ମଲା ପରେ ନେଇ ଦେଇ ଆସିବେ ଭତ୍ତା...। Mohan Charan Majhi । Madhu Babu Pension Yojana।Odisha ।

Поделиться
HTML-код
  • Опубликовано: 13 сен 2024

Комментарии • 243

  • @Bhagi-s7s
    @Bhagi-s7s Месяц назад +30

    News ଭାଇ ଭଲ ପ୍ରତିକ୍ରିୟା ନେଉଛନ୍ତି

  • @PritamMohanty-ik9ho
    @PritamMohanty-ik9ho Месяц назад +134

    ବୃଦ୍ଧଙ୍କ ❤️‍🔥ଅଭିଶାପ❤️‍🔥 ପଡିବ ବିଜେପି 24 ଜନ୍ମ ଯାଏଁ ଓଡ଼ିଶାରେ ସରକାର ଗଠନ କରିପାରିବ ନାହିଁ

    • @SrabanKumarJena444
      @SrabanKumarJena444 Месяц назад +16

      ମିଛ ପ୍ରତିଶୃତି ବନ୍ଦ୍ ହେଉ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ

    • @user-zp1wk9nm5k
      @user-zp1wk9nm5k Месяц назад +1

      Bspia cna
      L

    • @ammaamma8576
      @ammaamma8576 29 дней назад

      Sabudina pnaie hajijiba BJP

    • @BijayKumarParida-el7dw
      @BijayKumarParida-el7dw 28 дней назад

      A
      TV
      😂🎉🎉😂🎉🎉😂😂😂😂😂😂😂
      By😂😂​@@SrabanKumarJena444

    • @RatnakarMalla
      @RatnakarMalla 27 дней назад

      ​@@SrabanKumarJena444popppp

  • @rahulmajhi6206
    @rahulmajhi6206 Месяц назад +30

    ସମସ୍ତଙ୍କୁ ୩୦୦୦ଦିଅ ହେ ମୋହନ୍ ସରକାର ।। ନ ହେଲେ ବୃଦ୍ଧ ଙ୍କ ଅଭିଶାପ ରେ ତମ ରାଜନୀତି ଅଳ୍ପ ଦିନରେ ଧୂଳିସାତ୍ ହେଇ ପାରେ । ଏହା ଜଗନ୍ନାଥ ଦେଖୁଛନ୍ତି

  • @pramodbehera607
    @pramodbehera607 Месяц назад +36

    ଲୋକମାନେ ବିଜେପିକୁ ଲୁଙ୍ଗି ଟେକୀକି ଭୋଟ ବାଡେଲେ, ଭତ୍ତା ପାଇଲେ ଆମ ନବୀନ ବାବୁ ଯାହା ଦଉଥିଲେ, ସେଇ 1000 ଟଙ୍କା ଦେଲେ, ଆଉ 3000 ଟଙ୍କା କୁଆଡେ ଗଲା ମୋହନ ବାବୁଆ, 100 ୟୁନିଟ ଛାଡ଼ ହୋ ଧର୍ମେନ୍ଦ୍ର ବାବୁ

    • @SadhuBani-gd9cw
      @SadhuBani-gd9cw Месяц назад

      ଅତି ଲୋଭ ରୁ ମୃତୁ ୧୦୦୦ ରେ ସନ୍ତୁଷ୍ଟ ନ ହେଇ ୩୦୦୦ କୁ ଲୋଭ କରି ଭୋଟ ଦେଲେ ଏବେ ବାମ୍ଫ ନିଅ ବିଜେପି ୫ yr ଭିତରେ ସବୁ ଖୋଳ କରି ଚାଲିଯିବ ଆଉ ବାଳ ଟା ଥିବ ଆମ ପାଇଁ

  • @shrikantakumbhar5061
    @shrikantakumbhar5061 Месяц назад +26

    ପ୍ରଥମରୁ କାହିଁ କହୁନ ଥିଲା ବିଜେପି 80 ବର୍ଷ ଲୋକଙ୍କୁ ଦେବିବୋଲି ମିଥ୍ୟା ପ୍ରତିଶୃତି ଦେବା ତାପାଇଁ କୌଣସି ଆଇନ ନାହିଁ ଭାଇ ଏଇଟା ଠିକ୍ କରିନି ,

    • @diptiranjanpradhan9433
      @diptiranjanpradhan9433 Месяц назад

      ଭୋଟ ନବା ପାଇଁ ଏତେ ତଳକୁ ଖସିଗଲେ

  • @girija9561
    @girija9561 Месяц назад +51

    ବିଜେପି ହଟିବ ବହୁତ ଶୀଘ୍ର ମୂଳପୁଛ ହେଇଯିବ.

    • @SadhuBani-gd9cw
      @SadhuBani-gd9cw Месяц назад +4

      ଆମେ ବହୁତ୍ ଶୀଘ୍ର ସମସ୍ତେ ମିଶି ଏଇ ବିଜେପି କୁ ଓଡ଼ିଶା ରୁ ଉପାଡି ଫୋପାଡି ଦବା

    • @AskaTownFccSugsLloyd
      @AskaTownFccSugsLloyd 22 дня назад

      News 16 odisha ku subscribe karantu

  • @user-xi3yb2dt6p
    @user-xi3yb2dt6p Месяц назад +10

    ବିଜେପି ସରକାର ଖୁବ୍ ଶୀଘ୍ର ତୁମର ପ୍ରତିଶ୍ରୁତି ପୂରଣ କର।

  • @SadhuBani-gd9cw
    @SadhuBani-gd9cw Месяц назад +7

    BJP
    B - ବିଫଳ ସବୁଥିରେ
    J - ଜାଲିଆତି ରେ ଆଗୁଆ
    P - ପଇସା ଲୁଟିବାରେ ଆଗୁଆ

  • @statusbook3214
    @statusbook3214 Месяц назад +19

    ବୃଦ୍ଧା ଙ୍କ ପ୍ରତି ଅପମାନ

  • @sanjayakumar146
    @sanjayakumar146 Месяц назад +13

    ସମସ୍ତ ଙ୍କୁ ସମାନ ଦିଆ ଯାଉ

  • @GautamBehera-zr8jx
    @GautamBehera-zr8jx Месяц назад +29

    Bjp Manifesto Odisha 2024 ଲେଖିକି ଦେଖ ଗୁଗଲ ରେ ସେମାନଙ୍କର ପ୍ରତିଶୃତିରେ ଲେଖା ଯାଇଛି ସେଠାରେ 3000 ସମସ୍ତଙ୍କୁ ଦେବେ (3500 80ବର୍ଷ 80% ) ସେମାନେ ଆମକୁ ଠକିଛନ୍ତି ଜଗନ୍ନାଥ ଦେଖୁଛନ୍ତି ଅପେକ୍ଷା କେବଳ ସେ ସମୟ କୁ

    • @SrabanKumarJena444
      @SrabanKumarJena444 Месяц назад +4

      ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ

  • @ashokkumardas6003
    @ashokkumardas6003 Месяц назад +39

    1000 ଭତା Naveen Babu କରିଛନ୍ତି, ମୂର୍ଖ ଲୋକ ଙ୍କ ଯୋଗୁ ଓଡ଼ିଶା ର ଏ ଅବସ୍ଥା.

  • @jaganrout9420
    @jaganrout9420 Месяц назад +8

    ଆମ ପଂଚାୟତ ରେ 80 ବୟସ କେହି ନାହାନ୍ତି
    ମୋହନ ସରକାର କାହାକୁ 3000 ଦେବ
    ସରକାର ହଟିବା ଦରକାକ
    ରାହୁଲ ଗାନ୍ଧିଙ୍କ ଆମ ସରକାର ❤❤❤❤

  • @mrutyunjayaacharya
    @mrutyunjayaacharya Месяц назад +10

    ଗାଲୁଆ ମହନା କିଛି ଦଵନି

  • @diptiranjanpradhan9433
    @diptiranjanpradhan9433 Месяц назад +8

    ପୁଣି ଚେଞ୍ଜ ହେବ ଏଇ ପଂଚାୟତ ଇଲେକ୍ସନ ରେ ଦେଖିବ କେମିତି ଅଣ୍ଡା, ଆଉ ସଡ୍ଡା ବିଲାତି ମାଡ଼ ହେବ

  • @lingarajsahoo9173
    @lingarajsahoo9173 Месяц назад +4

    Thank you News 18

  • @HemantaSahu-yv1fq
    @HemantaSahu-yv1fq Месяц назад +8

    80 ରୁ 100 ବର୍ଷ ସମସ୍ତଙ୍କୁ ବଞ୍ଚିବାକୁ ପଡିବ ମହନ ମାଝୀ 120ବର୍ଷ ବଞ୍ଚିବ ତମେ ବଞ୍ଚି ବନି( ଓଡିଶା ପାଇଁ ମୋଦି ବଞ୍ଚିଛି ନହେଲେ ସେ ମରି ସାରନ୍ତାଣି )

  • @biswamberbhutia3280
    @biswamberbhutia3280 Месяц назад +7

    ସରକାର ରଙ୍ଗ ବଦଳେଇ ପାରିବ ଟଙ୍କା ଦେଇ ପାରୀଵନୀ ଯେଉଁ ସରକାରୀ ଆଳୁ ଦେଇ ପାରିଲାନି ସେ ବାଳ ଦେଵ

  • @promadkumar8956
    @promadkumar8956 Месяц назад +7

    ସରକାର ପରିବର୍ତ୍ତନ ହେଲା ବେଳକୁ ମୋହନ ବାବୁ ଙ୍କର ପାଣ୍ଠି ହୋଇଯାଇଥିବ ଆଉ ସରକାର ନ ଆସିଲେ ଚଳିବ

  • @SrabanKumarJena444
    @SrabanKumarJena444 Месяц назад +31

    ମିଛ ପ୍ରତିଶୃତି ବନ୍ଦ୍ ହେଉ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ

  • @arunakumarkata6903
    @arunakumarkata6903 Месяц назад +11

    ଗୋଟେ ବଡ଼ ବଡ଼ ଚାକିରୀ ଆ ଦରମା ମାସ କୁ ଲକ୍ଷେ ୫୦ହଜାର ସେମାନଙ୍କ ୩୦ ହଜାର ଲେଖ କାଟି ଭତା ଦିଅନ୍ତୁ ପଇସା ଯଦି ହଉ ନାହିଁ ବେଳେ

    • @rkn9710
      @rkn9710 Месяц назад

      Govt officer 10-4 kama karibe aau tanka paisa katiki Tama bhataa dia haba waah ...

    • @durganaik9952
      @durganaik9952 25 дней назад

      Ki murkha ta

    • @prasantadashpupu7853
      @prasantadashpupu7853 16 дней назад

      କିଛି ଅସୁବିଧା ନାହିଁ

  • @user-nx3gp4tz7q
    @user-nx3gp4tz7q Месяц назад +11

    90 year old age pension please

  • @kanhudas3308
    @kanhudas3308 Месяц назад +7

    ମାଉସୀ କଥା ଟି ବହୁତ ଭଲ ଲାଗିଲା 👌👏👏
    ବିଜେପି ସରକାର ଡବଲ ଡବଲ ଦବ ଅଗରେ 🤣🤣

  • @sanatansahu746
    @sanatansahu746 Месяц назад +6

    Odishabasinku Mohan babu bhalakari thakila Pare janiba

  • @SusantaMohanty-q4y
    @SusantaMohanty-q4y Месяц назад +1

    Wright katha

  • @statusbook3214
    @statusbook3214 Месяц назад +20

    ଭାରତୀୟ ଜନତା ପାର୍ଟି ❎ଭାରତୀୟ ଯାତ୍ରା ପାର୍ଟି ✅

  • @tarabatixaxa7968
    @tarabatixaxa7968 Месяц назад +5

    Loka mananku bhuan bulei vote neigale

  • @mrutyunjayaacharya
    @mrutyunjayaacharya Месяц назад +10

    ଧୋକାଵାଜ୍ ବିଜେପି କୁ ଵିଦାକର

  • @statusbook3214
    @statusbook3214 Месяц назад +4

    Local18 ❤️

  • @statusbook3214
    @statusbook3214 Месяц назад +6

    News 18❤👍

  • @PadmaRo-j3j
    @PadmaRo-j3j Месяц назад +2

    Nice 💯👍 nws❤

  • @panchanaik5886
    @panchanaik5886 Месяц назад +2

    You are right 👍

  • @biswajitmoharanabf5149
    @biswajitmoharanabf5149 Месяц назад +4

    ବୃଦ୍ଧ ମାନେ ତ ମାଷ୍ଟର କ୍ୟାଣ୍ଟିନେ ରେ ଯାଇ ଆନ୍ଦୋଳନ କରି ପାରିବେନି ନା ।ତାଙ୍କର ବଢ଼େଇବେ କଣ ପାଇଁ।ପାଗଳ ଚୋଦି ସରକାର ।ବିଧବା ଭତା ଆଗ ବଢେଇବା କଥା ।ଯେଉଁ ମାନେ କମ ବୟସରୁ ବିଧବା ତାଙ୍କର ଛୋଟ ପିଲା ତାଙ୍କର ନ ବଢେଇ ୮୦ ବୟସ ରୁ ଅଧିକ ଲୋକ ଙ୍କୁ ଦେଲେ ସେମାନେ horliks ଖାଇବେ ?

  • @tarabatixaxa7968
    @tarabatixaxa7968 Месяц назад +3

    Naveen sarakar sabuthu bhala

  • @kids-of2vg
    @kids-of2vg Месяц назад +4

    2029 re congress ku ana odisa basi

  • @kailashchandramohapatra1240
    @kailashchandramohapatra1240 Месяц назад +3

    Daradam badhibo sobu re bhai

  • @swadhinsamal519
    @swadhinsamal519 Месяц назад +2

    ମୋଦୀ ଗ୍ୟାରେଣ୍ଟି ସମସ୍ତେ ପାଇବେ 3000/ ମୋହନ ବାବୁ ନହେଲେ 2 ବର୍ଷ ପରେ ଶାସନ ଭାଙ୍ଗି ଯିବ 🙏🏻

  • @ganeshmahanty8312
    @ganeshmahanty8312 Месяц назад +5

    Bharta 3000 sama sta nku kariba dar kar plees 😢😢😢😢😢😢😢😢😢😢

  • @Rusi-s6r
    @Rusi-s6r Месяц назад +8

    ମାଉସା ମାଉସୀ ମାନେ ତମେ ମରିବା ପରେ ତମ ସମାଜୀ ପାଖରେ ଭତା ଟଙ୍କା ରଖାଯିବ

  • @qxztr
    @qxztr Месяц назад +3

    ବିଜେପିର ଏତେ ପରିମାଣରେ ଠକିବା ଦିମାଗକୁ ଧନ୍ଯବାଦ। ୫ବର୍ଷପରେ ଲୋକେ ସବୁ ଭୂଲି ଯିବେ, ବିଜେପିର ପଛେ କୁକୁର ଭଳି ଦଉଡି।

  • @jayantanayak5293
    @jayantanayak5293 Месяц назад +9

    ଠିକ୍ ଜବାବ ଦେଇଛନ୍ତି

  • @SomanathBiswal-g3s
    @SomanathBiswal-g3s Месяц назад +1

    ବିଜେପି ସରକାର ଆଗକୁ ବଦଳିବ

  • @DasharathaRoti
    @DasharathaRoti Месяц назад +5

    Next BJD

  • @trilochansethi767
    @trilochansethi767 Месяц назад +2

    Band sarkar

  • @Reenabehera0
    @Reenabehera0 13 дней назад +1

    Baba apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻😭❤

  • @niranjanmajhi7013
    @niranjanmajhi7013 Месяц назад +3

    ମୋହନା ବୃଦ୍ଧଙ୍କ ଅଭିଶାପ ତତେ ଲାଗି ରହୁ, ମୋଦି କୁ ଲାଗି ଥାଉ ତୁ ଯୋ ଠକି କରି ଆମର ଭୋଟ ନେଲୁ କେବେ ଭଲ ହେବନାହିଁ। ତତେ କୋଟି କୋଟି ଦଣ୍ଡ ବତ।

  • @AkshitrutiyaBharati
    @AkshitrutiyaBharati Месяц назад +3

    Pratishruti rakhntu bharatiya Janata party BJP tatha Mohan majhi

  • @Manas83428
    @Manas83428 Месяц назад +2

    2029 congress party joining 😮😂

  • @madhusmita597
    @madhusmita597 Месяц назад +1

    Right

  • @AnuAnu789-ms1nk
    @AnuAnu789-ms1nk 28 дней назад +3

    ମିଛ ଯଦି କେହି ଠିକ୍ ରେ ସିଖିନାହାନ୍ତି bjp କୁ ପଳେଇ ଆସ ବହୁତ୍ sundar ମିଛ କହିବା ଶୁଖିଯିବ😂😂😂😂😂😂

  • @user-hv6qw7kn5t
    @user-hv6qw7kn5t Месяц назад +2

    ବିଜେପି ଲକମାନେ 100 ବର୍ସ୍ ଯାଈ ବଝିବେ ତାଙ୍ଗୁ ମିଳିବ 3500 ଟଙ୍କା ମୀଛୁଆ ସରକାର

  • @kirttanbiharijena689
    @kirttanbiharijena689 Месяц назад +2

    କଥା ଦେଲ କଥା ରଖୀଲ ନି ,ଗାଲୁଆ ସରକାର ଗାଲୁଆ

  • @dillipkumarswain5728
    @dillipkumarswain5728 25 дней назад

    So nice 👍👍👍❤❤

  • @prasantadashpupu7853
    @prasantadashpupu7853 16 дней назад

    ମତେ କାହିଁକି ଲାଗୁନାହିଁ ଏ ବର୍ଷ ଭତ୍ତା ବଢେଇବ।ଆମ ଓଡ଼ିଶାରେ ପ୍ରତ୍ୟେକ ସରକାର କେବଳ ନାରୀମାନଙ୍କ ସସକ୍ତିକରଣ ପାଇଁ ଲାଗିଛନ୍ତି।

  • @bijusahu7276
    @bijusahu7276 Месяц назад +1

    60 age re 3500 milu

  • @gourachandbag973
    @gourachandbag973 22 дня назад +1

    ଆଜି କାରଦିନରେ ୨୦୦୦ ୫୦୦୦ କିଛି ନୁହେଁ କିନ୍ତୁ ଏବେ ଏବେ ୩୦୦ ରୁ ୫୦୦ ରୁ ୧୦୦୦ ହୋଇଛି ତାପରେ ନୁଆ ସରକାର ୩୦୦୦ କରିଦେଇଛି ତାହା ଭୁଲ ସେ ଚାହିଁଲେ ଦେଇ ପାରିବେ କିନ୍ତୁ କାଳି ସକାଳେ ଆମେ ନିତି ଖାଇବା ବଦଧୀତ ଦରରେ କିଣି ଖାଇବା ତ କ'ଣ ଲାଭ

    • @prasantadashpupu7853
      @prasantadashpupu7853 16 дней назад

      ସରକାରି ଚାକିରିଆ ଏତେ ଏତେ ଦରମା ନେଉଛନ୍ତି। ସେତେବେଳେ ରାଜ୍ୟ ଏବଂ ଦେଶରେ ଦରଦାମ ବଢୁନି କି ?,mla ଏବଂ mp ମାନଙ୍କର ସବୁ ମାଗଣା। ସେତେବେଳେ ଦରଦାମ ଆମ ପାଇଁ ବଢୁନି? ସବୁ ଜିନିଷ well management କଲେ ସବୁ ଚାଲିବ।ଆଉ ବହୁତ ଅଦରକାରୀ ମାଗଣା scheme କୁ ହଟାଯାଉ ରାଜନିତି ପାଇଁ ହେଇଥିବା।

  • @girija9561
    @girija9561 Месяц назад +7

    [8/8, 7:08 PM] Jai Jagannath 🙏🙏🙏: ସରକାରି ଚାକିରିଆଙ୍କୁ ମାସିକ ୯୦୦୦୦ ଦରମା ଦେଲା ବେଳେ ସରକାର ର କିଛି ଅସୁବିଧା ହଉନି ହେଲେ ୬୦ ବର୍ଷ ଅସହାୟ ଗରିବ ବୃଦ୍ଧା ମାନଙ୍କୁ ମାସିକ ୩୦୦୦ ଭତ୍ତା ଦେବା ପାଇଁ କଷ୍ଟ ହେଇଛି .ୟେ ସରକାର ର କେମିତିକା ନ୍ୟାୟ. ଧିକ ତମ ସରକାର ଧିକ ତ ମଣିଷ ପଣିଆ.
    ବିଜେପି କୁ ଭୋଟ ଦେଲୁ ହେଲେ ଭାବିନଥିଲୁ କି ସେ ସବୁ ମିଛ ପ୍ରତିଶୃତି. ବିଜେପି ଆସିଲା ପରେ ଦର ଦାମ ଏତେ ବଢ଼ିଯିବ ସେ କଥା ବି ଗୋଟେ ଗରିବ ଭାବିନଥିଲା. ଧନୀ ଲୋକ ଚାକିରିଆ ତ ଚଳିଯିବେ ହେଲେ ଗୋଟେ ଗରିବ ମରିଯିବ.ଧନୀ ଅଧିକ ଧନୀ ହଉଛି ଗରିବ ଯେ ଗରିବ କୁ ସେଇ ଗରିବ. ଚାକିରିଆ ପାଇବେ ମାସକୁ ୯୦୦୦୦. ସେଥିରେ ୯ ଟା ପରିବାର ଚଳିବ.

  • @abrahamabhi2534
    @abrahamabhi2534 25 дней назад

    Yess right

  • @satyabratabiswal9854
    @satyabratabiswal9854 Месяц назад

    Think decision

  • @KumarMohapatra-c7k
    @KumarMohapatra-c7k Месяц назад +3

    Thief is in Jail....Thief is now suspended .....Thief in Judicial Custody has agreed to be under suspension , under supervision and will not commit robbery without permission during Suspension.... Thought Vigilance Officer got suspended.

  • @PramodkuBasantara
    @PramodkuBasantara 16 дней назад

    ବୃଦ୍ଧ ଲୋକଙ୍କ ଅଭିଶାପ ବିଜେପି ସରକାର ଉପରେ ପଡିବ । ୮୦ ବର୍ଷ ରେ ବାର୍ଦ୍ଧକ୍ୟ ଭତ୍ତା। ଲୋକେ ନବୀନ ପଟ୍ଟନାୟକଙ୍କୁ ଭୁଲିପାରୁନାହାନ୍ତି। ସରକାର ପରିବର୍ତ୍ତନ ନିଶ୍ଚିତ।

  • @Sumitrasubha540
    @Sumitrasubha540 29 дней назад

    👌

  • @CreationOdia1234
    @CreationOdia1234 28 дней назад +2

    ଠକ BJP 😂😂😂😂😂 ଓଡ଼ିଶା ର ନିରୀହ ଲୋକ ଙ୍କୁ ଠକି ଦେଲା😂😂😂😂

  • @vikramkumar...2265
    @vikramkumar...2265 23 дня назад +1

    Next election ରେ ସବୁ ମୂଳପୋଛ ହେବ
    ଆପେଖ୍ୟା କର

  • @NityanandaPadhi-y7b
    @NityanandaPadhi-y7b 26 дней назад

    Naveen sir Jay JINDA 🎉🎉🎉

  • @parshuramnayak7650
    @parshuramnayak7650 29 дней назад

    🙏🙏

  • @amayamohanty4484
    @amayamohanty4484 Месяц назад

    Good

  • @user-sp1wl9yc7q
    @user-sp1wl9yc7q 22 дня назад

    ୫୦ % ରୁ ୭୮ % ଥିବା ଭିନ୍ନକ୍ଷମ ମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ଏମାନେ ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ ଏମାନଙ୍କୁ ପ୍ରତାରଣା କରା ଯାଇଛି। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢

  • @BabyPal-e9v
    @BabyPal-e9v 25 дней назад

    BaBaBa

  • @satyabratasethi2942
    @satyabratasethi2942 Месяц назад +9

    Bekar odisha BJP government jumla sarkar

  • @AnjumMosarrat-u6e
    @AnjumMosarrat-u6e 25 дней назад

    Jay Naveen sir great

  • @NilamaniSahu-bi6pp
    @NilamaniSahu-bi6pp 22 дня назад

    ନିଉଜ ଚ୍ୟାନେଲ ବିଜେଡି ଲୋକ ଏମାନେ ବିଜେଡ଼ି ଲୋକ ବୋଲି ଏମିତି କହୁଛନ୍ତି

  • @AkashyaParida
    @AkashyaParida Месяц назад

    Very god

  • @bisnukhandai442
    @bisnukhandai442 Месяц назад +1

    BJP GOVT, TAKE IMMEDIATE STEPS 😊

  • @sweetybisi5148
    @sweetybisi5148 15 дней назад

    ମଉସା ମାଉସୀ ଠିକ୍ କହୁଛନ୍ତି ମଶାଣି କୁ ଯାଇ ମୋହନ ବାବୁ ଦେବେ

  • @bimalachatar3664
    @bimalachatar3664 Месяц назад

    ମଉସାଙ୍କ ଲୁଙ୍ଗି ଟେକା ଡ୍ୟାନ୍ସ କଥା ଶୁଣି ମଜା ଲାଗିଲା

  • @kirttanbiharijena689
    @kirttanbiharijena689 18 дней назад

    ଗାଲୁଆ ସରକାର ଗାଲୁଆ ନେତାଙ୍କ ଭାଷଣ, ଗାଲୁଆ ଚାନେଲ

  • @baishnabcharansahoo9119
    @baishnabcharansahoo9119 15 дней назад

    ବଡ ଦୁଃଖର କଥା ଯେ,ଆପଣ ମାନେ ଆଜି ପର୍ଯ୍ୟନ୍ତ ବୁଝି ପାରୁ ନାହାଁନ୍ତି।କେବଳ କିଛି ଚାଉଳ ଏବଂ କିଛି ଟଙ୍କା ପାଇଁ ଆପଣମାନେ ନିଜ ଅମୂଲ୍ୟ ଭୋଟ ଦେଇ ଦେଉଛନ୍ତି।ଆପଣମାନେ ସରକାରଙ୍କ ପାଖରେ ଦାବି କରିବା ଦରକାର ଯେ,ଆମ ମାନଙ୍କୁ ମୁକ୍ତ ଶିକ୍ଷା,ମୁକ୍ତ ସ୍ବାସ୍ଥ୍ୟ ସେବା ଓ ରୋଜଗାର ଯୋଗାଇ ଦିଅନ୍ତୁ।ଆପଣମାନେ ଭତା ନେଇ ଭୋଟ ଦେଉଛନ୍ତି,କିନ୍ତୁ ଆପଣଙ୍କ ଭବିଷ୍ୟତ ପୀଢ଼ି ପାଇଁ ଆପଣମାନେ ଚିନ୍ତା କରିବା ଆବଶ୍ୟକ।

  • @PrakashKumar-k8b6j
    @PrakashKumar-k8b6j 25 дней назад

    Mausa congress ku votedaba

  • @jogendramajhi5011
    @jogendramajhi5011 16 дней назад

    Nabn babunkar 1000 tanka militau mahan kanakarepariba je🎉

  • @JumuratunBibi-ih7ke
    @JumuratunBibi-ih7ke Месяц назад

    Mohan sir debe ate byasta hele kemiti heba

  • @sukantabehera2586
    @sukantabehera2586 Месяц назад +1

    Arey bhai amiti sarkarku vote dele amiti abasta vogibaku padiba chora sarkar

  • @user-lm6qj6ew3m
    @user-lm6qj6ew3m Месяц назад

    Bala sarkar

  • @satyajitsethi792
    @satyajitsethi792 Месяц назад +1

    Bjp kahara nuhna

  • @kkpattnaik4511
    @kkpattnaik4511 22 дня назад

    ସବୁ ବୃଦ୍ଧା ଙ୍କ ଅଭିଶାପରେ ମହନ୍ ମାଝି ୮୦ ଆଉ ବଞ୍ଚିଲା ଭଳିଆ ଲାଗୁନି 😂😂😂

  • @pradeepmuduli1766
    @pradeepmuduli1766 Месяц назад +1

    Mausa tame thick kahucha

  • @arpitamohanty327
    @arpitamohanty327 Месяц назад +1

    Media bhai sarkar ku janantu sabu disability mananku bi daya karantu and bidhaba maa manaku bi and old age manaku bi 3000 and 3500 diajiba nihati darakar please sir apana samastanku daya karantu mu apanku hata jodi kahuchhi please ama anurodha rakhantu kemiti mu banchibi mu nije disability mora 75%achhi mu kemiti chalibi

  • @simanchalpradhan2405
    @simanchalpradhan2405 Месяц назад +2

    Sarapnca election aasu bjp janiba

  • @kalicharanpanda4079
    @kalicharanpanda4079 22 дня назад

    Panchayat election re CONGRESS ku janata vote deba SUNISCHITA. ❤❤❤❤❤❤

  • @Soubhagya-1414
    @Soubhagya-1414 17 дней назад

    ଦେଇଥିବା ପ୍ରତିଶ୍ରୁତି ପାଳନ କର ନ ହେଲେ ମହୋନ ମାଝୀ ଇସ୍ତଫା ଦିଅ ତମେ ରାଜ୍ୟ ଚାଳାଇବାକୁ ଯୋଗ୍ୟ ନୁହେଁ। ବିଜେପି ତାଙ୍କ ଘରୁ ଆନିକି ଦେଉଛନ୍ତି କି ଲୋକଙ୍କ Tax ପଇସା ନେଇ ଲୋକଙ୍କୁ ଦେବାକୁ ତାଙ୍କର ଗାଣ୍ଡି ଫାଟୁଚି।

  • @user-vp3tf9qv8w
    @user-vp3tf9qv8w Месяц назад +1

    BJP 2029hariba

  • @user-fu9uz1qp7x
    @user-fu9uz1qp7x Месяц назад +1

    Bhata badhao samastankara jalldi bidhaba bhata bi badhao nahele mohan sarkar next election re asibani

  • @stuluachary
    @stuluachary Месяц назад +1

    ନବୀନ ପଟ୍ଟନାୟକ 80 ବର୍ଷର ଲୋକେ ମଲାପରେ ₹-1200/- ଟଙ୍କା ଦ‌ଉଥିଲେ । ବିଜେପି ମଧ୍ୟ 80 ବର୍ଷର ଲୋକେ ମଲାପରେ ₹-3500/- ଦବ । ବିଜେଡ଼ି ₹-1200/- ଦେଲା ବେଳେ ଲୋକେ ଅମର ବର ପାଉଥିଲେ । ବିଜେପି 80 ବର୍ଷର ଲୋକେ ମଲାପରେ ₹-3500/- ମଲାପରେ । ମାନିବାକୁ ପଡ଼ିବ ହିନ ରାଜନୀତି କରୁଛ ଲଜ୍ଜା ଲଜ୍ଜା ହାଁ ଥୁ ମାଡ଼ି ଚାଲ୍ ଲଗା ତାଳି.....🤣🤣🤣🤣

  • @labamajhi8284
    @labamajhi8284 25 дней назад

    ସରକାର ପାଗଳ ହୁଇ ଛି

  • @GitaraniPradhan-eu5rk
    @GitaraniPradhan-eu5rk 23 дня назад

    Mausi theek katha kahu chanti

  • @user-ts6tw2kl6e
    @user-ts6tw2kl6e 23 дня назад

    As

  • @kanhahomedecorating6602
    @kanhahomedecorating6602 23 дня назад

    ବିଜେପି କୁ ମୋର ଅନୁରୋଧ ଭତା ଟୋଟାଲ 500 କରାଯାଉ ଯେଉଁ ବୁଢା, ବୁଢ଼ୀ ଙ୍କର ପିଲା ଛୁଆ ନାହାନ୍ତି ତାଙ୍କର 3500 ଭତା ଦିଆ ଯାଉ

  • @BinodBehera-mh3xo
    @BinodBehera-mh3xo Месяц назад +1

    ମଉସା ଭତ୍ତା ମିଳିବ 3000 କିନ୍ତୁ ଟାଇମ୍ ଲାଗିବ

  • @Laba..s
    @Laba..s 13 дней назад

    Tikatabai❤

  • @BishuBhoi-kb1ht
    @BishuBhoi-kb1ht Месяц назад

    Mala pare debe