God bless you keep it up your work to help poor people it gives us energy and motivate the youths of jajpur I feel proud liku Bhai such a truth full and kind hearted person 🎉
He is the warrior. Shows his quality. People demanded his ticket due to his nature of helping to poor. Bjd, BJP, congress heavy weight campaigned against him but he won independently. Brave leader.❤
Tame bahut vhala bhai bhagaban tamaku bahaut vhala re rakhantu tame bhai lokonka pai kama kara tame bhai bahut vhala re rahiba odisha ra sabuthu vhala neta bhai
Sir no.1 podcast of odisha , please sir call our Indipendent MLA Sarada Pradhan ( BuLu) constitution of Mahanga .
Babi Das ku magia bada ama auchu bhai
Vv nice y❤😂🎉😢😮😅😊
CT by CT hu
ଆମର ଧର୍ମଶାଳା ରେ ସବୁ ଲୋକ ଙ୍କ ହୁଦୟରେ ସ୍ଥାନ ପାଇଥିବା ଗରିବ ର ଦୁଃଖ ର ବନ୍ଧୁ ଲିକୁ ଭାଇ 🙏
Sir aama bapubhainku sakhytakara karantu
ସଂଘର୍ଷ ର ଜ୍ୱଳନ୍ତ ଉଦାହରଣ... ଲିକୁ ଭାଇ 🙏💐
ବହୁତ ସୁନ୍ଦର ଉପସ୍ଥାପନା 👍ସଂଗ୍ରାମ ଭାଇ.... ଚାଲୁ ରଖନ୍ତୁ ❤️
, ସଂଗ୍ରାମ sir ଆପଣଙ୍କ ଫୋର୍ଡ଼ କାଷ୍ଟ ଚାନେଲକୁ ଅନେକ ଅନେକ ସ୍ବାଗତଂ ଏବଂ ସଂଗ୍ରାମ sir ଙ୍କୁ ଅନେକ ଅନେକ ଧନ୍ୟବାଦ
Podcast
ସ୍ବର୍ଗତ ସାନ ଭାଇ ଅଂଶୁମାନ ନାମରେ ଟ୍ରଷ୍ଟ ଗଢ଼ି ତାଙ୍କର ସ୍ମୃତି ରଖିବା ଭ୍ରାତୃ-ପ୍ରୀତିର ପରିଚାୟକ । ଭ୍ରାତୃ ପ୍ରେମର ଜୟ ହେଉ ।
ଧର୍ମଶାଳା ମାଟି ପାଇଁ ଗର୍ବ ଆଉ ଗୌରବ ଲିକୁ ଭାଇ ❤
🙏🙏👍👍
ସାର୍ ଆମ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ସାକ୍ଷାତକାର ପ୍ରସାରଣ କରନ୍ତୁ।❤❤
ଧନ୍ୟବାଦ ସଂଗ୍ରାମ ଭାଇ 🙏🙏ଅଶେଷ ଅଶେଷ ଧନ୍ୟବାଦ ଭାଇ ଆପଣଙ୍କୁ
ଲିକୁ ଭାଇ ଧନ୍ୟବାଦ ବହୁତ ଭଲ ଗରିବ ର ବନ୍ଧୁ
👍ଲିକୁ ବାବୁ, ମାଡି ଚାଲ, ଲେଖା ଛିଣ୍ଡାଇ ଚାଲ, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିବେ ନିଶ୍ଚୟ
Your thought process is extensively rich ହିମାଂଶୁ sir ❤.
God bless you keep it up your work to help poor people it gives us energy and motivate the youths of jajpur I feel proud liku Bhai such a truth full and kind hearted person 🎉
Dil khola sandha toka Himanshu Bhai ama Jajpur Toka❤
Excellent interview. Mr Sahoo has the quality of a great leader but he should connect with the people & get their blessings.
God bless him.
Bengaluru
ସାକ୍ଷାତକାର କେମିତି ନିଆଯାଏ ତାହା ସମସ୍ତେ ଶ୍ରୀଯୁକ୍ତ ସଂଗ୍ରାମ ଷଡ଼ଙ୍ଗୀ ଙ୍କ ଠାରୁ ଶିକ୍ଷା କରିବା ଉଚିତ୍।❤❤❤❤
❤❤❤❤❤❤❤❤❤❤❤❤
Himanshu Bhai good Leader. He has definitely A Lion's heart inside him
ସଂଗ୍ରାମ ଭାଇ ଆପଣଙ୍କ ପଚାରିବା ଶୈଳୀ ବହୁତ ଉଚ୍ଚ କୋଟିର 👌👌👌🙏🙏🙏
ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ କୁ ଡାକନ୍ତୁ please
Sir Please focus on corruption going on,recruitment of govt. Exams in Odisha by OSSSC.
It's my humble request 😭🙏🙏🙏....
Make a Anti-corruption policy.
Thanks so much Liku Sir real Story
ବିରୋଧୀ ଙ୍କ ଛାତି ଥରେଇଲା ଭଳି ନେତା
ଜଣେ ହିମାଂଶୁ ଭାଇ ❤
Thanks ,Sangram babu. You have launched a nice program keep it up.
ସଂଗ୍ରାମ ବାବୁ ଆପଣ ଙ୍କ ଉପସ୍ଥାପନା ଓ ଦୃଢ଼ ପ୍ରତିବାଦ ସ୍ପଷ୍ଟ ଭାବରେ ବିରୋଧ ପ୍ରଦର୍ଶନ ବିଧାୟକ (ଧର୍ମଶାଳା ) ହିମାଂଶୁ ସାହୁ ଙ୍କ ବାର୍ତ୍ତାଳାପ ଭଲ ଲାଗିଲା।🎉🎉
ବହୁତ୍ ସୁନ୍ଦର୍ କାର୍ଯକ୍ରମକୁ ଏମିତି ହିଁ ରଖନ୍ତୁ.
Likubabu samasta satakatha bakhanile.Election ra rahasya madhya byakta kale .Many many thanks.Anurodha rahiba agaku Dharmasalara samagrika bikas apananka tharu chahanty. Dharmasala chahen santi,durnitimukta,lokamananka katha antarika bhabare sunibe. Sabu lokanka katha sunibe. Lokamananka manare achhi je durnitira pardafas heba uchit o sesabu recovery heba uchit.
ଅନ୍ୟାୟ ଅତ୍ୟଧିକ ହେବାରୁ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ବଦଳି ଗଲା।
ସଂଗ୍ରାମ sir ଉପସ୍ଥାପନା ବହୁତ ସୁନ୍ଦର ଏମିତି MLA ହେବା ଦରକାର ସବୁ ଆଡେ 🙏🙏
ସଂଗ୍ରାମ ସାର୍ ଆପଣଙ୍କ Podcast ସବୁଠାରୁ Best
ମୁଁ ଗୋଟେ ବି episode miss karini
Love u sangram sir ❤❤
Liku Babu Pl travel through out Odisha for inspiring and doing good
ସଂଗ୍ରାମ ସାର୍ ଙ୍କ ଉପସ୍ଥାପନା ବହୁତ ଭିନ୍ନ,,, ଆଉ ବହୁତ ସୁନ୍ଦର 👌🏻👌🏻👌🏻👌🏻🙏🏻🙏🏻🙏🏻🙏🏻
Odisha politics ra charchita cehera ❤❤❤❤❤
ଲୋକଙ୍କ ସେବାରେ ଆମ ଭାଇ ❤️
ଆମ ଧର୍ମଶାଳା ର ଗର୍ବ ଓ ଗୌରବ ଲିକୁ ଭାଇ ❤❤❤❤❤❤
ସାରା ଓଡ଼ିଶା ଲୋକଙ୍କ ଭଲପାଇବା ଏହି ବିଧାୟକ ଭାଇଙ୍କ ଉପରେ ଅଛି। ଏହି ବିଧାୟକ ଭାଇ ବହୁତ ଭଲ ❤
ଲିକୁ ସାହୁ ସେବା ଭଲପାଇବା ର ବିଲକ୍ଷଣୀୟ ନେତୃତ୍ୱ 🌹🙏🏾
Thanks sangram Bhai ❤❤ lovely liku Bhai
ଭାଇ ଆପଣଙ୍କୁ ଜଗନ୍ନାଥ ସୁସ୍ଥ ରଖନ୍ତୁ। ଜଣେ ଭଲ ହୃଦୟର ବ୍ୟକ୍ତି । ଆପଣଙ୍କ ସହିତ ଈଶ୍ୱର ଅଛନ୍ତି ନ ହେଲେ ଏତେ ଭଲ ଲୋକ ହୋଇ ନ ଥାନ୍ତେ
ଖାଲି ଯାଜପୁର କି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସେ ହିରୋ ନୁହେଁ ସାରା ଓଡ଼ିଶା ରେ ସେ ସୁପରିଚିତ.. Love you ❤️ Bhaijaan💐🙏🏻
He is the best example of Super Cyclone 🙏🙏, I am big fan of you
Thank Sangram Bhai 🎉🎉
Ati sundar katha bhai❤
Surjya banshi suraj ra plz sir interview niantu🎉
ସାରା ଓଡ଼ିଶାରେ ସେପରି ସବୁ ଯୋଜନା ଦିଆ ଯାଇଛି। ସାରା ଓଡ଼ିଶାରେ ଦୁର୍ନୀତି ପାଦ ପାଦରେ ହୋଇଛି।
Liku Bhai ❤
Make a BEO office in Dharmasala plz.
He is the warrior. Shows his quality. People demanded his ticket due to his nature of helping to poor. Bjd, BJP, congress heavy weight campaigned against him but he won independently. Brave leader.❤
Great thinking 🎉
Liku bhai tame example anya MLA au Political Aspirants mananka pain
Himanshu sahoo is dynamic Leader of dharmashala
Heartiest presentation sangram Bhai. The dynamic journalist in odisha
ସାର୍ ଆମ ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ (ଟୁଟୁ ବଳ)ଙ୍କୁ ଇଣ୍ଟର୍ଭ୍ୟୁ ପାଇଁ ଡାକନ୍ତୁ ସେ ବହୁତ ପରିଶ୍ରମି ଏବଂ ବହୁତ୍ ଭଲ ଲୋକ
ସଂଘର୍ଷର ଅନ୍ୟନାମ ହିମାଂଶୁ ଶେଖର ସାହୁ, ଲିକୁ ଭାଇ ❣️❣️❣️❣️❣️🙏🙏🙏🙏
Sampurna satakatha kahichanty ( liku bhai )❤😊
Bahut uchhakotira Podcast karuthibaru dhanyabad. Jagatsinghpur MLA Amarendra Das Bhai nku thare dakantu, He is also flamboyant leader.
ଓଡିଶାର hero ମାନ୍ୟବର ବିଧାୟକ ଧର୍ମଶାଳା, Mr. ହିମାଂଶୁ ସାହୁ ଙ୍କ ପରି ସବୁ ନିର୍ବାଚନ ମଣ୍ଡଳୀର ଜଣେ ଜଣେ ଯୁବ ଯୋଦ୍ଧା ରହିବା ଆବଶ୍ୟକ, ଯିଏକି ସ୍ୱାଧୀନ ଭାବରେ ଲୋକ ସମର୍ଥନରେ ନିର୍ବାଚିତ ହେଇଛନ୍ତି, ଏହିପରି story cinema ରେ ଆମେ ଦେଖିଛୁ, ଓଡିଶାରେ ଆଉ ଗୋଟେ ସିନେମା ହେବା ଆବଶ୍ୟକ
Philanthropist in Dharmasala
Long live your charity Brother
Stay blessed service to mankind is service to God
ଲିକୁ ଭାଇ 🙏
ଏବେ ଜବାବ ଦିଅ ତୁମେ ଯେଉଁ କେଳେଙ୍କାରୀ କରିକି ଯାଇଛ, ଜବାବ ମାଗୁଛି ଲିକୁ ଭାଇ 🙏
ଧର୍ମଶାଳା ର କର୍ମ ବୀର ଆମ ଲିକୁ ଭାଈ ❤
Ek Realistic Leader I ever seen , Hope as same in future in Political Platform forever👍🏻👍🏻👍🏻
ବର୍ତ୍ତମାନ ସମୟରେ ଏଭଳି ଯୁବନେତା ର ଆବଶ୍ଯକ❤ salute Bhai.... 🙏
Nice interview 👍
Thank you
ସ୍ବାଧିନ ପ୍ରାର୍ଥୀ ବିଜୟୀ ହେବା ଅର୍ଥ ଲୋକପ୍ରିୟତା ନେତା ।
ଲିକୁ ଭାଇ ଧନ୍ୟବାଦ🙏
ଦୁଃଖ ରଙ୍କୀ ଙ୍କର ସାଥିରେ ସଦାସର୍ବଦା ହିମାଂଶୁ ଭାଇ
ଲିକ୍କୁ ଭାଇ ଧନ୍ୟବାଦ୍।ମାଡ଼ି ଚାଲ।
This is the best episode
Angul chhendipada BJP MLA ଅଗସ୍ତି ଭାଇ ଥରେ ଆଣ🙏💔
Outstanding presentation sir
ସରକାରୀ ଘର ପାଇ ଅଗଣାରେ ନୂଆ ଘର ତିଆରି କରିବା, ସୁଇମିଂ ପୂଲ୍ କରିବା, ପୁଣି ହାରିଯିବା ପରେ ଭାଙ୍ଗିଦେବା -- ଏସବୁ ଅନାଚାର । ଦୋଷୀ ଦଣ୍ଡିତ ହେବା ଉଚିତ ।
Bahut sundar podcast Sngram bhai....
definitely Liku bhai is a dynamic leader, the hero of jajpur.
i hope to see Badachana MLA Amar Nayak here.🤩
Thank you Liku Babu.Many many thanks.Go ahead.
Bahut sundar upastapana .(Sangrambabu).
Sangram sir liku bhainku dhanyavaad sir mohon sir nku bohut somalochana koruchhanti kon kohibe
ହୃଦୟରୁ ସଲାମ..... ମୋ ଭାଇ.... 💐🙏
ବୁଲୁ ଭାଇ କୁ ଡାକ🎉
ଜୟ ବିଜେପି ଜୟ ଓଡ଼ିଶା ଜୟ ଧର୍ମଶାଳା
ଜୟ ଲିକୁ ଭାଇ
ଆଜ୍ଞା ବିଧାୟକ ଅମରେନ୍ଦ୍ର ଭାଇ ଙ୍କୁ ଟିକେ ଡାକନ୍ତୁ
ଆମ ଧର୍ମଶାଳା ର ଗର୍ବ ଏବଂ ଗୌରବ ଲିକୁଭାଇ ❤️❤️❤️❤️🙏
ଜୟ ଲିକୁ ଭାଇ 🙏
ବହୁତ ସୁନ୍ଦର ଅନୁଭୂତି
Good job liku Bhai
Thank Liku Bhai ❤❤❤❤❤❤❤❤❤❤❤❤
Liku Bhai is one of the people's leader and legend ❤
Variy good Bhai
Thanks
Thanks respect ablution himasu bhai
ସଂଗ୍ରାମ ସାର ❤ ଆପଣକୁ ମୋର ଅନେକ ଅନେକ ପ୍ରଣାମ ଜଣାଉଛି ଆଗାମୀ ଅଧାୟ ରେ ଓଡ଼ିଶା ର ଯୁବ ବିଧାୟକ ଦୁଃଖି ମାନକଙ୍କ ଭଗଵାନ ଓଡ଼ିଶା ନୂଆ ବିଧାୟକ ଲକ୍ଷ୍ମୀପୁର ର ଶ୍ରୀ ପବିତ୍ର ସାଉନ୍ତା ଙ୍କୁ ଡାକନ୍ତୁ ଯିଏକି ଏବେ ଆକ୍ସନ ମୁଡ୍ ରେ ଅଛନ୍ତି ପ୍ରତିଦିନ school college visit karuchanti ଲୋକ ଙ୍କ ସହ ପ୍ରତି ମୂହୁର୍ତ୍ତ ରେ ଯୋଡ଼ି ହେଇ ଅଛନ୍ତି। ଆଗାମୀ ଅଧ୍ୟାୟ ରେ ସେ ଆସିବା ପାଇଁ ଆମର ନିବେଦନ ଆପଣକୁ ରହିଲା
Very good presentation, inspiring
Thank you
ଭୁବନେଶ୍ଵର ସାଂସଦଙ୍କୁ ଡାକନ୍ତୁ
You are a dynamic leader,keep it up
ବହୁତ ସୁନ୍ଦର
Thanks to sangram baboo
ନୂଆ ଉତ୍ସାହରେ କାର୍ଯ୍ୟ କରିବା ସ୍ୱାଗତଯୋଗ୍ୟ । ନବ ଜନ୍ମ ସଦୃଶ ।
Great leader Dharamsala Liku Bhai ❤❤❤❤
ବବି ଭାଇ ଆମପାଇଁ ଜାହାବି କରୁଛନ୍ତି ଭଲ କରୁଛନ୍ତି
Jai Jagannath
ଆମ ବଡ଼ଚଣା ର ବିଧାୟକ ଶ୍ରୀଯୁକ୍ତ ଅମର ନାୟକ (ବାପୁ ଭାଇ ) ଙ୍କୁ ଡାକନ୍ତୁ.... ଆମ ବଡ଼ଚଣାର ମାଟିର ପୁଅ ବାପୁ ଭାଇ 😍😍❤️❤️😍..
ଧର୍ମେନ୍ଦ୍ର ପ୍ରଧାନ ଯଥା ସମୟରେ କୋଳେଇ ନେବା ଆନନ୍ଦର ବିଷୟ ।
Tame bahut vhala bhai bhagaban tamaku bahaut vhala re rakhantu tame bhai lokonka pai kama kara tame bhai bahut vhala re rahiba odisha ra sabuthu vhala neta bhai
Thank u ...sangarm sir❤❤