Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାହୁ ଭାଉଜ ଯାତ୍ରା ରେ ନଙ୍ଗଳା ହଉଛି ସେଥିରେ ମୋନାଲିସା ମ୍ୟାଡ଼ାମ କୁ କଷ୍ଟ ହେଉନି କାହିଁକି????? ଏହା କଣ ନାରୀ ସମାଜ ପାଇଁ ଗୌରବ ଆଣିଦେଉଛି କି?????😂😂😂🤣🤣🤣
ଯେତେବେଳେ ସାହୁ ଭାଉଜ ବ୍ରା ଖୋଲୁଛି ସେତେବେଳେ ମୋନାଲିସା ମାଡାମ କଣ କରୁଛନ୍ତି
କଞ୍ଚା ଓଡ଼ିଆ ଭାଷାକୁ କଦର୍ଥ ନକରି ସୁଚିନ୍ତିତ ମନୋଭାବ ରେ ଗ୍ରହଣ କରିବା ଦରକାର।
ବ୍ୟାସକବି ଫକୀରମୋହନଙ୍କ ଲିଖିତ ରାଣ୍ଡିପୁଅ ଅନନ୍ତା ଅପମାନଜନକ ଶବ୍ଦ ନୁହେଁ । ମାନସ ଭାଇ ଆରମ୍ଭରେ ହିଁ ତାଙ୍କୁ ଏ ଶବ୍ଦ କହିଲେ ବ୍ୟଥିତ କରୁଛି ବୋଲି କହିବା ଭାଷା ସାହିତ୍ୟର ଅପମାନ । ଅର୍ଥ ନ ବୁଝି ଅନର୍ଥ କରିବା ଠିକ୍ ନୁହେଁ ।
ରାଣ୍ଡ ଓ ରାଣ୍ଡିପୁଅ ଏକ ଗ୍ରାମ୍ୟ ପ୍ରଚଳିତ ଶବ୍ଦ । ଏବେ ବି ଗାଆଁକୁ ଗଲେ ଏହା ଶୁଣିବାକୁ ମିଳେ । ଲୋକମୁଖରୁ ଏହାକୁ କେହି ଦୂର କରି ପାରିବେନି । ପ୍ରଚଳିତ ଶବ୍ଦରେ ଭୁଲ୍ ଠିକ୍ ବିଦ୍ୱାନ୍-ମାନେ କହିଲେ ବି ତାହା ହିଁ ଭାଷା । ଏବେ ପୂର୍ବରୁ ଅକ୍ଷର ନଥିବା କନ୍ଧ, ସାନ୍ତାଳି ଭାଷାର ଅକ୍ଷର ହୋଇ ଲେଖା ହେଲାଣି କଥିତ ଭାଷା ।
ମୋନାଲିସା ମେଡାମ ଓଡ଼ିଶାକୁ ପଛକୁ ଟାଣୁଛନ୍ତି, ମୋନାଲିସା ପୁରୁଷକୁ ବଦନାମ କରୁଛନ୍ତି, ମୋନାଲିସା କୂ ନିସା ମହାରଣା, ସାହୁ ଭାଉଜ,ରାଣୀପ୍ରିଅ ଦସିନୀ ନାଚ ଭଲଲାଗେ ! ଜୟ ଜଗନ୍ନାଥ 🙏🌹 ଜୟ ଶ୍ରୀ ରାମ 🙏🌹
ପ୍ରଫୁଲ୍ଲ ରଥ sir ଙ୍କ କଥାରେ ମୁଁ ଏକ ମତ...ଓଡ଼ିଆ ପରମ୍ପରା ଓଡ଼ିଆ ଆମ ସଂକୃତି
ସିନେମାରେ ଯେତିକି ପ୍ରଚାର ନ ହୋଇଥାନ୍ତା ଏମାନେ ବେଶି ଘାଣ୍ଟି କି ପ୍ରଚାର କଲେ l ଶବ୍ଦ ବଦଳେଇବ କଣ l ସାମାଜିକ ଗଣମାଧ୍ୟମ ରେ ଯେଉଁ ଖରାପ ଭାଷା କହୁଛନ୍ତି ତାକୁ ପ୍ରତିବାଦ କରାଯାଉ l ଯାତ୍ରା ମଞ୍ଚରେ ନାରୀର ଅର୍ଦ୍ଧ ନଗ୍ନତା କୁ ରୋକା ଯାଉ l
ନାମିବିଆ, ଲିବିଆ, ହଲାଣ୍ଡ ନାମ କୁ ପରିବର୍ତନ କରାଇଦିଅ ମୋନାଲିଶା ମ୍ୟାଡ଼ାମ କାରଣ ଏହାର ମାନେ ଓଡ଼ିଆରେ ବହୁତ ଖରାପ 🤣🤣🤣🤣🤣
ଝିଅ ମାନେ ହାପ ପ୍ୟାଣ୍ଟ୍ ପିନ୍ଧି ବୁଲୁଛନ୍ତି। ଏ କଥା କଣ ମୋନାଲିସା madam dekhiparunahanti
Manoj mishra is a good actor
ରାଣ୍ଡିପୁଅ ଖରାପ ଶବ୍ଦ ନୁହେଁ
Byomakesh ku daka solve kariba se
ଅରିଜିନାଲ ଲେଖାର ଶବ୍ଦକୁ ବଦଳାଇବା ପାଇଁ , ସେ ଲେଖକର ଅନୁମତି ଦରକାର। ଯେଉଁ ସମୟରେ ଏ ଲେଖାଟି ଲେଖା ଯାଇଛି, ହୁଏତ ସେ ଶବ୍ଦ ସେହି ଲେଖାର ତାତ୍ପର୍ଯ୍ୟ ଥିବ। ଦୁନିଆର ଏମିତି ବହୁତ ଶବ୍ଦ ଅଛି, ସେସବୁ ଶବ୍ଦ କୁ ସମ୍ପୂର୍ଣ୍ଣ ଲିଭାଇ ଦିଆଯାଇପାରିବ? ଫକୀରମୋହନ କଣ ଏତେ ମୂର୍ଖ ଥିଲେ? ଯେଉଁ ମାନେ ବିରୋଧ କରୁଛନ୍ତି , ଫକୀରମୋହନଙ୍କ ଠାରୁ ଅଧିକ ଜ୍ଞାନୀ? ସେହି ଲେଖାରୁ ଏ ଶବ୍ଦକୁ ପରିବର୍ତ୍ତନ , ଫକୀରମୋହନଙ୍କୁ ଅପମାନ
Gote katha spasta karantu Apananka paribaarare jadi Aei sabda ku kehi jane use kari daake tahale grahana jugya boli Aapana mane karuchhanti ki jadi hn tahale It is a acceptable
ପୂର୍ବରୁ ସବୁ ମନ୍ଦିରରେ ଭଲଗ୍ନ ମୂର୍ତ୍ତି ଅଛି ଏବେ ମନ୍ଦିରରେ ଭଲଗ୍ନ ମୂର୍ତ୍ତି କରାଯାଉଛି କି ନାହିଁ
@@JBloverboyright
ରାଣ୍ଡୀ ପୁଅ ଅନନ୍ତା--ବ୍ଯାସକବିଙ୍କ ଏକ ଅନବଦ୍ଯ କୃତି। ରାଣ୍ଡୀ ଓ ବିଧବା ମଧ୍ଯରେ ତଫାତ ରହିଛି। ସବୁ ରାଣ୍ଡୀ ବିଧଢା ଅଟନ୍ତି କିନ୍ତୁ ସବୁ ବିଧବା ରାଣ୍ଡୀ ନୁହଁନ୍ତି। ରାଣ୍ଡ---ର+ଅଣ୍ଡ;ଅର୍ଥାତ୍ ଅଣ୍ଡ (ଭ୍ରୂଣ)ରହିଛି ଯାହାର। ସ୍ବାମୀ ମୃତ ବେଳେ ଯାହାର ଗର୍ଭରେ ଭ୍ରୂଣ ସଂଚାର ହୋଇଛି ସେ ନାରୀ ରାଣ୍ଡୀ। ଏଣୁ ରାଣ୍ଡୀ ଶବ୍ଦ କୌଣସି ଅସମ୍ମାନଜନକ ନୁହେଁ। ଆମେ ହିଁ ଏହା ଏକ ଅସମ୍ମାନ ଜନକ ବୋଲି ଭାବୁଛେ।
ପୁର୍ବ ଯୁଗରେ ଭଗବାନ ମାନେ ଉଲଘଂନ ଥିଲେ ତାହା କୋଣାର୍କ ମନ୍ଦିର ରେ ତାହା ନିର୍ମାଣ କରାଯାଇଛି ବର୍ତ୍ତମାନ ଯୁଗରେ ଆପଣ ମାନେ କ'ଣ ଉଲଘଂନ ହଇ ପାରିବେ କି ?
ରାଣ୍ତୀ ନିଦା ଓଡ଼ିଆ ଶବ୍ଦ । ତାହା କାହାକୁ ଭଲ ଲାଗୁନାହିଁ ବୋଲି ଆମେ କଣ ଏହାକୁ ନଷ୍ଟ କରିଦେବା ? ଏ ଶବ୍ଦ ଟି ଅଶ୍ଳୀଳ ନୁହେଁ । ଏ ଶବ୍ଦ କୁ ଉଠାଇ ଦେବାକୁ ତୁମେ କିଏ ?
2024re କଣ ମାଗିହା ଶବ୍ଦ ବ୍ୟବହାର କରିବା
Monalisa madam right
Monalisa madam is wright
ଯାତ୍ରା ଯାଇ ଆଗ ସୁଧାରନ୍ତୁ.. କି ପ୍ରକାର ଅସଭ୍ୟ dance ହଉଚି ତାକୁ ବନ୍ଦ କରନ୍ତୁ...
ଅନନ୍ତ ପ୍ରତିଶବ୍ଦ ଆକାଶ ତେଣୁ ଅନନ୍ତ ରଖନ୍ତୁ
ବବି ପଠାଣ ମହାଭାରତ ତ ବିରୁଦ୍ଧ ରେ କହୁଛି, ତାର କୌଣସି ଭାଷା ଜ୍ଞାନ ନାହିଁ
ଯାତ୍ରା ଅନୁଷ୍ଠାନ ଗଢି ଉଠିଛି 🎉😢😢
ରାଣ୍ଡିପୁଅ ଏକ ଚିରନ୍ତନ ଶବ୍ଦ।ଯାହା ଆମ ଐତିହ୍ୟ ଓ ପରମ୍ପରା କୁ ସ୍ମରଣ କରାଏ। ଏ ଯାବତ୍ କେଉଁ ମଣିଷ ଫକୀର ମୋହନ ଙ୍କୁ ଭୁଲ୍ ବୁଝିନି , ଇଏ କଣ ସରସ୍ଵତୀ?
ମୋନାଲିସା ମାଡାମ ଙ୍କ ଡିବେଟ ରେ ବୋମେକେଶ ବାବୁ ଙ୍କୁ ରଖିବା କଥା
Chita sar nomber one
Right madam
Censor board kana law thu adhika.. Nonsense Director
Mdm right kahile
19:45
ରଥ ବାବୁ ଠିକ୍ କହୁଛନ୍ତି 🙏
ବବି ମହାଭାରତ କୁ ସମାଲୋଚନା କର ନାହିଁ
Right
Yes
ଏହି ମହିୟସୀ ମହିଳା ଗନ୍ତାୟତ madam ଙ୍କୁ କଣ ପାଇଁ ଡକା ଯାଇଛି?? ତାଙ୍କର କଣ ଯୋଗ୍ୟତା ଅଛି ଏହି ବିଷୟରେ ଚର୍ଚ୍ଚା କରିବାକୁ?? ଖାଲି famous ହେବା ପାଇଁ ଆସିଛନ୍ତି..
Prafulla Ratha Jane Gyani Loka. Tanka Kahiba Thik.
ଗବେଷକ ପ୍ରଫୁଲ୍ଲ ରଥ ସବୁ ବୁଝାଇ କହିଛନ୍ତି । ତାଙ୍କ କଥା ଯୁକ୍ତିଯୁକ୍ତ ।
the differnce is clear. 1887 and 2024
Ok
ରଥ ବାବୁ ଯାହା kohuchant ଠିକ କହୁଛନ୍ତି
Chenege haba darkar
Badia katha kahile chita mahapatra sambadika❤❤❤
ତମେ ସବୁ ଆଲୋଚନା କଲେ ଲାଭ କଣ କେବଳ ଫିଲ୍ମ କୁ କେବଳ ହାଇଲାଇଟ୍ କରିବା ପାଇଁ ଏ ସବୁ ଆଲୋଚନା ଆମେ ସବୁ ଦର୍ଶକ ଜାଣି ପାରୁଚୁ । କିନ୍ତୁ ଫିଲ୍ମର ଚରିତ୍ର କଣ ରହିଛି ଆମେ ମଧ୍ୟ ଜାଣି ନାହୁ କିନ୍ତୁ ପ୍ରଥମେ ଫିଲ୍ମ କରୁଛ ଏତେ ଚର୍ଚ୍ଚା କାହିଁକି।
ଓଡ଼ିଆ ଭାଷା କୁ ବଞ୍ଚାଇ ଥିବା ମହାପୁରୁଷ ଙ୍କ ସହିତ କେହି ତଉଳିବା ହେବା ଲୋକ ହସା ହେବା କଥା ।
These words are created for specific and particular peoples
Fakir mohan nka upanyasa ra movie aame nischaya dekhibu
Uchit nuhan🎉
Very sadd!!!!
କଞ୍ଚା ଓଡ଼ିଆ ଭାଷା । ଓଡ଼ିଆ ଭାଷା ର ମାନେ ଅନେକ ତେଣୁ ଆଲୋଚନା କରି ଲାଭ ନାହିଁ ।
Bhyomakesh sir ku daka sabu solve Kari debe
Odiya asmita
Monalisa madam is right 👍👍👍👍
Au sahu bhauja kn karuchanti😅
ପ୍ରଫୁଲ୍ଲ ରଥ ସବୁ ଠି ପଶ୍ଚିମ ଓଡିଶା ବିରୁଦ୍ଧ ରେ କହନ୍ତି
ଷ୍ଟେଜରେ ସାହୁ vj ବ୍ଲାଉଜ ଖୋଲୁଛି ଦର୍ଶକ ମାନଙ୍କୁ କଣ ଦେଖଉଛି ସେଥିପାଇଁ କେବେ ମୋନାଲିସା ଦିଦି ପାଟି ଖୋଲିନ
Monlisha madam thik kahuchhanti
Telefilm hebabele emane kouthi thile
ସବୁ.. ରାଣ୍ଡୀ. ପୁଅ. ଅନନ୍ତା. ନୁହଁନ୍ତି. ରାଣ୍ଡୀ. ପୁଅ. ମଧ୍ୟ. କଲେକ୍ଟର. ହେବ. କାହାକୁ. ରାଣ୍ଡୀ. ପୁଅ. ବୋଲି କାହାକୁ. କୁହାଯାଇ. ପାରିବ. ନାହିଁ.
must be opposed.
ରଥ ମଉସା ଯୋଉଟା କହିଲେ ଅନତା ମାନେ କଣ
Monalisa.....Kain Haucha LokaHasa?
ଏଠୀ ସମସ୍ତଙ୍କ ମନ୍ତବ୍ୟ ବ୍ୟକ୍ତିଗତ ରହୁଛି ପ୍ରଫୁଲ୍ଲ ରଥ ଠିକ୍ କଥା କହୁଚନ୍ତି ମୋନାଲିସା ମାଡ଼ମ ଯଦି ଆଇନ କଥା କହୁଛନ୍ତି ତାହାହେଲେ ସବୁ କ୍ଷେତ୍ର କୁ ଆସନ୍ତୁ ତୁମ କହିବା କଥା ଅଶ୍ଳୀଳ କଥା କୁହନି କିନ୍ତୁ ପରଦା ରେ ଉଲଗ୍ନ ଭିଡିଓ ଦେଖ ଭଲ। ଏ ଶବ୍ଦ ଯେହେତୁ କେବଳ ଫିଲ୍ମ ର ନା ଅଛି କିଛି ଅସୁବିଧା ନାହିଁ କେହି ବି ବନ୍ଦ କରି ପାରିବେନି
ଦଣ୍ଡା ବାଳୁଙ୍ଗା ଉଦଣ୍ଡି ସୀତା ରଣ୍ଡି ପୁଅ ଅନନ୍ତା ବାସ୍ତବ ଚରିତ୍ର ସାମାଜିକ ସ୍ଥିତି ରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିଶୁ କୈଶର ଦମ୍ପତି ସ୍ବାମୀ ସ୍ତ୍ରୀ ପୁରୁଷ ମାଲେ ରଣ୍ଡି ସ୍ତ୍ରୀମାଲେ ରଣ୍ଡୁଆ ସ୍ବାମୀ ହରା ଚରିତ୍ରକୁ ସମାଜରେ ଉଚ୍ଚସ୍ଥାନରେ ରଖା ଯାଇଛି ରୂଢି ସମ୍ପୂର୍ଣ୍ଣ ଅର୍ଥ ଉଦ୍ଧତ ଚରିତ୍ର ମାଧ୍ୟମରେ ଆକାଶ ପରି ନିର୍ମଳ ହୃଦୟ ଉପସ୍ଥାପନ କରାଯାଇଛି
ସମାଜ ଗ୍ରହଣ କରିବ ନାହିଁ କହିଲେ ଭଉଣୀ ମୋନାଲିସା । କିନ୍ତୁ ସେ ବାଲେଶ୍ଵର ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କିଛିଦିନ ରହି ଜାଣନ୍ତୁ ଲୋକେ କେଉଁ ଭାଷାରେ କଥା ହେଉଛନ୍ତି । ଅଭିଧାନରେ ଲିଖିତ ନଥିଲେ ବି ଲୋକ ମୁଖରୁ ତାହାକୁ ଦୂରେଇ ଦେଇ ହେବ କି ?
Cinema name change kale story ta kana kemiti jana padiba? Cinema name change heba uchit nuhen.
ରାଣ୍ଡୀ ପୁଅ ଅନନ୍ତା ଗଳ୍ପ ନା ଉପନ୍ୟାସ ଆଗ ୦ିକ୍ ରେ କୁହନ୍ତୁ? ଓଡ଼ିଆ ଭାଷା ତୁଣ୍ଡରେ କହିଲେ ହେବ ନି ବରଂ ମୁଣ୍ଡ ଆବଶ୍ୟକ।ବିଚାର ଆପଣଙ୍କର ମତ ଆମର ଜୟ ଶ୍ରୀଜଗନ୍ନାଥ
Ahi sab thick achhi
ପରିବର୍ତନ ର ଆଦୌ କୌଣସି ଆବଶ୍ୟକତା ନାହିଁ
Se ta Islam se kana bujhhiba ?
Monalisa madam bhuhul kauchhanti
ସବୁ କିଛି ରହିଛି = ସବୁ କିଛି ରହିବ ନହେଲେ ସବୁ କିଛି ଭୁଲିଯିବେ ନହେଲେ ଆମ ଲୋକ (ଖାଲି)÷ Hello - Hai ରହିବ
ରାଣ୍ଡୀ ଆଉ ରଣ୍ଡୀ ମଧ୍ୟ ରେ ପ୍ରଭେଦ କଣ?
ବ୍ବିଇସରୋମ ଠିକ୍ କହୁଛି
Movie ra name ku anata rakhile vala
Padmabati ru Padmabat heiparichhi
2024 ରେ ଏଇ ଶଦ୍ଦଟି ମତେବି କଷ୍ଟ ଲାଗୁଚି ଏଟା ସତ କିନ୍ତୁ ମୁଁ ସୋନାଲି ମାଡାଙ୍କୁ ପଚାରିବା ପାଇଁ ଚାହୁଁଚି 2024। ରେ ଯେତେବେଳେ ଆପଣଙ୍କ ନାରୀ ସଜାରୁ କେତୋଟି ନାରୀ ଆସି ଜାତ୍ରା ମଞ୍ଚରେ ଅତି ଅସ୍ଲିଲ ନୃତ୍ୟ କରୁଛନ୍ତି। ନିଶା। ରାଣି। ସାହୁ ଭାଉଜ। ସେତେବେଳେ ଆପଣ କୁଆଡେ଼ ଯାଉଛନ୍ତି ଯଵାଵ ଆପଣ ତାକୁ ରୋକି ପାରିବେ ନାହିଁ। କାହିଁକି ନା ଆପଣଙ୍କର ସେମିତି ଅଓକାତ ନାହିଁ
E ledies ku kn pain Dakuchi media agaku Khali bhada bhada hauchi
Gandi sabda madya arucikar. Tenu gandi sabda abolish karideba ki.. Gandi ku samastanar kati diantu.
Hetubadi pratap Rath nku alochona ku anajau
Medam right kahuchhanti
ରାଣ୍ଡିପୁଅ ଶବ୍ଦ ହିଁ ଠିକ।ଏ ସମୟ ବଦଳିଲେ କଣ ନାମ ଟି ବଦଳି ଯିବ? ଅନ୍ୟାନ୍ୟ କ ସମୟ ରେ ଶବ ବଦଳରେ। କିନ୍ତୁ ତତ୍କାଳୀନ ଶବ୍ଦ କିପରି ବଦଳାଇ ଦେବ।
ବାଧ୍ୟ୍ୟ କରିବା ଠିକ ନୁହେଁ
There are some specific reasons to use these words publicly for which these words have created. These words have not created for all peoples.
ବବିବାବୁଙ୍କୁ ଏହି ଶବ୍ଦରେ ଡାକିଲେ ତାଙ୍କୁ ବ୍ୟଥା ଲାଗିବ କି ନାହିଁ ପ୍ରଶ୍ନ କରିବାରେ ଫକୀରମୋହନଙ୍କ ରାଣ୍ଡିପୁଅ ଅନନ୍ତା ଲେଖାର କଣ ସମ୍ପର୍କ ? ଅସଙ୍ଗତ ପ୍ରଶ୍ନ ।
Don't blame to story
Producer Banaras Mela heba Kesheba farchim Odisha rechalenijhagadha heba
ସଲ ସଲ, ଗଲ ଗଲ, କୁଣ୍ଡାଇ ହେଲାନି, ଗୀତ ଟି କଣ,? ଏ ଶବ୍ଦ ରୁଚିକର ନା ଅସିଲ କୁହନ୍ତୁ?
ବବି ଇସ୍ଲାମ୍ ଦାଦାଗିରି କରୁଛି।
Boby Babu right ans n dei case Kariba katha kahuchhanti
ଭଊଣୀ ମୋନାଲିସା ଗନ୍ତାୟତ ଟିକିଏ ଅଧିକ ଭାବି ଦେଇଛନ୍ତି । ଓକିଲମାନେ ଯୁକ୍ତି କରିବାରେ ଧୁରନ୍ଧର । ଠିକ୍ ହେଉ ବା ଭୁଲ୍ ହେଉ । ଦୁଇ ପକ୍ଷରେ ଯୁକ୍ତି କରି ଜିତେଇବାକୁ ଚାହାନ୍ତି । ସତ୍ୟ ପାଇଁ କେତେଜଣ ଲଢ଼ନ୍ତି ?
ଜଣେ ଅପାଠୁଆ ବିଧବାଙ୍କ ଚଗଲା ପୁଅ କିପରି ସମାଜ ସେବାରେ ଆଗଭର ହୋଇପାରେ, ଲୋକ ହିତରେ ଆତ୍ମୋତ୍ସର୍ଗ କରିପାରେ ଫକୀରମୋହନ ତାହା ଦର୍ଶାଇଛନ୍ତି । ପୁଣି ଦେବକୀ ମହାକୁଡ଼ ଗୌଡ଼ୁଣୀ କିପରି ତାଙ୍କର ଚଗଲା ପୁଅକୁ ଚାଟଶାଳୀର ପଣ୍ଡିତଙ୍କ ପାଖକୁ ନେଇ ପ୍ରଶିକ୍ଷିତ କରିବାର ଉଦ୍ୟମ କରିଛନ୍ତି -- ଏହା ହିଁ ତାଙ୍କର ମୁଖ୍ୟ ବକ୍ତବ୍ୟ । ରାଣ୍ଡିପୁଅ ଅନନ୍ତା ଏକ ଜୀବନ୍ତ ସାମାଜିକ ଚିତ୍ର । ଏବେ ବି ଗ୍ରାମାଞ୍ଚଳରେ ଏହାର ଦୃଷ୍ଟାନ୍ତର ଅଭାବ ନାହିଁ ।
Bhul
no, the word is very bad for current society and generation. People will not wait to know the actual meaning. It must be banned.
ମାନସ ବାବୁ ଜଣେ କହିଲା ବେଳେ ଅନ୍ୟ ମାନଙ୍କ microphone କୁ ବନ୍ଦ କରିଦେଲେ ବୋଧେ ଏଇ ଆଲୋଚନାରୁ ଆମକୁ ଅନେକ କିଛି ଶିଖିବାକୁ ମିଳନ୍ତା, ଅବଶ୍ୟ ଏଇ ପ୍ରକାର ତର୍କ, ବିତର୍କ, ପୁଣି ତା ଭିତରେ ବ୍ୟକ୍ତିଗତ ଆକ୍ଷେପ ପ୍ରତିଆକ୍ଷେପ ଏହି ପ୍ରୋଗ୍ରାମ ର ମାନବୃଦ୍ଧିରେ କୋଉଠି ନା କୋଉଠି ବାଧକ ସାଜିଲା ପରି ମୋର ବ୍ୟକ୍ତିଗତ ଅନୁଭବ ହେଉଛି, ମୋର ଅନୁଭବକୁ ଜଣେ ଉତ୍ତମ ଦର୍ଶକ ର ଅନ୍ତରର ବେଦନା ବୋଲି ଗ୍ରହଣ କରିବା ପାଇଁ ଯଦିଓ ଆପଣଙ୍କ ଚ୍ୟାନେଲ ବାଧ୍ୟ ନୁହେଁ ତଥାପି ଛୋଟିଆ ବୁଦ୍ଧିରେ ବହୁବାର ଚିନ୍ତା କରି ଦେଇଥିବା ମତାମତକୁ କୁ ଟିକେ ବିଚାର କୁ ନେବେ ବୋଲି ଆଶା 🙏
Monalisa madam sahitya bahi aga badalao ta pare asi kahiba
ବବି ଭାଇ ନିଜେ ହିଁ ଶସ୍ତା Promotion କରୁଛନ୍ତି। ବବି ପାଗଳ ହେଇ ଗଲାଣି
ଚବିଠୁ ସେନସର୍ ପଇସା ଖାଇଛି,
ଜଣା ପଡ଼ୁଛି ଫକିର ମୋହନ ଙ୍କ ଠାରୁ madam ଅଧିକ ଜ୍ଞାନୀ ।ଏ ଶବ୍ଦ ଏକ ଓଜନିଆ ଶବ୍ଦ ନୁହେଁ କି?
If audiences are accepting this why you are arguing
Taku bidha ba kuhantu jadi film rilij heba poster chira jirajiba kahibeni sorry
ସାହୁ ଭାଉଜ ଯାତ୍ରା ରେ ନଙ୍ଗଳା ହଉଛି ସେଥିରେ ମୋନାଲିସା ମ୍ୟାଡ଼ାମ କୁ କଷ୍ଟ ହେଉନି କାହିଁକି????? ଏହା କଣ ନାରୀ ସମାଜ ପାଇଁ ଗୌରବ ଆଣିଦେଉଛି କି?????😂😂😂🤣🤣🤣
ଯେତେବେଳେ ସାହୁ ଭାଉଜ ବ୍ରା ଖୋଲୁଛି ସେତେବେଳେ ମୋନାଲିସା ମାଡାମ କଣ କରୁଛନ୍ତି
କଞ୍ଚା ଓଡ଼ିଆ ଭାଷାକୁ କଦର୍ଥ ନକରି ସୁଚିନ୍ତିତ ମନୋଭାବ ରେ ଗ୍ରହଣ କରିବା ଦରକାର।
ବ୍ୟାସକବି ଫକୀରମୋହନଙ୍କ ଲିଖିତ ରାଣ୍ଡିପୁଅ ଅନନ୍ତା ଅପମାନଜନକ ଶବ୍ଦ ନୁହେଁ । ମାନସ ଭାଇ ଆରମ୍ଭରେ ହିଁ ତାଙ୍କୁ ଏ ଶବ୍ଦ କହିଲେ ବ୍ୟଥିତ କରୁଛି ବୋଲି କହିବା ଭାଷା ସାହିତ୍ୟର ଅପମାନ । ଅର୍ଥ ନ ବୁଝି ଅନର୍ଥ କରିବା ଠିକ୍ ନୁହେଁ ।
ରାଣ୍ଡ ଓ ରାଣ୍ଡିପୁଅ ଏକ ଗ୍ରାମ୍ୟ ପ୍ରଚଳିତ
ଶବ୍ଦ । ଏବେ ବି ଗାଆଁକୁ ଗଲେ ଏହା ଶୁଣିବାକୁ ମିଳେ । ଲୋକମୁଖରୁ ଏହାକୁ କେହି ଦୂର କରି ପାରିବେନି । ପ୍ରଚଳିତ
ଶବ୍ଦରେ ଭୁଲ୍ ଠିକ୍ ବିଦ୍ୱାନ୍-ମାନେ କହିଲେ ବି ତାହା ହିଁ ଭାଷା । ଏବେ ପୂର୍ବରୁ ଅକ୍ଷର ନଥିବା କନ୍ଧ, ସାନ୍ତାଳି ଭାଷାର ଅକ୍ଷର ହୋଇ ଲେଖା ହେଲାଣି କଥିତ ଭାଷା ।
ମୋନାଲିସା ମେଡାମ ଓଡ଼ିଶାକୁ ପଛକୁ ଟାଣୁଛନ୍ତି, ମୋନାଲିସା ପୁରୁଷକୁ ବଦନାମ କରୁଛନ୍ତି, ମୋନାଲିସା କୂ ନିସା ମହାରଣା, ସାହୁ ଭାଉଜ,ରାଣୀପ୍ରିଅ ଦସିନୀ ନାଚ ଭଲଲାଗେ ! ଜୟ ଜଗନ୍ନାଥ 🙏🌹 ଜୟ ଶ୍ରୀ ରାମ 🙏🌹
ପ୍ରଫୁଲ୍ଲ ରଥ sir ଙ୍କ କଥାରେ ମୁଁ ଏକ ମତ...
ଓଡ଼ିଆ ପରମ୍ପରା ଓଡ଼ିଆ ଆମ ସଂକୃତି
ସିନେମାରେ ଯେତିକି ପ୍ରଚାର ନ ହୋଇଥାନ୍ତା ଏମାନେ ବେଶି ଘାଣ୍ଟି କି ପ୍ରଚାର କଲେ l ଶବ୍ଦ ବଦଳେଇବ କଣ l ସାମାଜିକ ଗଣମାଧ୍ୟମ ରେ ଯେଉଁ ଖରାପ ଭାଷା କହୁଛନ୍ତି ତାକୁ ପ୍ରତିବାଦ କରାଯାଉ l ଯାତ୍ରା ମଞ୍ଚରେ ନାରୀର ଅର୍ଦ୍ଧ ନଗ୍ନତା କୁ ରୋକା ଯାଉ l
ନାମିବିଆ, ଲିବିଆ, ହଲାଣ୍ଡ ନାମ କୁ ପରିବର୍ତନ କରାଇଦିଅ ମୋନାଲିଶା ମ୍ୟାଡ଼ାମ କାରଣ ଏହାର ମାନେ ଓଡ଼ିଆରେ ବହୁତ ଖରାପ 🤣🤣🤣🤣🤣
ଝିଅ ମାନେ ହାପ ପ୍ୟାଣ୍ଟ୍ ପିନ୍ଧି ବୁଲୁଛନ୍ତି। ଏ କଥା କଣ ମୋନାଲିସା madam dekhiparunahanti
Manoj mishra is a good actor
ରାଣ୍ଡିପୁଅ ଖରାପ ଶବ୍ଦ ନୁହେଁ
Byomakesh ku daka solve kariba se
ଅରିଜିନାଲ ଲେଖାର ଶବ୍ଦକୁ ବଦଳାଇବା ପାଇଁ , ସେ ଲେଖକର ଅନୁମତି ଦରକାର। ଯେଉଁ ସମୟରେ ଏ ଲେଖାଟି ଲେଖା ଯାଇଛି, ହୁଏତ ସେ ଶବ୍ଦ ସେହି ଲେଖାର ତାତ୍ପର୍ଯ୍ୟ ଥିବ। ଦୁନିଆର ଏମିତି ବହୁତ ଶବ୍ଦ ଅଛି, ସେସବୁ ଶବ୍ଦ କୁ ସମ୍ପୂର୍ଣ୍ଣ ଲିଭାଇ ଦିଆଯାଇପାରିବ? ଫକୀରମୋହନ କଣ ଏତେ ମୂର୍ଖ ଥିଲେ? ଯେଉଁ ମାନେ ବିରୋଧ କରୁଛନ୍ତି , ଫକୀରମୋହନଙ୍କ ଠାରୁ ଅଧିକ ଜ୍ଞାନୀ? ସେହି ଲେଖାରୁ ଏ ଶବ୍ଦକୁ ପରିବର୍ତ୍ତନ , ଫକୀରମୋହନଙ୍କୁ ଅପମାନ
Gote katha spasta karantu Apananka paribaarare jadi Aei sabda ku kehi jane use kari daake tahale grahana jugya boli Aapana mane karuchhanti ki jadi hn tahale
It is a acceptable
ପୂର୍ବରୁ ସବୁ ମନ୍ଦିରରେ ଭଲଗ୍ନ ମୂର୍ତ୍ତି ଅଛି ଏବେ ମନ୍ଦିରରେ ଭଲଗ୍ନ ମୂର୍ତ୍ତି କରାଯାଉଛି କି ନାହିଁ
@@JBloverboyright
ରାଣ୍ଡୀ ପୁଅ ଅନନ୍ତା--ବ୍ଯାସକବିଙ୍କ ଏକ ଅନବଦ୍ଯ କୃତି। ରାଣ୍ଡୀ ଓ ବିଧବା ମଧ୍ଯରେ
ତଫାତ ରହିଛି। ସବୁ ରାଣ୍ଡୀ ବିଧଢା ଅଟନ୍ତି
କିନ୍ତୁ ସବୁ ବିଧବା ରାଣ୍ଡୀ ନୁହଁନ୍ତି। ରାଣ୍ଡ---ର+ଅଣ୍ଡ;ଅର୍ଥାତ୍ ଅଣ୍ଡ (ଭ୍ରୂଣ)ରହିଛି
ଯାହାର। ସ୍ବାମୀ ମୃତ ବେଳେ ଯାହାର ଗର୍ଭରେ
ଭ୍ରୂଣ ସଂଚାର ହୋଇଛି ସେ ନାରୀ ରାଣ୍ଡୀ।
ଏଣୁ ରାଣ୍ଡୀ ଶବ୍ଦ କୌଣସି ଅସମ୍ମାନଜନକ
ନୁହେଁ। ଆମେ ହିଁ ଏହା ଏକ ଅସମ୍ମାନ ଜନକ
ବୋଲି ଭାବୁଛେ।
ପୁର୍ବ ଯୁଗରେ ଭଗବାନ ମାନେ ଉଲଘଂନ ଥିଲେ ତାହା କୋଣାର୍କ ମନ୍ଦିର ରେ ତାହା ନିର୍ମାଣ କରାଯାଇଛି ବର୍ତ୍ତମାନ ଯୁଗରେ ଆପଣ ମାନେ କ'ଣ ଉଲଘଂନ ହଇ ପାରିବେ କି ?
ରାଣ୍ତୀ ନିଦା ଓଡ଼ିଆ ଶବ୍ଦ । ତାହା କାହାକୁ ଭଲ ଲାଗୁନାହିଁ ବୋଲି ଆମେ କଣ ଏହାକୁ ନଷ୍ଟ କରିଦେବା ? ଏ ଶବ୍ଦ ଟି ଅଶ୍ଳୀଳ ନୁହେଁ । ଏ ଶବ୍ଦ କୁ ଉଠାଇ ଦେବାକୁ ତୁମେ କିଏ ?
2024re କଣ ମାଗିହା ଶବ୍ଦ ବ୍ୟବହାର କରିବା
Monalisa madam right
Monalisa madam is wright
ଯାତ୍ରା ଯାଇ ଆଗ ସୁଧାରନ୍ତୁ.. କି ପ୍ରକାର ଅସଭ୍ୟ dance ହଉଚି ତାକୁ ବନ୍ଦ କରନ୍ତୁ...
ଅନନ୍ତ ପ୍ରତିଶବ୍ଦ ଆକାଶ ତେଣୁ ଅନନ୍ତ ରଖନ୍ତୁ
ବବି ପଠାଣ ମହାଭାରତ ତ ବିରୁଦ୍ଧ ରେ କହୁଛି, ତାର କୌଣସି ଭାଷା ଜ୍ଞାନ ନାହିଁ
ଯାତ୍ରା ଅନୁଷ୍ଠାନ ଗଢି ଉଠିଛି 🎉😢😢
ରାଣ୍ଡିପୁଅ ଏକ ଚିରନ୍ତନ ଶବ୍ଦ।ଯାହା ଆମ ଐତିହ୍ୟ ଓ ପରମ୍ପରା କୁ ସ୍ମରଣ କରାଏ। ଏ ଯାବତ୍ କେଉଁ ମଣିଷ ଫକୀର ମୋହନ ଙ୍କୁ ଭୁଲ୍ ବୁଝିନି , ଇଏ କଣ ସରସ୍ଵତୀ?
ମୋନାଲିସା ମାଡାମ ଙ୍କ ଡିବେଟ ରେ ବୋମେକେଶ ବାବୁ ଙ୍କୁ ରଖିବା କଥା
Chita sar nomber one
Right madam
Censor board kana law thu adhika.. Nonsense Director
Mdm right kahile
19:45
ରଥ ବାବୁ ଠିକ୍ କହୁଛନ୍ତି 🙏
ବବି ମହାଭାରତ କୁ ସମାଲୋଚନା କର ନାହିଁ
Right
Yes
ଏହି ମହିୟସୀ ମହିଳା ଗନ୍ତାୟତ madam ଙ୍କୁ କଣ ପାଇଁ ଡକା ଯାଇଛି?? ତାଙ୍କର କଣ ଯୋଗ୍ୟତା ଅଛି ଏହି ବିଷୟରେ ଚର୍ଚ୍ଚା କରିବାକୁ?? ଖାଲି famous ହେବା ପାଇଁ ଆସିଛନ୍ତି..
Prafulla Ratha Jane Gyani Loka. Tanka Kahiba Thik.
ଗବେଷକ ପ୍ରଫୁଲ୍ଲ ରଥ ସବୁ ବୁଝାଇ କହିଛନ୍ତି । ତାଙ୍କ କଥା ଯୁକ୍ତିଯୁକ୍ତ ।
the differnce is clear. 1887 and 2024
Ok
ରଥ ବାବୁ ଯାହା kohuchant ଠିକ କହୁଛନ୍ତି
Chenege haba darkar
Badia katha kahile chita mahapatra sambadika❤❤❤
ତମେ ସବୁ ଆଲୋଚନା କଲେ ଲାଭ କଣ କେବଳ ଫିଲ୍ମ କୁ କେବଳ ହାଇଲାଇଟ୍ କରିବା ପାଇଁ ଏ ସବୁ ଆଲୋଚନା ଆମେ ସବୁ ଦର୍ଶକ ଜାଣି ପାରୁଚୁ । କିନ୍ତୁ ଫିଲ୍ମର ଚରିତ୍ର କଣ ରହିଛି ଆମେ ମଧ୍ୟ ଜାଣି ନାହୁ
କିନ୍ତୁ ପ୍ରଥମେ ଫିଲ୍ମ କରୁଛ ଏତେ ଚର୍ଚ୍ଚା କାହିଁକି।
ଓଡ଼ିଆ ଭାଷା କୁ ବଞ୍ଚାଇ ଥିବା ମହାପୁରୁଷ ଙ୍କ ସହିତ କେହି ତଉଳିବା ହେବା ଲୋକ ହସା ହେବା କଥା ।
These words are created for specific and particular peoples
Fakir mohan nka upanyasa ra movie aame nischaya dekhibu
Uchit nuhan🎉
Very sadd!!!!
କଞ୍ଚା ଓଡ଼ିଆ ଭାଷା । ଓଡ଼ିଆ ଭାଷା ର ମାନେ ଅନେକ ତେଣୁ ଆଲୋଚନା କରି ଲାଭ ନାହିଁ ।
Bhyomakesh sir ku daka sabu solve Kari debe
Odiya asmita
Monalisa madam is right 👍👍👍👍
Au sahu bhauja kn karuchanti😅
ପ୍ରଫୁଲ୍ଲ ରଥ ସବୁ ଠି ପଶ୍ଚିମ ଓଡିଶା ବିରୁଦ୍ଧ ରେ କହନ୍ତି
ଷ୍ଟେଜରେ ସାହୁ vj ବ୍ଲାଉଜ ଖୋଲୁଛି ଦର୍ଶକ ମାନଙ୍କୁ କଣ ଦେଖଉଛି ସେଥିପାଇଁ କେବେ ମୋନାଲିସା ଦିଦି ପାଟି ଖୋଲିନ
Monlisha madam thik kahuchhanti
Telefilm hebabele emane kouthi thile
ସବୁ.. ରାଣ୍ଡୀ. ପୁଅ. ଅନନ୍ତା. ନୁହଁନ୍ତି. ରାଣ୍ଡୀ. ପୁଅ. ମଧ୍ୟ. କଲେକ୍ଟର. ହେବ. କାହାକୁ. ରାଣ୍ଡୀ. ପୁଅ. ବୋଲି କାହାକୁ. କୁହାଯାଇ. ପାରିବ. ନାହିଁ.
must be opposed.
ରଥ ମଉସା ଯୋଉଟା କହିଲେ ଅନତା ମାନେ କଣ
Monalisa.....Kain Haucha LokaHasa?
ଏଠୀ ସମସ୍ତଙ୍କ ମନ୍ତବ୍ୟ ବ୍ୟକ୍ତିଗତ ରହୁଛି ପ୍ରଫୁଲ୍ଲ ରଥ ଠିକ୍ କଥା କହୁଚନ୍ତି ମୋନାଲିସା ମାଡ଼ମ ଯଦି ଆଇନ କଥା କହୁଛନ୍ତି ତାହାହେଲେ ସବୁ କ୍ଷେତ୍ର କୁ ଆସନ୍ତୁ ତୁମ କହିବା କଥା ଅଶ୍ଳୀଳ କଥା କୁହନି କିନ୍ତୁ ପରଦା ରେ ଉଲଗ୍ନ ଭିଡିଓ ଦେଖ ଭଲ। ଏ ଶବ୍ଦ ଯେହେତୁ କେବଳ ଫିଲ୍ମ ର ନା ଅଛି କିଛି ଅସୁବିଧା ନାହିଁ କେହି ବି ବନ୍ଦ କରି ପାରିବେନି
ଦଣ୍ଡା ବାଳୁଙ୍ଗା ଉଦଣ୍ଡି ସୀତା ରଣ୍ଡି ପୁଅ ଅନନ୍ତା ବାସ୍ତବ ଚରିତ୍ର ସାମାଜିକ ସ୍ଥିତି ରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିଶୁ କୈଶର ଦମ୍ପତି ସ୍ବାମୀ ସ୍ତ୍ରୀ ପୁରୁଷ ମାଲେ ରଣ୍ଡି ସ୍ତ୍ରୀମାଲେ ରଣ୍ଡୁଆ ସ୍ବାମୀ ହରା ଚରିତ୍ରକୁ ସମାଜରେ ଉଚ୍ଚସ୍ଥାନରେ ରଖା ଯାଇଛି ରୂଢି ସମ୍ପୂର୍ଣ୍ଣ ଅର୍ଥ ଉଦ୍ଧତ ଚରିତ୍ର ମାଧ୍ୟମରେ ଆକାଶ ପରି ନିର୍ମଳ ହୃଦୟ ଉପସ୍ଥାପନ କରାଯାଇଛି
ସମାଜ ଗ୍ରହଣ କରିବ ନାହିଁ କହିଲେ ଭଉଣୀ ମୋନାଲିସା । କିନ୍ତୁ ସେ ବାଲେଶ୍ଵର ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କିଛିଦିନ ରହି ଜାଣନ୍ତୁ ଲୋକେ କେଉଁ ଭାଷାରେ କଥା ହେଉଛନ୍ତି ।
ଅଭିଧାନରେ ଲିଖିତ ନଥିଲେ ବି ଲୋକ ମୁଖରୁ ତାହାକୁ ଦୂରେଇ ଦେଇ ହେବ କି ?
Cinema name change kale story ta kana kemiti jana padiba? Cinema name change heba uchit nuhen.
ରାଣ୍ଡୀ ପୁଅ ଅନନ୍ତା ଗଳ୍ପ ନା ଉପନ୍ୟାସ ଆଗ ୦ିକ୍ ରେ କୁହନ୍ତୁ? ଓଡ଼ିଆ ଭାଷା ତୁଣ୍ଡରେ କହିଲେ ହେବ ନି ବରଂ ମୁଣ୍ଡ ଆବଶ୍ୟକ।ବିଚାର ଆପଣଙ୍କର ମତ ଆମର ଜୟ ଶ୍ରୀଜଗନ୍ନାଥ
Ahi sab thick achhi
ପରିବର୍ତନ ର ଆଦୌ କୌଣସି ଆବଶ୍ୟକତା ନାହିଁ
Se ta Islam se kana bujhhiba ?
Monalisa madam bhuhul kauchhanti
ସବୁ କିଛି ରହିଛି = ସବୁ କିଛି ରହିବ
ନହେଲେ ସବୁ କିଛି ଭୁଲିଯିବେ
ନହେଲେ ଆମ ଲୋକ (ଖାଲି)÷ Hello - Hai ରହିବ
ରାଣ୍ଡୀ ଆଉ ରଣ୍ଡୀ ମଧ୍ୟ ରେ ପ୍ରଭେଦ କଣ?
ବ୍ବିଇସରୋମ ଠିକ୍ କହୁଛି
Movie ra name ku anata rakhile vala
Padmabati ru Padmabat heiparichhi
2024 ରେ ଏଇ ଶଦ୍ଦଟି ମତେବି କଷ୍ଟ ଲାଗୁଚି ଏଟା ସତ କିନ୍ତୁ ମୁଁ ସୋନାଲି ମାଡାଙ୍କୁ ପଚାରିବା ପାଇଁ ଚାହୁଁଚି 2024। ରେ ଯେତେବେଳେ ଆପଣଙ୍କ ନାରୀ ସଜାରୁ କେତୋଟି ନାରୀ ଆସି ଜାତ୍ରା ମଞ୍ଚରେ ଅତି ଅସ୍ଲିଲ ନୃତ୍ୟ କରୁଛନ୍ତି। ନିଶା। ରାଣି। ସାହୁ ଭାଉଜ। ସେତେବେଳେ ଆପଣ କୁଆଡେ଼ ଯାଉଛନ୍ତି ଯଵାଵ ଆପଣ ତାକୁ ରୋକି ପାରିବେ ନାହିଁ। କାହିଁକି ନା ଆପଣଙ୍କର ସେମିତି ଅଓକାତ ନାହିଁ
E ledies ku kn pain Dakuchi media agaku Khali bhada bhada hauchi
Gandi sabda madya arucikar. Tenu gandi sabda abolish karideba ki.. Gandi ku samastanar kati diantu.
Hetubadi pratap Rath nku alochona ku anajau
Medam right kahuchhanti
ରାଣ୍ଡିପୁଅ ଶବ୍ଦ ହିଁ ଠିକ।ଏ ସମୟ ବଦଳିଲେ କଣ ନାମ ଟି ବଦଳି ଯିବ? ଅନ୍ୟାନ୍ୟ କ ସମୟ ରେ ଶବ ବଦଳରେ। କିନ୍ତୁ ତତ୍କାଳୀନ ଶବ୍ଦ କିପରି ବଦଳାଇ ଦେବ।
ବାଧ୍ୟ୍ୟ କରିବା ଠିକ ନୁହେଁ
There are some specific reasons to use these words publicly for which these words have created. These words have not created for all peoples.
ବବିବାବୁଙ୍କୁ ଏହି ଶବ୍ଦରେ ଡାକିଲେ ତାଙ୍କୁ ବ୍ୟଥା ଲାଗିବ କି ନାହିଁ ପ୍ରଶ୍ନ କରିବାରେ ଫକୀରମୋହନଙ୍କ ରାଣ୍ଡିପୁଅ ଅନନ୍ତା ଲେଖାର କଣ ସମ୍ପର୍କ ? ଅସଙ୍ଗତ ପ୍ରଶ୍ନ ।
Don't blame to story
Producer Banaras Mela heba Kesheba farchim Odisha rechalenijhagadha heba
ସଲ ସଲ, ଗଲ ଗଲ, କୁଣ୍ଡାଇ ହେଲାନି, ଗୀତ ଟି
କଣ,? ଏ ଶବ୍ଦ ରୁଚିକର ନା ଅସିଲ କୁହନ୍ତୁ?