Ruben dada u have raised valid 12 questions. If Naveen has guts he should clarify all the questions one by one. But I have doubt he will never realise it.Naveen is a man of opportunist and a great pretender.
Thanks Sri Banerjee Sir, Definitely all the questions are reasonable, genuine, appreciable, acceptable and right question in right time and to right person. These are not your questions as a person, really you are one of prominent journalists in our country like Pradeep Sing, Late Kuldip Nayar, for the interest of Odisha the questions should be answered by the leader of BJD also.
Excellent research on BJD. Nicely prepared questions asked to Mr Naveen Patnaik. He should now answer all these questions if he wants to continue in BJD. Other wise he should quit politics and hand over Leader of opposition to another deserving leader of BJD.
Are Ruben Tora himmat kete nabin babu. Kathar loka nuhe kamar loka ambatakua parathu nabin babu khadya surakshya re jete lokanku miluthila nije baki lokanku rasan deuthile odissaru garabi hatao deithile tume Mane bjp ku anichhanti 5masare darbrudhi ain srukhala bibhranta takua khai mrutyu Tama cm Laxmi pujare mandia jau Puja karibaku to ra pachari Baku bjp tharu tanka nei e alochana karuchhu
ବହୁତ ଭଲ ପ୍ରଶ୍ନ ରଖିଛନ୍ତି ନବୀନ ବାବୁଙ୍କ ପାଇଁ l ନବୀନ ବାବୁ ଏହାର ଉତ୍ତର ରଖିବା ନିହାତି ଦରକାର l 11,12 ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି, ବହୁତ ବହୁତ ଧନ୍ୟବାଦ l
ବହୁତ ସୁନ୍ଦର କଥା ଆପଣ ଉପସ୍ଥାପନା କରିଛନ୍ତି ସାର , ଖୁବ ଉଚ୍ଚକୋଟୀର 🙏🙏🙏
ଆପଣଙ୍କ ତର୍ଜମା ର ଦମ୍ ରହିଛି ଧନ୍ୟବାଦ
ଖୁବ୍ ସୁନ୍ଦର ତଥା ଯୁକ୍ତିଯୁକ୍ତ ପ୍ରଶ୍ନ ଗୁଡ଼ିଏ କରିଚନ୍ତି ନବୀନ ବାବୁ ଙ୍କୁ । ଉତ୍ତର ମିଳୁ ନ ମିଳୁ କିଛି ଫରକ୍ ପଡିବନି ମାତ୍ର ଏହି ପ୍ରଶ୍ନ ଗୁଡ଼ିକୁ ଶୁଣି ଦେଖି ଓ ପରଖି ଓଡ଼ିଶା ର ତଥାକଥିତ ସାଢ଼େ ଚାରିକୋଟି ଜନତା ନିଶ୍ଚୟ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ ଜୀବନ ର ସଫଳତା ର ସହିତ ମୂଲ୍ୟାୟନ କରିବେ । ଧନ୍ୟବାଦ୍ ଆଜ୍ଞା , ବହିଟି ଆସିଲେ ନିଶ୍ଚୟ ପଢ଼ିବା । ନମସ୍କାର 🙏
Dhanyabad
Excellent observation sir , Thanks a Lot
ଖୁବ୍ ସୁନ୍ଦର ପ୍ରଶ୍ନ କରିଛନ୍ତି ସାର୍।ଆମେ ବି ନବୀନ ପଟ୍ଟନାୟକଙ୍କ ଠାରୁ ଏଗୁଡ଼ିକ ର ଉତ୍ତର ଆଶା ରଖିବୁ।
We keep asking....
ଅତି ଉତ୍ତମ 🙏, ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଅଛି,
Right question
Good. Essesment
ପ୍ରଶ୍ନ ଗୁଡିକରେ ଦାମ୍ଭିକତା ଭରିରହିଛି l
ଲୋକଙ୍କ ସ୍ୱରକୁ ଅବିକଳ ଉପସ୍ଥାପିତ କରିପାରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ସାର୍🙏🏻
Thank you
Right Sir
Right
ଖୁବ୍ ସୁନ୍ଦର କଥା ସାର୍। ଆପଣଙ୍କ ପ୍ରଶ୍ନ ସବୁ ଖୁବ୍ ଗଠନମୂଳକ ଥିଲା। 🙏🙏🙏
ନବୀନ ପଟ୍ଟନାୟକ ଖେମତା ଲୋଭି ଭଦ୍ର ଡକାୟତ
ବହୁତ ସୁନ୍ଦର ସାର, ଅନେକ ଅନେକ ଧନ୍ୟବାଦ 🙏
ଖୁବ ସୁନ୍ଦର, valid question ପଚାରିଲେ ... ଆପଣଙ୍କ show ଟା ଭଲ ଲାଗୁଛି... ବଡ଼କଥା ହେଲା ଆପଣ ପ୍ରତି କମେଣ୍ଟ reply ବି ଦେଉଛନ୍ତି 🙏
Dhanyabad.....your comments are most welcome
ବହୁତ ସୁନ୍ଦର ପ୍ରଶ୍ନ, ନବୀନ ଆସିଥିଲା ଓଡ଼ିଶାର ଲୋକମାନଙ୍କୁ ବୋକା ବନାଇ ଓଡ଼ିଶାର ସଂପଦ କୁ ଲୋଠନ, ଡକାୟତ କରିବାକୁ, ଧଳା ପୋଷାକ ରେ ରହି ବହୁ କଳା କାରନାମା କରିଛି।
Superb analysis. Thanks for the questions which Naveen Pattnaik can’t answer during his lifetime 👍
Thank you
ତଥ୍ୟ ଭିତ୍ତିକ ଆଲୋଚନା । ଆପଣଂକୁ ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍। ଆପଣଂକ ପ୍ରତି ଭିଡିଓ ଦେଖୁଛି । ଆଗକୁ ଆହୁରି ଏମିତି ଭିଡିଓ ଆସୁ । ଜୁହାର
Thank you. Keep watching
Keep watching.... thank you
ନବୀନ ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେବେନି, ଆମ ମାନଙ୍କ ପ୍ରଶ୍ନ ଉଠାଇଛନ୍ତି ଆପଣ। ଉତ୍ତର ଲେନିନ ବା ସୂଳତା ଦେବା ଦରକାର।
Genuine and good questions........
Very right sir
Thank you
ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଭାଷା ନାହିଁ ଯେତେ ଦେଲେ ବି କମ୍ ହେବ ଏହାର ଉତ୍ତର ନବୀନ ପଟ୍ଟନାୟକ ଦେବେନି କି ଦଳର କୁହାଳିଆ ମୁଖପାତ୍ରକଂପାଖରେ ଉତ୍ତର ନାହିଁ ଆମେ ଅପେକ୍ଷା ରେ ରହିଲୁ ଧନ୍ୟବାଦ ସାର୍
ନବୀନ ଜଣେ ଦକ୍ଷ କୂଟ ନିତିଜ୍ଞ ଶାସନ କ୍ଷମତା ହାତେଇବା ପାଇଁ ଯାହା ବି କିଛି କରିବା ପାଇଁ ପଛେଇ ନଥିଲେ । ବିଜୁ ବାବୁଙ୍କ ସ୍ବପ୍ନ କଣ ସେ କଥା ନବୀନ ଏବେ ବି ଜାଣି ନାହାଁନ୍ତି । ତେବେ ବିଜୁ ବାବୁଙ୍କ ନାମ ନେଇ ବାରମ୍ବାର ଜିତି ଆସୁଥିଲେ l ଯେବେ ଆମ ଓଡିଶା ନବୀନ ଓଡିଶା ଟ୍ରେଲର ଚାଲୁ କଲେ ଲୋକଙ୍କ ଦ୍ବାରା ଗ୍ରହଣୀୟ ହେଲା ନି | ନବୀନ ଏମିତି କିଛି କାମ କରି ନାହିଁନ୍ତି ଯାହା କି ଇତିହାସ ତାଙ୍କୁ ମନେ ରଖିବ । ଦୀର୍ଘ ୨୪ ବର୍ଷ ଯାହା କି ଏକ ଶତାବ୍ଦୀର ୧/୪ ଅଂଶ । ଗୋଟେ ସରକାର ପାଇଁ ଆଉ କେତେ ବର୍ଷ ଦରକାର । ପୂର୍ବ ସରକାରଙ୍କ ଦ୍ବାରା ଆରମ୍ଭ ଓ ଅର୍ଥ ମଞ୍ଜୁର କାମ ଏବେ ବି ଅସମ୍ପୁର୍ଣ୍ଣ । ଭୟରେ ହେଉ କି ଭକ୍ତିରେ ହେଉ ଦଳୀୟ କର୍ମୀ ନବୀନଙ୍କର ଜୟ ଗାନ ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର ବୋଲି ମିଥ୍ୟା ପ୍ରଚାର କରୁଥିଲେ ,Thanks Sir
ସାର୍ ଖୁବ୍ ସୁନ୍ଦର୍ ଆଲୋଚନା , ଓଡ଼ିଶା ର ଭଦ୍ର ମୁଖା ଗଣମାଧ୍ୟମ କଥା ଟିକେ ଆଲୋଚନା କରନ୍ତୁ
ସାର 🙏🙏 ଅତି ସୁନ୍ଦର ଉପସ୍ଥାପନା, ଓଡିଶା ବାସୀ ଟିକେ ବୁଝନ୍ତୁ,
କାଲ ଆଗରେ ମୂଳା ଚୋବାଇବା ଯାହା, ଆପଣଙ୍କ ପ୍ରଶ୍ନ ସେପରି।ଆପଣ ଗୋଟିଏ ବି ଉତ୍ତର ପାଇବେନି ।
Absolutely correct
True story
Genuine questions.no doubt.
ଜବରଦସ୍ତ ପ୍ରଶ୍ନ,ପଚାରିବା ଦରକାର୍
Dhanyabad
ନିର୍ବାଚନ ଜିତିଥିଲେ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଆଉରି ଅଧିକ ଖରାପ ହୋଇଥାନ୍ତା
ଏହାପରେ ଜନସାଧାରଣ ଆପଣଙ୍କ ମାଧ୍ୟମ ରେ ସେମାନଙ୍କ ନିଜ ନିଜ ପ୍ରଶ୍ନ ପଚାରିବେ।
Ruben ztatemenn justifiedd❤
100% carrect question.
Very good questions. He should answer.
Absolutely correct analysis
Bahut bahut dhanyabad Sir.Apana odisha ra budhijibi nka tarafaru prasna karichhanti jaha jathartha.
Good Question 😮😮🙏 Nabeen Patnaik 2 Book ପାଇ ମୁଁ ବହୁତ exited 😍😘
New book expected in December. Thanks
Very good questions. Many many thanks by putting such questions to our beloved and defeated Chief Minister.
ଧର୍ମରାଜଙ୍କର ପ୍ରଶ୍ନ ର ଉତ୍ତର ଯୁଧିଷ୍ଠିର ଦେଇପାରିଥିଲେ।
ରୁବେନ ଗୁରୁଙ୍କର ପ୍ରଶ୍ନର ଉତ୍ତର ନବୀନ ମହାଶୟ ଦେଇପାରିବେ ତ !!!
Dhanyabad
Genuine questions. Thanks for such an brainstorming idea.
Now question is that whether Nabinbabu pays attention to these questions or not!
Naveen babu won’t be able to see this as he is only shown Nandighosh channel by Sanyasi Pandu ?
Thankyou.sir.
Most welcome
Excellent question
Very genuine and absolute questions sir. I think each and every single question has its own weightage in relation to odisha's political scenario
Ruben dada u have raised valid 12 questions. If Naveen has guts he should clarify all the questions one by one. But I have doubt he will never realise it.Naveen is a man of opportunist and a great pretender.
An excellent discussion.
Logical question
Right question sir🎉
Thanks Sri Banerjee Sir, Definitely all the questions are reasonable, genuine, appreciable, acceptable and right question in right time and to right person. These are not your questions as a person, really you are one of prominent journalists in our country like Pradeep Sing, Late Kuldip Nayar, for the interest of Odisha the questions should be answered by the leader of BJD also.
Let's hope
Very good questions 🙏
Keep watching
Very good analysis ✔️👌👌👌dr. Ruben ji 🙏
Gret job
ବିଜେଡି ଗଣତନ୍ତ୍ର ରେ ବିଶ୍ୱାସ କରେ କି ନାହିଁ ଲୋକେ ବିଚାର କରିବେ।
Your all questions are very reasonable and januin.
Thank you.
ନବୀନ ଵାବୁଓଡିଶାର ଧୃତରାଷ୍ଟ୍ର
Thank you sir for your valuable question to Navin Pattanayak
Very genuine questions. Let us wait for answers from our ex-CM Naveen ji.
Right speech sir 👍🙏
Your question is logical but Naveen babu has no words to answer your question.
Absolutely correct questions
Very nice questions also questions are bold, which everyone is eager to know the answers.PRONAM
Thank you Manoranjan
Genuine questions every odia must ask. Thanks for the video
Most welcome
Best questions. Thank you Sir.
Bahut sundar concept 24 yrs ra sarkar knu 24 masiha re 24 ti prasna❓
Eha prasna nuha prasna rupa re gote gote tira bana
Bahut sundar sir🙏
Thank you
Mr Ruben I dare you can you put 10questions to Narendra Modi. I WILL APPRE IATE YOU ARE SPINY JOURNO
Thik maram katha, Naveen ji ehara reply diantu?
Let's hope he answers
Sir ଆପଣଙ୍କ knowledge ବହୁତ୍ ବଢିଆ। ଆପଣଙ୍କୁ ଧନୟବାଦ। ଏମିତି question ଏବେ BJP ପାଇଁ ଭି ହେଉ। ସେମାନେ ବି 6 month ହେଇଗଲା।
Se each alternative episode re pacharuchanti. Neutral
Outstanding. Thank🌹 you very much.
Most welcome 😊
ନମସ୍କାର ।
Very true 👍 Brilliant analysis 🎉🎉👌👍👍🙏🙏
Thik kahila Bhai 👍
Jay shree ram 🙏🙏
Excellent research on BJD.
Nicely prepared questions asked to Mr Naveen Patnaik. He should now answer all these questions if he wants to continue in BJD. Other wise he should quit politics and hand over Leader of opposition to another deserving leader of BJD.
Sir tike 108 Ambulance ବାବଦରେ ଆଲୋଚନା କରନ୍ତୁ. ସରକାର ଏବଂ ଠିକା company ରେ ଚାଲୁଥିବା ମଧୁଚନ୍ଦ୍ରିକା
Noted. Thanks
ଆପଣଙ୍କ ର ପ୍ରଶ୍ନ ବାସ୍ତବରେ ଆମର ପ୍ରଶ୍ନ
Good news
ଧନ୍ୟବାଦ୍ ରୁବେନ୍ ବାବୁ, ନମସ୍କାର, ଯଥାର୍ଥ ବିଶ୍ଳେଷଣ। ନବୀନ ବାବୁଙ୍କ ପାଇ ପ୍ରଶ୍ନ ଓଡ଼ିଆ ଓ ଇଂଲିଶ୍ ରେ ମଧ୍ୟ କୁହନ୍ତୁ।
Your suggestion is noted. Thanks
Reasonable questions
Naveen pattanaik as a daring political leader of odisha should not hesitate to answer
Nice question ⁉️ Sir
Thanks and welcome
This youtube channel should be subscribed to at least 4 lacs odia. Most underrated YT channel
Ha ha. Hope your wish comes true.
Share the link with everyone
We're you here in the last 6years....
Sir bijay mohapatra nka upare gote video banatu
Oh! Remarkable, sir
Thank you Dada, u r real journalist.
Dhanyabad
Correct question I think all questions aswar give
Only 4 questions is right and genuine
😅😅😅😅😅
Right sir, namaskar, many many thanks, jayajagrnath
ମହାଶୟ ଆଜିର ପ୍ରସଙ୍ଗଟି ଅତ୍ୟନ୍ତ ସଂବେଦିନଶିଳ ଓ ଗୁରୁତ୍ଵପୂର୍ଣ୍ଣ ଅଟେ l ଆପଣ ପଚାରି ଥିବା ପ୍ରଶ୍ନ ଗୁଡ଼ିକ ଓଡ଼ିଶା ଜନସାଧାରଣଙ୍କ ମନରେ ଉଙ୍କି ମାରୂ ଥିବା ପ୍ରଶ୍ନ ଥିଲା l
Dhanyabad
Oooooooooooo❤
😊 ଉତ୍ତର ଦେବେନି
ସାର ଆପଣ ପୁରା ମଞ୍ଜ କଥା କହୁଛନ୍ତି କିନ୍ତୁ ଆପଣଙ୍କ କଥା ବିଜେଡି ନେତାମାନଙ୍କୁ ହଜମ ହେଉନଥିବ
Very good question Sir Thank you a lot We are waiting for the। Next question
Mr Banarji,you should ask questions to the ruling party.Not to the opposition.
ଶିକ୍ଷା-- ଚାକିରି ବିକ୍ରୀ ( ଛଅ ବର୍ଷ ପରେ ଜୁନିଅର ଟିଚର ନିଯୁକ୍ତି ଼଼଼଼଼ବିଫଳ)
ସ୍ବାସ୍ଥ୍ୟ -- ବିଗିଡ଼ି ଯାଇଛି । ଉଦାହରଣ କରୋନା ସମୟ । ଡାକ୍ତର ନାହିଁ ଉନ୍ନତ ଡାକ୍ତରଖାନା ନାହିଁ । ହାସ୍ୟକର କଥା ଏପରିକି ନେତାମନ୍ତ୍ରୀମାନେ ପ୍ରାଇଭେଟ୍ ମେଡ଼ିକାଲରେ ଚିକତ୍ସିତ ହୁଅନ୍ତି ।
ଗମନାଗମନ ର ବହୁ ଅସୁବିଧା । ଆମ୍ବୁଲାନ୍ସ ଗ୍ରାମକୁ ଯାଏ ନାହିଁ । ଭୁବନେଶ୍ୱରକୁ ଛାଡ଼ି । ହେଲେ ଭୁବନେଶ୍ୱରରେ ଟିକିଏ ବନ୍ୟା ହେଲେ କୋମଳମତି ଛୋଟ ପିଲା ଡ୍ରେନ୍ ରେ ପଡ଼ି ମୃତ୍ୟୁ ବରଣ କରନ୍ତି ।
ଚାଷୀର ଫସଲ ନଷ୍ଟ ଯୋଗୁଁ ସେ ଆତ୍ମହତ୍ୟା କରିଛି । ଆପଣ ତାଙ୍କୁ ସ୍ବୀକାର କରି ନାହାନ୍ତି । ଏମ୍ ଏସ୍ ପି ୧୦୦ ଟଙ୍କା ଧାନର (Msp 100) ବୋନସ ଦେବେ ବୋଲି କହି ଚାଷୀଙ୍କୁ ଫାଙ୍କିଛନ୍ତି । ମିଶନ ଶକ୍ତିକୁ କାହିଁକି ଦଳୀୟ କାର୍ଯ୍ୟାରେ ବ୍ୟବହାର କରୁଥିଲେ????
ରାଜନୀତିକ ମୃତ୍ୟୁ ବଢ଼ିଛି । ଗଞ୍ଜାମରେ ଅଧିକ । କାହିଁକି ????
ବାସଗୃହ -- ଆବାସ ଦୁର୍ନୀତି । ଯାହାର ଘର ନାହିଁ ସେ ପାଇଲେ ନାହିଁ । ଗୁଣ୍ଡା ବାହିନୀ ଦଳ (ବିଜୁ ଯୁବ ବାହିନୀ) ଗଢ଼ା ଯାଇଥିଲା କେଉଁ ଉଦ୍ଦେଶ୍ୟରେ । ଯାହା କରୁଛ କର ।
ଅଧର୍ମ ବିତ୍ତ ଗଲାବେଳେ ଯାଏ ମୂଳ ସହିତ । ବର୍ତ୍ତମାନର ସରକାରଙ୍କୁ ଅନୁରୋଧ ମାଗଣା ଯୋଜନା ବନ୍ଦ ସେହି ପଇସାରେ ଲୋକଙ୍କୁ କାମ ଦିଅନ୍ତୁ । ଓଡ଼ିଆ ଏକ କର୍ମଠ -ସାହସୀ- ସ୍ବାଭିମାନୀ ଜାତି । ଜୟ ଶ୍ରୀ ଜଗନ୍ନାଥ । ଜୟ ଓଡ଼ିଶା । ଗୋଟିଏ ପ୍ରଶ୍ନ ବହୁ ଅସୁବିଧାର ସମାଧାନ କରେ । ଭବିଷ୍ୟତରେ ଆଗକୁ ଆଗେଇବା ପାଇଁ ସ୍ବପ୍ନ ଦେଖାଏ । ଆପଣଙ୍କର ନିରପେକ୍ଷ ସମ୍ବାଦ ଓଡ଼ିଆ ଲୋକଙ୍କୁ ଏକ ନୂତନ ଦିଗ୍ ଦର୍ଶନ ଦେବାରେ ସହାୟକ ହେବ । ନମସ୍କାର ରୁବେନ ସାର୍ ।
Nice questions sir. The first one is superb
Keep watching
ଯୁକ୍ତିଯୁକ୍ତ ପ୍ରଶ୍ନାବଳୀ କରିଛନ୍ତି। ଆପଣଙ୍କୁ ଆନ୍ତରିକ ଅଭିନନ୍ଦନ ସହ ଧନ୍ୟବାଦ ଅର୍ପଣ କରୁଛୁ। ମାତ୍ର ଉତ୍ତର ମିଳିବା କଷ୍ଟକର । କିନ୍ତୁ ଓଡ଼ିଶା ବାସୀ ନିଶ୍ଚିତ ଖୁସି ହେବେ।
Are Ruben Tora himmat kete nabin babu. Kathar loka nuhe kamar loka ambatakua parathu nabin babu khadya surakshya re jete lokanku miluthila nije baki lokanku rasan deuthile odissaru garabi hatao deithile tume Mane bjp ku anichhanti 5masare darbrudhi ain srukhala bibhranta takua khai mrutyu Tama cm Laxmi pujare mandia jau Puja karibaku to ra pachari Baku bjp tharu tanka nei e alochana karuchhu
ବହିଟି କୁ ମୁଁ ସାଦରେ ଅପେକ୍ଷା କରିଲି
Dhanyabad
It must be Answered, Thanks
ଜୟ ଶ୍ରୀ ଜଗନ୍ନାଥ 🙏
ମନୋମୁଖୀ ଶାସନ ର
ଶେଷ ପରିଣତି,
ଆଜି ଦେଖେଇ ଦେଇଛି
ଆପଣା ଦୁର୍ଗତି........
ମୁଖ୍ୟମନ୍ତ୍ରୀ ଭାବରେ ନିଜ ବୁଦ୍ଧି ବଳରେ ସେ ଶାସକ ଭାବରେ ଶାସନ କରୁନଥିଲେ କେବଳ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସ୍ବାର୍ଥ ହାସଲ ପାଇଁ ଏବଂ ଆପଣା ଅହଂକାର କୁ ନେଇ ଓଡ଼ିଶା ର ପ୍ରଭୁତ କ୍ଷତି ଘଟେଇ ବର୍ବାଦ କରି ଦେଇଚନ୍ତି.....
ଆପଣଙ୍କର ଏ ପ୍ରକାର ଆଲୋଚନାର ସଫଳ ପ୍ରୟାସ ପାଇଁ ଧନ୍ଯବାଦ 🙏
ନବୀନ ବାବୁ ସବୁ ପ୍ରଶ୍ନ ର ଉତ୍ତର ଦେଇପାରନ୍ତେ କିନ୍ତୁ ସେ ଏବେ ବଧିର . କିଛି ଶୁଣିପାରୁନାହାନ୍ତି.
ହାରାମି ନବୀନ ବଧିର ନୁହେଁ ସେ ବହୁତ ଚାଲାକ