Exclusive podcast with Ex-City DSP Sarat Chandra Sahu on Gangwar, Encounters, and Corruption | EP-33

Поделиться
HTML-код
  • Опубликовано: 23 ноя 2024

Комментарии • 371

  • @narasinghasahu3501
    @narasinghasahu3501 3 месяца назад +42

    ଅତି ସୁନ୍ଦର ଓ ସାହସୀ ବ୍ୟକ୍ତିତ୍ଵ। ଶରତ ବାବୁଙ୍କୁ ହୃଦୟର ସହିତ ସଲାମ୍ କରୁଛୁ।

  • @debapattanayak982
    @debapattanayak982 3 месяца назад +72

    ଭାଇନା ଆମ ପ୍ରିୟ ଜିଲ୍ଲା କେନ୍ଦୁଝର ର, ଅତି ସ୍ୱାଭିମାନୀ, ସନ୍ନମାନ ପ୍ରିୟ, ନିର୍ଭୀକ କର୍ମଯୋଗୀ, ସ୍ପଷ୍ଟବାଦୀ, ସ୍ନେହୀ, ଦରଦୀ ଓ ପରୋପକାରୀ,,
    ହୃଦୟରୁ ସଂମାନ 🙏🙏🌹🌹🙏🙏

    • @golekhasethi4327
      @golekhasethi4327 3 месяца назад +1

      Xs ?!?!?JP
      ,

    • @JRDFA
      @JRDFA 2 месяца назад +1

      Khali se nuha Odisha ra Bartamana CM Kjr ra

  • @srikantaharichandan1464
    @srikantaharichandan1464 3 месяца назад +58

    ଏଇ ଭିନ୍ନ କର୍ଯ୍ୟକ୍ରମ ପାଇଁ ବହୁତ୍ ଧନ୍ୟବାଦ୍

  • @chandannayak7635
    @chandannayak7635 3 месяца назад +24

    ଆପଣଙ୍କ ଏଇ prodcast ବହୁତ୍ ବଢିଆ ପ୍ରୋଗ୍ରାମ। ବହୁତ୍ ଜିନିଷ ଯାହା ଆମେ ଜାଣିବାକୁ ଚାହୁଁ ଆପଣ ପଚାରିକି clear କରି ଦେଉଛନ୍ତି। ଧନ୍ୟବାଦ୍।👍

  • @BinodiniBinodini-y7m
    @BinodiniBinodini-y7m 3 месяца назад +47

    ଶରତ ସାର୍ ଙ୍କୁ ଭଗବାନ ଦୀର୍ଘଜୀବି କରନ୍ତୁ ଆଉ ସୁସ୍ଥ ରଖନ୍ତୁ।ସାର୍ ଙ୍କୁ ଅନୁରୋଧ କରୁଛି କିଛି ଅସାଧୁ ପୋଲିସ ମାନଙ୍କ ପାଇଁ କିଛି ଭଲ ବାର୍ତ୍ତା ଦିଅନ୍ତୁ

  • @sushantjena3081
    @sushantjena3081 3 месяца назад +28

    ପ୍ରଣାମ ଅଙ୍କଲ୍ । ବାପା ଆପଣଙ୍କ ପାଖରେ ଷ୍ଟେନୋ ଥିବା ସମୟକୁ ତାଙ୍କ ଚାକିରୀ ଜୀବନର ଏକ ଅଭୁଲା ସମୟ ଭାବେ ଗଣନ୍ତି। ସେ ତ ଆଉ ନାହାଁନ୍ତି। ଥିଲେ ନିଶ୍ଚିତ ଭାବେ ମତେ ଡ଼ାକି ଦେଖେଇଥାନ୍ତେ ଆପଣଙ୍କୁ। ବହୁତ୍ ଖୁସି ଲାଗିଲା ଆପଣଙ୍କୁ ଦେଖି।

    • @ashokpattanik6945
      @ashokpattanik6945 2 месяца назад

      ପୋଲିସ ଅଫିସର ଶ୍ରୀଯୁକ୍ତ ସାହୁ ସାର୍ ଙ୍କ ସହ ସାକ୍ଷାତକାର ଭଲ ଲାଗିଲା।ଏହିପରି ଦକ୍ଷ ପୋଲିସ ଅଧିକାରୀ କୁମର୍ ମଣି ମେହେର ଓ ଭବାନୀ ଚରଣ ମହାନ୍ତି ଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ କରନ୍ତୁ।

  • @UpendraBehera-o1z
    @UpendraBehera-o1z 3 месяца назад +185

    ଆପଣଙ୍କ ପ୍ରତି ବହୁତ ସମ୍ମାନ ଅଛି ସମାଜର । ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ ଅଫିସର ବୋଲି ସମାଜରେ ଗଣା ହୁଅନ୍ତି। ମୋର ଆପଣଙ୍କ ସଂଗରେ ବ୍ୟକ୍ତି ଗତ ପରିଚୟ ନାହିଁ । ତଥାପି ମୋର ସନମାନ ଅଛି ।

    • @bsn8527
      @bsn8527 3 месяца назад +14

      Aji kali Public Neta Mananku Adhika Respect Douchanti 😡😡Sei Neta Mane Emiti Sochot Officer Mananku Thik re Kama Karibaku Dou Nahanti😡

    • @amiyaranjandalei6349
      @amiyaranjandalei6349 3 месяца назад

      Welldone

    • @tunanag320
      @tunanag320 2 месяца назад

      😢

  • @Padmaloch
    @Padmaloch 3 месяца назад +32

    ଖୋଲା ହୃଦୟ ବ୍ୟକ୍ତି ଧନ୍ୟବାଦ ସାର୍ 🇮🇳🤝⚔️

  • @comedytadka1
    @comedytadka1 3 месяца назад +23

    ସୁନ୍ଦର ଉପସ୍ଥାପନା 🙏

    • @jobforall560
      @jobforall560 3 месяца назад

      Bhai Jabra Fan . ... Gote relpy dia mo comment ra

  • @rankanayak9953
    @rankanayak9953 3 месяца назад +52

    ରିଅଲ ହିରୋ ସାର ସାଲୁଟ ଆପଣକୁଂ

  • @Pradeepkumar-ly6lr
    @Pradeepkumar-ly6lr 3 месяца назад +21

    Thanks Argus amiti podcast karuthibaru

  • @sushilsamal3789
    @sushilsamal3789 3 месяца назад +10

    ସାର୍ ନମସ୍କାର ଅନେକ ଅକୁହା କଥା କହିଥିବାରୁ ସାର୍ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l

  • @biswaranjansahoo1199
    @biswaranjansahoo1199 3 месяца назад +11

    ଏତେ ସ୍ପଷ୍ଟବାଦୀ ମଣିଷ ଟିଏ ତାହା ପୁଣି ପୋଲିସ ଜୀବନରେ... ଆପଣଙ୍କୁ ହୃଦୟରୁ ନମନ କରୁଛି..

  • @soumyakantapaikaray219
    @soumyakantapaikaray219 3 месяца назад +8

    ଆପଣ ନିଶ୍ଚିନ୍ତ ଧନ୍ୟବାଦର ପାତ୍ର

  • @amarjyotidas6878
    @amarjyotidas6878 2 месяца назад +1

    I don't know Mr Sahoo, in fact I have never heard about him previously. But, I'm very touched with fis Frank and honest answers.
    For example, when the interviewer asks him whether he was able to transform any criminal to change his ways , he honestly answers in the negative.
    Very honest interview.
    Liked it .
    Thank you Sir !

  • @narendranathsahu6153
    @narendranathsahu6153 3 месяца назад +5

    ଅତି ସୁନ୍ଦର କଥା

  • @angultoka5998
    @angultoka5998 3 месяца назад +2

    ବହୁତ ଭଲ ଲାଗିଲା sir ଙ୍କ କଥା ଶୁଣିକି,,,

  • @RiteshKumarRout-l8i
    @RiteshKumarRout-l8i 3 месяца назад +14

    ବହୁତ ବଢିଆ ଲାଗୁଚି

  • @BiswanathPanda-d6n
    @BiswanathPanda-d6n 3 месяца назад +5

    🙏🙏🙏Sir Many Many thanks to you for your proper duety !🙏🙏🙏

  • @chinmayacreations3271
    @chinmayacreations3271 3 месяца назад +7

    bahut bhal lagila.... keonjhar matira garba

  • @tulutripathy707
    @tulutripathy707 3 месяца назад +2

    Thanks a lot.gote katha kahib police ta kamare sucess hoichhi apananka pain pura department ku salute....

  • @sarojkumarmohanty6139
    @sarojkumarmohanty6139 3 месяца назад +6

    Samaj Abhali mahan ,sachot ,nirvika police Officer nku sata koti pranam janauchi ,Jagannath mahaprabhu Abhili sachot Officernku sabu bele ghantaghodei rakhithaantu ,

  • @BinodKumar-uw6hp
    @BinodKumar-uw6hp 3 месяца назад +5

    ଅତି ସୁନ୍ଦର ❤

  • @BinayakMohanty-t8j
    @BinayakMohanty-t8j 3 месяца назад +1

    Proud of Odisha police. Lord Jagannath is always with u nd wish ur long, healthy nd prosperous life.

  • @Sapatdey
    @Sapatdey 3 месяца назад +1

    Thanks to Sangram sir and I heartily salute to Sarat Sir.

  • @SurendraNaik-s4f
    @SurendraNaik-s4f 3 месяца назад +7

    ସୁନ୍ଦର ଲାଗିଲା

  • @skindoctor21
    @skindoctor21 3 месяца назад +30

    ଇଚ୍ଛା ଅଛି ନିଜର ଜନ୍ମ ମାଟିରେ ଶେଷ ଜୀବନ ବିତେଇବା ପାଇଁ...

    • @biswajitbehera510
      @biswajitbehera510 2 месяца назад +3

      ନିଛକ୍ ମଣିଷଟିଏ ❤️

  • @kabitapati9304
    @kabitapati9304 3 месяца назад +9

    Sir nka ghara keonjhar ra padmapur Jani bahut khusi lagila..... Feeling proud for Him as a kendujharia....

    • @BhavyaPriyasarsini
      @BhavyaPriyasarsini 3 месяца назад +3

      Same here

    • @kabitapati9304
      @kabitapati9304 3 месяца назад

      @@BhavyaPriyasarsini 👍👍👍

    • @JRDFA
      @JRDFA 2 месяца назад

      Sir khanti Keonjharia suniki khusi lagila

  • @TirtharajIsha
    @TirtharajIsha 3 месяца назад +3

    Real hero and inspiration for many humans

  • @ukn9258
    @ukn9258 3 месяца назад +7

    ଏପରି ଜଣେ କର୍ମ ପ୍ରତି ନିଷ୍ଠା ରଖୁଥି ବା ବ୍ୟକ୍ତିତ୍ଓ ନ୍କୁ ସାଖ୍ୟାତ କରାଇଥିବା chanel ତଥା ଉପସ୍ତାପକ ମହାଶୟ ନ୍କୁ ବହୁତ ବହୁତ ଧନ୍ୟବାଦ୍

  • @upendrakumarbiswal4682
    @upendrakumarbiswal4682 3 месяца назад +4

    ଶରତ ସାର ଙ୍କୁ ମୋର ହୃଦୟରୁ ପ୍ରଣାମ, ପୋଲିସ ବିଭାଗର ଆପଣ ଜଣେ ଉଦାହରଣ
    ବର୍ତମାନ ବାଂଲାଦେଶୀ ବିଦେଶୀ କଟକରେ ସିମ ବକ୍ସ ରଖି ଆମ ଦେଶର ଗୁପ୍ତ ଖବର ବାହାରକୁ ଦେଉଛନ୍ତି ଅଥଚ ପୋଲିସ ଜାଣିପାରୁନି, ତେଣୁ ଶରତ ସାରଙ୍କ ସାକ୍ଷାତକାର ସବୁ ପୋଲିସ କର୍ମଚାରୀ ନିହାତି ଦେଖିବା ଦରକାର

  • @pratapnayak1513
    @pratapnayak1513 3 месяца назад +2

    ବହୁତ ସୁନ୍ଦର

  • @smruti671
    @smruti671 3 месяца назад

    ଅତି ଚମତ୍କାର ବ୍ୟକ୍ତିତ୍ୱ I🙏🏻

  • @thirdeye9492
    @thirdeye9492 3 месяца назад +3

    ....... above all sarat sir was very honest nd capable police officer at that time 👍❤️

  • @sujanbehera4816
    @sujanbehera4816 3 месяца назад +1

    Ati sundar paribar & sir 🙏 pranam jagannath apankr mangal karantu bahut bhal bhabare police jibanare kichhi barnnana karithiba ru

  • @jayantiswain1732
    @jayantiswain1732 3 месяца назад +2

    One kind of best interview. Thanks to Sangram Babu and Argus chanel

  • @prashantakumarpattanayak1962
    @prashantakumarpattanayak1962 3 месяца назад +1

    Namaskar, sundar upastapana, aapananka discussion with guest bahut badhia,smiling face,marjit kathabarta,khola katha re manji
    pacharanti,
    Thank u...
    34:57

  • @futurefauji8669
    @futurefauji8669 3 месяца назад +2

    ଆପଣଙ୍କ ପ୍ରତି ବହୁତ ସମ୍ମାନ ସାର

  • @binayakbehera5957
    @binayakbehera5957 3 месяца назад +9

    ଅମିତାବ ଠାକୁର ବହୁତ ଭଲ ଲୋକ.

  • @umeshsaran1403
    @umeshsaran1403 3 месяца назад +1

    ସାର ଙ୍କୁ ବହୁତ ଭଲ ଭାବେ ଜାଣିଛି ରାଉରକେଲା ରୁ ଥିଲା ବେଳୁ ଭୁବେନେଶ୍ୱର ଥିଲା ଯାଏ. ସାର ଙ୍କ ସାଙ୍ଗରେ ବହୁତ ଥରେ ବସିବାକୁ ସୁଯୋଗ ମିଳିଛି.

  • @sushantakumarroutray1406
    @sushantakumarroutray1406 3 месяца назад +2

    Thanks sir for your brave work
    You are great sir 👍

  • @brahmanandabehera5652
    @brahmanandabehera5652 3 месяца назад +4

    Thank s Argus

  • @Veenitkumarreddy435
    @Veenitkumarreddy435 2 месяца назад +1

    ସମାଜ ରେ ଦୁର୍ନୀତି ଗ୍ରସ୍ତ ପୋଲିସ ବାଲା ଙ୍କ ପାଇଁ ଇମାନଦାର ପୋଲିସ ଙ୍କୁ ବି ସମ୍ମାନ ମିଳୁନାହିଁ।

  • @arucharanpradhan5502
    @arucharanpradhan5502 3 месяца назад +2

    ସାର୍ ଙ୍କୁ ଅଶେଷ ଧନ୍ୟବାଦ।

  • @subhendudash3523
    @subhendudash3523 3 месяца назад +15

    Sir please thare Ex DGP Bipin Bihari Mishra nku dakantu. Tankara family story bahut encouraging for all

  • @manjupravamishra8000
    @manjupravamishra8000 3 месяца назад +2

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @biswajitsahoo4739
    @biswajitsahoo4739 3 месяца назад +4

    Thank you for a nice interview from our district's honest officer.

  • @tapaskumarpalei1976
    @tapaskumarpalei1976 3 месяца назад +2

    Very Proud for Odisha SOIL. 💐💐.

  • @dibyaranjantarai513
    @dibyaranjantarai513 3 месяца назад +1

    Bahut humble person...ebe police bahut kichi sikhibara achi..

  • @sushilsamal3789
    @sushilsamal3789 3 месяца назад +3

    Thank you Sir

  • @akshayakumar8712
    @akshayakumar8712 2 месяца назад

    ଆପଣଙ୍କ ପ୍ରତି ବହୁତ୍ ସମ୍ମାନ ଅଛି ଏ ସମାଜର ,ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ Officer ବୋଲି ଏ ସମାଜ ଗଣା ହୋଅନ୍ତି , ଆପଣଙ୍କର ଏ ସଚ୍ଚୋଟ ପଣିଆ କାମ ପାଇଁ ମୋରେ ଆନ୍ତରିକତା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏................

  • @PankajBehera-wl7eg
    @PankajBehera-wl7eg 3 месяца назад +7

    ୟେହି podcast ରେ ଏହି ଗୋଟିଏ ଭିଡିଓ ପସନ୍ଦ ଆସିଲା, ଅନ୍ୟ ଭିଡିଓ ସବୁ ବେକାର ଥିଲା

  • @chinmayagadanayak5239
    @chinmayagadanayak5239 3 месяца назад +3

    Very interesting podcast this

  • @kabitaparija-l1r
    @kabitaparija-l1r 3 месяца назад

    ସାର ନମସ୍କାର, ବହୁତ ଭଲ କଥା ଜାଣିଲୁ, ଧନ୍ୟବାଦ ପୋଲିସ ଡି ପାର୍ଟ ମେଣ୍ଟକୁ

  • @p.kstudy4872
    @p.kstudy4872 3 месяца назад +1

    ସାର୍ ସାଧାରଣ ଲୋକ ର ବି interview ନିଅନ୍ତୁ.

  • @pravatakumarsethi6368
    @pravatakumarsethi6368 3 месяца назад +3

    Best police officer of Odisha

  • @sarbajeetbehera9096
    @sarbajeetbehera9096 3 месяца назад

    Keonjhar maati ra pua sahasika police officer real proud real hero🫡👏thanks to argus podcast thanks to Sangram sir..emiti byakti bises nka jibana kahani samasta nka aagaku asiba drkr..

  • @bipinbiharinayak5973
    @bipinbiharinayak5973 3 месяца назад +3

    Respect always

  • @ashokkumarsahoo7041
    @ashokkumarsahoo7041 3 месяца назад +6

    ଏଭଳି police officer ଓଡିଶା ପାଇଁ ଗର୍ବ. I salute you Sir.

  • @bigyankumar4270
    @bigyankumar4270 2 месяца назад

    Sir.. Bahut bhala lagila aapankara barta.. Thank u.. Aapana bhalare aapankar aabasista jibana bitantu.. Aama samastanka aasribad aapananka sathire achi

  • @kamakshyasamal4574
    @kamakshyasamal4574 3 месяца назад +2

    🙏🙏🙏🙏ଜୟ ଯବାନ 🙏🙏

  • @ladlymamundancer3890
    @ladlymamundancer3890 2 месяца назад

    ସରତ୍ ସାର୍ ଙ୍କୁ ହୃଦୟରୁ ସାଧୁବାଦ ସହିତ କୋଟି କୋଟି ପ୍ରଣାମ 🙏🙏🙏🙏🙏 ମହାପ୍ରଭୁ ଦିର୍ଘାୟୁ କରନ୍ତୁ ସାର୍ ଙ୍କୁ 🙏🙏

  • @dipakguru523
    @dipakguru523 3 месяца назад +1

    Bahut Sunder police sir🙏🙏🙏🙏❤️❤️💖💖 your great

  • @ManoramaMohapatra-du1lb
    @ManoramaMohapatra-du1lb 3 месяца назад +2

    ପ୍ରଣାମ ସାର୍।

  • @rajanikantanayak6323
    @rajanikantanayak6323 3 месяца назад +1

    Sangram sir nka New dekhiba pain bahut vala lage

  • @rangaballavrout8226
    @rangaballavrout8226 3 месяца назад +1

    God.blese.sir

  • @pratapbagh7812
    @pratapbagh7812 3 месяца назад +1

    Bahut bahut dhanyawad sangram babu

  • @ashokpattanik6945
    @ashokpattanik6945 2 месяца назад

    ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଜଣେ ଦକ୍ଷ ପୋଲିସ ଅଧିକାରୀ ସହ ଜଣେ ଭଲ ମଣିଷ।କଥାବାର୍ତ୍ତା ରୁ ତାଙ୍କର ବ୍ୟକ୍ତିତ୍ଵ ଜାଣି ହେଉଛି।ବହୁତ୍ ସୁନ୍ଦର୍ ଭାବରେ ଉତ୍ତର ରଖିଛନ୍ତି।

  • @sachinsethy2235
    @sachinsethy2235 2 месяца назад

    ସଂଗ୍ରାମ ସାର୍ ଆପଣକ କଥାକୁହା ଶୈଳୀ ଖୁବ ନିଆରା

  • @ladlymamundancer3890
    @ladlymamundancer3890 2 месяца назад

    ଆପଣଙ୍କ ପରି ବ୍ୟକ୍ତିଙ୍କର ଓଡିଶା ପାଇଁ ବହୁତ ଆବଶ୍ୟକ ଅଛି ସାର୍ 🙏

  • @Dipak9692
    @Dipak9692 3 месяца назад

    Love this ❤ type of concepts,bring more like this..

  • @kanjiaranjitkumar3824
    @kanjiaranjitkumar3824 3 месяца назад

    Thanks 🙏🙏👍. Sir. Bahutbhalalagila

  • @dushmantapradhan6516
    @dushmantapradhan6516 3 месяца назад

    ଅତି ସୁନ୍ଦର ଉପସ୍ଥାପନା 🙏

  • @BiswajitDalei-x4o
    @BiswajitDalei-x4o 3 месяца назад

    Jaa hou kichi katha ama ku argush news nua katha kohuchani mu bhout khushi

  • @CharanPradahan
    @CharanPradahan 3 месяца назад

    Sangram sir your question style very nice i really appreciate
    Very nice program thanks to Argos tv thanks to Sangram sir

  • @Truth_Speaks
    @Truth_Speaks 3 месяца назад +1

    Satisfactory service period of Sarat sir

  • @monalisapalei70
    @monalisapalei70 3 месяца назад

    Heart'iest Gratitude to Sharat sir fr all of your noble act🙏🥹

  • @sarathimallick2879
    @sarathimallick2879 3 месяца назад

    Thank you Sangram sir and DSP sir...I want to see again ..

  • @anantakishorprusty8481
    @anantakishorprusty8481 3 месяца назад

    Prabhu Jagannath aap na nku vala re rakhantu Sarat Sir.

  • @chinmayagadanayak5239
    @chinmayagadanayak5239 3 месяца назад +3

    ମିହିର୍ ଦାସ ଙ୍କ ପୁଅ ଅମ୍ଳାନ ର କେବେ ଇଣ୍ଟର୍ ଭିଉ ନିଅନ୍ତୁ

  • @sureshkumarmishra4378
    @sureshkumarmishra4378 3 месяца назад +1

    Jane Nirvika offcer.Bahut Bhala lagila

  • @mrkk6815
    @mrkk6815 2 месяца назад

    Comment lekhiba ku mo.pakhare kichhi word nahi jete lekhile kam ,atiki kahibi you are real hero in odisha I salute sir ! Bande utkal janani

  • @geetanjalisahoo2641
    @geetanjalisahoo2641 3 месяца назад +6

    Sudhanshu Sarangi sir nku invite karantu.. 🙏

  • @srikantaharichandan1464
    @srikantaharichandan1464 3 месяца назад +17

    Judicial system ରେ ଯେମିତି ଅପରାଧୀ ଖସିଯିବା ପାଇଁ ବାଟ ସହଜ ହେଉଛି ସେମିତି ରେ encounter ମୋଟେ ବି ଭୁଲ ନୁହେଁ।

  • @kndehury8388
    @kndehury8388 3 месяца назад

    Sarat sir was my teacher.sir namaskar.He is the man of principle.God may bless him .

  • @krushnaprasadmohanty3831
    @krushnaprasadmohanty3831 3 месяца назад

    ଶରତ ବାବୁଙ୍କୁ ପ୍ରଣାମ - ଜଗନ୍ନାଥ ତାଙ୍କ ପିଲାମାନଙ୍କୁ ସହାୟ ହୁଅନ୍ତୁ

  • @rising.odisha143
    @rising.odisha143 3 месяца назад

    Such a Great personality

  • @Rajesh9797-l
    @Rajesh9797-l 3 месяца назад

    Such a good human being salute sir

  • @mkrout2402
    @mkrout2402 3 месяца назад

    Thank uh sir❤❤ I am proud ,to leave in a same village with u❤❤❤

  • @pkmishra6256
    @pkmishra6256 3 месяца назад

    Thousands Salutes to Sri Sarat Ch Sahu Retired honest, sincere dedicated Police Officer.I have heard your name during your service period. Today saw you and listened your interaction with Argus News Editor Mr Sadangi Babu is very much appriciable, free, frank and naked truth story about your success and the behavior of a good Police Officer who will be people friendly.Lord Jagannath Bless you Sir. With good health abd happiness in post retirement life .🙏🏾🙏🏾🙏🏾🙏🏾🙏🏾 PKMishra, Angul.🙏🏾🙏🏾🙏🏾

  • @niranjansahoo5866
    @niranjansahoo5866 3 месяца назад

    Thanks alot for this unique podcast

  • @Pradhan...
    @Pradhan... 3 месяца назад

    Sir you are great🙏🙏

  • @manasrout9560
    @manasrout9560 3 месяца назад +2

    Thank you sir Jai hind

  • @dipakguru523
    @dipakguru523 3 месяца назад

    Argus ku more 🙏🙏🙏❤️💖💖love you a podcast ku aramva karithibaru

  • @rabindrakumarmohapatra8182
    @rabindrakumarmohapatra8182 3 месяца назад

    A Bright illuminated Star in Odisha police. Example for all .Highly appreciated police officer.Cingratulation tohim.He is UNIQUE & Admired for his Bravery activity.

  • @sidhi_i4u
    @sidhi_i4u 2 месяца назад

    Bahut good sir bahut khusi lagila😍😍😍😍😍

  • @rajur.rayagada.odisha6996
    @rajur.rayagada.odisha6996 3 месяца назад

    Very good show in odisha.

  • @aswinipadhy5673
    @aswinipadhy5673 3 месяца назад +1

    Jai Hind

  • @pabirana289
    @pabirana289 3 месяца назад +2

    ଆଜି କାଲି ଆପଣଙ୍କ ଭଳି police ଦେଖି ବାକୁ ମିଳୁନି , ଆପଣଙ୍କୁ କୋଟି ପ୍ରଣାମ

  • @rashmiranjanpadhi8727
    @rashmiranjanpadhi8727 3 месяца назад +2

    କେବେଭାବିନଥିଲି ଏମିତିକା ପୋଲିସଅଫିସର ବି ଥିବେ 🙏🙏