Preparation Ongoing To Hike Several Pensions To Rs 3000; Announces Odisha Minister Nityananda Gond

Поделиться
HTML-код
  • Опубликовано: 20 ноя 2024

Комментарии • 150

  • @upendraparida2450
    @upendraparida2450 4 месяца назад +24

    ଜୟ ବିଜେପି ଜୟ ଜଗନ୍ନାଥ 🙏🙏🙏👍ମାଡିଚାଲ

  • @mithunabhoi8732
    @mithunabhoi8732 4 месяца назад +20

    ୩୦୦୦ ହେବା ଦରକାର🙏🙏🙏

  • @rameshchandrajena9319
    @rameshchandrajena9319 4 месяца назад +22

    ସ୍ବାଗତଂ ଲୋକଙ୍କ ମୁଖ୍ୟମନ୍ତ୍ରୀ 🙏

  • @RajibPradhan-g9n
    @RajibPradhan-g9n 4 месяца назад +16

    ଧନ୍ୟବାଦ ଓଡିଶା ବାସୀ, ଓଡିଶା ବାସୀ ଙ୍କ ଆଶ୍ରୀବାଦ ରୁ ସବୁ ସଫଳ ହେବ,,,,

  • @pitambergondpitam6454
    @pitambergondpitam6454 4 месяца назад +20

    କୋଉ ମାସ ରୁ ଆରମ୍ଭ ହେବ

  • @MkDalai-zu5be
    @MkDalai-zu5be 4 месяца назад +12

    ଏହି ମାସରୁ 3000 ହଜାର ଦିଆ ଯାଉ

  • @RajaramSingh-x3w
    @RajaramSingh-x3w 3 месяца назад +5

    ଭତ୍ତା ବୃଦ୍ଧି ହବ କିନ୍ତୁ ନିର୍ଦ୍ଧିଷ୍ଟ ସମୟ ଜଣା ନାହିଁ,

  • @patitakumarchoudhury9855
    @patitakumarchoudhury9855 4 месяца назад +19

    ଋଣ ମୁଖ୍ୟମନ୍ତ୍ରୀ ସୁଝିବ କି ? ପରିଶ୍ରମ କରି ଖାଇବା ଶିଖାଅ, ଘରର ବୟସ୍କ ଲୋକଙ୍କୁ ପୁଅ, ଝିଅ ପୋଷିବାକୁ ବାଧ୍ୟ୍ୟ ବୋଲି ଆଇନ ଅଣାଯାଉ, ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ, କ୍ଷମତା ଲୋଭରେ ଦେଶକୁ କାଙ୍ଗାଳ କରି ଦିଆ ନ ଯାଉ 🙏

    • @RASHIKANAIK-fv6yr
      @RASHIKANAIK-fv6yr 4 месяца назад

      Beñi 8:31 u 8:40

    • @RanjanSahu-p4w
      @RanjanSahu-p4w 4 месяца назад +1

      ସତରେ ଭାଇ ଏ କଥା ଟା ସରକାରଙ୍କର ମୁଣ୍ଡରେ ଆସିବା ଦରକାର

  • @biswaltutorial1522
    @biswaltutorial1522 4 месяца назад +28

    ଦୟାକରି ଭିନ୍ନକ୍ଷମ ବ୍ୟକ୍ତି ଚିହ୍ନଟ କରନ୍ତୁ କାରଣ ଭିନ୍ନକ୍ଷମ ନହୋଇ ମଧ୍ଯ ଭତ୍ତା ପାଉଛନ୍ତି ଉପଯୁକ୍ତ ହିତାଧିକାରୀ ନହୋଇ ମଧ୍ଯ କାହିଁକି ଭତ୍ତା ପାଉଛନ୍ତି ଏ ବିଷୟରେ ତଦନ୍ତ କଲେ ଆମ ଭଳି ଭିନ୍ନକ୍ଷମ ଆଉ ଅବହେଳିତ ହେବେନି

  • @jayantanaik7992
    @jayantanaik7992 4 месяца назад +10

    ସରକାର ତୁରନ୍ତ ଭତ୍ତା କୁ ତିନି ହଜାର ଟଙ୍କା କୁ ବୃଦ୍ଧି କରିବାକୁ ଅନୁରୋଧ

  • @Udionayak
    @Udionayak 4 месяца назад +12

    ଭତ୍ତା ୩୦୦୦ ଟଙ୍କ। ଶିଘ୍ର କରାଯାଉ

  • @DeepakKumar-rf6rr
    @DeepakKumar-rf6rr Месяц назад +2

    ଭତା 3000 ,3500 କରନ୍ତୁ BJD ସରକାର କୁ bye bye କରନ୍ତୁ।

  • @BhimesenMajhi
    @BhimesenMajhi 4 месяца назад +19

    ଖାଲି ଭାଷଣରେ କୋହିଲେ ହବନି ଶୀଘ୍ର କରିକି ଦେଖନ୍ତୁ ।

  • @ଅଭୟ
    @ଅଭୟ 4 месяца назад +11

    3000 ଟଙ୍କା ଶୀଘ୍ର କରନ୍ତୁ

  • @priyankasahu1670
    @priyankasahu1670 4 месяца назад +6

    Very wise decision by the present government 👍

  • @umasankarsahu7974
    @umasankarsahu7974 4 месяца назад +8

    ପାଣ୍ଡୁ 500 ବଢ଼େଇ କହୁଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଭତା କେତେ କଲେ, ପୁରା ଦୁଇଗୁଣା ବଢ଼େଇଲେ ମାନେ 1000 କିନ୍ତୁ ଏବେ କେତେ ଗୁଣା ହେଲା

  • @SarojKumar-ef8nd
    @SarojKumar-ef8nd Месяц назад +1

    Jay jagannath

  • @bharatirana1540
    @bharatirana1540 4 месяца назад +5

    Good Dicison

  • @AlokMishra-w3e
    @AlokMishra-w3e 4 месяца назад +3

    ଭିନ୍ନକ୍ଷମ ଭତା ଆଗେ କରାନ୍ତୁ BJP ସରକାର ପ୍ରଥମେ ଏମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏମାନେ ଏହି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ କାରଣ ଏମାନଙ୍କର ରୋଜଗାର ନାହିଁ ଏମାନେ ରୋଜଗାର ପାଇଁ ସକ୍ଷମ ନୁହନ୍ତି ତେଣୁ ସରକାର ପ୍ରଥମେ ଭତା ବଢାନ୍ତୁ 😢😢😢😢😢😢😢😢😢😢😢

  • @mrutyunjayaacharya
    @mrutyunjayaacharya 2 месяца назад +2

    କ ହୁଥିଲେ କାହିଁକି

  • @ArunDasArunDas-i1e
    @ArunDasArunDas-i1e 4 месяца назад +6

    ଯଦି ଏବେ bjp ଏମିଟି କହିବ କେମିତି ହେବ,ତମ କଥା ଆମେ ରଖିଲୁ ଆମ୍ କଥା ତମେ ରଖିବ,ଭୋତା ବଡିଲେ ଜଣେ ଯୁବକ କି ହଉ କି ବୁଢ଼ା ହଉ,ସେ ଖୁସି ରେ ଚଳି ପାରିବ

  • @ashokkisan215
    @ashokkisan215 4 месяца назад +6

    ଚାସି ମାନକୁ ମାସିକ ଭତା ଦରକାର ଚାସି ନହେଲେ. ଚାକିରିଆ ମାନେ ମରିବେ ସବୁଠୁ ଚାସି ବଡ

  • @sutamdhurua2325
    @sutamdhurua2325 4 месяца назад +5

    Good decision

  • @BiswamitraRana-h7q
    @BiswamitraRana-h7q 4 месяца назад +7

    ଜଦିଟଙ୍କା ଦିଅ 3OOO ଦିଅ

  • @banshidharua41
    @banshidharua41 3 месяца назад

    ପ୍ରଧାନମନ୍ତ୍ରୀ ଅବାସ ଯୋଜନା କୁ ଅଢେଇ ଲକ୍ଷ ଟଙ୍କା କରାଯାଇ ।

  • @ranjanpidikaka4813
    @ranjanpidikaka4813 4 месяца назад +3

    ସଂକଳ୍ପ ପତ୍ରରେ ଯାହା କହିଥିଲ ସେହିୟା ତ ଦେବ କୋଉ ବିଭାଗ ସହିତ ଆଲେଚନା କରିବା ଦରକାର ନାହିଁ

  • @TapoiDas
    @TapoiDas 4 месяца назад +1

    । ସାର୍ ସବୁ ଯୋଜନାର ଶୁଭାରମ୍ଭ ଘୋଷଣା କରିଛନ୍ତି ସାର୍ ପ୍ଲିଜ୍ ନୁଆ କଳାକାର ଭତ୍ତା ପାଇଁ ଆବେଦନ କରିଥିଲୁ ୟଢଇସନ ଦେଖିଥିଲୁ ତାଙ୍କ କଥା ବୁଝନ୍ତୁ ସାର୍ ୟଢଇସନ ଦେଖିଥିଲୁ ପାସ୍ ହେଉଥିଲା ମଧ୍ୟ ନାଁ ମଧ୍ୟ ଆସି ଥିଲା ସାର୍ ପ୍ଲିଜ୍ ତାଙ୍କ କଥା ବୁଝନ୍ତୁ ସାର୍ ପ୍ଲିଜ୍

  • @SrikantBiswal-o9l
    @SrikantBiswal-o9l 3 месяца назад +1

    ମୁଁ କହିଲି ତମେ ସମସ୍ତକୁ ଆଦର କରିବାକୁ ପଡ଼ିବ ନହେଲେ ଓଡ଼ିଶା ବାସି ତମଠାରୁ ଭରସା କେବେ ରହିବନି ସେଥିପାଇଁ ସମସ୍ତଙ୍କୁ ମିଳୁ ସମାନ୍ ଭାବରେ ମୋହନ୍ ଜୀ

  • @balarammishra9723
    @balarammishra9723 3 месяца назад

    ଭତା କୁ ବଢିବା ନିମନ୍ତେ ଆଲୋଚନା କରି ଖୁବ୍ ଶୀଘ୍ର ବଢନ୍ତୁ ଧନ୍ୟବାଦ

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ 3 месяца назад +1

    ଭତ୍ତା ବଢିବ ବିଡ଼ିବ ମୋହନଙ୍କ କାର୍ଯ୍ୟ କାଳ
    ସରି ଯାଇ ଥିବ ବୋଧେ

  • @Xuy788
    @Xuy788 4 месяца назад +2

    ସାର ସମାନ କାମକୁ ସମାନ ଦରମା.. ଆମର 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର 6 ଲକ୍ଷ ଲୋକ ବିଜେପି କୁ ହୃଦୟରୁ ସମର୍ଥନ କରିଥିଲୁ... ବିଜେପି ଚାକିରିଆଙ୍କ ପରିବାର ଭୋଟ ପାଇ ନଥିଲେ 50 ତଳକୁ ଆସିଛି.. କାହିଁକି 30 ଟି seat ବିଜେପି ର ଜିତିବା ବ୍ୟବଧାନ 4000-10000 ଭୋଟ.. ତେଣୁ ସବୁ ବିଭାଗ ଭଳି ପ୍ରାଥମିକ ଶିକ୍ଷା ରେ ରେଗୁଲାର ନିଯୁକ୍ତି ଦିଆଯାଇ ବିଜେପି ଶାସିତ ରାଜ୍ୟ ଭଳି 4200/- GP ଦିଅନ୍ତୁ 🙏🏻🙏🏻

  • @sarojkumarsethysethy7442
    @sarojkumarsethysethy7442 3 месяца назад +4

    କଥା ଦେଲେ 3000,ହେବ ଏବେ କଥା ରଖି ପାରୁନାହାନ୍ତି କଣ ପାଇଁ, ଭୁଆଁ ଵୁଲାନ୍ତୁ ନାହିଁ। କାମରେ ଦେଖାଅ।

  • @mrutyunjayaacharya
    @mrutyunjayaacharya Месяц назад +1

    ମିଛ କହନା

  • @krushnachandrapatra5656
    @krushnachandrapatra5656 4 месяца назад +4

    Good

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ 3 месяца назад

    କେହି ଲାଭବନ ହେବେନି ଯେହେତୁ ସବୁ
    ଜିନିଷ ର ଦର ବୃଦ୍ଧି ହେଉଛି

  • @jitendrakumarjena5175
    @jitendrakumarjena5175 2 месяца назад

    ଆନ୍ଦ୍ର ସରକାର ତ deuchi ସେ କୋଉଠୁ ଆଣୁଛି ଓଡ଼ିଶାରେ ତ ବହୁତ ଖଣି ଅଛି ସେ ପଇସା ଦିଆ ଯାଉ

  • @upendraparida2450
    @upendraparida2450 4 месяца назад +4

    ବିଜେଡି ଦଳ ପୁରା ଡୁବିବ ଶଳା ଚୋର ଦଳ ଶଳା ରାଜ କୋଷ ସବୁ ଖାଇଗଲ

  • @prasantswaindesyfarmer8489
    @prasantswaindesyfarmer8489 4 месяца назад +3

    Kalakara bhatta kete miliba please update

  • @kamulukamara8888
    @kamulukamara8888 29 дней назад

    ବିଧବା ମ‌ହିଳାମାନଙ୍କୁ ବି ୩,୦୦୦ ଭତ୍ତା ମଳିବନା ବିଧବା ମହିଳାମାନଙ୍କୁ ବି ୩,୦୦୦ ଭତ୍ତା (Pension) ଦିଆହେଲେ ବିଧବା ମହଳାମାନଙ୍କର ମଙ୍ଗଳ ହୋଇଥାନ୍ତା ବିଧବା ମହିଳାମାନଙ୍କୁ ବି ୩,୦୦୦ ଭତ୍ତା (Pension) ଦିଆହବଟି

  • @SrikantBiswal-o9l
    @SrikantBiswal-o9l 3 месяца назад

    ସମସ୍ତକୁ ମିଳିବ 3000 ଟଙ୍କା ମୋଦୀଜୀ ଦେବେ

  • @AlokMishra-w3e
    @AlokMishra-w3e 4 месяца назад +4

    JAY JAGANNATH JAY BJP

  • @balaramswainbalaram5427
    @balaramswainbalaram5427 4 месяца назад +1

    Good sir mohan sir ✌🏽✌🏽 egin radiba odisha re

  • @Kailaschandrasahoo-o1p
    @Kailaschandrasahoo-o1p Месяц назад

    ତିନି ମାସ ହେଇଗଲା ଆଉ କେବେ ଦେବେ

  • @TrigunaPadhi
    @TrigunaPadhi Месяц назад

    ଭତା ବଢ଼ିବା ଦରକାର ୬୦ବଷ କୁ ୩୫୦୦ କରାଯାଉ

  • @biswadeepsahu6473
    @biswadeepsahu6473 4 месяца назад +2

    Good News

  • @binodbiharisahoo612
    @binodbiharisahoo612 4 месяца назад +2

    Please release soon

  • @RamaSahoo-qq6yh
    @RamaSahoo-qq6yh 4 месяца назад +1

    Haba darkar but kahidele habani jete jaldi haba darkar e masaru lagu haba darkar

  • @KhirasagarGoud-h7x
    @KhirasagarGoud-h7x 4 месяца назад

    କେବେଠୁ ମିଳିବ ୩୦୦୦ ଭତ୍ତା ଟଙ୍କା

  • @ArunDasArunDas-i1e
    @ArunDasArunDas-i1e 4 месяца назад +2

    Bjp କହିଥିବା କଥା ଭତା ବ୍ୟବସ୍ଥା ମୁ 3000ରୁ3500 ଦେବି କହିଚି କରି କି ଦେଖାଓ, ଏ କୋଟି କୋଟି, ଲୋକ ଭୋଟ ଦେଇ ଛନ୍ତି ଏ ଭୋତା ଆଶାରେ,ଆଉ ହେଲାପରେ ଯଦି ଚୂନ ମାରିବ bjp ଏ 5 ବରଷ ଆଉ ନୁହଁ, ମନେ ରଖ bjp Leader ମାନେ

  • @ramachandrapujari1856
    @ramachandrapujari1856 4 месяца назад

    B J P 3000 ଟଙ୍କା କେବେ ସୁଧା ଦେବ

  • @sashikantabehera6815
    @sashikantabehera6815 4 месяца назад +4

    Kalakaranka bhata sei anujai badhantu, ebe semane 2000 pauchhanti

  • @RamaSahoo-qq6yh
    @RamaSahoo-qq6yh 4 месяца назад +1

    Government penson bala ete Pausanti but emane paiba lagi kana jogya nuhe tankara badhajauchi gote sadharana loka paiba hakdar se kaha upare au dipent karibaku padibani please odisha government badha jau odia basinka khusi lagi

  • @AkshayKumar0506
    @AkshayKumar0506 4 месяца назад +2

    Chandra babu Naidu 4000 bhara deuchhanti Andra Pradesh re

  • @sudarsanpanda7700
    @sudarsanpanda7700 4 месяца назад

    Plz also try to increase the epfo pension. We also contribute some amount to epfo pension fund from 1990 to 2923. But our pension is

  • @SudamNahak-u9l
    @SudamNahak-u9l 3 месяца назад

    କଥାର ଜବାବ ରଖନ୍ତୁ ବିଜେପି ସରକାର

  • @KishorSahu-yt1xk
    @KishorSahu-yt1xk 3 месяца назад

    ଆନ୍ଧ୍ର ଦେଇସାରିଲାଣି ଓଡ଼ିଶା ସରକାର ଚିନ୍ତା କରିବାରେ ଲାଗିଛି

  • @NirupamaPattanaik-f1f
    @NirupamaPattanaik-f1f 2 месяца назад

    ଆଗରୁ କଣ ଜାଣି ନ ଥିଲ

  • @Kailaschandrasahoo-o1p
    @Kailaschandrasahoo-o1p Месяц назад

    କେବେ ଦେବେ ?

  • @SuryanarayanMajhi-b8v
    @SuryanarayanMajhi-b8v 3 месяца назад

    କେବେ ଭତ୍ତାଟଙ୍କା3500 ଦେବେ ନା 3000ଦେବେ

  • @KhirasagarGoud-h7x
    @KhirasagarGoud-h7x 4 месяца назад

    ବିକଳାଙ୍ଗ ମାନଙ୍କ ଭତ୍ତା କେତେ ମିଳିବ

  • @JhasketanPatel-s4w
    @JhasketanPatel-s4w 4 месяца назад +2

    News re kahile habani first diantu....

  • @NirupamaPattanaik-f1f
    @NirupamaPattanaik-f1f 2 месяца назад

    ଏତେ ବଡ଼ ଆଶା ଦେଲ କାହିଁକି

  • @SuvenduKunda-d6r
    @SuvenduKunda-d6r 4 месяца назад +2

    One month old age pension 3000 haba darkar

  • @ArunnaikArunnaik-s4b
    @ArunnaikArunnaik-s4b 3 месяца назад

    କଥା ରେ କହନ୍ତି ହେଲେ ଦେଇ ପାରନ୍ତି ନାହିଁ 😂😂😂😂

  • @Badalsahoo-b1v
    @Badalsahoo-b1v 4 месяца назад +2

    Khani khadan mience bahar company ku lise deidia sei tankare lokanku bhata dia

  • @BibhuduttaBiswal
    @BibhuduttaBiswal 4 месяца назад

    Congratulations

  • @nandakishorroutray8746
    @nandakishorroutray8746 4 месяца назад +3

    Good BJP

  • @ArmanKhan-iq7tw
    @ArmanKhan-iq7tw 3 месяца назад

    Uparwala aapko salamat rakhe

  • @kirttanbiharijena689
    @kirttanbiharijena689 Месяц назад

    ଏଟା ଗାଲୁଆ ମନ୍ତ୍ରୀଙ୍କ କଥା କଥାର ଦାମ୍ ନାହିଁତ କେବଳ ଭାଷଣ

  • @AshutoshBehera-qd3gd
    @AshutoshBehera-qd3gd 3 месяца назад

    5300 ସବୁ ଭତା କରାଯାଉ

  • @bikashchandrarout238
    @bikashchandrarout238 4 месяца назад +2

    Asriwad yojna chalu rahiba na banda hoijiba

  • @GagneswarBag
    @GagneswarBag 4 месяца назад +2

    Kebemilib

  • @ArunDasArunDas-i1e
    @ArunDasArunDas-i1e 4 месяца назад +2

    Bjp କହିଥିବା କଥା 3000ରୁ ଅଧିକ 3500 କହିଚି ଦେବାକୁ ପଡ଼ିବ bjp leader ହେଲେ

  • @jhilimiliartcraft3820
    @jhilimiliartcraft3820 4 месяца назад +2

    Satarea na Khali amiti jojona karucha

  • @sunitaratna8562
    @sunitaratna8562 3 месяца назад

    ❤BJP

  • @harekrishnamahanta7592
    @harekrishnamahanta7592 4 месяца назад +2

    D m f founds ru bhata tia

  • @SundarkumbharChandrika
    @SundarkumbharChandrika 3 месяца назад

    3000 heba jaruri samastankara

  • @ranjankumarnaik205
    @ranjankumarnaik205 4 месяца назад +2

    BJP ..20YEARS SARKAR RAHIBA

  • @KhageswarBehera-o8n
    @KhageswarBehera-o8n 2 месяца назад

    Jay Gaganatha

  • @SunitaMohanty-jd2dl
    @SunitaMohanty-jd2dl Месяц назад

    🎉

  • @MANUHARABAG
    @MANUHARABAG 4 месяца назад +1

    3000 HEBA KATHA

  • @pratapkumarsahu1505
    @pratapkumarsahu1505 3 месяца назад

    School pachika mananku kete tanka deuchhanti c m

  • @hariharbehera5346
    @hariharbehera5346 3 месяца назад

    Windows pension 3500

  • @subashbag9162
    @subashbag9162 2 месяца назад

    ବଜେଟରେହିସାବହେଇଗଳାଆଗସେମାନେଖାଇବେ

  • @SsPix23
    @SsPix23 4 месяца назад +1

    Jai bjp

  • @jyotsnaranimahalik-d5c
    @jyotsnaranimahalik-d5c 4 месяца назад +2

    😢😢😢😢❤❤❤❤

  • @narendrahembram4495
    @narendrahembram4495 4 месяца назад

    Mantri Mahoday Sarpanch . Chairman . P .S Membar . Z .P
    Membar . Mananku madya
    Rs 3000 Lekhay Pension diya
    Jau .

  • @MTikendra
    @MTikendra 9 дней назад

    100%bjp bjp🙏🙏🙏

  • @chintamanibemal4798
    @chintamanibemal4798 4 месяца назад

    Kebe haba.......3000......1000 diajauchhi.........kana pain.......

  • @Bhopalff-f9r
    @Bhopalff-f9r 2 месяца назад

    Suggest 31 nu milu kahuchan

  • @SuvenduKunda-d6r
    @SuvenduKunda-d6r 4 месяца назад +3

    BJP sarkaar dama achi

  • @DeepaPolao
    @DeepaPolao 3 месяца назад

    Bidhaba bharta badhiba nihati darkar 🙏

  • @JemamaniPatra-m5m
    @JemamaniPatra-m5m Месяц назад

    3000 haba darkar

  • @hariharbehera5346
    @hariharbehera5346 3 месяца назад

    Windows pension Rs 5000 heu

  • @RohitBariha-cm8df
    @RohitBariha-cm8df 3 месяца назад

    Jeu sabu 40% 50% 60% achhu amesabu bhata tanka re banchichhu😢😢

  • @AshokMallick-v8z
    @AshokMallick-v8z 3 месяца назад

    3000

  • @BasantaNayak-kk7ut
    @BasantaNayak-kk7ut 2 месяца назад

    Bichar Bimarsha kari nathila kahuthila kanpai Bhatta 3000 samastanku diajiba boli

  • @ChandanKumar-he4xn
    @ChandanKumar-he4xn 4 месяца назад +1

    Bhattamilu 3000 Jay ho bjp

  • @subashbag9162
    @subashbag9162 2 месяца назад

    ଭତା ଟଙାଆଗବିଜେପିଖାଉଚିତାପରେଗରିବକୁଦେବ

  • @gulupapu7865
    @gulupapu7865 3 месяца назад

    Aug15.re.3000.3500.diajou