing such eye 👁️ opening videos

  • @manasirout6013
    @manasirout6013 8 дней назад +371

    ଭାଇ ହେଇପାରେ ଆପଣ ଠିକ୍ କହୁଥାନ୍ତି ... କିନ୍ତୁ ଲୋକ ମାନେ ନବୀନ ବାବୁ ଙ୍କୁ ନୁହେଁ ତାଙ୍କ ମନ୍ତ୍ରୀ ମଣ୍ଡଳ ର ପରିବର୍ତନ ଚାହୁଁ ଥିଲେ ...

    • @satyabratadas3635
      @satyabratadas3635 7 дней назад +19

      Bjp micha kahiki vote hateila

    • @excellentbaba8011
      @excellentbaba8011 7 дней назад

      ruclips.net/user/shortsb9D0BljHcjU?si=DpKdcQstFEd-5R4J​@@satyabratadas3635

    • @Shibacharan4052
      @Shibacharan4052 7 дней назад +12

      ବିଶେଷ କରି ପାଣ୍ଡୁ ପାଇଁ

    • @nirmaldeheri8539
      @nirmaldeheri8539 7 дней назад +1

      Nabin ku kahi hateile se semani aniki deu na abe ae odisha paribartan dekhu chhu ta sabu chali chhi

    • @DEEPANKAR_SINGH99
      @DEEPANKAR_SINGH99 6 дней назад

      Yes

  • @mrsahuhk1972
    @mrsahuhk1972 2 дня назад +34

    ବେକରେ ଗାମୁଛା ପକେଇ ପୁରା ଗୋରୁ ବେପାରୀ ପରି ଦିଶୁଛନ୍ତି ।ଗୋରୁ ଗାଈ ବେପାର ପରି ସବୁ ଖଣି ଖାଦାନ, ଏୟାରପୋର୍ଟ, ବନ୍ଦର, କଳ କାରଖାନା ଶେଷରେ ଓଡ଼ିଶାର ସମ୍ମାନ ସବୁ ବିକ୍ରି ହେଇଯିବ ।

  • @snehalataparida5659
    @snehalataparida5659 17 часов назад +2

    ବହୁତ୍ ବହୁତ୍ ବଢ଼ୀୟା ବାର୍ତ୍ତା। Naveen pattanayak ସବୁ କିଛି କରିଥିଲେ ଆଉ ଏମାନେ ବେକରେ ଗାମୁଛା ପକେଇ ସବୁ copy paste କରିବେ

  • @Ankit_vlogs017
    @Ankit_vlogs017 3 часа назад +1

    ଭାଇ ବହୁତ୍ ଭଲ ଲାଗିଲା ଆପଣଙ୍କ video ଏ ଭଳିଆ ଗାମୁଛା ଭାଇ ଙ୍କୁ ପେଲା ଦରକାର୍ ଟା ହେଲେ ସେମାନେ ସୁଧୁରିବେ

  • @mithunabhoi8732
    @mithunabhoi8732 6 дней назад +143

    ନବୀନ ପଟ୍ଟନାୟକ❤❤🙏🙏🙏ଭାଇ ବହୁତ ସୁନ୍ଦର କଥାବାର୍ତ୍ତା
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏

  • @gaganmohapatra2736
    @gaganmohapatra2736 7 дней назад +99

    ସଳା ଗାମୁଛା ବାଲା B J P କୁ ପୁରା ପିଈ ଯାଈଛି

    • @brockenheartgamer7118
      @brockenheartgamer7118 3 дня назад +2

      Se mg ତ ବେଶି ଛୋଡ଼ି ହେଉଛି ସବୁ ଓଡିଶା କୁ ଲୁଟିବେ ଏବେ

    • @smile-please-457
      @smile-please-457 13 часов назад

      Bhai janina ki se mg para modi ra puo

  • @jyostnarana6289
    @jyostnarana6289 День назад +1

    Right bhai ଅଧା ଗଢା ମନ୍ଦିର ରେ ଠାକୁର ପୂଜା କରାଯାଏ ନାହିଁ ❤❤

  • @harekrushnarana6546
    @harekrushnarana6546 22 часа назад +3

    Thanks Bhubaneswar.... You're absolutely correct... Keep it up... Your video is very interesting and informative

  • @balgopalsahu9856
    @balgopalsahu9856 6 дней назад +107

    ବିଜେପି ସରକାର ଆସିଲା ପରେ ଆମ ଓଡିଶା ସ୍ୱାହା.... ଅନ୍ଧ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉ ବୋଲ ଆନନ୍ଦ ଏକବାର ହରିବୋଲ... ସାରା ଓଡିଶା କୁ ବିକି ଖାଆନ୍ତୁ ବୋଲ ଆନନ୍ଦ ଏକବାର ହରିବୋଲ...

    • @sugudasoren1511
      @sugudasoren1511 5 дней назад +5

      Hon bhai bjd to bohut bholo Abe kohuno Bobi balle balle dhaba😂😂😂

    • @RajendraRajendra-di4uk
      @RajendraRajendra-di4uk 5 дней назад

      Sale,marantu,haribola,ratanbhhandakhhulantu,haribola

    • @VK-NANDA67
      @VK-NANDA67 5 дней назад +1

      Write bhai😢😢😢😢😢😢😢😢

    • @Allah_Suar
      @Allah_Suar 4 дня назад

      🐖💨💨 BJd 😂😂

    • @mrmvision2568
      @mrmvision2568 4 дня назад +1

      Hoire dohora bjd pora odisha ku tar bhabi neithila sobu ade amo odisha naveen odisha ....naveen ro bapo sampoti ki odisha😂😂😂😂

  • @SuryaKanta66
    @SuryaKanta66 7 дней назад +103

    ଏବେ କମେଣ୍ଟ ରେ ଆସି ଅନ୍ଧଭକ୍ତ କହିବେ କି ନବୀନ ପଟ୍ଟନାୟକ କଣ ମୁଖ୍ୟମନ୍ତ୍ରୀ ଥିବାବେଳେ ଖଣି ନିଲାମ୍ କରିନଥିଲେ ଆରେ ଅନ୍ଧଭକ୍ତ କରିଥିଲେ କିନ୍ତୁ ଅମ୍ବାନୀ ଓ ଆଦାନୀ ଙ୍କୁ ବୀକ୍ରି କରିଦେଇ ନଥିଲେ ଆଉ ଏବେ ତ ସବୁ ନିଲାମ୍ ଓ ବୀକ୍ରୀ ହେବାକୁ ଯାଉଛି ମୁଁ ଖାଲି ଏତିକି ଦେଖିବି କି ଆମ ଓଡିଶା ର ମୁଖ୍ୟ ସମସ୍ୟା ଦାଦନ ଖଟିବାକୁ ବାହାର୍ ରାଜ୍ୟ କୁ ଯାଉଥିଲ ବଲି ବିଜେପି କୁ ଭୋଟ ଦେଲ ଆଉ ଯଦି ଏବେ ବି ଆମ ଭାଇ ମାନେ ବାହାର୍ ରାଜ୍ୟ କୁ ଖଟିବାକୁ ଯିବେ ତାହେଲେ ଓଡିଶା ର ଲୋକୋ ଠୁ କେହି ମେଣ୍ଢା ଓ ମୂର୍ଖ ନାହାଁନ୍ତି 😂🤣🤣🤣

    • @sadkingcreation8689
      @sadkingcreation8689 6 дней назад

      Aare pagal 50 baras congress sasan kalaa kanaa ukhdaa la ka ta😂

    • @odia_pua_KT
      @odia_pua_KT 6 дней назад +4

      Privatisation au sale bhitare difference semane janiparunahnati joumananka manasika chinta dhara bikri heijaichi

    • @sritamkumar7488
      @sritamkumar7488 6 дней назад +2

      ​@@odia_pua_KTRight

    • @od07odiavlog33
      @od07odiavlog33 6 дней назад +5

      Bhai aga loka mane jauthile dadan khati Baku Abe tanka stri au pila Mane bhi jibe dadan khatiba ku 😂😂

    • @biswaranjandas728
      @biswaranjandas728 6 дней назад +1

      ​@@od07odiavlog33tame jiba 😂😂😂😂

  • @sushilkumar-es2lb
    @sushilkumar-es2lb 20 часов назад +1

    ବହୁତ୍ ସୁନ୍ଦର୍ ଆଜ୍ଞା 👌👌 ହୃଦୟ କୁ ଛୁଇଁଲା 👌👌

  • @SouravBehera-hn8cc
    @SouravBehera-hn8cc День назад +2

    Agree, Odisha need a change again and may be a bi election required

  • @smrutipravasahoo6351
    @smrutipravasahoo6351 8 дней назад +397

    ପରିବର୍ତ୍ତନ ଚାହୁଁଥିବା ଅନ୍ଧଭକ୍ତ ମାନେ, ଏବେ ତ ବହୁତ୍ ଖୁସି ଥିବେ। ପରିବର୍ତ୍ତନ ହିଁ ହଉଛି।

  • @s.jchanel8198
    @s.jchanel8198 8 дней назад +83

    ଭାଇ ବହୁତ ସୁନ୍ଦର ଭିଡିଓ ବନାଇଛ।ଗେରୁଆ ଗାମୁଛା ମୁତିକି ସୁଇପଡିବ

  • @mrmrsojha3182
    @mrmrsojha3182 22 часа назад +1

    Bhai superb We all are support & agreed with you

  • @prity-ky7xq
    @prity-ky7xq Час назад +1

    Dill sa TQ bhai ❤ bahut vala vdo

  • @hindurajodisha6696
    @hindurajodisha6696 5 дней назад +68

    ଅତି ସୁନ୍ଦର ଭାଇ ଆଜି ଓଡିଶା କୁ ଦେଖି ବହୁତ କଷ୍ଟ ହୋଉଛି ଭାଇ ଏ ଶାସନ g ମରେଇବ ନବୀନ ବାବୁ Best Cm ଜୟ ଜଗନ୍ନାଥ 🙏🙏🙏

  • @jayeswarsabar5229
    @jayeswarsabar5229 3 дня назад +18

    ମୁଣ୍ଡା ଭାଇ ମୁଁ ବି ସେ ଗାମୁଛା Boy ର ଭିଡିଓ ରେ comment କରିଥିଲି କି ରତ୍ନ ଭଣ୍ଡାର ଚାବି ନେଇ ଭିଡ଼ିଓ ବନେଇବା ପାଇଁ ହେଲେ ଏ ଯାଏଁ ଚୁପ୍😅

    • @user-fh8yj9cl7u
      @user-fh8yj9cl7u День назад

      ଆରେ mghy ଗଣ୍ଡ... July 1 ରେ khata khat 8500 କେବେ ଆସିବ.. 😂😂😂😂😂Chamche 😂😂😂😂😂.. Karnatak re ବା ଲୋକୋ ସବୁ line କରିଛନ୍ତି ରାହୁଲ ଗଣ୍ଡି ଆଗ ଦେଉନି ସେମାନଙ୍କୁ 😂😂😂😂😂😂
      #chamche_always #ଚାଟୁକାର

  • @kamalpati5401
    @kamalpati5401 20 часов назад

    😂ଆପଣ ଙ୍କ ଭିଡିଓ ଦେଖି ମୋ ହୃଦୟ ଟିକେ ଶାନ୍ତ ପଡ଼ିଲା । ସେ ଭ ଡୁ ଆ ଗାମୁଛା ଅନ୍ଧ ଗଧ କୁ ଏମିତି ଧୋଇଲେ 😅 ମଜା ଆସିଗଲା । ମୋ ମନ ଖୁସି ହୋଇଗଲା 😅

  • @chandrakantasahoo1736
    @chandrakantasahoo1736 День назад

    Bro , you are great , keep this type of great work , we are always with you

  • @rsweta
    @rsweta 7 дней назад +286

    ମୋହନ sir ଜଣେ ନିରୀହ ମଣିଷ... BJP ସରକାରଙ୍କର ଏହା ଏକ plan କେମିତି ଜଣେ ନିରୀହ ମଣିଷ କୁ ଆଗରେ ରଖି ଓଡ଼ିଶା କୁ ଲୁଟ୍ କରିବେ..

    • @k.jagarnathpatra1223
      @k.jagarnathpatra1223 6 дней назад +13

      Apana kemiti janile bjd 24 years lutila mana shanti helani ki aahuri luti thanta na kon

    • @rsweta
      @rsweta 6 дней назад

      Are vai tama kahiba anusare BJD sarkar ta 24yr vitare lutichi kintu bartamana asithiba sarakar gote masa vitare tanka jalwa dekheileni....au kn kahibe​@@k.jagarnathpatra1223

    • @k.jagarnathpatra1223
      @k.jagarnathpatra1223 6 дней назад

      @@rsweta kon tanka jalwa dekheichanti

    • @JKCREATION672
      @JKCREATION672 6 дней назад +1

      Definitely 🎉

    • @smrutirekhabehera7453
      @smrutirekhabehera7453 5 дней назад +6

      Hou bjp sarkar ku ta anicha 5yrs lutu andh bhakt nka😂😂mana santi hou😂😂😂

  • @user-fu5ty6vv8y
    @user-fu5ty6vv8y 8 дней назад +137

    ଏ ଗାମୁଛା କୁ ଆହୁରି ସୁଦିବାର ଥିଲା
    ଏ ପରମ ବେଧ ଆକୁ ଯେତେ କହିଲେ କମ ହବ

    • @HappyMajhimo
      @HappyMajhimo 7 дней назад +1

      Kahaku kn kohucchu be ma geha Jai mariki asibi gharo kouthi be😊😊

    • @shivarampradhan8049
      @shivarampradhan8049 7 дней назад +9

      MAGHIA BJP RA ANDHA BHAKTA TAME BI ODISHA CHADIKI GUJURAT JIBA APEKHYA KARA 😅😅

    • @biswaranjandas728
      @biswaranjandas728 6 дней назад

      ​@@shivarampradhan8049aaur bjd ra andhbhakta kia 😂😂😂😂 kahinki badia pita haucha bjp bjd ek ae katha kana tamku jana nahin 😂😂😂😂

    • @shivarampradhan8049
      @shivarampradhan8049 6 дней назад +2

      @@biswaranjandas728 jaa modi ra banda chatibun

    • @biswaranjandas728
      @biswaranjandas728 6 дней назад

      @@shivarampradhan8049 tu kahare banda chatichu ki anyaku chatibaku kahuchu 🤣🤣🤣🤣🤣

  • @pramodrout3848
    @pramodrout3848 День назад

    ❤ GOOD Video Bhai, Thanks for points you have discussed in this video, you tressed Odisha as A No, 1 state as well as chief Minister of its, THANK YOU Bhai For your Word JAY ODISHA JAY ODISHA

  • @user-gv4mh8xh2t
    @user-gv4mh8xh2t 15 часов назад

    ବହୁତ ସୁନ୍ଦର ଭିଡିଓ ମାଡିଚାଲ ଭାଇ

  • @ODISHABHAI-eq8jq
    @ODISHABHAI-eq8jq 7 дней назад +216

    ଏ ଶଳା ନାଲି ଗାମୁଛା କୁ ଆହୁରି ପେଲ,ସେ ପୁରା ପାଗଳ ହୋଇ ଯାଇଛି, ବିଜେପି ପାଇଁ

    • @User.no.420
      @User.no.420 6 дней назад +4

      Yes seta bada kukura bjp ra

    • @SubhalaxmiSwain-pz5ps
      @SubhalaxmiSwain-pz5ps 5 дней назад +4

      Au tu kn vari vala to Vasa ru jana paduchi chora

    • @Cs_rank_players
      @Cs_rank_players 5 дней назад

      Bhuka re sale bhuka😂😂😂😂😂au Bala bjd 😂😂😂😂achhi bhala heichhi Naveen jaichhi😂😂

    • @smrutirekhabehera7453
      @smrutirekhabehera7453 5 дней назад

      😂😂😂😂 andh bhakt😂😂

    • @Cs_rank_players
      @Cs_rank_players 5 дней назад

      @@smrutirekhabehera7453 bjd gala re pua au achhi j khaibu sunupapudi
      Naveen mausa bi jibe bela asila

  • @sudhiraswain5375
    @sudhiraswain5375 4 дня назад +54

    ଭାଇ ମୁଁ ପ୍ରଥମ ଥର ଆପଣଙ୍କ vedio ଦେଖିଲି superb 👌

  • @Saroj_lifestyle9178
    @Saroj_lifestyle9178 2 дня назад

    ଭାଇ ବହୁତ୍ ଭଲ ପେଲିଲ ବିକା ଚୁଦା କୁ। ଦିଲ୍ ଖୁସ ହେଇଗଲା । ଭାଇ ସେ ବହୁତ୍ ଛୁଡୀ ହଉଛି

  • @harapriyajena6216
    @harapriyajena6216 День назад

    Bahut sundar vdo bhai ❤

  • @premsagarnaik4469
    @premsagarnaik4469 7 дней назад +99

    ଓଡ଼ିଶା ର ପରିବର୍ତନ ପାଇଁ ମୁଁ ବହୁତ୍ ଖୁସି
    ଡବଲ ଇଞ୍ଜିନ ସରକାର ର ଦରଦାମ ଲାଗି ମୁ ବହୁତ୍ ଖୁସି
    ଓଡ଼ିଶା ର ୧୭ ଟି ଖଣି ନିଲାମ ହେବ ମୁଁ ବହୁତ୍ ଖୁସି
    ଓଡ଼ିଆ ଅସ୍ମିତା ନା ରେ ଅଣ ଓଡ଼ିଆ ଶାସନ ମୁଖ୍ୟ ପାଇଁ ମୁ ବହୁତ୍ ଖୁସି
    ଆଉ ଆପଣ ମାନେ ଖୁସି ତ

    • @anandamohakuda4943
      @anandamohakuda4943 7 дней назад +1

      😢😢

    • @user-hq2zw2pw4j
      @user-hq2zw2pw4j 7 дней назад +3

      ଆମେ ତୋ ପୁରା ଖୁସି 😂😂😂

    • @sumantabehera7642
      @sumantabehera7642 7 дней назад

      ବାଣ୍ଡ ନା

    • @dipakking2121
      @dipakking2121 7 дней назад +5

      Jou dina modi asiki andha modi vaktanka ghare pasiki ghaeba mu bahut khussi hebi apana mane khusi ta paribrtan amitika pae

    • @biswaranjandas728
      @biswaranjandas728 6 дней назад +1

      ​@@dipakking2121tame ghara loka aso exam scam bele kouthi thile 😂😂😂😂 soithile ki

  • @SureshMohapatra-wd7gi
    @SureshMohapatra-wd7gi 7 дней назад +53

    ଏ ଗାମୁଛା କୁ ଦୋଇଲେ ଭାରି ଖୁସି 😁😁😁 ସେ ନିଜକୁ ଜ୍ଞାନୀ ଭାବୁଛି

  • @jitendramarndi1982
    @jitendramarndi1982 16 часов назад

    ବଢିଆ ଭାଇ ଧୋଇଲୋ ଗାମୁଛା ବୋୟ କୁ ।

  • @rajrockstar2045
    @rajrockstar2045 День назад

    good rust ❤❤❤respect for you bro 🎉🎉Salute

  • @ranjitkumarnayak7599
    @ranjitkumarnayak7599 7 дней назад +135

    ଭାଇ ମୋର ,ଏ ଗାମୁଛା ଶଶୁର ପୁଅ ର 10 ଟା episode ବନେଇବ ଯଦି ଓଡ଼ିଶାରେ ଥିବା ନବୀନ sir fan ବହୁତ ଖୁସି ହେବେ , ମୋ ଦିଲ୍ ପୁରା ଗାଡନ ଗାଡନ ହବ ,ଏତିକି ଅନୁରୋଧ,love you bhai

    • @sarojshreetamhansda2199
      @sarojshreetamhansda2199 7 дней назад +1

      👍

    • @rahulcreations8517
      @rahulcreations8517 7 дней назад

      💚💚💚🐚🐚🐚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚🐚🐚🐚🐚🐚🐚🐚🐚🐚🐚🐚💚💚💚💚💚💚💚💚💚

    • @sumitsarangi9971
      @sumitsarangi9971 6 дней назад +3

      Abe pandyan jou chori karuthilaa setebel kouthi thila

    • @SibuMajhi-uq9vc
      @SibuMajhi-uq9vc 6 дней назад

      Bhai kan na kahilu re thanks

    • @biswaranjandas728
      @biswaranjandas728 6 дней назад +1

      ​@@SibuMajhi-uq9vcnabin fan aso exam scam bele kauthi thila 😂😂😂😂 kahinki badia pita haucha bjp bjd ek party emanka bhitare bhitiria menta chalichi 😂😂😂😂

  • @victornyk
    @victornyk 2 дня назад +7

    ଭାଇ ଆମ ଓଡ଼ିଶା ରେ ଜଣେ ପ୍ରଶ୍ନ ପଚାରିବା ଜାଗୃତ youtuber ଙ୍କୁ ଦେଖୁଛି। ଆଶା କରୁଛି ଏହି ପରି ଆପଣ ନିର୍ଭୀକ ଭାବରେ ସରକାରଙ୍କୁ criticise କରି ଆମ ଓଡ଼ିଶା ସରକାରଙ୍କୁ ରାସ୍ତା ଦେଖେଇବେ।

  • @nirmal3718
    @nirmal3718 2 часа назад +1

    ଶଷ୍ଟ ଫେଲ Wsa Epic 😂

  • @StarFlower143
    @StarFlower143 2 дня назад

    Bohut volo video.. kintu bhai tomo voice super. Mind-blowing voic bhai❤❤❤ love you

  • @bibhutikuanr9516
    @bibhutikuanr9516 8 дней назад +108

    ଭାଇ ମୁଁ ଆପଣଙ୍କ ଆଉ ଥରେ request କରୁଛି ସେ ଶାଳ ପାଇଁ special ଭିଡିଓ ବନାନ୍ତୁ। । ଆମେ ତାର ଆଉ ଟିକେ ଭଲ କି ଗାମୁଛା ଖୋଲିବା।

    • @Romiyo9010
      @Romiyo9010 8 дней назад +1

      Dekhi ki khalibu nahele kete bele ta chadi Khali jiba dekhibu Tara telo Dita jhuli jiba😂😂😂😂😂

    • @sugudasoren1511
      @sugudasoren1511 7 дней назад +1

      Dekhi ba tumo burkha re kete dum ochhi Sola nirloj kamo to kichi nahin Khali honakota kotha sobu bele.

    • @user-yr1hq5ei7d
      @user-yr1hq5ei7d 6 дней назад

      Maghea. Bedha.. To. Gamucha. Koli. Baku. Loka. Pi. Achanti. Maghea. Bedha. Chua. Tama. Channelra. Kichi. Kama. Nahi. Khali. Para. Charcha. Gapiba. Gota. Gotapela. Channal. Kholicha. Maghea. Bedha. Chua. Mo. Banda. Channal. Kholichu.

    • @user-yr1hq5ei7d
      @user-yr1hq5ei7d 6 дней назад

      Maghea. Murkha. Badhachua. Atike. Janinu.ara.maghea.tobau.bia.tukamatia.kira.bedhachua.tomaku.bodhatobopa.gahine.sai.upstatera.pathangahichi.saipathan.bijaramaghea.bedhachua.tu.janam.haichu.sathipai.maghea.badhachua.nahala.amati.chotlak.donichan.rama.mandarku.daike.kahina.thantu.to.bau.bia.aramaghea.badha.chua.dai.kahila.bhagbanku.dharma.nastahuara.maghea.bedhachua.ara.maghea.bedhachua.murkha.agha.thik.ho.thik.kaha.maghea.bedha.chua.tapara.thik.kahibu.channalra.mo.banda.channal.kholichu . Tu. Maghea. Hota. Bedh. PathAn. Chua. Maghea. To. Bau. Bia. Aramaghea. Mu. Tata. Fast. Tharapai. Comitra. Sodhuchi. Tu hota. Deshdrohi. Tota. Nandankan. Naike. Baghamuhara. Pakaidela. Bagha. Hela(6). Mashkahiba. Aramaghea. Badhachua. Tobau. Bia. Ra. Ketatata. Skana. Mota. Agha. Youtubu. Channal. Madhyamra. Kahibu. Tapar. Bhagbanka. Shree. Ram. Pavitra. Na. Patira. Dharibu. Taguli. Karimaila. Maghea. Bedhachua. Khali. Gulirapaisha. Utahibane. Tukhali. Deshdrohinuha. Odishas. State. Drohi. To. Nija. Distick. Drohi. Tu to. Subdivishion. Drohi. To. To. Nija. Block. Drohi. Tu. To. Nija. Panchayat. Drohi. Tu to. Nija. Gram. Drohi. Tu. To. Nija. Wad. Drohi. Tata. Auketa. Kahila. Haba. Aramghea. Bedhacha. To. Baubia. Togostraghea. Maghea. To. Bhaunikughea. To. Bhaujaku. Ghea. To. Stree. KugheA. Maghea. Bedhachua.

    • @user-yr1hq5ei7d
      @user-yr1hq5ei7d 6 дней назад

      Mutata. Maghea. Bedhachua. Pratham. Tharapai. Komit. Madhyamra. Sodhile. Aeta. Mopatu. Open. Dauchi. Kon. Tu. Mora. RUclips. Channel. Madhyam. Ra. Chodiba. Katha. Chodilu. Jadi. Andira. Achu. To. Bau. Bia. Maghea. Bedha. Chua.

  • @manjadaridalei9381
    @manjadaridalei9381 4 дня назад +18

    Bahut bholo lagila video bhai 👌 besi bholo lagila se nali gamuchha bhai ro video ro jabab,,👍👍👍

  • @pratikhyapriyadarshini1679
    @pratikhyapriyadarshini1679 День назад

    Bhai 💯% perfect vdo baneile thank you so much 😊 se gamucha bala ku piti dei jao 👍

  • @papun6732
    @papun6732 30 минут назад +1

    Beautiful roasting 🤣

  • @GS..SGMS.143
    @GS..SGMS.143 5 дней назад +6

    ଭାଇ ବହୁତ ଭଲ ଥିଲା videoଟା ଶଳା ମୋଦିର ବଡ଼ ଭକ୍ତ😂😂😂 ଏମିତି ଏମାନଙ୍କୁ ଦରକାର Love brother ❤❤ ଯାହାବି କହିଛନ୍ତି ସବୁ ସମ୍ମାନାକୁ ଆଣ

  • @ranjanpanda524
    @ranjanpanda524 4 дня назад +10

    Bhai really bohut badhia heichi Counter ta, I really like this and appreciate your effort!! Bande Utkal Janani!! 😊🙏

  • @SethiGaneswar
    @SethiGaneswar 2 дня назад

    Bahut badhia roasting ta heichi bhai... Bodhe sabuthu best odia channel haba yeh. Gamuchha boy ta kholigala sabu. Langala heigala pilata 😅😅

  • @m.rcrazyblogger1437
    @m.rcrazyblogger1437 16 часов назад +1

    Bhai part 2 jaldi ana bahut sundar ❤❤❤❤❤❤❤❤

  • @bakangaming8549
    @bakangaming8549 3 дня назад +42

    ଭାଇ ତମେ ସତku ସବୁବେଳେ ଏମିତି ଲୋକଙ୍କ ସାମ୍ନାକୁ ଆଣ, full support

  • @CaptainOdishaVlogs
    @CaptainOdishaVlogs 8 дней назад +16

    Real fact bhai ete gote kebala video bahut lokanka manara katha..... Love you bhai madichala always with you bhai 😊

  • @dharanidharmohanta919
    @dharanidharmohanta919 5 часов назад

    ଭାଈ ଭିଡିଓ ଟି ବହୁତ୍ ବଢିଆ ଲାଗିଲା ଧନ୍ୟବାଦ୍

  • @baidhardas1681
    @baidhardas1681 День назад

    ସୁନ୍ଦର ବିଶ୍ଳେଷଣ ।

  • @deepakranjan3214
    @deepakranjan3214 8 дней назад +16

    Bhai Next Roast Video Jio,Airtel,Vi ,Recharge upare hau ,କାରଣ ଗାମୁଛା ବାଲା ବି Khusi Achi Recharge Rate Badhichi Boli 😅😅

  • @binodinimallick5059
    @binodinimallick5059 7 дней назад +42

    ଅନ୍ଧଭକ୍ତ ଗାମୁଛା କୁ ଆହୁରି Roast କର ଭାଇ ବହୁତ ବଢିଆ ଲାଗିଲା moye moye ଗାମୁଛା 😂😂😂😂

    • @ramachandrabarik1262
      @ramachandrabarik1262 7 дней назад +2

      ପରି ବେବିନା ଇତିଶ୍ରୀ କୁନ୍ଦୁଲି ଘ ଟାଣ ରେ କୋଉ ଠୀ ଥିଲୁ ଲୋ ବେଧ

    • @vishnucreationr
      @vishnucreationr 6 дней назад

      ​@@ramachandrabarik1262to bhalia rakshyasthu durare

    • @sudhanshumohanty1375
      @sudhanshumohanty1375 6 дней назад

      ଯେତେବେଳେ ଛୋଟ ପିଲାଟା ର ରେଫ୍ କରାଗଲା କଉଠି ଥିଲ

    • @vishnucreationr
      @vishnucreationr 6 дней назад

      @@sudhanshumohanty1375 gujurat re bi heithila BJP kn ukhadi dela

    • @sudhanshumohanty1375
      @sudhanshumohanty1375 5 дней назад

      @@vishnucreationr ତା ପରେ କଣ ହେଇଛି ତମେ ଯାଣିନକି। ଯାଇକି ମୋବାଇଲ ରେ ସେ news 🗞️ ଦେଖ

  • @mrsaroj4909
    @mrsaroj4909 2 дня назад

    Bhai next rost mu maribi Khali daruthili kale kichhi controversy heijiba thank you bhai starting karithibaru ❤

  • @laxmipriyabehera4743
    @laxmipriyabehera4743 День назад

    ଭାଇ 1st time tama video re like deli

  • @dillipdigal3486
    @dillipdigal3486 4 дня назад +5

    ନବୀନ ସାରଙ୍କ ଲୋକ ପ୍ରିୟତା କୁ ଖୋଜୁଛନ୍ତି ଓଡିଶା ବାସି

  • @nidhibhoi7902
    @nidhibhoi7902 7 дней назад +17

    Nice video Next video bhai Balle balle ଢାବା ର ଆସୁ 😂😂😂

    • @tapasswain3231
      @tapasswain3231 6 дней назад +3

      Kebe bi asibani bale bale dhava ra bhai tike BJD ku bhala panti

    • @badaltarai
      @badaltarai 6 дней назад +1

      😂

    • @RajkishorBarikKishor-nx6tv
      @RajkishorBarikKishor-nx6tv 5 дней назад

      ​@@tapasswain3231bhai tame sabu janicha nuha ki Naveen patnaik kn odisha pi kichi bi kari Naha nti tame mane huchi kukura hela jete kama karile bi tama manka ra psanda nuha

    • @kumarprahllada6197
      @kumarprahllada6197 5 дней назад +1

      ​@@tapasswain3231Right

    • @omprasadmishra3641
      @omprasadmishra3641 5 дней назад +1

      Amet saha ghare red padu bujhe ba

  • @amoshmajhi4502
    @amoshmajhi4502 16 часов назад

    100% right କହିଲ ଭାଇ , 👍🏼👍🏼

  • @s.mishra9509
    @s.mishra9509 День назад +1

    Thik thik ..thik katha kahicha Bhai

  • @sehulsagarrout4279
    @sehulsagarrout4279 8 дней назад +34

    Well Done Tushar.. You are doing a great job. This is the real Spirit of an Odia boy. Who is fighting for Odisha ❤️.

  • @Sonalimahapatra-k4p
    @Sonalimahapatra-k4p 8 дней назад +27

    1st view 1st comments Bhai
    Love from Bhadrak ❤️

  • @nagarajmallick7467
    @nagarajmallick7467 7 часов назад +1

    ଭାଇ ଗାମୁଛା କୁ ଆଉ ଟିକିଏ ସଫା କର ଭଲ ଲାଗୁଛି ବା 😂😂

  • @soumyavlogs6993
    @soumyavlogs6993 2 дня назад +1

    Bhout tik katha kahicha bhai❤❤❤

  • @dinabandhusingh8597
    @dinabandhusingh8597 5 дней назад +4

    କିନ୍ତୁ....ଏଇଟା ବି ଦେଖ ଯେ
    ଯୋଉ ରାଜ୍ୟ ରେ ସରକାର ପ୍ରତି 5 ବର୍ଷ ରେ ବଦଳିଚି ସେଇ ରାଜ୍ୟ କେତେ ପ୍ରଗତିଶୀଳ
    ଉଦାହରଣ -ଆନ୍ଦ୍ର ପ୍ରଦେଶ ଆହୁରି ଅନେକ ରାଜ୍ୟ ଅଛି l
    25 ବର୍ଷ ର ଶାସନ ଆଉ 25 ଦିନ ଶାସନ କୁ କେବେ ବି ତୁଳନା କରିବା ଉଚିତ ନୁହଁ
    ତମେ ନବୀନ ସାରଙ୍କ ସମୟେ କୋଉଠି ସେଇଥିଲ କି ହୋ
    👉 ସମୟ ଦିୟା ଯାଉ.....

  • @SimpleboyKusharaj
    @SimpleboyKusharaj 6 дней назад +7

    Jete kahile bi e shale odisha bashi mane kebe bujhiparibeni ... Naveen sir 😢miss you

  • @Sarcasticgurl004
    @Sarcasticgurl004 21 час назад

    Otet katha kahile se pai bahut khusi lagila bhai ❤

  • @dhrutilatasenapati7721
    @dhrutilatasenapati7721 20 часов назад

    Bahut sundar katha kahila bhai Au pura thik him kahila....

  • @user-xi3mt5ey7s
    @user-xi3mt5ey7s 8 дней назад +17

    ବଳଭଦ୍ର ମହାରାଜ କି ଜୟ ❤ଜୟ ମାତା ସୁଭଦ୍ରା ❤ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ଜୟ ମାତା ଲକ୍ଷ୍ମୀ❤ଜୟ ଶ୍ରୀ ଗଣେଷ ❤ହରପାର୍ବତୀ କି ଜୟ 🕉️❤🙏🏽🚩🚩🚩

    • @nilakantha123
      @nilakantha123 4 дня назад +1

      ଆଉ କାହାର ନା ମନେପଡ଼ିଲାନୀ

  • @pradeepsworld9966
    @pradeepsworld9966 7 дней назад +5

    ଆପଣଙ୍କ ଭିଡ଼ିଓ ଦେଖି ବହୁତ ବଢିଆ ଲାଗିଲା । ଆପଣଙ୍କ ପ୍ରକୃତ ତଥ୍ୟ ଭିତ୍ତିକ ଭିଡିଓ ବନାନ୍ତୁ ।

    • @manojmukhi2079
      @manojmukhi2079 6 дней назад

      Bhai e sabu views ra chakkar.... E munda Bhai jadi pari hatya aau naba das hatya mamala bhali kichhi ghatana upare tathya kadhante tahele janiba Bhai ra dum achi😂😂😂😂...

  • @user-gg9gl7nz1z
    @user-gg9gl7nz1z 22 часа назад

    Bhai super 👍👍👍 kahichanti thanks 🙏🙏🙏 au kuha semiti

  • @Raju-hs1ot
    @Raju-hs1ot 2 дня назад

    Love you bhai for analysis

  • @Ashoka_the_great
    @Ashoka_the_great 8 дней назад +8

    ବହୁତ ବଢିଆ vdo ହେଇଚି ଭାଇ 🫡

  • @user-lp4mk3zc1l
    @user-lp4mk3zc1l 4 дня назад +3

    Pura perfect katha kahucha bhali .I always support you

  • @BijayKumarsahooBiju
    @BijayKumarsahooBiju 2 дня назад

    Bhalase bujei ,salinata ra sahita video karuchanti thankyou bro

  • @LovelyBoxer-xf4yy
    @LovelyBoxer-xf4yy 4 часа назад

    Babure tama vidio first time dekhili aau sabcraib karideichi Karan firstclass roast lagila.tama kama jari rahu.jaya jagannath.

  • @subhalaxmichampati6253
    @subhalaxmichampati6253 8 дней назад +7

    I'm waiting for this video... Thank you so much Bhai...🥳🥳

  • @binapanisingh8265
    @binapanisingh8265 8 дней назад +55

    Please expose that social talk guy...sabubele fake news viral kari loka nku hindu Muslim kahi pagala karuchi ..

  • @harapriyabehera5517
    @harapriyabehera5517 22 часа назад

    Beautiful statement. Absolutely right

  • @mrbiswamitra5768
    @mrbiswamitra5768 5 часов назад

    Love you bro most video heichi❤

  • @user-dg5qq1ez5f
    @user-dg5qq1ez5f 6 дней назад +33

    ଭାଇ ସେ ଗାମୁଛା ବାଲା ନିଲବର୍ଣ୍ଣ ଶୃଗାଳ ର ଆଉ ଗୋଟିଏ rost ତିଆରି କର

    • @sugudasoren1511
      @sugudasoren1511 5 дней назад

      Khali to roast hin janichanti Bhai amoro 😂😂😂😂

  • @rabindrakumarrout9897
    @rabindrakumarrout9897 8 дней назад +11

    Bhai pura perfect katha kahucha❤

  • @krushnasunani-qw7cr
    @krushnasunani-qw7cr День назад

    Great video Bhai 😊😊😊😊

  • @user-pt6ce8kl6y
    @user-pt6ce8kl6y 2 дня назад

    Bro mast video banaicha

  • @Rockboygopi-zu5pg
    @Rockboygopi-zu5pg 8 дней назад +16

    Love you bro aji ra video best heichi

  • @thecolourfulwhite9233
    @thecolourfulwhite9233 8 дней назад +5

    Thank you Bhai ei vdo mu expect karuthili tame baneiba boli ... ❤❤

  • @laxmidharswain9477
    @laxmidharswain9477 День назад

    Bhai apana nku bahut dhanyabad bhai tume hi ama mana ra katha bujhuchha bhai ❤😢😊

  • @user-kt8of2jd8w
    @user-kt8of2jd8w 2 дня назад

    ମୋହନ ମାଝୀ ଜଣେ ଭଲ ସରଳ ମଣିଷ । ସେ ମୁଖ୍ୟମନ୍ତ୍ରୀ ସତ, କିନ୍ତୁ ରିମୋଟ ରହିବ ଦିଲ୍ଲୀରେ । ନିଜସ୍ଵ ନିଷ୍ପତ୍ତି ସେ ନେଇ ପାରିବେ ନାହିଁ।