News Desk Interview With Pratap Rath: ହେତୁବାଦୀଙ୍କ ବିସ୍ଫୋରକ ବୟାନ | Manas Dash | Odia News

Поделиться
HTML-код
  • Опубликовано: 12 янв 2025

Комментарии • 231

  • @karchittaranjan9757
    @karchittaranjan9757 Месяц назад +21

    ନିଶ୍ଚିତ ଭାବରେ ହେତୁ ବାଦିଙ୍କ ମାଆ ସବୁ ପଠାଣ ପାଖରେ ଶୋଇଛନ୍ତି,ଏ ଶଳା ତାର ପ୍ରମାଣ,

    • @sksirajuddin_07
      @sksirajuddin_07 Месяц назад

      ଆରେ ଭାଇ ତୁ ସବୁ କଥା ରେ ପଠାଣ କୁ କାଇଁ ମଝିରେ ଆଣୁଛୁ

    • @mr.nobdy0786
      @mr.nobdy0786 Месяц назад

      ​@@sksirajuddin_07 ପଠାଣ ଗୋଟେ ଜାତିବିଶେଷ ନୁହେ ପଠାଣ ଏକ ବିଦେସି ଓ ଦେଶ ବିଭାଜନକାରି ମାନସିକତା ଅଟେ
      ତୁ କାଇଁ ନିଜ କୁ ଟାଣୁଛୁ ??

    • @Daktarsoren2812
      @Daktarsoren2812 Месяц назад

      Ta ma besi soichi boli tu thhik janichhu😂

    • @sksirajuddin_07
      @sksirajuddin_07 Месяц назад

      @@mr.nobdy0786 ଭାରତ ଟା ଯେତିକି ତମର ସେତିକି ମୋର, ମୁଁ ପ୍ରଥମେ ଭାରତୀୟ , ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଇଠି ସମସ୍ତ ଧର୍ମ ଏ ବ୍ୟକ୍ତି ମିଳି ମିଶି ରୁହନ୍ତି , ତୁମେ ମାନେ ହିଁ ଆମ ଦେଶ କୁ ଭଙ୍ଗୁଛ

    • @sksirajuddin_07
      @sksirajuddin_07 Месяц назад

      @@Daktarsoren2812 ତମ ମାନଙ୍କ କେତେଟା ଲୋକ ମାନଙ୍କ ପାଇଁ ପୁରା ହିନ୍ଦୁ ସମାଜ ବଦନାମ୍ ହେଇଛି

  • @Daktarsoren2812
    @Daktarsoren2812 Месяц назад +4

    ବ୍ରାହ୍ମଣ ମାନଙ୍କ ନିପାତ ସମୟ ଆସିଲା 😅

  • @gyanaranjanswain7077
    @gyanaranjanswain7077 Месяц назад +19

    ଏ ଲୋକ ପ୍ରଫେସର ଟିଏ ବୋଲି ଭାବୁଛି ଯେ ସେ ବିଶ୍ଵର ସର୍ବଶ୍ରେଷ୍ଠ ଜ୍ଞାନୀ । କାରଣ ଏୟା ଯେ ସୁବିଧାରେ ଜୀଇଁ ରହିବାର ତାର ଆର୍ଥିକ ଦିଗ ଟି ବେଶ୍ ସ୍ଵଚ୍ଛଳ ଅଛି । ବହୁତ୍ ଗର୍ବୀ ଲାଗୁଛି । ବୁଦ୍ଧ, ବିବେକାନନ୍ଦ,ସକ୍ରେଟିସ ଙ୍କ ଠାରୁ ବି ଏ ଲୋକ ବେଶି ବିଦ୍ୱାନ ମନେ ମନେ ।

    • @krushnajani3224
      @krushnajani3224 Месяц назад +1

      ଠିକ୍ କଥା sir

    • @amarmalik6335
      @amarmalik6335 Месяц назад +1

      ଭାଇ ତମେ ବୋଧେ ତାଙ୍କ ଠାରୁ ଜ୍ଞାନୀ. News room ତମକୁ ଡକାହେଲା ନାହିଁ କାହିଁକି?

    • @debendrakumaracharya4581
      @debendrakumaracharya4581 Месяц назад +3

      @@amarmalik6335 ନିଉଜ ରୁମ୍ ଯେଉଁଥିରେ trp ବଢିବ,ସେଇ ମାନଙ୍କୁ ଡାକନ୍ତି। Controversy ହେଲେ ତ trp ବଢିବ ନା।ଜ୍ଞାନୀ ଲୋକମାନେ ଅସଲ ଜ୍ଞାନ ବାଣ୍ଟିବେ,କିନ୍ତ୍ ସେଥିରେ trp ବଢ଼ିବନି।News ରୁମ୍ ବାଲାଙ୍କ ବେପାର ବଢ଼ିବାରେ ମତଲବ୍,ଜ୍ଞାନ ବଢେଇବାପାଇଁ ଏମାନେ ବସି ନାହାନ୍ତି।

    • @mr.nobdy0786
      @mr.nobdy0786 Месяц назад

      ଆକାଉଣ୍ଟ କୁ ଡଲାର $ ଆସିଲେ ଆର୍ଥିକ ଦିଗ ସ୍ୱଚ୍ଛଳ ରହିବା ସ୍ୱାଭାବିକ

    • @rahulkadeyang8979
      @rahulkadeyang8979 Месяц назад

      ତୋମେ ବଦେ, ତାଙ୍କ ଟୁ ଞାନୀ😂😂

  • @deepakkumarbehera6383
    @deepakkumarbehera6383 Месяц назад +18

    ମାନସ Sir ଯଦି ଆପଣଙ୍କର interview ନେବାର ଥିଲା ଯଦି ଜଣେ ସୁସ୍ଥ ମଣିଷ ଜ୍ଞାନୀ ଲୋକଙ୍କର interview ନେ଼ଇ ପାରିଥାନ୍ତେ ହେଲେ ଏମିତି ଗୋଟେ ବିକୃତ ମସ୍ତିଷ୍କ ଅର୍ଦ୍ଧ ପାଗଳ ର interview ନେବାର କଣ ଦରକାର ଥିଲା ଏ କଣ ସମାଜକୁ ଶିକ୍ଷା ଦେବ?

  • @brajabandhudash5930
    @brajabandhudash5930 Месяц назад +8

    ପ୍ରତାପ ରଥ ବିଧର୍ମୀ ଙ୍କ ଠାରୁ ଅର୍ଥ ଲାଭ କରି ଏପରି ସନାତନ ବିରୋଧୀ କଥ କହୁଛନ୍ତି,

  • @GotiMuktiAndolan_Odisha
    @GotiMuktiAndolan_Odisha Месяц назад +3

    ଜଣେ ବନ୍ଧୁଙ୍କଠାରୁ ଏହି ସାକ୍ଷାତକାର ସମ୍ବନ୍ଧରେ ଶୁଣିଥିଲି ଆଜି ଦେଖିବା ସହିତ ଶୁଣି ବହୁତ ଖୁସିରେ ମାନଙ୍କୁ ଧନ୍ଯବାଦ ଦେଉଛି

  • @suredra1350
    @suredra1350 Месяц назад +10

    ପ୍ରତାପ ସାର ପୂରା ଠିକ୍ କହିଛ

  • @NoneedToknow-qi7jv
    @NoneedToknow-qi7jv Месяц назад +14

    ବିଗ୍ୟାନ ବାତ୍ଯା କୁ ରୋକି ପାରିବ ନାହିଁ କିନ୍ତୁ ଧନ ଜୀବନ ରକ୍ଷା କରି ପାରିବ।

    • @pradeepkumarpanda7626
      @pradeepkumarpanda7626 Месяц назад

      @@NoneedToknow-qi7jv Dhana jeevan manaku rakhya heijiba na proper mangement dwara?

  • @giridharipanda1287
    @giridharipanda1287 Месяц назад +2

    ବିଜ୍ଞାନ ବାଦ ଓ ହେତୁ ଵାଦର ଯେଉଁଠି
    ଶେଷ, ଵିଶ୍ଵାସଵାଦର ସେହିଠାରୁ ଆରମ୍ଭ । ଵିଶ୍ଵାସ ହିଁ ଶେଷ ଆଶ୍ରୟ ।

  • @himanshunayak749
    @himanshunayak749 Месяц назад +11

    ପ୍ରତାପ ସାର ବହୁତ ଭଲ ଭାବେ ବୁଝେଇଛନ୍ତି । You are great Sir. ନା ନ ନା କେ କେନ୍ତା ଲାଗୁଛେ ବିରୋଧୀ ଦଳ ବାବୁମାନେ।

  • @divinepaintingsdesigns3141
    @divinepaintingsdesigns3141 Месяц назад +6

    ଏ ଲୋକ କୁ ପ୍ରଥମେ ବାନ୍ଧଯାଉ

  • @asutoshsethy5434
    @asutoshsethy5434 Месяц назад +4

    ରଥ ସାରଙ୍କୁ କୋଟି କୋଟି ନମସ୍କାର

  • @jibancrezy2000
    @jibancrezy2000 Месяц назад +6

    Pura right

  • @bkcreation4123
    @bkcreation4123 Месяц назад +10

    Pratap sir- a great personality ❤

  • @ashokkumardas2181
    @ashokkumardas2181 Месяц назад +5

    Pratap sir , I listen to your logic . Very nice thoughts.

    • @pradeepkumarpanda7626
      @pradeepkumarpanda7626 Месяц назад +1

      @@ashokkumardas2181 Not everywhere he is right. He has no depth on texts.

  • @chikujena8422
    @chikujena8422 Месяц назад +14

    ସାର୍ ଆପଣଙ୍କ ସବୁ କଥା ପରଫେକ୍ଟ୍ 😮😮

    • @jaganmohanz
      @jaganmohanz Месяц назад

      ପଚାରନ୍ତୁ ବିନା Y କ୍ରୋମାଯୋମ ରେ ମେରୀ ର ପିଲା ହେଲା କେମିତି ?

    • @pradeepkumarpanda7626
      @pradeepkumarpanda7626 Месяц назад +1

      Sie kana gote scientist? Ta education kana? Psychology re degree? Ha, ha! Let he study the Vedas, the Vedic Mathematics, Great works of Indian scientists, Indian Philosophy, and so many things which would take years. Only then he should talk.

  • @debendrakumaracharya4581
    @debendrakumaracharya4581 Месяц назад +17

    ରଥ ବାବୁ ଭଗବତ ଗୀତା ପଢ଼ି ନାହାନ୍ତି।ପ୍ରଥମେ ଗୀତା ପଢନ୍ତୁ,ତାପରେ ମତବୀ ଦିଅନ୍ତୁ।ଆପଣ ଯେଉଁ comparision କଥା କହୁଛନ୍ତି, ଏ କଥା ଗୀତାରେ ଲେଖା ଅଛି।ସମତା ସ୍ଥିତି ବିଷୟରେ ଗୀତା କଣ କୁହନ୍ତି,ପ୍ରଥମେ ଜାଣନ୍ତୁ।ଗୀତରେ ମାନବ ଜୀବନ ଧାରଣର ଶୈଳୀ ବିଷୟରେ ଲେଖା ଅଛି।ଅଳ୍ପବିଦ୍ୟା ଭୟଙ୍କରୀ।

    • @pradeepkumarpanda7626
      @pradeepkumarpanda7626 Месяц назад +1

      @@debendrakumaracharya4581 Seita alpa Vidya bhayankari. University degree paigale kehi pundit hei jaanti nahin.

  • @suv413
    @suv413 Месяц назад +3

    Right

  • @Mr.BIKASH-v3u
    @Mr.BIKASH-v3u Месяц назад

    Right sir

  • @Rajesh_Kumar629
    @Rajesh_Kumar629 Месяц назад +4

    Pratap Ratha sir always right 👍

  • @sunilkumar-qi2li
    @sunilkumar-qi2li Месяц назад

    Truth,science and constitution , his words is right

  • @SantushMajhi-r3c
    @SantushMajhi-r3c Месяц назад +5

    Pratap rath sir many many thank you

    • @jaganmohanz
      @jaganmohanz Месяц назад

      ପଚାରନ୍ତୁ ବିନା Y କ୍ରୋମାଯୋମ ରେ ମେରୀ ର ପିଲା ହେଲା କେମିତି ?

  • @jadunathmohapatra8953
    @jadunathmohapatra8953 Месяц назад

    ସଧବା ନାରୀ ସ୍ୱାମୀ ପାଇଂ ସିନ୍ଦୁର ଲଗାନ୍ତି । ପାଗଳା ରଥର ସ୍ତୀ ରଥକୁ ସ୍ୱାମୀଭବିଲେତ କାଚ ସିନ୍ଦୁର
    ଲଗେଇବେ?

  • @RambhaktaSingh
    @RambhaktaSingh Месяц назад

    The interviewee is fantastic and very realistic

  • @arjunbadra8995
    @arjunbadra8995 Месяц назад +9

    ହେତୁ ବାଦିକୁ ମାଡ ଦରକା

    • @Entertainmentmasti1212
      @Entertainmentmasti1212 Месяц назад +4

      ବିଜ୍ଞାନ କୁ ଛାଡ଼ି ୨ମିନଟ ବଞ୍ଚି ପାରିବେ

    • @maheswarkisku4807
      @maheswarkisku4807 Месяц назад +4

      Tate first mado drkar

    • @Entertainmentmasti1212
      @Entertainmentmasti1212 Месяц назад

      @@maheswarkisku4807 ଆସିଲୁ ବାଦେଇବୁ mg ଗୋଟେ ସଟ କୁ ପାଡି ପକେଇବ ଆସିଲା ବାଦେଇବ ଚାଲ mg

    • @jaganmohanz
      @jaganmohanz Месяц назад

      ତାକୁ ପଚରା ବିନା Y କ୍ରୋମାଯୋମ ରେ ମେରୀ ର ପିଲା ହେଲା କେମିତି ?
      ଗାଣ୍ଡିରେ ଦମ୍ ଅଛି ? କହ
      ତା ହେଲେ ତତେ ମାନିବି

  • @ajitakumarsahoo9458
    @ajitakumarsahoo9458 Месяц назад +1

    ❤Buddhist religion

  • @arucharanpradhan5502
    @arucharanpradhan5502 Месяц назад

    ସାର୍ ଙ୍କୁ ବିଜ୍ଞାନ କହିଛି ଦାଢିର କୁପ୍ରଭାବ ଓ ନିଶର ସୁପ୍ରଭାବ।ଏଣୁ ଦାଢ଼ି କାଟି ନିଶ ରଖନ୍ତି।

  • @bhimasuna6821
    @bhimasuna6821 Месяц назад

    You are right sir

  • @jogendranayak9365
    @jogendranayak9365 Месяц назад

    Pratap sir is a great and intelligent person ❤

  • @rabindrakumarmohanty9415
    @rabindrakumarmohanty9415 Месяц назад

    ଆମର ସଂବିଧାନ ଆମକୁ କହିଵାର ଅଧିକାର ଦେଇଛି ବୋଲି ଯାହାକୁ ଯାହା କହି ପାରିଵେ ନାହିଁ। ସେଥିପାଇଁ ଆଇନ୍ ର ଛାଟ ଅଛି ଧରେ ଵାଜିଗଲେ ପୋଡୁଥିବ ଯେତେ ମଲମ ମାରିଲେ ଵି ଶୁଖିଵ ନାହିଁ।

  • @pratapkumarjena1310
    @pratapkumarjena1310 Месяц назад +3

    ଏ ପ୍ରତାପ ରଥ ବିଜ୍ଞାନ କଣ କିଛିବି ଜାଣିନି ଯଦି ଜାଣିଥାନ୍ତା ତେବେ ଆମେରିକା ରୁଷ ଭଳି ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଅଧିକାରୀ ହୋଇବି ସେମାନେ ଠାକୁର ଭଗବାନ ବୋଲି ମାନୁଛନ୍ତି, ପ୍ରତାପ ରଥ ନିଜେ ଜଣେ ପୃଥିବୀର ଜ୍ଞାନୀ ବୋଲି ଭାବୁଛି

  • @pakhirajkumbhar3381
    @pakhirajkumbhar3381 Месяц назад +2

    Great ratha sir👍

  • @NiranjanBehera-q8f
    @NiranjanBehera-q8f Месяц назад +2

    Salute Rath sir

  • @ManoranjanBehera-s5g
    @ManoranjanBehera-s5g Месяц назад

    Pratap sir the great

  • @divinepaintingsdesigns3141
    @divinepaintingsdesigns3141 Месяц назад +3

    ଏ ହେତୁବାଦୀ ଙ୍କୁ କାହିଁକି ଫାଲତୁରେ news କୁ ଆଣୁଛନ୍ତି

  • @ashokkumardas2181
    @ashokkumardas2181 Месяц назад +1

    "Odhani" is a traditional costume towards the discipline of society.

  • @BasantaMurmu-o7b
    @BasantaMurmu-o7b Месяц назад +1

    ହଁ ଇଏ ବି ଗୋଟେ ପ୍ରକାର କଥା, ନୀତି ନିୟମ, ପରମ୍ପରା ଅଛି ସତ, ହେଲେ ମାନୁଛି କିଏ.. ତେଣୁ ଯିଏ ଯାହା କଲା ମୋ ବୋପା ର କଣ ଗଲା 🤗👍🏹

  • @anshumanbehera4687
    @anshumanbehera4687 Месяц назад +2

    Pratap sir many many thanks to you

  • @sarojkumarlakda6964
    @sarojkumarlakda6964 Месяц назад +2

    Super Mr Rath sir

  • @cuteepie7953
    @cuteepie7953 17 дней назад

    ଆରେ ଏସଳାଟା ପରା ଖ୍ରୀଷ୍ଟିଆନ କଂ ଠାରୁ ପଇସା ଖାଇ ଏମିତି ହଉଛି। କିଏ କାଇଁ ଏଇଟା କଥା ସୁଣିବ।

  • @souravbehera694
    @souravbehera694 Месяц назад

    ଗୀତା ହେଉଛି ବିଜ୍ଞାନ
    ଗୀତା ହେଉଛି ଭଗବାନ

  • @prashantpatra9883
    @prashantpatra9883 Месяц назад

    Sir always says the real . Dharma is blind Science is Light.

  • @rajanikantabiswal4247
    @rajanikantabiswal4247 Месяц назад

    He is telling the truth and that to be with logic. Everyone may have different openion.. Here i am impressed with his logic.. One thing is sure that everybody have not the currage to listen the fact and truth!

    • @pradeepkumarpanda7626
      @pradeepkumarpanda7626 Месяц назад

      @@rajanikantabiswal4247 What logic? All his points are not logical. He has the agenda of hitting astrology and Lord Jagannath. Why doesn't he question the birth of Christ? Is it scientific to say Christ was born to a virgin just 2000 years ago? Was it possible then? Why doesn't he question the superstitions in other faiths?

  • @urmilanayak1633
    @urmilanayak1633 Месяц назад

    Good job Pratap Rath sir
    God bless you

  • @francissahu7647
    @francissahu7647 Месяц назад

    ଲୋକେ ସତ ଶୁଣିବାକୁ ଚାହାନ୍ତି ନାହିଁ,ସତକୁ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ

  • @jayaprakashdash6918
    @jayaprakashdash6918 Месяц назад +1

    ପ୍ରଥମ କଥା ହେଲା, ଷ୍ଟୁଡିଓ ବାଲା କୁତ୍ରିମ ରଥ ହିନ୍ଦୁ ବିରୋଧି ଙ୍କୁ ଡାକି ସମସ୍ତ ହିନ୍ଦୁ ମାନସିକ ଅଶାନ୍ତି ଦେଉ ଥିବାରୁ,ନାଁଟି ପୁଣି ଆମ ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ନାମ ,ଏ ବ୍ୟକ୍ତି ଙ୍କ ନାମ ଚଣ୍ଡାଳ ରଖିବା ଆବଶ୍ୟକ ଥିଲା।

  • @moonsooncreations731
    @moonsooncreations731 Месяц назад

    Pratap sir ❤❤❤

  • @anshumanbehera4687
    @anshumanbehera4687 Месяц назад

    Very very good coments

  • @PrathapK-t3i
    @PrathapK-t3i Месяц назад +1

    Jay.bheem..sar.100%..ok..

  • @ashokkumarsamal4864
    @ashokkumarsamal4864 Месяц назад +4

    Pratap Sir is 100% right .
    He is a spiritual person not fake one .

  • @asutosh529
    @asutosh529 21 день назад +1

    E anchor mo saha debate kale 10min re pura doubt clear karidebi.

  • @indramanipanda3539
    @indramanipanda3539 Месяц назад

    ଭାଲେଣ୍ଟାଇନ ଡେରେ ନିଜ ସ୍ତ୍ରୀ ଝିଅ ମା ଭାଗ ନେଲେ ତାହା ମଧ୍ଯ ଠିକ୍ଲ।

  • @francissahu7647
    @francissahu7647 Месяц назад

    ସାମ୍ବାଦିକ ବାବୁ ନିଉସ୍ ପାଇଁ ଆପଣ କାହିଁକି ମାଈକ୍,ଆଉ କ୍ୟାମେରା କାହିଁକି ବ୍ୟବହାର କରୁଛନ୍ତି,ତାକୁ ତ,ବିଗ୍ୟାନ ତିଆରି କରିଛି

  • @maheswarkisku4807
    @maheswarkisku4807 Месяц назад +3

    Pratap sir bahut badhiya kohichnti. you r great 👍

  • @BISHU-mm9gq
    @BISHU-mm9gq Месяц назад

    👍👍👍

  • @souravbehera694
    @souravbehera694 Месяц назад

    ରଥ ବାବୁ ଭାରତୀୟ ନୁହନ୍ତି କାହିଁକି ସେ କହିଲେ ବୋଧେ ଭାରତୀୟ

  • @ashokkumardas2181
    @ashokkumardas2181 Месяц назад +2

    Unseen power that controls the universe is named GOD. Everybody obeys the truth.

  • @surendranath4516
    @surendranath4516 Месяц назад

    ଏ ହାରାମି ଖାଲି ହିନ୍ଦୁ ଧର୍ମ ବିରୁଦ୍ଧରେ କହୁଛି ମୁସଲମାନ ଖ୍ରୀଷ୍ଟିଆନ ଧର୍ମ ବିରୁଦ୍ଧରେ କହୁ ତୋ ହେତୁ ବାଦ କୁ ମୁଁ ବିଶ୍ୱାସ କରିବି

  • @aratidas7098
    @aratidas7098 Месяц назад +2

    Kahinki apari karuchhanti ? Trp paien?

  • @rskumar6035
    @rskumar6035 Месяц назад

    ଆପଣ କେବେ ଜାଣିଲେ ଯେ.. ଆପଣ ଜଣେ ହେତୁବାଦୀ //!!???
    Oscar winning question 🤓🤓

  • @---yadav4874
    @---yadav4874 Месяц назад

    ଠାକୁରଙ୍କ ଉପରେ ଚାଲି ବିଜ୍ଞାନ ଅଜ୍ଞାନ ଆଖି ଉପରେ ବିଜ୍ଞାନ ଚଷମା ପନ୍ଧିଛି 😂😂😂 ଦେଖ

  • @sanju-v4c
    @sanju-v4c Месяц назад

    ପ୍ରତାପ ସାର tik କଇଛନ୍ତି କାଇକିନା ହିନ୍ଦୁ ଗଟେ ଧର୍ମ ନାହିଁ

  • @souravbehera694
    @souravbehera694 Месяц назад

    ମୁସଲିମ ଓ ଖ୍ରୀଷ୍ଟିଆନ ବିରୋଧରେ କହିଲେ ମରିଯିବେ ବୋଲି କହୁନାହାନ୍ତି

  • @giridharipanda1287
    @giridharipanda1287 Месяц назад

    ଯିଏ କାରଣର କାରଣ ସେ ପ୍ରଶ୍ନର ଉର୍ଦ୍ଧ୍ବରେ‌ ।

  • @indramanipanda3539
    @indramanipanda3539 Месяц назад

    ଆହୁରି କିଛି ଅନେକ କିଛି ଅଛି।

  • @bihancreation2951
    @bihancreation2951 Месяц назад

    Pratap sir jahakahuchhanti sabu tk good job sir

  • @Rajeshrock280
    @Rajeshrock280 Месяц назад +3

    What a person.Like Rath sir.I would like join their team

    • @souravteachingclasses419
      @souravteachingclasses419 Месяц назад

      ମୁସଲମାନ ବିଷୟରେ କହିପାରିବ ନାହିଁ, ବଦ୍ଧ ପାଗଳ l

    • @jaganmohanz
      @jaganmohanz Месяц назад

      @@souravteachingclasses419
      ପଚାରନ୍ତୁ ବିନା Y କ୍ରୋମାଯୋମ ରେ ମେରୀ ର ପିଲା ହେଲା କେମିତି ?
      ଦମ୍ ଅଛି ?

  • @sunilsuryakantapanda9441
    @sunilsuryakantapanda9441 Месяц назад

    ସବୁ ଧର୍ମ ରେ ଏମିତି ଗୋଟେ ଗୋଟେ ଲୋକ ଅଛନ୍ତି 😂😂

  • @baradakantamalikbk2367
    @baradakantamalikbk2367 Месяц назад

    Jay bhim

  • @anantakishornayak1073
    @anantakishornayak1073 Месяц назад

    There is logic what Dr Dath opines.

  • @SabitaDash-i7x
    @SabitaDash-i7x Месяц назад

    Manas babu namaskar

  • @BhaktabastchalBhakta
    @BhaktabastchalBhakta Месяц назад

    👍

  • @parikshitsamal1025
    @parikshitsamal1025 Месяц назад +3

    ଏ ଦୁଇ ଜଣଙ୍କ ର କିଛି କାମ ନଥିଲା

  • @localgame3580
    @localgame3580 Месяц назад

    ଆମର ଆଡେ ଜଗନ୍ନାଥ କିଏ ଜାଣି ନାହାନ୍ତି 😢

  • @bhoiprakash4242
    @bhoiprakash4242 Месяц назад

    ହେତୁ ବାଦି ନୁହେଁ ସେମାନେ ଗୋଟେ ମୂର୍ଖ ବାଦି

  • @indramanipanda3539
    @indramanipanda3539 Месяц назад

    ସ୍ତ୍ରୀ ଲୋକ ମାନେ ପିଲା ଜନ୍ମ କରନ୍ତି। ଝିଅ ଠାରୁ ପିଲା ଜନ୍ମ କରି ପାରିବେ କି।

  • @sundaramdas2472
    @sundaramdas2472 Месяц назад +2

    Yee maharaja ku Khali bhandami dekhjauchi only for Hindu religion...prof Pratap ji make a video about islamic religion....pls pls

    • @madhusmitapatra5458
      @madhusmitapatra5458 Месяц назад

      Tankara sahas nahi Islam dharma kimba Anya dharma bisayare kichhi kahibaku.

  • @katakiatoka
    @katakiatoka Месяц назад

    ଏଭଳି ପାଗଳ କୁ କଣ ପାଇଁ ସ୍ଟୁଡିଓ କୁ ଆଣୁଛନ୍ତି . ଏ ସଲା ଟା ଗୋଟେ ଜାରଜ ସନ୍ତାନ

  • @mkparicha6015
    @mkparicha6015 Месяц назад

    He must clerify what is DHARMA

  • @lapumohapatra8036
    @lapumohapatra8036 Месяц назад

    Daya kari ye faltu loko ra interview dekhantu nahi pila nka upare kharap prabhaba padiba pila ku sanskari hebe

  • @ashokkumardas2181
    @ashokkumardas2181 Месяц назад

    Yoga also keeps health fit .

  • @Bluerlame
    @Bluerlame Месяц назад +1

    ହିନ୍ଦୁ ଶବ୍ଦ ର ଉତ୍ପତ୍ତି କେବେ ଓ କିପରି ହେଲା କାରଣ କୌଣସି ଧର୍ମଶାସ୍ତ୍ର ରେ ହିନ୍ଦୁ ଶବ୍ଦ ର ଉଲ୍ଲେଖ ନାହିଁ। ହିନ୍ଦୁ ଧର୍ମର ମହାନତା ଓ ଉଦାରତା ଯୋଗୁଁ ପ୍ରତାପ ବାବୁ କଥା କହି ପାରୁଛନ୍ତି କହିବା ଭୁଲ। ପ୍ରତପବାବୁ ସମ୍ବିଧାନ ର ମୌଳିକ ଅଧିକାର ବଳ ରେ ଅନ୍ଧବିଶ୍ୱାସ ଉପରେ ନିଜର ମତାମତ ରଖି ପାରୁଛନ୍ତି।
    ଯଦି ଧାର୍ମିକ ପୁରୁଷ ସ୍ବର୍ଗ କୁ ଯାଇ ଅପସରା ମାନଙ୍କ ସହିତ ସମୟ ବିତାନ୍ତି ତ ଧାର୍ମିକ ମହିଳା ମାନେ ସ୍ଵର୍ଗରେ କାହା ସହିତ ସମୟ ବିତାନ୍ତି?

  • @globalgkbyspmohanty7248
    @globalgkbyspmohanty7248 Месяц назад +2

    Hindi mane silent boli tu kahiparuchu...

  • @dhaneswarojha5611
    @dhaneswarojha5611 Месяц назад +1

    No hetu badi. ,,, mental unit

  • @BignesHarijan-y6r
    @BignesHarijan-y6r Месяц назад

    ଅମେବି ଚଣ୍ଡୀରୋ ଗ୍ରହଣ ହେଲେ ଖାଉଚୁ କିଛି ବି ହୋଉନି

  • @omcreations4021
    @omcreations4021 Месяц назад +1

    🙏ye hetubaadi mlechha maananku kahinki tark re aamantrit karuchhanti?
    Aeimaane 👽 pari bichitra prani,nija baapa maanku bi sandeha gheraku nei jibe,panch tatwa ku abiswaash,aiemane na pruthivi ra chandra ra nija janma bi Mangal graha re boli kahibe,kebal hindu maananku nisaana baneiba emaanka mula lakhya

  • @parsurampradhan4929
    @parsurampradhan4929 Месяц назад

    ଆତ୍ମଗର୍ବୀ

  • @banabiharipatra1897
    @banabiharipatra1897 Месяц назад

    It is proved Jagan babu does not know about Science. Science can't do anything without Negative and Positive. So God also creates both Negative and Positive. So good and bad rahiba hin rahiba. One he may claim if God make me imortal then he will believe him

  • @SunilbeheraSunilbehera-j1c
    @SunilbeheraSunilbehera-j1c Месяц назад

    Pratap ratha is riti

  • @pankajkumarsahoo6136
    @pankajkumarsahoo6136 Месяц назад

    Pratap sir apananka argument ku jete tarif kale kam heba

  • @PradeepMohanty-fc7fs
    @PradeepMohanty-fc7fs Месяц назад

    SamayabarabadkaribaDekhobaBhulkathaGoodNight

  • @SureshNayak-ic1jo
    @SureshNayak-ic1jo Месяц назад

    Manas Babu, your anchoring is nice; Pratap Babu's thinking is good, without belief, man is an animal NOT MAN. Animals are talent ed.

  • @aanshuman77
    @aanshuman77 Месяц назад +1

    this person's knowledge of science is very limited and out dated

  • @sangramdas9115
    @sangramdas9115 Месяц назад

    Anchor expose hei gala .

  • @supershakti91
    @supershakti91 Месяц назад +3

    ମାନସିକ ବିକୃତି ଲୋକ ଟିଏ, ହିନ୍ଦୁ ଧର୍ମ ପ୍ରତି ବିପଦ ଏ ଲୋକଟି, ଏ ଭଳି ଲୋକ କୁ news channel କୁ dakiki ମାନସିକ ଆଘାତ dintu ନାହିଁ

    • @SrinuKumar-cu2cl
      @SrinuKumar-cu2cl Месяц назад

      ଭାରତ ରେ ହିନ୍ଦୁ ଧର୍ମ ନାମରେ କୌଣସି ଧର୍ମ ନାହିଁ

    • @supershakti91
      @supershakti91 Месяц назад

      @SrinuKumar-cu2cl ଆଚ୍ଛା, ତାହେଲେ କୌଣସି ସରକାରୀ କିମ୍ବା ବେସରକାରୀ ଚାକିରି ରେ କିମ୍ବା ଅନ୍ୟ କୌଣସି ଜାଗାରେ ଯେଉଁ ଫର୍ମ ଭରା ଯାଉଚି ସେଥିରେ religion ବୋଲି ଗୋଟେ line ଅଛି, ସେଇଟା ରହୁଚି କଣ ପାଇଁ, ଆମେ ତ ହିନ୍ଦୁ , ଯଦି ଆପଣ କହୁଛନ୍ତି ହିନ୍ଦୁ ଧର୍ମ ବୋଲି ଧର୍ମ ନାହିଁ ତାହେଲେ ଆମେ ସେ line ରେ ଆମ ଧର୍ମ କଣ ବୋଲି ଭରିବୁ, ଆଉ ଆପଣ କୋଉ ଧର୍ମାବଲମ୍ବୀ ଆଜ୍ଞା

    • @SrinuKumar-cu2cl
      @SrinuKumar-cu2cl Месяц назад

      @supershakti91 ସତ କହିଲେ ଆପଣ ଯେଉଁ form ରେ ଧର୍ମ ରେ ଠିକ ମାରୁଛନ୍ତି ତାହା ଭୌଗଳିକ ଅଂଚଳ ଅନୁସାରେ କାରଣ ଭାରତ କୁ ଅନେକ ବିଦେଶୀ ହିନ୍ଦୁ ହିଁ କହୁଥିଲେ ଯେମିତି ମୁଘଲ, ପାର୍ସୀ ଯାହାର ଅର୍ଥ ଚୋର, କଳା, ଗୁଲାମ ଆଉ ସଂବିଧାନ ଅନୁସାରେ ଶିଖ, ବୁଦ୍ଧ, ଜୈନ ଭି ହିନ୍ଦୁ ଧର୍ମ ରେ ଆସୁଛନ୍ତି.. ଆମର ଅନେକ ଜ୍ଞାନୀ ଯେମିତି ଦୟାନନ୍ଦ ସରସ୍ବତୀ ତାଙ୍କ ବହି ସତ୍ୟାର୍ଥ ପ୍ରକାଶ ରେ ହିନ୍ଦୁ ର ଅର୍ଥ ଚୋର, ଗୁଲାମ, କଳା ବୋଲି ହିଁ କହିଛନ୍ତି, ଆହୁରି ପାର୍ସୀ ଡିକ୍ସନାରୀ ଅନୁସାରେ ମଧେ ହିନ୍ଦୁ ଅର୍ଥ ଚୋର etc ମୁଁ ଗୋଟେ ନାସ୍ତିକ ଭାରତର ମୂଳ ସଂସ୍କୃତି ସମଣ ପରମ୍ପରା ମାନେ ମାନେ ବୁଦ୍ଧ ପରମ୍ପରା ଯାହା ର ମହାୟାନ ଆଉ ବଜ୍ରୟାନ ଶାଖା କୁ ହିନ୍ଦୁ ଧର୍ମ କୁହାଯାଉଛି

    • @supershakti91
      @supershakti91 Месяц назад

      @@SrinuKumar-cu2cl ପାର୍ସୀ dictionary certificate ଦେଇଛି ତାହେଲେ , ୟା ଅର୍ଥ ଆମେ ସବୁ ଚୋର ରେ ଗଣା ଯାଉଛୁ, ବୌଦ୍ଧ ଧର୍ମ ଆଉ ଜୈନ ଧର୍ମ ଅଲଗା ଅଲଗା, ଧନ୍ୟ ଆପଣଙ୍କ logic, ଆପଣଙ୍କୁ କୋଟି କୋଟି ପ୍ରଣାମ , ଆପଣ ହିନ୍ଦୁ ମାନଙ୍କ ଆଖି ଖୋଲି ଦେଲେ ବୋଧେ

  • @aratidas7098
    @aratidas7098 Месяц назад

    Manas babu apana gote controversy samadhana helabelaku au jananku anileni

  • @car-e-taker5847
    @car-e-taker5847 Месяц назад

    The Reporter: aaa, aaa, aaa,aaa aa,aa,aa

  • @adityasonu21
    @adityasonu21 Месяц назад

    Manasa dash you cant tackle this person. We know how to handle these people. Ask all proof whatever hw saying

  • @rabindranath1009
    @rabindranath1009 Месяц назад +2

    Faltu news chanel

  • @---yadav4874
    @---yadav4874 Месяц назад

    ସମ୍ବିଧାନ ଅନୁସାରେ ତୋ କଥା ହିନ୍ଦୁମାନକର ଧାର୍ମିକ ଭାବନା କୁ ଆଘାତ କରୁନିକି 😂😂 ବୋକାଚୋଦ 😂😂