laja laguni mnuha ku bjp tamaku kini neichi au tame bjp naa re guna gaibani ta au kaha naa re gaiba 😅😅😅 katha re axi para "gote deha dana kariki chaluthiba jhia au gote bikri heijaithiba media bhitare kichi bhi farak nahi ", fir bhi se jhia ijjat e bikri heijaithiba media thu adhika .." 😅😅😅 famous dilog gote pura suit karuchi tamaku baa😅😅😅
@@souravmanisha5276 Taankara bodhe kichi swaviman ki oqat nahin jaha kale bi party re rahibe. Se thik karichhanti sethipain lokamane jiteile . Tame sahi paruna seita alaga katha.
Dear argus channel team..apana mane jadi sabu politicians nkara fact ku dekhante bjp biased na heiki..apanaka prati samman milanta mana ru... Ebe bjp leader nka dwara inaugurate heithiba air port ra abastha ebe kn... se bisayare b discuss karantu..tanka neta ku aniki... Dharmendra pradhan nku dakiki neet question paper leak upare discussion kareiki dekhantu jadi paribe..
ମୋର favourite ❤❤ 1 ଓଡ଼ିଆ ଅଭିନେତା - ସିଦ୍ଧାନ୍ତ Sir 2- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି sir 3- CM ନବୀନ SIR 4- Cricketor Mahendra Singh Dhoni Sir ❤❤❤ 5- South actor Rocky Star ⭐ Yash and Power Star ⭐ Paneeth Rajkumar 🙏 6- Bollywood Actor Sushant Rajut Sir 🙏❤❤❤❤
Mote b.odiare-Sidhanta, bengoli re prasanjit, hindi re govinda Hiro.jebethun emane rahilgale,sebetharu movie dekhiba band.majhire kemiti kahibi kha tk dekhuthili sie b gala😃
Kete thara parliament jaiki question raise karichanti kahi Pariba jetebele mp thile. Part time Neta ea Aau ta hero hei paribeni ebe politics ru darama asu
Mora asha thila Sidhanta Mohapatra CM Tathapi Sidhanta eiya odiya cinema King mo imagine Sidhanta is great all is well Sidhanta _Rachana thik tathapi sidhanta nabin babu tharu anek gunare vala
Good Sidhant Babu for the bold answers.... More over thanks to the anchor for smartly questioning and touching every aspect of actor's life .... Over all very interesting podcast .....
Sidhant Sir is an honest, kind-hearted person who will help the people of the Digapahandi assembly constituency. I am so happy to hear that he won against BJD. Odisha needs change, and it’s been proven. #ChangesRequired
Mu sidhant nka pain kahuni.. but mo opinion re " ଦଳ ନୁହେଁ ଦଳପତି important... Jebe jaen ame naveen patnnaik nku dalapati boli bhabuthilu sebe bjd pain vote jauthila. Jebe pandian passive dalapati habaki chesta kale and samna re. Modi nka bhali strong active leader thile.. ta dala badalei daba re bhul kan... Karana nija swartha thu bada dala .. au dala thu bada desha..o jati.... Tenu kali jadi modi nka pare kehi bhala neta congress re asibe . So better to vote and switch to congress❤❤❤
Ajii b ତମେ ଆମ ହିରୋ
laja laguni mnuha ku bjp tamaku kini neichi au tame bjp naa re guna gaibani ta au kaha naa re gaiba 😅😅😅 katha re axi para "gote deha dana kariki chaluthiba jhia au gote bikri heijaithiba media bhitare kichi bhi farak nahi ", fir bhi se jhia ijjat e bikri heijaithiba media thu adhika .." 😅😅😅 famous dilog gote pura suit karuchi tamaku baa😅😅😅
@@souravmanisha5276dadan kebe jibu😅😅
Apart from politics I still see him as a hero. @@souravmanisha5276
@@souravmanisha5276 Taankara bodhe kichi swaviman ki oqat nahin jaha kale bi party re rahibe. Se thik karichhanti sethipain lokamane jiteile .
Tame sahi paruna seita alaga katha.
Dear argus channel team..apana mane jadi sabu politicians nkara fact ku dekhante bjp biased na heiki..apanaka prati samman milanta mana ru...
Ebe bjp leader nka dwara inaugurate heithiba air port ra abastha ebe kn... se bisayare b discuss karantu..tanka neta ku aniki...
Dharmendra pradhan nku dakiki neet question paper leak upare discussion kareiki dekhantu jadi paribe..
ମୋର favourite ❤❤
1 ଓଡ଼ିଆ ଅଭିନେତା - ସିଦ୍ଧାନ୍ତ Sir
2- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି sir
3- CM ନବୀନ SIR
4- Cricketor Mahendra Singh Dhoni Sir
❤❤❤
5- South actor Rocky Star ⭐ Yash and Power Star ⭐ Paneeth Rajkumar 🙏
6- Bollywood Actor Sushant Rajut Sir 🙏❤❤❤❤
Banda rank, Gehi de sala
Bhai tu strawberry duniya re achhu😂
ବାଜିରାଉତ ଭଲ ନାହିଁ ki
C m Nabina Dhritarashtra nu One'
Arey bhai nija favourite actor manankara naa ra spelling toh thik re lekh
Puneet Rajkumar,Sushant singh Rajput, Rocking star Yash
ମୋ ହିସାବ ରେ ସିଦ୍ଧାନ୍ତ ମହାପାତ୍ର ଜଣେ ଭଲ ମଣିଷ ❤
ବୋହୁତ ଭଲ ❤
Eha sata katha 🎉❤
Ta kan hela
Haan ,Haan Haan se bahut dukha daridra ra loka nka seva karichanti 😂😂😂😂 tankara trustee acchi 😅😅😅
Mote b.odiare-Sidhanta, bengoli re prasanjit, hindi re govinda Hiro.jebethun emane rahilgale,sebetharu movie dekhiba band.majhire kemiti kahibi kha tk dekhuthili sie b gala😃
ପିଲା ଦିନ ର hero, ସବୁ ରବିବାର ଦିନ dd odia ରେ film ଦେଖିବା, ଆଜି ଯାଏ ମନେ ପଡୁଛି ❤!!😢
Yes Sir
Hn bhai😢😢😢
Right bhai
ସିଦ୍ଧାନ୍ତ ମହାପାତ୍ର ବୋହୁତ ଭଲ ମଣିଷ ଟିଏ, କିନ୍ତୁ politics ପାଇଁ କିଛି ଲୋକ ତାଙ୍କୁ ବି ଖରାପ ଲୋକ କହୁଛନ୍ତି, ସିଦ୍ଧାନ୍ତ ମହାପାତ୍ର ଓଡିଶାବାସୀ ମାନଙ୍କ ପାଇଁ ଗୋଟେ emotion, love.
ସିଏ ଜାମରୁବି ଖରାପ ଲୋକ ନୁହଁନ୍ତି ଯାହା ମୋତେ ଲାଗେ ସେ ଜଣେ ଖୁବ ସୁନ୍ଦର ଚିନ୍ତା କରିବା ଓ ବିଚାର କରିବା ଲୋକ
@@sukramardi4583 ସିଏ ଭଲ ଲୋକ କିନ୍ତୁ ଏଇ ଟଙ୍କାକିଆ କୁଜି ନେତା ମାନଙ୍କୁ ଭଲ ଲlଗେନି, ଏମାନଙ୍କୁ ସବୁବେଳେ politics ନଜର ଆସେ ଆଉ କିଛି ନୁହେଁ
Kete thara parliament jaiki question raise karichanti kahi Pariba jetebele mp thile.
Part time Neta ea
Aau ta hero hei paribeni ebe politics ru darama asu
ବଳ ସିଦ୍ଧାନ୍ତ b j d ପାକ 17:26 ରେ ଜରି ବେଟିବା ଛାଡି, ନିଜକୁ ବଳ ମଣିଷ କହିଲେ ହେବ ନାହିଁ. ନବୀଟୁ ସେ ବଡ଼ ଲାଜ lagu💕ନାହିଁ. ପର,..,
.
ସିଦ୍ଧାନ୍ତ ମହାପାତ୍ର ଜଣେ ନାଁ ଖାଲି ସିନେମା ଇଣ୍ଡଷ୍ଟ୍ରି ନୁହେଁ ଓଡ଼ିଶାର ଛୋଟ ଠାରୁ ବଡ଼ ସମସ୍ତେ ମନେ ରଖିବେ।ଏଭଳି ବ୍ୟକ୍ତିଙ୍କର ବିକଳ୍ପ ପାଇବା ବିରଳ।
ସିଦ୍ଧାନ୍ତ ବାବୁ, ଆପଣଙ୍କୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ସାହା ହୁଅନ୍ତୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଂଚଳ ଏବଂ ଓଡିଶା ର ପ୍ରକୃତ ସେବା କରିବା ପାଇଁ
ବହୁତ୍ ଭଲ ଲାଗିଲା କାର୍ଯ୍ୟକ୍ରମ, 😊 😊
ଇଏ ଏବେ ଯାଇଁ bjd ଠୁ ଶିଖି ଥିଲା ଆଜି bjp କି ଗଲା ବଲୀ ଏ କଣ କହିବ bjp ଚର ନେତା ମାନେ, ନବୀନ ପଟ୍ଟନାୟକଙ୍କ ଗୋଟେ ଭୁଲୁ ପାଇ ତମେ ସବୁ, ବ୍ରତିଗଲୋ ଓକ
ସୁନ୍ଦର ମଣିଷ ଓ ସୁନ୍ଦର ଉପସ୍ଥାପନା ସୁନ୍ଦର ପ୍ରୟାସ ଅର୍ଗସ ଡିଜିଟାଲ ର , ଧନ୍ୟବାଦ ସମସ୍ତଙ୍କୁ
ଜେତେ ବେଲେ କରୁନା ଭାରସ ହେଲାବେଲେ କେନ ଥଲେ ଦାଦନ ଉଧର କରି ପାରି ଲେନି ଲଡାଉନ ସିନେମାର ହିର ହଉଛ ସବିସାଚି ଓଡିଶା
ସିଦ୍ଧାନ୍ତ ମହାପାତ୍ର ଜଣେ ଭଳ ଅଭିନେତା ଓ ଭଳ ନେତା ସହିତ ଜଣେ ଭଳ ମଣିଷ 🙏
Bhai Tora kou gaan, to area ru neta banei de taku
Bala manisata dala dinata ticket na milila 2029 ra bjd paliba nahala congress paliba
ସିଦ୍ଧାନ୍ତ ମହାପାତ୍ର ଜଣେ ସ୍ଵାଭିମାନୀ ଓଡ଼ିଆ ପୁଅ
Lovely legendary Pair...Sidhant -Rachana ❤❤
ଓଡ଼ିଆ ଅସ୍ମିତା କୁଆଡେ ଗଲା, ମୁଖ୍ୟମନ୍ତ୍ରୀଙ୍କ ସଫଥ ଉତ୍ସବ ପାଇଁ ମହାରାଷ୍ଟ୍ରରୁ ବାଜାଵାଲା ଆସିଛନ୍ତି ଓଡିଶାରେ ବଜାଇବା ପାଇଁ କଣ ଆମ ଓଡିଶାରେ ବାଜାଵାଲା ନାହାନ୍ତି ଏଠି ତମର ଓଡ଼ିଆ ଅସ୍ମିତା କଥା କାହିଁକ ମନେ ପଡୁନାହିଁ ଗାଲୁଆ ଗୋଲାମ ଗଣମାଧ୍ୟମ ସଂସ୍ଥା
Au kn tamilnadu ru asithanta
B j p michha kahibare master.
Salman Khan ku 10cr deiki anithile bhala heithanta
Absolutely right😊
@@sanghamitradas371 ଆରେ ନିମଛତରା ଓଡିଆ ଅସ୍ମିତା କଥା କହି ନିର୍ବାଚନ ଲଢୁଥିଲ କୁଆଡେ ଗଲା ସ୍ୱାଭିମାନ ଏବେ ଟେଣ୍ଟ ବାନ୍ଧିବା ପାଇଁ ଠିକା ଦେଇଛନ୍ତି ତେଲଙ୍ଗାନ ବେପାରକୁ ଗୋଲାମ ଦଳ ସବୁବେଳେ ଗୋଲାମ କାମ କରିବେ
ସିଦ୍ଧାନ୍ତ ମହାପାତ୍ର ଜଣେ ଭଲ ଲୋକୋ ଆମ ଓଡ଼ିଶା ରେ ହିରା ମୁନା ଭାଇ
ବହୁତ ସୁନ୍ଦର କଥାଟି କହିଲେ ସିଦ୍ଧାନ୍ତ ମହାପାତ୍ର ନିଜକୁ ନିଜେ ପରଖିବା ଅପେକ୍ଷା ଜନତା ପରଖିବେ
ଅଧା କଥା ପେଟ ରେ ଅଧା କଥା ପାଟି ରେ ..ଜଣେ କାର୍ବାଇଟି ଦିଆ 52 ବର୍ଷ ର ଯୁବ ମୁଖ୍ୟମନ୍ତ୍ରୀ ...ଭଲ ଠକିଲା ବିଜେପି..ଏତିକି କଥା ଆଗ ରୁ କହିବା ର ଥିଲା
Sidhanta sir super star ❤❤❤❤❤
ସବୁଠୁଁ ସୁନ୍ଦର ସାକ୍ଷାତ କର ଜଣେ ସୁନ୍ଦର ମନ ଓ ହୃଦୟ ର ମଣିଷ ସହ
ଯଦି CM ଆସନ ଦିଆ ଯାଇଥାନ୍ତା ଓଡିଶା ବାଶି ବେଶି ଖୁସି ହେଇଥାନ୍ତେ ଆଉ BJD ର ପଙ୍କୁଆ ସଉଳ ଉଚିତ ଶିକ୍ଷା ପାଇଥାନ୍ତେ
ସତ କଥା
Haan rajaneeti gote film toh loke dekhibe 😂😂😂 bah bah ki loka re 😂😂 sundar neta ghare Rakhi ki chatibu
Mora asha thila Sidhanta Mohapatra CM
Tathapi Sidhanta eiya odiya cinema King
mo imagine Sidhanta is great
all is well
Sidhanta _Rachana thik
tathapi
sidhanta nabin babu tharu anek gunare vala
Mu vabuthili sidhanta sir cm heijantu
Sidhanta Rachana Jodi hit💯💯💯💯💯💯💯💯💯💯💯💯💯💯💯💯💯💯💯💯 💘💘💘💘💘💘💘💘💘💘💕💕💕💕💕💕💕💕💕💕
ମୋର ମନେ ହେଉଛି ତାଙ୍କ ସମୟରୁ ଆଜିଯାଏ ପରଖିଲେ ତାଙ୍କୁ ଟପିଲା ଭଳି ଅଭିନେତା ନାହାଁନ୍ତି । ରାଜନୀତିକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ । ଏଥିରେ ସେଜଣେ ସିଦ୍ଧା ସରଳ ଲୋକେ ।
ସିଦ୍ଧାନ୍ତ ଜଦି ଭଲ ନେତା ନୁହନ୍ତି ତାହେଲେ କେମିତି ୩ ଥର ଜିତିଲେ ସାରା ଓଡ଼ିଶାର ଲୋକ ପ୍ରିୟ ନେତା ଅଭିନେତା ତାଙ୍କୁ ମନ୍ତ୍ରୀ ପଦ ଦିଅ
Right
Yes
Loka murkha
Bhai jetiki budget asichi MLA period re Tara kharcha na kariki return jauchi Kan kama hauchi
Cm haba
Sindnta best cm ହେଇ ଥାନ୍ତେ
ଆପଣ ଭଲ ଅଭିନେତା 🎉🎉🎉🎉🎉🎉🎉 ଭଲ ନେତା ବି ହେବେ ମୋ ବିଶ୍ୱାସ
ମୁନା ଭାଇ ଧନ୍ୟବାଦ
Sidhanta Bhai lots of love and respect from Digapahandi to our beloved MLA❣️🙏🚩
Bhul karidela jaha budget asiba film haba
Congratulations to our beloved Siddhant Sir the great film star and politician 🎉🎉
Ollywood king Siddhant Mohapatra nku Cabinet Minister kara jau
ସିଦ୍ଧାନ୍ତ ମହାପାତ୍ର ଭଲ ମୁ ଛୋଟ ବେଳୁ ହିଁ ତାର ଫିଲ୍ମ ଦେଖିଛି।
Odisa re 1 hiroSidhant mahapatra
ସିଦ୍ଧାନ୍ତ ଜଣେ ଭଲ ଅଭିନେତା ମାତ୍ର ସେ କେଭେ ବି ଭଲ ରାଜନେତା ନୁହେଁ
Right
🎉right🎉
ଏବେ ଖୁସି ନ ହୋଇ ଫିଲ୍ଡ କୁ ଶିଘ୍ର ଓଲ୍ହାଇ ପଢ଼ନ୍ତୁ ଆଜ୍ଞା, ଆମେ ଜନ ସାଧାରଣଙ୍କ ଆଶା ୧୦୦ ଦିନର ପ୍ରୋଗ୍ରାମ କେମିତି ସମ୍ପୂର୍ଣ କରୁଛନ୍ତି ? ଭୋଟ ଦେଇଥିବା, ନ ଦେଇଥିବା, ବିଲକୁଲ ଭୋଟ ନ କରୁଥିବା ଲୋକ ମାନଙ୍କ ପାଇଁ କ'ଣ କରି ପାରୁଛନ୍ତି ? ଦେଖାନ୍ତୁ ଆଜ୍ଞା ।
Bhala manisa tiya...God bless you Bhai..
Bjp, bjp, bjp
I'm big fan sidhanta sir
Congress Leader ଜୟଦେବ ଜେନା ଙ୍କର ସାକ୍ଷାତକାର ଟିଏ କରନ୍ତୁ।
ସଂଗ୍ରାମ ଭାଇ।।।
Good Sidhant Babu for the bold answers.... More over thanks to the anchor for smartly questioning and touching every aspect of actor's life .... Over all very interesting podcast .....
Next cm hari mohapatra
ନବୀନ ବାବୁ ବହୁତ ଭଲ ରବର ଷ୍ଟାମ୍ପ
MP ଥିବା ସମୟ ରେ ଗୋଟେ ବି ପ୍ରଶ୍ନ ନ କରିବା , ଓଡ଼ିଶା ର ହକ ପାଇଁ ନ ଲଢ଼ିବା କେତେ ଦୂର ଠିକ ଏ ବିଷୟରେ ଗୋଟେ ପ୍ରଶ୍ନ ପଚାରିବାର ଥିଲା
Best podcast episode.... Love 💕💕💕
ତମେ ମୁଖ୍ୟମନ୍ତ୍ରୀ ହେଲନି ଆଉ ଜଣେ କାହିଁକି ହେଲା ବିଜେପି ଥାଡ଼ଗ୍ରେଡ ଏବେବି ଆଉ ଥରେ ଇଲେକସନ ହେଲେ ନବୀନ ଜିତିବ ବିଜେପିକୁ ଚ୍ୟାଲେଞ୍ଚ
ସିଦ୍ଧାନ୍ତ ମହାପାତ୍ର ଜଣେ ବହୁତ ଭଲ ଅଭିନେତା କିନ୍ତୁ ଭଲ ନେତା ନୁହନ୍ତି
He is a very good Actor and Politician....❤❤
He is a legendary actor of Odia Industry and I'm sure he will prove himself as a MLA this time ❤❤❤
Neta heba ta lokankaupare depend kare
Important is how is he as a human being❤
Right @@97Ibibhuprasad
ମୁନ୍ନା ଭାଇ ବିଜେପି ରେ ଯୋଗଦେଇ ଜିତିଥିବାରୁ ଧନ୍ୟବାଦ
ମନରେ ଭାରି ଆଶା ଥିଲା ଯଦି ସିଦ୍ଧାନ୍ତ ବାବୁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଥାଲେ ଅଲଗା ଖେଳ ହେଇଥାନ୍ତା
😂😂😂😂😂😂😂😂😂
ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି ରେ 1 no ଏକ୍ଟର ସିଦ୍ଧାନ୍ତ ମହା ପାତ୍ର
Evergreen actor is shidhanta Mahapatra ❤❤❤...we r proud for u sir🎉🎉🎉🎉
ଆଜିବି ଚେହେରା ରୁ ଚମକ ହଜିନି, ଯଦି ଆପଣ ସିନେମା କରିବେ ହିରୋ ରୋଲ୍ ହିଁ କରିବେ ବା ଜଉ ରୋଲ ରେ ଦମ୍ ଥିଵ ସେ ସିନେମା ହିଁ କରିବେ
ଜୟ ଜଗନ୍ନାଥ🙏🙏🙏
ଭଲ ହେଲେ ଚଳିବନି, ଲୋକ ଙ୍କ କାମ କରୀକି ଦେଖ୍, ଏ ଚରଚା କହୀ ଲୋକ ଙ୍କ ଦ୍ଵାରା ଗାଣ୍ଡୀ ମାରନ
ଅଭିନେତା ହିସାବରେ ଆପଣ ଯେତିକି ସମ୍ମାନର ଯୋଗ୍ୟ, ନେତା ହିସାବରେ ସେତିକି ସମ୍ମାନ ଯୋଗ୍ୟ ନୁହେଁ।
bjd loka laguchi
@@SanjayaBahuka143 Tu kau loka ki
ଅତି ନିଆରା ମଣିଷ ଟେ ସିଦ୍ଧାନ୍ତ ମହାପାତ୍ର ନେତା ହିସାବରେ ହୁଅନ୍ତୁ କି ଅଭିନେତା ହିସାବରେ
ହଉ ଦେଖା ଯାଉ ଆଗକୁ କଣ ହେବ ସବୁ ଆମେ ଜନତା ଖାଲି ଦେଖିବୁ ଆଉ ପରିଵର୍ତନ ଦେଖାଇବୁ...
ମୋ ହିସାବରେ ସିଦ୍ଧାନ୍ତ ମହାପାତ୍ର ହିରୋ no,1ଵିଧାୟକ no,1, ଜଣେ ଭଲ ସେବକ
Sidhant Mohapatra is a good person of society.
ସିଦ୍ଧାନ୍ତ କହିବେ ନିଜକୁ ବଳ ପର ଘର ଝିଅ ରଚନା କୁ ପ୍ରେମ ନାହିଁ ଦେହକୁ ସୁହିବା ଅଧି କାର ଦେଲା kkia
Sidhant Sir is an honest, kind-hearted person who will help the people of the Digapahandi assembly constituency. I am so happy to hear that he won against BJD. Odisha needs change, and it’s been proven. #ChangesRequired
Se aneka lokanka. Seba karichanti.?
Odisha needs change against development? Towards communal hatredness? Sitting in Dubai very easy to opine.
Mo pila belara super star...most of 90 kids nkara e fevorite...
ସିଦ୍ଧାନ୍ତ ସାର୍ ମୁଁ ଆପଣଙ୍କ ର ଜଣେ ବହୁତ୍ ବଡ଼ ଫାୟନ୍,ସିନେମା ଜଗତରେ ଆପଣଙ୍କ ସ୍ଥାନ କେହି ପୁରଣ କରି ପାରିବେ ନାହିଁ, ଆପଣ ଜଣେ ବାସ୍ତବିକ୍ ହିରୋ
Sidhant Mohapatra kichhi karipariba nahi.
Future CM of Odisha
ଏମାନେ କଳାକାର ହେଇ ରାଜନୀତି କାହିଁକି ପାଦ ଦେଉଛନ୍ତି
Life is one,so one can taste it differently.Some persons are multi-talented.Try to see the positive aspects of life.
ସିଦ୍ଧାନ୍ତ ଭାଇଙ୍କୁ ମୁଁ ପିଲା ଦିନରୁ ପସନ୍ଦ କରେ ତାଙ୍କର ଅଭିନୟ ପାଇଁ ମୁଁ ସବୁବେଳେ ସବୁ ସମୟେ ସିଦ୍ଧାନ୍ତ ଭାଇଙ୍କ ସପକ୍ଷରେ ଅନେକ ସୋସିଆଲ ମେଡିଆ ରେ । ଆପଣ ଯେଉଁ କହିଲେ ସରକାରୀ ଅନୁଦାନ ବିନା କୌଣସି ସଂସ୍ଥା ଚଲେନାହିଁ ଆପଣ କୁହନ୍ତୁ ଯେତେବେଳ ଆପଣ ଏବଂ ଅନେକ ପୁରୁଣା କଳାକାର ମାନେ ସିନେମା କରୁଥିଲେ ସେତେବେଳ କେମିତି ସିନେମା ଚାଲୁଥିଲା ।
1st mane rakhiba dark Naveen Pattnaik sir politics ku anithile . Setebele bjp wala kauthi thile aji ete phutani
ହିରୋ ହିରୋଇନ୍ ଯଦି ତାଙ୍କ ସମ୍ମାନ ହରାଉ ଛନ୍ତି ତେବେ ସେଥିପାଇଁ ରାଜନୀତି ରେ ମିଶିବା ଯୋଗୁ ହେଇଛି ।ତେଣୁ ଲୋକଙ୍କ ଭଲ ପାଇବାକୁ ହେଲେ ଚଳଚ୍ଚିତ୍ର ବା ଯାତ୍ରାରେ ରହିଲେ ଭଲ ହେବ ।ହିରୋ ହିରୋଇନ୍ ଯଦି ଶାସନ କରିବେ ତେବେ ରାଜନୀତି କରୁଥିବା ଲୋକ କୁଆଡେ ଯିବେ ।
ମୁଁ ଭାବୁଛି ସେ ଜଣେ ଭଲ ସେବକ
😂😂😂😂 reality kana brahmapur janataku jana apananka jagare Kan ta taani pakeichi Sidhant mahapatra
ନେତା ଆଉ ଅଭିନେତା ବହୁତ୍ ସୁନ୍ଦର୍ ଭାବରେ diplomatically ଉତ୍ତର ଦେଇଥାନ୍ତି, ଆଉ ଏ ଜଉ ବାବୁ ଜଣକ ଉପସ୍ଥାପନା କରୁଛନ୍ତି ଏ ବି ଜଣେ ଭଲ ଅଭିନେତା, ସିଦ୍ଧାନ୍ତ ମହାପାତ୍ର ବାବୁ ଯେତେେଳେ ବିଜେଡି ରେ ଥିଲେ ଏ news channel ରେ କେବେ interview ପାଇଁ ଆସିନଥିଲେ ଯେତେବେଳେ ବିଜେପି କୁ ଗଲେ ସଙ୍ଗେ ସଙ୍ଗେ interview ପାଇଁ ଡାକରା ହେଇଗଲା, ଏଥିରୁ ଆପଣ viewer bujhiparuthibe , ଏଇମାନେ ହିଁ ଦେଶ କୁ ଖାଇଦେଲେ
Bjd ticket delani boli sabu hero bjp ku deinpadile eie kn rajaniti kaibe 5 years pare congress ku deinpadiba
Mu sidhant nka pain kahuni.. but mo opinion re " ଦଳ ନୁହେଁ ଦଳପତି important... Jebe jaen ame naveen patnnaik nku dalapati boli bhabuthilu sebe bjd pain vote jauthila. Jebe pandian passive dalapati habaki chesta kale and samna re. Modi nka bhali strong active leader thile.. ta dala badalei daba re bhul kan... Karana nija swartha thu bada dala .. au dala thu bada desha..o jati.... Tenu kali jadi modi nka pare kehi bhala neta congress re asibe . So better to vote and switch to congress❤❤❤
The most deserving and most appropriate candidate for CM of Odisha is Dr Sidhant Mohapatra 💯💯💯💯
Thank you.dhanyabhad
ସାଂସଦ ଅନୁସାରେ ସିଦ୍ଧାନ୍ତ କଣ କରିଛନ୍ତି ଜଣାନାହିଁ.. ଦେଖାଯାଉ ବିଧାୟକ ହିସାବରେ କିଛି କରୁଛନ୍ତି ନା ନାଇଁ?
ମଉସା ତୁମେ କଣ କନକ ଛାଡିଦେଲେକିଓ...
Mausa election purbaru party change karichhanty.
Sarkar asila re bhai ye bjp sarkar chanel, ebe sabu Argus chanel ku asibe😂😂😂😂😂😂😂😂😂😂
Sidhant sir nka way of answering 👍👍ate sahaja bhabe jatila prashna ra uttara ଦିଅନ୍ତି (cleverly).... superb
Love you Siddhant Bhai❤
ଚୋର ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିବା ଅଭିୟାସ ହୋଇଯାଇଛି, ଖାଇବା ଥାଳିରେ ଛେପ ଦେବା ନେତା l
My favourite hero siddhant mahapatra
2024 ଏକମାତ୍ର general election ଯୋଉଠି କୌଣସି ଗୋଟେ ପାର୍ଟି evm ଦୋଷ ଦେଇନାହାନ୍ତି , ଓଡିଶା ରେ 24 ବର୍ଷ bjd party naveen Patnaik ଙ୍କ ନିରଙ୍କୁଶ ଶାସନ କଲେ 2024 ଏପରି bjd ର ପରାଜୟ ହେବା କେହି କଳ୍ପନା କରି ନଥିଲେ bjd ଏହି ପରଜୟକୁ EVM tamaring ଦୋଷ ଦେଇ ଖସିଯିବା କଥା ଯେପରି କଂଗ୍ରେସ 2014/2019 ରେ କହୁ ଥିଲା bjp ବିରୁଦ୍ଧରେ ଏଇଟା bjd ଉଠେଇବା କଥା ପରାଜୟ ପରେ କରିଥିଲେ ଅବଶ୍ୟ bjd voters ଆଉ worker's କୁ ଗୋଟେ motivation ମିଲିଥାନ୍ତ mo ମତରେ ଯାହା bjd କରି ପାରିଥାନ୍ତା ନିଜର ପରାଜୟ କୁ ଲୁଚାଇବା ପାଇଁ.
ସେ ଜଣେ ଭଲ ମଣିଷ ତାଙ୍କମୁହଁରୁ ସବୁବେଳେ ଆସେ ମୋ ଓଡ଼ିଶାର କଥା
ମୁଁ ଗୀତର ଗ ଅକ୍ଷର ଜାଣିନି, କିନ୍ତୁ ମୋର ଆଶାଅଛି କେବେ ନା କେବେ କୋଉଠି ନା କୋଉଠି ସିଦ୍ଧାନ୍ତ ମହାପାତ୍ରଙ୍କୁ ଭେଟିଲେ ତାଙ୍କର ଗୋଟେ ପୂରୁଣା ଚଳଚ୍ଚିତ୍ରର ଗୀତଟେ ଗାଇ ଶୁଣେଇବି ତାଙ୍କୁ 😊।
Sidharth sir best❤❤❤
Sidhant cm hoithile Bhala hoithanta.
God bless you❤🙏❤
ସିନୋମାରେ ହିରୋ କହନ୍ତି ତୁମକୁ
ଠାଣି ବାଣୀ ତୁମ୍ ବଢିଆ ଶୋଭା
ଏ ବେ ହିରୋ ପଣ ଦେଖାଇଛ ମଣି
ଲୋକ କରିଛନ୍ତି ତୁମକୁ ନେତା ।
Like you Siddhanta Mahapatra
Next minister
Sidhant mohapatra
ପ୍ରଶ୍ନୋତ୍ତର ଠିକ ଲାଗିଲା
ସିଦ୍ଧାନ୍ତ ଭଲ ମଣିଷ କିନ୍ତୁ ବିଜେପିରେନ ମିଶି କଂଗ୍ରେସ ରେ ମିଶ୍ରିଲେନି
Bala taku pachara se kana kama karuchi AMA ODISHA basinka Pain....Basi BL re loka Pacharantini taku😂
ସିନ୍ଧାନ୍ତ ମହାପାତ୍ରଙ୍କର କଥାକହିବାର ଶୈଲି ଅତି ଉତ୍ତମ କିନ୍ତୁ ରାଜନୀତି ରେ ଓଡ଼ିଶା କୁ ଆଗକୁ ନେବାରେ ଏବଂ ଓଡ଼ିଶା କୁ ଆଗକୁ ନେବା ପାଇଁ ତାଙ୍କ ପାଖରେ ସବୁ ଗୁଣ ଅଛି|
Right
ମୁନା ଭାଇଙ୍କ ବାଳକୁ ଶରି ହବ କିଏ ,ପାଣ,,,,,
ଯେତେବି କହିଲେ କମ୍ ହବ❤ ହୃଦୟ ରୁ ବହୁତ୍ ଭଲ ମଣିଷ ସିଦ୍ଧାନ୍ତ sir 🙏
Sidhant Mohapatra not only Ollywood Superstar but also Political Superstar 👍👍
Love you Munna Bhai 🤗🤗
ଏଡ଼ିଟର ଆବଶ୍ୟକ ବହୁତ୍ ଏଭଳୀ acctivity pani ବହୁତ୍ ସୁନ୍ଦର୍, ଆପଣଙ୍କ ଉପସ୍ଥାପନ
Next cm. Siddhant Mohapatra ❤
ବର୍ତମାନ ରାଜନୀତିରେ ଜନସେବା କରନ୍ତିନି ନିଜସେବା କରନ୍ତି
ଭଲ ସାକ୍ଷାତକାର
ସିଦ୍ଧାନ୍ତ ମହା ପାତ୍ର ବାଳ କୁ ସରି ନୁହଁ vk pandian
Evergreen Siddhant
Siddhant Mohapatra cm pain best tila but agaru se bjd re tila...tenu