ଯିଏ ହଜାରେ ପାଉଥୁଲେ ତାଙ୍କୁ 3500ଦିଅ ନଚେତ ବିଧାନସଭା ଘେରାଉ ହେବ

Поделиться
HTML-код
  • Опубликовано: 7 сен 2024
  • ନିର୍ବାଚନ ପୂର୍ବରୁ କହିଲ ଗୋଟେ ସରକାର ଆସିଲା ପରେ କଲ ଗୋଟେ
    #ମିଛ_ସରକାର_ନିଜ_କଥା_ରକ୍ଷାକର
    #mohancharanmajhi #cmodisha #mohansarakar #bjpcmface #amsodisha #news #odisha #odishagovt #government #oldagepensionscheme #oldagehome #oldage #oldagehomeutpal

Комментарии • 2,2 тыс.

  • @Ranasurabhi
    @Ranasurabhi Месяц назад +300

    Right sir ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @prasantakumarpallai5679
    @prasantakumarpallai5679 Месяц назад +89

    ନବୀନ ବାବୁ ଙ୍କୁ ଧନ୍ୟବାଦ,, ଯାହା ହେଉ ନିର୍ବାଚନ ସମୟରେ ଆଉ ପାଞ୍ଚ ଶହ ଟଙ୍କା ବଢ଼େଇଛନ୍ତି

  • @prakashsahoo7848
    @prakashsahoo7848 Месяц назад +112

    ଅତି ଚମତ୍କାର ଉପସ୍ଥାପନା
    ଆପଣଙ୍କ ମତାମତ କୁ ମୁଁ ସ୍ୱାଗତ କରୁଛି 🙏
    ଉଚିତ କଥା.. ବିଜେପି ସରକାର ଧୋକାବାଜ

  • @user-sp1wl9yc7q
    @user-sp1wl9yc7q Месяц назад +54

    50% ରୁ 78% ଥିବା ଭିନ୍ନକ୍ଷମ। 60 ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି। ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ । ଜୟ ଜଗନ୍ନାଥ। ଜୟ ଓଡ଼ିଶା।❤❤❤

  • @bibhutibhusannayak6445
    @bibhutibhusannayak6445 Месяц назад +14

    ଆପଣ ଙ୍କ ବକ୍ତବ୍ୟ ବହୁତ ମୂଲ୍ୟବାନ ।

  • @user-zw3uc7hx9v
    @user-zw3uc7hx9v Месяц назад +284

    ଏ ସରକାର ଧୋକା ବଜ୍ ସରକାର ଏ ସରକାର ଆଉ କେବେବି ଓଡ଼ିଶାରେ ଆସିବ ନାହିଁ

    • @anupamasingh1482
      @anupamasingh1482 Месяц назад +5

      ଆସିଗଲାଣି ତୋ

    • @stylestar486
      @stylestar486 Месяц назад +2

      BJP ସରକାର କେମିତିକା ମୁଁ ଆଗରୁ ବହୁତ ଭଲ ଭାବରେ ଜାଣିଚି, ସେଇଥିପାଇଁ ଅଯୋଧ୍ୟାରେ ଏବଂ ବଦ୍ରିନାଥ ରେ ହାରିଲା

    • @JYOTIKA4488
      @JYOTIKA4488 Месяц назад +1

      Ok

  • @gadadharbehera2520
    @gadadharbehera2520 Месяц назад +574

    ବିଜେପି ସରକାର ଓଡିଶାରେ ମିଛ କହି ଭୋଟ ନେଇ ଛନ୍ତି,ଶ୍ରୀଘ ଭତ୍ତା 3500 ସମସ୍ତଙ୍କୁ ଦିଆଯାଉ

    • @sidheswarmallick7005
      @sidheswarmallick7005 Месяц назад +17

      ତୁମ ବାପା ନବୀନ କେତେ ଦେଉ ଥିଲେ କି ଭାଇନା ??

    • @subhendurana9294
      @subhendurana9294 Месяц назад +17

      ​@@sidheswarmallick7005Naveen jete dau thila sei katha nuha Bhai Jadi ba BJP 3500 debaranathila ta hele michha kana pain kahuthila

    • @Er.PRABHU.369
      @Er.PRABHU.369 Месяц назад +4

      ​@@sidheswarmallick7005Tama bapa jete dauchhi sete but Michea kahi ki dei nahanti 😂

    • @vasundharaofficial
      @vasundharaofficial Месяц назад

      ​@@subhendurana9294 25 years re bjd jaha kohichanthi sabu korichanti ki ? Bjd Sara odisha ku durnithi kori gorib korichanti Wait koranthu sabu koribe

    • @Laba382
      @Laba382 Месяц назад

      Ta ଗାଣ୍ଡୀ kn batauchi be​@@sidheswarmallick7005

  • @user-sf2rn3ts1i
    @user-sf2rn3ts1i Месяц назад +233

    ଧୋକାବାଜ ସରକାର

  • @manidas860
    @manidas860 Месяц назад +12

    ବହୁତ୍ ବହୁତ ଧନ୍ୟବାଦ୍ sir ଆପଣଙ୍କୁ।🙏

  • @ManjulaJal-bw4ek
    @ManjulaJal-bw4ek Месяц назад +10

    ଅତି ଉତ୍ତମ ବହୁତ ସୁନ୍ଦର କଥା ସାର୍

  • @ashabiswasswain707
    @ashabiswasswain707 Месяц назад +184

    ବେକାରୀ ସମସ୍ୟା ଦୂର କରିବାକୁ କହି ବାକୁ96000 ପୋଷ୍ଟକୁପୁରଣ କରିବାକୁ କହି ଥିଲେ ସେ କଥା ମଧ୍ୟ ବିଧାନ ସଭା ରେ ଉଠାନ୍ତୁ

    • @UpendraKundu-rc6nl
      @UpendraKundu-rc6nl Месяц назад +1

      Bhalakatha,,Bhalakathà

    • @himanshuu141
      @himanshuu141 Месяц назад +3

      Electric bill 300unit chada hela

    • @diptimayeedailylifevlog
      @diptimayeedailylifevlog Месяц назад +1

      ପୁଅ ରେ କିଛି ହବନି କେନ୍ଦ୍ର ବଜେଟ୍ ରେ ସବୁ ରାଜ୍ୟ କୁ ସବୁ ଦିଆଗଲା ଓଡ଼ିଶା କୁ କଣ ମିଳିଲା , ଟିକେ ଚିନ୍ତା କର ଓଡ଼ିଶା ରୁ MP ଆଉ MAL ନେଲେ କେତେ ଆଉ ଓଡ଼ିଶା କୁ ଦେଲେ କେତେ🤔😡

    • @user-yr6gz4uo5p
      @user-yr6gz4uo5p Месяц назад

      ​@@UpendraKundu-rc6nl😅😅😅😅😅.

    • @deeptimoyeemishra8444
      @deeptimoyeemishra8444 Месяц назад

      No bhata. Kama kara ,rojgar kar basi khaiba band. Khatri khaiba

  • @trinathsethi5036
    @trinathsethi5036 Месяц назад +32

    Right Sir Thankyou

  • @jagannathdash9385
    @jagannathdash9385 Месяц назад +6

    Lot of thanks sir for supporting old man we are very much proud of you God bless you beta

  • @himansusekhardas
    @himansusekhardas Месяц назад +40

    ବିଜେପି ରାଜ୍ୟ ସରକାର ହଟିବା ଦରକାର ନ ହେଲେ ରାଜ ରାସ୍ତା ଅବରୋଧ କରାଯିବ. ସାବଧାନ ମୋହନ ସରକାର.

  • @adityaprasadtripathy8812
    @adityaprasadtripathy8812 Месяц назад +64

    ଯଦି ଭର୍ତ୍ତା 3000 ନ ହୁଏ ତେବେ ଜନତା ନିର୍ବାଚନ ପ୍ରତିଶ୍ରୁତି କୁ ମରୀଚିକା ବୋଲି ଭାବିବେ ।
    ଓ ଅଳ୍ପ ସମୟ ମଧ୍ୟରେ BJP ସରକାର ଲୋପ ପାଇଯିବ । ବିଚାର ପରାମର୍ଶ ନିତ୍ୟାନ୍ତ ଆବଶ୍ୟକ ।

  • @user-vl3rv7cd8z
    @user-vl3rv7cd8z Месяц назад +27

    ତୁରନ୍ତତାରିକ ନିର୍ଧାରଣ କରନ୍ତୁ, ଦାୟିତ୍ୱ ନେଇ ଡାକରାଦିଅନ୍ତୁ ଘେରାଓ ହେବା ଦରକାର, ବହୁତ ବହୁତ ଧନ୍ୟବାଦ ବିଦ୍ୟାଧରବାବୁ

  • @dharmabhoi6701
    @dharmabhoi6701 Месяц назад +16

    Right katha kahichhanti sir ଧନ୍ୟବାଦ

  • @indialover5007
    @indialover5007 Месяц назад +7

    ନବୀନ ପଟ୍ଟନାୟକ no 1cm

  • @bijaybej635
    @bijaybej635 Месяц назад +4

    Right sir ଆମେ ଆପଣଙ୍କ୍ ସାଙ୍ଗରେ ଅଛୁ

  • @dhananjayanaga1515
    @dhananjayanaga1515 Месяц назад +219

    ଓଡିଶା ବାସି ଏକ ହୁଅ ବିଜେପି କୁ ଭାଗାଇ ଦିଅ

  • @TiluartGallery
    @TiluartGallery Месяц назад +91

    ବିଧାନସଭା ରେ ଏଇ କଥାଟିକୁ ଉଥାଯାଉ

  • @user-ln3bm8cz7j
    @user-ln3bm8cz7j Месяц назад +23

    Good 👍👍👍👍👍👍👍👍👍👍👍👍👍👍👍👍 ସାର୍ ଆପଣଙ୍କ ଠିକ୍ କହିଲେ, ଭିନ୍ନକ୍ଷମ ଭାଈ ଭଉଣି,ଚଳୀ ପାରିବେ,3000 ହେଲେ ଦିନ 100 ଟଙ୍କା ଖାଈ,ମସେ ଚଳି ପାରିବ, ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଭଗଵାନ, ଗ୍ରେଟ୍ ସାର୍ ଆପଣଙ୍କ କଥା ରେ ଆମେ ଏ କ ମତ

  • @minaketanrana9315
    @minaketanrana9315 Месяц назад +6

    100% right
    Ebe ଜିତିଲା ପରେ ଭୂର୍କୁଟି କରୁଛେ bjp

  • @gopalpadhan7891
    @gopalpadhan7891 Месяц назад +2

    Right sir ବହୁତ୍ ଧନ୍ୟବାଦ୍ ଧୋକା ହେବାକୁ। ଯାଉଛି sir

  • @Ranjitpandao85
    @Ranjitpandao85 Месяц назад +29

    ଏହାପରେ କହିବେ ଯେଉଁ ମହିଳାର ପିଲାଛୁଆ ନଥିବ ବା ଅଧିକ ଥିବ ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯିବ ।

  • @ritapanda3297
    @ritapanda3297 Месяц назад +12

    Very good dessision

  • @miskavenkataswami
    @miskavenkataswami Месяц назад +15

    Sir so many thanks

  • @chhabimohanty2112
    @chhabimohanty2112 Месяц назад +11

    ଭୋଟ ମାଗିଲା ବେଳକୁ ହାତ ଯୋଡ଼ି ଚିକଣିଆ କଥା। ଆଉ ଭୋଟ ପରେ ଟାଣୁଆ କଥା ହାତ ହଲେଇ ହଲେଇ, ଏକା ମାଘ ରେ ଶୀତ ଯାଏ ନାହିଁ। ଲୋକ ରାଗିକି ରହିଲେଣି

  • @ranjeetharijan1047
    @ranjeetharijan1047 Месяц назад +2

    You are right sir.

  • @KartikaBrahma
    @KartikaBrahma Месяц назад +38

    ଆପଣ ଠିକ୍ କହୁଛନ୍ତି ସାର୍ ଆମେ ଆପଣଙ୍କ ସାଥିରେ ଅଛୁ ଆନ୍ଦୋଳନ କରାଜାଉ ନହେଲେ ମୋହନ ମାଝି କୁ ବିଦା କରାଜାଉ

  • @bamadevmallick3315
    @bamadevmallick3315 Месяц назад +159

    ମିଛୁଆ ସରକାର

  • @HrudaBag-zh1pt
    @HrudaBag-zh1pt Месяц назад +142

    ମୁର୍ଖ ମୋହନ୍ ସରକାର୍

  • @ashutoshmal2466
    @ashutoshmal2466 Месяц назад +5

    ଅଲଗା ରାଜ୍ୟ ରେ already ୪୦୦୦ ଟଙ୍କା ଲେଖାଏଁ ଦ‌ଉଛନ୍ତି ୬୦ରୁ ଅଧିକ ଲୋକଙ୍କୁ ଭତା ....

  • @KunalBarik-uv7jh
    @KunalBarik-uv7jh Месяц назад +4

    ମୋଦି ଗୋଟେ ମିଛୁଆ , ତେଣୁ ଓଡିଶାରେ ସେ କାହିଁକି ହେବ ନାହିଁ l ବିଜେପି କୁ ତ ଭୋଟ ଦେଲ ଏବେ ନାମ ନିଅ

  • @reenaparida8303
    @reenaparida8303 Месяц назад +7

    Right sir 🙏🙏 apananku bahut, bahut dhanyawad

  • @AswiniMoharana
    @AswiniMoharana Месяц назад +66

    ଆମକୁ ଡାକନ୍ତୁ ଆମେ ବିଧାନ ସଭା ଯିବୁ ଦାବି ଉପସ୍ଥାପନ କରିବୁ

  • @jashobantameher8447
    @jashobantameher8447 Месяц назад +45

    ୮୦ ବର୍ଷ ବଂଚିଥିଲେ ସିନେ 3500 ଭତା ପାଇବେ...କାହିଁକି ୧୦୦ ବର୍ଷ କଲେନି ଆହୁରି ପଇସା ବଳିଥାନ୍ତା.....ଯଦି ଦେବାର ନଥିଲା ଭୋଟ ପୂର୍ବରୁ ଘୋଷଣା କରୁଥିଲ କଣ ପାଇଂ

    • @madanbehera7240
      @madanbehera7240 Месяц назад +4

      ତମେ ମାନେ kangalia ତମକୁ 5000 ଦେଲେ ଭି ତମେ ସନ୍ତୁଷ୍ଟ ହେବନି, ବାବୁ,

    • @HaraprasadRana-fm1uu
      @HaraprasadRana-fm1uu Месяц назад +3

      ରହିଥା bjd ସରକାର 29ରେ ଆସି ଲେ 7000 ଦେବ ବାବୁ

    • @jashobantameher8447
      @jashobantameher8447 Месяц назад

      @@madanbehera7240 ତା ମାନେ ସରକାର ଠୁ ଯୋଉମାନେ ଭତ୍ତା ପାଉଛନ୍ତି ସବୁ କାଙ୍ଗାଳ ମାନେ ? ତା ହେଲେ ସରକାର କାଙ୍ଗାଳ ମାନଙ୍କ ଠୁ ଭୋଟ କାହିଁକି ମାଗୁଥିଲେ

    • @rajprasadmalik9212
      @rajprasadmalik9212 Месяц назад

      Gandimara ra dunia ra manisa samaja😅😮😢

    • @amarendrasethi1978
      @amarendrasethi1978 Месяц назад +1

      Are bhai magucha jadi free education and healthcare maga .ye pate govt.tanka daba sepate Dara dam sabu brudhi Kariba.lava Kan haba.

  • @lambodarsethy4727
    @lambodarsethy4727 Месяц назад +1

    Right sir 🙏thank you so much

  • @durjonayak9664
    @durjonayak9664 Месяц назад +2

    I love your word sir jay jagannath

  • @user-is2hr9yp6t
    @user-is2hr9yp6t Месяц назад +19

    Thank you sir

  • @user-sp1wl9yc7q
    @user-sp1wl9yc7q Месяц назад +36

    ଭିନ୍ନକ୍ଷମ ମାନଙ୍କର ବୟସ ଏବଂ ପରସେଣ୍ଟ ହିସାବରେ ଭତା ବଢିବ ବୋଲି ନ କହି ମିଛ ଭାଷଣ ଦେଇ BJP ସରକାରକୁ ଆସିଛି | କେବଳ ୮୦ % ଭିନ୍ନକ୍ଷମ ଏବଂ ୮୦ ବର୍ଷ ବୟସ ର ବୃଦ୍ଧା ବୃଦ୍ଧି ଭୋଟ ଦେଇ ସରକାରକୁ ଆଣିଥିଲେ ଆଉ ଯେଉଁମାନେ ୫୦% ରୁ ୭୮% ଭିନ୍ନକ୍ଷମ ଏମାନେ ଭୋଟ ଦେଇନଥିଲେ ଏମାନଙ୍କର ସଂସାର ନାହିଁ ଏମାନେ କଣ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ନାହାନ୍ତି ଏମାନଙ୍କ ର ଭତା ବଢାଗଲା ନାହିଁ ଜଣକୁ ୧୦୦ଟଙ୍କା ବଢାଇ ଆଉ ଜଣକୁ ୩୦ ଟଙ୍କାରେ ରଖି ଆଡେଇ ଦବା ଏହା କଣ ଅନ୍ୟାୟ ନୁହେଁ

  • @JituBGHvlogs
    @JituBGHvlogs Месяц назад +9

    Very good sir thank u so much

  • @sujitrout8372
    @sujitrout8372 Месяц назад +1

    Mind blowing speech 👍👍👍

  • @pravashsahoo2129
    @pravashsahoo2129 Месяц назад +1

    Vidyadhar Babu,You are great fighter ,

  • @biplabrout5969
    @biplabrout5969 Месяц назад +7

    ,Good Job sir ❤

  • @AswiniMoharana
    @AswiniMoharana Месяц назад +21

    ଆମେ ଆପଣଙ୍କ ସଂଗ ରେ ଅଛୁ

  • @statusbook3214
    @statusbook3214 Месяц назад +23

    ଜନ ଆନ୍ଦୋଳନ କରାଯିବ ଭତ୍ତା ପାଇଁ।ଏହାର ପରିଣାମ ଭଗିବ ବିଜେପି ସରକାର।ତୁରନ୍ତ ଏହାର ସମାଧାନ କରାଯାଉ।

  • @user-su2dj5vd2t
    @user-su2dj5vd2t Месяц назад +1

    100% Right sir

  • @balarampradhan9961
    @balarampradhan9961 Месяц назад +1

    Absolutely right sir .

  • @dabajanidash8857
    @dabajanidash8857 Месяц назад +10

    Absolutely right.

  • @blackstarnabin
    @blackstarnabin Месяц назад +17

    ସମସ୍ତଙ୍କୁ ଦିଅନ୍ତୁ ୩୫୦୦

  • @bijayparida8085
    @bijayparida8085 Месяц назад +105

    ବିଜେପି କୁ ଭୋଟ ଦେଇ ଭୁଲ୍ କଲି ଆଉ ଭୋଟ ଦେବିନି ଭତା 3000କହିଲା ଦେଲା 1000

    • @kumarsahoo7987
      @kumarsahoo7987 Месяц назад +2

      Very good😂 thaki delu tu thaki delu odia sad song.......😢😢😢😢😢

    • @pradeep9108
      @pradeep9108 Месяц назад +6

      Tama bhali loka nka pain aji odisha kanduchi

    • @bhabanishankarpati466
      @bhabanishankarpati466 Месяц назад +6

      Bjd time re kete miluthila

    • @Rajan_Rout
      @Rajan_Rout Месяц назад

      Internet pack kete ra pakauchha RUclips re comment Kariba pai.

    • @sanjaykisan1998
      @sanjaykisan1998 Месяц назад +3

      କଣ ପାଇଁ ଭୁଲ କଲ ଠିକ୍ କରିଛ ଭଟ ଦେଇକି ଅନ୍ଧଭକ୍ତ ତମେ 😡😡😡

  • @pradeepbiswal1962
    @pradeepbiswal1962 Месяц назад +3

    Super.... ମିଛୁଆ ସରକାର

  • @Vikram-q8i
    @Vikram-q8i Месяц назад +1

    Sir we are with you

  • @user-wn3zs5cq2y
    @user-wn3zs5cq2y Месяц назад +42

    ଯାହାକୁ 1000, ଦିଅ ଯାଉ ଥିଲା 3000, ଦିଆ ଯାଉ ଯାହାର persent ଅଧିକା ଅଛି ତାକୁ 3500, ଦିଆ ଯାଉ ଏତିକି ରେ ବି ଓଡ଼ିଶା ବାସି ଖୁସି ହେବେ ଆପଣ ସମସ୍ତ ଙ୍କ ପ୍ରତି ଅନ୍ୟାୟ କରୁଛନ୍ତି

  • @riyazahmed7855
    @riyazahmed7855 Месяц назад +35

    Right. Faku odisha BJP Government

  • @user-ku5on9pv6m
    @user-ku5on9pv6m Месяц назад +12

    Very good sir 🎉

  • @LaxmikantNayak-x9r
    @LaxmikantNayak-x9r Месяц назад +1

    Right sir, thank you very much

  • @alstonealstone3789
    @alstonealstone3789 Месяц назад +1

    Thank u sar nice speech

  • @bijayaharichandan1592
    @bijayaharichandan1592 Месяц назад +67

    ସବୁ ସରକାର ମିଛୁଆ ସମସ୍ତେ ନିର୍ବାଚନ ପୂର୍ବରୁ ସୁନେଲି ସ୍ବପ୍ନ ଦେଖନ୍ତି ଆମ ଓଡ଼ିଆ ଲୋକେ ସରଳ ଓ ଭୋଲେ ଭାଲା ହୋଇଥିବାରୁ ଯିଏ ଆସିବେ ସୁନ୍ଦର ଭାବେ ଲୁଟି ପାରିବେ ଏ ଦେଶକୁ ପୁଣି ଥରେ ଇଂରେଜ ଆସିବା ଦରକାର ପଡୁଛି

  • @hrudanandaputel3505
    @hrudanandaputel3505 Месяц назад +8

    Great sir

  • @anilsagar2904
    @anilsagar2904 Месяц назад +8

    Very good job sir bhota 3000 korontu & 80 years ku 3500 korontu❤❤❤

  • @Rameshbarikbhadrakodisha
    @Rameshbarikbhadrakodisha 19 дней назад +1

    Good news🎉 jay jagannath👍

  • @gaurangasahu1453
    @gaurangasahu1453 Месяц назад +1

    Sir, your condition is 100% right.

  • @user-fk3yk9gz7q
    @user-fk3yk9gz7q Месяц назад +19

    Right sir

  • @dibyalochanbehera3012
    @dibyalochanbehera3012 Месяц назад +33

    ଯୋଉଁ ଇସ୍ତାହାର ବି ଜେ ପି ଦେଇଥିଲା ସେଠି କହିଥିଲେ ସରକାର ଆସିଲେ ଆମେ 3000ଭତା ଦେବୁ କିନ୍ତୁ ଏତେ ବିଳମ୍ବୋ କାହିଁକି

  • @mahapatrarakesh3783
    @mahapatrarakesh3783 Месяц назад +4

    Bidhan sava gherau karantu sir badhia kahichnti apana ..I salute u

  • @utsabanandamallik8209
    @utsabanandamallik8209 Месяц назад +1

    Right sir good fight

  • @trilakshyasahu4442
    @trilakshyasahu4442 Месяц назад +1

    You are correct sir👌🙏

  • @kaushikrout4328
    @kaushikrout4328 Месяц назад +18

    Apana right katha kahichhanti .Bjp dahara au vote bjp ku dabani

  • @Suman55789
    @Suman55789 Месяц назад +7

    ରାଜ୍ୟରେ ହଜାର ହଜାର ବିଧବା ମହିଳାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି. ତୁରନ୍ତ ବିରୋଧୀ ଦଳ ଏବଂ ମେଡିଆରେ ଏହାର ଘୋର ପ୍ରତିବାଦ କରାଯାଉ. ନ ହେଲେ ରାଜ୍ୟଵାପି ଆନ୍ଦୋଳନ କରାଯିବ.

  • @subasinikusumalia3149
    @subasinikusumalia3149 Месяц назад +6

    Right Information sir

  • @mamanikeswaribisendraNaik
    @mamanikeswaribisendraNaik 22 дня назад

    ଆପଣଙ୍କୁ ଧନ୍ୟବାଦ sir

  • @SureshOjha-yd7xs
    @SureshOjha-yd7xs Месяц назад

    Right sir ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏 ଏମାନେ ଖାଲି କଥା ଅଧିକ କାମ କମ

  • @Ranasurabhi
    @Ranasurabhi Месяц назад +57

    ସମସ୍ତଙ୍କର ଭତ୍ତା ବୃଦ୍ଧି ହେବ ବୋଲି election ପୁର୍ବରୁ ସରକାର ଘୋଷଣା କରିଥିଲେ, କିନ୍ତୁ ଏବେ କଣ କଲେ 80ବର୍ଷ ଓ 80%ମାନେ କେତେ ଜଣ ଅଛନ୍ତି, ଯେଉଁମାନଙ୍କ 60/70/75 ଓ 60%70%75%ମାନେ କଣ କରିବେ, ଯାହାକୁ ଦବା କଥା ସେମାନଙ୍କୁ ଦିଆଯାଉନାହିଁ, ତେଣୁ ଏ ସରକାର ଙ୍କ ମୁଣ୍ଡରେ ଭେଜl ନାହିଁ, ଏ ଭଣ୍ଡ ବାବା ସାରଥୀ ସରକାର ବେଶି ଦିନ ନୁହେଁ, କିନ୍ତୁ ଏ ସମାଜ ଓ ଜନତା କେବେ ଛାଡି ବେନି ଆନ୍ଦଲୋନ ହେବ, ବିଧାନ ସଭା ଘେରାଉ ହେବ 100%

  • @boommedia4734
    @boommedia4734 Месяц назад +13

    Sir ati sighro korontu...Electric bill 300 unit free

  • @JagabandhuMalik-ck5fj
    @JagabandhuMalik-ck5fj Месяц назад +10

    ଶଳା ହାରାମି ସରକାର,ଘାଣ୍ଡିରୁ ଵୁଦ୍ଧି ଵାହାର କରୁଛି। ନିଜକୁ ଚାଲାକ୍ ଚୋଦା ଆଉ ସମସ୍ତଙ୍କୁ ବୋକାଚୋଦା ଭାବୁଛି। ଭୋଟ ପୂର୍ବରୁ ସେହି କଥା କହିଲେନି।

  • @rameshmaharaj9908
    @rameshmaharaj9908 Месяц назад

    ବହୁତ ବହୁତ ଧନ୍ୟବାଦ ସାର୍

  • @sobitak8944
    @sobitak8944 18 дней назад

    You r absolutely right sir, Thank u very much.

  • @tapasmishra5355
    @tapasmishra5355 Месяц назад +17

    ସାଧାରଣ ପରିବାରରେ ଅନେକ ଦିବ୍ୟାଙ୍ଗ ଯୁବକ ଯୁବତୀ ଅଛନ୍ତି। ଯାହାର ବୟସ 18 ରୁ 78 ବୟସ । ଏବଂ ସେମାନେ ଭିନ୍ନକ୍ଷମ ତା ସହିତ ତାଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ରେ 50%ରୁ 78%ଅଛି। କିନ୍ତୁ ସେ ବ୍ୟକ୍ତି ମାନେ ଏହି Bjp ର ନୂଆ ସରକାରଙ୍କୁ ଅପେକ୍ଷା କରିଥିଲେ ଯେ ନୂଆ ସରକାର ଆସିଲେ ଆମର କିଛି ପରିବର୍ତ୍ତନ ହବ କିନ୍ତୁ ଏହି bjb ସରକାର ତାଙ୍କୁ ଲଲିପପ୍ 🍭🍭🍭🍭 ଧରେଇ ଦେଲା।

  • @user-vu3gc9oq4n
    @user-vu3gc9oq4n Месяц назад +12

    Badhia katha kahuchhanti sir

  • @user-wn3zs5cq2y
    @user-wn3zs5cq2y Месяц назад +31

    , ସମସ୍ତ ଙ୍କୁ ସମାନ ଭାବରେ ଦିଆ ଯାଉ ଯାଉ ଭତା ଅନ୍ୟ ମାନେ ଭୋଟ ଦେଇ ନାହାଁନ୍ତି କି ଖାଲି 80%present ବିକଳାଙ୍ଗ ପାଇଁ ଆଉ 80ବୟସ ର ବୃଦ୍ଧା ବୃଦ୍ଧି ପାଇଁ ଭୋଟ ଜିତି ଛନ୍ତି କି ଆଗକୁ ଇଲେକ୍ସନ ଆସିବ ସେତେ ବେଳକୁ ଖାଲି ବିଧବା ଆଉ 80%ବିକଳାଙ୍ଗ 80, ବୟସ ର, ବୃଦ୍ଧା ବୃଦ୍ଧି ଭୋଟ ଦେବେ ଆପଣ ଙ୍କୁ request କରୁଚି ସମସ୍ତ ଙ୍କୁ ସମାନ ଭାବରେ ଦିଆ ଯାଉ

  • @nirupamamohapatra3099
    @nirupamamohapatra3099 Месяц назад +1

    ଠିକ କଥା ବହୁତ ବହୁତ ଧନ୍ୟବାଦ

  • @rameshtanti4858
    @rameshtanti4858 Месяц назад +1

    Dhanya baad sir 👍

  • @user-xq5nd9xm3t
    @user-xq5nd9xm3t Месяц назад +11

    ଧନ୍ୟବାଦ ପ୍ରସ୍ତାବ ପାଇଁ,ଶୁଭସକାଳ 🙏🙏

  • @nirbhayaswain4186
    @nirbhayaswain4186 Месяц назад +10

    Thanks sir

  • @agreeculturelifestyle7298
    @agreeculturelifestyle7298 Месяц назад +37

    300 unit ବିଜୁଳି ମାଗଣା ବିଷୟ ରେ ଧର୍ମେନ୍ଦ୍ର ପ୍ରଧାନ ମହାଶୟ କଣ କହିଥିଲେ ଟିକେ ସୂଚାଇ ଦେବେ

    • @ashokkisan215
      @ashokkisan215 Месяц назад +1

      ଧମେଦ୍ କୁଆଡେଗଲା. ସଲା ମାଗିଆ ଠକୁଆ ସଲା. କୁକୁର

    • @sanjibsahoo9411
      @sanjibsahoo9411 Месяц назад

      Sabu maagana khaiba

  • @ParsuramRaita-q3t
    @ParsuramRaita-q3t Месяц назад +1

    💯 right dicision jai odisha

  • @pradiptakumarsahoo8589
    @pradiptakumarsahoo8589 Месяц назад +5

    ମିଛ କହି ଚାଲି ଆସିଛନ୍ତି ଏ BJP leader

  • @santoshkumarjena9380
    @santoshkumarjena9380 Месяц назад +7

    ବିଜେପି ର ଏ ହେଉଛି ନିର୍ବାଚନୀ ଚାଲ ।ଏହି ଚାଲ ରେ ଇଏ ସରକାର କୁ ଆସିଛନ୍ତି ।ସରକାର ତୁରନ୍ତ ବସି ନିଷ୍ପତି ନିଅନ୍ତୁ ।

  • @BIBEKMAHANAND-ch1pc
    @BIBEKMAHANAND-ch1pc Месяц назад +7

    CM ku anurodh karu chi bhata Samastanku 3500 karantu

  • @risisuetiexpress869
    @risisuetiexpress869 Месяц назад +26

    ଆପଣ ଠିକ୍ କଥା କହିଛନ୍ତି ସାର୍

  • @Pravasha-kumar
    @Pravasha-kumar Месяц назад +3

    ଓଡିଶା ବାସି ରାଜ ରାସ୍ତାକୁ ଓଲେହି ଆସନ୍ତୁ ମନ୍ତ୍ରୀ ପରିବର୍ତନ କରାଯାଉ.
    ନବୀନ ସରକାର ଙ୍କୁ ପୁଣି ମନ୍ତ୍ରୀ ପଦ ଦିଆଯାଉ.
    ନହେଲେ ଓଡିଶାକୁ ଖାଇଯିବେ ବିଜେପି

  • @ramapadhy8073
    @ramapadhy8073 20 дней назад

    Good sir my 100% thanks🙏🙏🙏

  • @sahebkumarbhatra460
    @sahebkumarbhatra460 Месяц назад +6

    💯 right sir

  • @user-rf8fz8uq8x
    @user-rf8fz8uq8x Месяц назад +11

    Apana thik kahuchanti

  • @GangadharPradhan-xk2od
    @GangadharPradhan-xk2od Месяц назад +5

    Thank you

  • @nirmaladas2082
    @nirmaladas2082 Месяц назад

    100. Right. Sir. Thank. You

  • @pabitrabehera6520
    @pabitrabehera6520 Месяц назад +1

    Bahuta.bahuta.dhanyabad.sir

  • @bharatbehera8671
    @bharatbehera8671 Месяц назад +14

    ୮୦ ବର୍ଷିଆଙ୍କୁ ୩୫୦୦ ଶହ ଟଙ୍କା ପେନସନ ବ୍ୟବସ୍ଥା କଲ, ଠିକ୍ ଅଛି। ତେବେ ୬୦ ବର୍ଷିଆଙ୍କୁ ଯଦି ୩୫୦୦ ଶହ ଟଙ୍କା ପେନସନ ଦେବାରେ ଅସମର୍ଥ, ତେବେ ୨୫୦୦ ଶହ କରନ୍ତୁ ଓ ତୁରନ୍ତ ଲାଗୁ କର। ଅପେକ୍ଷା କରେଇଲେ କଣ ହେବ।