Satare ete Dina pare aaga bhalia responbile video jauta ki aama juba pidhi ku sabu bele guide kariba semiti video dekhiki khusi lagila evam odisha mati ra pua hei garba anubhava heuchhi.
ଏପରି ସୁନ୍ଦର presntation କରିଥିବାରୁ ଧନ୍ୟବାଦ, ଓଡିଶା ର culture, society ପ୍ରତି youngster ଙ୍କ interest କମିବାକୁ ଲାଗୁଚି ତେଣୁ request to govenment officer and ODIA DD CHANNEL to upload Odisha drama, story telling , wildlife , tourist places and it's significance, presenting life of a local people and also compose the song & music of odisha in a unique way that every person of India can like it not only in odisha . ବନ୍ଦେ ଉତ୍କଳ ଜନନୀ
It's such an informative documentary.Not only do we get to know the facts but also see through the lenses of the cameraperson.Beautifully captured by Light house production team.Great job.
ଏତେଦିନ ପରେ ଡିଡି ଓଡ଼ିଆରେ ଏହି ଭିଡିଓ ଟି ଦେଖି ଅତି ଖୁସି ହେଲା ।।
Waw
କାହାକୁ ଖୁସି ଲାଗିଲା
Good.
❤️
ଏକଦା DD ଓଡିଆ ଥିଲା ଜ୍ଞାନ ବୃଦ୍ଧି, ମନୋରଞ୍ଜନ ର ଏକମାତ୍ର ଏବଂ ସର୍ବୋତ୍ତମ ମାଧ୍ୟମ.. କାଳକ୍ରମେ ତାର ମାନ ହ୍ରାସ ପାଇ ବାକୁ ଲାଗିଲା.... ଏବେ ଏତେ ସୁନ୍ଦର ଫିଚର ଦେଖି ବହୁତ ଖୁସି ଲାଗିଲା..ଉଦ୍ୟମ ଜାରି ରହୁ..ଧନ୍ୟବାଦ 👍🏼👍🏼❤️
ଡି ଡି ଓଡ଼ିଆକୁ ମୁଁ ଧନ୍ୟବାଦ ଦଉଛି। ଆଗକୁ ଏଭଳି ଭିଡିଓ ମାଧ୍ୟମରେ ଶିକ୍ଷାକୁ ସମସ୍ତଙ୍କୁ ଅବଗତ କରାଯାଉ। ବନ୍ଦେ ଉତ୍କଳ ଜନନୀ 🙏🏻🌍🇮🇳🌄
ସୁନ୍ଦର ପ୍ରସ୍ତୁତି ସହିତ ଶିକ୍ଷଣୀୟ ❤ ଆଗକୁ ଆହୁରି ଅନେକ ଏମିତି ବିଷୟ ଆସୁ ଓଡିଶା ଉପରେ
Great to see such a great initiative video to know our state odisha ❤❤❤
ବହୁତ୍ ଦିନ ପରେ DD ଓଡ଼ିଆ ରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସାରଣ ଦେଖିବାକୁ ମିଳିଲା।
ପିଲା ଦିନ କଥା ମନେ ପଡିଗଲା ❤
Sata katha❤
All the competitive aspirants who are present here Just like the button and show ur presence ❤❤❤❤
kou exam pain prepare hauchha bhai?
@@jappsphotography1117 pcs pain hi important asobu bro...
Best video for upcoming foresters forest guard exam
WOW What a video ! ଦୂରଦର୍ଶନର ଏହି ଅବିଶ୍ୱସନୀୟ ପ୍ରୟାସକୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି l ବିଗତ ଦିନରେ ଓଡ଼ିଆ ପିଲାଟା ଇଂରାଜୀ ପାଠ୍ୟ ପୁସ୍ତକରେ ହଜି ଯାଇଥିବା ବେଳେ ଏହି ଭିଡ଼ିଓକୁ ଦେଖି ଭୁଲିଯାଇଥିବା ଓଡ଼ିଆ ସାହିତ୍ୟର ସ୍ମୃତିକୁ ମନେପକାଇ ପାରିଛି l ବିଶେଷ ଭାବରେ କାହାଣୀକାରଙ୍କ କଣ୍ଠରେ ଭିଡିଓ ର ତାତ୍ପର୍ଯ୍ୟ ଦ୍ଵିଗୁଣିତ ହୋଇଛି l ଆଗାମୀ ଦିନରେ ମୁଁ ଦୂରଦର୍ଶନ କେନ୍ଦ୍ରର ଏହିପରି ନୂତନ ଭିଡିଓ ର ଅପେକ୍ଷାରେ ରହିଲି l ବନ୍ଦେ ଉତ୍କଳ ଜନନୀ l ❤
ଓଡ଼ିଆ ଭାଷା ଆମର ଗର୍ବ ଓ ଗୌରବ 🙏ଧନ୍ୟବାଦ DD🙏
ସତରେ ଆମ ଓଡ଼ିଶା କେତେ ସୁନ୍ଦର❤. ଏହାର ପ୍ରାକୃତିକ ପରିବେଶ ଓ ଜୀବଜଗତର ସୁରକ୍ଷା ଆମର ଦାୟିତ୍ବ।
ଜୟ ଜଗନ୍ନାଥ 🙏🥰
Ama bhali education pilamanku e bhali video bahut matra re helpful thankyou 😚😚😚😚😚
ପିଲାଦିନ ର ପ୍ରଥମ ଚେନେଲ ଯାହା ଦ୍ୱାରା ବହୁତ ଶିକ୍ଷା ମିଳିଛି 🙏❤️🧐
Keep ua learning with this type of modern leaning
Nice content for odisha factory
Very good production. Thanks for this episode! Great job by production team
I really appreciate it 🙏. Thank you so much for this video 📷
Excellent vedeo this gives protection of biodiversity
ବହୁତ ଭଲ ଭିଡିଓ ହୋଇଛି । ମୁଁ ଆଶା କରୁଛି କି ଏମିତି ଭିଡିଓ ପ୍ରସ୍ତୁତ କରନ୍ତୁ ଯାହା ଆମେ ଆମର ନିଜ ଓଡ଼ିଶାରେ ଥିବା ପ୍ରତ୍ୟେକ ଉପାଦାନ ଉପରେ ଜ୍ଞାନ ଆହରଣ କରିବାରେ ସହାୟକ ହେବ ।
ଜୟ ଜଗନ୍ନାଥ 🙏🏻
ବହୁତ୍ ଭଲ ଲାଗିଲା 😊 ଆମ ଓଡ଼ିଶା ପାଇଁ ଆମେ ଗର୍ବିତ
ଜୟ ଜଗନ୍ନାଥ ⭕‼️⭕
Satare ete Dina pare aaga bhalia responbile video jauta ki aama juba pidhi ku sabu bele guide kariba semiti video dekhiki khusi lagila evam odisha mati ra pua hei garba anubhava heuchhi.
thankyou for this wonderful video.Keep uploading such informative educational videos.
ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି 🙏
ଡିଡି ଓଡିଆ କୁ ସାଧୁବାଦ୍ ।ବହୁତ ଭଲ ଲାଗିଲା।
ଆମ ଓଡ଼ିଶା କେତେ ସୁନ୍ଦର ❤️
Save tree save life🧘🏻♂️🙏🏻 କାରଣ ସବୁ ଗ୍ରହରେ ସବୁ ମିଳିବ ହେଲେ ବୃକ୍ଷ ମିଳିବ ନାହିଁ, ପଶୁ ପକ୍ଷୀ ମିଳିବ ନାହିଁ, ଏଣୁ ପୃଥିବୀ କୁ ରକ୍ଷା କରିବା ଦାୟିତ୍ୱ ଆମ ସମସ୍ତଙ୍କର.
.. Save earth save life.. 🙏🏻🙏🏻🙏🏻
Nice presentation.....😊
ଡିଡି ଓଡ଼ିଆ ର ଗୋଟିଏ ସୁନ୍ଦର ପରିବେଷଣ ❤
ପୁରୁଣା ଡିଡି ଓଡ଼ିଆ ଭଳିଆ ଲାଗିଲା l ପୁରୁଣା ସ୍ମୃତି 😊
Bahut badhiya ❤🎉
Jay Jagannath
ଦୂରଦର୍ଶନ କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏତେ ସୁନ୍ଦର୍ ଉପସ୍ଥାପନା ପାଇଁ,,, ଜୟ ଜଗନ୍ନାଥ ❤❤❤
Teachers should display these clips in school for better understanding in biodiversity and ecological knowledge
Very informative....
Bahut bhala lagila..Sundaram Upastapana...
Bahut badiya knowledge
*The beauty of odisha😮*
Let's gooooo❤🎉🎉🎉🎉😊😮
ଯଦି ଜାଣୁଛ ପ୍ରକୃତି ନଷ୍ଟହୋଇ ଯାଉଛି ତାହେଲେ କଳକାରଖାନା ପ୍ଲାଷ୍ଟିକ ଜଙ୍ଗଲ କାଟିବା। ପାହାଡ଼ ନଷ୍ଠ କରିବା କଣ ଦରକାର ସରକାର କିଛି ଜାଣୁନେ ସମସ୍ତଙ୍କୁ ସୁଖ ଦରକାର
ବଡ଼ବଡ଼ କୋଠା ବଡ଼ବଡ଼ ରାସ୍ତା ଦରକାର୍
ଆଜିକା ଯୁଗର ସମସ୍ତଙ୍କୁ ସୁଖ ଦରକାର
ବାଃ ! ଆଜି ମୋ ପ୍ରିୟ ଚ୍ୟାନେଲ୍ ପୁନର୍ଜୀବନ ପାଇଲା ଭଳି ଲାଗିଲା | 👌👍💪
Jai Jagannath Swami Nayan Pathagami bhaba tume🙏🙏
❤❤❤ mind blowing video sir 🙏
DD odia is reviving ❤
So calming
Such a beautiful representation. Good job DD Odisha
Very Useful for the upcoming OFoS mains exam.
Do watch .very good content.
So Beautiful odisha amazing nice pictures thanks 🙏🏻 odisha 🎉
Excellent. Hearty Congratulations to the entire Team. 💐🌹👏👍🙏
Ati sundar news
କିନ୍ତୁ ସେହି ମଣିଷ nature କୁ ନଷ୍ଟ କରିବା ରେ ଲାଗିଲେ😠
* ପ୍ରକୃତି କୁ ନଷ୍ଟ କରିବା ଏକ ଆଇନଗତ ଅପରାଧ ହବା ଉଚିତ୍ 😢
ଜୟ ଜଗନ୍ନାଥ ❤ଭାରି ଭଲ ଲାଗିଲା ଉପସ୍ଥାପନ କରି ଥିବା ହେତୁ।
Bahut kichi sikhibaku milila. Thank you DD Odia
DD ଓଡ଼ିଆ ରେ ଏଇ ଭଳି episode। & Old Seriel ଶୋଭା ପାଏ,,, ଆଉ ବୋହୁତ ଭଲ ଲାଗେ ବି।
ଅତି ସୁନ୍ଦର ଏବଂ ଶିକ୍ଷଣୀୟ ଉପସ୍ଥାପନ 👍...
One of the most intelligent, interesting and knowledgeable channel ever.... My favourite channel from my childhood..🙏👍👍
Indias best kept secret... should be explored and need investment in tourism with proper advertising
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ❤❤❤❤❤❤😂
Proud to witness this ❤ as an odia
Nice documentry dd odia 👍
Thanks a lot from being human for planet not in odisha but with india and for World 🌎
Beautiful presentation and information.
Great to see such a nice initiative to know our state odisha ❤❤❤
Thank you dd odia, ,for odia language describe ,the origin of the life,
Really a great vedio helpful for every category of person.. thanks dd odia.
ଏପରି ସୁନ୍ଦର presntation କରିଥିବାରୁ ଧନ୍ୟବାଦ, ଓଡିଶା ର culture, society ପ୍ରତି youngster ଙ୍କ interest କମିବାକୁ ଲାଗୁଚି ତେଣୁ request to govenment officer and ODIA DD CHANNEL to upload Odisha drama, story telling , wildlife , tourist places and it's significance, presenting life of a local people and also compose the song & music of odisha in a unique way that every person of India can like it not only in odisha .
ବନ୍ଦେ ଉତ୍କଳ ଜନନୀ
Right.... Ekdum.....all it's contents are always informative .....it never gets biased towards Trp based content
ପ୍ରକୃତି ସହ ମାନବ ସମାଜ କିପରି ଭାବରେ ଜଡ଼ିତ ଓ ତାର ଗୁରୁତ୍ଵ, ମଣିଷର ଅବହେଳା ଯୋଗୁଁ ପ୍ରକୃତିର ବିନାଶ ତଥା ନିଜର ବିନାଶ ସଙ୍ଗେ ସୃଷ୍ଟିର ବିନାଶ କରୁଛି ଏହି ତାତ୍ପର୍ଯ୍ୟକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରିଛି ବନ ବିଭାଗ ତଥା DD Odia Channel କୁ ଧନ୍ୟବାଦ୍ ଜଣାଉଛୁ
❤❤❤just loved the content.visual and representation is ❤
ସୁନ୍ଦର ବାର୍ତ୍ତାର ପ୍ରଚାର ଓ ପ୍ରସାର ।
କେତେ ସୁନ୍ଦର ଲାଗୁଛି ଶୁଣିବାକୁ ଆମ ଓଡ଼ିଆ ଭାଷା ରେ ,,ମୋ ଭାଷା ଓଡ଼ିଆ ଭାଷା 🙏
I pray all odia people to plant trees as many we do we can enrich our lives
Thanks DD Odia for bringing such videos.❤❤❤❤
ବହୁତ୍ ବଢିଆ ଉପସ୍ଥାପନ ବହୁତ୍ ବଢିଆ ଲାଗିଲା ଏହି ଭିଡିଓ ତିଆରି କରିଥିବାରୁ ବହୁତ୍ ଧନୟବାଦ୍
Proud to be a person of odhisha ❤❤
Know about our odhisha
And share to all😊😊❤
"Odisha" not odhisha,
Bahut Dina pare DD odia ku asi bahut khusi lagu6i asa kare ki agaku madhya emiti sikshyaniya content miliba Jay odisha ❤
A nice informative narrative. Wish to see more videos like this .
Right but general studies ro jete study achi upload korontu 20/30 minutes ro.videos upload korontuu plz
ଶିକ୍ଷଣୀୟ ଏବଂ ବହୁତ ସୁନ୍ଦର ଉପସ୍ଥାପନା
ଉପସ୍ଥାପନା ଖୁବ୍ ନିଆରା ❤
Pila bele ro kotha Mone odigola DD channel ku dekhi ❤❤❤
Such a beautiful video of Nature Lovers. I hope DD odia will add more videos like this.... Thanks DD odia 😊
Such a beautiful ❤️ presentation
Hope more videos coming
Bahut badhia👌
Thank you DD ODIA FOR MAKING THIS WONDERFUL VIDEO 💚....
DISCOVER MORE TYPE OF THIS
❤❤❤
Knowledgeable subject
What a beautiful content this is🥰🥰🥰
ଅତି ସୁନ୍ଦର ପରିବେଷଣ। ଧନ୍ୟବାଦ DD ODIA ।
Bahut bhala laagila... Odisha bahu aagare parivesha sajaagataa re
Oldest channel ever DD Odia ❤ 😊
Dhanyawad DD Odia. Please emiti agaku vdo upload karichalantu. Odia suni mana ku bahut santi miluchhi.
Love from Germany ❤
It,s very beautiful learning the video and knowing odisha.
Thankyou❤❤
Nice.. content ... really we need to be conscious about biodiversity and it's our duty
@-Jena_jena Han
Very good informative nd beautiful presentation
It's such an informative documentary.Not only do we get to know the facts but also see through the lenses of the cameraperson.Beautifully captured by Light house production team.Great job.
ବହୁତ ସୁନ୍ଦର ଉପସ୍ଥାପନା
This is an amazing view of our own world Odisha . ସମସ୍ତ ଓଡ଼ିଆ ଆମ ପ୍ରକୃତିର ରକ୍ଷା ନିମନ୍ତେ ଆଗକୁ ପଦକ୍ଷେପ ନେବେ ଏବଂ ପ୍ରେମ କରିବେ ଆମ ଜନ୍ମ ଭୂମିକୁ ।
ଆମ ଓଡ଼ିଆ ଆମ ଓଡିଶା ମହାନ ❤❤❤
Keep doing such type of videos..
DD Odia ର ପୁରା team କୁ ବହୁତ୍ ବହୁତ୍ ସାଧୁବାଦ୍। ଏହି video ଟିକୁ ସବୁ ସ୍କୁଲ ଏବଂ କଲେଜ ରେ ପରିବେଷଣ କରି ଆମ ଓଡ଼ିଶା ରାଜ୍ୟ ର ବିବିଧତା କୁ ଆମ ପିଲା ମାନଙ୍କୁ ଅନୁଭବ କରିପାରିଲେ ନିଶ୍ଚିତଭାବେ ଆଗାମୀ ଦିନରେ ଏହା ଅତ୍ୟନ୍ତ ଲାଭଦାୟକ ହେବ। ମହାପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଆମ ସୁନ୍ଦର ରାଜ୍ୟ ଓଡ଼ିଶା ଆହୁରି ଉନ୍ନତି କରୁ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।
DD ଓଡ଼ିଆ ର ଏଇ ପ୍ରସ୍ତୁତି ଅତୀବ ଶିକ୍ଷଣୀୟ ଓ ଜ୍ଞାନବର୍ଧକ l ଆଗାମୀ ଦିନରେ ଏଭଳି ଶିକ୍ଷଣୀୟ ଓ ସମୟଧର୍ମୀ କୃତି ପୁନଃ ପ୍ରସ୍ତୁତି ଓ ପ୍ରସାର ପାଇଁ ଅନୁରୋଧ 🙏ଧନ୍ୟବାଦ DD Odisha
ଧନ୍ୟବାଦ 🙏
Thank you so much DD odia for your beautiful contents as always ❤❤❤....
EXTRAORDINARY CONTENT ❤🙏💯 RESPECT TO ALL . HOPEFULLY NEXT THIS TYPE OF VIDEO...WE MUST SHARE..❤ LOVE FROM BDK
Thank you DD ODIA for this informative presentation. I have given this video as project to my students. This will definitely help them a most.
ବହୁତ ଭଲ ହେଇଛି । ଏ ଭଳି ଆହୁରି ଭିଡିଓ ଆସୁ