ଆସନ୍ତା ୧ ରୁ ସମସ୍ତଙ୍କୁ ମିଳିବ ଭତ୍ତା,, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା,,ବଦଳିଲା ନିୟମ - Mohan Majhi

Поделиться
HTML-код
  • Опубликовано: 17 дек 2024

Комментарии • 283

  • @Kailaschandrasahoo-o1p
    @Kailaschandrasahoo-o1p 2 месяца назад +7

    ବୃଦ୍ଧ, ଵୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରତିଶୃତି ମୁତାବକ ଭତ୍ତା ପ୍ରଦାନ କରନ୍ତୁ. ଜୟ ଜଗନ୍ନାଥ

    • @RABINDRANAYAK-ur8nr
      @RABINDRANAYAK-ur8nr 8 дней назад +1

      ଭତ୍ତା ପ୍ରଦାନ କେବେ ହେବ କାହିଁକି କହୁନାହାନ୍ତି, ଆସନରେ ବସିବା କ୍ଷଣି ତ ହୁ ହୂ ହୋଇ ସବୁ ଦର ଦାମ ବଢ଼ି ବଢ଼ି ଚାଲିଛି ଗରିବ ଲୋକମାନେ କିପରି ଚଳିବେ 😂

  • @AshutoshBehera-qd3gd
    @AshutoshBehera-qd3gd 3 месяца назад +31

    ବିଧବା ମାନଙ୍କୁ ଦିଆଯାଉ ଆଗ୍ୟା 3500

  • @AkshyaKaran
    @AkshyaKaran 3 месяца назад +42

    ଆଗକୁ ପଞ୍ଚାୟତ ଭୋଟ ଆସୁଛି ସାବଧାନ ହୁଅନ୍ତୁ

  • @aloksahu2020
    @aloksahu2020 3 месяца назад +60

    CM sir ବହୁତ୍ ମିଛ କହୁଛ ତମ କଥା ବାର୍ତ୍ତା ଠିକ୍ ନାହିଁ

  • @Kailaschandrasahoo-o1p
    @Kailaschandrasahoo-o1p 2 месяца назад +2

    ଆପଣଙ୍କର ପ୍ରତିସ୍ତୁତି ନିଶ୍ଚିତ ପାଳନ କରନ୍ତୁ. ଜୟ ଜଗନ୍ନାଥ

  • @prafullamohantakumar8941
    @prafullamohantakumar8941 Месяц назад +1

    ଜୟ ମୋହନ ସାର୍

  • @kirttanbiharijena689
    @kirttanbiharijena689 3 месяца назад +6

    ଗାଲୁଆ ସରକାର ଗାଲୁଆ ନେତାଙ୍କ ଭାଷଣ, ଗାଲୁଆ ଚାନେଲ

  • @chhabimohanty2112
    @chhabimohanty2112 3 месяца назад +7

    ଭତା ବ ଢା ନ୍ତୂ

  • @sgopalreddy7465
    @sgopalreddy7465 3 месяца назад +9

    ଗ୍ରାମରେ ପାଣି ଟାଙ୍କି ହ ହୁ ଗ୍ରାମରେ ପାଣିନଥିବାରୁ ବେଶି ହସୁବିଧାରେ ସମ୍ମୁଖିନ ହହୁଛନ୍ତି

  • @niranjanmajhi7013
    @niranjanmajhi7013 3 месяца назад +4

    ଭତା, କୁଆଡେ ଗଲା ପାଟିରୁ ଭାରୁନି କଥା , ଓଡ଼ିଆ ଅସ୍ମିତା, ବିଜୁ ପଟ୍ଟନାୟକ ଙ୍କୁ ବଦଳାଇବା ଓଡ଼ିଆ ଅସ୍ମିତା, ରାଜ୍ୟପାଳ ପୁଅ ଓଡ଼ିଆ ଲୋକଙ୍କୁ ବାଡେଇବ ଏହା ଓଡ଼ିଆ ଅସ୍ମିତା, ଆଉ କଣ କହିବି। ତମେ ଅଯୋଗ୍ୟ ମାଙ୍କଡ଼ ହାତରେ ଶାଳ ଗ୍ରାମ । ନବୀନ ପଟ୍ଟନାୟକ ଥିଲେ,CM No 1ଏବର ମୁଖ୍ୟ ମନ୍ତ୍ରୀ ସବୁଠାରୁ ମୂର୍ଖ No 1.

  • @kanchankhemundu5832
    @kanchankhemundu5832 3 месяца назад +14

    ସାର ଆପଣ ମିଛ କହୁଛନ୍ତି ଆପଣ ଙ୍କ ହାତରେ କିଛି ହେବାରନାହିଁ

  • @susandhyamohanty1780
    @susandhyamohanty1780 Месяц назад +1

    ,,,କେତେ ଆଶା ଆଶା ହି ଆଶାରେ ରହିଗଲା।

  • @SantoshBehera-pz4fc
    @SantoshBehera-pz4fc 3 месяца назад +3

    ଭତା ବଢାତୁ

  • @ranjibmisshra
    @ranjibmisshra 3 месяца назад +21

    ଆପଣ ଭତ୍ତା ବଢ଼ିଇବା କଥା ନକହି ଓଡ଼ିଆ ଅସ୍ମିତା କଥା ବହୁତ ଥର କହିଲେନି l

  • @kumarsantosh6225
    @kumarsantosh6225 3 месяца назад +4

    ମିଛଆ ସରକାର

  • @ashokbehera-nw9mb
    @ashokbehera-nw9mb 3 месяца назад +4

    ବକବାସ ଆଉ ଦେନି 2029 ରେ ଦେଖା ଜିବ ଜନତାଙ୍କ ଆଖିର ବହୁ ତଭଲଭାବେ ଦେଖାଯାଏ ବିଭିନ୍ନ ପ୍ରକାର କହି ଠକି ଦବନି ଏ ଜୋଜନା ସେ ଜୋଜନା କହି ଆଉ ଭାଷଣ ଦିଅନି

  • @pinkysahu7170
    @pinkysahu7170 2 месяца назад +1

    Great sir ❤❤❤❤❤❤❤

  • @akshyakumarmishra8038
    @akshyakumarmishra8038 3 месяца назад +12

    ଆଗ ଭତ୍ତା କଥା କାହିଁ, ଏଣୁ ତେଣୁ, ଭାଷଣ ଚାଲିଛି, ଛି ଛି, ସବୁ ମିଛରେ, ଆଗ ମାଗଣାରେ କଣ ହେବ, 🫣🫣🫣

  • @Tapasranjanmohanty-gq8ds
    @Tapasranjanmohanty-gq8ds 3 месяца назад +4

    ଆଉ ଯଦି କିଛି ଦିନ ରହିବ ଓଡ଼ିଶା ବାସୀ ଓଡ଼ିଶା ଛାଡ଼ି ଚାଲିଯିବେ ତା ପୂର୍ବ ରୁ ଦୟାକରି ତୁମେ ମାନେ ଚାଲିଯାଅ ଗୁଜୁରାଟ ଦିଲ୍ଲୀ ବି ନୁହେଁ କେବଳ ଗୁଜୁରାଟ ଯାଓ

  • @DashrathNaik-u1k
    @DashrathNaik-u1k 3 месяца назад +3

    Good maham sir

  • @AkshyaKaran
    @AkshyaKaran 3 месяца назад +6

    ଭତ୍ତା ପାଇଁ ବିଜେପି ଉପରେ ଜନତା ଦୂର ଇ ରହିଜିବେ

  • @Amujbidika
    @Amujbidika Месяц назад

    ମିଛ କୋଥା କାଇବାତା ଠିକ୍ ନାଇ ସାର୍

  • @teetanpatra8411
    @teetanpatra8411 4 дня назад +1

    ଟାଉଟର ସରକାର ୩୫୦୦ କେବେ ଦବ

  • @Prem-bz3tr
    @Prem-bz3tr 3 месяца назад +5

    ଗରିବ ଭୂମିହୀନ ପରିବାରକୁ ଦିଅ ଭୂମି କେବେ ମିଳିବ

  • @HariaBadamundi-m8c
    @HariaBadamundi-m8c 3 месяца назад +5

    ସଂପୁର୍ଣ୍ଣ ମିଛୁଆ

  • @kishorekumbhar2855
    @kishorekumbhar2855 3 месяца назад +1

    ମିଛୁଆ ମୁଖ୍ୟ ମନ୍ତ୍ରୀ

  • @mrutyunjayaacharya
    @mrutyunjayaacharya 3 месяца назад +8

    କଣ ପାଳନ କରିଛ। ବିଜେପି ର ଅନ୍ୟ ନାଆଁ ଠକାମୀ

  • @Kailaschandrasahoo-o1p
    @Kailaschandrasahoo-o1p 2 месяца назад +1

    ଆପଣଙ୍କ ପଥର ଗାର ପ୍ରତିଶୃତି ପାଣିର ଗାର ନ ହେଉ।

  • @BhajaramPradhan-bl2mf
    @BhajaramPradhan-bl2mf 2 месяца назад +1

    Kebe milib

  • @Kailaschandrasahoo-o1p
    @Kailaschandrasahoo-o1p 2 месяца назад +1

    ପ୍ରତିଶୃତି ପଥର ର ଗାର ନା ପାଣି ର ଗାର

  • @KamalMandangi-s9q
    @KamalMandangi-s9q Месяц назад +1

    300ୟୁନିଟ ବଲି ଛାଡ଼ କାଏଁ ବିଜେପି ସରକାର

  • @jitendrakumarjena5175
    @jitendrakumarjena5175 3 месяца назад +11

    ମିଳିଲେ ମିଳିଲା

  • @basudev999t
    @basudev999t 3 месяца назад +1

    ଲୋକମାନଙ୍କ ଭୋଟ ଆଶା ଆଉ ରଖନି ..

  • @Sharadadas-m7s
    @Sharadadas-m7s 3 месяца назад +4

    ଆଗ ଭତା ଦିଅ ୩୦୦୦ ୩୫୦୦ ନ ଦେଲେ ଆଗକୁ ବିଜେପି ଓଡିଶା ରେ ରହିବ ନାହିଁ

  • @pradyumnadas9899
    @pradyumnadas9899 3 месяца назад +2

    Thank you sir bharrat badhantu

  • @jagabandhugiri6980
    @jagabandhugiri6980 3 месяца назад +1

    Good morning sir odisha Jay Jagannath 🙏🙏🙏🙏🙏 Happy New year 2024

  • @sachaladash7085
    @sachaladash7085 2 месяца назад

    🙏🙏🥀sir🥀🙏🙏

  • @Saisubalexpress
    @Saisubalexpress 3 месяца назад +1

    ତାହା ସତ କଥା ଯେ କିନ୍ତୁ ଏଇଆ ଯେ 80 ବର୍ଷ ମାନକୁ ଦିଆ ଯିବ କହିଲନି ଭୋଟ taime ରେ

  • @GangadharBishoe
    @GangadharBishoe Месяц назад +1

    Mahan,,sar,,subadra,,jajana,,debare,,sabumamannkukahikidelenahi

  • @bikunapradhan9508
    @bikunapradhan9508 3 месяца назад +1

    ମୁଖ୍ୟ ମନ୍ତ୍ରୀ ଜାହାକହୁଛି ତାହାକାମରିକି ଦେଖାଅ ନାତ ଆଗାମିଇଲେକ୍ସନରେ ହାରିଜିବ ଏଵେଠୁସାଵଧନ୍ ହେଇଜାଅ

  • @AkshitrutiyaBharati
    @AkshitrutiyaBharati 3 месяца назад +1

    ଫାଷ୍ଟ ତ ଜଗନ୍ନାଥ ଙ୍କ କାମ ଆରମ୍ଭ ହୋଇଛି ମାନେ, ଓଡ଼ିଶା କାମ ହୋଇଯିବ

  • @kabitamishra1075
    @kabitamishra1075 Месяц назад +1

    ଦୟାକରି ଭତା 3000 କର

  • @kishorebehera4863
    @kishorebehera4863 3 месяца назад +2

    ମୋ ମାଆ କେବେଠାରୁ ଭତା ଅପ୍ପଳୟ କରିଲେଣି କିନ୍ତୁ ଏ ପର୍ଯ୍ୟନ୍ତ ହୋଇ ପାରିଲା ନହିଁ 64 years ହେଲାଣି ଆଜିକୁ 1years ହେଲାଣି

  • @mrutyunjayaacharya
    @mrutyunjayaacharya 3 месяца назад +3

    ସଵ୍ କା ଵିନାଶ୍

  • @mrutyunjayaacharya
    @mrutyunjayaacharya 3 месяца назад +5

    ତମର ବିକାଶ ନୁହେଁ ବିନାଶ

  • @RunuMahanty-nx9tn
    @RunuMahanty-nx9tn 3 месяца назад +1

    ମିଛୁଆ ମାଝି ଛି ଛି ଛି😂😂😂😂😂😂

  • @sgopalreddy7465
    @sgopalreddy7465 3 месяца назад

    ଗଞ୍ଜାମ. ଛତ୍ରପୁର. ପଞ୍ଚାୟତ. ଟାକିରିଆ ବ୍ରହ୍ମପୁର, ଗ୍ରାମରେ ପାଣି ସୁବିଧା ଘର ଘରକୁ ନାହିଁ ସହଯୋଗ ହହୁsi R🙏🏿

    • @sgopalreddy7465
      @sgopalreddy7465 3 месяца назад

      କରନ୍ତୁ ସାର 🙏🏿👍🏿

  • @PrabakarMajhi-xj4it
    @PrabakarMajhi-xj4it 2 месяца назад +4

    ମୋହନ ସାର୍ ଆପଣଙ୍କୁ ମଞ୍ଚ ଉପରକୁ ଗଲେ ଯାହା ଯାହା କହିଥିବା କଥା ମନେ ପଡୁଛି। ହେଲେ ମଞ୍ଚରୁ ହୁଲାଇଲେ ପାସୁରି ଯାଉଛ ‌।

  • @SusantaSardar-u2g
    @SusantaSardar-u2g Месяц назад +1

    Susanta sardar barapada

  • @ranjanranjandip418
    @ranjanranjandip418 2 месяца назад +1

    ❤❤❤❤❤❤❤❤❤❤

  • @AkshyaKaran
    @AkshyaKaran 3 месяца назад +7

    କଥା କଥା ରେ ରହିଗଲା

  • @BhajamanDalai-xb8hc
    @BhajamanDalai-xb8hc Месяц назад +1

    Thanyou

  • @susandhyamohanty1780
    @susandhyamohanty1780 3 месяца назад +1

    ମିଛ କଥା

  • @AkshayakumarParida-k4z
    @AkshayakumarParida-k4z 3 месяца назад +2

    ସବୁ ମିଛ କୌଣସି T V ରେ ପ୍ରଚାର ହଉନି ଭତା ମିଳିବାପାଇ ତମେ ପାଗଳ ପରି ଗପୁଛୁ କାହିକି

  • @MinakshiJagat-i7e
    @MinakshiJagat-i7e 21 день назад

    60 ru 79 year vitare rahithiba old age pension 3000 hajar debi Boli kahithile kintu aejaye...dei nahanti...aau.... vegitable aau rice sabu rate badhuchhi kemiti.... Garib loka banchibe aau chalibe.. odisha government Bujhi Bichar karantu..🙏

  • @manaskumarsahoo6980
    @manaskumarsahoo6980 3 месяца назад +3

    ଗୋଟେ ବାଳ ଦେବ ରଙ୍ଗ ମିସ୍ତ୍ରୀ ଶଳା

  • @snehavlogs401
    @snehavlogs401 2 месяца назад

    ସବୁ ମିଛ ଭାଇ

  • @bhabanidas1843
    @bhabanidas1843 3 месяца назад

    Jay shree jagannath ❤❤❤❤

  • @ranjibmisshra
    @ranjibmisshra 3 месяца назад +1

    ମିଛ କଥା କହି ଲୋକଙ୍କୁ ଭୁଆଁ ନ ବୁଲାଇ ସତ କଣ କୁହ

  • @kirttanbiharijena689
    @kirttanbiharijena689 3 месяца назад +4

    ଅସ୍ମିତାର କଥା କହି ସରକାର ଆସିଛି ଗାଲୁଆ ନେତାଙ୍କ ଭାଷଣ ପ୍ରଦାନ

  • @SaratkumarSahoo-l9d
    @SaratkumarSahoo-l9d Месяц назад +1

    Rajasthan muhurt kamjor

  • @kanchankhemundu5832
    @kanchankhemundu5832 3 месяца назад

    ସାର କେତେ ମିଛ କହିବେ ଆପଣ ଙ୍କ ହାତରେ କିଛି ନାହିଁ ଖାଲି ନାକୁହିଁ cm ଲଜ୍ୟା କଥା

  • @BhajaramPradhan-bl2mf
    @BhajaramPradhan-bl2mf 2 месяца назад

    Kahibar kete din helani

  • @gotamonesantalibro
    @gotamonesantalibro 3 месяца назад

    Acha amiti kotha

  • @biswaranjanrout2696
    @biswaranjanrout2696 3 месяца назад

    ଭସାଣ ବଡ ବଡ ଆମେ ଜାଣି ଗଲୁ ତମ କଥା ଗୋଟେ କାମ କିନ୍ତୁ ଆଉ ଗୋଟେ ଆମେ ପରିଵତ୍ତନ କଲୁ ତମେ ରଙ୍ଗ ପରିବତ୍ତନ କଲ ତମେ ଆଗକୁ କଣ କରିବ ଆମେ ବୋକା ନୁହେଁ କି ତମ ଗପ କହିକି ଶୁଣେଇବ ଆଉ ଆମେ ଶୁଣିବୁ

  • @kabitamallick3105
    @kabitamallick3105 Месяц назад +1

    9

  • @madanbag3358
    @madanbag3358 2 месяца назад

    ହିନ୍ଦୀ ଇଂଲିଶ୍ ତ ଜାଣିଲୁ ନି ସମ୍ବଲପୁରୀ ଭାଷା କୁହ

  • @mayadharjani5369
    @mayadharjani5369 3 месяца назад +10

    କେବେ ଦେବୁ ଦେବୀଦେବୀ ଏହୁଚୁ ସିଗ୍ର ଦେ

  • @DulvaSabar
    @DulvaSabar 3 месяца назад

    East cm

  • @SureshSahu-t4k
    @SureshSahu-t4k Месяц назад +1

    💐🙏🛣️

  • @Ajiti-n5f
    @Ajiti-n5f 2 месяца назад

    Khk😊

  • @nirakaragainta7192
    @nirakaragainta7192 2 месяца назад

    ହି

  • @JagabandhuGhadai-z1d
    @JagabandhuGhadai-z1d 3 месяца назад

    ଗ୍ରାମାଞ୍ଚଳ ରେ ଲୋକେ ଅତି ଗରିବ ହେଲେ ତମର ବିକାଶ ହେବ ଏହାର ଉଦାହରଣ ଆଳୁ ପିଆଜ

  • @sibomohanta4871
    @sibomohanta4871 3 месяца назад +1

    ଅଗେରେ ଭତା ଟା ଦେନା

  • @sahukadancedekho
    @sahukadancedekho 3 месяца назад

    Thaka cm

  • @sankirttanmajhi8472
    @sankirttanmajhi8472 3 месяца назад

    ଓଡ଼ିଆଭାଷା ଆଜି ହିଁ ଜିବଦାନପାଇବ

  • @debasishdas9064
    @debasishdas9064 3 месяца назад

    Cm sir apono speech murkho loko ku sunei be amo ku nuho

  • @pratimapattanaik502
    @pratimapattanaik502 2 месяца назад

    Sar ,kebe ,rss ,skim kebe ,chenge,karibe,

  • @RanjitBehera-hd9lo
    @RanjitBehera-hd9lo 3 месяца назад

    Autsarchingi. ମାନଙ୍କର କଣ ହେବ

  • @babitadash9442
    @babitadash9442 3 месяца назад

    Sir unmarried pai be bhata badhiba katha unmarried mane kana kale unmarried manakara maa bapa nahanti semane 1000 tanka kemiti kari chalibe

  • @BoroLaxmiPatnaik
    @BoroLaxmiPatnaik 2 месяца назад +1

    6 maso hela 3000/- bhotta bodhaibi boli, Khali kotha kohibata SUNUCHU. Kete SUNIBU kete dekhibu

  • @SurabhiRana-me8ws
    @SurabhiRana-me8ws 2 месяца назад +1

    Samastanku diajau 35000

  • @DraivarNayak
    @DraivarNayak 3 месяца назад +1

    ମୋହନସରକାରପେଳଜୋଜୋନାମିଛକଥା

  • @banamalibehera8781
    @banamalibehera8781 2 месяца назад +1

    MOHAN SIR NAVEEN DEERGHA 25. BARSHARE JAAKA 500 TANKAA DEI CHAALITHILAA.KEHI ADHARYA HEU NATHILE KINTU MATRA 100 DINARE KETEKA BEIMAAN KAHUCHHANTI JALDI BHATTA DIA 3000. KAHINKI NAVEEN GENDAAKUTA KAHU NATHILE.

  • @kartiknath3162
    @kartiknath3162 9 дней назад

    Rachana psdhuchhanti C. M

  • @Raja-i4f
    @Raja-i4f 3 месяца назад

    1000 ଟଙ୍କା ପେନସନ ଟା କିଏ ଦଉଛି ବେତନା ଗ୍ରାମ୍ୟ ରେ

  • @banamalibehera8781
    @banamalibehera8781 2 месяца назад +1

    NAVEEN GENDAA JEMITI CHEATFUND THKEI DEBA BOLI KAHI BHULIGALAA YE KATHAA BEIMAANKU DEKHAA JAAUNI.

  • @Pramodkhatua-f7u
    @Pramodkhatua-f7u 3 месяца назад

    Moragoie katha sir,21 ru60dela,60ru 90dele sab 0:37 u thik hoijiba nahe nija godhare nje

  • @SatrughanaArukha-j2q
    @SatrughanaArukha-j2q 3 месяца назад

    TV 6 and
    6

  • @BidyaKumar-vl5jv
    @BidyaKumar-vl5jv 3 месяца назад +1

    ❤❤❤🎉

  • @DipakBehera-gq1bg
    @DipakBehera-gq1bg 3 месяца назад

    Age mora odisha basiku banchao

  • @Udionayak
    @Udionayak 3 месяца назад +1

    ପାଗଳ ହେଲୁ କି news କରୁଛ

  • @Prashant-fj7hv2tp6f
    @Prashant-fj7hv2tp6f 3 месяца назад +2

    Bhhata Katha kuade gala

  • @panchanansahu6214
    @panchanansahu6214 3 месяца назад

    ମିଛ କହି ଲାଭ କିଛି ନୁହେଁ, ଯାହା କରି ପରିବ ତାହା କୁହ.

  • @dhirenramukhi2783
    @dhirenramukhi2783 3 месяца назад

    Kebe asiba abasaid khulunahi kanhiki

  • @MaheswarMohanty-zo9du
    @MaheswarMohanty-zo9du 2 месяца назад +1

    Samastaku 3000 bhata diantu nahele Sara jiban birodhi dala haba

  • @ashokojha692
    @ashokojha692 Месяц назад +1

    300. Unity?

  • @DaudaDaudaraita
    @DaudaDaudaraita 3 месяца назад

    ଗୋଇଠା ମାର

  • @RajanibalaNayak
    @RajanibalaNayak 3 месяца назад

    Cm sir mora ration card karibaku chanhuchhi nabin sir thakile aau apananku apekhya karichhu

  • @AnantaPradhan-w3n
    @AnantaPradhan-w3n 3 месяца назад

    Na hele hu hu hu vik no JBABanand heba