Baliyatra ମଞ୍ଚରେ କଟକ ସଦର BJP MLA Prakash Sethi ଙ୍କ ଇଂରାଜୀ ଭାଷଣ ଭାଇରାଲ୍ || Satyapatha News

Поделиться
HTML-код
  • Опубликовано: 25 дек 2024

Комментарии • 935

  • @SibanandaSahio
    @SibanandaSahio Месяц назад +163

    ଐତିହାସିକ ଯାତ୍ରା ରେ ଐତିହାସିକ ଭାଷଣ 👍🏻👍🏻👍🏻👍🏻👍🏻

  • @gitanjalimohanty6657
    @gitanjalimohanty6657 Месяц назад +148

    ଓଡ଼ିଆ ଭାଷା ଟିକେ ଭଲରେ କୁହ ନ ହେଲେ ଓଡିଆ ଅସ୍ମିତା ବିଷ ଖାଇଦେବ ।

  • @lohitkumar826
    @lohitkumar826 Месяц назад +116

    Naveen patnaik's odia is far better than his english...😂😂

  • @laxmanpatro
    @laxmanpatro Месяц назад +95

    ମାଝି ସାରଙ୍କ ଶିଷ୍ୟ😅😅😅😅

  • @jagamohan14
    @jagamohan14 Месяц назад +166

    English ର ମା ଭଉଣୀ ଏକ କରିଦେଲା😂😂😂

    • @bishalkumarpradhan8112
      @bishalkumarpradhan8112 Месяц назад +3

      Tate mg setiki asiba

    • @jagamohan14
      @jagamohan14 Месяц назад +3

      @bishalkumarpradhan8112 am a practicing advocate in high court & currently persuing LLM...so plz watch out for ur personal words against me... wait for d consequence..

    • @seshadevbehera7535
      @seshadevbehera7535 Месяц назад

      Thik kahicha

  • @babunilipu9763
    @babunilipu9763 Месяц назад +128

    ମାଲ୍ ଟିକେ ଅଧିକ ହେଇ ଯାଇଛି😂😂😂😂

    • @brainlicker5647
      @brainlicker5647 Месяц назад +1

      Right

    • @satishdas9756
      @satishdas9756 Месяц назад +2

      😁😁thik kahila

    • @dhananjaysahoo4579
      @dhananjaysahoo4579 Месяц назад

      ପାଣ୍ଡିଆନ୍ ଓଡ଼ିଆ ରେ ଭାଷଣ ଦେଲାବେଳେ ଯେମିତି ଲାଗୁଥିଲା,ଇଏ ଇଂଲିଶ ରେ ଭାଷଣ ଦେଲେ ମଧ୍ୟ ସେମିତି ଲାଗୁଛି।

    • @debarsiharijan9376
      @debarsiharijan9376 Месяц назад +1

      Right

  • @sanjaykumarnaik6507
    @sanjaykumarnaik6507 Месяц назад +61

    Salute his confidence level 💪
    😢 English professor 😂

  • @SoumyaRanjanNihan
    @SoumyaRanjanNihan Месяц назад +115

    ନାଁ ପକେଇଦେଲୁରେ ନାରଣ କଟକ ସଦର ଲୋକଙ୍କର 🤪🤪🤪🤑🤗

  • @pramodkumarbehera7494
    @pramodkumarbehera7494 Месяц назад +74

    This is a ବରଗଛ that is a ଗାଈ there is ଓଡ଼ିଆ ଅସ୍ମିତା dahiba bara aludam ,କଟକ ସଦର ଆପଣଙ୍କ ପାଇଁ ଗର୍ବିତ। ଆସନ୍ତା ବର୍ଷ ଘୋଷିକି ଆସିବାକୁ ଅନୁରୋଧ ଜୟ କଳା🔥

  • @କଳ୍କୀ
    @କଳ୍କୀ Месяц назад +71

    ଇଂରାଜୀ ଭାଷା କହିବା ମାନେ ଲୋକ ଦେଖାଣିଆ ନା କଣ ଏମିତି କହି ପାର। ଓଡ଼ିଆ ରେ କହିଲେ ସିନା ଅସ୍ମିତା ବଞ୍ଚିବ

    • @bsn8527
      @bsn8527 Месяц назад +2

      😂Odia Asmita Word Election pain Thila😂Emane..Nija Loko Dekhania prakruti Chadi Nahanti😂😂

  • @pkraut1550
    @pkraut1550 Месяц назад +24

    ଧନ୍ୟବାଦ କଟକ ସଦର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅବଦାନ ।ଭାବପ୍ରବଣ ର ଫଳ

  • @manojkumarsethy9414
    @manojkumarsethy9414 Месяц назад +82

    Sir ଆପଣଙ୍କ ଭାଷଣ ରେ ମୁଁ subject object verb noun କିଏ ମୁଁ ବୁଝି ପାରିଲିନି...

    • @lie2349
      @lie2349 Месяц назад +1

      😂😂😂😂

    • @babystarrishi
      @babystarrishi Месяц назад +9

      Best for competative exam to choose the error from the sentence.

    • @birajmohapatra2377
      @birajmohapatra2377 Месяц назад +5

      Mohan majhi nku kuha tumaku bhala se bujhei debe

    • @jimamallick
      @jimamallick Месяц назад +4

      Comedy speech,, comedy place,, comedy ଯାତ୍ରା,, comedy hero,, comedy cuttack,, comedy cm,, comedy mp

    • @BHARATVIRAL338
      @BHARATVIRAL338 Месяц назад +3

      Bhai... Spoken English

  • @PrasannaMahapatra-r4x
    @PrasannaMahapatra-r4x Месяц назад +25

    କୋଉଠି ଥିଲା ଏ ମୂର୍ଖ ।

  • @jayantabehera8125
    @jayantabehera8125 Месяц назад +19

    ସାର, ଇଂଲିଶ ରେ ବହୁତ ଗ୍ରାମାଟିକାଲ ଭୁଲ. ଓଡ଼ିଆ ରେ କହି ପାରିଥାନ୍ତେ.

  • @bibhutibhusanarout4998
    @bibhutibhusanarout4998 Месяц назад +41

    ଏ ସରକାରରେ ସମସ୍ତେ ଅନେବୁଲ କି ଭାଷଣରେ ଭାଇ,ଜିଲ୍ଲାପାଳ ବି ତୁମ ଇଂଲିଶ ବୁଝିପରିବେନି।

  • @rohitkumar7549
    @rohitkumar7549 28 дней назад +3

    What I learnt from him is Confidence. Unstoppable 🔥🔥🔥

  • @SatyanarayanMajhi-t9n
    @SatyanarayanMajhi-t9n Месяц назад +21

    Which brand is yours favourite wine ?

  • @samabaral3524
    @samabaral3524 Месяц назад +18

    ଏମିତି ଇଂରାଜୀ କହିବାର କଣ ଆବଶ୍ୟକ ଥିଲା ,ଓଡ଼ିଆ ରେ କହିଥିଲେ ଭଲ ହେଇ ଥାଆନ୍ତା

  • @gaonkhabar9649
    @gaonkhabar9649 Месяц назад +4

    ଆମ ଓଡ଼ିଆ ଙ୍କ ଭାବମୂର୍ତ୍ତି କୁ ଚିରାଚରିତ ଭାବରେ ନଷ୍ଟ କରୁଥିବାରୁ ଆପଣଙ୍କ ସରକାର କୁ ଧନ୍ୟବାଦ୍ ।।🙏

  • @arogyaBira
    @arogyaBira Месяц назад +16

    ୟା ଇଂଲିଶ ଶୁଣିବା ମାତ୍ରେ ଅନେକେ ବେହୋସ୍ ହୋଇ ଯାଇ ଥିବେ

  • @subhenduofficial3608
    @subhenduofficial3608 Месяц назад +35

    ଆଉ କଉଠି ଇଂରାଜୀ ଭାଷଣ ଦିଅନ୍ତୁ ନାହିଁ ଆମକୁ ଲାଜ ଲାଗୁଛି. ଓଡ଼ିଆ ରେ କୁହନ୍ତୁ. Comfatble ହେବ...
    Please.....

    • @sibarammahankuda1848
      @sibarammahankuda1848 Месяц назад +1

      Bhai apana bi anyaku apanaka english Gyan diantu nanhi

    • @Megha-ij8eo
      @Megha-ij8eo Месяц назад +2

      Comfortable

    • @cmcreation4905
      @cmcreation4905 Месяц назад

      ​@@Megha-ij8eo😂😂😂

    • @skshitish
      @skshitish 19 дней назад

      Tu bodhe andha bhakta​@@sibarammahankuda1848

  • @snehasishnayak8652
    @snehasishnayak8652 Месяц назад +23

    ଭାଇ ତମେ ଯାହା କହୁଛ ତମେ ନିଜେ ହିଁ ବୁଝୁଥିବ

  • @kaberibehera5416
    @kaberibehera5416 Месяц назад +5

    Prakash sethi... ତୋ ଭାଷାଜ୍ଞାନ ଓ ଭାଷଣ କୁ 🙏🙏🙏🙏🙏

  • @TulsiBhakta-y8d
    @TulsiBhakta-y8d Месяц назад +4

    Mind blowing speech

  • @subhenduofficial3608
    @subhenduofficial3608 Месяц назад +26

    ଏବେବି କଅଁଳ ଶିଶୁ ସରକାର ଅଛି. ସବୁଥିରେ କଅଁଳ....

  • @MULTIOBSERVER
    @MULTIOBSERVER Месяц назад +16

    ଆମ MLA ଭୁଲ ନୂହେଁ ଲୋକୋ ଭୁଲ ଭଲ ନେତାଙ୍କୁ ବାଛିଛନ୍ତି

  • @Lipun-lk4eu
    @Lipun-lk4eu Месяц назад +20

    ଛଟ ଛଟ ସ୍କୁଲ ପିଲା ପାଠ ପଢି଼ବା ଭଳି ଲାଗୁଚି!
    ଏହା ହିଁ ଓଡି଼ଆ ଅସ୍ମୀତା ।

  • @JipubhaiOdisha
    @JipubhaiOdisha 23 дня назад +2

    ସେଠୀ ବାବୁ ମଞ୍ଚ ଉପରେ English କୁ ଠିଆ ଠିଆ ବଳାତ୍କାର କରିଦେଲେ

  • @rosandas9177
    @rosandas9177 Месяц назад +21

    ମୁଁହ ରେ ଟିକେ ଲଜ୍ଜ୍ୟା ନାହିଁ କି ହସ ମ 😂

  • @SatyanarayanMajhi-t9n
    @SatyanarayanMajhi-t9n Месяц назад +18

    ମଦର power କେତେକ ଦେଖ ଭାଇ ,

  • @amarjeetlifestylevlog3161
    @amarjeetlifestylevlog3161 Месяц назад +12

    କଟକ ସଦର ପିଲା ତରଫରୁ ମୁଁ ସମସ୍ତଙ୍କୁ ଭୁଲ୍ ମାଗୁଛି 🙏🙏।

  • @nidhiramjena2398
    @nidhiramjena2398 Месяц назад +16

    ସେ କଣ କହୁଛି ସେ ଜାଣିପାରୁଛି ତ...

  • @rohitnayak3788
    @rohitnayak3788 Месяц назад +3

    ଏ ପାଗଳ ଶଳା ମାନେ ଲୋକ ମାନଙ୍କ କଥା ବୁଝିବେ! ନିଜ କଥା ନିଜେ ବୁଝିପାରିବ ନାହିଁ

  • @PrahalladadashPrahalladadash
    @PrahalladadashPrahalladadash Месяц назад +27

    Sir
    ଇଂରାଜୀ ରେ ଭାଷଣ ଦେଉଛନ୍ତି କିନ୍ତୁ ମନରେ ଟିକେ ବି ଗର୍ବ ନାହିଁ

  • @santoshjena5811
    @santoshjena5811 Месяц назад +40

    😂ଓଡ଼ିଆ ଅସ୍ମିତା କୋମାରେ😂

  • @PrasadsMartialartsFitness
    @PrasadsMartialartsFitness Месяц назад +27

    Honourable❌ Unable ✅

  • @trivijapatri9307
    @trivijapatri9307 Месяц назад +5

    Wah ! These people are trying their best to make Odisha the No-1 state in the country !

  • @Hellopitabasa
    @Hellopitabasa Месяц назад +7

    କି ଦୁଃଖ ଆମର ମୁଖ୍ୟ ମନ୍ତ୍ରୀ କିଛି ବୁଝି ପାରୁନି ଏ ସବୁ କଣ ଚାଲିଛି ସବୁ ଏ ଟି

  • @jayantatripathy9120
    @jayantatripathy9120 Месяц назад +10

    😂😂 there is no different between CM and MLA very good 👍

  • @bikash2971
    @bikash2971 Месяц назад +2

    ଯାହା ବି କହୁ,, Unable chief minister ଏହି କଥା ଟା ସତ 😂😂

  • @1msubhrajit
    @1msubhrajit Месяц назад +3

    Bahut khusi lagu6i ehi vasana jie ଶୁଣିବା ତାହାର ଖୁସି ଆକାଶ ଛୁଆଁ ହୋଇଯିବ

  • @ungraduatetoka3409
    @ungraduatetoka3409 Месяц назад +1

    ଭାଇ ହସିଲେ କଣ ହବ ତାଙ୍କୁ ନେତା କଲା କିଏ ?
    ତାଙ୍କର କିଛି ଭୁଲ ନାହିଁ. ମୁଁ କୌଣସି ଦଳ ସମର୍ଥନ କି ବିରୁଦ୍ଧରେ କହୁନି ଯଦି କିଛି ଭୁଲ କହି ଥିବି ହେଲେ କ୍ଷମା କରିବେ❤

  • @ODIAMOTIVATIONALSTORIES
    @ODIAMOTIVATIONALSTORIES Месяц назад +39

    Unable ର ଓଡ଼ିଆ ଅର୍ଥ ହେଉଛି ଅସମର୍ଥ l ସେ ତ ଠିକ କହିଛି, by name ରେ ଅସମର୍ଥ ବୋଲି ମଞ୍ଚ ଉପରେ କହିଛି l😢

  • @pitambarbarik9438
    @pitambarbarik9438 Месяц назад +2

    Very nice. Thanking him for his courage.

  • @kdctc
    @kdctc Месяц назад +6

    Salute his confidence😊 keep on it Sir ji 🎉

  • @ashishpattanaik377
    @ashishpattanaik377 Месяц назад +1

    ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ଏଇ ମହାନ ଜନନାୟକଙ୍କ ନାଁରେ ନାମିତ କରାଯାଉ। ଜନେ ଉପକୃତ ହେବେ।

  • @GyanaRanjan-nj4tl
    @GyanaRanjan-nj4tl Месяц назад +4

    ଭଲ ଥିଲl ଆଉ ଟିଏକ ଭଲ ହେଇପାରିବ👌👌👌👌

  • @thechangingthought
    @thechangingthought Месяц назад +9

    ଇଏ ବାବୁ ଠିକ୍ ଭାଷଣ ଦେଇଛନ୍ତି, unable chief minister 🤣

  • @ranjankumardas5745
    @ranjankumardas5745 Месяц назад +23

    High quality english 😂😂😂😂😂😂😂😂😂😂😂
    ଭାଇ ତୁ କିଏ

  • @soumyaranjanparidaraj5788
    @soumyaranjanparidaraj5788 27 дней назад +1

    ଆମ ଗାଁ ପଦିଆ ପ୍ରକାଶ ବାବୁଙ୍କ ଠୁ ଭଲ ଇଂରାଜୀ କହିବ

  • @monoranjanbadjena1904
    @monoranjanbadjena1904 Месяц назад +3

    Very good speech.

  • @ramakantabarik1175
    @ramakantabarik1175 Месяц назад +16

    It's called real British English 😮.

  • @sanjuvlog8144
    @sanjuvlog8144 Месяц назад +34

    ଓଡ଼ିଆ ଅସ୍ମିତା କୁଆଡେ ଗଲା? ଆମେ ଇଂଲିଶ ବୁଝିପାରୁନୁ ଭାଇ

  • @udayatokoria3553
    @udayatokoria3553 Месяц назад +1

    ନାୟକ ଜି ! ନିଜର ମତ ଏହି ଭିଡିଓ ସମ୍ବନ୍ଧରେ କିଛି ରଖିଲି ନାହିଁ ...
    ୱା:: ସେକ୍ସପିର ଙ୍କ ଭଳି English
    ସବୁ ନାଲି ପାଣିର କମାଲ ଯାହା ଲାଗୁଛି

  • @AjayDas-xd7in
    @AjayDas-xd7in Месяц назад +10

    In the end i conclude it is 2014 bali yatra.thanks to MLA for his outstanding speech on Baliyatra. how he explained the term of Bali nicely only forget to mention the role of legend biju babu.In his speech he threw a number of question mark to them who speak and understand English language clearly.I think these politicians are the real role model for us.Jay odia asmita

  • @jibanjena6806
    @jibanjena6806 Месяц назад +11

    It will be it will be ପୁରା ଭାଇ ମୋର ଭାଷଣ ଗୋଷିଦେଇଛି """ଓଡିଆ ଅଶ୍ମିତା ""
    💐

  • @pinkysethi7537
    @pinkysethi7537 Месяц назад +12

    ଏହି ଭାଇ କଂ ଇଂରାଜୀ ଣୁଣି ନମକ ହଲାଲ ଫିଲମ ର ଅମିତାଭ ବଛନ କଂ ସଂଳାପ ମନେ ପଡି ଯାଉଛି ଯେ.. I can talk English, I Can laugh English because English is a Funny Launguse

  • @rameshchandradash8385
    @rameshchandradash8385 Месяц назад +1

    ଓଡ଼ିଆ ଅସ୍ମିତା କଥା ବୁଝିବାକୁ ଯାହାକୁ ଅସୁବିଧା ହେଉଥିଲା, ଏହି ଭାଷଣ ଶୁଣି ସବୁ ଅସୁବିଧା ଦୂର ହେଇଚି ଲାଜ ଲାଗିବା କଥା.

  • @SatyanarayanMajhi-t9n
    @SatyanarayanMajhi-t9n Месяц назад +3

    ଯାହାବି ହେଉ ଆଜିର ଶିଶୁ କାଲିର ନାଗରିକ,

  • @dineshmohanty182
    @dineshmohanty182 Месяц назад +2

    Chaudwar -katak MLA Sauvic Biswal ବି ବାଲିଯାତ୍ରା ରେ ଇଂଲିଶ ରେ speech ଦେଇଛି। କାହିଁ ସେକଥା କେହି କହୁନାହାଁନ୍ତି

  • @ArjuncharanMaharana-mt8qm
    @ArjuncharanMaharana-mt8qm Месяц назад +6

    ଆମେ ନୂଆ ସରକାର ଗଢିଛୁ,ଆମେ ଯେମିତିଆ ଇଂଲିଶ କହିବୁ ତମର କ'ଣ ଗଲା ତମେ ଖାଲି ଶୁଣ,

  • @jpp1980
    @jpp1980 12 дней назад

    I liked the confidence of the person. Good job sir and better luck next time.

  • @Biswo-l5h
    @Biswo-l5h Месяц назад +3

    Historical Speech Ever!!!

  • @ChittaranjanParija-xm7pr
    @ChittaranjanParija-xm7pr Месяц назад +1

    ପ୍ରକାଶ ସାର ସେ ଜଣେ ଫିଟ୍ ଉର୍ଦ୍ମେମ୍ବେମ୍ୱର ଏ ଇଂଲିଶ କୋଉ ସଲା ତୁମକୁ କହିଛି କହିବା ପାଇଁ।

  • @PublicSupport-te9rb
    @PublicSupport-te9rb Месяц назад +3

    ଏହିତ ବିଜେପି ର ଓଡ଼ିଆ ଅସ୍ମିତା 😅😅😅😅😅

  • @sudhansusekhardash9010
    @sudhansusekhardash9010 Месяц назад +1

    ଓଡ଼ିଶା ବିଜେପି ନେତା ଜିନ୍ଦାବାଦ।

  • @bibhuprasadsahu5205
    @bibhuprasadsahu5205 Месяц назад +3

    ନିଜ ମାତୃଭାଷା କୁ ଭଲପାଅ

  • @technogyanstar2310
    @technogyanstar2310 Месяц назад +1

    ହେ ଭଗବାନ, ଏ କାନ ଆଜି କଣ ଶୁଣିଲା।😂😂😂😂😂ମୁ ପିଲା ବେଳ ରୁ English ଭୁଲ୍ ପଢ଼ିଥିଲି 😂😂

  • @subratmeher3658
    @subratmeher3658 Месяц назад +16

    ସିଏ ଜେତେ ଜାଣିଛନ୍ତି ସେତେ କହିଲେ

    • @Crp-2000
      @Crp-2000 Месяц назад

      ବାଣ୍ଡ ଜାଣିଛି

  • @Mrs....ManoranjanSahoo
    @Mrs....ManoranjanSahoo Месяц назад +1

    ଭାଇ ଙ୍କ ଭାଷଣ ରେ ମୋ ମନ ଭରିଗଲା

  • @samayaranjansahoo4292
    @samayaranjansahoo4292 Месяц назад +6

    ପୁରା ଘୋଷି ଦେଇଛି ଉ ସବୁ

  • @sudhansusekhardash9010
    @sudhansusekhardash9010 Месяц назад +1

    ଏ ହେଉଛି ଅସ୍ମିତା, ଆତ୍ମାହୁତି ଦେବାକୁ ଈଛା କରୁଛି !

  • @libranmahendra7213
    @libranmahendra7213 Месяц назад +7

    Sir bcz it's baliyatra i love your bhasan of all cuttkia of well historical sand. Thanks you sir and all dignity. Marintine trede is happening good sir. Thanks dignity. Cooperate odisha to became good transaction sir. All dignity sir thanks you 😅😅

  • @ParameswarMuduliTutu
    @ParameswarMuduliTutu Месяц назад +1

    କଣ ଓଡ଼ିଆ ଲୋକଙ୍କୁ ଶୋଧୁଚି ନାଁ କଣ ବା ନାଁ ଓଡ଼ିଆ ଅସ୍ମିତା

  • @Kalingatraveller636
    @Kalingatraveller636 Месяц назад +17

    ଐତିହାସିକ ଓଡ଼ିଆ ବାଲିଯାତ୍ରା ରେ ୟେ ଦରମରା ଇଂରାଜୀ ଭାଷଣ କାଇଁ ୟେ ବିଧାୟକ ନିଜକୁ ଲଜ୍ଜିତ କରୁଛ ନିଜ କଟକ ଲୋକ ଙ୍କ ଆଗରେ..😂 ୟେ ଭାଷଣ ନୁହେଁ ବିଜେଡ଼ି କୁକୁର ଙ୍କ ୭ ଦିନ ର ଆହାର..ବିଜେପି କୁ ବଦନାମ କରିବା ପାଇଁ..😂😂

  • @nirmalchhualsingh8105
    @nirmalchhualsingh8105 26 дней назад

    Sure, U R real odia Asmita.

  • @avayakumarsahu139
    @avayakumarsahu139 Месяц назад +6

    ଯାହା ହେଉ କେଉଁଠି ଅଟକି ନାହାନ୍ତି,He is confident about his English.ଯାହା ହେଉ ଇଂରାଜୀ ତ କହିଛନ୍ତି, ଆଗକୁ ଭଲ କହିବେ ।

  • @kishorebiswal4298
    @kishorebiswal4298 Месяц назад

    କୋଉଠୁ ପାଠ ପଢିଲେ ଏ ବାବୁ। ମାଡ଼ ପି ଥିଲା କି?

  • @kamalbehera4780
    @kamalbehera4780 Месяц назад +3

    Nice speech......wel done

  • @JharanaBhol-g9i
    @JharanaBhol-g9i Месяц назад +1

    Historical speech of bjp MLA .

  • @bhagyabatijena4552
    @bhagyabatijena4552 Месяц назад +6

    ଓଡ଼ିଆ ଅସ୍ମିତକୁଆଡେଗଲା😂

  • @akshayadash9834
    @akshayadash9834 Месяц назад +1

    U r is a great speaker ,Sir.
    Our Odisha is the proud of the leaders like u is the.

  • @rajendraacharya6701
    @rajendraacharya6701 Месяц назад +13

    English is a foreign language. The speaker is on the learning mode .We love this representative .He is delivering extempore . He too is confident,smiling, energetic, youthful..,necessarily communicative. The calm,unperturbed young lawmaker Mr.Prakash Sethi seems to be accepting the consequences of his outpourings with equanimity ,even on the stage.Let's learn from him how to face the crowd courageously. Jay Kru. Pa. Jay Jay Jagannath. Jay Jay Jay Charamanath.

    • @T29-30
      @T29-30 Месяц назад +1

      Nua speaking English coaching karuchhani bhai😅

    • @ronak3093
      @ronak3093 19 дней назад

      It is embarrassing moment just see the guest faces

  • @BadalaPradhana
    @BadalaPradhana Месяц назад +1

    ସେ କହିଲାବେଳେ ଅଜାଣନ୍ତେ ମୁଁ କାହିଁକି କୁନ୍ଥେଇ ହୋଇଗଲି? ହାୱା ଟାଇଟ୍!

  • @rajprasadbehera46
    @rajprasadbehera46 Месяц назад +11

    Eia odia asmita

  • @bijaymohanty756
    @bijaymohanty756 Месяц назад +1

    ଭାଇ ଦୟାକରି ଆପଣ ନିଜେ ଵୁଝିପାରୁଛନ୍ତି ଆପଣ କଣ କହୁଛନ୍ତି । ଦୟାକରି ମାତୃଭାଷାରେ କହିଲେ ଭଲ ହେଵ । ଆପଣ ଭଲ ଘୋଷି ମନେରଖିପାରନ୍ତି ତେଣୁ ଆପଣଙ୍କୁ ଗୋଟିଏ ଘୋଷା ଵଳଦ କହିଲେ କିଛି ଭୁଲ ହେବ କି ?

  • @debasmitaparida2072
    @debasmitaparida2072 Месяц назад +5

    School re august 15 re ghosiki bhul bhal bhasana sesa kala pare chhuanka muhan re jou khusi thae mantri nka muhan re thik sei khusi😂😂😂😂

  • @sudhansunayak8325
    @sudhansunayak8325 Месяц назад +1

    Paper re ଲେଖିକି ଆଣିବା ପାଇଁ ଭୁଲି ଯାଇ ଥିଲେ 😂😂

  • @SusantaMohanty-s7l
    @SusantaMohanty-s7l Месяц назад +3

    What a confidence I don't understand, ok some coching you want

  • @SrichGiri
    @SrichGiri Месяц назад +1

    English ଲୋକଙ୍କ ପାଇଁ ଭଲ ଭାଷଣ ଦେଇଛନ୍ତି

  • @jayadevjena8121
    @jayadevjena8121 Месяц назад +7

    ଓଡିଆରେ କହିଥିଲେ କ'ଣ ଲୋକ ବୁଝିପାରିନଥାନ୍ତେ କି? ଛୋଡି ହେଇକି ଇଂରାଜୀରେ କହିକି କୋଉ ବାଳଟା ଉପାଡିଦେଲା।

    • @satyam6619
      @satyam6619 Месяц назад

      😂😂😂😂👍

  • @pkdas7353
    @pkdas7353 Месяц назад +1

    I support the mla ,because it is not our language .look at his confidence

  • @tiretdeRashmi
    @tiretdeRashmi Месяц назад +5

    Waa odia asmita

  • @manoranjanmaharana2317
    @manoranjanmaharana2317 Месяц назад +1

    Respected Sir,at first I give you my salute for your courage. Don't focus on criticism because you yourself know the mistakes. A time will come you will be able to speak fluently without errors.Keep it up.

  • @saismita993
    @saismita993 Месяц назад +3

    A lokata ta teacher ra nam dubei dela.Irony is quota / reservation should immediately withdraw from politics and education

    • @sunilfailure123
      @sunilfailure123 9 дней назад

      Khali education aau politics ru aau sabu pain rahiba tahale jati bheda rahiba na kan

  • @basantadas1218
    @basantadas1218 8 дней назад

    Historic presentation of Odia Asmita in classic English format.

  • @prabodhadwivedy1159
    @prabodhadwivedy1159 Месяц назад +2

    Ki english 😂😂

  • @rajibkumarpradhan1181
    @rajibkumarpradhan1181 10 дней назад

    ଭାଇନା ଇଞ୍ଜିନିୟର ଡିଗ୍ରୀ କେମିତି ପାଇଲେ. ହାଇ ଭଗବାନ ଏ ହେଉଛି ଓଡିଶା ର ଭବିଷ୍ୟତ ଆଉ ଓଡିଶା ଅସ୍ମିତା
    ସଲତ କୁ ଅଟକାଇ ରେ

  • @subhransudalai8360
    @subhransudalai8360 Месяц назад +5

    ବିଜେପି ର ଓଡ଼ିଆ ଅସ୍ମିତା

  • @kalpatarugauntia2942
    @kalpatarugauntia2942 Месяц назад

    Totally World ku ବୁଝେଇ ଦେଲେ 😂