Haunaa, ହାଉଁଆ, ଓଡ଼ିଆ ଟେଲିଫିଲ୍ମ //

Поделиться
HTML-код
  • Опубликовано: 2 окт 2024

Комментарии • 895

  • @rdas78
    @rdas78 7 месяцев назад +371

    2024 ରେ କୋଉ କୋଉ ମାନେ ଦେଖୁଛନ୍ତି... ଭାଇ ଓ ଭଉଣୀ ମାନେ

  • @giridharisahoo1411
    @giridharisahoo1411 3 года назад +213

    ଆଜିକାଲି ଆଉ ଏପରି କାହାଣୀ କାଇଁ ?? 🥺🥺 ବହୁତ୍ ଖୁସି ଲାଗିଲା ଦେଖିକି।। ପିଲାଦିନ କଥା ମନେ ପଡିଗଲା 🥺🥺🥺 ବହୁତ୍ ବହୁତ୍ ଧନ୍ୟବାଦ୍ upload କରି ଥିବାରୁ 🙏🙏👍👍please upload all the episodes 🙏👍

  • @saiprafulla3663
    @saiprafulla3663 Год назад +182

    ସତରେ କେତେ ସୁନ୍ଦର ଥିଲା ସେଦିନର ମୋ ଉଡିଶା ହେଲେ ଆଜିର ନିର୍ଦ୍ଦେଶକ ମାନଙ୍କୁ ପ୍ରେମ କାହାଣୀ ଆଉ ଘର ଭଙ୍ଗା ସିରିଏଲ ଛଡା କିଛି କାହାଣୀ ହିଁ ମିଳୁନାହଁ

  • @ranjansundaray649
    @ranjansundaray649 3 года назад +537

    ଡି ଡି ଓଡ଼ିଆ ଚାନେଲ କୁ ଧନ୍ୟବାଦ୍।କାହିଁକି ନା ଏମିତି ସବୁ ପୁରୁଣା ଶିରିଆଲ୍ ଅପଲୋଡ଼ କରି ଆମର ପୁରୁଣା ସ୍ମୃତି କୁ ମନେ ପକେଇ ଦେଇଛନ୍ତି। ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍।

    • @ABINASHCREATION
      @ABINASHCREATION 3 года назад +9

      Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shanti

    • @subhampatel7903
      @subhampatel7903 3 года назад +1

      Nice

    • @prasantnayak4250
      @prasantnayak4250 3 года назад +1

      MO tarafar ru b

    • @EOfun124
      @EOfun124 3 года назад

      Hrudaya sparsi

    • @prafullapatel3697
      @prafullapatel3697 3 года назад

      L

  • @hszoneff3871
    @hszoneff3871 2 года назад +75

    ଏଭଳି ସୁଯୋଗ ଏ ଜନ୍ମ ରେ ଆଉ ଆସିବନି ହୃଦୟ କୁ ଛୁଇଁଲା ପରି ବିଷୟ 😭😭😭

  • @thelife3553
    @thelife3553 3 года назад +174

    ଏହା ଏକ ହୃଦୟସ୍ପର୍ଶୀ କାହାଣୀ । ହାଉଁଆ ଚାରିତ୍ରଟି ଆମକୁ ମାନବତାର ପାଠ ପଢ଼ାଇ ଚାଲିଗଲା।ଏମିତି ସବୁ ହାଉଁଆଙ୍କୁ ହୃଦୟରୁ ଟିକିଏ ଭଲ ପାଆନ୍ତୁ। ଜୟ ମଣିଷ , ଜୟ ଜୀବନ

  • @prasantapanda1703
    @prasantapanda1703 3 года назад +366

    ଅତି ସାଙ୍ଘାତିକ ଅଭିନୟ, ୟାଙ୍କ ଠୁ ଶିଖ ଅଭିନୟ, ରଜ ସୁନ୍ଦରୀ ଆଉ ରଜ ସୁନ୍ଦରୀ ର ଜଜ ମାଗିହେ ମାନେ

  • @mr.rambabu226
    @mr.rambabu226 3 месяца назад +32

    ଅତି ସୁନ୍ଦର କାହାଣୀ ଯେଉଁ ମାନେ 2024 ରେ ଦେଖୁଛ like କର.... 👌👌

  • @ABINASHCREATION
    @ABINASHCREATION 3 года назад +180

    ହାଉଁଆ ଭଳିଆ ବହୁତ ଲୋକ ଆମ ସାମାଜ ରେ ଅଛନ୍ତି... ସମସ୍ତଙ୍କ ଭିତରେ ଭାଗବାନ ଅଛନ୍ତି.. ଆଉ ଆମେ ସମସ୍ତେ ସମସ୍ତଙ୍କୁ ସମାନ ଭଳିଆ ଦେଖିବା ଦରକାର... ସେମାନେ ବି ଭଲପାଇବା ଖୋଜନ୍ତି

  • @Kcgeology
    @Kcgeology 3 года назад +11

    ଡି ଡି ଓଡ଼ିଆ କୁ ଅଶେଷ ଧନ୍ୟବାଦ.
    ସବୁ channel ବଦଳିଗଲାଣି ମାତ୍ର..
    ଏହି channel ସେମିତି ହିଁ ଚାଲିଛି ବିନା ବାଧାବିଘ୍ନରେ...

  • @rasmiranjan7078
    @rasmiranjan7078 2 года назад +33

    ଖୁବ୍ ସୁନ୍ଦର... ହ୍ରୁଦୟ ଛୁଆଁ ଲେଖା ଜେଉଁ ଭଳି.. ଅଭିନୟ ମଧ୍ୟ ଖୁବ୍ ସରଳ...ଖୁବ୍ ନିଛକ୍ ଚରିତ୍ର ସବୁ।ମନେ ପଡିଗଲା ସେହି ପିଲାଦିନ ସବୁ ..କେତେ ସୁନ୍ଦର ଆମ ଓଡ଼ିଆ ଭାଷା ଆମ ପରମ୍ପରା ଆମ ଇତିହାସ ଆମ ଓଡ଼ିଆ ଚଳଚ୍ଚିତ୍ର..ସେହି ଦିଗବିଜୟୀ କଳାକାର ମାନେ ଆଉ ନାହାନ୍ତି ସତ କିନ୍ତୁ ଯେଉ ସବୁ କୀର୍ତ୍ତି ମାନ ଚ୍ଛାଡି ଯାଇଛନ୍ତି ଆଜି ଭି ଅପୂର୍ବ ଅମର ଅଜୟ...... ❤️❤️🙏🙏😭😭

  • @pritammishra4986
    @pritammishra4986 Год назад +18

    😭😭😭😭😭 କୁଆଡେ ଗଲା ରେ ମୋ ସେ ପିଲା ଦିନ।।। ଇଛା ହଉଛି ପୁଣି ଥରେ ଫେରି ଜିଵା ପାଇଁ ସେ ପିଲା ଦିନ କୁ

    • @akash-bq8jt
      @akash-bq8jt Год назад

      Hm re Bhai koade gala se pila Dina😭😭😭😭😭😭😭😭

  • @simkar3508
    @simkar3508 3 года назад +35

    #DDODIA ଦୟାକରି "ଭଗ୍ନାଂଶ" "ପୁରାପୁରି ପାରିବାରିକ" ସବୁ episodes upload କରନ୍ତୁ 🙏🙏

  • @suniljhunilkumar3959
    @suniljhunilkumar3959 3 года назад +18

    Really heart touching...banku sirnk acting really. Heart touching...

  • @suryakantaswain6801
    @suryakantaswain6801 16 дней назад +14

    ପୁରୁଣା ସ୍ମୃତି ତାଜା ହେଇଗଲା 😊
    ପିଲା ବେଳେ ଦେଖିଥିଲି ❤❤❤❤

  • @prasantakumarsethypapuni8938
    @prasantakumarsethypapuni8938 3 года назад +56

    ବାଙ୍କୁ ବାବୁ ଚରିତ୍ର କୁ ଖୁବ୍ ସୁନ୍ଦର ଭାବରେ ତୋଳିଥିଲେ।🙏

    • @s.namita7082
      @s.namita7082 Год назад +2

      Aama village re shoot heithila ehi movie 2005 re

    • @surajo96
      @surajo96 Год назад +1

      @@s.namita7082 which vlg

  • @adityanarayanapat6137
    @adityanarayanapat6137 2 года назад +18

    ଓସ୍କାର ପୁରସ୍କାର ହାଉଆଁ ତଳେ🙏
    ଅତ୍ୟନ୍ତ ହୃଦୟସ୍ପର୍ଶୀ

  • @Iwantpeace-bc1vi
    @Iwantpeace-bc1vi 3 года назад +154

    Oscar award is nothing .This Noble Story deserves more than OSCAR.

  • @ritismitananda.6195
    @ritismitananda.6195 3 года назад +9

    Bahut vala kage mate dd ra aii story programs

  • @trinathamaharana855
    @trinathamaharana855 3 года назад +26

    ଆଜି ପିଲା ଦିନ ର ପୁରୁଣା ସ୍ମୃତି ମନେ ପଡ଼ି ଯାଉଛି

  • @jitendrakumarjena7834
    @jitendrakumarjena7834 2 года назад +16

    😭😭😭 satare aama sanskruti ebebi banchichi pliz mora sabu odia bhai o bhouni mane like diya

  • @pkonthespotlive5597
    @pkonthespotlive5597 3 года назад +29

    ଭାଇ ବାସିଫୁଲ କାହାଣୀ ଛାଡ଼

    • @happy_865
      @happy_865 8 дней назад +1

      Vai basifulara basana e parjyanta b mahakuchi😢

  • @rashmiranjan5383
    @rashmiranjan5383 15 дней назад

    କି ସୁନ୍ଦର ଅଭିନୟ୍ ଦେଖରେ ଶିଖରେ . ଶାଳା ଆଜିକାଲି ଚଟା ଚୁମ୍ବନ କୁ ଚିରିଙ୍ଗ ଚିରିଙ୍ଗ ଯୋଉ ବା... ଅଭିନୟ କରୁଛ

  • @pravakar850
    @pravakar850 14 дней назад

    ଅତି ମନଲୋଭା ଚମତ୍କାର ଅଭିନୟ

  • @nirojdash8700
    @nirojdash8700 3 года назад +23

    ବହୁତ ସୁନ୍ଦର ଓ ମନଛୁଆଁ କାହାଣୀ..

  • @prasantakumarsethypapuni8938
    @prasantakumarsethypapuni8938 3 года назад +12

    ଆମ ଏରିଆ ରେ ବାଙ୍କା ବୋଲି ଜଣେ ହାଉଁଆ ପରି ଲୋକ ଥିଲା, ଛୋଟ ବେଳେ ତାକୁ ଦେଖି ଆମେ ଡର ରେ ଲୁଚୁଥିଲୁ ହେଲେ ଆଜି ସେ ଆଉ ନାହିଁ। ଅନେକ ଦିନ ହେଲାଣି ମୁଁ ଆଉ ସେ ବଙ୍କା କୁ ଦେଖିନି, କେଜାଣି ସେ ଏବେ ବଞ୍ଚିଥିବ କି ନାହିଁ। ହେ ଭଗବନ ଆଉ ସେ ହାଉଁ କୁ ଦେଖି ପୁରୁଣା ସ୍ମୃତି ମନେ ପଡିଗଲା।।।🙏🙏🙏🙏🙏🙏🙏🙏

  • @myc4u
    @myc4u 3 года назад +9

    ଡଙ୍ଗରିଆ କନ୍ଧ ଉପରେ ଟେଲିଫ୍ଲିମ ତଡପା ଛାଡନ୍ତୁ

  • @pradyumndas6510
    @pradyumndas6510 3 года назад +19

    Hats off for this kind of script and acting sir... legends of odisha 🙏🙏🙏

  • @pareswarmohakud
    @pareswarmohakud 14 дней назад

    ଅତି ସୁନ୍ଦର ଅଭିନୟ ଓ ଗଳ୍ପ।

  • @trjayakrishnasahoo8801
    @trjayakrishnasahoo8801 2 года назад +1

    ପଦ୍ମଶ୍ରୀ ଡଃ ପ୍ରତିଭା ରାୟଙ୍କୁ ମୋର ଭକ୍ତିପୂତ ପ୍ରଣାମ।

  • @officialsurya.s6946
    @officialsurya.s6946 2 года назад +12

    ଆପଣକଂ ଏଇ କାହାଣୀଟି ହୃଦୟ କୁ ଛୁଇଁ ଗଲା
    ମଣିଷ ଜୀବନ ଏମିତି ହେଇଥାଏ ସବୁବେଳେ ଅନ୍ୟ ମାନକୁ ଭଲ ପାନ୍ତୁ ଦୁନିଆ ସୁନ୍ଦର ଲାଗିବ 🙏🙏🙏🙏🙏

  • @subashnayak4611
    @subashnayak4611 3 года назад +4

    Super..mote bohut vala lage Ae vali puruna serial ❤️

  • @odia_pila_creation
    @odia_pila_creation 3 года назад +35

    ସୁନ୍ଦର କାହାଣୀ ସହ ସୁନ୍ଦର ଚରିତ୍ର ,dd ଓଡ଼ିଆ କୁ ଧନ୍ୟଵାଦ, ଏପରି ଅଭିନୟ କରୁଥିବା ବ୍ୟକ୍ତିତ୍ୱ ଏବେ ବିରଳ।

  • @brahmanchhaivillagefastiva1093
    @brahmanchhaivillagefastiva1093 2 года назад +9

    କେତେ ସୁନ୍ଦର ଥିଲା ପୁରୁଣା କାହାଣୀ ଓ ଗଳ୍ପ ବର୍ତମାନ ସମୟରେ ଏମିତି କାହାଣୀ ଆଉ ରଚନା କରାଯାଉନାହି ।
    କେବଳ ଘର ଭଙ୍ଗା କାହାଣୀ ତିଆରି କରାଯାଉଛି 👌🙏

    • @sanjaykumarrout400
      @sanjaykumarrout400 2 года назад +1

      Sat Katha. ଆଘର ବାଗିର୍ ଆଉ କେନ୍ସି ସିରିଏଲ୍ ନାଇ ଆସ୍ ବାର୍ । ଖାଲି ଚୁଗ୍ଲୀ ପ୍ରୋଗ୍ରାମ ବ୍ରୋଡକ୍ୟାଷ୍ଟ କରୁଛନ

    • @brahmanchhaivillagefastiva1093
      @brahmanchhaivillagefastiva1093 2 года назад +1

      @@sanjaykumarrout400 ଓଡିଆ ଫିଲ୍ମ ଏବେ ମାସକୁ 10 ଟି ଚଳଚିତ୍ର ହେଉଛି କିନ୍ତୁ ଲୋକ ପ୍ରିୟ ହୋଇପାରୁନି।ଏଥିରୁ ଜଣା ପଡ଼ିଛୁ କେତେ ତଳକୁ ଖସିଛି ଓଡିଆ ଚଳଚିତ୍ର ଦୁନିଆ

  • @alfabiswal8928
    @alfabiswal8928 2 года назад +27

    Couldn't control my tears 🥺 Such a nice story and acting really heart touching ❤️

  • @aiamavillage7269
    @aiamavillage7269 3 года назад +7

    କିଏ କହିବ କି ମତେ ଯୋଉ ଗୋଟେ ଧାରାବାହିକ , ତାଙ୍କ ପୁଅ କୁ ଜର ହେଇଥିବ ସେ ଖାଲି ଥମୋମିଟର ପାଇଁ ବାରମ୍ବାର ଯାଉଥିବେ 🙄🙄 ଧାରାବାହିକ ନାମ କିଏ ଜାଣିଛ କି, ମୋର ମନେ ପଡୁନି😭

    • @manaspatra3336
      @manaspatra3336 2 года назад

      Name Manaea nahii but writer Ramachandra bahera

    • @manaspatra3336
      @manaspatra3336 2 года назад +2

      Mane Padilla gopa pura

    • @7xhemantyt758
      @7xhemantyt758 2 года назад +2

      Gopapur serial bhai
      Sweta acharya acting karichhanti..
      Nirakar & sumitra ra kahani

    • @rakeshpattnayak2158
      @rakeshpattnayak2158 Год назад +2

      pasanara prana

    • @jaganmohanz
      @jaganmohanz 6 месяцев назад +1

      Pasanara prana

  • @fayajahemad9473
    @fayajahemad9473 3 года назад +38

    Great Actor in odiya film industry..
    Aword winning acting

  • @AshoksahooAshok-se5yw
    @AshoksahooAshok-se5yw 6 дней назад

    ଓଲ୍ଡ ଇଜ ଗୋଲ୍ଡ ଧନ୍ୟବାଦ

  • @kalucharanpatra5767
    @kalucharanpatra5767 7 месяцев назад

    ଅଭିନୟ ପୂରା ଜୀବନ୍ତ, ବନ୍ଦେ ଉତ୍କଳ ଜନନୀ 🙏

  • @pkonthespotlive5597
    @pkonthespotlive5597 3 года назад +22

    ଧନ୍ୟବାଦ ଡ଼ି ଡି ଓଡ଼ିଆ ଆମ ପିଲାଦିନ କଥା ମନେପକାଇ ଥିବାରୁ ଆଜିକାଲି ଏମିତି କାହାଣୀ କାହିଁ

  • @dillipkhuntia3028
    @dillipkhuntia3028 Месяц назад

    Bohut sunder story...👌

  • @H.bhai_Reshma_Miku_creations
    @H.bhai_Reshma_Miku_creations 7 месяцев назад

    ଅତି ସୁନ୍ଦର କାହାଣୀ ମନକୁ ଛୁଇଁ ଯାଉଛି 😮 ମାନେ ଆମ ଗାଁ ଗହଳିରେ ଯେମିତି ଠିକ୍ ସେହିଭଳି ଲାଗୁଛି 😥

  • @Phd--Sangram
    @Phd--Sangram 2 года назад +28

    Now I m 26 years and doing PHD in Utkal University . Now 2022 I m watching this story 💞💞💞 it's outstanding story 💞💞

    • @jogeshkumarbehera8198
      @jogeshkumarbehera8198 2 года назад

      I am also

    • @priyankapihu9461
      @priyankapihu9461 Год назад +1

      Apana kn childhood ru a serial dekhuthile ?

    • @Phd--Sangram
      @Phd--Sangram Год назад +1

      @@priyankapihu9461Yes Pihu ma'am

    • @priyankapihu9461
      @priyankapihu9461 Год назад +1

      @@Phd--Sangram au kichhi story suggest karibe pls I want to see

    • @Phd--Sangram
      @Phd--Sangram Год назад +1

      @@priyankapihu9461 Ssoftoons kahaniya .... This channel is based on moral story

  • @DJ_AMIT_MIX
    @DJ_AMIT_MIX 3 года назад +4

    ଦୟାକରି ମୋର ଗୋଟିଏ କଥା ରଖିବ କି

  • @skyInk143
    @skyInk143 3 года назад +23

    ବହୁତ ସୁନ୍ଦର 👌👏 ପୁରୁଣା ସ୍ମୃତି ପୁଣିଥରେ ତାଜା ହୋଇଗଲା ।
    ହାଉଆଁ ଭଳି ଅନେକ ଚରିତ୍ର, ଏବେବି ଲୋକାଭିମୁଖୀ ହୋଇପାରୁନାହିଁ। ଧନ୍ୟବାଦ ପ୍ରତିଭା ରାୟ ଓ ତାଙ୍କର ଲେଖା ।
    @DDodia ଙ୍କୁ ଅନୁରୋଧ, ଯଦି "ଜୀବନ ରଂଗ" କାର୍ଯ୍ୟକ୍ରମ ଟି ପ୍ରସାରଣ କରନ୍ତି ତେବେ ଖୁସି ହୁଅନ୍ତି 🙏🏻😊

  • @santoshdutta4491
    @santoshdutta4491 3 года назад +8

    Speechless my all times favourite 🙏🙏🙏😭😭😭

  • @art_is_my_life093
    @art_is_my_life093 3 года назад +6

    " ଟିଙ୍ଗା ବୁଢ଼ା" Natak upload karantu

  • @satyabrataswain148
    @satyabrataswain148 3 года назад +10

    Remembering those old memories.......

  • @rajeshranjannayak3354
    @rajeshranjannayak3354 3 года назад +15

    ଆଖିରୁ ଦୁଇ ଧାର ଲୁହ ଗଡ଼ିଆସିଲା।।।ଛୋଟ ବେଳର ଏହି ସ୍ମୃତି ସବୁ ମନରେ ଉଜ୍ଜୀବିତ ହୋଇ ଉଠିଲା।।ଇଛା ହୁଏ ଏହି ଛୋଟବେଳ କୁ ଫେରିଯିବା ପାଇଁ।।।ହେଲେ ସମୟର ନିଷ୍ଠୁରତା ବିଡମ୍ବନା ରେ ଅଟକି ଯାଏ ଆଜିର ଜୀବନ।।।
    DD ODIA ଚ୍ୟାନେଲ ର କଣା ମାମୁ,କଥା ସରିତା,ଡାକ ମୁନସୀ ଜୀବନର ଏକ ଅଚିରା ପୃଷ୍ଠା ହୋଇ ରହିଯାଇଛି।।😭😭😭😭😭😭😭

    • @jogesh1438
      @jogesh1438 3 года назад +1

      Mora bi..... Same wish

    • @Mrjena1999
      @Mrjena1999 3 года назад +1

      Sata Katha 😭😭😭😔😔😔😔

  • @pradyumndas6510
    @pradyumndas6510 3 года назад +51

    I cried in my childhood when i watched it...n today also...no one can act like this ...... background music is real n today's music just headchfull

    • @sujitmahanand624
      @sujitmahanand624 13 дней назад

      Same bro.....this story really touch my heart, tear roll down on my check..😢

  • @pandatrandingstatus5553
    @pandatrandingstatus5553 Год назад

    Bahut bhala lagila

  • @siluranjansamal
    @siluranjansamal 9 месяцев назад

    ସତରେ ହାଉଁଆ କନ୍ଦେଇ ଦେଲା। କୁଆଡେ ଗଲା ସେ ପିଲା ବେଳ ,ନା ଥିଲା ଦୁଃଖ ନା ଥିଲା କଷ୍ଟ ଥିଲା ତ ଖାଲି ପିଲାଳିଆମି।। ସତରେ ବହୁତ ଦୁଃଖ ଦେଇ ଗଲା ହାଉଁଆ।

  • @chaguluchagulu6309
    @chaguluchagulu6309 3 года назад +12

    Very good Story.
    Best Actor Suresh Bal ( Banku)

  • @rajabehera3969
    @rajabehera3969 3 года назад +10

    ଦେଖିକି ବୋହୁତ ଖୁସି ଲାଗିଲା ,

  • @prasantakumarsethypapuni8938
    @prasantakumarsethypapuni8938 3 года назад +21

    Please please please upload all dd national Odia story.... We want to recall our past... It's amazing...

  • @anjaneyamohapatra9124
    @anjaneyamohapatra9124 Год назад +18

    ହାଉଁଆ is an emotion... he is one of the purest hearts and lovable characters I've ever seen in any fictional story ❤
    ମୁଁ ଏଇ ଟେଲିଫିଲ୍ମ ଛୋଟବେଳେ କେତେଥର ଦେଖିଛି DD Odia channel ରେ... ଏବେ ବହୁତ କାନ୍ଦ ଲାଗେ ଏହାକୁ ଦେଖିଲେ 😢
    I thought we lost a legend when I first remembered about this recently... thanks to DD Odia, they have uploaded it on youtube so we don't have to lose those golden memories anymore.

  • @daydreamer8692
    @daydreamer8692 3 года назад +17

    Script writer and director both are excellent

  • @Jitendrasahoojitenspace
    @Jitendrasahoojitenspace 3 года назад +12

    Kindly upload "Jharaka" serial and a awareness programme on Leprosy

  • @gyanaranjansahoo8539
    @gyanaranjansahoo8539 12 дней назад +4

    ସତରେ ଅତୀତ ସବୁବେଳେ ସ୍ମୃତି ମଧୁର, ଅତୀତ ର ସେଇ 5ପଇସାରେ ଲେମ୍ବୁ ଚକଲେଟ 10 ପଇସାରେ ବୁଟ ବାରମଜା ଆଉଥରେ ଫେରି ଆସନ୍ତାନି, ଅତୀତର ସେଇ ଗାଉଁଲି ଭାଷା ଗାଉଁଲି ଦୃଶ୍ୟପଟରେ କାହାଣୀ ଟୀ ଅତି ଚମତ୍କାର ହୋଇଛି 👌

  • @dinabandhupadhi9079
    @dinabandhupadhi9079 13 дней назад +1

    2024 aajire b Vai vauni mane Aajira dinare b ଏମିତି ଏହିପ୍ରକାର ଓଡିଆ ପୁରୁଣା ଧାରା ବାହିକ କେଉଁମାନେ ଦେଖୁଛନ୍ତି?????

  • @ବୁଲୁନାୟକ
    @ବୁଲୁନାୟକ 3 года назад +3

    DD 1 ର ପୁରୁଣା ସିରିଏଲ ମତେ ବହୁତ ଭଲଲାଗେ

  • @aswinimahakud2723
    @aswinimahakud2723 Год назад

    DD 1 one of the ever green chenel

  • @LaltusinghDeo
    @LaltusinghDeo 13 дней назад +2

    ସତରେ ଷ୍ଟୋରୀ ଟି ବୋହୁତ ଭଲ ଆଉ ସମାଜ୍ କୁ ସିଖେଇଲା ପରି ବାର୍ତା ଅଛି ଅଭିନୟ ବି ଉଚ୍ଚ କୋଟୀର 👌👌 heart touching story 😢

  • @ShriKshetraPurusottama
    @ShriKshetraPurusottama 3 года назад +3

    Ae duniya re pratyekhya kimba parokhya re samaste jane jane Haauaan

  • @swadhinkurath
    @swadhinkurath 2 месяца назад

    ଚମତ୍କାର ଅଭିନୟ ,ସତରେ ସେ ଦିନ ଆଉ ଫେରି ଆସନ୍ତାନି 😢

  • @somutripathy1236
    @somutripathy1236 3 года назад +15

    Thank u so much ...sir for uploading our fav stories....love from USA

  • @rinkudalua5217
    @rinkudalua5217 3 года назад +18

    ବହୁତ୍ ଭଲ ଲାଗିଲା ❤️❤️❤️

  • @sanjaykumarrout400
    @sanjaykumarrout400 2 года назад +1

    ବାସ୍ତବରେ ସିରିଆଲ ର ପରିଭାଷା ଏମିତି ହେବା ଉଛିତ୍। ଆଜି କାଲି ର ସିରିଆଲ୍ ରେ ଖାଲି controversy ଚାଲିଛି। ଦୂରଦର୍ଶନ ହେଉଛି ଆମ ସମାଜରେ ଘଟୁଥିବା ଘଟଣାବଳୀ କୁ ପ୍ରତିବିମ୍ବିତ କରିବାର ଗୋଟେ ମାଧ୍ୟମ। ଯାହା ଦ୍ଵାରା ଆମେ ନିଜ ଦୋଷା ଦୋଷ କୁ ସୁଧାରି ପାରିବା। ଅଥଚ ଆଜିର ଶିରିଆଲ ର ପରିଭାଷା ବଦଳି ଯାଇଛି।

  • @raghunathpradhan9370
    @raghunathpradhan9370 3 года назад +3

    Wow very beautiful script sir pranam 🙏

  • @symondsnanda6481
    @symondsnanda6481 3 года назад +2

    Wow heart touching story 😢😢😢

  • @manaswinibehera8582
    @manaswinibehera8582 13 дней назад +2

    ଡଃ. ପ୍ରତିଭା ରାୟଙ୍କର ଏଇ ଗଳ୍ପ ଅତ୍ଯନ୍ତ ହୃଦୟ😢😢 ବିଦାରକ

  • @lovelyshraddhastatus8543
    @lovelyshraddhastatus8543 3 года назад +10

    Mu bohut dinaru ei episode dekhibaku chahu thili thank you very much 👍👍👍

  • @odialifestyleinodisha4649
    @odialifestyleinodisha4649 3 года назад +3

    ଆଜିକାଲି ତ କପି ସିରିଏଲ. ହେଲେ ଏଭଳି ସେରିଆଲ କୋଉଠି ନାହିଁ 🙏

  • @akshayakumarsethy9796
    @akshayakumarsethy9796 3 года назад +6

    ମନଛୁଆଁ କାହାଣୀ ଟିଏ

  • @lumbana9098
    @lumbana9098 3 года назад +17

    Better than any odia movies nowadays...❤️❤️❤️

  • @AsishKumar-qw2xu
    @AsishKumar-qw2xu 3 года назад +5

    ପିଲା ଦିନେ କେତେ ଦେଖିଛି ଏସବୁ ଧନ୍ୟବାଦ ଡିଡି ଓଡ଼ିଆ କୂ

  • @subratatada7899
    @subratatada7899 3 года назад +8

    Chorabali episode 7,8,and 9 upload karantu plz

  • @binayakmusic9234
    @binayakmusic9234 3 года назад +10

    Baanku bhai nka acting. Really amazing superb outstanding beautiful. Jaahaa kahile b kam haba. Yaaku kahantni abhinaya. natural odia actor. 🙏🙏🙏. God bless you.

  • @balarampanda2482
    @balarampanda2482 3 года назад +4

    Thanks sir mu eita ବହୁତ ବର୍ଷ ହେଲା ଖୋଜୁଥିଲି

  • @itsmovietime5834
    @itsmovietime5834 2 года назад

    Bahut badhiya heichi hauna charitra ti

  • @lezysul
    @lezysul 3 года назад +13

    It's too damn emotional. 😭😔

  • @pintupanda9570
    @pintupanda9570 18 дней назад +1

    ଓଡ଼ିଆ ଙ୍କ କୋଢିଆ ସଂସ୍କୃତି ପ୍ରଶୟ ଦେଉଥିବା ଏକ ଗଳ୍ପ ...ନା କିଛି ଶିଖିବାର ଅଛି ନା ଜାଣିବାର ....କିନ୍ତୁ khanti ଓଡ଼ିଆ ଛୁଙ୍କ ପାଇଁ ଭଲ ଲାଗିଲା ...

  • @Santunana_odiacomedy
    @Santunana_odiacomedy 3 года назад +1

    ଏ ସବୁ ଦେଖିଲେ ନିଜ ଗାଁ କଥା ମନେ ପଡେ

  • @sheetalbarma
    @sheetalbarma 2 года назад +7

    Satare Bohut Sundar Story🥺😭Chhua bela katha mane padi galaa 😭

  • @omprakashsahoolt-2726
    @omprakashsahoolt-2726 3 года назад +16

    Outstanding Odia tele film🙏🏼

  • @riteshritesh7625
    @riteshritesh7625 3 года назад +17

    Plz maa serial upload karantu

  • @BabuluSahoo-y4g
    @BabuluSahoo-y4g 16 дней назад +1

    ଓଡ଼ିଆ ପୁରୁଣା ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଅଭିନୟ ଆଗରେ ମୁଣ୍ଡ ନଇଁ ଯାଏ

  • @Ratsita709
    @Ratsita709 10 месяцев назад

    ନିଖୁଣ ଅଭିନୟ ❤

  • @saroj1296
    @saroj1296 14 дней назад

    ଆମ ପିଲାଦିନ ସୁଦୁରିଆ ଏହିପରି ଥିଲା

  • @Sahoobhai96
    @Sahoobhai96 Год назад

    DD ODIA CHANNEL 🙏🙏 ଏମିତି ହୃଦୟସ୍ପର୍ଶୀ କାହାଣୀ ଏବେ ଦେଖିଲା ରୁ ଆଖିରେ ଲୁହ ଆସିଜାଉଛି। ଏମିତି ଭିଡିଓ ରୁ ଆମକୁ କିଛି ଶିକ୍ଷା ମିଳୁଛି 😢😢😢

  • @rajabehera6169
    @rajabehera6169 3 года назад

    ଅତି ସୁନ୍ଦର କାହାଣୀ

  • @Mr_Snow-5
    @Mr_Snow-5 3 года назад +3

    Legend actor

  • @sidharthasankarkhandai7632
    @sidharthasankarkhandai7632 3 года назад +2

    Speechless acting....

  • @ABINASHCREATION
    @ABINASHCREATION 3 года назад +5

    Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shan't I

  • @brahmanchhaivillagefastiva1093
    @brahmanchhaivillagefastiva1093 3 года назад +1

    Ahi kata o kahani Manchua laguchi🙏🏼

  • @soumyakantapanda03
    @soumyakantapanda03 Год назад +2

    ଅତ୍ୟନ୍ତ ସୁନ୍ଦର କାହାଣୀ ।
    ଆଜି କାଲି ଆଉ ଏପରି କାହାଣୀ କାଇଁ ??

  • @smruti671
    @smruti671 8 дней назад +1

    ସୁରେଶ ବଳ ମହାଶୟଙ୍କୁ ମୋର ପ୍ରଣାମ I ଆପଣଙ୍କ ନିଖୁଣ ଅଭିନୟ ଓଡିଶା ମାଟିରେ ବିରଳ I

  • @baradaprasannabhuyan4723
    @baradaprasannabhuyan4723 12 дней назад +1

    So called ଆଜିକା ହିରୋ ହିରୋଇନ୍ ବୋଲାଉଥିବା ଲୋକେ କିଛି ଶିଖ ୟାଙ୍କ ଠାରୁ।

  • @priyadarsinipanda1801
    @priyadarsinipanda1801 3 года назад +1

    Very natural comedy

  • @ommnamahshivay2084
    @ommnamahshivay2084 3 года назад

    khub ucha kotira abhinay....pila bela pura manepadijauchi.....koti loti dhanyabad upload karithibaru ei video tiku