ସମସ୍ତଙ୍କୁ ମିଳିବ ୩୦୦୦ ଟଙ୍କା | Madhu Babu Pension Hike | Odisha Old Age Pension| CM Mohan Majhi

Поделиться
HTML-код
  • Опубликовано: 20 ноя 2024

Комментарии • 330

  • @kjrtoka2670
    @kjrtoka2670 3 месяца назад +15

    ଧନ୍ୟବାଦ୍ ବିଜେପି ସରକାର ବହୁ ଗରିବ ଲୋକ ଉପକୃତ ହେବେ

  • @sushantanaik5388
    @sushantanaik5388 3 месяца назад +32

    ଆଉ ବିଧବା କୁ 3500 ଦିଆଯାଉ

  • @AlokMishra-w3e
    @AlokMishra-w3e 3 месяца назад +24

    ଏହି ଅଗଷ୍ଟ ମାସରୁ ଭତା ୩୦୦୦ ଟଙ୍କା କରି ଦିଆଯାଉ ଯଥା ୫୦% ରୁ ୭୮% ଥିବା ଭିନ୍ନକ୍ଷମ । ୬୦ ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । ଜୟ ଜଗନ୍ନାଥ

  • @villageboyajayapatra
    @villageboyajayapatra 3 месяца назад +5

    ବହୁତ ବହୁତ ଧନ୍ୟବାଦ 🙏❤️🙏

  • @AlokMishra-w3e
    @AlokMishra-w3e 3 месяца назад +74

    ଅଗଷ୍ଟ ମାସରେ ଦିଆଯାଉ ସମସ୍ତଙ୍କୁ ଯଥା ୫୦% ରୁ ୭୮% ଥିବା ଭିନ୍ନକ୍ଷମ । ୬୦ ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । 😢😢😢😢😢😢😢😢😢😢😢😢😢😢😢😢😢😢😢

  • @SmbGkPoint-sh3bn
    @SmbGkPoint-sh3bn 3 месяца назад +4

    ବି ଜେ ପି ସବୁ ଠକ 2019 ରେ ହାରିବା Only Congeres ଜିତିବା🎉

  • @banshidharua41
    @banshidharua41 3 месяца назад +13

    ସମସ୍ତଙ୍କୁ ଦିଆଯାଉ 3000 ଟଙ୍କା

  • @SwarnaRout-y5k
    @SwarnaRout-y5k 3 месяца назад +27

    ସମସ୍ତଙ୍କୁ ଦେଲ ବିଧବା ମାନେ କଣ ଭୋଟ ଦେଇନାହାନ୍ତି ବିଧବଲୋକଙ୍କୁ ଦିଅନ୍ତୁ

  • @PradeepkumarBhanja-u4l
    @PradeepkumarBhanja-u4l 3 месяца назад +68

    ଆଉ ବିଧବା ମହିଳା ଙ୍କୁ କେତେ ମିଳିବ

  • @debasisbehera6469
    @debasisbehera6469 3 месяца назад +8

    ସମସ୍ତଙ୍କୁ 3000 ଦିଅ ଯାହା ପ୍ରତିଶୃତି ଦେଇ ଥିଲ ତାହା ରଖ l ବିଧବା ଭତା 3500 କର

  • @alloffyou4995
    @alloffyou4995 3 месяца назад +69

    ବିଜେପି ସରକାରଙ୍କୁ ଅଶେଷ
    ଅଶେଷ ଧନ୍ୟବାଦ

    • @PradeepTripathi-f6w
      @PradeepTripathi-f6w 3 месяца назад +5

      Bala na jaha sabu bjd pain BJP kahithila 80 ru adhika age ra lokanku 3500 daba 60 ru 80 age lokanka bisayare kahunathila

    • @akshayakumarbiswal6593
      @akshayakumarbiswal6593 3 месяца назад +5

      Bjd କାଉଣ୍ଟର କରି ନ ଥିଲେ BJP କେବେ ଦେଇ ନ ଥାନ୍ତା 😅

    • @PradeepTripathi-f6w
      @PradeepTripathi-f6w 3 месяца назад

      @@akshayakumarbiswal6593 thik kahile👍

    • @abhijeetkivines238
      @abhijeetkivines238 3 месяца назад +3

      Bidhoba maa manokno kotha kohileni kono pain

    • @SanjaykumarPradhan-w9t
      @SanjaykumarPradhan-w9t 3 месяца назад

      Bsso mane kahuchhanti 80% handicapp certificate dia 3500 diajib nahele nhi

  • @ArunDasArunDas-i1e
    @ArunDasArunDas-i1e 3 месяца назад +9

    ଜୟ ଜଗନ୍ନାଥ,,,,ସବୁ ଠିକ୍ ହେବ ସବୁ ଶାନ୍ତିରେ ଚଳି ପାରିବେ

    • @vpriyanka6941
      @vpriyanka6941 3 месяца назад

      6 made thare 3000 per month 500 hela je log mane ullu achan, pura 6 mas ra gute gute mas ra 3000 dai kari dakhun😅

  • @TahasilBanchhor-bf6dh
    @TahasilBanchhor-bf6dh 3 месяца назад +3

    ଭଲହେବା 👍

  • @antaryamimishra449
    @antaryamimishra449 3 месяца назад +7

    BJP ସରକାର କୁ ଜାଣିଲେ ନ 2029 ରେ ଜଵାବ୍ ଦିଆଯିବ

  • @AshutoshBehera-qd3gd
    @AshutoshBehera-qd3gd 2 месяца назад +1

    3500 ବିଧବା ମାନଙ୍କୁ ଦିଆଯାଉ ଆଗ୍ୟା

  • @sanjayasahu8517
    @sanjayasahu8517 3 месяца назад +63

    ଆଗ ଦିଅ ତା ପରେ କହିବ

  • @namitapanda7087
    @namitapanda7087 3 месяца назад +5

    60 ବର୍ଷ ଆଉ 80 ବର୍ଷ ର ହିତାଧିକାରୀ ମାନଙ୍କୁ 3500 ଟଙ୍କା ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ 3000 ଟଙ୍କା ଲେଖାଁ ଭତା ଦିଆଯାଉ. ଏଥିପାଇଁ ବିଜେପି ସରକାରଙ୍କୁ ମୋର ଅନୁରୋଧ 🙏🙏🙏

  • @prakashsahoo7848
    @prakashsahoo7848 3 месяца назад +6

    ଆଉ କେଉଁ ଦିନ ଦେବେ ସରକାର??
    ଆଗରୁ ସମୟ ଅଲଗା ଥିଲା, ଏବେ କିନ୍ତୁ ସବୁ ଭିନ୍ନ,
    ତିନି ହଜାର ଟଙ୍କା ବଡ଼ ନୁହେଁ, ସରକାର ଦେବାବେଳକୁ ଅଧିକାଂଶ ସ୍ୱର୍ଗ ଦ୍ୱାରରେ ଥିବେ

  • @sanjayakumar146
    @sanjayakumar146 3 месяца назад +13

    ଆଉ ବିଶ୍ୱାସ ନାହିଁ 3000ଭତା ମିଳିବ ବୋଲି

  • @vlogwithmanash126
    @vlogwithmanash126 3 месяца назад +33

    August15ru ମିଳିବା ଦରକାର ସମସ୍ତଙ୍କୁ bhata

  • @BimbadharMangaraj
    @BimbadharMangaraj 3 месяца назад +33

    ବଢା ବୁଢି ବିଧବା ଭିନ୍ନକ୍ଷମ ମାନଂକୁ
    ଭତ୍ତା ଦେବା ସରକାରଂକ କର୍ତବ୍ଯ
    ସେମାନଂକ ଆଶିର୍ବାଦ ଏକାନ୍ତ
    କାମ୍ଯ

  • @tilutilu623
    @tilutilu623 2 месяца назад +1

    ଲୋକଙ୍କୁ ଆଗ ଦିଅ ତାପରେ ଆଲୋଚନା କରିବ

  • @MadhusmitaMalik-z8y
    @MadhusmitaMalik-z8y 3 месяца назад +1

    ଖୁବ ଭଲ ପଦକ୍ଷେପ ନେଇଛନ୍ତି ସରକାର ମନ ଦୁଃଖରେ ଥିଲେ ମା ମାଉସୀ ମଉସା ମାନେ

  • @GyanaranjanSahu-tt4xf
    @GyanaranjanSahu-tt4xf 3 месяца назад +7

    Au ବିଧବା ମହିଳା 60 ବର୍ଷ ରୁ କମ ସେମାନେ କଣ ପାପ କରି thile

  • @namitapanda7087
    @namitapanda7087 3 месяца назад +5

    କଣ ପାଇଁ 60 ବର୍ଷରୁ ଅଧିକ ଆଉ 80 ବର୍ଷ ର ବ୍ୟକ୍ତି ମାନେ ଖାଲି ଭୋଟ ଦେଇଥିଲେ ଆଉ 60 ବର୍ଷ ରୁ କମ ଯୋଉମାନେ ସେମାନେ କଣ ବିଜେପି ସରକାର ଙ୍କୁ ଭୋଟ ଦେଇନାହାନ୍ତି କି? ତାହେଲେ ସେମାନଙ୍କୁ କଣ ପାଇଁ ଅନ୍ୟ ହିତାଧିକାରୀ ମାନେ କଣ ତାଙ୍କ ମୁହଁରେ....କରିଥିଲେ ବୋଧେ.

  • @niharranjan5009
    @niharranjan5009 3 месяца назад +1

    ହେ ଭଗବାନ bjp ସରକାର କୁ ବହୁତ ଧନ୍ୟବାଦ ଜୟ bjp

  • @bhismadevbag4103
    @bhismadevbag4103 3 месяца назад +2

    ଦିୟ ନ ବେl ହାରlମୀ ମାନେ

  • @INDODI
    @INDODI 3 месяца назад +3

    Strong opposition ❤❤❤ good job mohan sir❤❤

  • @sandhyaranimoharana5416
    @sandhyaranimoharana5416 28 дней назад

    ଆଜି ତାରିଖ 23 ହେଲା ଆଗକୁ ବାତ୍ୟ ଏପର୍ୟ୍ଯନ୍ତ 3500ଟଙ୍କା ଛାଡ 1200ଟଙ୍କାବି ଆକାଉଂଟ୍ କୁ ବି ଛାଡିଲେନାହିଁ । ଦୟକରି ସରକାରଙ୍କୁ ଅବଗତ କରାଇବେ ।

  • @JYOUTIRMAYISAHOO
    @JYOUTIRMAYISAHOO 3 месяца назад +1

    ହଁ ରାଜସ୍ୱ କୁ ଏମିତି ଖୋଳ କର । ଆଉ ଅନ୍ୟ ପଟେ ଆମ ମାନଙ୍କ ଠାରୁ tax ଆକାର ରେ ନିଆ । ଆରେ ଜେତିକି ଦରକାର ସେତିକି ଦିଅ ନା । ମୁଁ ମାନକରୁନି କିନ୍ତୁ ନିଜ ଦଳର ଚାହିଦା ବଢେଇବା ପାଇଁ emti କରନ୍ତୁନି।

  • @narendranaik6973
    @narendranaik6973 Месяц назад

    ବିଜେପି ସରକାର ଗଠନ କରିବା ରୁ ତିନି ହଜାର ଟଙ୍କା ଦେବାକୁ ରାଜି ହେଉନି ଖାଳି ସୁଭଦ୍ରା ଜୋଯନା ପାଇଁ ଏକ ଉଦାହରଣ

  • @ManojKumar-kw1ce
    @ManojKumar-kw1ce 3 месяца назад +14

    3000 dia

  • @sambalpurimahani21
    @sambalpurimahani21 3 месяца назад +1

    କଳାକାର ମାନଙ୍କ ପାଇଁ ଭତ୍ତା କେତେ ବୃଦ୍ଧି କରୁଛନ୍ତି ସରକାର,ଏ ପର୍ଯନ୍ତ ଘୋଷଣା କରୁନାହାନ୍ତି କାହିଁକି?

  • @deepakkumardas3027
    @deepakkumardas3027 3 месяца назад +1

    Khub bhala katha.

  • @anandakumarsahoo1220
    @anandakumarsahoo1220 3 месяца назад +2

    Bhala heba samantaku jiajiba thiki👍🏻

  • @jagabandhugiri6980
    @jagabandhugiri6980 2 месяца назад

    Good morning sir odisha Jay Jagannath 🙏🙏🙏🙏🙏🙏 Happy New year 2024

  • @Diptimayeepandavloge
    @Diptimayeepandavloge 3 месяца назад

    Very good disistion thanks 👍👍👍👍

  • @padmanavdansana8170
    @padmanavdansana8170 3 месяца назад

    ସମସ୍ତଙ୍କୁ 3000ଟଙ୍କା ଦିଆ ଯାଉ

  • @antaryamimishra449
    @antaryamimishra449 3 месяца назад +22

    ତୁ BJP ସରକାର କେଡ଼େ ନିର୍ଲଜ ଲାଜ ଲାଗୁନି ମୋଦୀ 15 ଲକ୍ଷ ଟଙ୍କା ପ୍ରଦାନ କରିବି କହି ଭୋଟ ପାଇଥିଲା ଏହାର ଜଵାବ 2029 ରେ ଦିଆଯିବ ଅପେକ୍ଷା କର

  • @durjyodhannag8946
    @durjyodhannag8946 3 месяца назад +3

    Samastanku. 3000 diya jayu

  • @rajkishoredhara9626
    @rajkishoredhara9626 3 месяца назад

    ଯଦି ଆପଣଙ୍କ ଖବର ଠିକ୍,ତାହେଲେ ସରକାରଂକୁ ଧନ୍ୟବାଦ।

  • @Bhagi-s7s
    @Bhagi-s7s 3 месяца назад +2

    80ବର୍ଷର କେତେ ଲୋକ ବଞ୍ଚିଛନ୍ତି

  • @subhasismanasing9103
    @subhasismanasing9103 3 месяца назад +2

    Jai shree jagnntha 🙏

  • @ranjanmajhi7890
    @ranjanmajhi7890 3 месяца назад

    ଆମେ ଆଗରୁ ଜାଣି ଥିଲୁ ଏହି ପିଲାନ୍ ଟା

  • @LachimiKirsani
    @LachimiKirsani 3 месяца назад +1

    Navin sir ❤

  • @KhirasagarGoud-d8v
    @KhirasagarGoud-d8v 2 месяца назад +2

    august re to 1000 tanka diagala kana pain 3000 ru 3500 madhubabu pension dele nahin?

  • @chakadolafashion5205
    @chakadolafashion5205 3 месяца назад +1

    Good job

  • @s_p_o_o_n_a_m_edits
    @s_p_o_o_n_a_m_edits 3 месяца назад +1

    Change na karithile budijiba bjp

  • @JkRk-f4e
    @JkRk-f4e 3 месяца назад

    ବିଧଵା କୁ ଦିଆଯା 3500

  • @ManojSethi-p8l
    @ManojSethi-p8l 3 месяца назад

    ଆଜ୍ଞା ଆପଣଙ୍କ ମାନଙ୍କୁ ଅନୁରୋଧ କରୁକି 3500 ବା 3000 ର କଥା ନୁହେଁ ll ସମସ୍ତ ଙ୍କୁ ଭତା ଦିୟନ୍ତୁ ll ବୟସ ର ତୁଳନା କରନ୍ତୁ ନି ll ବିଦବା ମହିଳା ମନେ ବହୁତ ଅଛନ୍ତି ll ସେମାଙ୍କୁ ଅନ୍ୟାୟ କଲା ପରି ହେବ ll ତେଣୁ ମୋର ନିବେଦନ ମହନ ସରକାର ଙ୍କୁ ସମସ୍ତ ଙ୍କୁ 3000 ଦିୟନ୍ତୁ lll🙏🙏🙏

  • @dibyalochanpatel7802
    @dibyalochanpatel7802 3 месяца назад +2

    Jay Jagannath ❤

  • @gajendramuduli.3295
    @gajendramuduli.3295 3 месяца назад +1

    ପୁଣି ମିଛ କହିଛି ଏ ଲୋକଟି,,,,😊

  • @SonuBiswal-1983
    @SonuBiswal-1983 3 месяца назад +1

    ଆଗ ଦିଅ ପରେ କହିବ

  • @yadabbehera7507
    @yadabbehera7507 3 месяца назад

    ଦିବ୍ୟାଙ୍ଗ ମାନଙ୍କୁ କୌଣସି ବଞ୍ଚିବା ପାଇଁ ବାଟ ନାହିଁ। ଯାହାର 50%ରୁ ଅଧିକ ଥିବ ସେମାନଙ୍କୁ 3000 ଭତ୍ତା ଦିଆଯାଉ। ସେମାନେ ଉପକୃତ ହେବେ। ସରକାର ଭୋଟ ପୂର୍ବରୁ କହିଥିଲେ।

  • @kirttanbiharijena689
    @kirttanbiharijena689 3 месяца назад

    ବେକାର ପୋଷ୍ଟ ବିଜେପିର ସାଧାରଣ ସମ୍ପାଦକ କହୁଛ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏମାନେ ବଡ ,ଗାଲୁଆ ଗପ ଲଜ୍ଜିତ ହେବ ଛି ଛି ।କଥା ଗୋଟିଏ କାମ ଗୋଟିଏ ।ପଧାନପୁଅ କୁଆଡେ ଗଲ,ଛାଡ ହୋ ।

  • @basantasahoo425
    @basantasahoo425 3 месяца назад

    ଭିନ୍ନକ୍ଷମ ଆଉ ବିଧବା ମାନଙ୍କୁ 3000 ହଜାର ଦିଅ

  • @gagansabat3366
    @gagansabat3366 3 месяца назад

    ହଵତ ୧୦୦ ୧୦୦ ବୁଢ଼ା,ବୁଢି ମରିଯାଇଥିଵେ

  • @KuntalaBehera-k3s
    @KuntalaBehera-k3s 3 месяца назад

    ଯଦି ଷlଠିଏ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଷାଠିଏ ରୁ କମ ଥିବା ଲୋକ କୁଆଡେ ଯିବେ ?. ଏସବୁ ଠିକ ନୁହେଁ. ଯିଏ ହଜାର ଟଙ୍କା ପାଉଥିଲେ ସମସ୍ତଙ୍କୁ ତିନି ହଜାର ଟଙ୍କା ଦିଆଯାଉ.

  • @Bharat-w3k
    @Bharat-w3k 3 месяца назад

    Bahut badia hela

  • @pratyushkumardash626
    @pratyushkumardash626 3 месяца назад

    News18 odia 3000 deba vatta

  • @rishikesh4340
    @rishikesh4340 3 месяца назад

    ଆଉ 60% ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ 300/- ଟଙ୍କା ଭତା ମିଳିବ କି ନାହିଁ ?

  • @lijasahu9002
    @lijasahu9002 3 месяца назад

    ବିଧବା ମାନଙ୍କୁ ସରକାର ଭତ୍ତା କେତେ ଦେବେ କୁହନ୍ତୁ

  • @SunitaBehera-pn8fb
    @SunitaBehera-pn8fb Месяц назад

    , ଏହି

  • @khamaripradip528
    @khamaripradip528 3 месяца назад +1

    बहुत बहुत धन्यवाद भारतीय जनता पार्टी

  • @KhirasagarGoud-d8v
    @KhirasagarGoud-d8v 2 месяца назад

    3000 ru 3500 madhubabu pension august 2024 re miliba boli thakuchhanti mohan sarakar

  • @Kailaschandrasahoo-o1p
    @Kailaschandrasahoo-o1p Месяц назад

    ଜଲଦି ଦିଅନ୍ତୁ

  • @AkshayakumarParida-k4z
    @AkshayakumarParida-k4z 3 месяца назад

    B J P ୩୦୦୦ହଜୀରେଦଲେ ଟିକେ ଭଲରେ ଖୀଇବୁ ଭୋଟଦେଲୁଏବେ ହତାସ

  • @deepakkumarpradhan5889
    @deepakkumarpradhan5889 3 месяца назад

    ବିଧବା ମାନେ କଣ କରିବେ ସେ ମାନଙ୍କୁ ମିଳୁ

  • @blackdarkgamer844
    @blackdarkgamer844 3 месяца назад +3

    Widow manaku diya semane bohut kastare chaluchhanti

  • @TanmayaBabool
    @TanmayaBabool 3 месяца назад +1

    Navin patnayak no 1

  • @sachikantasahu946
    @sachikantasahu946 3 месяца назад +5

    Bidhaba.maa manku.b milbaar katha..3500

  • @aratipatra3003
    @aratipatra3003 3 месяца назад

    👌👌👌🙏🙏🙏

  • @khukunamohapatra1908
    @khukunamohapatra1908 3 месяца назад

    ସରକାର ତ ଘୋଷଣା କରୀନାହାନ୍ତି ତମେ ମାନେ କାହିଁକି ଘୋଷଣା ହବଵୋଲିଭାବି ସମୟ ନଷ୍ଟ କରୁଛ

  • @pitabasabhue8583
    @pitabasabhue8583 3 месяца назад

    80 ବର୍ଷ ର ଲୋକ ଗାଁ କୁ ଜଣେ ବା ଦୁଇ ଜଣ ଆଉ କିଛି ଗାଁ ରେ ଜଣେ ବୀ ନାହିଁ ଆଉ ଭତ୍ତା ଦେ ବା କୁ ପଡି ବ ନାହିଁ

  • @sandhyaranimoharana5416
    @sandhyaranimoharana5416 28 дней назад

    ୨ମାସ ହେଲା ଭତା ୩୫୦୦ଟଙ୍କା ମିଳିନାହିଁ ଏମାନେ ମଲା ପରେ ସରକାର୍ ଟଙ୍କା ଦେବେ

  • @RojaliniSahoo-w5q
    @RojaliniSahoo-w5q 3 месяца назад

    Congratulations

  • @daspravati4643
    @daspravati4643 3 месяца назад

    Very good

  • @benjirsabar7868
    @benjirsabar7868 3 месяца назад

    Thanks bjp sarkar,mohan majhi odisha cm very very thank you and department bjp leaders .jai odisha jai cm kishan

  • @kanhaMallick-xe7ee
    @kanhaMallick-xe7ee 3 месяца назад +12

    Sir samastanku saman tanka milu please samaste vote deichanti

    • @kanhaMallick-xe7ee
      @kanhaMallick-xe7ee 3 месяца назад

      Jane 3500 paiba aau jane kn ta muhaku aneiba jadi dabar nhi ta sabu lokanku lobha kn pain dekhau thila samastanku saman miliba darkar please 🙏🙏🙏

    • @kanhaMallick-xe7ee
      @kanhaMallick-xe7ee 3 месяца назад

      Nahele aama nua sarkar nka tharu biswasa tuti jiba

  • @suryakara6207
    @suryakara6207 3 месяца назад

    ଅଗଷ୍ଟ ରୁ ଦିୟନ୍ତୁ ସରକାର 🙏🏼

  • @Sharatpadhi-v3r
    @Sharatpadhi-v3r Месяц назад

    ଭଲହେବ
    କଳାକାର ଭତ୍ତା କେତେ ବଢିବା କୁହନ୍ତୁ।

  • @SunitaBehera-pn8fb
    @SunitaBehera-pn8fb Месяц назад

    ବିଧବାମାନେଭୁଟ,ଦେଇନଥୀଲେ

  • @prasantkumarvlog484
    @prasantkumarvlog484 3 месяца назад +3

    August 15 ru samastanku miliba darkar

  • @JaydevKhandual-yj2mv
    @JaydevKhandual-yj2mv 3 месяца назад

    ୬୦ ବର୍ଷରୁ ଅଧିକ ଲୋକମାନଙ୍କୁ ସରକାର ଯଦି ୩୦୦୦ ଟଙ୍କା ଭତ୍ତା ନଦିଏ, ନ୍ୟୁଜ18ଓଡିଆ ଦବକି?
    ମାଆଗିହା ଦେଇତପାରିବନି

  • @agreeculturelifestyle7298
    @agreeculturelifestyle7298 3 месяца назад +1

    Credit go to EX CM Nabin sir

  • @SUKANTIKHARA-mx1zu
    @SUKANTIKHARA-mx1zu 3 месяца назад

    BJP Dhaka deichi miss you Naveen sir Jay odisha jay BJD 🙏

  • @lingarajsahoo9173
    @lingarajsahoo9173 3 месяца назад

    Sarakar upare thiba bharasa natutu

  • @TrishikaEntertainer
    @TrishikaEntertainer 3 месяца назад +4

    Many many thanks bjp govt.

  • @satyabratasethi2942
    @satyabratasethi2942 3 месяца назад +1

    Immediately dia heu samastanku 3000old age pension tanka

  • @shibanaik4983
    @shibanaik4983 3 месяца назад +1

    Barse dibarsa pare dele kana heba emasaru dia..

  • @dhananjaysahoo
    @dhananjaysahoo 3 месяца назад

    🙏🙏🙏🙏🙏

  • @subhasismanasing9103
    @subhasismanasing9103 3 месяца назад +1

    ଏବେ ଵଢାନ୍ତୁ ନହେଲେ ତଳକୁ

  • @bhagirathidasodisha.6934
    @bhagirathidasodisha.6934 3 месяца назад

    ସ୍ୱାଗତ ଯୋଗ୍ୟ
    ଆଉ ଗୋଟିଏ ମୁଦ୍ଦା ଚିଟ ଫଣ୍ଡ ଟଙ୍କା ଫେରସ୍ତ

  • @S.Krushnaprasad
    @S.Krushnaprasad 3 месяца назад +1

    EPFO pention kete?????????
    Kichhi na dei 3000-3500,
    Masajakara income ru 12% dei ________ ??????
    Kia answer deba.

  • @biswadeepsahu6473
    @biswadeepsahu6473 3 месяца назад

    Good News

  • @rasmitarasmitahial5907
    @rasmitarasmitahial5907 3 месяца назад

    Bjp sarakaranku anek anek dhanyabad

  • @akashpanda-u8c
    @akashpanda-u8c 3 месяца назад

    Sabkar ta badha badhabar achhe bele

  • @ChandanKumar-he4xn
    @ChandanKumar-he4xn 3 месяца назад

    Bidhaba mahilanku (3000) milu sir❤Jay Jagannath

  • @tapananuagastya_express4510
    @tapananuagastya_express4510 3 месяца назад

    Thanks Mohan sir love u my BJP sarkar Au gotie rahigala bekari samasaya durakar plz..

  • @HarapriyaMishra-u8q
    @HarapriyaMishra-u8q 3 месяца назад +8

    Bidhaba mananku 3000tanka milu